Stop Portraying Tamils As Robbers For Votes, Stalin Tells PM Modi Over His Ratna Bhandar Keys Remark

  Рет қаралды 120,377

Kanak News

Kanak News

28 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha

Пікірлер: 471
@brinnovative6835
@brinnovative6835 27 күн бұрын
ଷ୍ଟାଲିନ ଗୋଟେ ଦେଶ ଦ୍ରୋହି ମୁଖ୍ୟମନ୍ତ୍ରୀ 👍
@dukhishyamnag7348
@dukhishyamnag7348 27 күн бұрын
Tu hei thhibu
@biprasideaexecutionsuccess4795
@biprasideaexecutionsuccess4795 27 күн бұрын
Ta ପାଖରେ ଯଦି evidence achhi jaiki modi ku de aau arrest kare
@kanhu9
@kanhu9 27 күн бұрын
ତୁ କାହିଁକି ଏତେ ଛୋଡ଼ି ହଉଛୁ ​@@dukhishyamnag7348
@Rameshnaik664
@Rameshnaik664 27 күн бұрын
ମୋଦି ବିରୋଧୀ ସବୁ ପାଗଳ ହୋଇ ଗଲେଣି
@satyabratasahoo2577
@satyabratasahoo2577 27 күн бұрын
ତାମିଲନାଡୁ ମୂଖ୍ୟମନ୍ତ୍ରୀ ହିନ୍ଦୁ ବିରୋଧୀ
@biranchi2229
@biranchi2229 27 күн бұрын
ଏଇ ମଗିଆ କହିଥିଲା ସନାତନ ଧର୍ମ ଡେଙ୍ଗୁ ମେଲେରିଆ କହିଥିଲା
@powerofbrain393
@powerofbrain393 27 күн бұрын
ଚୋରକୁ ଚୋର କହିଲେ ବାଧେ
@subashranashr
@subashranashr 27 күн бұрын
ସତ କଥାଟି ହେଉଛି କୌଣସି ଜାତି... ଚଶା,ଗଉଡ,ସୁଣ୍ଡି,କୁମ୍ଭାର,ଘାସି କୁ ଜାତି ଧରିକି ଡାକିଲେ ଲୋକଙ୍କୁ ବାଧେ ସେହିପରି ବିହାରୀ,ବଙ୍ଗାଳୀ,ତାମିଲ ଲୋକଙ୍କୁ ସବୁବେଳେ ସେମିତି କହିଲେ ବାଧିବ ...... କିଛି ନ ପାଇଲା ବେଳକୁ ଲୋକ ସୋଧିବାକୁ ଲାଗନ୍ତି .....ଏହା ତାଙ୍କର ଶିକ୍ଷା ଯୋଗ୍ୟତା କେମିତି ଜଣାପଡେ.....👍
@Spandan643
@Spandan643 25 күн бұрын
ଯେଉଁମାନେ Pandian ଙ୍କ ପରି ଜଣେ Sincere Leader ଙ୍କୁ ଚୋର କହୁଛନ୍ତି ସେମାନେ ଥରେ ଚେକ୍ କରନ୍ତୁ । ଦେଶ ରୁ 14000 କୋଟି ଠକିଥିବା ଚୋର ଆଉ ପଳାତକ ନୀରବ ମୋଦୀ ଗୁଜୁରାଟ ର । Adaniର ସମ୍ପତ୍ତି ବଢି ବଢି ଚାଲିଛି who is from Gujarat too. ଆଉ ଦେଶ ର ସବୁଠୁ ବଡ scientist Abdul Kalam, Nobel Prize winner CV Raman, Google CEO Sundar pichai etc are from Tamilnadu. We are proud that Mr. Pandian Sir even if born in Tamilnadu and Son-in Law of Odisha, he is tirelessly working for the betterment of our state.
@NilaNiladas-lu4sq
@NilaNiladas-lu4sq 27 күн бұрын
ଜୋଦି ତାମିଲନାଡୁ ଓଡ଼ିଶା ର କେହି ଓଡ଼ିଆ ଲୋକ ମୂଖ୍ୟ ସାସନରେ ବସିଥାନ୍ତେ ତାହାଲେ ତାମିଲ୍ ମାନେ କ'ଣ ଇଏ ସବୁ ଦେଖି ସହିପାରିଥାନ୍ତେ ମାଗିଆ କେଣା ପୁଣ୍ଡା ମାହିରୀ ଲୁସୁ ଓଡ଼ିଶାରେ କାହିଁ ରହିଛି ପେଳେଯାଉନି ସଳା ପାଣ୍ଡୁ କୁ ଲଜ୍ୟା ନାହିଁ
@Sania_YT
@Sania_YT 27 күн бұрын
👏👏😄
@amitbehera9861
@amitbehera9861 27 күн бұрын
Tamilnadu,kerala,Karnataka Govt re bahut odia ias ips achanti....Behera jane chief secretary thile ....
@ashutoshmohanty713
@ashutoshmohanty713 27 күн бұрын
​@@amitbehera9861kintu semanaka bhitaru kehi CM Ra mic dharunathibe😏
@anilbag141
@anilbag141 26 күн бұрын
Bhai sata kahibaku gale ama odia loka manaku lajya lagiba katha..j pandu ku support karuchhanti .
@My__Style__Yt
@My__Style__Yt 26 күн бұрын
Are bhai tote dekha jauni ki aparajita sarangi bihar ra loko se asi Bhubaneswar re bjp ru head hei ki achi, au Dharmendra pradhan Madhya Pradesh re sasan karuchi,
@Goutam306
@Goutam306 27 күн бұрын
ଏ ସାମ୍ବାଦିକ ବିଜେଡି ର ଦଲାଲ ବିଜେଡି କି ସପୋର୍ଟ କରୁଛି ଦଲାଲ ମିଡିଆ
@user-sx4vc6gt7i
@user-sx4vc6gt7i 27 күн бұрын
ସନ୍ଦିପ ସାହୁ ଷ୍ଟାଲିନ ଯେତେବେଳେ ହିନ୍ଦୁକୁ ମେଲେରିଆ ଡେଙ୍ଗୁ କହୁଥିଲେ ସେତେବେଳେ ତୁ କେତେ ସପଟ କରିଥିଲ 😅
@debendrasahoo2452
@debendrasahoo2452 27 күн бұрын
A Good Reply...
@niladri5954
@niladri5954 27 күн бұрын
ୟା ପୁଅ ନମ୍ବର ୧ ହାରାମି, ଅଧା ଦିନ ହିନ୍ଦୁଙ୍କୁ ଗାଳି କରେ, ବାକି ଅଧା ଦିନ ହିନ୍ଦୀ ଭାଷା କୁ ୟେ କଣ କହୁଛି ଏକତା ବିଷୟରେ ! 😂
@satyanath9078
@satyanath9078 26 күн бұрын
ଆଉ ତମେ ତାହାଲେ ତାମିଲ film କୁ ଦେଖୁ ନ ଥିବ ବୋଧ ହୁଏ
@Soubhagya....
@Soubhagya.... 25 күн бұрын
ଭାଇ ମୁଁ ଜଣେ ଓଡ଼ିଆ ଏବଂ ଓଡ଼ିଆର ବହୁ ସଂଖ୍ୟାକ ଲୋକ ଆଉ ମୁଁ ବି ହିନ୍ଦୀକୁ ବିରୋଧ କରେ। STOP HINDI IMPOSITION AND SPREAD.
@babajinath2067
@babajinath2067 27 күн бұрын
ତାମିଲ ନାଡୁ ମୂଖ୍ୟ ମନ୍ତ୍ରୀ ଓଡ଼ିଶା ରାଜନୀତି ରେ ପ୍ରବେଶ କରିବାକୁ ଚାହୁଛନ୍ତି ତାଙ୍କ ଭାଇ ମାଧ୍ୟମରେ ଓଡ଼ିଶା ବାସି ସହିଲେ ହେଲା
@mstylishlybabu1896
@mstylishlybabu1896 26 күн бұрын
ଅନ୍ୟ କୁ ଦୋଷ ଦେବା ଅପେକ୍ଷା ନିଜେ ସୁଧୁରି ଯିବା ସତ ଗୁଣ ଠିକ୍ ଓଡ଼ିଶା ବାସୀ ନିଜ ମାଟି ର ପୁଅ କୁ ନିଜ ଭାଷା ନିଜ ରାଜ୍ୟ କୁ ଗୁରୁତ୍ଵ ଦେଉ ନାହାଁନ୍ତି!! ଅନ୍ୟ ରାଜ୍ୟ ରେ ଜଣେ ବ୍ୟକ୍ତି ଯଦି ରାଜ୍ୟ ର ଶାସନ ନିଜ ହାତ ମୁଠା ରେ ରଖି ଛନ୍ତି ତେବେ ଓଡ଼ିଆ ଲୋକ ତତ୍ପର ହେବା ଜାଗୃତ ହେବା ନିହାତି ଜରୁରୀ!!
@rohitkumarjena3382
@rohitkumarjena3382 27 күн бұрын
ଷ୍ଟାଲିନ୍ ତୁ ପାଣ୍ଡିଆନ୍ କୁ ନେଇଯା ଓଡ଼ିଶା ରୁ
@debile25
@debile25 26 күн бұрын
Au tama odia loka jau Sethi kama karuchanty tankara kan kariba
@santoshkumarpatnaik5290
@santoshkumarpatnaik5290 27 күн бұрын
ହଁ ନିଶ୍ଚିତ ସତ ତାମିଲ ଲୋକ ଭାରି ଚୋର
@vijayakumar2967
@vijayakumar2967 23 күн бұрын
Stupid your mouth, What about majorly of fugitive economic offenders are Gujarati?
@pradippradhan4388
@pradippradhan4388 27 күн бұрын
ଓଡିଶାରେ ତାମିଲ୍ ଶାସନ ଚାଲିଛି, ସାମ୍ବାଦିକ ମହୋଦୟ ଜାଣନ୍ତି ନାହିଁ, ୫ଟି କ'ଣ କି?
@nirmal2254
@nirmal2254 26 күн бұрын
Kn prove achi Tamil sasana 😅 au kemiti. Chalila tk kahibara ki
@Skumar-hc2rp
@Skumar-hc2rp 25 күн бұрын
@@nirmal2254 5ta tamilian control karuchanti mines re prabhakar emti aau 3 ta bivhagare tamil
@happyworld2135
@happyworld2135 25 күн бұрын
5T. Mane future re 5jana tamil loka odisha ra mallik hebe , seithipain 5t=5tamil ebe bi chalouchanti odisha ku
@nirmal2254
@nirmal2254 25 күн бұрын
@@Skumar-hc2rp mane mane sabu katha 😂
@Skumar-hc2rp
@Skumar-hc2rp 24 күн бұрын
@@nirmal2254 bhokua loka kichi janntini kichi research kara ape janiniba
@nilachalasatapathy5196
@nilachalasatapathy5196 27 күн бұрын
Good job aanamalai garu...thanks
@pradippradhan4388
@pradippradhan4388 27 күн бұрын
ଶୁଣରେ ବିଜେଡି ବାଲା
@narendrabehera2186
@narendrabehera2186 26 күн бұрын
Our PM is always right........
@binumallick3623
@binumallick3623 26 күн бұрын
ଓଡ଼ିଆ ଲୋକ ଜଲଦି ବୁଝି ଯାଅ ନ ହେଲେ ବହୁତ ହଇରାଣ ହେବ
@NiranjanPattanaik-cd4dx
@NiranjanPattanaik-cd4dx 27 күн бұрын
Tamil nadu govt you take immediately pandu
@maushumisoy904
@maushumisoy904 27 күн бұрын
ତାମିଲ ମାନେ କଣ ଚୋର ନା ଡକାୟତ,,
@asishrock5504
@asishrock5504 27 күн бұрын
Tautar pandu mg
@rakeshdash6755
@rakeshdash6755 27 күн бұрын
Tu kiye MG
@Amrit-ux4hs
@Amrit-ux4hs 27 күн бұрын
No Tamil chora nuhen Hindu nka birodhi daya kari tike se Tamilnadu cm Mk stalin Anti Hindu ra speech sunantu apana nije kahibe tanku India ru bahiskar kara jau se kahile Hindu heuchanti corona virus malaria Tamilnadu re se Shree Ram nka pratistha celebration ban kari thile Tanku a sambidhan power dela kie ??? Tanka Katha re apana nka Pandu tauter Naveen babu nku nei vactican city re Cristian guru pope nku 👏 hele mk stalin asi ama sankaracharya nku namaskar karibe ??? O sie mundi mk stalin nd pandu best friend ta budhi re pandra odisha re emiti heuchi
@bikashgahan5774
@bikashgahan5774 27 күн бұрын
Tam Ghar chaleib tamilnadu lok kemiti lagib
@kaliapremibhajanbhandara8515
@kaliapremibhajanbhandara8515 27 күн бұрын
ଥରେ ଯାଅ ତାଙ୍କ ଜାଗାକୁ ପାଣ୍ଡୁ ଓଡିଶା ରେ ଯାହା କରୁଛି ତାର 5% କରିକି ଦେଖାଅ ଜୋତାରେ ସେକି ବିଦା କରିବେ, ମୁଁ ଜାଣେ ସେ ଲୋକ ଗୁଡାକ କେଉଁ ପ୍ରକୃତିର ,ସମସ୍ତେ ନୁହେଁ ହେଲେ 80% ଉପରେ ତୁମକୁ ଜୋତାରେ ସେକିବେ
@user-ud1lp4oh5t
@user-ud1lp4oh5t 27 күн бұрын
ଓଡିଶା ଲୋକ ସୁଧୁରିବା ଦରକାର ତାମିଲ ଲୋକ ହଟାଇ ଓଡିଶା କୁ ଦିଅ ବଞ୍ଚେଇ
@ktripatiraosubudhi6613
@ktripatiraosubudhi6613 25 күн бұрын
ତାମିଲ ନଦୁ ରୁ ବସ ଆଣିଲେ ଖୁସି, ତାମିଲ ନାଦୁ ରୁ ବେଗ ଆଣିଲେ ଖୁସି, ତାମିଲ୍ ନାଡୁ ରୁ contractor ଆଣିଲେ ଖୁସି, ଚାବି ତାମିଲ୍ ନାଡୂ ପଳେଇଲା କହିଲେ ବାଧୀ ଯାଉଛି
@SstarRajesh
@SstarRajesh 27 күн бұрын
Pandia Hotao Odisha Bonchao jai Shree Ram 🙏 ❤❤❤❤🎉🎉🎉🎉
@biswa1327
@biswa1327 27 күн бұрын
ଆସିଗଲେ ଣ୍ଡୁର ଚମଚା...
@commentreadingadda143
@commentreadingadda143 27 күн бұрын
◽ଗେଣ୍ଡା ମୋ ଗର୍ବ ◽ଦାଦନ ମୋ ଧର୍ମ ◽ଦୁର୍ନୀତି ମୋ କର୍ମ ◽ପାଣ୍ଡୁ ମୋ ଆଦର୍ଶ ◽ମଦ ମୋ ଜୀବନ "ନବୀନ ଓଡ଼ିଶା" 😢😢
@mantunayak8847
@mantunayak8847 25 күн бұрын
Nice
@shubhramanyutarai4963
@shubhramanyutarai4963 26 күн бұрын
ଏ ସବୁ ପାଣ୍ଡିଆନ ବୁଦ୍ଧି ସେ ତାଙ୍କ ମୁଖ୍ୟମନ୍ତ୍ରୀ କୁ କହିଛି
@binumallick3623
@binumallick3623 26 күн бұрын
ବିଜେଡି କୁ ଭୋଟ ନ ଦେବା କଥା
@subhasinirout9542
@subhasinirout9542 25 күн бұрын
ତାମିଲ ଲୋକ ଆମ ଓଡ଼ିଶାରେ କାହିଁକି ରାଜନୀତି କରୁଛି । ତାକୁ ତାମିଲ ମୁଖ୍ୟମନ୍ତ୍ରୀ ନେଇ ଯାଉ ନାହାନ୍ତି। ଯଦି ଏତେ ବାଧିଲା । ଆମ ରାଜ୍ୟ ରେ ରହି ଓଡିଶା ର ସମ୍ପଦ କୁ ହରିଲୁଟ କରିବ ତାମିଲ ମୁଖ୍ୟମନ୍ତ୍ରୀ ର ବି ହାତ ଅଛି ।ପାଣ୍ଡିଆକୁ ଘଣ୍ଟ ଘୋଡାଉଛି
@Xuy788
@Xuy788 27 күн бұрын
ଏମାନେ ଯେଉଁମାନେ ହିନ୍ଦୀ କୁ ବିରୋଧ କରି ରାଜନୀତି କରୁଛନ୍ତି ଆମକୁ ଜ୍ଞାନ ଦେଉଛନ୍ତି.. ଓଡିଶାର ଲୋକ କି ବିହାର ର ଲୋକ ତାମିଲନାଡୁ ରେ ମୁଖ୍ୟମନ୍ତ୍ରୀ ହେଲେ ଚାଲିବ କି?? ପାଣ୍ଡା ସବୁ ଚାକିରି ବିକୁଛି.. ପ୍ରାଥମିକ ଶିକ୍ଷା ଆଉ ଶିକ୍ଷକଙ୍କୁ ଗୋତି ଖଟାଉଛି ପୁଣି ପ୍ରାଥମିକ ଶିକ୍ଷକଙ୍କୁ peon ଠୁ ବି ହୀନ କରିଛି 😡. ସେଥିପାଇଁ ଗରିବ ମେଧାବୀ ପିଲାମାନେ ଯିଏ ଯେଉଁଠି ପାଣ୍ଡା ଦଳକୁ ହରାଇବେ ତାକୁ ଭୋଟ ଦେବୁ.. ଜୟ ଜଗନ୍ନାଥ
@Soubhagya....
@Soubhagya.... 25 күн бұрын
ଭାଇ ମୁଁ ଜଣେ ଓଡ଼ିଆ ଏବଂ ଓଡ଼ିଆର ବହୁ ସଂଖ୍ୟାକ ଲୋକ ଆଉ ମୁଁ ବି ହିନ୍ଦୀକୁ ବିରୋଧ କରେ। STOP HINDI IMPOSITION AND SPREAD.
@Xuy788
@Xuy788 23 күн бұрын
@@Soubhagya.... କିନ୍ତୁ ମୁଁ ତାମିଲ ଶାସନ କୁ ବିରୋଧ କରେ.. ମୁଁ ଉଭୟ ଓଡ଼ିଆ ଆଉ ହିନ୍ଦୀ କୁ ଭଲ ପାଏ ମୁଁ ନୁହେଁ 90% ଓଡ଼ିଆ ଲୋକ ଉଭୟ ଓଡ଼ିଆ ଆଉ ହିନ୍ଦୀ କୁ ଭଲ ପାଆନ୍ତି କେବଳ ତାମିଲ ଚେଲାଙ୍କୁ ଛାଡି..
@Xuy788
@Xuy788 23 күн бұрын
@Soubhagya.... କିନ୍ତୁ ମୁଁ ତାମିଲ ଶାସନ କୁ ବିରୋଧ କରେ.. ମୁଁ ଉଭୟ ଓଡ଼ିଆ ଆଉ ହିନ୍ଦୀ କୁ ଭଲ ପାଏ ମୁଁ ନୁହେଁ 90% ଓଡ଼ିଆ ଲୋକ ଉଭୟ ଓଡ଼ିଆ ଆଉ ହିନ୍ଦୀ କୁ ଭଲ ପାଆନ୍ତି କେବଳ ତାମିଲ ଚେଲାଙ୍କୁ ଛାଡି..
@vijayakumar2967
@vijayakumar2967 23 күн бұрын
Are you stupid? what about Gujarati contest in Varanasi? Can't he find one reason to criticize BJD govt other than ethnicity of Pandiyan? Potreying Tamils as looters, look at fugitive economic offences who loot people monrey settled in abroad majorly of them Gujarati. These stupids talks about national union? Come to Chennai or TN and see how many odisha people get IT and manufacturing industry. We never discriminate them. If you don't like pandiyan don't vote him, don't drag Tamils. It's not okey.
@Soubhagya....
@Soubhagya.... 23 күн бұрын
​@@Xuy788 ୯୦% ଓଡ଼ିଆ ଲୋକ ହିନ୍ଦୀକୁ ଭଲ ପାଆନ୍ତି, ମୋ ମତରେ ତୁମର ଶିକ୍ଷା ଓ ଜ୍ଞାନର ଘୋର ଅଭାବ ରହିଛି। ଓଡ଼ିଶାର ଲୋକମାନେ Odia+English କୁ ପ୍ରସନ୍ଦ କରନ୍ତି ଓ ସବୁଠାରୁ ବ୍ୟବହାର କରିଥାନ୍ତି, Hindi କୁ ନୁହେଁ। ଆମର Odia (Mother toung)+ English (Official language) ଅଟେ ଆମର Hindi ର କିଛି ଆବଶ୍ୟକତା ନାହିଁ। ଆଉ ମୁଁ ବି ତୁମ ପରି ଓଡ଼ିଆରେ ଅଣ ଓଡିଆ ଶାସନ କୁ ବିରୋଧ କରେ। STOP HINDI IMPOSITION AND SPREAD.
@SudhansuSwain-cm4gi
@SudhansuSwain-cm4gi 27 күн бұрын
ତାମିଲି ଗୋ ବ୍ୟାକ,,,, ଓଡ଼ିଆ ଏ ସମ୍ବାଦ କୁ ଅନୁଧ୍ୟାନ କରୁ, ଓଡ଼ିଶାରେ ଯଦି ପାଣ୍ଡିଆନ ଙ୍କୁ କହିଲେ ତାମିଲନାଡୁ ଲୋକଙ୍କୁ ବାଧୁଛି, ଏମିତି ଓଡ଼ିଆ ଙ୍କୁ ତାମିଲ ଶାସନ କରୁଛି ଓଡ଼ିଆ ଙ୍କୁ ଭାବୁନି କେମିତି ??
@Healthin2791
@Healthin2791 27 күн бұрын
ମଜା ଆସିଗଲା ରେ
@kekefanclub9046
@kekefanclub9046 27 күн бұрын
Jana Padilla Pandian Stalin supporter
@Indianarmy143
@Indianarmy143 26 күн бұрын
ଜଣେ ଓଡ଼ିଆ ଲୋକ ଯାଇ ତାମିଲନାଡୁରେ ଶାସନ କଲେ ତାମିଲନାଡୁର ଲୋକ ହଁ କରିଵେ କି
@vijayakumar2967
@vijayakumar2967 23 күн бұрын
Yes we are already elected non Tamil(Telugu), so shut up. We don't go behind ethnicity, we only see whether CM is working for us or not. Two days back Google has announced to start their factory in TN. This kind of administration we want, not Hindu vs muslim or Tamil vs others etc...
@dusmantabehera7591
@dusmantabehera7591 27 күн бұрын
ଓଡ଼ିଶା ରେ ତାମିଲ ଶାସନ ଚାଲିବନାହି
@alokkumarsahooalokkumarsah9054
@alokkumarsahooalokkumarsah9054 26 күн бұрын
ଦାଦନ ପ୍ରେମୀ ଓଡ଼ିଆ😂😂😂
@SudhansuSwain-cm4gi
@SudhansuSwain-cm4gi 27 күн бұрын
ଠିକ କହିଛନ୍ତି ପ୍ରଧାନମନ୍ତ୍ରୀ
@kailashmohanta6476
@kailashmohanta6476 26 күн бұрын
ତାମିଲ ଆସି ଓଡ଼ିଶାରେ ଅବ୍ୟବସ୍ଥା କରିବ। ତାକୁ ଜେଲରେ ପୁରାଇବା ଉଚିତ
@Sudhansu4994
@Sudhansu4994 26 күн бұрын
We all are Indians , no tamil no Odia .
@pratapkumarjena1829
@pratapkumarjena1829 27 күн бұрын
ଓଡ଼ିଶା 5t ସରକାର ରେ ନାମ ରଖା ଯାଇଛି ପାଣ୍ଡିଆ କୁ ମିଶେଇ ଆଉ ଚାରିଜଣ ତାମିଲ୍ ଓଡ଼ିଶା କୁ ଚଳାଉ ଛନ୍ତି ପଞ୍ଚୁ ପାଣ୍ଡବ ଙ୍କ ନାମରେ 5t ସରକାର ଗଠନ ହୋଇଛି ତାମିଲ୍ ଙ୍କ ହାତରେ ନବୀନ ରିମୋଟ ବାଲା କଣ୍ଢେଇ ଯେତେ ସବୁ ନେତା ମନ୍ତ୍ରୀ କର୍ମୀ ରାଜନେତା ସରକାରୀ ଅଫିସର ତାଙ୍କ ଆଦେଶରେ ଚାଲୁଛି
@dhusasanabehera1137
@dhusasanabehera1137 27 күн бұрын
JayBJP
@hariharamahanta375
@hariharamahanta375 27 күн бұрын
ପାଣ୍ଡୁ କୁ କୁହ ଆଉ ଚାରି ପାଞ୍ଚ ଜଣ ତାମିଲ୍ ଆଣି କେନ୍ଦ୍ରାପଡ଼ା ରେ ଘର ଜୋଇଁ କରି ଦେବ ତାକୁ ସପଟ୍ କରିବେ ସିଏ ଏକୁଟିଆ ହେଇ ଯାଉଛି
@niranjanmohanty5200
@niranjanmohanty5200 27 күн бұрын
priminister heuchanti gote desara kintu bidambanara katha Modi ji nija nirbachana swatha pai gote Rajaya ku Jai au gote Rajaya ku samalochana Kariba ketedur right
@user-gp8fi3mk4q
@user-gp8fi3mk4q 27 күн бұрын
Kn kharap kahileki PM se Tamil Nadu ra loka ta ghare chhadiki asichhi ethire tuma asubidha kouthi hauchhi tume ta jane nistha para odia kahuthiba loka
@biswajitbehera7039
@biswajitbehera7039 27 күн бұрын
ହେଇଲୋ ପାଣ୍ଡିଆଁ ଲୋକ ପୁଣି ଆମ ଓଡ଼ିଶା କଥା କହିଲେଣି ? ୟା ପରେ ପ୍ରଚାର ପାଇଁ ଷ୍ଟାଲିଁନ ଆସିବେ।
@duryodhannayak73
@duryodhannayak73 27 күн бұрын
ତୋ ରାଜ୍ୟ ଲୋକ ବୋଲି ପାଣ୍ଡିଆ ଏ କଥା କହୁଚୁ କହିଲୁ ଦେଖି ତାମିଲନାଡୁ ରେ ପାଣ୍ଡିଆ ଭଳି କେଉଁ ଓଡ଼ିଆ ଏତେ ଧନୀ ଅଛି
@netranetra4111
@netranetra4111 27 күн бұрын
ମଞ୍ଜି କଥାଟିଏ କହିଛନ୍ତି
@kalpanaparidavlogchanel9693
@kalpanaparidavlogchanel9693 26 күн бұрын
Tu chora kie be tu it re achhu ki pramana dei pari bu michhua
@duryodhannayak73
@duryodhannayak73 26 күн бұрын
@@kalpanaparidavlogchanel9693 ଆପଣ ଓଡ଼ିଆ ଟି ତାମିଲ ଶାସନ କେମିତି ଚାହୁଁଛନ୍ତି ଜଗନ୍ନାଥ ଙ୍କ ତିନି ଦ୍ୱାର କଣ ପାଇଁ ବନ୍ଦ
@pradippradhan4388
@pradippradhan4388 27 күн бұрын
ସାମ୍ବାଦିକ ମହୋଦୟ, ପ୍ରଧାନ ମନ୍ତ୍ରୀ ଗୋଟିଏ ଜାତିକୁ ନିନ୍ଦା କଲେ କହିବା ନିନ୍ଦନୀୟ,
@_mr___rajput
@_mr___rajput 27 күн бұрын
😂 Hindu mananku ei Tamil cm ra pua hindu masa machhi pari kahiba pura swagat jogya
@sabitrivisionbhubaneswar1121
@sabitrivisionbhubaneswar1121 26 күн бұрын
ୟେ କନକ news ର କିଛି କାମ ଧନ୍ଦା ନାହିଁ... ପାଡିଦେଲେ ବି ଟାକୁ ଶୁଭୁଚି.... ଯଦି ଏତେ ବାଧୁଛି ତାମିଲରେ ଯା new କରିବୁ
@DDaimond-ys5tu
@DDaimond-ys5tu 26 күн бұрын
ଲଜ୍ଜ୍ୟା ଲାଗୁ ଓଡ଼ିଶା ଲୋକ କୁ ___ ତାମିଲ୍ କୁ ଓଡ଼ିଶା ର ଭାର ଦିଆ ଯାଇଛି______ ତାମିଲ ଲୋକ ବହୁତ୍ ଖୁସି ଅଛନ୍ତି ତାମିଲ ଟେ ଓଡ଼ିଶା କୁ ଶାସନ କରୁଛି
@shaiili6204m
@shaiili6204m 24 күн бұрын
More Power to you Naveen babu ❤ and very Dynamic Mr Pandian.❤Love and respect for both of you. ଯିଏ ଯାହା କହିଲେ ବି ସଚେତନ ଓଡିଆ ଜାଣିଛି ଆପଣ ଆମ ରାଜ୍ୟର ଉନ୍ନତି ପାଇଁ କେତେ dedicatedly କାମ କରୁଛନ୍ତି।ପ୍ରଭୁ ଜଗନ୍ନାଥ ଆପଣ ଙ୍କ ସହ ଅଛନ୍ତି । ରାମ ନାମ କହୁଥିବା ଛଦ୍ମ ବେଶୀ ରାବଣ ମାନେ କିଛି ବି କରିପାରିବେନି ଆପଣ ଙ୍କର। ଜୟ ଶ୍ରୀ ଜଗନ୍ନାଥ 🙏
@silkcity470
@silkcity470 27 күн бұрын
ମୋଦି ଗୋଟେ ଦରିଦ୍ର ବୋଲି ତ ଏତେ ଥର ଓଡିଶା ଆସୁଛି ଭିକ ମାଗିଲା ପରି ଭୋଟ ମାଗିବାକୁ ଆଜି ଯାଏ କୁଆଡେ ଯାଇଥିଲା ଓଡ଼ିଶା ର devlopment କରିବାକୁ କିଏ ମନା କରୁଥିଲା ପ୍ରଧାନମନ୍ତ୍ରୀ ହୋଇ ଯୋଉ ସବୁ କାମ କରିଛି ..ଗାଈ ମାଂସ ବିକି 250 କୋଟି ଲାଞ୍ଚ ଖାଇଛି ହେ ଭଗବାନ କଣ କରିବ ଆକୁ ଦିନ ଆସିବା ୟାର ବି.
@riyanshu85
@riyanshu85 26 күн бұрын
Odisha 25 ରେ କେତେ development ହୋଇ ଅଛି ମୂର୍ଖ
@melisha4236
@melisha4236 24 күн бұрын
Tu gote murkha ....
@mragrncy9144
@mragrncy9144 27 күн бұрын
It is the culture of PM Modiji.
@chunarambehera9454
@chunarambehera9454 26 күн бұрын
ମୋଦି ଯାହା କୁହନ୍ତି ଠିକ କହୁନ୍ତି
@satyaandtulasimama6083
@satyaandtulasimama6083 26 күн бұрын
ବିହାରୀ ଲୋକ ବିହାରୀ କୁ ନେଇଯାଅ
@surendranayak117
@surendranayak117 24 күн бұрын
Suryabongshi
@chunarambehera9454
@chunarambehera9454 26 күн бұрын
ଆମେ କାହା ରିକିଛି କରିବା ପାଇଁ ଚାହୁଁନୁ ପାଣ୍ଡୁ ଆମ ଓଡିଶା ରୁ ପୋଡାଉ
@sujitmohanchaini201
@sujitmohanchaini201 27 күн бұрын
Tamil lokakara unit achi ama odiankara nahi.
@UtkalikaPradhan-ds6bl
@UtkalikaPradhan-ds6bl 27 күн бұрын
Absolutely true Annamalai
@chhatishmohanta6403
@chhatishmohanta6403 27 күн бұрын
PM thik kahichhanti❤❤❤❤
@onedayyouandme3268
@onedayyouandme3268 26 күн бұрын
ଏତେ କଥା ଜାଣି ପାରୁଛ ତମ ଲୋକ କୁ ଆମ ରାଜ୍ୟ ରୁ ନାଉନ କଣ ପାଇଁ।😡
@saradacharanamohapatra9806
@saradacharanamohapatra9806 26 күн бұрын
Tamimane odisaku khaigale Modiji right kahichhanti
@durgaprasadbhol1181
@durgaprasadbhol1181 27 күн бұрын
ଷ୍ଟାଲିନ କହିଥିଲା କରୋନା ଭୁତାଣୁ ପରି ହିନ୍ଦୁ ଲୋକଙ୍କୁ ଶେଷ କରିଦିଅ,,,, ସେଥିପାଇଁ ଓଡ଼ିଆ ଲୋକ ସଚେତ ହୁଅ ତାମିଲ ପାଣ୍ଡୁ କୁ ଓଡିଶା ରୁ ହଟାଓ
@debendrasahoo2452
@debendrasahoo2452 27 күн бұрын
Every Indivisual Must Remain in his Limitations....We Should Help Nabinji the Legendary in Indian Politics ,Odiya Never Forget his Contribution & A Honest No.1 Populist Leader Is Being Hijacked & We Odiya Thinking Of His Sacurity & Praying Lord Jagannath To Save Him From Jayalalitha Like Unfortunate Ending.....
@user-tn9er5mj1i
@user-tn9er5mj1i 27 күн бұрын
Odisha Re Naveen only Naveen 🎉🎉🎉🎉
@ranajitkumarmohanty9740
@ranajitkumarmohanty9740 27 күн бұрын
ତାମିଲ ଲୋକ ବିହାରୀ ଓ ଗୁଜରାଟୀ ଙ୍କ ଠାରୁ ଭଲ ଓ ସଚ୍ଚୋଟ ଅଟନ୍ତି ll
@aratisamantara7395
@aratisamantara7395 26 күн бұрын
That's not matter but they will not allow you Sir to lead there
@jungleegamingofficial2555
@jungleegamingofficial2555 25 күн бұрын
😂😅😂 honest
@melisha4236
@melisha4236 24 күн бұрын
Tamil mane choro
@vijayakumar2967
@vijayakumar2967 23 күн бұрын
​@@melisha4236stupid
@bidyabhusanmohanty387
@bidyabhusanmohanty387 27 күн бұрын
ଆମର ଘୋର ସନ୍ଦେହ ରତ୍ନ ଭଣ୍ଡାର ର ଚାବି ବୋଧହୁଏ ଗୁଜରାଟ ଚାଲି ଯାଇଛି
@pradeepbehera6873
@pradeepbehera6873 17 күн бұрын
Correct
@rudraprasadpani9907
@rudraprasadpani9907 27 күн бұрын
K. Annamalai is a very far sighted person. What he say will true.
@bipinamallik2803
@bipinamallik2803 27 күн бұрын
Jaya Jagannatha Jaya Tamilnadura Lokamane Modijinku Muhatod Jababdiuntu
@user-ry6cr9hf2k
@user-ry6cr9hf2k 27 күн бұрын
Right
@rihankamal5247
@rihankamal5247 27 күн бұрын
Good
@sorajbehera4206
@sorajbehera4206 27 күн бұрын
Ok sir
@ommshree444
@ommshree444 27 күн бұрын
ଓଡିଶାରୁ ପାଣ୍ଡୁ କୁ ହଟାଓ, ତମ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଙ୍କର ଗୁମାସ୍ତା ହେଇକି ରହ, ଓଡ଼ିଶାରେ ଗୁମାସ୍ତା ଟା ଗୁମାସ୍ତା ଭଳିଆ ରହ ବେଶୀ ଫଡ ଫଡ ହେଲେ ବିଦାୟ
@sibarambehera1102
@sibarambehera1102 6 күн бұрын
Mr Stalin is correct PM should not speak like that type of statement. PM is a national leader It is great insult to all Tamils Only to gain poltical waves PM told in the public metting .i felt very unhappy ln correct statement
@satatitripathy1472
@satatitripathy1472 26 күн бұрын
ଯେଉଁ ମୂର୍ଖ ମାନେ ତାମିଲନାଡୁ କୁ ଏତେ କଥା କହୁଛନ୍ତି ସେମାନେ ଓଡ଼ିଶା ର ଇତିହାସ ବିଷୟ ରେ କିଛି ବି ଜାଣି ନାହାନ୍ତି । ଓଡ଼ିଶା ଆଉ ତାମିଲନାୁର ଐତିହାସିକ ସମ୍ପର୍କ ରହିଛି । ଓଡ଼ିଶା ର ରାଜା ମାନେ ତାମିଲନାଡୁ ରୁ ରାଣୀ ବାହା ହେଇ ଥିଲେ। ସେଥି ପାଇଁ ଓଡ଼ିଶା ଆଉ ତାମିଲ୍ ଖାଦ୍ୟ ଆଉ ସଂସ୍କୃତି ରେ ବହୁତ୍ ସମଞ୍ଜୟସ୍ୟ ରହିଛି। ଟିକିଏ ଶିକ୍ଷା ଲାଭ କରନ୍ତୁ ଆଉ ଫାଲତୁ ରାଜନୀତି ପାଇଁ ନିଜ ରାଜ୍ୟ ର ବିକାଶ କୁ ବନ୍ଦ କରିଲେ କଣ ହେବ?
@BimbadharKhilar
@BimbadharKhilar 26 күн бұрын
Tamil Nadu re kehi jadi odia, Hindi,bangali bala bhul karanti semane pura Hindi Bala chora kukura kahuchanti
@99Boss328
@99Boss328 27 күн бұрын
Tama rajya ra se loka ta ete ଲାଳସା ଅଛି j taku ete kahila pare bi se jauni ଏଇଠୁ
@story.45
@story.45 20 күн бұрын
Perfect tamilnadu person selfish because pandian know 60 % odisha people depend on other states but tamilnadu people job in odisha private & government sector it's too much
@bidyasahu4587
@bidyasahu4587 25 күн бұрын
Aramvaru kahuchi mu bjp danga Kari dala.
@dukhishyamnag7348
@dukhishyamnag7348 27 күн бұрын
5t bahut bhala... Good idea by pandian
@abhisekpadhiary9912
@abhisekpadhiary9912 27 күн бұрын
5T means 5 Tamil
@hemantkumarsingh1387
@hemantkumarsingh1387 25 күн бұрын
Clarification has been issued by Annamalai,BJP head Tamilnadu.
@sirazulkhan8820
@sirazulkhan8820 21 күн бұрын
Tn cm very good person
@gokulmeher3861
@gokulmeher3861 27 күн бұрын
Nk stalins jai ho
@bhabagrahidas2385
@bhabagrahidas2385 27 күн бұрын
ସେ ଲୋକ ତାମିଲ ପଳାନ୍ତୁ
@durgeshpatra4498
@durgeshpatra4498 27 күн бұрын
ମୋଦି କାହିଁକି ଆମ ରାଜ୍ୟକୁ କହୁଛନ୍ତି ସେ କାହିଁକି କହୁଛନ୍ତି ତାଙ୍କୁ କହିଲେ
@Vijaya070
@Vijaya070 22 күн бұрын
Be kind, South is more developed than other states। So southern people are most be lead us।
@adsucessforallcontent8387
@adsucessforallcontent8387 27 күн бұрын
Pandian ku goithaa mari bida kariba pain odisha basi ready ashanti
@asishrock5504
@asishrock5504 27 күн бұрын
Right❤❤❤
@Healthin2791
@Healthin2791 27 күн бұрын
ତୋର ଭଉଣୀ କୁ ଗେହିଁବାକୁ ତାମିଲ ଵାଲା ରେଡି
@subratchintada7722
@subratchintada7722 27 күн бұрын
Kichi bando nai tote mg fast kadibe😂
@adsucessforallcontent8387
@adsucessforallcontent8387 27 күн бұрын
@@subratchintada7722 magana khiaa ku khada haba banda dala bjd mg
@Sudhir2288
@Sudhir2288 26 күн бұрын
Tamil Nadu Cm Ek Mafia
@prabirnayak8201
@prabirnayak8201 27 күн бұрын
ପାଣ୍ଡିଆନ ଓଡ଼ିଶାର ଜ୍ୱାଇଁ, ତେଣୁ ସେ ତାମିଲ ନୁହନ୍ତି 👍
@sudhanshusatpathy5293
@sudhanshusatpathy5293 27 күн бұрын
ଆଉ କଣ ସେ ଓଡ଼ିଆ ଲୋକ। ତମେ ମାଗିହେ ଭଲ ନିୟମ ଦେଖଉଚ ଆଉ ।ଅପରାଜିତା କୁ କହିବା ବିହାରୁନି ଆଉ ପାଣ୍ଡୁ ହେଉଛି ଓଡ଼ିଆ।।ଝିଅ ଯୋଉ ଗାଁ ରେ ବାହା ହୁଏ ସେ ସେଇ ଗାଁ ର ହେଇଯାଏ କିନ୍ତୁ ପୁଅ ସବୁ ସବୁବେଳେ ନିଜ ଗାଁ ର ହୁଏ
@pabitramohansadhangi18
@pabitramohansadhangi18 25 күн бұрын
ଭାଇ ମୁଁ ଜଣେ ଓଡ଼ିଆ, ତାମିଲନାଡୁ ରେ ଦ୍ରୀଘ 10 ବର୍ଷ ଧରି ରହିଆସୁଛି, ଏବଂ ଗୋଟେ ତାମିଲି ଝିଅ କୁ ଭଲ ପାଉଛି, କଣ ତାକୁ ବାହା ହୋଇ ଗଲେ ମୁଁ ଓଡ଼ିଆ ହେବା ର ସମ୍ମାନ ହରାଇ ବସିବି? ପ୍ରଶ୍ନ ଆପଣଙ୍କ କୁ ଉତ୍ତର ଅପେକ୍ଷା ରେ ରହିଲି.
@KalingaFarm-eu9li
@KalingaFarm-eu9li 27 күн бұрын
Kanak tv kichhi negotiation karideichhi
@Spandan643
@Spandan643 25 күн бұрын
ଯେଉଁମାନେ Pandian ଙ୍କ ପରି ଜଣେ Sincere Leader ଙ୍କୁ ଚୋର କହୁଛନ୍ତି ସେମାନେ ଥରେ ଚେକ୍ କରନ୍ତୁ । ଦେଶ ରୁ 14000 କୋଟି ଠକିଥିବା ଚୋର ଆଉ ପଳାତକ ନୀରବ ମୋଦୀ ଗୁଜୁରାଟ ର । Adaniର ସମ୍ପତ୍ତି ବଢି ବଢି ଚାଲିଛି who is from Gujarat too. ଆଉ ଦେଶ ର ସବୁଠୁ ବଡ scientist and former president APJ Abdul Kalam, Nobel Prize winner CV Raman, Google CEO Sundar pichai are from Tamilnadu. We are proud that Mr. Pandian Sir even if born in Tamilnadu and Son-in Law of Odisha, he is tirelessly working for the betterment of our state.
@redlinebot8296
@redlinebot8296 24 күн бұрын
Exactly right
@pinakdas5663
@pinakdas5663 27 күн бұрын
ସନ୍ଦୀପ ସାହୁ କୁହନ୍ତୁ ଚାବି ଯଦି ପଣ୍ଡିଆନ ପାଖରେ ନାହିଁ,ତାହେଲେ କାହା ପାଖରେ ଆଚ୍ଛି ?
@ppsahoo123
@ppsahoo123 27 күн бұрын
ଆବେ ସେପଟେ ତମ ମାଲିକ କୁ ବଦ୍ରି ପାତ୍ର ବାଡେଇଲାଣି, ସେପଟେ ଖବର ପ୍ରସାରଣ କର 😂😂😂
@saradacharanamohapatra9806
@saradacharanamohapatra9806 26 күн бұрын
Jay modiji
@SureshChandraSahoo-qs4bp
@SureshChandraSahoo-qs4bp 27 күн бұрын
Athara hatiba bjp
@user-nc2qy9ze6e
@user-nc2qy9ze6e 26 күн бұрын
ଏଥର ତୋ ମଦର ଵିଆ ହଟିବ, କାରଣ ବେଶୀ ଗନ୍ଧେଇ ଲାଣି
@dillippanda2603
@dillippanda2603 20 күн бұрын
Thik kataha
@abhimanyusatapathy481
@abhimanyusatapathy481 27 күн бұрын
କେହି ଜାଣିନାହାନ୍ତି ର ଅର୍ଥ କଣ?? ରାଜ୍ୟରେ ଗୋଟେ ବହୁ ପୁରୁଣା ସରକାର ଥାଇ ସମ୍ପୂର୍ଣ ରାଜ୍ୟ କୁ ମୁଣ୍ଡେଇ ବୁଲୁଥିବାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କେମିତି ଜାଣିପାରିଲେନି.. ଆପଣ ସାମ୍ବାଦିକ ନା ଆଉ କଣ 🤦🏻‍♂️
@susantasasmal2559
@susantasasmal2559 25 күн бұрын
ମୋଦି ମୁଁହ ରେ ମିଟିଛି ତ ନବୀନ ବାବୁ ସେଥିପାଇଁ ସେ କହୁଛି
@madhusudanparida4161
@madhusudanparida4161 27 күн бұрын
Correct comments given by CM Stalin.
@_mr___rajput
@_mr___rajput 27 күн бұрын
😂 Stalin ra puaa jebhe hindu nku malaria masa kahu thila
@dayasagarkalta8157
@dayasagarkalta8157 27 күн бұрын
Jia Jaganath birodhi taku pandian na nele badhuchi
@manojsamal2068
@manojsamal2068 23 күн бұрын
ନିଜର ଇଜତ ନିଜେ ହରାଉଛନ୍ତି ଷ୍ଟାଲିନ
@aratisamantara7395
@aratisamantara7395 26 күн бұрын
You take your people to your state otherwise allow odia people to rule in Tamilnadu
@tmahendraready1410
@tmahendraready1410 26 күн бұрын
Pandian is a Tamil person
@radhakantadiga3294
@radhakantadiga3294 27 күн бұрын
Congress jinda bad
@prakashchandrabarik7678
@prakashchandrabarik7678 24 күн бұрын
ସନ୍ଦୀପ ସାହୁ ବରିଷ୍ଠ ସାମ୍ବାଦିକ ହେଇଚ ରତ୍ନ ଭଣ୍ଡାର ଚାବି ରିପୋର୍ଟ କାହିଁକି ସାର୍ବଜନୀନ ହଉନି କେତେଥର ପ୍ରଶ୍ନ କରିଛ। Bjp କୁ ବିରୋଧ କରିବାକୁ ଯାଇ ଦେଶଦ୍ରୋହୀ ଙ୍କୁ ସପୋର୍ଟ କରୁଛ
@laxmidharadalai3019
@laxmidharadalai3019 26 күн бұрын
Naveen Patnaik put commission report in public domain.why he is afraid? Public money spend for the comission.so that public right to know the report. If the spent money is Biju Babu money then only Naveen know the report.we have no complain.when Naveen Patnaik government face problems he creat a commission for survive.There is no result it's a jumulabaji.
A pack of chips with a surprise 🤣😍❤️ #demariki
00:14
Demariki
Рет қаралды 38 МЛН
Balloon Stepping Challenge: Barry Policeman Vs  Herobrine and His Friends
00:28
Bhubaneswar: Opinions Of Public On Love Marriage | Odisha |
3:15
A pack of chips with a surprise 🤣😍❤️ #demariki
00:14
Demariki
Рет қаралды 38 МЛН