KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
46:37
EP-198 | NEET Controversy, UPSC, Reservation & Indian Politics with Dr. Vikas Divyakirti
3:45:45
КОГДА К БАТЕ ПРИШЕЛ ДРУГ😂#shorts
00:59
小路飞还不知道他把路飞给擦没有了 #路飞#海贼王
00:32
2 MAGIC SECRETS @denismagicshow @roman_magic
00:32
СКОЛЬКО ПАЛЬЦЕВ ТУТ?
00:16
Supreme Court Rejects PIL Against Shree Mandira Parikrama Project ଷଡଯନ୍ତ୍ରକାରୀଙ୍କୁ ଚାପୁଡ଼ା PULSETODAY
Рет қаралды 77,807
Facebook
Twitter
Жүктеу
1
Жазылу 84 М.
News Adda Odisha
Күн бұрын
Пікірлер: 407
@rabinarayanmohanty7922
2 жыл бұрын
ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ
@amitnayak2633
2 жыл бұрын
ପ୍ରଭୂ ଜଗନ୍ନାଥଙ୍କ ପରମ ଭକ୍ତ ଯିଏ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ଯ୍ୟ ର ବିଜୟ ହେଇଛି
@ashokdas6726
2 жыл бұрын
ଅତି ସୁନ୍ଦର ନିଷ୍ପତ୍ତି ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ଵାରା
@satyashreemishra8823
2 жыл бұрын
ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ସେବାୟତଙ୍କ ତ୍ୟାଗ ଓ କୋଟି କୋଟି ଭକ୍ତଙ୍କ ସହଯୋଗିତା ରେ ସମ୍ଭବ ହୋଇ ପାରିଛି।
@litanjena09
2 жыл бұрын
ଏମିତି ଷଡ଼ଯନ୍ତ୍ର କାରୀଙ୍କୁ ଉଚିତ ଜବାବ ଦେଇଛନ୍ତି ହାଇକୋର୍ଟ
@malayabhoi261
2 жыл бұрын
ଯେଉଁମାନେ ପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟ ରୋକିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ସଠିକ ରାୟ ଦେଇଛନ୍ତି
@ashokdas6726
2 жыл бұрын
ଜୟ ଜଗନ୍ନାଥ... ଆପଣଙ୍କ କୃପା ଅପାର... ଆଜି ଆପଣ ଜଣାଇଛନ୍ତି କିଏ ନିଜର କିଏ ପର... ଜୟ ନବୀନ ପଟ୍ଟନାୟକ
@ch.prasadkumarpatnaik3428
4 ай бұрын
Nice and divine judgement.
@rabinarayanmohanty7922
2 жыл бұрын
ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟକୁ ନେଇ ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାଶ ।
@biswajitmohanty4835
2 жыл бұрын
ପୁରୀଶ୍ରୀମନ୍ଦିର ବିକାଶ ରେ ଯେଉଁମାନେ ବାଧା ସୃଷ୍ଟି କରୁଛନ୍ତି ଭଗବାନ ମଧ୍ୟ କ୍ଷମା କରିବେନି
@prabirkumardas2743
2 жыл бұрын
ଶ୍ରୀ ମନ୍ଦିର ଐତିହ୍ୟ କରିଡ଼ର କାର୍ଯ୍ୟ ସରିଲା ପରେ ସାରା ବିଶ୍ବ ବାସୀ ଦେଖିବେ ପୁରୀ ର ସୋଉଦର୍ଯ୍ୟ ଓ ସୁଯୋଗ ସୁବିଧା।
@prabirkumardas2743
2 жыл бұрын
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆମ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ର ପ୍ରକଳ୍ପ। ଏହା କଟି କଟି ଓଡ଼ିଆଙ୍କ ପାଇଁ ଚିନ୍ତା କରି କରାଯାଉଛି ଏହା କୁ କେହି ରୋକି ପାରିବେ ନାହିଁ।
@sujitsahoo1226
2 жыл бұрын
ବିଜେପି ନେତାମାନେ ରାଜ୍ଯ ସରକାରଙ୍କୁ କଣ କରାହେବ ଆଉ କଣ ନାଇ ତାହା ସିଖାନ୍ତୁ ନାହିଁ କଣ କରାଯିବା କଥା ତାହା ରାଜ୍ଯ ସରକାର ଭଲଭାବେ ଜାଣିଛନ୍ତି ।
@laxminarayandas1818
2 жыл бұрын
ମାନ୍ୟବର କୋର୍ଟ ବିରୋଧକାରୀଙ୍କୁ ଉପଯୁକ୍ତ ଚାପୁଡ଼ା ଦେଇଛନ୍ତି। ମାନ୍ୟବର କୋର୍ଟ ଏପରି ରାୟ ସ୍ବାଗତଯୋଗ୍ୟ।
@jayasuryarath8563
2 жыл бұрын
ଦୁର୍ଗା ବାବୁ,,,ସଠିକ୍ ବିଶ୍ଳେଷଣ ଓ ସଠିକ୍ ଉପସ୍ଥାପନା,,,ଆତ୍ମଘୋଷିତ ଓ ଆତ୍ମଘୋଷିତା ନେତା ନେତ୍ରୀ ଯେଉଁ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ବାଧକ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ,,,ମାନନୀୟ ସୁପ୍ରିମକୋର୍ଟ ଙ୍କର ସେମାନଙ୍କୁ ସୁପ୍ରିମ ଝଟକା,,,,,କାହିଁକି ସେମାନଙ୍କୁ ନେଇ ଏତେ ଚର୍ଚ୍ଚା,,ବିଶ୍ଳେଷଣ ଓ ଉପସ୍ଥାପନା ,,,,,ଦୁର୍ଗା ବାବୁ,,,ଆଜି ଆମ ରାଜ୍ୟ ପାଇଁ ବେଶ୍ ମନେରହିବାର ଦିନ,,,ଆହୁରି ଚାରି ଗୋଟି ବିଷୟ ଛାଡି ଗଲେ,,,,ଏକ,,,ବ୍ରଜରାଜନଗର ରେ ବିଜେଡି ର ଅଭୂତପୂର୍ବ ବିଜୟ,,,,ଦୁଇ,,,,ରାଜ୍ୟ ସଭା କୁ ବିନା ବିରୋଧ ରେ ନିର୍ବାଚିତ,,,ତିନି,,,କଂଗ୍ରେସ ଉଠିଲେ,,,ଚାରି,,,ବିଜେପି ଶୋଉଛି,,,ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବକ୍ତବ୍ଯ,,ମହାପ୍ରଭୁ ଙ୍କ ଇଛା ବିନା ଗଛରେ ପତ୍ର ହଲେନାହଁ,,ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ,,,,
@swagatpradhan7719
2 жыл бұрын
ଗୋଟେ ସ୍ୱାଗତଯୋଗ୍ୟ କାର୍ଯ୍ୟ କୁ ବେଆଇନ ବୋଲି କହିବା ଆଗରୁ ଟିକେ ଚିନ୍ତା କରିବା ଆବଶ୍ୟକ ଥିଲା | SC ସେମାନଙ୍କୁ ସଠିକ ଜବାବ ଦେଇଛନ୍ତି |
@swagatpradhan7719
2 жыл бұрын
ବିଜେପି ଗୋଟେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ଏକଥା ଆଗାମୀ ଦିନରେ କଳଙ୍କିତ ଇତିହାସ ଲେଖା ରହିବ |
@sanket565
2 жыл бұрын
ସବୁ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା👌 କାମ ବନ୍ଦ ହେବା ନାହିଁ। ସୁପ୍ରିମ କୋର୍ଟ ଙ୍କ ପ୍ରଶଂସା ଯୋଗ୍ୟ ନିଷ୍ପତ୍ତି
@hariarjunsahu873
4 ай бұрын
Nice soch. Supreme decision.
@SaiRam-gc7ud
4 ай бұрын
ଧନ୍ଯବାଦ ଜଣାଊଛି 🌹 ସାଵଦିକତୁମକୁ😊😊😊
@rakeshmohapatra5501
2 жыл бұрын
ସୁପ୍ରିମ କୋର୍ଟ ଙ୍କ ରାୟ ପରେ..ଏହି ଜଗନ୍ନାଥ ବୀଦ୍ରୋହୀ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର....🙄🙄🙄
@debashishsrichandann4993
2 жыл бұрын
ଜଗନ୍ନାଥ ଙ୍କ ବିରୋଧୀ ଙ୍କୁ ସଠିକ ଜବାବ ମିଳି ଯାଇଛି
@sabitaomshantidadijena4086
2 жыл бұрын
ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ପ୍ରଭୁ ଉଚିତ ଶିକ୍ଷା ଦେଇଛନ୍ତି
@sipnsarma2817
2 жыл бұрын
ମହାପ୍ରଭୁ ଙ୍କ କାମରେ ବାଧା ଦେଇ ଏମାନେ ବଞ୍ଚି ପାରିବେ ନାହିଁ l
@pratikshyapattnaik4349
2 жыл бұрын
ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ତାଙ୍କ ଉପରେ ସବୁଙ୍କ ଅଧିକାର ଅଛି ତମେ ରାଜନୀତି ପାଇ ଯାହା କରୁଥିଲ ଭଗବାନ୍ ଏବେ ଧର ପକେଇ ଦେଲେ
@Odia_Toka_Om
2 жыл бұрын
ମୁଁ ପ୍ରଥମ ରୁ କହିଛି ଜଗନ୍ନାଥ ଙ୍କୁ ନେଇ ରାଜନୀତି ନ ହଉll ତାହା ନ୍ୟାୟାଳୟ ଆଜି ଉଚିତ ନ୍ୟାୟ ଦେଲେ ଜୟ ଜଗନ୍ନାଥ ll
@sairajesh4581
2 жыл бұрын
ମହାପ୍ରଭୁ ଙ୍କ ସେବାୟତଙ୍କ ତ୍ୟାଗ, କୋଟି କୋଟି ଭକ୍ତଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ଆଗଉଛି
@susiljena0707
2 жыл бұрын
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୁର୍ଣ୍ଣ ଭବେ ଏଏସଆଇ ଦ୍ଵାରା କାର୍ଯ୍ୟ ଚାଲୁଅଛି
@debashishsrichandann4993
2 жыл бұрын
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲେ ସାରା ବିଶ୍ୱ ଦେଖିବ ଏହାର ଗଢ଼ଣ
@abhisekrath5516
2 жыл бұрын
ବାବୁ ଓ ମା ମାନେ ରାଜନୀତି କର କିନ୍ତୁ ପ୍ରଭୁ ଙ୍କୁ ନେଇକି ନୁହେଁ
@godabarimangaraj5027
2 жыл бұрын
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
@prabirkumardas2743
2 жыл бұрын
ପ୍ରଭୁ ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ର ଟିଏ ମଧ୍ୟ ହଲେ ନାହିଁ। ଯାହା କିଛି ହେଉଛି ତାଙ୍କରି ଇଚ୍ଛା।
@maheshpatnaik6972
2 жыл бұрын
ଓଡ଼ିଶାବାସୀ ଙ୍କ ସହଯୋଗ ଏବଂ ପୁରୀ ବାସୀ ଙ୍କ support ହେତୁ ମନ୍ଦିର କାମ ହୋଇପାରିଛି...
@sujitsahoo1226
2 жыл бұрын
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସେଶହେବାପରେ ପୁରି ଆସୁଥିବା ଭକ୍ତ ମାନଙ୍କୁ ଏହା ଏକ ନୂତନ ଅନୁଭୂତି ପ୍ରଦାନ କରିବ ।
@narayanbehera1373
2 жыл бұрын
ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ କୁ ସୁସ୍ୱାଗତ।
@suprabha6713
2 жыл бұрын
ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧକ ସାଜୁଥିବା ଲୋକଙ୍କୁ ଶକ୍ତ ଚାପୁଡ଼ା ବାଜିଛି
@rabinarayanmohanty7922
2 жыл бұрын
ସାରା ବିଶ୍ଵ ଦେଖିବ ପୁରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣର ନୂତନ ଅଧ୍ୟାୟ ।
@alishaparida8522
2 жыл бұрын
ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏ ଦେଶରେ ଗୋଟିଏ ଠାକୁର ଯିଏ କି କଳା ଠାକୁର.... ତାହାର ଉପସ୍ଥିତିର ପ୍ରମାଣ ଦେଇଛନ୍ତି
@rajivagarwal195
2 жыл бұрын
ସୁପ୍ରିମ କୋର୍ଟ ଙ୍କ ନ୍ୟାୟ ବିଚାର ସତରେ ଅତ୍ୟନ୍ତ ପ୍ରଶଂସନୀୟ ଅଟେ
@anmayeedas4839
2 жыл бұрын
ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଛାଡନ୍ତୁ ଵିରୋଧୀ।
@sujitsahoo1226
2 жыл бұрын
ସୁପ୍ରିକୋର୍ଟଙ୍କ ଛାଟ ପଡ଼ିବା ପରେ କଥା ବଦଳାଉଛନ୍ତି ଅପରାଜିତା ଷଡ଼ଙ୍ଗୀ ।
@ranjanprakash4556
2 жыл бұрын
କୋଟି କୋଟି ଭକ୍ତଙ୍କ ଗୁହାରି ଶୁଣିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ |
@sairajesh4581
2 жыл бұрын
ମିଛ ପ୍ରହସନ କରୁଥିବା ଆବେଦନକାରୀଙ୍କୁ ସଠିକ ଜାଗା ଦେଖାଇଦେଲେ ସୁପ୍ରିମକୋର୍ଟ
@satyashreemishra8823
2 жыл бұрын
ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ରଟେ ବି ହଲେନି, ତେଣୁ ଯାହା କରୁଛନ୍ତି ସେ ମହାପ୍ରଭୁ ଜଗନ୍ନାଥ ହିଁ କରୁଛନ୍ତି।
@CarryMinati-em1hv
2 жыл бұрын
ବିରୋଧୀଙ୍କ ମୁହଁ ପୁରା ଚୁପ ହେଇଗଲା ଜୟ ଜଗନ୍ନାଥ |
@pratikshyapattnaik4349
2 жыл бұрын
ଭାଷଣ ଦଳ ର ଗରବ ଶେଷ ଧରମ ର ହେଲା ଜୟ
@sabitaomshantidadijena4086
2 жыл бұрын
ଯାହାର ମାନ ଯେଡ଼େ ତାର ପ୍ରଭୁ ତେଡେ
@satyashreemishra8823
2 жыл бұрын
ସୁପ୍ରିମକୋର୍ଟର ରାୟ ଶୁଣିବା ପରେ ବିରୋଧୀ ଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମିଳିଛି।
@narayanbehera1373
2 жыл бұрын
ସେବାୟତ ତଥା ଭକ୍ତ ମାନଙ୍କର ସହୋଜଗ ରେ ଆଗେଇ ଚାଲିବ ପରିକ୍ରମା ପ୍ରକଳ୍ପ।
@susiljena0707
2 жыл бұрын
ମହାପ୍ରଭୁଙ୍କ ନିର୍ଦ୍ଦେଶ ରେ ସବୁ କାର୍ଯ୍ୟ ଜାରି ରହିଛି ,ବିଶ୍ୱ ଦେଖିବ ଶ୍ରୀମନ୍ଦିର ରୂପାନ୍ତରିଣ ନୂଆ ଛବି
@pratikshyapattnaik4349
2 жыл бұрын
ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାସ କଲେ ସ୍ଵୟ ମହାପ୍ରଭୁ
@rabinarayanmohanty7922
2 жыл бұрын
ଜଗନ୍ନାଥ ମହାପ୍ରଭୁ ବିନା ନିର୍ଦ୍ଦେଶରେ କିଛି ହୁଏନାହିଁ , ଆଉ ଯାହା ତାଙ୍କର ଇଛା ସେହା ହେବ ।
@rabindramohanty7020
2 жыл бұрын
ପୂରୀ ରଥଯାତ୍ରା ପୂରା ଝଲସି ଉଠିବ. ବିଶ୍ୱ ଏବେ ନୂତନ ରୂପରେ ପୁରୀକୁ ଉପଭୋଗ କରିବେ.
@sabitaomshantidadijena4086
2 жыл бұрын
ଜଗନ୍ନାଥ ଙ୍କ ପ୍ରତି ଅନ୍ୟାୟ କରୁଥିବା ଲୋକଙ୍କୁ ଉଚିତ ଦଣ୍ଡ ଜଗନ୍ନାଥ ଦେଇଛନ୍ତି
@narayanbehera1373
2 жыл бұрын
ଯାହା ହେଉଛି ଏବଂ ଯାହା ହେବାକୁ ଯାଉଛି ସବୁ ଜଗନ୍ନାଥଙ୍କ ଇଚ୍ଛା ଓ ଆଦେଶ ରେ ହିଁ ହେଉଛି ।
@abhisekrath5516
2 жыл бұрын
ପୁରୀ ମନ୍ଦିରର ବିକାଶ ସହିତ ପର୍ଯ୍ୟଟକଙ୍କ ଭିତର ତଥା ବାହାରେ ବୃଦ୍ଧି ପାଇବ |
@Odia_Toka_Om
2 жыл бұрын
ଯେଉଁ ମାନେ ବାଧା ଦେଉଥିଲେ ପ୍ରଭୁଙ୍କ କାମରେ ତାଙ୍କର ଅସଲ ରୂପ ଜନସାଧାରଣ ଦେଖିସାରିଲେଣି ତଥାପି ସେମାନେ ତାଙ୍କ ମିଛ କହିବା ବନ୍ଦ କରୁନାହାନ୍ତି କଣ ପାଇଁ ପ୍ରଭୁ ଜଗନ୍ନାଥ ଆଉ ତାଙ୍କୁ କେତେ ବଡ଼ ଦଣ୍ଡ ଦେଲେ ସେମାନେ ସୁଧୁରିବେ କେଯାନେ
@namitagochhayat5059
2 жыл бұрын
ଭଗବାନଙ୍କ କାମରେ ବାଧା ଦେଲେ ଏମିତି ଶକ୍ତ ଚାପୁଡ଼ା ମିଳେ।
@susiljena0707
2 жыл бұрын
ଯେଉଁ ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟ କୁ ଯିବା କଥା ତାହା ନଯାଇ ନିର୍ଦ୍ଦିଷ୍ଟ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରସଙ୍ଗ ଯାଉଛି
@namitagochhayat5059
2 жыл бұрын
ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିର ରେ ସେଥି ଲାଗି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ଅନୁରୋଧ କରିଛନ୍ତି ହେଲେ ବିରୋଧୀଙ୍କ ହୀନ ଚିନ୍ତାଧାର ବଦଳୁନହିଁ।
@susiljena0707
2 жыл бұрын
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବହୁ ଦିନର ଆବଶ୍ୟକ କୁ ପୁରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଧ
@maheshpatnaik6972
2 жыл бұрын
ବିଜେପି ପ୍ରମାଣ କରିଦେଇଛି ଯେ ସେ ସବୁବେଳେ ଭଲ କାର୍ଯ୍ୟ କୁ ବିରୋଧ କରିବ....
@rabinarayanmohanty7922
2 жыл бұрын
ଯେଉଁମାନେ ଷଡ଼ଯନ୍ତ୍ର କରୁଥିଲେ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
@muralidhar9215
2 жыл бұрын
Bahut badhia
@maheshpatnaik6972
2 жыл бұрын
ଏତେ କିଛି ଘଟିଗଲା ପରେ ଆମ ଅପରାଜିତା madam ମିଛ କହିବା ଭୁଲୁନାହାନ୍ତି....
@debashishsrichandann4993
2 жыл бұрын
ଓଡ଼ିଆ ଙ୍କ ଭାବବେଗ କୁ ବୁଝି ପାରୁନାହାନ୍ତି ଅପରାଜିତା
@prabirkumardas2743
2 жыл бұрын
ସର୍ବ ସାଧାରଣ ଙ୍କ ସୁବିଧା ପାଇଁ ତିଆରି ହେଉଥିବା ପରିକ୍ରମା ପ୍ରକଳ୍ପ ବନ୍ଦ ହେବ ନାହିଁ।
@namitagochhayat5059
2 жыл бұрын
ମନ୍ଦିର ବିକାଶ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ। ଯିଏ ବିରୋଧ କରୁଛନ୍ତି ତାଙ୍କୁ ମହାପ୍ରଭୁ ଉଚିତ ଜବାବ ଦେଉଛନ୍ତି।
@prabirkumardas2743
2 жыл бұрын
ସମ୍ବିତ ପାତ୍ର ଓ ଜୟ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରଯୋଜିତ ମିଡିଆ ବହୁତ ଦେଖାଉଥିଲେ ପୁରୀ ରେ ହେଉ ଥିବା ନାଟକକୁ ଏବେ ସୁପ୍ରିମ କୋର୍ଟ ର ରାୟ କୁ ଦେଖାଉ ନାହାନ୍ତି।
@maheshpatnaik6972
2 жыл бұрын
ବିଜେପି ର ପ୍ରହସନ କୁ ଲୋକ ଓ ମାନ୍ୟବର କୋର୍ଟ ଠିକ୍ ବୁଝିଛନ୍ତି...
@lipsadas4353
2 жыл бұрын
ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପ ସରିଲେ ପୁରୀ ଝଲସି ଉଠିବ ଓ ତାହାକୁ ବିଶ୍ଵାବସୀ ଦେଖିବେ।
@susiljena0707
2 жыл бұрын
ଗଣମାଧ୍ୟମ ରେ ନିଜକୁ ଚିତ୍ରଣ କରିବା ପାଇଁ କିଛି ବ୍ୟକ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟ କୁ ମଧ୍ୟ ବ୍ୟବହାର କରିବାକୁ ପଚାଉନାହାନ୍ତି
@ranjanprakash4556
2 жыл бұрын
ସବୁପ୍ରକାର ଚେଷ୍ଟା ବିଫଳ ହୋଇଛି ବିରୋଧୀ ମାନଙ୍କର ପରିକ୍ରମା ପ୍ରକଳ୍ପ ସମ୍ପର୍କ ନେଇ |
@debashishsrichandann4993
2 жыл бұрын
ମାନ୍ୟବର କୋର୍ଟ ଙ୍କ ରାୟ ସ୍ୱାଗତଯୋଗ୍ୟ ଅଟେ
@maheshpatnaik6972
2 жыл бұрын
ଠିକ୍ ମାଡ଼ ବାଜିଛି ବିଜେପି କୁ .... ହେଲେ ବି ସୁଧୁରୁନାହାନ୍ତି...
@satyashreemishra8823
2 жыл бұрын
ମିଛ ପ୍ରହସନ କରୁଥିବା ବିରୋଧୀ ଙ୍କୁ ସଠିକ ଜାଗା ଦେଖାଇଛନ୍ତି ସୁପ୍ରିମକୋର୍ଟ।
@satyashreemishra8823
2 жыл бұрын
ଜଗନ୍ନାଥଙ୍କୁ ନେଇ ରାଜନୀତି କରିଥିବା ଲୋକଙ୍କୁ ଭଗବାନ କେବେ କ୍ଷମା କରିବେ ନାହିଁ।
@anmayeedas4839
2 жыл бұрын
ଯେଉଁ ନେତା ଓ ନେତ୍ରୀ ମାନେ ନିଜସ୍ୱ ପ୍ରଚାର ପାଇଁ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କୁ ଵିରୋଧ କରୁଥିଲେ ସେମାନଙ୍କୁ ସୁପ୍ରିମ କୋର୍ଟ ଭଲ ଜବାବ ଦେଇଛନ୍ତି।
@abhisekrath5516
2 жыл бұрын
All development work should be encouraged and encouraged.
@alishaparida8522
2 жыл бұрын
ଲଜ୍ୟା ଲାଗୁନି ବୈଜନ୍ତ ଅପରାଜିତା ଓ ଅର୍ଧେନ୍ଦୁ ବାବୁ ବିକାଶ କାର୍ଯ୍ୟରେ ବାଧା ଦେଉଛ , ମହାପ୍ରଭୁ ଆପଣଙ୍କୁ ଛାଡ଼ିବେନି
@litanjena09
2 жыл бұрын
ଏମାନଙ୍କୁ କ୍ଷମା ନାହିଁ.... ଯେଉଁମାନେ ଜଗନ୍ନାଥଙ୍କ ନାଁ ଧରି ଜଗନ୍ନାଥଙ୍କୁ ଧ୍ବଂସ କରାଯାଉଛି ବୋଲି ନାରା ଦେଇ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଥିଲେ
@namitagochhayat5059
2 жыл бұрын
ଯେଉଁ ବିରୋଧ କରୁଛନ୍ତି ବିରୋଧୀ ଦଳର ନେତା ମାନେ,ସେମାନେ ଖାଲି ନିଜର ମିଥ୍ୟା ପ୍ରଚାର କରୁଛନ୍ତି ରାଜନୀତି ପାଇଁ।
@anmayeedas4839
2 жыл бұрын
ସୁପ୍ରିମ କୋର୍ଟ ତାଙ୍କ ବିଚାର ସ୍ପଷ୍ଟ ଭାବର ସମସ୍ତଙ୍କ ଅଗରେ ରଖି ଵିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।
@Odia_Toka_Om
2 жыл бұрын
ଲଜ୍ୟା ଲାଗୁନି କି ତମ ମାନଙ୍କୁ ପ୍ରଭୁଙ୍କ ବିକାଶ କାର୍ଯ୍ୟରେ ବାଧା ଦେଉଛ ମହାପ୍ରଭୁ ଆପଣଙ୍କୁ ତମ ମାନଙ୍କୁ କେବେ ଭି କ୍ଷମା କରିବେ ନାହିଁ
@satyashreemishra8823
2 жыл бұрын
ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ସାରା ବିଶ୍ବ ଦେଖିବ ରୂପାନ୍ତରଣ ର ନୂଆ ଅଧ୍ୟାୟ।
@ranjanprakash4556
2 жыл бұрын
ଶ୍ରୀମନ୍ଦିର ସମସ୍ତଙ୍କର, ତାହାର ଉର୍ନ୍ନତିରେ ରାଜ୍ୟବାସୀଙ୍କ ଉର୍ନ୍ନତି ହେଵ ଏଥିରେ ବିରୋଧ କରି ମନ୍ଦିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି |
@namitagochhayat5059
2 жыл бұрын
ନିଜ ସ୍ୱାର୍ଥ ପାଇଁ ଏ ଷଡଯନ୍ତ୍ରକାରୀ ମାନେ କିଛି ବି କରିବାକୁ ପଛଘୁଞ୍ଚା ଦେବେ ନାହିଁ।
@lipsadas4353
2 жыл бұрын
ବିରୋଧୀଙ୍କ ଆବେଦନକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
@sairajesh4581
2 жыл бұрын
ମୂଖ୍ୟମନ୍ତ୍ରୀ ହେବା ନିଶା ରେ ଉବୁଡୁ ଉ ହେଇ ଅପରଜି ଷଡଙ୍ଗୀ ଓଡ଼ିଆଙ୍କ ଭାବାବେଗକୁ ବୁଝି ପାରୁନାହାନ୍ତି
@knowledgeray1908
2 жыл бұрын
ଦୀର୍ଘ ଦିନ ହେଲା ଚାଲିଥିବା ପୁରୀ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପକୁ ନେଇ ଉପୁଜିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମ କୋର୍ଟ।
@rabinarayanmohanty7922
2 жыл бұрын
ଓଡ଼ିଶାର ଜନସାଧାରଣ ମାନଙ୍କ ଭାବବେଗକୁ ନେଇ ହିନ ରାଜନୀତି କରୁଛନ୍ତି ବିରୋଧୀ ଦଳର ନେତାମାନେ ।
@karmajibi6193
2 жыл бұрын
ତଥାପି ଅପେକ୍ଷା ସମୟକୁ, ସମୟ ବଡ ବଳବାନ।
@maautkalvidya
2 жыл бұрын
ଏମାନେ ଓଡ଼ିଶା ଦ୍ରୋହୀ ଓ ଦେଶ ଦ୍ରୋହୀ |
@sujitsahoo1226
2 жыл бұрын
ବିଜେପି ନେତାମାନଙ୍କ ଅସଲ ଚେହେରା ସୁପ୍ରିମକୋର୍ଟପଦାରେ ପକେଇ ଦେଇଛନ୍ତି ।
@sujitsahoo1226
2 жыл бұрын
ବିଜେପି ନେତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିସୟରେ ଭବିଷ୍ୟତରେ ମୁହଁ ଖୋଲିବା ଆଗରୁ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀ ମନେରଖିବାକୁ ଅନୁରୋଧ ।
@namitagochhayat5059
2 жыл бұрын
ମନ୍ଦିରର ବିକାଶ ନିଜ ସ୍ୱାର୍ଥ ପାଇଁ ନୁହଁ ଲୋକଙ୍କ ସୁବିଧା ପାଇଁ ହେଉଚି। ସେଥିପାଇଁ ସମସ୍ତେ ସହଯୋଗ କରିବା ଦରକାର।
@user-wh8dq9rz7f
2 жыл бұрын
Love you sir
@anmayeedas4839
2 жыл бұрын
କୁଆଡେ ଗଲେ ସମ୍ବିତ୍ ପାତ୍ର ଆଉ ଅପରାଜିତା ଷଡଙ୍ଗୀ।
@debashishsrichandann4993
2 жыл бұрын
ମିଛ ପ୍ରହସନ କରି ଆବେଦନାକାରୀ ଙ୍କୁ ସଠିକ ଜାଗା ଦେଖାଇଲା କୋର୍ଟ
@sairajesh4581
2 жыл бұрын
ଓଡ଼ିଶା ରେ ପୁଣି ମହାପ୍ରଭୁ ଙ୍କୁ ନେଇ ରାଜନୀତି ଚାଲିବ ନାହିଁ
46:37
କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News
News18 Odia
Рет қаралды 68 М.
3:45:45
EP-198 | NEET Controversy, UPSC, Reservation & Indian Politics with Dr. Vikas Divyakirti
ANI News
Рет қаралды 7 МЛН
00:59
КОГДА К БАТЕ ПРИШЕЛ ДРУГ😂#shorts
BATEK_OFFICIAL
Рет қаралды 8 МЛН
00:32
小路飞还不知道他把路飞给擦没有了 #路飞#海贼王
路飞与唐舞桐
Рет қаралды 80 МЛН
00:32
2 MAGIC SECRETS @denismagicshow @roman_magic
MasomkaMagic
Рет қаралды 36 МЛН
00:16
СКОЛЬКО ПАЛЬЦЕВ ТУТ?
Masomka
Рет қаралды 2,6 МЛН
48:00
CJI Chandrachud: Why is everyone criticizing? | AYODHYA VERDICT | SUPREME COURT | MODI
Satya Hindi सत्य हिन्दी
Рет қаралды 408 М.
3:04
ବାଃ ବାଃରେ ନବୀନ ସରକାର! || Odisha Political Special News || CM Naveen Patnaik || Odisha Reporter
Odisha Reporter
Рет қаралды 621 М.
8:42
ପୁରୀରେ ଚାରି ଦ୍ୱାର ଖୋଲିବା ପରେ ଘଟିଲା ବଡ଼ ଦୁର୍ଘଟଣା | Lord Jagannath Story | Puri Chari Dwara Story |
Sudarsan Sahoo Lipu
Рет қаралды 962 М.
3:47:15
Uniform Civil Code: Meaning, History & Hindu Code Bill (Concept Talk) by @vikasdivyakirti
Drishti IAS
Рет қаралды 24 МЛН
10:09
ମୋହନଙ୍କ ବିରୁଦ୍ଧରେ ବିଜେଡିର FIR ! mohan majhi | shankar mada | khati
Khati (ଖଟି)
Рет қаралды 332 М.
4:50
Odisha Samajsebi Maha Sangha was brought to the police station .
Sunstar TV
Рет қаралды 27 М.
3:48:29
UPSC CSE Prelims 2022 Question Paper 1 | Analysis, Answer Key, Cut Off | StudyIQ
StudyIQ IAS
Рет қаралды 679 М.
1:03:47
संवाद # 179: China-Iran-Pakistan’s evil plan Vs India-USA exposed | Iqbal Chand Malhotra
Vaad
Рет қаралды 1,1 МЛН
17:44
Naveen Patnaik Biography Video | 24 Years Journey Of Naveen Patnaik
Adda247 Odia
Рет қаралды 629 М.
1:39:14
बैसाखी पर मोदी सरकार | असली पिक्चर आज रात होगी शुरू | Deepak Sharma
Deepak Sharma
Рет қаралды 4,4 МЛН
00:59
КОГДА К БАТЕ ПРИШЕЛ ДРУГ😂#shorts
BATEK_OFFICIAL
Рет қаралды 8 МЛН