KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Mahapanchayat || ମହାପଞ୍ଚାୟତ : କାଠଗଡାରେ ୩ ପରିବାର || 06 Oct 2024 | Argus News
28:46
News Desk Interview: ନବୀନଙ୍କ ସିକ୍ରେଟ ପ୍ଲାନ୍ର ଖୁଲାସା ! Santrupt Misra |2024 Election |Odia News
25:58
ЛУЧШИЙ ФОКУС + секрет! #shorts
00:12
📦 + 🥎 или игра для тех, у кого нет игр #partygames #games #игры #веселыеигры #funnygames #challenge
00:51
爆笑電梯整蠱!今天這個妹子的自我防護意識我給100分!
00:54
Странная суперспособность вомбатов и новый тренд у шимпанзе
00:58
ସୁଧାଂଶୁ@8: ପାଣ୍ଡିଆ 😤ବୁଦ୍ଧିରେ ₹10,000 କୋଟି ଲୁଟ 💸 🤯|| SUDHANSHU@8
Рет қаралды 115,523
Facebook
Twitter
Жүктеу
1
Жазылу 200 М.
Focus Plus
Күн бұрын
Пікірлер: 292
@rdcreation8948
Ай бұрын
ଧନ୍ୟବାଦ ଭାଇ
@pratapkumarjena1829
Ай бұрын
ସୁଧାଂଶୁ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଏମିତି ସୁ ସମ୍ବାଦ ଲୋକଙ୍କ ସାମ୍ନାକୁ ଆଣି ବାରୁ ଧନ୍ୟ ଆଜ୍ଞା ବିଜେଡି ସରକାର ରେ ଏତେ ମାତ୍ରାରେ ଦୃନିତ୍ ଲୁଚି ରହିଛି ଯାହାକି ଓଡ଼ିଶା ବାସି ସମ୍ପୂର୍ଣ ସତ୍ୟ କୁ ଜାଣି ପାରୁନଥିଲେ ବୋଲି ଆଜିକୁ ପଚିଶି ବର୍ଷ ଧରି ତାଙ୍କୁ ଭୋଗିବାକୁ ପଡ଼ିଲା ବାକି ରହିଲେ ମିଡ଼ିଆ ବନ୍ଧୁ ମାନେ ସେମାନେ ତ୍ ମୁଣ୍ଡ ବିକି ମିଛ କୁ ସତ୍ୟର ପ୍ରମାଣ କରି ଦେଖେଇ ଚାଲି ଥିଲେ ଅବା ସାଧାରଣ ଓଡ଼ିଶା ବାସି ବିଶ୍ୱାସ କରି ଭାଷୀ ଚାଲିଥିଲେ ହେଲେ ଆଜିର ଦିନରେ ଓଡ଼ିଶା ବାସି ଠିକ୍ ବୁଝି ଛନ୍ତି ଆଉ ତାହାର ବିଜେଡି ଚୋର ସରକାରଙ୍କୁ ଠିକ୍ ଜବାବ ଦେଇ ଛନ୍ତି ଆଜିର ଦିନରେ ଓଡ଼ିଶା ବାସି ଯାହା ବିଶ୍ୱାସ ଭରସା ରଖି ଛନ୍ତି ନୁଆ ସରକାର ଙ୍କ ଉପରେ ସରକାର ଓଡ଼ିଶା ବାସି ଙ୍କ ବିଶ୍ୱାସ ଭରସା ପୂରଣ କରି ପାରିବେ ତ୍ ବିଜେଡି ସରକାର ଚୋର ଦୃନିତି ଖୋର୍ ବାବୁ ମାନେ ଗୁଣ୍ଡା ବଦମାସ୍ ଙ୍କୁ ସବାଟ କରି ପାରିବେ ତ୍ ସର୍ବେପ୍ରଥମେ ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଯଥା ଶୀଘ୍ର ନିଆଯାଇ ଲୁଣ୍ଠନ ଧନ ସମ୍ପତି କୁ ସରକାର ଙ୍କ ରାଜ କୋଷ କୁ ଫେରୁ ତାଙ୍କ ଧନ ସମ୍ପତି ବଜ୍ୟାପ୍ତି କରାଯାଉ ଏମାନଙ୍କୁ ଆଜୀବନ ସଜା ଜେଲ୍ ଦଣ୍ଡ କରାଯାଉ ଏଭଳି ପାପି ମାନଙ୍କ ପାଇଁ ଏକ ମାତ୍ର ମୃତ୍ୟୁ ଦଣ୍ଡ ନୁଆ ସରକାର ଙ୍କ ପାଖରେ ଏତେ ସବୁ ପ୍ରମାଣ ଥାଇ ମଧ୍ୟ କାହିଁକି କୌଣସି ପଦକ୍ଷେପ ନେଉ ନାହାନ୍ତି କଣ କିଛି ଚାପରେ ଆକ୍ସନ ନେଇ ପାରୁ ନାହାଁନ୍ତି ତଥାପି ବି କିଛିଟା କାମ ଦେଖି ବାକୁ ମିଳୁଛି ଯେ ନୁଆ ସରକାର ପାଖରେ ବିଜେଡି ନୀତି ଆପଣେଇ ଛନ୍ତି ଏବେ ବି ପ୍ରୁବ୍ ସରକାର ରେ ଯେମିତି ଅରାଜ୍ କତା ଚାଲିଥିଲା ଏବେ ବି ଚାଲୁ ରହିଛି କିଛି ବି ବଦଳି ପାରିନି ନୁଆ ସରକାର ଙ୍କ ଆଇନୀ ନୀତି ସାଧାରଣ ଜନତା ପୃବ ସରକାର ରେ ଯେମିତି ଭୋଗା ଭୋଗ କରୁ ଥିଲେ ଏବେବି ଭୋଗୁ ଛନ୍ତି ସବୁଠି ସବୁ ଜାଗାରେ ଏଠି ତେଲିଆ ମୁଣ୍ଡରେ ତେଲ ନୁଖୁରା କୁ କେଇ ପଚାରୁ ନାହାଁନ୍ତି ସରକାର ଏତେ ଦିନ ଧରି ଶାସନ ଗାଦି କୁ ଆସିଲେଣି ସାଧାରଣ ଅସହାୟ ଗରିବ ଜନତା ଙ୍କ ପାଇଁ କିଛି ବି ଫରକ୍ ପଡୁନି ବରଂ ଆହୁରି ଦିନକୁ ଦିନ ଦୁଃଖ ଜଞ୍ଜାଳ ବଡ୍ଡି ବଡ୍ଡି ଚାଲୁଛି ନୁଆ ସରକାର ଓଡ଼ିଶା ବାସି ଙ୍କୁ ଏତେ ବଡ ସ୍ଵପ୍ନ ଦେଖେଇ ସରକାର ଶାସନ କୁ ଆସିଛନ୍ତି ଦେଖା ଯାଉ କି ଭଳି ନୁଆ ଯୋଜନା ସୁବିଧା କରୁ ଛନ୍ତି ସୁଧାଂଶୁ ବାବୁ ଆପଣ ଏମତି ନୁଆ ନୁଆ ଅଧ୍ୟାୟ ଓଡ଼ିଶା ବାସି ଙ୍କ ସାମ୍ନାକୁ ଅଣନ୍ତୁ ନିର୍ଭୟରେ ଓଡ଼ିଶା ବାସି ଆପଣଙ୍କ ସପକ୍ଷରେ ରହିଛନ୍ତି ଜୟ ଜଗନ୍ନାଥ
@mahendrakumarnayak3039
Ай бұрын
ପ୍ରଭୁ ଜଗନ୍ନାଥଙ୍କ ନାମରେ ଯେଉଁମାନେ ଡକାୟତ କରି ନିଜ ଘରେ ଅବା ନିଜ ପରିଜନ ଙ୍କ ଘରେ ଧନ ଠୁଳ କରିଛନ୍ତି ସେମାନଙ୍କୁ ପ୍ରଭୁ ଜଗନ୍ନାଥ କେବେ କ୍ଷମା କରିବେ ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ଏହି ନିର୍ବାଚନ ରେ ଦେଖିବାକୁ ମିଳିସାରିଛି। ହେଲେ ଏଥିରେ କିଛି ଲୋକ ପ୍ରଭୁଙ୍କ ଦ୍ଵାରା ଦଣ୍ଡିତ ହୋଇଛନ୍ତି। ବାକି ଯେଉଁମାନେ ରହିଗଲେ ତାଙ୍କର ମଧ୍ୟ ସମ ଦଶା ହେବ, ଜନତାଙ୍କୁ ଟିକେ ଧୋର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ। ଜୟ ଜଗନ୍ନାଥ।
@NandakiswarMallick
Ай бұрын
ଜୟ ଶ୍ରୀ ରାମ ଶତଶତ ଧନ୍ଯବାଦ ସୁଧାଂଶୁ ସାର❤❤❤❤❤😂
@jnanaranjanbarik5178
Ай бұрын
ଓଡ଼ିଶାର ଲୁଟ ପାଇଁ ନବୀନ ସମ୍ପୂର୍ଣ୍ଣ ଭାବରେ ଦାୟୀ
@YBS55
Ай бұрын
All high level officers and ministers ❤❤
@AjitPodha-r8r
22 күн бұрын
.**webn
@rabindrakumardash7157
Ай бұрын
ଏଇ ସରକାର କିଛି କରିବେନି। ଖାଲି ଗଫି ଗଫି ସମୟ ଗଡ଼ାଇନେବେ। ବିଗତ ସରକାରର ସବୁ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଦେବେ। ସବୁ ପ୍ରମାଣ ଥାଇବି ଏମାନେ ଅନ୍ଧ ଧୃତରାଷ୍ଟ୍ର । ସବୁପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭରସା।
@RANJANKUMAR-jb1xw
Ай бұрын
ଜୟ ଜଗନ୍ନାଥ ଏମିତିକା ନିଉଜୁ ଶୁଣି ବହୁତ ଦୁଃଖ ଲାଗୁଛି ଯେ ଗତ ସରକାର ରେ କ'ଣ ଚାଲିଥିଲା ସମସ୍ତ ଓଡ଼ିଶା ବାସୀ ଏକତ୍ରିତ ହୁଅ ଯେତିକି ସବୁ କେଳେଙ୍କାରୀ ପାଣ୍ଡିଆ ଠୁ ଆରମ୍ଭ କରି ଯେତେ କ ଅଫିସର ଏବଂ ଅନ୍ୟ ଅନ୍ୟ ସଦସ୍ୟ ମାନଙ୍କୁ ଓଡ଼ିଶା ରୁ ବାହାର କରା ଯାଉ ସବୁ ଦିନ ପାଇଁ ଏମିତିକା ହେଲେ କିଛି ପରିବର୍ତ୍ତନ ହେବ ଓ ଓଡ଼ିଶା ଭ୍ରଷ୍ଟାଚାର ରୁ ରକ୍ଷା ପାଇବ ଜୟ ଜଗନ୍ନାଥ
@srimanthota8283
Ай бұрын
କୁଆଡେ ଗଲେ ବିଜେଡି ଦଳ ର ଚାମଚା ମାନେ😂😂😂
@BabuDas-s8s
Ай бұрын
ଧନ୍ୟବାଦ ସୁଧାଂଶୁ ଆଜ୍ଞା
@amitakar948
Ай бұрын
ଧ୍ୟନ୍ୟବାଦ ଆପଣ ଙ୍କୁ ବିଜେପି ସରକାର କିଛି କରିବେନି କିନ୍ତୁ ଭଗବାନ କ୍ଷମା ଦେବେ ତ
@laxmidharnayak4191
Ай бұрын
ସବାସ ଓଡ଼ିଆ ପୁଅ। ଏହି ପରି ଦୁର୍ନୀତି ସବୁ କୁ ଲୋକଙ୍କ ନଜର କୁ ଆଣ । ସରକାର ସବୁ ଜାଣି ସେମାନଙ୍କୁ ସୁଯୋଗ ଓ ସୁରକ୍ଷା ଦେବା ଚିନ୍ତା ର ବିଷୟ। ନିର୍ବାଚନ ପୂର୍ବ ଅବସ୍ଥା କୁ ବୋଧହୁଏ ଭୁଲିଗଲେଣି। କାର୍ଯ୍ୟକ୍ରମ ଜାରି ରଖନ୍ତୁ। ଧନ୍ୟବାଦ ସହ ଶୁଭ କାମନା।
@PradeepKuDas-ls5xf
Ай бұрын
ଗୋଟେ କଥା କହୁଛି ଯୋଉମାନେ ପ୍ରଭୁ ଜଗନ୍ନାଥଙ୍କ କାମରେ ଏଭଳି ଲୁଟ କରିଛନ୍ତି ସେମାନେ ନିଶ୍ଚୟ ଦଣ୍ଡ ପାଇବେ ଚକା ଆଖି ସବୁ ଦେଖୁଛି
@durgaprasadmohanty2912
Ай бұрын
Ohh beautiful news.sudhansu babu emiti khaber prachar pain great
@KhirodMaharana-rs3qv
Ай бұрын
ଭାଇ ସତ କହି ବାରୁ ଧନ୍ୟବାଦ
@durgaprasadkar8555
Ай бұрын
ଯେତେ ଚଚିଲେଇଲେ କଣ ହେବ, ମୋହନଂକ ବଇଁଶୀ ବଜିଲେ ହେଲା।
@SaralaMallick-ny1jh
Ай бұрын
Very good news bhai.thank you.
@ODIAMBJSHORT003
Ай бұрын
Sata katha sir
@DebasishParida-i5d
19 күн бұрын
😅😊😅
@kamalakantaswain1753
Ай бұрын
Bhai emananku bhalaki drkr ଅଚଞ୍ଚା କଣ୍ଟା ବାଉଁଶ ମାଡ଼ ଜୟ ଜଗନ୍ନାଥ 🙏🙏
@smrutiranjanmalik1095
Ай бұрын
ବହୁତ ବହୁତ ଧନ୍ୟବାଦ
@Kulamani-nr5oq
Ай бұрын
Jay Sri jagannath bless you. 🙏
@sanatansethi7659
Ай бұрын
ମୋହନଙ୍କ ବ ଇଶୀ ବାଜିଲେ ହେଲା।
@arunkumarbehera9271
Ай бұрын
Tku. Sudhansu. Sir
@PradeepKuDas-ls5xf
Ай бұрын
ଆପଣ କହି ଚାଲିଛନ୍ତି କିନ୍ତୁ ଫଳ ଫଳିଲେ ହେଲା
@sunilrauto5923
Ай бұрын
BJP,, Pandian କୁ ଡରୁଛି
@tuku8637
Ай бұрын
Right
@LaxmipriyaMurmu442
Ай бұрын
No
@sadasibapalai8899
Ай бұрын
ବିଜେପି ତାଙ୍କ ସହିତ ସଲସୁତରା ହେଇ ଗଲାଣି ସେ ଯାହା କହୁଛନ୍ତି ସତକଥା
@malaykumarpraharaj1864
Ай бұрын
ସେମାନଙ୍କ ଉପରେ ଆକ୍ସନ ନନେଇ ମୋହନ ସରକାର ଆଖି ବୁଜି କାହିଁକି ବସିଛନ୍ତି କିଛି ବୁଝି ହେଉନି 👌👌
@ganeswarbehera-fj6yu
Ай бұрын
ଭାଇ ଧନ୍ୟବାଦ। ଏହା ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେବ।ଆମ ଓଡ଼ିଶା ର ଏ ଧନ କେବେ ଓଡ଼ିଶା ରାଜକୋଷକୁ ଫେରିବ।ଆମ ଓଡ଼ିଶା ବାଶି ଚାତକ ଭଳି ଚାହିଁ ବସିଛନ୍ତି।
@rajkishoresahoo6543
Ай бұрын
ବିଜେପି ସରକାର କେବେ ଆଉ ଏମାନଙ୍କୁ ଦଣ୍ଡ ଦେବେ?
@JagdishHarichandan
Ай бұрын
Pandian ku arrest kara jau
@BinodBehera-maaart-odasinga
Ай бұрын
Keep it sir....👍 Like🙏 Arnab goswami sir👍 Face to face 🙏 🇮🇳 🙏 Satyam eba jayate..🌹
@SamirakumarDebata
Ай бұрын
Very good
@kshitishpanda5288
Ай бұрын
ସୁଧାଂଶୁ ବାବୁ ଆପଣ ଖାଲି ଗର୍ଜିଲେ କଣ ହେବ,ଖାଲି ଏନର୍ଜି ନଷ୍ଟ ହେବ ସିନା ଏ ସ୍ଥାଣୁ ସରକାର, ଏ କାଲା ଓ ଅନ୍ଧ ସରକାର ଉପରେ କିଛି ପ୍ରଭାବ ପଡିବ ନାହିଁ।ଏ ବିଜେପି ସରକାର କୁ ଭୋଟ ଦେଇ ବହୁତ ବଡ଼ ଭୂଲ ହୋଇଗଲା।
@allhadachandradas-di7tf
Ай бұрын
Good journalism, Save Odisha.
@chhabindramansingh73
Ай бұрын
Bjp ଭାଗ ପାଇଥିବ ନଚେତ ଏତେ ଦମ୍ଭରେ ସେ ସଳେ କୁହନ୍ତେ, ଅପାରଗ bjp ବଳ, ଦୁର୍ନୀତି ଖୋର ଲୁଟେରାଟାଉଟର ଗୁଡା ଜାଣନ୍ତି
@prafulasingh2267
Ай бұрын
ଓଡ଼ିଶାର ବିଭିନ୍ନ ବିଭାଗର , ବିଭିନ୍ନ ପ୍ରକଳ୍ପ ନାମରେ ଯେଉଁ ଟଙ୍କା ହରିଲୁଟ କରିଛନ୍ତି , ସେମାନଙ୍କୁ ଧରିବାପାଇଁ CBI , ED ଦ୍ଵାରା ତଦନ୍ତ ହେବା ଆବଶ୍ୟକ ।
@PRAMODBEHERA-il2mr
Ай бұрын
Why not any action against Pandian ?
@dasharathiroutray7176
Ай бұрын
People want action against corruption and thieves, no talking only
@swayampanda4091
Ай бұрын
No one Chenal, very good Nwes,
@greenagroofodisha9653
Ай бұрын
ସେ MG. ମାନଙ୍କୁ ଦେଖିବା ମାତ୍ରକେ ପିଟନ୍ତୁ
@SanjayMaharanarita
Ай бұрын
Very good news Bhai
@bharatchandrabarik5921
Ай бұрын
ଯେତେ ଘୋଟଲା ହେଇଛି ତାହା ନବୀନ ବାବୁଙ୍କ ଜଣାତରେ ହେଇଛି
@ByasadevPradhan-s7b
Ай бұрын
Good news
@Tukunu7248
Ай бұрын
Sudhansu babu you are gr8 👍 , voice of Odisha.
@Prasantakumarpatel-p5r
Ай бұрын
ସମସ୍ତେ ଜାଣିଛନ୍ତି ହେଲେ କ'ଣ ହେବ ଏମିତି ଚାଲୁଛି ଚାଲୁଥିବ ଆଉକଣକରାଯିବ ।
@SunilkumarKhatoi
Ай бұрын
Jay.jagannath.bhai
@santoshmohanty694
Ай бұрын
Thanks Govt should take actions
@Kisanrajesh
Ай бұрын
Sudhanshu Bhai 🎉 great man👍💐
@Jagannath-oc9ht
Ай бұрын
ନବିନ କୁ ଯାହା ସମ୍ମାନ ଦିଆଯାଇଥିଲା ଶୁଣିଲେ ମାରପିଟ କରି ଯେଲକୁ ଟାଣିବା ଭଳହେବ।
@atithimediacreations7791
Ай бұрын
ଜୟ ହୋ ସୁଧାଂଶୁ ବାବୁ 👌
@ganeswarbehera-fj6yu
Ай бұрын
ଭାଇ ଏମାନଙ୍କର କିଛି କେହି କରିପାରିବେନି, କିନ୍ତୁ ଭଗବାନ ଅଛନ୍ତି। ଭଗବାନ ଜଗନ୍ନାଥ ମହାପ୍ରଭୁ ଆଙ୍କୁ ଛାଡିବେ ନାହଁ। ଆଗାମୀ ଦିନରେ ଏମାନଙ୍କ ବିଚାର ଭଗବାନ ତିଳ ତିଳ କରି କରିବେ।ଆମର ଭଗବାନ ଙ୍କ ଉପରେ ବିଶ୍ୱାସ ଓ ଭରଷା ଅଛି । ଜୟ ଜଗନ୍ନାଥ।
@SribatshaNayak-g4d
Ай бұрын
Bhai Jay hoo.....
@laludada7656
Ай бұрын
THANK. YOU. SUDHANSU. BABU
@parameswarpatra3209
Ай бұрын
So thanks 👍👍👍❤❤ this news
@chitaranjanmohanty8617
20 күн бұрын
Very nice news
@GaribCeo2
Ай бұрын
Good analysis 😮
@mrsangramsinghdhal4798
Ай бұрын
You are great I know this is 100% correct, I have also some evidence with me. Thanks
@jyotsnasahoo62
Ай бұрын
ଏମାନଙ୍କୁ ଯେତେ କହିଲେ ବି ଏମାନଙ୍କର କିଛି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ।
@aranyadiscodance
Ай бұрын
Thanks sir
@AnantakumarMurmu
Ай бұрын
Good news
@PradeepKumarPanda-u2r
20 күн бұрын
Thanks bhai
@kabisuryabehera8572
Ай бұрын
100% ସାଲୁଟ
@pradeepkumarsahoo8809
Ай бұрын
Govt should action
@KailashParida-n2d
27 күн бұрын
Yes sar
@biswajitbehera5530
Ай бұрын
Salute sir
@JitendraTripathy-o6p
Ай бұрын
Good bhae
@JagdishHarichandan
Ай бұрын
Nabin patnaik ra ana odia priti
@jchoudhury274
Ай бұрын
BJP ସରକାର କାହିଁକି ଚୁପ୍ ବସିଛନ୍ତି ଓଡ଼ିଶl ବାସୀ ବୁଝି ପାରୁ ନାହାଁନ୍ତି ଏତେ ଲୁଟ୍ ହୋଇଛି ଜୟ ଜଗନ୍ନାଥ
@cmeditz3320
Ай бұрын
ସୁଧାଂଶୁ କହୁଛି pela ରେ ପାଣି. Banda ବାଳ ବଙ୍କା କରି ପାରିବନି 😂😂😂
@sukantapradhan4727
Ай бұрын
We agree with your comments ❤❤❤Sudhansu Babu you are silent about Archana Nag and her associates ❤❤❤ Joy Jagannath ❤❤❤
@bibhuprasadmohapatra6941
Ай бұрын
ଏଥିରେ ଗ୍ରାମ ମାନଙ୍କରେ ମଠ, ମନ୍ଦିର, ମନ୍ଦିର gate ମଧ୍ୟ, ଗ୍ରାମର କୁଜି ନେତା govt ରୁ ଆଣିଲେ, ଏବଂ public ଠାରୁ ବି ମାଗି କରି କଲେ, କିଛି ହିସାବ ନାହିଁ. ଏଥିରେ ଗ୍ରାମର କୁଜିନେତା ବି ଆଜି କୋଟି ପତି, ଚୌଧୁରୀ ପୁଅ ହୋଇ ବସିଛନ୍ତି.
@subhamsahu4966
Ай бұрын
Right
@GourangaRana-g6f
Ай бұрын
ବଜେପି ସରକାର ଧରି ପାରିବେନି ଏଇଟା ସତ
@rameshchandramahapatra7934
Ай бұрын
Grate
@RameshElumalai-p9y
5 күн бұрын
❤ ok
@chittaranjanpradhan506
Ай бұрын
ସେମାନଙ୍କ ଅବସ୍ଥା ଆଗକୁ ଗୁରୁତର ହେବାକୁ ଯାଉଛି 😂😂 ବ୍ୟସ୍ତ ହୁଅନି
@dibakarpanigrahy9369
Ай бұрын
Keep exposing the BJD scams and loot 👉😎 All the best Sudhanshu Babu 👍👏✌️
@lalatenduparida6198
Ай бұрын
Jay Jagannath🙏🙏🙏
@sewanayak945
Ай бұрын
ୟେ ଚୋର ଗୁଡ଼ାକୁ ଓଡିଶାବାସି ପ୍ରତ୍ୟାଖାନ କରିଛନ୍ତି ତୁରନ୍ତ ଏକ୍ସନ ନିଅନ୍ତୁ ମୋହନ ସରକାର 🙏🙏
@binodinimohapatra6391
Ай бұрын
Thank u
@chamtumahanta3894
Ай бұрын
ଯୋଡ଼ା ଓଭର ବ୍ରିଜ ରେ ଛ ମାସ ନ ପୂରୁଣୁ ଖାଲ ହେଲାଣି, ସେଠିବି abcc କାମ କରିଛି
@kamallochannayak9660
22 күн бұрын
Pandian Should be Out From Odisha .
@fakiradikhit848
Ай бұрын
Nabeen pandian ku guli kara.
@rojaleenadalai8504
Ай бұрын
Sir apana sarkaar birodha re kahile bhala lage because sesabu sata katha
@MunaDas-x8q
Ай бұрын
Ok,sir
@rajendranayak3009
Ай бұрын
ସମ ସ୍ତ ଙ୍କୁ ଜେଲେ ପଟା ଯାଅ
@rkbehera1241
Ай бұрын
Good news Baha'i nirvik news
@HaraDehuri-m5r
18 күн бұрын
ଭାଇ ଭଲ
@chitaranjanmohanty8617
20 күн бұрын
Very nice Sudhansu Babu
@nimaicharanmajhi8366
22 күн бұрын
Jaganath mahapravu କିଛି କରି ପାରିବେ ନାହିଁ। କାରଣ ସେ ହେଉ ଛନ୍ତି ବ୍ରହ୍ମ। ଭାବନ୍ତୁ ତ କେତେବେଳେ ଚୋରି କଲେ ସେତେବେଳେ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦେଇଥିଲେ ଭଲ ହୋଥାଆନ୍ତା।
@rajendramuduli336
Ай бұрын
Dhanyabad Bhai Diyashku bhaleiki pelantu
@chintamanimoharana2678
Ай бұрын
ସେଇ pandiyan ଧାମରା ବନ୍ଦରକୁ ଗୁଜରାଟୀ bebari ଆଦାନୁକୁ ବିକୁଦେଲ 😂😂😂
@chhabindraswain1349
5 күн бұрын
ଓଡିଶାର ଲୁଟ ପାଇଁ ନବିନୀ ବାବୁ ଦାୟୀ
@biswanathsitha5142
Ай бұрын
ଏ ଖବର ରୁ ଜଣା ପଡୁଛି ଯେ ନବିନ ଶାସନ କରୁ ଥିଲା ,ଓଡ଼ିଶାକୁ ନିଲାମ ଦେଇ ଖୁସି ହେଉଥିଲା,ଅନ୍ଧ ଭଳି ଗାଦୀରେ ବସି ମଜା କରୁଥିଲା ,ଜନତା କୁହନ୍ତି ନବିନ ଏକ ନମ୍ବର,ମାଗଣା ଖିଆ ଶଳେ ମିଛ ଶାସନ ଚଲେଇ ଥିଲେ,, ନବିନ ପଟନାୟକ ଓଡ଼ିଶାକୁ ବିକି ଦେଇଛି,ଲୋକେ ଭୋଟ ଦେଇଥିଲେ ଓଡ଼ିଆ ବିଜେଡି ନେତାକୁ ,କିନ୍ତୁ ନବିନ କଣ କଲା,ତାମିଲିଆନକୁ ଆଣି ଓଡ଼ିଶାର ଶାସନଭାର ଧରେଇ ମଦ ପିଇ ଖୁସି କରୁଥିଲା ,,,ଏବେ କୁହ ସେ ମାଗଣା ଖିଆ ମାନେ ନବିନକୁ କେତେ ନମ୍ବର ଦବ ଦିଅ,
@santosdey2996
Ай бұрын
Good. Brother
@srikantsahoo6563
Ай бұрын
ସିଏ ଯାହା କହୁଛନ୍ତି ଠିକ୍।
@HaraprasadRana-fm1uu
Ай бұрын
BJP ସରକାର ପାଣ୍ଡୁ କୁ କାହି କି ଡରୁଛି ଏମିତି ହେଲେ bjp ସରକାର 2029 ମୁଲ ରୁ ଜୀବ
@UllasDehury
Ай бұрын
Bhala na au
@KhirodMaharana-rs3qv
Ай бұрын
ସବୁ ନବୀନ କରୁଥିଲି କଣ 😂😂😂
@Essay494
Ай бұрын
Cost of granite and other material used in construction? What is the percentage to prepare DPR of shree mandir parikrama and cost?
@kanjiaranjitkumar3824
Ай бұрын
Cm. Sir. Jaldi. Obcc. Ra. Talas. Karajaou. Tadantakarajaou
@sambray.baskeysambray2535
Ай бұрын
ପାଣ୍ଡେୟାନ ଓଡ଼ିଶାର ଯେତିକି ବଡ଼ ବଡ଼ ଅଫିସରଠୁ ଆରମ୍ଭକରି ନେତା ମନ୍ତ୍ରୀ ଏମିତି କି ମୁଖ୍ୟମନ୍ତ୍ରୀ ସୁଧାବାଦ ପଡିନାହାନ୍ତି ଯେଉଁ ପାଣ୍ଡିୟାନ୍ କି ସମସ୍ତଙ୍କୁ ପାଲତୁକୁତାଭଳିରଖିଥିଲା ! ତଥାପି ଏପର୍ଯ୍ୟନ୍ତ ପାଣ୍ଡୁପାଇଁଲୁହଗଡାଉଛନ୍ତି କିଛି ଓଡ଼ିଶାର ଚୋର ଦଳ !
28:46
Mahapanchayat || ମହାପଞ୍ଚାୟତ : କାଠଗଡାରେ ୩ ପରିବାର || 06 Oct 2024 | Argus News
Argus News
Рет қаралды 178 М.
25:58
News Desk Interview: ନବୀନଙ୍କ ସିକ୍ରେଟ ପ୍ଲାନ୍ର ଖୁଲାସା ! Santrupt Misra |2024 Election |Odia News
News18 Odia
Рет қаралды 215 М.
00:12
ЛУЧШИЙ ФОКУС + секрет! #shorts
Роман Magic
Рет қаралды 22 МЛН
00:51
📦 + 🥎 или игра для тех, у кого нет игр #partygames #games #игры #веселыеигры #funnygames #challenge
Двое играют | Наташа и Вова
Рет қаралды 6 МЛН
00:54
爆笑電梯整蠱!今天這個妹子的自我防護意識我給100分!
整个路人
Рет қаралды 61 МЛН
00:58
Странная суперспособность вомбатов и новый тренд у шимпанзе
Кик Брейнс
Рет қаралды 9 МЛН
45:08
THE GREAT ODISHA POLITICAL CIRCUS EP 778 | ଗୀତରେ ଗୀତରେ ନୂଆ ସରକାର
OTV
Рет қаралды 65 М.
50:10
Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police
News18 Odia
Рет қаралды 147 М.
23:35
🔵 Unveiling The Truth With Veteran Politician Narasingha Mishra | Kanak News
Kanak News
Рет қаралды 217 М.
28:11
MahaPanchayat : ଖୋଲିବ କଳା କାରନାମା ଫାଇଲ୍ | 18 Aug 2024 | Argus News
Argus News
Рет қаралды 203 М.
19:49
Mr Noncense New Comedy ||Pragyan and shankar ||#odiacomedy #odia #chandanbiswal
Laughter Universe
Рет қаралды 805 М.
19:59
Kuttey-Pandian-Ashis, Conspired Against Naveen ! | Nirbhay Gumara Katha
Nirbhay
Рет қаралды 73 М.
42:16
Podcast With Senior Politician Amar Satapathy | Exclusive Interview With Amar Satapathy | OR
Odisha Reporter
Рет қаралды 117 М.
49:38
ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News
News18 Odia
Рет қаралды 624 М.
40:38
ମନ୍ମଥଙ୍କ ପରାଜୟ, ଶ୍ରୀମୟୀଙ୍କୁ ଦୋଷ ଦେଲେ ସୁର || Podcast With Sura Routray || Exclusive Interview || OR
Odisha Reporter
Рет қаралды 200 М.
4:24
🔵 MLA Sidhant Mohapatra's Bold Remarks On VK Pandian
Kanak News
Рет қаралды 112 М.
00:12
ЛУЧШИЙ ФОКУС + секрет! #shorts
Роман Magic
Рет қаралды 22 МЛН