ସୁର ଭାଇ ଘର ଏକାଠି ହେବନି ! Manmath Routray || Podcast with Debasis

  Рет қаралды 169,127

DEBASIS STORY

DEBASIS STORY

Күн бұрын

Veteran Odisha Congress leader Suresh Routray's son Manmath Routray || Manmath was contestant from Odisha representing the BJD in the Lok Sabha Elections 2024 from Bhubaneswar ||
Pilot Manmath Routray Resigned Job To Join Politics.
Credits:
Manoranjan Sahoo
Asis Kumar Dey
🎙️ Welcome to Debasis Story! 🎙️
▶ Dive into the world of captivating tales and insightful conversations with your host, Debasis. Every week, we bring you three- four new episodes packed with engaging stories, thought-provoking discussions, and exclusive interviews that keep you hooked.
Whether you're a lover of compelling narratives, a seeker of wisdom, or just in need of some inspiring content, Debasis Story has something for you. Join our growing community of listeners and discover stories that entertain, inform, and inspire.
🔔 Subscribe now and never miss an episode! Tune in for fresh content and get ready to embark on an auditory journey like no other.
👉 Don’t forget to like, comment, and share with your friends. Your support helps us keep the stories coming!

Пікірлер: 774
@NaraajNagarik
@NaraajNagarik 4 ай бұрын
ସିଦ୍ଧାର୍ଥ ଭାଇ ବହୁତ୍ ଭଲ ଓ ଖୋଲା ହୃଦୟର ମଣିଷ ଏ ମନ୍ମଥ ଗୋଟେ ବାଜ୍ଜେ ଲୋକ, ଶସ୍ତା ଟା
@rameshpradhan8772
@rameshpradhan8772 4 ай бұрын
ମନ୍ମଥ ରାଉତରାୟ ଏହିପରି ଜଣେ ମଣିଷ - ପ୍ରଥମରେ ସେ ସ୍ତ୍ରୀ ର ହୋଇ ପାରିଲେ ନାହିଁ, , ଜନ୍ମ କଲା ବାପର ନୁହ, ନିଜ ରକ୍ତର ବଡ ଭାଇ ର ହୋଇ ପାରିଲେ ନାହିଁ । କି ଅଜବ ମଣିଷ, ଆମେ ଜାଣିବାର ବଡ ଭାଇ ବହୁତ୍ ଭଲ, ସେ ତାଙ୍କୁ ତୀବ୍ର ବିରୋଧ କରନ୍ତି । ମେଡୁ ଆର୍ ଲୋକ, ଅହଙ୍କାରୀ ବ୍ୟକ୍ତି କୁ ଲୋକେ ଭୋଟ ନଦେଇ ବହୁତ୍ ଭଲ କରିଛନ୍ତି । ତଥାପି କିଛି ଶିଖି ପାରିଲେ ନାହିଁ । ଯୋ ଅହଙ୍କାର କୁ ସେହି ଅହଙ୍କାର । ଛି.....ଛି....ଛି.....ମନ୍ମଥ ବାବୁ, ଆତ୍ତ୍ମ ଅହଙ୍କାର ଛାଡ । ସବୁ କମେଣ୍ଡ ପଢନ୍ତୁ, ଲୋକେ ଆପଣଙ୍କୁ କେତେ ଭଲ ପାଉଛନ୍ତି ଜାଣି ପାରିବେ ।
@alokbarikcricketlover
@alokbarikcricketlover 6 күн бұрын
ଆଉ ଜଣେ ଅଛନ୍ତି ଆମ ଦେଶର ବଡ ନେତା ଯିଏ ବି କାହାର ହୋଇନାହିଁ
@santoshsahoo1005
@santoshsahoo1005 4 ай бұрын
ଆରେ ତୋ ଠାରୁ ତୋ ଭାଇ 100ଗୁଣରେ ଭଲ ଖୋଲା ହୃଦୟର ମଣିଷ ସିଦ୍ଧାର୍ଥ ରାଉତରାୟ ❤❤❤❤❤
@MrBehera-u4e
@MrBehera-u4e 4 ай бұрын
ଏ ପାଗଳ ହାରିଛି ଭଲ ହେଇଚି
@dibya63
@dibya63 4 ай бұрын
Congress ରେ ସୁର ଭାଇ ଙ୍କ ର ଯୋଉ ଭଳିଆ field ଥିଲା ତୁ ଯଦି congrss ରେ ବି ଠିଆ ହେଇ ଥାନ୍ତୁ ଜିତି ଥାନ୍ତୁ, ପାଣ୍ଡୁ କଥା ମାନିବାରୁ ହାରି ଗଲୁ
@tapankumarbehura740
@tapankumarbehura740 4 ай бұрын
Congress ku jaaini thik achhi hariba jitiba coin pari. But Congress party gote desha drohi dala desha ra binash Kariba Sethi pain BJD ru hariba garba ra katha. BJD gote brand
@rjsoy4432
@rjsoy4432 4 ай бұрын
​@@tapankumarbehura740😅😅😅 ଅତି ଗର୍ବ ର ଫଳ ପାଇଲା 😅😅 ଲଫନ୍ଗା ବୋପା ର କୁଳଙ୍ଗlର୍ ପୁଅ 😅😅 ପାଣ୍ଡୁ ର କ୍ରିତଦାସ 😅😊
@bahubali_creation
@bahubali_creation 4 ай бұрын
Congress desh drohi ..au to bappa aja desh swadhin kari thile ?​@@tapankumarbehura740
@shreedharsahu9774
@shreedharsahu9774 4 ай бұрын
Bala na andhbhakt 😂​@@rjsoy4432
@bhabagrahibehera7530
@bhabagrahibehera7530 4 ай бұрын
ଅତି ଗର୍ବ ହତ ଲଙ୍କା । ଭଲ ହେଇଛି ତୁ ହାରିଛୁ କାରଣ ତୁ ଗୋଟାଏ ଗର୍ବି ମଣିଷ
@satyabratanayak7250
@satyabratanayak7250 4 ай бұрын
ଏ ଲୋକ ହଉଚି ନିଜ ସ୍ୱାର୍ଥି।ଏହି ଲୋକ ପାଇଁ ସୁର ଭାଇ ଙ୍କ ଶେଷ ସମୟ ରେ ତାଙ୍କ ଇଜ୍ଜତ ଯାଇଥିଲା ଭଲ ହେଇଚି କିଳା ଖାଇଛି
@Jinarani143
@Jinarani143 4 ай бұрын
ଭାଇ ସିଦ୍ଧାର୍ଥ ଭାଇ perfect କିନ୍ତୁ ଏ ମନ୍ମଥ ଭାଇ ଠିକ୍ ନୁହେଁ।
@SaileshDehuri
@SaileshDehuri 4 ай бұрын
Bjd bala karci Odisha re😂😂😂😂
@rakeshranjanguru8629
@rakeshranjanguru8629 4 ай бұрын
tuma kn janicha kii
@bighneswarnatha2353
@bighneswarnatha2353 4 ай бұрын
ଜିଏ ବାପାର ନୁହେଁ ସିଏ କାହାର ନୁହେଁ ଜୟ ଶ୍ରୀ ଜଗନ୍ନାଥ
@shreedharsahu9774
@shreedharsahu9774 4 ай бұрын
Jemiti kahuchhe congress ticket milithile win karibe.auu andhabhakta 😂
@narendrapradhan2627
@narendrapradhan2627 4 ай бұрын
ଅନ୍ଧ ଧୃଷ୍ଟରାଷ୍ଟ୍ର ପରି ଅତି ଲୋଭ ର ଭଗବାନ ଫଳ ଦେଲେ..
@bishnuprasadchahataray858
@bishnuprasadchahataray858 4 ай бұрын
Right
@shantanukumar7502
@shantanukumar7502 4 ай бұрын
ବହୁତ ଭଲ ହେଇଚି ହାରିଚୁ
@chinmayasahoo8870
@chinmayasahoo8870 4 ай бұрын
Tu mg kia re
@BikaskumarSwain-jf3em
@BikaskumarSwain-jf3em 4 ай бұрын
Tu maa giha kie​@@chinmayasahoo8870
@ee-f-091subhransusahu2
@ee-f-091subhransusahu2 4 ай бұрын
@@chinmayasahoo8870 tu mg genda dalia kie re
@chinupanda894
@chinupanda894 4 ай бұрын
Right
@KishoreBharati
@KishoreBharati 4 ай бұрын
​@@chinmayasahoo8870to maa ra ghaita. 😢
@PratapMajhi-y5b
@PratapMajhi-y5b 4 ай бұрын
ଏଭଳି ଅସଭ୍ୟ ଭାଇ କାହାକୁ ନ ମିଳୁ, ମାଇପର ନୁହଁ, ଭାଇର ନୁହଁ, ଲୋକ କେବେ ଏଭଳି ମଣିଷକୁ ଭୋଟ ନଦେଇ ଉଚିତ କରିଛନ୍ତି।
@dibya63
@dibya63 4 ай бұрын
ସଦ୍ଧାର୍ଥ ଭାଇ ଯେତେ ଖୋଲା ହୃଦୟ ମନ୍ମଥ ଭାଇ କିନ୍ତୁ diplomatic
@santoshswain3113
@santoshswain3113 4 ай бұрын
Manmath Routray SALA BEIMANI CHORA HARAMI,
@balaramsamal5094
@balaramsamal5094 4 ай бұрын
Siddarth bhai ❤❤ perfect loka. E loka gote super tautar. Ea bapara nuhe ki bhai ra nuhe.
@manoranjanbehuria959
@manoranjanbehuria959 4 ай бұрын
2024ମସିହାରେ ଯେତିକି ଭୋଟ Mp ପାଇଁ ପାଇଛ, 2029ମସିହାରେ ଅଧା ଭୋଟ ପାଇବ.
@chinmayasahoo8870
@chinmayasahoo8870 4 ай бұрын
Hu dekha Kan hauchi tuma sarkar ta thaka 300 unit bejuli kuada gala 3000 bharta kuada gala
@nigamanandasahoo3942
@nigamanandasahoo3942 4 ай бұрын
Win Kariba dekha
@satyamsibammohanty1255
@satyamsibammohanty1255 4 ай бұрын
ନବୀନ କେବେ ସାଧାରଣ ମଳିମୁଣ୍ଡିଆ ଓଡ଼ିଆଙ୍କ ସହ ମିଶି ତାଙ୍କ ଭଲମନ୍ଦ ବୁଝି ପାରିବେ ନାହିଁ !!!
@SaneswarMajhi
@SaneswarMajhi 4 ай бұрын
ଇଏ ବେଶି ଟାଉଟରଟା ଇଆକୁ ଭୋଟ ଦେବା କଥା ବି ନୂହେ
@AjayakumarGochhi
@AjayakumarGochhi 4 ай бұрын
୨୦୨୯ ରେ ଏ BJD ଟିକେଟ ପାଇବନାହି
@khageswersahoo3140
@khageswersahoo3140 4 ай бұрын
ଯଦି କଂଗ୍ରେସ ରେ ଥାନ୍ତେ ତାହାଲେ ଜଟଣୀ ରୁ ୧୦୦%ବିଧାୟକ ହୋଇ ଥାନ୍ତେ ଏଇ ନେତା ମାନେ ବିଧାୟକ ହୋଇଥାନ୍ତେ ୧/ମନ୍ମଥ ରାଉତରାୟ (ଜଟଣୀ ) ୨/ଚିରଞ୍ଜିବି ବିଶ୍ୱାଳ (ତିର୍ତ୍ରଲ ) ୩/ଅଂଶୁମାନ ମହାନ୍ତି (ରାଜନଗର )
@prasantapanda1703
@prasantapanda1703 4 ай бұрын
ସମ୍ପୂର୍ଣ ସତ୍ୟ
@lalatkumardas1621
@lalatkumardas1621 4 ай бұрын
Ek daam thik
@anandkumarsubudhi0
@anandkumarsubudhi0 4 ай бұрын
100% correct
@anandkumarsubudhi0
@anandkumarsubudhi0 4 ай бұрын
Candidate declaration time ru emananku ବଳି ପକାଗଲା
@BIKASHVLOGS-c8z
@BIKASHVLOGS-c8z 4 ай бұрын
100%
@gobindachandramohanty8439
@gobindachandramohanty8439 4 ай бұрын
ସୁର ଭାଇ ଏମିତି କା ଯୋଗ୍ୟ ପୁଅ ଜନ୍ମ କରିଥିଲେ ଯାହା ପାଇଁ ସେ କଂଗ୍ରେସ ଦଳରୁ ତଡ଼ା ଖାଇଲେ
@ShivPrasadNayak-pi3pp
@ShivPrasadNayak-pi3pp 4 ай бұрын
ଏଇଟା ଗୋଟେ ଅତି ଭୟଙ୍କର ବିଷାକ୍ତ ଲୋକଟେ,,ଯିଏ ନିଜ ବାପର ନୁହଁ,ଯିଏ ନିଜ ପରିବାରର ନୁହଁ,ସିଏ ଭୋଟର ମାନଙ୍କର କେମିତି ହେବା?ସେଥିପାଇଁ ତ ହାରିଲା ଏ ବିଷାକ୍ତ ଲୋକଟା।।
@narendrapradhan2627
@narendrapradhan2627 4 ай бұрын
ଯିଏ ଅନ୍ୟକୁ ଧୋକାଦିଏ ତାକୁ ଭଗବାନ ଏମିତି ଫଳ ଦିଅନ୍ତି
@warriorboy6813
@warriorboy6813 4 ай бұрын
Eye katha kuha kapila chatukara no 1...Eye bahut bada bada katha kuhe pandian ra chatugiri karuthila...Ebe BJP re thile ya bhalia pila ku sure shot eye union minister heiparithanta...
@debashisguru9192
@debashisguru9192 4 ай бұрын
To bou bia dhoka dela na kn 🤣🤣😂
@lokanathsethi7649
@lokanathsethi7649 4 ай бұрын
ନିଜ ଘର କଳି ସୁଧାରି ପାରୁନି. ଇଏ ରାଜ୍ୟ କୁ ସୁଧରିବ. ସେଥିପାଇଁ ତ ସ୍ତ୍ରୀ ପିଲା ଙ୍କୁ ଘରୁ ତଡ଼ି ଦେଇଛୁ. ତୋର ମୁହଁ ଦେଖିଲେ ଜଣା ପଡୁଛି.ତୁ କଣ ଟା ବୋଲି.
@mitunahakdas1423
@mitunahakdas1423 4 ай бұрын
ମନ୍ମଥ ଗୋଟେ ବାଜେ ଲୋକ
@KK4KrushnaKanta
@KK4KrushnaKanta 4 ай бұрын
ବାଳ ନା..... ଭାଡୁଆ ଯିଏ ଭାଇର ନୁହେଁ, ସ୍ତ୍ରୀ ର ନୁହେଁ ସେ କଣ ଲୋକଙ୍କର ହବ.......
@chinmayasahoo8870
@chinmayasahoo8870 4 ай бұрын
Tuma wife tuma pakha re achi na au kaha saha palaechi
@KK4KrushnaKanta
@KK4KrushnaKanta 4 ай бұрын
@@chinmayasahoo8870 ତତେ କାହିଁ ବାଧୁଛି ମୁଁ ତତେ କହୁଛିକିରେ..... To ମାଇପ ମୋ ସହ ଆସିଛି ଦେଖ
@KK4KrushnaKanta
@KK4KrushnaKanta 4 ай бұрын
@@chinmayasahoo8870 ତୁମ ୱାଇଫ ସେ ଭାଡୁଆ ପାଖରେ ଅଛି ବୋଲି ଆସିକି ମତେ reply କରୁଛୁ ରେ ଭାଡୁଆ ର ଚେଲା
@SriKrishnalover-y6o
@SriKrishnalover-y6o 4 ай бұрын
Kiae ba tu dekhithilu jaiki siae kahar nuhe boli
@KK4KrushnaKanta
@KK4KrushnaKanta 4 ай бұрын
@@SriKrishnalover-y6o ମୁଁ ତତେ କହିଲିକି ଯେ ତତେ ବାଧିଲା
@pintusahoo-informative
@pintusahoo-informative 4 ай бұрын
Totally diplomatic answer......
@sritansws
@sritansws 4 ай бұрын
Joker ଟାକୁ ଆଣିକି podcast ରେ ବସେଇଚ 😂
@geetadash3546
@geetadash3546 3 ай бұрын
Like father, like son.. Clear and straight.. Good luck for next elections.. 👏🏻👏🏻
@simanchalratha8225
@simanchalratha8225 Күн бұрын
ମନୋରଞ୍ଜନ ମିଶ୍ରଙ୍କର ସିଦ୍ଧାର୍ଥଙ୍କ ସହ ସାକ୍ଷତକାର ଦେଖିଲେ ଜଣା ପଡ଼ିଯାଏ ସିଦ୍ଧାର୍ଥ କେତେ ସୁନ୍ଦର ବ୍ୟକ୍ତିତ୍ଵ
@Odia.Jhia_Puja
@Odia.Jhia_Puja 4 ай бұрын
ଦେବାଶିଷ ଭାଇଙ୍କ podcast ଭିଡ଼ିଓ କିଏ କିଏ ସବୁ ଦେଖିବାକୁ ପସନ୍ଦ କରୁଛ ଲାଇକ୍ କର👍🏻👍🏻👍🏻
@Kritientertainment138
@Kritientertainment138 4 ай бұрын
Bhal lage❤
@umakantabaut6806
@umakantabaut6806 4 ай бұрын
Sabu bhala lage bele bele jhatia lokanku dakuchanti like tali mishra se kn gote star
@DhirendranathBaskey
@DhirendranathBaskey 4 ай бұрын
I dont like monmoth
@SidharthMishra99
@SidharthMishra99 4 ай бұрын
Dislike kali
@Odia.Jhia_Puja
@Odia.Jhia_Puja 4 ай бұрын
@@SidharthMishra99 okay 👍
@monalisajena4924
@monalisajena4924 4 ай бұрын
Manmathh is the best 🎉🎉.. beautiful answer deichanti...manaku chuiela bahut🎉
@pashupati55
@pashupati55 4 ай бұрын
ସୁର ପରିବାର ଭଲକି ନାମ ଟେ ନେଇଛି😂😂 ଶଳା ଅଧିକ ଗପୁଥିଲା। କିନ୍ତୁ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ବହୁତ୍ intelligent ସେ ଜାଣିଛନ୍ତି ଦୁନିଆ ଓ ରାଜନୀତି ବିଷୟରେ ହେଲେ କଣ ହବ ସୁର ଜେଜେ ଙ୍କ ଯୋଗୁ ହିଁ ହାରିଲେ😂😂
@SudhansuMallick-jl5oy
@SudhansuMallick-jl5oy 4 ай бұрын
Pandiyan chamacha
@monalisajena4924
@monalisajena4924 4 ай бұрын
Pandian sir jaha kichhi aama odisha ra development karichanti ..Jane odia bhabare seita garba Kariba kathha
@oggygaming405
@oggygaming405 4 ай бұрын
The World's best Humour Family Produced by Sura Aja Sponsered by Pandu
@kartiksahoo8718
@kartiksahoo8718 4 ай бұрын
ଦେବାଶିଷ beautiful podcast. Keep going 🎉
@imjyotipanda5262
@imjyotipanda5262 4 ай бұрын
ମନ୍ମଥ ଭାଇ ଜଣେ good mentality ,good human being❤u ଭାଇ go ahead 👍
@routshankar7
@routshankar7 4 ай бұрын
Naveen aasibar aau chance nahin
@HarapriyaAbility
@HarapriyaAbility 4 ай бұрын
Bhagaban karantu
@debarajmanika
@debarajmanika 4 ай бұрын
Bjd coming soon shortly,bjd king cobra dhanda ki dhamana nuhna
@swatirefrigerationodia.4421
@swatirefrigerationodia.4421 4 ай бұрын
The citizens of odisha are hunter to catch the cobras
@Susantss-c4l
@Susantss-c4l 4 ай бұрын
Never ever
@KishoreBharati
@KishoreBharati 4 ай бұрын
​@@Susantss-c4lyour thinking is wrong
@NityanandaSahoo-ny1ko
@NityanandaSahoo-ny1ko 4 ай бұрын
2029 ପାଇଁ ପାଗ ଭିଡୁଛି ସୁର ପୁଅ. କି ନିଶା ? Qualified. ନ ହୋଇ କ୍ୱାଲିଟି ଯୁକ୍ତ ହେବା ଦରକାର. କାରଣ ବର୍ତମାନ ରାଜନୀତିରୁ ନୀତି ପୁରା ଚାଲିଯାଇଛି.
@Mrawesome990
@Mrawesome990 4 ай бұрын
ନିଜ ବୋପା ର ହେଲାନି ନିଜ ଘର ର ହେଲାନି ସେ କଣ ଶାସନ ଭାର ସମ୍ଭାଳିବ🙆
@Mr-ishann
@Mr-ishann 4 ай бұрын
Maikina re bi heini ea😂😂😅
@hardworkneverdies5679
@hardworkneverdies5679 4 ай бұрын
win or loss part of politics..go ahead bro
@gangadharparida2961
@gangadharparida2961 3 ай бұрын
Tanka bhai perfect
@samardas-c3f
@samardas-c3f 4 ай бұрын
ଭାଇ ଆମେ ବି ଦେଖୁଚୁ ତମେ କେତେ ଦିନ ବିଜେଡ଼ି ରେ ରହୁଛନ୍ତି ।ତମ ପାଇଁ ରାଜନୀତି ର ମାନେ ଗୋଟେ ଭଲ profitable business ହେଲା । ତମେ ଜଉ ଭଲ profit ଇଛା କରି ଜଉ ଯୋଗ ଦେଇଥିଲେ ଫଳ ଟା ଓଲଟା ହେଇଗଲା ଆଉ ।
@sukantapradhan4727
@sukantapradhan4727 4 ай бұрын
Tu C M hebu Archana Nag Deputy C M Heba🎉🎉🎉🎉🎉🎉
@sanghamitradas371
@sanghamitradas371 4 ай бұрын
😂😂😂👌
@sanghamitradas371
@sanghamitradas371 4 ай бұрын
Bjd re Khali nalua neta achanti
@KishoreBharati
@KishoreBharati 4 ай бұрын
​@@sanghamitradas371Right bro
@asitgantayat6619
@asitgantayat6619 4 ай бұрын
Archana nag pai ta manmath routray harichi😂😂
@AjayakumarGochhi
@AjayakumarGochhi 4 ай бұрын
😂😂😂
@kanharana3856
@kanharana3856 4 ай бұрын
ଭାଇ ଆପଣଙ୍କ କଥା କହିବା ଶୈଳୀ ବହୁତ ସୁନ୍ଦର କିନ୍ତୁ ଆପଣଙ୍କ କାମ କୁ ଲୋକ ପସନ୍ଦ କଲେନାହିଁ। ଆପଣଙ୍କ ନିଜ ଗ୍ରାମ କୁ ଖଣ୍ଡେ ଭଲ ରାସ୍ତା ଅଛିକି , ଆପଣ ତ ନିଜ ଗ୍ରାମ ପଞ୍ଚାୟତ ପାଇଁ କିଛି କରିନାହାଁନ୍ତି , ଆପଣଙ୍କୂ ଲୋକ କଣ ପାଇଁ ଭୋଟ ଦେବେ, ଆପଣ କେବଳ ରାଜନିତି କରିବାକୁ ଆସିଛନ୍ତି ରାଜନିତି କରନ୍ତୁ , ଲୋକ ଙ୍କ ପାଇଁ ଯିଏ କାମ କରିବ ଲୋକ ତାଙ୍କୁ ଭୋଟ ଦେବେ
@chittaranjanpradhan506
@chittaranjanpradhan506 4 ай бұрын
ଏଭଳି ଅଲାଜୁକ ବେହିଆ ଲୋକକୁ ଡାକିବାର କ'ଣ ଆବଶ୍ୟକ ଥିଲା 😬😬ଏ ଲୋକର ଚରିତ୍ର ଠିକ୍ ନୁହେଁ ନିଜ ସ୍ତ୍ରୀ କୁ ମାଡ଼ ମାରି ଘରୁ ବାହାରି କରିଛି ସେମାନଙ୍କର ଏ ପର୍ଯ୍ୟନ୍ତ ଡିଭୋସ୍ ହେଇନି କିନ୍ତୁ ଏ ମହାଶୟଙ୍କ ର ବହୁତ ଝିଅ ସହ ସମ୍ପର୍କ ଅଛି ଖାସ୍ କରି ଅର୍ଚ୍ଚନା ନାଗ ସହିତ ✅✅
@sonukhansonukhan8387
@sonukhansonukhan8387 3 ай бұрын
Sidharta. Babu. Sampurna. Khola. Spasta. Loka. KOTI. Salut. Odisha. Tiger
@nirojkumarmohanty3054
@nirojkumarmohanty3054 3 ай бұрын
You are true person, Your victory in future if you follow truth in politics,
@AmbedkarMallick-jw9yt
@AmbedkarMallick-jw9yt 4 ай бұрын
ବାପା ପୁଅ ଙ୍କ ଗର୍ବ ଯୋଗୁ ହାରିଲା
@debarajmanika
@debarajmanika 4 ай бұрын
Manmath sir A good and better person,a super humanity man
@nigamanandasahoo3942
@nigamanandasahoo3942 4 ай бұрын
Very good manmath bhai...
@sudhakarjani5489
@sudhakarjani5489 3 ай бұрын
Intresting interview thanks
@pramodpathal
@pramodpathal 4 ай бұрын
Debasis bhai please a vadua ku studio ku dakantini .
@biswanath85
@biswanath85 4 ай бұрын
This was last chance for BJD to win...this time they have lost and they will never win...current cm is a gentleman with other 2 vice CMs and the govt will win next time also
@HarapriyaAbility
@HarapriyaAbility 4 ай бұрын
God bless you🙏
@jitendrakumarswain23
@jitendrakumarswain23 4 ай бұрын
You will vote to your so called joker gentleman other two deputy cm also very gentle as you know let’s see time has every question’s answer and can clarify every misconception.
@sumimahana281
@sumimahana281 4 ай бұрын
Debasis Bhai ati sundar bhabare. Upastapana karucha ti Mo idle manmat sir
@bhagabansadangi1996
@bhagabansadangi1996 4 ай бұрын
Please Siddhanta sir nku invite karantu.
@umeshnayak170
@umeshnayak170 4 ай бұрын
Nice person sir❤
@ashutoshiloveyoubhaibiswal3978
@ashutoshiloveyoubhaibiswal3978 4 ай бұрын
Right Bhai💚Jay Naveen
@sunilrauto5923
@sunilrauto5923 4 ай бұрын
ମନ୍ମଥ ହାରିବା ପାଇଁ 80% ସୁର ଭାଇ ଦାୟୀ
@MkBiswal
@MkBiswal 4 ай бұрын
ଜାହାକୁ ପାଣ୍ଡିଆ ସହିତ ରାଜନୀତି କରିବାର ଅଛି ପାଣ୍ଡିଆ କୁ କୁହ ତାମିଲନାଡୁ ରେ ସେ ଗୋଟେ ପାଟି ତିଆରି କରୁ ତୁମେ ମାନେ ଓଡ଼ିଶା ଛାଡ଼ି ତାମିଲନାଡୁ ଯାଇ ରାଜନୀତି କରୀକି ଟିକେ ଦେଖାଅ ଶୁଖିଲା ରେ ନବୀନ ବାବୁଙ୍କୁ ହରେଇଦେଲ ପାଣ୍ଡିଆ କୁ ପୁରେଇକି, ଆମେ ଓଡ଼ିଆ ଆମ ନେତା ଓଡ଼ିଆ ହେବା ଦରକାର , ବାକି ମନ୍ମଥ ଭାଇ ସୁପର୍
@sanjeebpanigrahi747
@sanjeebpanigrahi747 4 ай бұрын
Well said 👍
@padmabhusanmohanty4330
@padmabhusanmohanty4330 4 ай бұрын
Well done Bro Keep patience and go ahead
@SidharthMishra99
@SidharthMishra99 4 ай бұрын
ଏତେ ଲମ୍ବା ଲମ୍ବା podcast ଦେଖିବାକୁ କାହା ପାଖେ time ଅଛି max to max ୩୦ to ୪୦ mins.ରଖନ୍ତୁ
@shubhankarirath8278
@shubhankarirath8278 4 ай бұрын
True
@ParameswarBarik-bl7dj
@ParameswarBarik-bl7dj 4 ай бұрын
Tru
@SriKrishnalover-y6o
@SriKrishnalover-y6o 4 ай бұрын
Manmat bhai great
@srabaneepriyadarshini5056
@srabaneepriyadarshini5056 2 ай бұрын
Sura bhai best ❤
@thecommoonman
@thecommoonman 4 ай бұрын
2:58 Ek dum thik Katha kahilea🙏 Vande utkal Janani
@chinmayagadanayak5239
@chinmayagadanayak5239 4 ай бұрын
ବଡ ଭାଇ ବାପା ସମ୍ମାନ ଓ ବଡ ଭଉଣୀ ମା ସମ୍ମାନ ଯିଏ ନିଜ ଭାଇ ବାପା ଙ୍କ ର ହେଇ ପାରିଲାନି ସେଇଟା କାହାର ହେଇ ପାରି ବନି
@gudiatoka
@gudiatoka 4 ай бұрын
Great person 🎉
@mitugouda8572
@mitugouda8572 4 ай бұрын
tume always hariba tuma big brother bhal loka
@BikramPati-r9v
@BikramPati-r9v 11 күн бұрын
Good man
@Proxynosy
@Proxynosy 4 ай бұрын
Please bro continue upload Koro podcast video ❤❤❤❤❤❤
@papu4pinky
@papu4pinky 4 ай бұрын
Right 👍
@kalingaveera3424
@kalingaveera3424 4 ай бұрын
Jau loka nija baba,bada bhai ku respect dei paaruni...se kebe bi nija life re successful hoi paaribani
@ruchismitabarik6525
@ruchismitabarik6525 4 ай бұрын
Thanks Debasis for calling the legend 🙏👍
@susantanayak9728
@susantanayak9728 4 ай бұрын
ଏହି ଲୋକ ଟି ପାଇଁ ସୁରଭାଇ ଘର ଅଲଗା ଅଲଗା ହୋଉ ପୁଅ ମାନେ ସେଇ ଭୁବନେଶ୍ୱର ରେ ରହୁଛନ୍ତି.. ତାଙ୍କ ବଡ଼ ଭାଇ ସେ ପ୍ରକୃତ ମଣିଷ ଆଉ ଏଇଟା କୋଉ କୂଳକୁ ନୁହଁ..... 7 ଟା ପାହାଡ଼ କୁଆଡେ ଚଢିକି ଆସିଛି ଆଉ ବୁଦ୍ଧି ଘରଭଙ୍ଗା...... ନିଜ ସ୍ତ୍ରୀ କୁ ସମ୍ମାନ ଦେଇ ପାରିଲାନି case ଚାଲିଛି
@rasmikswain6600
@rasmikswain6600 4 ай бұрын
Bhai eita pahada chadini,pahada bada pua chade,eita pilot
@susantanayak9728
@susantanayak9728 4 ай бұрын
@@rasmikswain6600 ଓହୋ... Pilot ହୋଇକି. ବଡ଼ ଭାଇ କୁ ସମ୍ମାନ ଦେଇ ଜାଣିନି,,,, ବାପା କଥା ନା ବଡ଼ ଭାଇ କଥା ଶୁଣେ ନାହିଁ.... ସେଥିପାଇଁ ଘର ଭାଙ୍ଗି ଦେଲା,, ସୁର ଭାଇ ଙ୍କୁ ଲୋକେ. ଯେତିକି ପ୍ରଶଂସା କରୁଥିଲେ କେବଳ ଏହି ଲୋକଟି ପାଇଁ ଘର ର ସମ୍ମାନ କୁ ମାଟିରେ ମିଶାଇଦେଇଛି... ଏଇଟା କୋଉ କୁଳ କୁ ହେବନି...
@jitendrakumarswain23
@jitendrakumarswain23 4 ай бұрын
Bada ta ra munda ta kama karuni katha sunibae kana
@lokaltokarinku8259
@lokaltokarinku8259 4 ай бұрын
ଏ ଚୋର ମନୁଆ କେବେ ନେତା ହେଲାଣି ଯିଏ ନିଜ ଘର ଠିକ ନାହିଁ ସେ କଣ ନେତା ଗିରି ବୋଲାଉଛି। ଏ ଭଳି ଯିଏ ନେତା ବାହାରିବ ତାକୁ ଖାଲି ପବ୍ଲିକ ଜୋତା ମାଡ଼ ଦରକାର । ଆରେ ମନ୍ମଥ ରାଉତ ରାୟ ତୋତେ କହୁଛି ତୁ କେବେ ନେତା ନ ଥିଲୁ କି heiparibuni ତୁ ଆଉ ତୋ ବାପା ସୁର ରାଉତ ରାୟ ଯାଅ ପାଣ୍ଡିଆନ ର ଜୋତା ଚାଟି ଚାଟି ସଫା କରିବ
@SanjayaKumar-i5h
@SanjayaKumar-i5h 3 ай бұрын
Good man 🎉
@pramodkumarrout3662
@pramodkumarrout3662 4 ай бұрын
It was time,sura routray who was great personality,people of odisha like him very much,when he changed his idiology people dislike him.
@preetirath2803
@preetirath2803 4 ай бұрын
I love captain ❤❤❤❤
@omkartripathy3684
@omkartripathy3684 4 ай бұрын
Now bring his elder brother to the podcast. Let's see what is his narrative regarding the issues
@KK4KrushnaKanta
@KK4KrushnaKanta 4 ай бұрын
ସୁର babu ଙ୍କ ବଡ ପୁଅ ବହୁତ ଭଲ ଲୋକ କିନ୍ତୁ ସାନ ta ଭାଡୁଆ
@maheswarbehera7241
@maheswarbehera7241 4 ай бұрын
ମନ୍ମଥ ଭାଇ ଜଣେ ଭଲ ଲୋକ.... ଆଗକୁ ମାଡିଚାଲ... 🙏🙏🙏🙏🙏
@krushnaprasad171
@krushnaprasad171 4 ай бұрын
ଯିଏ ନିଜ ବଡ ଭାଇ ର ହେଲାନି ସିଏ କଣ Bhubaneswar ବାସୀଙ୍କ୍ ହବ
@papu4pinky
@papu4pinky 4 ай бұрын
You are best 🙏🙏
@pritiranjansethi6392
@pritiranjansethi6392 4 ай бұрын
Perfect man ❤
@bighneswarnatha2353
@bighneswarnatha2353 4 ай бұрын
ବାପାଙ୍କ ଲୁହ ପଡ଼ିଲା ବୁଝିବା ଲୋକ ଠକ୍ ବୁଝିବେ ଜୟ ଜଗନ୍ନାଥ 🙏🙏
@loknathnaik3890
@loknathnaik3890 4 ай бұрын
Sabu acting sura ra
@loknathnaik3890
@loknathnaik3890 4 ай бұрын
Sabu rajaniti
@loknathnaik3890
@loknathnaik3890 4 ай бұрын
Maagiha sura rauta
@sanjeebraaznaik1314
@sanjeebraaznaik1314 4 ай бұрын
Great cm of odisha... Naveen Patnaik...❤❤❤
@MRShark7
@MRShark7 4 ай бұрын
Mg harila kn pain
@satyamsibammohanty1255
@satyamsibammohanty1255 4 ай бұрын
ନବୀନ କେବେ ସାଧାରଣ ମଳିମୁଣ୍ଡିଆ ଓଡ଼ିଆଙ୍କ ସହ ମିଶି ତାଙ୍କ ଭଲମନ୍ଦ ବୁଝି ପାରିବେ ନାହିଁ !!!
@MultiAbinash
@MultiAbinash 4 ай бұрын
Manmath ra katha barta thik nahi, Sidharth Sir is a dynamic leader.
@chandrakantasahoo2759
@chandrakantasahoo2759 4 ай бұрын
ସିଦ୍ଧାର୍ଥ ବାବୁ real ସୁରବାବୁ ଙ୍କ ସନ୍ତାନ,
@satyamsibammohanty1255
@satyamsibammohanty1255 4 ай бұрын
ଯାହାର ଯେଉଁଠି ସ୍ବାର୍ଥ ଅଛି, ସେ ତାକୁ ବାସିବ !!! ଆମେ ସାଧାରଣ ମଳିମୁଣ୍ଡିଆ କ'ଣ କେବେ ନବୀନ ବା ପାଣ୍ଡୁ ପାଖରେ ପହଞ୍ଚିବାରିବୁ !!!! କିନ୍ତୁ ସେ ଗୋଟେ ପ୍ରକାର ଭଲ ଥିଲା !!! ତାଙ୍କ ଚେଲା ଚାମୁଣ୍ଡା ମାନେ ଦୁର୍ନୀତିଗ୍ରସ୍ତ ଟାଉଟର ହେଲେ ବି ତାଙ୍କ ଦ୍ୱାରା ଅନେକ କାମ ଆମେ କରିପାରୁଥିଲୁ, ଦୁଇ ହଜାରରେ ପାଇଖାନା, କୋଡ଼ିଏ ହଜାରରେ ଆବାସ ଆଦି କରିଦେଉଥିଲେ !!! ଶହେ ରୁ ଦଶ ହେଉ ପନ୍ଦର ହେଉ ଯୋଜନାଟା ଲୋକଙ୍କ ପାଖରେ ପହଞ୍ଚୁ ଥିଲା !!! ନବୀନ ସାରେ ପାଣ୍ଡୁ ସାରେ କହିଛନ୍ତି ଏ ସରକାର କୁଆଡେ ସବୁ ଯୋଜନା ବନ୍ଦ କରିଦେବେ !!! ଆମେ ପୁଣି ଚଳିବୁ କେମିତି ???
@chandan0210
@chandan0210 4 ай бұрын
Love you Sidharath bhai ❤
@monalisajena4924
@monalisajena4924 4 ай бұрын
Bahut sundar lagila Mr Manmatha Routaray nka speech...aagaku aageichala ..Nischaya bhala hi heba 🎉🎉
@subharanjannayak4808
@subharanjannayak4808 4 ай бұрын
Thank...
@Lion936kgaming
@Lion936kgaming 4 ай бұрын
You are right❤🎉
@KalpanaOjha-ug6mm
@KalpanaOjha-ug6mm 4 ай бұрын
God bless you 🙏🏻
@srinibaspanda9332
@srinibaspanda9332 4 ай бұрын
Very good person manmatha sir..
@saubhagyaranjanmohanta3840
@saubhagyaranjanmohanta3840 4 ай бұрын
Politics ku business karuchi sura family
@pksmovies1651
@pksmovies1651 12 күн бұрын
Mun 2 ta jaka podcast dekhili kintu lagila sidharth routray thought is best
@prasantapanda1703
@prasantapanda1703 4 ай бұрын
ତୋ ଭଳିଆ ଜାରଜ ଛୁଆ ଯୋଉ ପରିବାରରେ ରହିବ ସେ ପରିବାର କେବେ ବି ଏକାଠି ହବନି, ଆଉ ତୋ ବୋପା ଭଳିଆ ବେଈମାନ ଯୋଉ ଦଳରେ ରହିବ ସେ ଦଳ ବି କେବେ ଉଧେଇ ପାରିବନି, ହଇରେ ମାଗିହା ତୋ ବୋପାକୁ କଂଗ୍ରେସ ବହିଷ୍କାର କଲା ବୋଲି ତୁ କଣ କଂଗ୍ରେସକୁ ଦୋଷ ଦେଉଛୁ ଵେ, ତୋ ବୋପା କହିବ ମଲା ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବ ହେଲେ କଂଗ୍ରେସ ଦଳରେ ଥାଇ ବିଜେଡି ପାଇଁ ପ୍ରଚାର କଲା, ଲିଙ୍ଗରାଜଙ୍କ ମହାପ୍ରସାଦ ଲୋକଙ୍କୁ ଛୁଁଏଇ କହିଲା ଯୋଡ଼ି ଶଙ୍ଖରେ ଭୋଟ ଦିଅ, ତେଣୁ ତୋ ବୋପା କଂଗ୍ରେସ ସହିତ ବେଈମାନ କଲା ତେଣୁ କଂଗ୍ରେସ ତାକୁ ଦଳରୁ ବହିଷ୍କାର କଲା, କଂଗ୍ରେସ ତ ଖାଲି ବହିଷ୍କାର କଲା ବିଜେଡି ହେଇଥିଲେ ଅନେକ ମିଛ କେଶରେ ଫସେଇ ଜେଲରେ ପୁରେଇ ଥାନ୍ତା, ତୁ ତ ଏବେ ବିଜେଡିରେ ଅଛୁ ଦେଖିବା ତୁ ବିଜେପି ପାଇଁ ପ୍ରଚାର କର ଦେଖିବା ନବୀନ ତୋର କଣ କରୁଛି, ତୁ ଯଦି କଂଗ୍ରେସରେ ଠିଆ ହେଇଥାନ୍ତୁ ତୁ ନିଶ୍ଚୟ ଜିତିଥାନ୍ତୁ, ଓଡିଶାକୁ ପୁରା ଲୁଟି ଖାଇଲା ନବୀନ ପଟନାୟକ, ଅନେକ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ଗୁଣ୍ଡାଗିରି କରିଛି ହାରାମି ନବୀନ ପଟନାୟକ, ହଇରେ ମାଗିହା ତୋରି କଥା ଅନୁସାରେ ଯଦି 2019 ରେ ମୋଦିର ଅଧିକ ଲୋକପ୍ରିୟତା ଥିଲା ତେବେ 2019 ରେ ଓଡିଶାରେ ଅଧିକାଂଶ ହାରିବା ସ୍ୱତେ ଅପରାଜିତା ମ୍ୟାଡ଼ାମ ଜିତିଥିଲେ କେମିତି ଵେ, ସତ କଥା ହେଲା ଅପରାଜିତା ମ୍ୟାଡ଼ାମଙ୍କୁ ଲୋକେ ଭଲ ପାଆନ୍ତି, ଆଉ ଓଡିଶାରେ ବିଜେଡି ହାରିଲା ତାର କାରଣ ହେଉଛି ନବୀନ ପଟନାୟକ ବହୁତ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି କଲା ସେଥିପାଇଁ ବିଜେଡି ହାରିଲା, ଏମିତିକି ହାରାମି ନବୀନ ପଟନାୟକ ପ୍ରଭୁ ଜଗନ୍ନାଥଙ୍କୁ ବି ଲୁଟିଲା, ଗୋଟେ ବାଉଣ୍ଡେରୀ ଚାରିଟା ଲାର୍ଟିନ କରି 4200 କୋଟି ଲୁଟିଲା, ଜଗନ୍ନାଥଙ୍କ ଜମିକୁ ବି ବେଦାନ୍ତକୁ ବିକ୍ରି କରିବାକୁ ବସିଥିଲା
@satyamsibammohanty1255
@satyamsibammohanty1255 4 ай бұрын
ନବୀନ କେବେ ସାଧାରଣ ମଳିମୁଣ୍ଡିଆ ଓଡ଼ିଆଙ୍କ ସହ ମିଶି ତାଙ୍କ ଭଲମନ୍ଦ ବୁଝି ପାରିବେ ନାହିଁ !!! ପୃଥିବୀର ସବୁଠୁ ଅପାରଗ ମୁଖ୍ୟମନ୍ତ୍ରୀ ଥିଲେ!!!
@cmeditz3320
@cmeditz3320 4 ай бұрын
ମନ୍ମଥ ବାବୁ ❤❤❤
@coolmuna143
@coolmuna143 3 ай бұрын
Manasa bhala interview nethante
@kumarprahllada6197
@kumarprahllada6197 4 ай бұрын
୨୦୧୪ ପରେ ବିଜେପିର ଯଦି ଫୋକସ୍ ନ ଥିଲା ତାହେଲେ ୧୦ ବର୍ଷ ଭିତରେ ଭାରତ ୧୧ ନଂ ସ୍ଥାନରୁ ୫ ନଂ ସ୍ଥାନକୁ ଗ୍ରୋଥ୍ କେମିତି ହେଲା। ଇନ୍‌ଫ୍ରାଷ୍ଟ୍ରୋକ୍ଚର୍ ଡେଭ୍ଲୋପମେଣ୍ଟ କେମିତି ହେଲା। ଇଏ ପୁଣି ବିଜେଡ଼ି କୁ ୬ ବର୍ଷ ଟାଇମ୍ ଦେଇଥିଲା।😂
@amitkumarjena3414
@amitkumarjena3414 4 ай бұрын
ଏଇ ବେକ୍ତି ନିଜ ବଡ଼ ଭାଇଙ୍କୁ ନନସେନ୍ସ କହୁଚି ଜଣା ପଡୁଛି କେତେ ଭଲ
@TARINIPATTANAIK
@TARINIPATTANAIK 4 ай бұрын
Bhai nku respect deba darkar. Family first then politics
@prakassahu8381
@prakassahu8381 4 ай бұрын
ସିଦ୍ଧାର୍ଥ ଭାଇ great person
@uniqueindianvlogs6875
@uniqueindianvlogs6875 4 ай бұрын
Manmath is seems to be good person
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
Мен атып көрмегенмін ! | Qalam | 5 серия
25:41
Pandian Was The Mastermind | Podcast with Akash Pathak । VK Pandian
1:18:32
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН