Sanskriti Charcha

  Рет қаралды 51,524

Odisha State Archives

Odisha State Archives

Күн бұрын

Пікірлер: 115
@ramachandrapanipani7424
@ramachandrapanipani7424 4 ай бұрын
ରାଜ୍ୟ ଅଭିଲେଖାଗାର ତରଫରୁ ଜୀବନ ଓ ଜଗତ ସମ୍ପର୍କରେ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବକ୍ତୃତା ଆୟୋଜିତ ହୋଇଥିବା ଆନନ୍ଦର ବିଷୟ। ଜୟ ଜଗନ୍ନାଥ !
@binayakumarramramdalbehera728
@binayakumarramramdalbehera728 Ай бұрын
ସ୍ବର୍ଗତ ପୁଜ୍ୟ ଶ୍ରୀଯୁକ୍ତ ରବିଦ୍ର ନାରାୟଣ ମିଶ୍ର ଙ୍କ ଶ୍ରୀ ଚରଣେ କୋଟି କୋଟି ବିନମ୍ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ଜୟ ଜଗନ୍ନାଥ
@ramachandrapanipani7424
@ramachandrapanipani7424 4 ай бұрын
ଶ୍ରୀମନ୍ଦିରର ଉପ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କର ୧୫୦୦ ଗଳ୍ପ ଏବଂ ଅନେକ ପୁସ୍ତକ ପ୍ରକାଶିତ ଜାଣି ଆନନ୍ଦିତ ।
@swadhikarbetaj3768
@swadhikarbetaj3768 5 ай бұрын
ମୋ ହୃଦୟରୁ ଏ ମହାନ ଆତ୍ମାଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି।
@ramachandrapanipani7424
@ramachandrapanipani7424 4 ай бұрын
ଜୟ ଜଗନ୍ନାଥ ! ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖି ଆନନ୍ଦିତ ।
@balabantaparida855
@balabantaparida855 Жыл бұрын
Om shanti om shanti om shanti🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏 thanks🌹🙏🌹🙏🌹🙏🌹🙏
@ramachandrapanipani7424
@ramachandrapanipani7424 4 ай бұрын
ବାର ମାସରେ ତେର ପର୍ବ -- ସବୁ ପ୍ରଭୁଙ୍କ ମାନବୀୟ ଲୀଳା ।
@pramodkumarmohanty1968
@pramodkumarmohanty1968 3 ай бұрын
Very nice Anubhuti.. Mr. R. N. Mishra... Jay jagannath 🙏❤️🙏
@ramachandrapanipani7424
@ramachandrapanipani7424 4 ай бұрын
ସାରା ପୃଥିବୀରୁ ଚିଠି ଆସେ ଜଗନ୍ନାଥଙ୍କ ପାଖକୁ ।
@sabitapattanaik6274
@sabitapattanaik6274 Жыл бұрын
Koti Koti pranam Mahaprabhu 🌹🙏🌹 Sir nku mor koti Koti pranam 🌹🙏🌹
@gourishankarmishra929
@gourishankarmishra929 Жыл бұрын
ମୋର ଏହି ମହାନ ବ୍ୟକ୍ତିତ୍ୱ ଙ୍କୁ ଶୁଣି ବାରେ ବହୁତ ବିଳମ୍ବ ହୋଇଗଲା। ଆଜି ସେ ଆମ ପାଖରେ ନାହାନ୍ତି। ଏତେ ସରକ ବ୍ୟକ୍ତି ଅଥଚ ଜଗନ୍ନାଥ ଙ୍କୁ ନେଇ ତାଙ୍କର କି ଦୃଢୋକ୍ତି, କି ଖୋଲା ଆଳାପ ନିଷ୍କପଟ ହୃଦୟରେ ସବୁ କହି ଦେଲେ ହେଲେ ଆହୁରି ଶୁଣିବାକୁ ଇଛା ମାତ୍ର ଆମେ ତା ଙ୍କୁ ହରେଇ ସାରିଛେ।
@priyadarshinibehera3870
@priyadarshinibehera3870 Жыл бұрын
Han agyan apana thik kahichanti .mu bi Abe 2 month heba Rabi Sir nka video sabu dekhi asuchi Kintu Sir nka Ara pari ku jiba khabar suni mana ku bhari kasta lagila 😢 ame bahut deri kari dele agyan 😢😢
@ranjanpanda5850
@ranjanpanda5850 2 жыл бұрын
ଚମତ୍କାର, ଚମତ୍କାର, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ଭବତୁ. 🙏🙏🙏
@jagyaswaniswain191
@jagyaswaniswain191 8 күн бұрын
ପୂଜ୍ଯ ଆପଣଙ୍କ ଶ୍ରୀ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ।
@ramachandrapanipani7424
@ramachandrapanipani7424 4 ай бұрын
ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ଓଁ ଉଚ୍ଚାରଣ ଭଲ ଲାଗିଲା ।
@bandhubabu2324
@bandhubabu2324 Жыл бұрын
ସାର 🙏, ରାଜ୍ୟ ଅଭିଲେଖଗାର ଦ୍ୱାରା ପ୍ରସ୍ତୁତ ଓ଼ ଜୀବନ ଓ଼ ଜଗନ୍ନାଥ ଆଲୋଚନା ଅତ୍ୟନ୍ତ ମାର୍ମିକ ଥିଲା ତେଣୁ ଅଧିକ୍ଷକ ଙ୍କୁ ସାଧୁବାଦ! ଏହିପରି କାର୍ଯ୍ୟକ୍ରମ ଆୟୋଜନ ସମୟ ରେ ମୋତେ ଉପସ୍ଥିତ ହେବାର ସୁଯୋଗ ଦେଲେ ମୁଁ କୃତଜ୍ଞ ରହିବି !
@sankarnayak6699
@sankarnayak6699 Жыл бұрын
ଜଗନ୍ନାଥ ସ୍ୱାମୀ କି ଜୟ ଜୟ ଜୟ ଜୟ ଜୟ
@bharatimishra-ok3bj
@bharatimishra-ok3bj 4 ай бұрын
Jai Sri Jagannath
@asitrout7659
@asitrout7659 Жыл бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ 😭😭
@godabarimangaraj5027
@godabarimangaraj5027 Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏🙏
@ramachandrapanipani7424
@ramachandrapanipani7424 4 ай бұрын
ପୂର୍ବ ଜନ୍ମ କୃତ ପାପମ୍ ବ୍ୟାଧିରୂପେଣ ଜାୟତେ ।
@niharranjannayak7534
@niharranjannayak7534 Жыл бұрын
ଗୁରୁଦେବ ଆପଣଙ୍କୁ ପ୍ରଣାମ
@prakasinidas8188
@prakasinidas8188 Жыл бұрын
ବାବା ଅଛନ୍ତି,ରହିଥିବେ ଚିରକାଳ ଯେତେଦିନ ପ ର୍ଯ୍ୟନ୍ତ ମଣିମା ମହାବାହୁ ରତ୍ନ ସିଂହାସନ ରେ ବିଜେ କରିଛନ୍ତି🙏🌻🙏🌻🙏💐💐
@ramachandrapanipani7424
@ramachandrapanipani7424 4 ай бұрын
ଅସ୍ଥିର ଜୀବନରେ ସ୍ଥିର ଜଗନ୍ନାଥ ।
@ramachandrapanipani7424
@ramachandrapanipani7424 4 ай бұрын
କଳି ଯୁଗରେ ଜଗନ୍ନାଥଙ୍କ ବିଷୟରେ ସଚେତନ ହେବା ଉଚିତ ।
@bantydas2623
@bantydas2623 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାନ ଆତ୍ମା ଙ୍କୁ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି
@nilakanthasahoo8101
@nilakanthasahoo8101 Жыл бұрын
ସୁଲେମାନ ବାବୁ ବହୁତ୍ ବଢିଆ କାମ ପ୍ରକୃତ ଓଡ଼ିଆ ପୁଅ ଆପଣ ମୁସ ଲ ମନ୍ ହେଲେ ମଧ୍ୟ ପ୍ରକୃତ ଓଡ଼ିଆ ଏହା ଦେଖି ଆମେ ଆଜି ଓଡ଼ିଆ ଜାତି ଟା ଭାରି ଗର ବିତ ଜୟ ଜଗନନାଥ
@ramachandrapanipani7424
@ramachandrapanipani7424 4 ай бұрын
କେତେ ଜୀବନ୍ତ ଅଭିଜ୍ଞତା !
@ramachandrapanipani7424
@ramachandrapanipani7424 4 ай бұрын
କେତେ ଅଭିଜ୍ଞତା ! କେତେ ଅନୁଭୂତି !
@alekhchandramalik740
@alekhchandramalik740 Жыл бұрын
Jay Jagannath Swami 🙏🙏🙏🙏🙏🙏🙏🙏🙏🙏
@khushypradhan
@khushypradhan 4 ай бұрын
ଜୟ ଜଗନାଥ जय जगन्नाथ
@ramachandrapanipani7424
@ramachandrapanipani7424 4 ай бұрын
ଓଁ ! ଓଁ ! ଓଁ ! ଜୟ ଜଗନ୍ନାଥ !
@pramilabarik3626
@pramilabarik3626 Жыл бұрын
Jay Jagannath baba pranama sir❤❤❤❤❤❤❤
@niranjanpanda8574
@niranjanpanda8574 Жыл бұрын
ଆହେ ଲୀଳାମୟ ବଡ ଠାକୁର, ଘେନାକର ମୋର କୋଟି ଜୁହାର।
@purnachandrasanty1034
@purnachandrasanty1034 Жыл бұрын
Jai jaganatha swami nayana patha gami bhaba tume.
@ramachandrapanipani7424
@ramachandrapanipani7424 4 ай бұрын
ଭାରତୀକୃଷ୍ଣ ଙ୍କ ଆଗରେ କାର୍ଟଜୁଙ୍କର ମଥା ନତ ।
@ramachandrapanipani7424
@ramachandrapanipani7424 4 ай бұрын
କଳି ଯୁଗରେ ମୃତ୍ୟୁ ସଚେତନ ହେବାକୁ ହୁଏ ।
@satyanayak4271
@satyanayak4271 Жыл бұрын
ସାର୍ 😭😭😭😭😭😭😭 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
@ramachandrapanipani7424
@ramachandrapanipani7424 4 ай бұрын
ପିତାହାମସ୍ୟ ଜଗତଃ ମାତା ଧାତା ପିତାମହଃ
@chandramanisahoo9550
@chandramanisahoo9550 Жыл бұрын
Jay jagarnnath🙏🙏 jay jagarnnath🙏 jay jagarnnath mohaprabhu 🙏🙏🙏🙏
@ramachandrapanipani7424
@ramachandrapanipani7424 4 ай бұрын
ବୈଦିକ ଗଣିତର ପ୍ରଦର୍ଶନ ।
@subashmishra5616
@subashmishra5616 8 ай бұрын
ଓଡ଼ିଆ ଜାତିର ଅସ୍ମିତା ସ୍ୱାଭିମାନ ପ୍ରାଣର ଠାକୁର ଘରର ମୂରବୀ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ କମଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ଶରଣ ମଣିମା ଜୟ ମହାବାହୁ ଜୟ ଜଗନ୍ନାଥ
@ajaykumarpani8603
@ajaykumarpani8603 Жыл бұрын
Jay Jagannath mahaprabhu
@shaswatisamal8478
@shaswatisamal8478 Жыл бұрын
ପୂଜ୍ୟ ରବୀନ୍ଦ୍ର ନାରାୟଣ ମିଶ୍ର ଙ୍କ ଦ୍ୱାରା ଜଗନ୍ନାଥ ଲୀଳା, ରହସ୍ୟ ଅତି ସୁନ୍ଦର ଭାବରେ ଉପସ୍ଥାପିତ 🙏ଜୟ ଜଗନ୍ନାଥ, ମହାପ୍ରଭୁ 🙏🙏😢
@pritamkumarnayak2293
@pritamkumarnayak2293 Жыл бұрын
Jay Jagannath
@BabuliSahoo-yq7ei
@BabuliSahoo-yq7ei 10 ай бұрын
Jay shree Jagannath swami nayana patha gami bhabatume 🌺🌺🌺🙏🚩🌺🙏🙏🌺🌿🌿🌿
@sujitgarnaik1345
@sujitgarnaik1345 Жыл бұрын
Om Shanti 🙇🙏
@ramachandrapanipani7424
@ramachandrapanipani7424 4 ай бұрын
ଟର୍ଚ୍ଚର ବ୍ୟାଟେରୀ ବିନା ମୂଲ୍ୟ ନଥିବା ପରି ଜଗନ୍ନାଥଙ୍କ ଭିତରେ ବ୍ରହ୍ମ ରହିଥିବାରୁ ଶେ ଜୀବନ୍ତ ।
@prakasinidas8188
@prakasinidas8188 Жыл бұрын
ଜୟ ଜଗନ୍ନାଥ,ଭୂମିଷ୍ଠ ପ୍ରଣାମ ବାବା🙏🙏💗💗🙏🙏
@ramachandrapanipani7424
@ramachandrapanipani7424 4 ай бұрын
ହାତ କଟିଗଲା । ସିନ୍ଦୂର ସିନ୍ଦୂର ଶୁଣି ପାରିଲେ । କଟା ଜାଗାରେ ବିମଳାଙ୍କ ମନ୍ଦିରର ସିନ୍ଦୂର ଲଗାଇଦେଲେ ଭଲ ହୋଇଗଲା । ଜୟ ଜଗନ୍ନାଥ !
@Manu_stitching
@Manu_stitching 6 ай бұрын
Jay Jagannath Swami
@dwitikrishnapradhan5093
@dwitikrishnapradhan5093 2 жыл бұрын
Great initiative by Culture Department...thank you very much 👏 👍...for such a nice piece of speech by R N Mishra...Prabhu Jagannath ki Jai...jai...jai....
@alina-qn6sl
@alina-qn6sl Жыл бұрын
Kalia apanka atama ku santi diantu.
@ramachandrapanipani7424
@ramachandrapanipani7424 4 ай бұрын
ଅଦ୍ଭୁତ ଭାଷଣ । ଅଦ୍ଭୁତ କବିତା ।
@karunakarnaik8545
@karunakarnaik8545 Жыл бұрын
ଜୟ ଜଗନ୍ନାଥ 🙏🙏
@akashchandsethi9917
@akashchandsethi9917 Жыл бұрын
Jay jagannath🙏🙏🙏
@aratatarai2196
@aratatarai2196 Жыл бұрын
Jay sri jagannath🌹🙏🙏🙏🙏🙏🙏......
@shistapanda6975
@shistapanda6975 Жыл бұрын
Jaya Jagannath. Rabi Sir Amar Rahe.
@ramachandrapanipani7424
@ramachandrapanipani7424 4 ай бұрын
ଏତେ କୃପାମୟ ସ୍ୱାମୀ ।
@ranjankumarsethy405
@ranjankumarsethy405 Жыл бұрын
Jayjagannath ❤❤❤❤
@premanandaswain5388
@premanandaswain5388 Жыл бұрын
jai jai sri jaganath
@niranjanpanda8574
@niranjanpanda8574 Жыл бұрын
କୋଟି ଓଡିଆର ମଉଡମଣି ହେ ଜଗତ କର୍ତା ପରେମଶ୍ବର, ଏ ଅଧମକୁ ତୁମ ପାଦ ତଳେ ସ୍ଥାନ ଦିଅ।🙏🙏🙏
@padmanavasenapati7929
@padmanavasenapati7929 Жыл бұрын
Pranam Rabindra Narayan Mishra sir. Jay Prabhu Shree Jagannath,🙏
@niveditapattnaik9011
@niveditapattnaik9011 10 ай бұрын
Jay Jagannath Swami 🙏🌹
@mamatabehera8572
@mamatabehera8572 7 ай бұрын
Jay jagannatha
@chandrasekharparida7490
@chandrasekharparida7490 3 күн бұрын
Mahapravu Jaganath expressed Leela through Sri RabindranarayanMishra during his 7years service in SriMandira
@pramilapani9960
@pramilapani9960 Жыл бұрын
JAY JAGANNATH🙏❤🙏🙏❤
@AnathabandhuMohapatra
@AnathabandhuMohapatra Жыл бұрын
Jay Jagannath 🙏🙏
@ramachandrapanipani7424
@ramachandrapanipani7424 4 ай бұрын
ଆଦ୍ୟାଶା ପଠାଇଛି ରାକ୍ଷୀ ଜଗନ୍ନାଥଙ୍କୁ ଦେବା ପାଇଁ । ରାକ୍ଷୀ ବାନ୍ଧି ଦେଇ ତୁଳସୀ ପଠାଇ ରବିନ୍ଦ୍ର ନାରାୟଣ ମିଶ୍ର ଜଗାଙ୍କ ମହିମା ଦେଲେ ଦେଖାଇ ।
@lalitkumarpattanaik6438
@lalitkumarpattanaik6438 8 ай бұрын
Bhagaban apanaku satay karantu
@dadduism
@dadduism 4 ай бұрын
God bless you!!
@padmabatisingh197
@padmabatisingh197 10 ай бұрын
Jay jagannath 🙏🪷🌷🪷🌼🌻
@pradyumnadash5647
@pradyumnadash5647 Жыл бұрын
ପ୍ରଣାମ
@anantacharannaik150
@anantacharannaik150 Жыл бұрын
Apan mane vala
@pradeepbasti2786
@pradeepbasti2786 5 ай бұрын
Jay jagganath
@ramachandrapanipani7424
@ramachandrapanipani7424 4 ай бұрын
କଳି ଯୁଗରେ ବାପ ଥାଉ ଥାଉ ପୁଅ ବି ଚାଲି ଯାଆନ୍ତି । ମୋ ଜୀବନରେ ତାହା ହୋଇଛି ।
@chandrasekharparida7490
@chandrasekharparida7490 8 ай бұрын
Amazing experience
@ramachandrapanipani7424
@ramachandrapanipani7424 4 ай бұрын
ଶ୍ରୀ ଜଗନ୍ନାଥଙ୍କ କଥା ୧୦ ଘଣ୍ଟା କହି ପାରନ୍ତି ।
@chandrasekharparida7490
@chandrasekharparida7490 2 ай бұрын
All the books on Mahapravu Jaganath written by RabindranarayanMishra are full of real facts on Jaganath to know Him
@ramachandrapanipani7424
@ramachandrapanipani7424 4 ай бұрын
ସର୍ଵଂ ରହସ୍ୟଂ ପୁରୁଷୋତ୍ତମସ୍ୟ, ଦେବାଃ ନ ଜାନାନ୍ତି କୁତୋ ମନୁଷ୍ୟାହ୍ ।
@sukrupatra718
@sukrupatra718 Жыл бұрын
🙏🙏🙏🙏🙏🙏🙏🙏
@LilimaSethi-vg1fp
@LilimaSethi-vg1fp Жыл бұрын
🥰❤❤❤❤❤🙏🏻🙏🏻🙏🏻🙏🏻🙏🏻
@ramachandrapanipani7424
@ramachandrapanipani7424 4 ай бұрын
ହରେରନାମୈବ କେବଳମ୍ ।
@indukumar3004
@indukumar3004 2 ай бұрын
🙏🙏🙏
@sujitgarnaik1345
@sujitgarnaik1345 9 ай бұрын
Jaga🖤
@ramachandrapanipani7424
@ramachandrapanipani7424 4 ай бұрын
ଯଦୁମଣିଙ୍କ କବିତା କହି ରସ ସୃଷ୍ଟି କଲେ ।
@ramachandrapanipani7424
@ramachandrapanipani7424 4 ай бұрын
ପାଣି ଫୋଟକାର ଜୀବନ ଏଇ ରେ ...
@ramachandrapanipani7424
@ramachandrapanipani7424 4 ай бұрын
ଜନ୍ମ ପୂର୍ବରୁ ଜନ୍ମ ଥିଲା ; j ମୃତ୍ୟୁ ପରେ ବି ଜନ୍ମ ଅଛି । କହିଲେ ରବିନ୍ଦ୍ର ନାରାୟଣ ମିଶ୍ର ।
@ramachandrapanipani7424
@ramachandrapanipani7424 4 ай бұрын
ଭିକ୍ସ ବି ମିଳିଗଲା । ଅନୁକୂଲେ ଜଗନ୍ନାଥେ ଅନୁକୂଲମ୍ ଜଗତ୍ ସର୍ବମ୍ ।
@ramachandrapanipani7424
@ramachandrapanipani7424 4 ай бұрын
ଆକାଶଚାରୀଙ୍କ କଥା ।
@Manu_stitching
@Manu_stitching 6 ай бұрын
Pravu mote tuma saranre niantu
@ramachandrapanipani7424
@ramachandrapanipani7424 4 ай бұрын
ବେଦ୍ୟଂ ପବିତ୍ରମୋଙ୍କାର ରକ୍ ସାମ ୟଜୁରେବ ଚ । (ଗୀତା)
@ramachandrapanipani7424
@ramachandrapanipani7424 4 ай бұрын
ବଣିଆ ଆଣିବ ଓଲଟାଇଲେ । ପୁଅ ଦେଲେ ତାକୁ ନାମ ଜଗନ୍ନାଥ ସ୍ବାମୀ ୧୯୩୨ରେ ଜନ୍ମ । ମଙ୍ଗଲଗିରି ବଳଭଦ୍ର ସ୍ୱାମୀ, ସୁଭଦ୍ରା, ସୁଦର୍ଶନ, ଶ୍ରୀ ରାଧା । ଅଦ୍ଭୁତ କାହାଣୀ !
@ramachandrapanipani7424
@ramachandrapanipani7424 4 ай бұрын
ରେକର୍ଡ଼ କିପର୍ ଗୋପୀ ବାବୁ କହିଲେ, ଜଗନ୍ନାଥ ମନ୍ଦିରରେ ସିଂହଙ୍କ କାନରେ କହିଲେ ସହସା ହୋଇଯାଏ ।
@ramachandrapanipani7424
@ramachandrapanipani7424 4 ай бұрын
ଅନ୍ଧେ ଲୋଗ୍ ଦର୍ଶନ ନହିଁ କରତେ ? ଶ୍ୟାମଲା । ଭୀମ ଭୋଇ, ସୁର ଦାସ ଦର୍ଶନ ନହିଁ କରତେ ଥେ ?
@ramachandrapanipani7424
@ramachandrapanipani7424 4 ай бұрын
ଜେଉଟ ଭୋଗ କଥା କହିଲେ ।
@nandakishoremoharana7583
@nandakishoremoharana7583 Жыл бұрын
Gay Jagan nath swami nayan pathagami bhabatume
@ramachandrapanipani7424
@ramachandrapanipani7424 4 ай бұрын
ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ଓଁ ଉଚ୍ଚାରଣ ଭଲ ଲାଗିଲା ।
@pramilabehera6886
@pramilabehera6886 Жыл бұрын
ଜୟ ଜଗନ୍ନାଥ 🙏🙏🙏
@meenakshikar6351
@meenakshikar6351 Жыл бұрын
ଜୟ ଜଗନ୍ନାଥ 🙏🌷🌻🌷🙏
@bijayakumarsahoo5832
@bijayakumarsahoo5832 Жыл бұрын
ଜୟ ଜଗନ୍ନାଥ,
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
黑天使被操控了#short #angel #clown
00:40
Super Beauty team
Рет қаралды 60 МЛН
Support each other🤝
00:31
ISSEI / いっせい
Рет қаралды 75 МЛН
Bhikari Bal || Jagannath Bhajan
38:49
bhikari bal official
Рет қаралды 5 МЛН
ADARSHA GRUHASTHA JIBANA BY BIRENDRA PANDA
32:00
science and spirituality
Рет қаралды 601 М.