SANDHYA ALATI -JAGANNATH TEMPLE 01-OCT-2024 | ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV

  Рет қаралды 2,021

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#sandhaya #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 217
@namitabiswal-go7vt
@namitabiswal-go7vt 2 сағат бұрын
ହେ ମହାପ୍ରଭୁ ମଙ୍ଗଳମୟ 🙏କେବଳ ଆପଣ ହେ ମହାପ୍ରଭୁ କେବଳ ଆପଣ ହିଁ ମୋର ସାହା ଭରସା ମୋର ଆଉ ଆପଣଙ୍କ ବିନା କେହି ନାହାନ୍ତି 🙏ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏
@lovestoryforu9
@lovestoryforu9 Сағат бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଶୁଭ ସଂଧ୍ୟା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤ ଜୟ ଜଗନ୍ନାଥ ❤❤❤❤
@kumarashokmallick7876
@kumarashokmallick7876 Сағат бұрын
ଜୟ ଶ୍ରୀ ରାଧେଶ୍ୟାମ ହେ ମଣିମା ଆମ ମାଆ ର ଦେହ ଭଲ କରିଦିଅ ରିପୋଟ ସବୁ ଭଲ ଥାଉ ମଣିମା ଜଗତର ଉଧାର କର ମଣିମା
@namitabiswal-go7vt
@namitabiswal-go7vt 2 сағат бұрын
ହେ ଅନାଥ ର ନାଥ ଜଗନ୍ନାଥ🙏 ହେ ପଦ୍ମ ପଳାସ ଲୋଚନ🙏 ହେ କୃପାସିନ୍ଧୁ 🙏ହେ ଦୀନବନ୍ଧୁ 🙏ଆପଣଙ୍କ ପଦ୍ମ ଶ୍ରୀ ପୟରେ କୋଟି କୋଟି ପ୍ରଣାମ ଶରଣ ହରି 🙏ହେ କୃଷ୍ଣ ଭୂବନ ମଙ୍ଗଳ ହରି 🙏
@somanathdas686
@somanathdas686 2 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@SKJ-vh8kv6rp9l
@SKJ-vh8kv6rp9l 2 сағат бұрын
जय श्री जगन्नाथाय नमः🙏👏🌷🌹
@nabinbaisakha1454
@nabinbaisakha1454 2 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ
@pratapkumarsahoo5811
@pratapkumarsahoo5811 2 сағат бұрын
🙏ଶୁଭ 🙏ସନ୍ଧ୍ୟା 🙏ମଣିମା 🙏ହେ 🙏ମଙ୍ଗଳମୟ 🙏ଠାକୁର 🙏JAGATARA🙏ମଙ୍ଗଳ 🙏କରିଥାନ୍ତୁ 🙏ହେ 🙏ଠାକୁରେ 🙏ପ୍ରଭୁ 🙏ଶ୍ରୀ 🙏ଚରଣେ 🙏ଶରଣ 🙏ଜୟ 🙏ଜଗନ୍ନାଥ 🙏ସ୍ୱାମୀ 🙏ନୟନ 🙏ପଥଗାମୀ 🙏ଭବ 🙏ତୁମେ 🙏
@narayansahu1659
@narayansahu1659 Сағат бұрын
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏🙇❤️😊🥥🌺
@namitabiswal-go7vt
@namitabiswal-go7vt 2 сағат бұрын
ହେ ମହାପ୍ରଭୁ 🙏
@chandinidandia7871
@chandinidandia7871 Сағат бұрын
Jai shree Radhe Krishna 🌸🌸🌸🌸🙏🙏🙏🙏🌹🌹🌹🌹 Jai shree jagannath Swami Nayana patha gami vaba tume vaba tume vaba tume 🙌🙌🙌🙌🌸🌸🌸🌸🙏🙏🙏🙏🌹🌹🌹🌹🌹
@saraswatisahoo1033
@saraswatisahoo1033 2 сағат бұрын
Jay jagannath swami nayana patha gami bhaba tume ❤❤❤
@SuryaprakashSethy
@SuryaprakashSethy Сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏❤️🙏❤️🙏🙏❤️🙏❤️🙏❤️🙏❤️🙏❤️🙏🙏❤️🙏❤️🙏❤️🙏❤️🙏
@namitabiswal-go7vt
@namitabiswal-go7vt 2 сағат бұрын
ହରି ବୋଲ🙏 ହରି ହରି ବୋଲ 🙏
@nabinbaisakha1454
@nabinbaisakha1454 2 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ
@parthasarathibarik633
@parthasarathibarik633 2 сағат бұрын
Omm jay shree hari Omm namaha vagabate basu debaya namaha
@jayantakumarghadia6309
@jayantakumarghadia6309 2 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭସନ୍ଧ୍ୟା ମଣିମା 🙏🙏🌺🌹🪔🪔
@bhabanisankarbal9293
@bhabanisankarbal9293 Сағат бұрын
ହେ ଅନନ୍ତ ଦାମୋଦର ପତିତପାବନ ମଣିମା ତୁମ ପାଦତଳେ ଶରଣାପନ୍ନ ମୁଁ ସାହାହୁଅକାଳିଆ ସାଆନ୍ତେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମଣିମା
@mamatasatpathy9018
@mamatasatpathy9018 35 минут бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵମୀ ନୟନ ପଥ ଗାମୀ ଭବତୁ ମେ ପ୍ରଭୁ ନିଳାଦ୍ରୀ ବିହାରୀ କାଳିଆ ସାଆନ୍ତ ଆପଣ ଙ୍କ ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା ଆପଣ ହିଁ ପିତା ମାତା ସର୍ବ କରତା ଭାଗ୍ୟ ବିଧାତା ମହାବାହୁ ଭାବର ଠାକୁର ଶ୍ରୀ ଭାବଗ୍ରାହୀ ଆପଣ ସାରା ଜଗତ ବାସୀଙ୍କର ମଙ୍ଗଳ କରନ୍ତୁ ମଣିମା ସବୁ ବିପଦ ଆପଦ ରୁ ରକ୍ଷା କରିବେ ମହାବାହୁ ସନ୍ତାନ ମାନଙ୍କୁ ଆପଣ ଙ୍କ ଶ୍ରୀ ଚରଣ ତଳେ ଆଶ୍ରିତ ଦିଅନ୍ତୁ କାଳିଆ ସାଆନ୍ତ ମୋର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶତତଃ କୋଟି କୋଟି ପ୍ରଣିପାତ ମଣିମା ଭୁଲ୍ ଥିଲେ କ୍ଷମାକରିବେ ମହାବାହୁ ନିଳାଦ୍ରୀ ବିହାରୀ 👏👏👏👏👏🌷🌷🌷🌷🌷🌷🌷🌷👏
@surajwankhede3730
@surajwankhede3730 2 сағат бұрын
जय श्री रणछोड़राय महाराज की जय🚩🙏☺️ जय श्री द्वारकाधीश महाराज की जय🚩🙏☺️ जय श्री जगन्नाथ महाराज की जय🚩🙏☺️ हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो🚩🙏☺️
@bubunkumar2321
@bubunkumar2321 Сағат бұрын
Jay shree jagannath 🙏 🙏 🙏 🙏 🙏 🙏 🙏 🙏
@saratachandranaik385
@saratachandranaik385 2 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙇🏻‍❤🙌😔
@archanapanda3732
@archanapanda3732 2 сағат бұрын
Jay shree Jagganath 🙏 Jay shree Balabhadra 🙏 Jay shree suvadra mata 🙏 jay shree sudarshan 🙏 🪔🪔🪔
@pareshkumarbehera1483
@pareshkumarbehera1483 2 сағат бұрын
ଜୟ ଶ୍ରୀଜଗନ୍ନାଥ*🙏
@seemadevgan5183
@seemadevgan5183 Сағат бұрын
Jai shree Jagannath bhagwan ji ki.🙏🙏🪔🪔🪔🪔🪔🌹🌹🌹🌹🌹🙏🙏
@bijayalaxmi6761
@bijayalaxmi6761 Сағат бұрын
Jay Jagannath 🙏🛐😭⭕‼️⭕ Jay Jagannath 🙏🛐😭⭕‼️⭕ Jay Jagannath 🙏🛐😭⭕‼️⭕ Jay Jagannath Swami Nayan path gami bhaba tume 🙏🛐😭⭕‼️⭕ Jay Jagannath 🙏🛐😭⭕‼️⭕ Jay maa subhadra 🙏🛐😭⭕‼️⭕ Jay shree balabhadra 🙏🛐😭⭕‼️⭕ Jay maa Laxmi 🙏🛐😭⭕‼️⭕ Jay shree Garuda dev 🙏🛐😭⭕‼️⭕ hata chhadibeni kebe bi Prabhu 🙏🛐😭⭕‼️⭕ hata joduchi Prabhu dosha khyama Kari dia Prabhu 🙏🛐😭⭕‼️⭕ Charan tale sarana paduchi Prabhu 🙏🛐😭⭕‼️⭕ manaskman purana kareidia Prabhu 🙏🛐😭⭕‼️⭕ subha Sandhya Prabhu 🙏🛐😭⭕‼️⭕ mahabahu 🙏🛐😭⭕‼️⭕ basudeba Hari 🙏🛐😭⭕‼️⭕ he thakure mu Jo kama ta karuchi seita kemiti parmanent heijau Prabhu 🙏🛐😭⭕‼️⭕ tate hata Jodi bhika maguchi re mu 😭🙏🛐😭⭕‼️⭕ bhul thile khyama Kari dia Prabhu 🙏🛐😭⭕‼️⭕ he thakure mu gote bhul karichi khyama Kari dia Prabhu 🙏🛐😭⭕‼️⭕ he thakure mote tike bhala budhi dee re 😭🙏🛐😭⭕‼️⭕ Kalia re aswini auu thare block karidela re kemiti unblock Kari diau Prabhu 😭😭😭😭🙏🛐😭⭕‼️⭕🙏🙏🙏🙏
@namitabiswal-go7vt
@namitabiswal-go7vt 2 сағат бұрын
ଜୟ ପତିତ ପାବନ କି ଜୟ 🙏
@bidyadharnayak3139
@bidyadharnayak3139 2 сағат бұрын
Jay shree jagannath Swamy mahaprabhuu mu Jo mara swapna dekhithili tanka bapa marigale mote rakhya kara Jay jagannath Swamy mahaprabhuu 🙏🙏🙏😭😭🙏😭
@AnitaMahalik-j9c
@AnitaMahalik-j9c Сағат бұрын
Jay jagannath swami Nayan patha gami bhaba tume ⭕‼️⭕🚩❤️🙏🙏🙏
@shreeyabeheraofficial3410
@shreeyabeheraofficial3410 2 сағат бұрын
Jay shree Jagannath mahaprabhu radhe radhe krishna Jay shree krishna Jay shree krishna Jay shree Jagannath mahaprabhu radhe Krishna Jay Sita Ram Jay shree hanuman Har har Mahadev Parvati Mahadev harehar radhe radhe Jay Sita Ram Jay shree Jagannath mahaprabhu
@LijaDalai-pu2sy
@LijaDalai-pu2sy Сағат бұрын
🪔💅🪔Jaya Sri Jagannath Swami Nayan Patha Gami Bhaba Tum🪔💅🪔💅
@sanjibisahoo2325
@sanjibisahoo2325 2 сағат бұрын
ଜୟ ଜଗନ୍ନାଥ
@AmitaDas-n3j
@AmitaDas-n3j 2 сағат бұрын
ପ୍ରଭୁ ମୋ ମନ କଥା କେବେ ଶୁଣିବ 🙏🙏
@lalatendujena4026
@lalatendujena4026 2 сағат бұрын
ଜୟ ପ୍ରଭୁ ଚକାନୟନ ତୁମେ ଏକା ସାହା ଭରସା
@bidyabharatisabar2789
@bidyabharatisabar2789 59 минут бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏⭕❗⭕🥥🥥🥥🥥🥥🥥🥥🥥🥥🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@balaramrout4158
@balaramrout4158 2 сағат бұрын
Jay Jagannath🙏🚩🙏🚩🙏❤
@arpitasahooalati346
@arpitasahooalati346 Сағат бұрын
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama kara pravu
@rasmirekhadas-oh6kg
@rasmirekhadas-oh6kg Сағат бұрын
Mahapravu ♥️♥️♥️♥️♥️♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@archanapanda3732
@archanapanda3732 Сағат бұрын
Hey Manima Jagata udhara kara prabhu 🙏
@sanjaymohapatra7066
@sanjaymohapatra7066 2 сағат бұрын
❤❤❤ jay mahaprabhunkara jay❤❤❤🛕🛕🛕🛕 🚩🚩🚩🛕🌑❗🌑🙌🙌🙌🪔🪔🪔❤❤❤
@bijayakumardas4189
@bijayakumardas4189 2 сағат бұрын
Jay shree jagannath Swami nayna path game
@susandhyasahoo5468
@susandhyasahoo5468 Сағат бұрын
Jay jagannath ⭕‼️⭕🙏🙏🙏 jay Radha Krishna 🙏🙏🙏
@jayaprakashdash6918
@jayaprakashdash6918 Сағат бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ 🌹🙏
@harapriyamoharana9091
@harapriyamoharana9091 53 минут бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@rajanikantapradhan6167
@rajanikantapradhan6167 2 сағат бұрын
Jay shree Jagannath swami Maharaj 🙏🙏🙏🙏
@santoshbarik146
@santoshbarik146 2 сағат бұрын
Jay shree Laxminarayan Mahaprabhu Nka Ra Jay
@sabarnakumarpradhan6217
@sabarnakumarpradhan6217 Сағат бұрын
କେତେ ଆଶା ନେଇ ଯାଇଥିଲି ପ୍ରଭୁ.... କିନ୍ତୁ ଯାହା ବ୍ୟବହାର ପାଇଲି ମୋନ ବହୁତ ଦୁଃଖ.... 🙏ଆଶା କରୁଛି ପୁଣି ଥରେ ଡୋରି ଲାଗୁ....
@kunalsinger143
@kunalsinger143 Сағат бұрын
Jay Shree Jagannath 🙏🙏🙏🙏🙏🙏🙏🙏🙏
@laxmipriya4378
@laxmipriya4378 Сағат бұрын
Jay shree Jagannath Swami 🌼🌼🌼🙏
@laxmipriya4378
@laxmipriya4378 15 минут бұрын
🌼 Jay shree Jagannath 🌼🙏🙏🙏❤️
@Abinaschannel
@Abinaschannel Сағат бұрын
Jay Shree Jagannath Mahaprabhu
@suchismitasethi3411
@suchismitasethi3411 43 минут бұрын
ଓଁ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ ପ୍ରଣତଃ କ୍ଳେଶନାଶାୟ ଗୋବିନ୍ଦାୟ ନମୋ ନମଃ। । ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ। ପ୍ରଣାମ ପ୍ରଭୁ ଦାମୋଦର। ।🪔🙏
@ashutoshpanda4982
@ashutoshpanda4982 Сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାପ୍ରଭୁ 🙏🏻🙏🏻🙏🏻
@animasingha7105
@animasingha7105 52 минут бұрын
ଜଗୁ ରେ 🙏🙏🙏🙏🙏👏👏👏👏👏👏😔😔😔😔ସବୁ ଠିକ କରି ଦେ. ଯଉଟା ମୋ ପାଇଁ ଆମ ଘର ପାଇଁ ଭଲ ସେୟା ହିଁ କର ପ୍ରଭୁ 🙏🙏🙏🙏
@manjulapatro2183
@manjulapatro2183 Сағат бұрын
Jai shri jagannath Swami 🚩🙏 Hare krishna hare Rama 🚩🙏
@manjulapatro2183
@manjulapatro2183 Сағат бұрын
Jai shri jagannath Swami 🚩🙏 Hare krishna hare Rama 😊😍🥰🚩🙏
@itsme5501
@itsme5501 42 минут бұрын
ଜୟ ଶ୍ରୀ ଜଗନ୍ନାଥ 🥺♥️ ସବୁ ତାଙ୍କରି ଇଚ୍ଛା
@adityadr9982
@adityadr9982 Сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🪔 ହେ ମଣିମା ତୁମ ଚରଣ କମଳ ରେ କୋଟି କୋଟି ପ୍ରଣାମ ମଣିମା 😭😭😭🙏
@nilujena9876
@nilujena9876 Сағат бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ସନ୍ଧ୍ୟା ଆଳତି ଦର୍ଶନ ର ଜୟ ହଉ 🙏🏼
@niranjanbarik8442
@niranjanbarik8442 Сағат бұрын
Jay.jagannath.swami.nayan.pathagami.bhaba.tumay.dhany.dhany.dhany.mahaprabhu.harebol.harebol.harebol.jay.jay.jay.
@MITASETHI-z7o
@MITASETHI-z7o Сағат бұрын
Jay jay shree jagannath swami nayan patha gami bhaba tume 🙏🪔⭕❗⭕🌿🙌🙏🌹❤️🌹🙏🌹🙏🌹🙏🌹🙏🌹🙏🌹🙏
@prabhatshaw1330
@prabhatshaw1330 Сағат бұрын
❤❤❤ ଜୟ ମା ଲକ୍ଷ୍ମୀ ❤ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ❤❤❤
@rajeshkumarpanda6202
@rajeshkumarpanda6202 Сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଭୁ ବଳଭଦ୍ର ମାଁ ସୁଭଦ୍ରା🙏🚩❤️
@ranjitaratha9439
@ranjitaratha9439 52 минут бұрын
Jay maa mangala maa🙏🙏🙏🙏🙏🙏🙏🙏🙏❤❤❤❤❤❤❤❤jay shree jagannath swami🙏🙏🙏🙏🙏🙏🙏❤❤❤❤❤jay shree ram🙏🙏🙏🙏🙏🙏🙏🙏🙏❤❤❤❤❤
@pratapkumardaspappu9375
@pratapkumardaspappu9375 2 сағат бұрын
ॐ ନମୋଃ ଭଗଵତେଃ ବାସୁଦେବାୟ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🪔 ଜୟ ଶ୍ରୀ ପତିତପାବନ 🪔 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌🙏
@PriyadarshaniSahu-ws7bf
@PriyadarshaniSahu-ws7bf Сағат бұрын
Jay jagannath 🙏
@jharanamohanty574
@jharanamohanty574 Сағат бұрын
ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏
@btsismylife9756
@btsismylife9756 Сағат бұрын
Jay Jagannath🙏🙏🙏🙏🙏🙏🙏🙏........ Jay Shree Patitapaawana🙏🙏🙏🙏🙏🙏🙏🙏........
@jinumishra5681
@jinumishra5681 Сағат бұрын
Hey Mo Prabhu.... Tuma padatale koti koti Pranama.
@Aloksamal-gj8bs
@Aloksamal-gj8bs Сағат бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪷🪷🪷🪷🪷🪔🪔🪔🪔🪔🙏🙏🙏🙏🙏
@odchitta75424
@odchitta75424 Сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏
@rabindranathpradhan4378
@rabindranathpradhan4378 Сағат бұрын
Jay sri jaganath swami Nayana patha gami bhaba tume prabhu 🙏🙏🙏🙏🙏🙏🙏🙏🙏
@sanjibsahu-t8j
@sanjibsahu-t8j 2 сағат бұрын
Jay jagannath
@kirtandas5865
@kirtandas5865 Сағат бұрын
ଓଁ ଶ୍ରୀ ଜଗନ୍ନାଥ କୀ ଜୟ 🎉❤🙏🌹🙏🌹🌹🌹🙏🌹🙏🌹
@LakshmiRani-j9l
@LakshmiRani-j9l Сағат бұрын
Jay shree jagannath Swami nayanapatha gami bhaba tume mahaprabhu Jay 🪔🪔🪔🪔🪔🙏🙏🙏🙏🙏🙏🙌👏 Jay
@laxmipriyasahoo8596
@laxmipriyasahoo8596 Сағат бұрын
Kalia Santa, Balabhadra mohabahu, Subhadra Maa nka charane Koti Koti pranam 🙏🙏🙏🙏🙏🙏🙏
@nirmalarout728
@nirmalarout728 57 минут бұрын
Jay Jagannath Swami Nayana Patha Gami Vobo Tume 🙏🌹❤️🪔❤️🌹🙏🦚🕉️
@MinakshiPadhan-gc4rf
@MinakshiPadhan-gc4rf Сағат бұрын
Jay shree jagannath 🙏🪔🪔🙏🙏 Jay maa laxmi 🙏🪔🌸🪔🙏 Jay maa subhadra 🙏🪔🪔🌸 Jay shree bhalbhdar 🙏🙏🙏 Jay shree sudarshan chakra 🙏🙏🙏 Jay shree Garudadevya namah 🙏🪔🪔🙏
@bijaykumarmajhi967
@bijaykumarmajhi967 32 минут бұрын
Jay Jagannath Swami Nayana pathagami bhabhatume bhabhatume 🌹🙏🙏🙏
@pragnyamohapatra2326
@pragnyamohapatra2326 Сағат бұрын
Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔
@suryabehera4085
@suryabehera4085 59 минут бұрын
Jay Jagannath Swami nayan path gami bhaba tume bhaba tume bhaba tume
@SureshMajhi-ow6hw
@SureshMajhi-ow6hw Сағат бұрын
Jay Jagannath Swami Narayan Patha Gami Bhava Tume 🙏🙏🙏🙏
@KanhuSahoo-k2m
@KanhuSahoo-k2m Сағат бұрын
Jay jagantha Jay jagantha Jay jagantha Jay jagantha Jay jagantha ❤❤❤❤❤❤❤
@narendravyas3704
@narendravyas3704 Сағат бұрын
Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!
@ajitswain9008
@ajitswain9008 Сағат бұрын
Subha Sandhya mahaprabhu jaganntha samastanku valare rakhantu mahaprabhu jaganntha
@kumarjaswant8624
@kumarjaswant8624 Сағат бұрын
Jay shree jagannath swami nayanpatha gami bhaba tume prabhu 🙏
@BikeshSahani
@BikeshSahani Сағат бұрын
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय जय श्री सीताराम 🙏🏻🙏🏻🙏🏻
@Pratapkumarmaharana2518
@Pratapkumarmaharana2518 Сағат бұрын
ଜୟ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ 🙏
@laxmikumarinahak2756
@laxmikumarinahak2756 Сағат бұрын
Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe Radhe
@bhupeshranjanmohanty3445
@bhupeshranjanmohanty3445 Сағат бұрын
Prabhu Jai jagannath swami ji shree charno koti koti pranam 🙏🙏🙏
@sanjaykumarsahoo1896
@sanjaykumarsahoo1896 Сағат бұрын
Jay shree jagannath 🌸🪔🌸🪔🌸🪔🌸🌹💮🌹💮🌹💮🌹💮 Jay shree jagannath 💐🌿💐🌿💐⭕‼️⭕🪷🪷⭕‼️⭕🚩🚩 Jay shree jagannath 🪔🪔⭕‼️⭕🌼🙏🙏🙏🙏🙏🙏
@BikeshSahani
@BikeshSahani Сағат бұрын
हरे राम हरे राम राम राम हरे हरे हरे कृष्ण हरे कृष्ण कृष्ण कृष्ण हरे हरे 🙏🏻🙏🏻🙏🏻
@subashchandrasahoo1115
@subashchandrasahoo1115 20 минут бұрын
🙏 Jay 🙏 Jagannath 🙏 Swami 🙏 nayana 🙏 patha 🙏 gami 🙏 bhaba 🙏 tume 🙏🙏
@pathanichampati1816
@pathanichampati1816 Сағат бұрын
Jay jagannath swami nayanapatha gami 🙏🙏🙏🙏
@ShivaMundary
@ShivaMundary 2 сағат бұрын
Jay jagannath Sawmi nayana patha gami bhaba tume 🙏🙏🙏🪔🪔🪔🪷🩷🙌🙌🙌
@archanapanda3732
@archanapanda3732 Сағат бұрын
Om krushnaya basudevaya haraye paramatwane pranatah klasanasaya govindaya namo namah 🙏
@AJJAYQJNUMEROLOGY
@AJJAYQJNUMEROLOGY 56 минут бұрын
Jay sree Jagannath Mahaprabhu Jay sree Balabhadra Mahaprabhu Jay maa Subhadra maa tumara jaya hau prabhu 🙏🙏🙏🙏🙏
@archanasamanta2402
@archanasamanta2402 2 сағат бұрын
👁️🙏🏻👁️ ଜୟ ଜୟ ଜଗନ୍ନାଥ👁️🙏🏻👁️
@sanjeebncc4450
@sanjeebncc4450 Сағат бұрын
Jay jagannath Swami nayanapathagami bhaba tume
@sipramohanty1814
@sipramohanty1814 47 минут бұрын
Jay maa laxmi narayan 🙏💐🙏💐🙏💐🙏💐🙏💐🙏💐🙏💐🙏
@mukeshkumarsahoo1855
@mukeshkumarsahoo1855 45 минут бұрын
🙏🏻🙏🏻Jay Shree Jagannath❤️⭕‼️⭕🙏🏻🙏🏻
Electric Flying Bird with Hanging Wire Automatic for Ceiling Parrot
00:15
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 30 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
Shri Krishan Govind Hare Murari || Bhajan by Jagjit Singh || Audio Song ||
20:26
Electric Flying Bird with Hanging Wire Automatic for Ceiling Parrot
00:15