Nida Bhara Rati | Oriya Song | Nirmala Mishra

  Рет қаралды 490,807

Saregama Regional

Saregama Regional

Күн бұрын

Listen to Oriya Song Nida Bhara Rati sung by Nirmala Mishra
Label :: Saregama
For more videos log on & subscribe to our channel :
/ saregamaregional
For more updates Follow us on Facebook:
/ saregama
Follow us on Twitter:
/ saregamaglobal

Пікірлер: 245
@saregamaregional
@saregamaregional Жыл бұрын
Feel the warmth of love with #InniSiGal starring #KaranKundrra and #AditiBudhathoki #InniSiGal #StebinBen kzbin.info/www/bejne/b5vOnKWCjpiBeqc
@satyaprakashsingh7052
@satyaprakashsingh7052 4 ай бұрын
Make it Revival
@shannomitrajena4250
@shannomitrajena4250 Ай бұрын
Dear Saregama Team, It is not "Oriya", Actually it is "ODIA". I hope it will help you.
@phoenixatala9028
@phoenixatala9028 3 жыл бұрын
ନିଦ ଭରା ରାତି ମଧୁ ଝରା ଜନ୍ହ ଫିକା ଫିକା ଏଇ ଯୋଛନା Sleepy night, lovely moon and pale moonlight ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା I don't feel jolly in the night without you ଦୂରେ ବହୁ ଦୂରେ ନଈ ଆର ପାରେ ବିରହି କେ ଝୁରେ ବଇଁଶୀ ର ସୁରେ Someone remembers with the music of flute in the riverside ସେଇସୁରେ ହଜି ଯୋଛନରେ ଭିଜି ଖୋଜେ ମୁଁ ତୁମକୁ ଏକା ଏକା ଆଜି With that euphonic rhythm in moonlight I look for you in solitude ଦୂର ଚାନ୍ଦ ତୁମେ ବୁଝିଲ ତ ନାହଁ କୁମୁଦିନୀ ମନ ବେଦନା Far moon(you) didn't understand the lotus(me) ନିଦ ଭରା ରାତି ମଧୁ ଝରା ଜନ୍ହ ଫିକା ଫିକା ଏଇ ଯୋଛନା Sleepy night, lovely moon and pale moonlight ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା I don't feel jolly in the night without you ତୁମେ ନୀଳ ଢେଉ, ମୁଁ ଯେ ବେଳାଭୂମି ତୁମେ ଯାଅ ଛୁଇଁ ଖାଲି ମତେ ଛୁଇଁ You depart from me after touching me like blue wave touches seashore ଧରା ଦେଲେ ଭାବେ କହିଦେବି ଭାବେ ସିନା କହି ପାରେନା I often think to say you my feelings but can't ନିଦ ଭରା ରାତି ମଧୁ ଝରା ଜନ୍ହ ଫିକା ଫିକା ଏଇ ଯୋଛନା Sleepy night, lovely moon and pale moonlight ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା I don't feel jolly in the night without you
@dileswarisahu8443
@dileswarisahu8443 3 жыл бұрын
❤️❤️❤️
@dileswarisahu8443
@dileswarisahu8443 3 жыл бұрын
Thanks🙏❤️
@lipan.mohanty
@lipan.mohanty 2 жыл бұрын
ବଢିଆ
@bindashmusic143
@bindashmusic143 2 жыл бұрын
Thank you so much
@koushaleshmaharana
@koushaleshmaharana 2 жыл бұрын
Thank you
@SanjayKumar-mi1in
@SanjayKumar-mi1in 4 жыл бұрын
Original sabubele original. Duplicate sabubele duplicate. Remix is not accepted. We like original only. We salute you honorable Nirmala Mishra Madam.
@suvenduray677
@suvenduray677 2 жыл бұрын
Mo gariba Bhauni Draupadi Murmu ku jitao
@capt.planet275
@capt.planet275 2 жыл бұрын
Soto kotha
@subratswain4356
@subratswain4356 2 жыл бұрын
Very good 👍clarification
@nobodyliterallynobody715
@nobodyliterallynobody715 Жыл бұрын
nobody asked for your acceptance 😀
@sanjaymuduli5781
@sanjaymuduli5781 Жыл бұрын
Right 👍
@sailenroutray9488
@sailenroutray9488 4 жыл бұрын
ନିଦ ଭରା ରାତି ମଧୁଝରା ଜହ୍ନ ଫିକା ଫିକା ଏଇ ଜୋଛନା, ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା । ଦୂରେ ବହୁ ଦୂରେ ନଈ ଆରପାରେ ବିରହୀ କେ ଝୁରେ ବଇଁଶୀର ସୂରେ; ସେଇ ସୁରେ ହଜି ଯୋଛନାରେ ଭିଜି ଖୋଜେ ମୁଁ ତୁମକୁ ଏକା ଏକା ଆଦି; ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ କୁମୁଦିନୀ ମନ ବେଦନା । ତୁମେ ନୀଳଢ଼େଉ ମୁଁ ଯେ ବେଳାଭୂଇଁ, ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ, ପାଶେ ଥିଲେ କିଛି ପାରେ ନାହିଁ କହି, ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ, ଧରା ଦେଲେ ବାରେ କହି ଦେବି ହେଲେ, ଭାବେ ସିନା କହି ପାରେନା । ଚଳଚିତ୍ର - ଅନୁତାପ (୧୯୭୭) ସଙ୍ଗୀତ - ଜେ. ଆଦେନୀ କଣ୍ଠ - ନିର୍ମଳା ମିଶ୍ର ଗୀତ - ନିଜାମ
@rupanwitaswain2076
@rupanwitaswain2076 4 жыл бұрын
Thanq yar...... many many thanks.
@subashchandranaik2523
@subashchandranaik2523 4 жыл бұрын
ଅତି ସୁନ୍ଦର ଗୀତ ସତରେ ଯେମିତି ଏବେ ଗାଇଛନ୍ତି ନିମଲା ମିଶ୍ର ଆଉ ସେ ଗୀତ ଗାଇବା ବହୁତ କଷ୍ଟ ।
@rasmirparida8523
@rasmirparida8523 4 жыл бұрын
ଧନ୍ୟବାଦ ସାରାଗାମା ଏ ଅତି ସୁନ୍ଦର ଗୀତଟିର ମୂଳ ପ୍ରତିରୂପକୁ ପୋଷ୍ଟ କରିଥିବାରୁ
@saiprasadjena6349
@saiprasadjena6349 2 жыл бұрын
Ur 21st like is mine 🥰
@sudeep468
@sudeep468 Жыл бұрын
ମହାନ୍ ସେଇ କଳାକାର ଯେଉଁମାନଙ୍କ ଜୀବନ ସର୍ବଦା ସମର୍ପିତ ଥିଲା କଳା ପ୍ରତି
@chandrasekharpatro9954
@chandrasekharpatro9954 4 жыл бұрын
Ete sundar odia uchharana Odia female singar mane madya kari paribe nahin. She is definitely Lata Mangeskar of Odisha.
@subratkumardash712
@subratkumardash712 2 жыл бұрын
Oh ki sundar voice..
@aritromukherjee1
@aritromukherjee1 2 жыл бұрын
Today we lost this great singer. May her soul come back with such great talent...
@purnanayak6754
@purnanayak6754 2 жыл бұрын
Makic created by late J.Adani sir pranam
@rabinarayansingh500
@rabinarayansingh500 2 жыл бұрын
You will be remembered in all hearts of Odia .Your contribution to Odia music is memorable for ever....... Heartfelt condolence to the bereaved family.RIP. 31.7.2022
@kunaldas2027
@kunaldas2027 4 жыл бұрын
The queen of Odia Melody.
@nirakarsahu116
@nirakarsahu116 Жыл бұрын
The queen of odia melody Nirmal Mishra 💐💐💐💖💖
@sohrabali2568
@sohrabali2568 3 жыл бұрын
Salute to Writer Nizam, Singer Nirmala and the Music party who are living after death within us.
@santoshmahalik
@santoshmahalik 4 жыл бұрын
Thank you for the Original Song... Beautiful voice by Nirmala ma'am... Timeless odia classic
@saregamaregional
@saregamaregional 2 жыл бұрын
#Nazarey by #DiljitDosanjh is out now!
@pratapkesharijena
@pratapkesharijena 5 ай бұрын
ନିଦ ଭରା ରାତି ❤❤❤18/04/2024
@kalandimohanty1413
@kalandimohanty1413 2 жыл бұрын
Nice song
@JayashreeDas-qb6hy
@JayashreeDas-qb6hy 6 ай бұрын
Lyrics: ନିଦ ଭରା ରାତି, ମଧୁ ଭରା ଜହ୍ନ ନିଦ ଭରା ରାତି, ମଧୁ ଭରା ଜହ୍ନ ଫିକା ଫିକା ଏହି ଜୋଛନା ତୁମେ ନାହଁ ସାଥେ ଆଜି ଏଇ ରାତି ଏକା ଏକା ଭଲ ଲାଗେନା, ଭଲ ଲାଗେନା । ଦୂରେ ବହୁ ଦୂରେ ନଈ ଆର ପାରେ ବିରହିକି ଝୁରେ ବଇଁଶିର ସୁରେ ସେହି ସୁରେ ହଜି ଜୋଛନାରେ ଭିଜି ଖୋଜେ ମୁଁ ତୁମକୁ ଏକା ଏକା ଆଜି ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ କୁମୁଦିନୀ ମନ ବେଦନା କୁମୁଦିନୀ ମନ ବେଦନା । ତୁମେ ନୀଳ ଢେଉ, ମୁଁ ଯେ ବେଳାଭୁଇଁ ତୁମେ ଯାଅ ଦୂରେ ଖାଲି ମତେ ଛୁଇଁ ପାସେ ଥିଲେ କିଛି ପାରେନାହିଁ କହି ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ ଧରା ଦେଲେ ମାରି କହି ଦେବି ହେଲେ ଭାବେ ସିନା କହି ପାରେନା ଭାବେ ସିନା କହି ପାରେନା । ନିଦ ଭରା ରାତି, ମଧୁ ଭରା ଜହ୍ନ ଫିକା ଫିକା ଏହି ଜୋଛନା ତୁମେ ନାହଁ ସାଥେ ଆଜି ଏଇ ରାତି ଏକା ଏକା ଭଲ ଲାଗେନା, ଭଲ ଲାଗେନା, ଭଲ ଲାଗେନା, ଭଲ ଲାଗେନା ।
@Niakhuntai3595
@Niakhuntai3595 Ай бұрын
ନିଶା ଖାଇ ଆଜି ଓଡ଼ିଆ କୋଢିଆ ମାତୃଭାଷା ଭଲ ଲାଗେନା, ଅସ୍ମିତାକୁ ମାରି ଦାଦନ ଖପୁରୀ ମିଛ ଭାତ ବାଣ୍ଟି ସରେନା ।। ଦୂରେ ବହୁ ଦୂରେ ବିଦେଶ ସେ ପାରେ, ପୁଅ ତ ଯାଇଛି ମାଆ ମାଟି ଝୁରେ ।। ମାତୃତ୍ବରେ ହଜି ଆଖି ଯାଏ ଭିଜି, ଉତ୍କଳ ଜନନୀ ଏକା ଏକା ଆଜି ।। କଙ୍କାଳକୁ ଚାଟି ବୁଝିଲ ତ ନାହିଁ ମାତୃଭାଷା ଭୂମି ବେଦନା..... ଅଣ ଓଡ଼ିଆତ୍ବ ଅଣ୍ଟିରେ ପୁରାଇ, ବୋଲାଉଛ ବଡ ଆଉ କେହି ନାହିଁ ।। ପାଶେ ଥାଇ ସବୁ ଶାସ୍ତ୍ରୀୟ ମାନ୍ୟତା, ଧ୍ୱନି ମାତ୍ରା ସ୍ବର ସରଗ ତା ଛତା ।। ଇଚ୍ଛା ଥାଇ ଭାବେ ଲେଖି ଦେବି ହେଲେ ଭାବି ସିନା ଲେଖି ପାରେନା.....
@prafullabarik7085
@prafullabarik7085 2 жыл бұрын
The best ever recorded romantic solo I have heard in odia. A grand salute to Nirmala mam whose singing has made the song immortal..I am also very much grateful to It's author Nizam for his beautiful poetic imagination.
@sridhardash3405
@sridhardash3405 9 күн бұрын
ସୁନ୍ଦର ଉପସ୍ଥାପନା ଓ ସ୍ଵର ସଂଯୋଜନା ସବୁଠାରୁ ଆକର୍ଷଣୀୟ
@saregamaregional
@saregamaregional 2 жыл бұрын
Fall in love with #attitude #diljitdosanjh #babebhangrapaundene kzbin.info/www/bejne/jIauf4Nvl99rfLs
@saregamaregional
@saregamaregional 2 жыл бұрын
It’s time to vibe to the new #DiljitDosanjh song 'Bachelor Party' #BabeBhangraPaundeNe #SargunMehta kzbin.info/www/bejne/d3maZKp7g9uorKs
@girijakantasahoo3414
@girijakantasahoo3414 6 ай бұрын
Original always original and heart touching
@SanjayKumar-mi1in
@SanjayKumar-mi1in 4 жыл бұрын
Please upload odiya old movie"Anutap", "Abhimaan" and"Anurag". We request you Sir, please upload these above mentioned our Odiya Movies. Thanks
@somendrapal9271
@somendrapal9271 Жыл бұрын
Heart felt condolences to Nirmala Mishra , creator of many odiya hits
@sudarsannayak4973
@sudarsannayak4973 2 жыл бұрын
Everlasting, lack words to praise,
@risetapan
@risetapan 2 жыл бұрын
ଦିବଂଗତ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକରେ ଅନ୍ତିମ ପ୍ରଣାମ 🙏
@partha2218
@partha2218 Жыл бұрын
R u a doctor Mr. Tapan babu.
@risetapan
@risetapan Жыл бұрын
@@partha2218 no
@partha2218
@partha2218 Жыл бұрын
It's OK.
@kalipadajagaddeb3829
@kalipadajagaddeb3829 7 ай бұрын
She is from Kolkata. She was very close to Mamata Banarjee
@skmrrl
@skmrrl 2 жыл бұрын
Nirmala Didi, Your contribution to Odia music shall always be immortal. May God bless your soul.
@avi.riks90
@avi.riks90 8 ай бұрын
This is genuine music, authentic emotions, lyrics, voice-everything is just perfect. How can someone control their emotions? Our new generation musicians should listen and learn the art of music-making. The kind of music these days is produced and doesn't feel appealing to listen to.
@saregamaregional
@saregamaregional 2 жыл бұрын
Uorfi Javed's sizzling new song is out now! Link: kzbin.info/www/bejne/Zp2wlJypmryjY6M #hayehayeyehmajboori #uorfijaved #shrutirane
@karunakarbehera1788
@karunakarbehera1788 2 жыл бұрын
ଆଜି ଆମ ପାଖରେ ଆଉ ନାହାନ୍ତି ନିର୍ମଳା ମିଶ୍ର ତାଙ୍କ ଗୀତ ସ୍ମୃତି ହୋଇ ସବୁଦିନେ ବଞ୍ଚି ରହିବେ ସେ
@saregamaregional
@saregamaregional 2 жыл бұрын
Shake a leg to the iconic song 'Sajna Hai Mujhe' with social media sensation 'Anjali Arora': kzbin.info/www/bejne/habNnquFeNZ-faM #SajnaHaiMujhe #AnjaliArora #ShrutiRane
@saregamaregional
@saregamaregional 2 жыл бұрын
#diljitdosanjh koka is out now! kzbin.info/www/bejne/n5erk52iZctmbNk
@archanap1552
@archanap1552 4 жыл бұрын
Thanks for uploading this beautiful song.
@swatiparida9229
@swatiparida9229 Жыл бұрын
Wow.Everyone now know the flow of old songs,especially Odia songs.From this song,I got inspiration for my poem 'Finding Myself'.Thank you,Nirmala Mishra.❤❤❤❤❤❤
@priyadarshinisen9351
@priyadarshinisen9351 4 жыл бұрын
ମୋର ସବୁଠାରୁ ପ୍ରିୟ ଗୀତ
@Monali97944
@Monali97944 12 күн бұрын
It's my favorite song ❤🎧 it's really very peace full song😌😌
@manomishra
@manomishra 2 жыл бұрын
As I listen to this now, I am getting goosebumps, from sheer joy of listening and pain of losing our best female singer. This song will make anyone immortal, Jochhana Luchana does it twice over. ବିଦାୟ ନିର୍ମଳା ମିଶ୍ର । ସବୁବେଳେ ମନେ ରହିବେ ଆପଣ ।
@p.k.adhikari8562
@p.k.adhikari8562 7 ай бұрын
ସଙ୍ଗୀତ ପ୍ରସ୍ତୁତି ଓ ଗାୟନ ଅତ୍ୟନ୍ତ ଉଚ୍ଚକୋଟୀର।
@tunabal2659
@tunabal2659 2 жыл бұрын
Rip Rip Rip 🙏🙏🙏🙏 Nirmala Mishra passes away. Se chaligale ভালো লাগলো না.keno na aamader priya Singer Aa Nirmala Mishra aar aamar kachhe nahi. Cholegelo.. Aatma ko santi de..... (Tuna bal 42 Mouza katak Odisha)
@vladimirputin6530
@vladimirputin6530 5 ай бұрын
ଏଇତ ଓଡିଆ ସଂଗୀତ
@artlover_Rashmi
@artlover_Rashmi 6 ай бұрын
Secend Lataji Proudof Odisha
@subhamdas4527
@subhamdas4527 2 жыл бұрын
ଚିରସବୁଜ!!!!
@dilipkumarbhoi8637
@dilipkumarbhoi8637 11 ай бұрын
Old is Gold
@tapanrout4138
@tapanrout4138 3 жыл бұрын
ଓଡ଼ିଆ ସଂଗୀତ ଜଗତର ବରପୁତ୍ରୀ ଆପଣଙ୍କୁ ଦୂରରୁ ପ୍ରଣାମ ।
@chittaranjansahu8113
@chittaranjansahu8113 Жыл бұрын
ଆହା କେଡ଼େ ମନଛୁଆଁ...ଚମତ୍କାର ଗାୟନ, ସୁନ୍ଦର ସ୍ବର ସଂଯୋଜନା, ସୁନ୍ଦର ଲେଖା l କାଳଜୟୀ ଗୀତ l
@pulinchandrabhaisal4171
@pulinchandrabhaisal4171 4 жыл бұрын
Namaskar... Thanks for uploading such nice and unic evergreen sweet song
@Aqua_angler
@Aqua_angler 3 жыл бұрын
Gote sanga ra status ru suniki mun yethiki asichi,ever green ☘️ song.😇
@karismaalokdas1021
@karismaalokdas1021 2 жыл бұрын
Nida Bhara Raati Madhu jhara janha Phika Phika Ei Jochhana Tuma nahan Sathi Aji Ei Raati Eka Eka Bhala Lagena Bhala lagena... Dure Bahu dure Nai ara paare Birahike jhure bainshi ra sure sei sure haji jochhana re bhiji khoje mun tumaku eka eka aji Dura chanda tume bujhila ta nahin kumudini mana bedanaa kumudini mana bedanaa Nida Bhara Tume Nila Dheu Muje Bela Bhuin Tume Jaao dure khali mote chuein Paase thile kichhi pare nahin kahi Gale Dure tume jhure tuma paain Dhara dele baare kahi debi hele Bhabe sina Kahi Parena Bhabe sina Kahi Parena Nida Bhara raati.....a
@pabitarmohanbehera2869
@pabitarmohanbehera2869 3 жыл бұрын
Biren mishra & Bapu lenka 1980 DD durodarson old odia abula gete sito ra gito lakha pulo ro pakuda ra.
@suranarayanpatra4980
@suranarayanpatra4980 2 жыл бұрын
ସତରେ କଣ ତମର ଏହି ଅମର କଣ୍ଠ ସ୍ୱର ସବୁଦିନ ପାଇଁ ନିରବ ହୋଇ ଗଲା !!!
@Babulu740
@Babulu740 2 жыл бұрын
Rip mam 😂😂😂😂😂😂😂😂😂😂😂😂😂😂😂😂😂🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@sahadevsaha4721
@sahadevsaha4721 2 жыл бұрын
ଓଁ ଶାନ୍ତି। ସତ କେବେ ଲୁଚିରହେନା। ଜୟ ଜଗନ୍ନାଥ। ଆମର ଆତ୍ମା ଶାନ୍ତିରେ ରହୁ।
@ajitdas5725
@ajitdas5725 4 жыл бұрын
Thanx you for such kind of post evergreen hit
@pabitarmohanbehera2869
@pabitarmohanbehera2869 3 жыл бұрын
Biren mishra & papu Lanka dd durodarson sito ra mu gito laka pulo ro pakuda ra 1980 year
@dasarathirout9156
@dasarathirout9156 4 жыл бұрын
This song is my favourite, it seems to be very satisfied.
@manjushreemukhi7715
@manjushreemukhi7715 4 жыл бұрын
Bahut khoji khoji original voice ra song paili .beautiful heart touching song
@sanjuktamahapatra6306
@sanjuktamahapatra6306 3 жыл бұрын
Old is always gold. This is my favourite song.so beautiful emotional song. Melody queen .
@kshirodswain4993
@kshirodswain4993 5 ай бұрын
What a melodious tone. The tunning makes the song alive. Thanks to all concerned.
@subratswain4356
@subratswain4356 2 жыл бұрын
ଏ ଗୀତ ଶୁଣିଲେ ପିଲାବେଳର କଥା ମନେ ପଡ଼େ।
@SharatchandraDas-sp6mg
@SharatchandraDas-sp6mg 2 ай бұрын
ସୁନ୍ଦର ମନଛୁଆଁ ଲେଖା ପାଇଁ ଧନ୍ୟ ବଡ
@sanjuktamahapatra6306
@sanjuktamahapatra6306 3 жыл бұрын
Always old is gold.original ever green song.🙏
@anshumansingh5878
@anshumansingh5878 3 жыл бұрын
RIP Adeni Sir❤️❤️❤️❤️
@GeetanjaliKachhap
@GeetanjaliKachhap 3 жыл бұрын
Heart touching song
@ajayaparhi709
@ajayaparhi709 4 жыл бұрын
so nice
@trilokeshbehera5478
@trilokeshbehera5478 2 ай бұрын
Mesmerizing
@sanjeebkumar1982
@sanjeebkumar1982 2 жыл бұрын
🙄😭😭rip Nirmala Mishra 🙄🙄😉😉😭😭🙏🙏🙏👍🏿👍🏿
@OdishaBarnali
@OdishaBarnali 2 жыл бұрын
Au agara ra classical song upload kara odia ra original with video
@krdcreation5450
@krdcreation5450 3 жыл бұрын
Mst song
@UmakantMishra
@UmakantMishra 4 жыл бұрын
one of the best songs in odia ❤️ ❤️❤️
@LivingOP-c9o
@LivingOP-c9o 4 жыл бұрын
Beautiful meaning full song
@ajayaparhi709
@ajayaparhi709 3 жыл бұрын
always appears new
@mogaamospandana7938
@mogaamospandana7938 2 жыл бұрын
ମୋର ଅତିପ୍ରିୟ ଗୀତ । ନିର୍ମଳା ମିଶ୍ର ଅମର 🙏
@storiesoflife8224
@storiesoflife8224 2 жыл бұрын
great work by music director J ADENI JI....SINGER NIRMALA AND WRITER NIJAM VAI.... ITS AN IMMORTAL SONG.... MY SALUTE TO ALL 3 LEGENDS....
@bikramjitmalik9643
@bikramjitmalik9643 2 жыл бұрын
Rip 🥺🌼🌸🙏
@skparida3781
@skparida3781 Жыл бұрын
Hats off .... Totally speechless... I have no word to describe the magnificent, majestic, dumbfounding and timeless works both the legendary writer and the singer. See how great is the mixture of moods in this great lyrics. Romantic as well as melancholic... Alas ..... Such an era will probably never come again...a distant Mirage now. My heartfelt tributes to the legends. 🙏🙏🙏❤️❤️❤️❤️
@binodchandramisra5337
@binodchandramisra5337 4 ай бұрын
Old is Always Gold
@bichitranandabeura2454
@bichitranandabeura2454 2 жыл бұрын
Very pathetic song.Thanks.
@sanjeebkumar1982
@sanjeebkumar1982 2 жыл бұрын
😭😭😭😭😁😁😉😉😉😂😂
@ajayaparhi709
@ajayaparhi709 4 жыл бұрын
emotionally became happy
@hkmishramishra851
@hkmishramishra851 4 ай бұрын
KANHA GAYE OH LOG SWEET VOICE🙏
@chandanmohanty9526
@chandanmohanty9526 2 жыл бұрын
Bhabapurna Shradhanjali..
@shankardmishra121
@shankardmishra121 11 ай бұрын
This song as well as its singer has definitely enriched the realm of Odia Music. Heartful tributes to all the devoted contributers of the song. 🌹🙏
@nayeemahmed2050
@nayeemahmed2050 Жыл бұрын
ওড়িয়া ভাষার গান শুনতে এলাম ম্যাডাম নির্মলা মিশ্রের জন্য। আমি জানতামনা ওড়িয়া ভাষা আর বাংলা ভাষা প্রায় একই।
@bijayakumarsahu7790
@bijayakumarsahu7790 3 жыл бұрын
Heart touching and melodious.
@binodchandramisra5337
@binodchandramisra5337 4 ай бұрын
Ame Odiya Ama Geeta Badhiya
@mvrao3771
@mvrao3771 Жыл бұрын
Extreme melodious
@sunitatripathy3902
@sunitatripathy3902 2 жыл бұрын
🙏🙏🙏🙏
@subashrout6328
@subashrout6328 5 ай бұрын
What a beautiful song👍👍👍👍👍👍👍👍👍👍.
@ajitdas5725
@ajitdas5725 3 жыл бұрын
My all time favourite song .
@ortelyoutubification
@ortelyoutubification Жыл бұрын
1:02 1:24
@parsurammoharana6340
@parsurammoharana6340 20 күн бұрын
Very beautiful song,
@suryakantarath6964
@suryakantarath6964 Жыл бұрын
My heartful tribute to Nirmala Mishra, Madam. She is a legend. Her song touches the heart.
@ashitakaOtaku
@ashitakaOtaku Жыл бұрын
Thank you for this video
@rajkapoor9830
@rajkapoor9830 2 жыл бұрын
Omm Shanti Nirmala maam
@kshirodswain4993
@kshirodswain4993 Ай бұрын
Master piece. Very amazing.
@krushnachandrapadhi5478
@krushnachandrapadhi5478 Жыл бұрын
har maan ko bhaye
@krishnendukundu7458
@krishnendukundu7458 2 жыл бұрын
Lo
Hrudayara Ei Suntataku Audio Song | Oriya Song | Samar Selim Simon
5:05
Saregama Regional
Рет қаралды 1,1 МЛН
An Unknown Ending💪
00:49
ISSEI / いっせい
Рет қаралды 57 МЛН
Minecraft Creeper Family is back! #minecraft #funny #memes
00:26
Nida Bhara Rati Audio Song | Oriya Song | Nirmala Mishra
3:08
Saregama Regional
Рет қаралды 21 М.
Maajhi Re by Pranab Patnaik the Legend
10:16
Whole Sky
Рет қаралды 78 М.
NIDOBHORA RATI original
4:12
Odia Adeni Music
Рет қаралды 255 М.
Abhimaninee Amaniya Dehu
5:09
Aarti Mukherji
Рет қаралды 273 М.
School Days Songs || ଆମ ସ୍କୁଲ୍ ଯିବା ସମୟର ଗୀତ
52:16
Seemahina Dariya
6:00
Pranab Kishore Patnaik - Topic
Рет қаралды 307 М.