ସୁର କହିଲେ ପରାଜୟ ପଛର କାହାଣୀ || Suresh Routray || newsroom ||

  Рет қаралды 208,002

News Room

News Room

Күн бұрын

ସୁର କହିଲେ ପରାଜୟ ପଛର କାହାଣୀ || Suresh Routray || newsroom ||
#odisha #politics #trending #bjp #bjd #congress #breakingnews #trending #cmmohanmajhi #rahulgandhi #naveenpatnaik #suraroutray

Пікірлер: 482
@MNDIGITALSARAKANA
@MNDIGITALSARAKANA 3 ай бұрын
ସିଦ୍ଧାର୍ଥ ରାଉତରାୟ ଙ୍କର ଗୋଟେ ଭଲଗୁଣ ସମସ୍ତେ ଦେଖିଲେ ,ନିମାପଡା ନିର୍ବାଚନ ମଣ୍ଡଳୀ ରେ କ୍ୟାମ୍ପେନ କରୁଥିବା ସମୟରେ ଗୋଟେ ଗରିବ ନିସହାୟ ପରିବାର ଜିଏ ତମ୍ବୁ ଘରେ ରହୁ ଥିଲେ, ତାଙ୍କ ପାଇଁ ନିଜେ ଛାତ ଘରଟିଏ କରି ଦେଇଥିଲେ. ସେ ଭଲ ଭାବେ ଜାଣିଥିଲେ ହାରିବେ ବୋଲି କିନ୍ତୁ ଅନ୍ୟକୁ ସାହାଯ୍ୟ କରିଥିଲେ ଭଲ କାମ ଟିଏ କରିଥିବା ରୁ ଭାଇ ଙ୍କୁ ଧନ୍ୟବାଦ
@Dharam959Dharam95
@Dharam959Dharam95 2 ай бұрын
❤❤❤❤
@brajakishorepadhi4022
@brajakishorepadhi4022 2 ай бұрын
ଇଣ୍ଟରଭିୟ୍ୟୁ ନେବା ଲୋକ ଦେବା ଲୋକ। ଦୁଇଟା ବିଶ୍ବସ୍ତରିୟ ମାଗିହା।
@ssssd5108
@ssssd5108 2 ай бұрын
😂😂😂😂
@DebasishKumar-o8r
@DebasishKumar-o8r 2 ай бұрын
😂😂😂😂
@Sandhaofficial
@Sandhaofficial 2 ай бұрын
😂😂😂😂
@surendranayak6448
@surendranayak6448 2 ай бұрын
Au tu hauchu gote param maghia bedha chhua
@BalramDas-go3xu
@BalramDas-go3xu 2 ай бұрын
Perfect katha kahila bhai
@umakantacharya4703
@umakantacharya4703 3 ай бұрын
ଏବେ news room ମନରଞ୍ଜନ sir ଭାବୁଥିବେ ୟେ ପାଗଳ କୋ ଡାକିକି ଭୁଲ ହେଇଗଲା।।।
@MANOJSAMONTRAY
@MANOJSAMONTRAY 2 ай бұрын
Right
@RABINDRAKUMARMAHARANA-t5r
@RABINDRAKUMARMAHARANA-t5r 3 ай бұрын
ଏଥର ହାରିଲା ଟଙ୍କା ପାଇଁ ଆଗରୁ ଦେଇ ଲୁଟୁ ଥିଲେ
@p.k.mansing3447
@p.k.mansing3447 3 ай бұрын
ହନୁ ମଲା ବେଳେ ସତ କଥା କହେ..ଠିକ୍ ସେମିତି ସୁରଙ୍କ ସ୍ଵର😢😢😢
@Monkeymerasaathi
@Monkeymerasaathi 3 ай бұрын
ଭଲ ଅଭିନୟ ଶିଖିଛ ବାପ ପୁଅ
@amulyakumardas2121
@amulyakumardas2121 2 ай бұрын
ଆରେ ବାହାପିଆ କଂଗ୍ରେସ ର ସ୍ଥିତି ବେହାଲ ସେଥି ପାଇଁ BJD ରୁ ticket ତେଲ ମାରି ନେଲୁ ହାରିଲୁ କୋଟି କୋଟି ଦେଇ ଟିକେଟ ନେଲୁ ହରିଲୁ ବେହିଆ ତୋ କଥାରେ କଣ ଦାମ୍ ଅଛି ଅଲଜ୍ୟା କୋଉଠିକାର
@bibhutipradhan432
@bibhutipradhan432 3 ай бұрын
ସୁର ଭଲ ଟଆଉଟର ଜଣେ ଆଉ ମିଛ ଅତି ସୁନ୍ଦର ଭାବରେ କହେ
@JagannathPatra-sr6or
@JagannathPatra-sr6or 3 ай бұрын
ୟେ ମହାଶୟ ଙ୍କୁ ରାଜନୀତିର ବେଶ୍ୟା କୁହା ଯାଏ
@pradeepbiswal723
@pradeepbiswal723 2 ай бұрын
Correct
@PravatSahoo-ch3pc
@PravatSahoo-ch3pc 2 ай бұрын
Right bro 👍
@laal-lx7sm
@laal-lx7sm 2 ай бұрын
😀
@lalatkumardas1621
@lalatkumardas1621 2 ай бұрын
Exactly 😂
@BalramDas-go3xu
@BalramDas-go3xu 2 ай бұрын
Right katha
@ଏଇଥିପାଇଁମୁଁୟୁଟ୍ୟୁବଦେଖେନି
@ଏଇଥିପାଇଁମୁଁୟୁଟ୍ୟୁବଦେଖେନି 2 ай бұрын
ମନୋରଞଜନ ବାବୁ , ମନେ ରଖିଥିବେ, ଆପଣ ବର୍ତ୍ତମାନ "ଲୋକାଲ ଲାଲୁ" ଙ୍କ ସାକ୍ଷାତକାର ନେଉଛନ୍ତି । 😮
@AkashNayak-dv4yx
@AkashNayak-dv4yx 3 күн бұрын
😂😂
@srisaidesignvastu9209
@srisaidesignvastu9209 2 ай бұрын
ସୁର ରାଉତରାୟ ଘର ରେଡ କରାଯାଉ
@sudhirlenka123
@sudhirlenka123 3 ай бұрын
ସାନ ପୁଅ ପୁଣି ହାରିବ 😂😂😂 ଯେତେଥର ଛିଡ଼ା ହେବ ସେତେଥର ହାରିବ।😂😂 ଶଙ୍ଖ ପୁରା ଫାଟିଗଲା 😂😂
@megharaybaske8373
@megharaybaske8373 3 ай бұрын
ମହା ପାଗଳ ଲୋକଙ୍କୁ କାହିଁକି ଡାକିଲେ । ଏମିତି ପାଗଳ ପାଇଁ ନିଜ ପୁଅକୁ ନିଜେ ହରାଇଛି ।
@bimalpradhan5623
@bimalpradhan5623 3 ай бұрын
ଓଡ଼ିଶାର best କମେଡିଆନ
@pravanjan777
@pravanjan777 2 ай бұрын
ଚୁପ୍ ଭଡୁଆ
@MukundaShoo
@MukundaShoo 2 ай бұрын
ସିଦ୍ଧାର୍ଥ ରାଉତ୍ ନୀତିବାନ, ଆଦର୍ଶ, ଉଚ୍ଚମନା, ଦରଦୀ ନେତା,,,, ଆଉ ମନ୍ମଥ ରାଉତ୍ ବକ୍ରି ଚୋ ଦା ନେତା, ଆଉ ସୁର ନୁହେଁ🎉 କାହାର, ଭଡ୍ ଭଡ଼ିଆ ଅମଣିଷ ଲୋଭି, ଗାଲୁ ଆ
@odiatoka0007
@odiatoka0007 2 ай бұрын
ଓସ୍କାର ପୁରସ୍କାର ଦିଅ ସୁର ଅଜାକୁ 😂
@srisaidesignvastu9209
@srisaidesignvastu9209 2 ай бұрын
ବଡ଼ପୁଅ ବହୁତ ଭଲ ଲୋକ ,ତା ଭଳି ସୁର ନା ମନ୍ମଥ କେହି ହେବନାହିଁ !
@jchoudhury274
@jchoudhury274 3 ай бұрын
5 ବର୍ଷ ପରେ BJD ଆଉ ନ ଥିବ ସୁର ବାବୁ
@rjsoy4432
@rjsoy4432 3 ай бұрын
Right 😂
@p.k.mansing3447
@p.k.mansing3447 3 ай бұрын
ସୁର ଜଣେ ପ୍ରକୃତ ପାଗଳ
@bibekanandamahakul8139
@bibekanandamahakul8139 3 ай бұрын
ସାର ସୁର ଭାଇ ସବୁ କଥା ମିଛ.... ଆମ ଆଡେ ବିନା ପଇସାରେ ବିଜେପି କୁ ଭୋଟ ଦେଇଛନ୍ତି
@MRShark7
@MRShark7 3 ай бұрын
Right 👍
@samirbaa2227
@samirbaa2227 2 ай бұрын
Amo pate jano ku 700-1000 dei thila bjp​@@MRShark7
@MRShark7
@MRShark7 2 ай бұрын
@@samirbaa2227 but ama area re deini
@ChhailbihariSharma-t1x
@ChhailbihariSharma-t1x 2 ай бұрын
Jay Shree Ram
@asutoshacharya1597
@asutoshacharya1597 2 ай бұрын
Tarutar ର ପୁତ୍ର ମୋହ ଯାଉନି
@rjsoy4432
@rjsoy4432 3 ай бұрын
ପାଗଳ ସୁର 😂😂😂
@pradoshranjanmohanty2986
@pradoshranjanmohanty2986 3 ай бұрын
ଦୁଇ ନାରେ ଗୋଡ଼ ଦେଇ ପ୍ରାଣ ହରାଇଲେ ତଳ ପଟ ଦେଇ ସୁର ଭାଇ କିଛି ଦିନ ପାଇଁ ରାଞ୍ଚି ପଳା ନାହି ମୁଣ୍ଡାରେ ଇଞ୍ଜେକସନ ନେଇକି ଆସିବ
@myclass5432
@myclass5432 2 ай бұрын
ସୁର ବୁଢ଼ା ଜଣେ ଜାତୀୟ ସ୍ୱୀକୃତି ପ୍ରାପ୍ତ ପାଗଳ
@viralmediacelebrity
@viralmediacelebrity Ай бұрын
Last dialogue oh beautiful 😅😅😅😅
@manassahu2175
@manassahu2175 2 ай бұрын
ଗଞ୍ଜେଇ ଟିକେ ବେଶି ହେଇ ଯାଇଛି😅
@AkashNayak-dv4yx
@AkashNayak-dv4yx 3 күн бұрын
😂😂😂😂😂
@judhistiraodora2260
@judhistiraodora2260 3 ай бұрын
Sura is a joker.
@diptiranjansahoo6677
@diptiranjansahoo6677 2 ай бұрын
ସୁର ପାଗଳ ହୋଇ ଗଲାଣି
@haraprasadkheti9391
@haraprasadkheti9391 2 ай бұрын
ସୁର ବାବୁ ପାଗଳ ହେଇଗଲା କି ରେ ଉଲଟା କଥା କହୁଚ ବିଜେଡ଼ି ଯେତେ ପଇସା ଦେଇଛି ତାର 100 ରୁ 10 / ପର୍ସେଣ୍ଟ ବି ବିଜେପି ଖର୍ଚ୍ଚ କରିନି ତା ପରେ ବି ବିଜେଡ଼ି ଜିତି ପାରିନି ସୁର ବାବୁ
@pramoddash603
@pramoddash603 3 ай бұрын
Sura Routray is the greatest political comedian of this century
@Ranjan_Mohanty
@Ranjan_Mohanty 3 ай бұрын
ସୁର ବୁଢ଼ା ପାଣ୍ଡୁ ର ଏତେ ଗାଣ୍ଡି ଚାଟିଛି ଯେ ତା ପାଟି ମାଟିଆ ହେଇ ଯାଇଛି l
@jagdishtiria2335
@jagdishtiria2335 2 ай бұрын
ଅସଲି ଚୋର ଟା ଏ ବୁଢ଼ା କଂଗ୍ରେସ କଂଗ୍ରେସ କହି 😅😅😅 ବିଜେଡି ପ୍ରଚାର ରେ ଯାଇଥିଲା ଲଜ୍ୟା
@jagadanandasahu6174
@jagadanandasahu6174 3 ай бұрын
କୁହା ମୁଣ୍ଡା କପିଳା 😮😮
@sibaprasadkhadanga4375
@sibaprasadkhadanga4375 2 ай бұрын
ୟାକୁ ଗୋଡେଇ ଗୋଡେଇ ବାଡେଇବା କଥା ।😮ଶଳା ଏକନମ୍ବର ମିଛୁଆ ,ଚୋର ,ଟାଉଟର ।
@nityanandarout3013
@nityanandarout3013 3 ай бұрын
ସୁର ବାବୁ ଭୁଲ କହୁଛନ୍ତି.
@sonukhansonukhan8387
@sonukhansonukhan8387 2 ай бұрын
Welcome. Mishra. Babu khub. Sunder. Bartha. Kichi. Satha. Kichi. Micha. Ku. Swagat
@sarojsahoo2039
@sarojsahoo2039 2 ай бұрын
ମନୋରଞ୍ଜନ ସାର୍ ଆପଣ ପ୍ରଶ୍ନ ପଚାରୁ ପାରୁନାହାନ୍ତି
@maheswardash9214
@maheswardash9214 2 ай бұрын
ଗାଲୁଆ ଙ୍କ ବାରବାଟୀ ଚାଷ। ଆମ ଏରିଆ ରେ ରାସ୍ତା ର ଅବସ୍ଥା ଏମିତି ଯେ ଯମ ଆସିବ ନାହିଁ।
@nityanandarout3013
@nityanandarout3013 2 ай бұрын
ସୁର ବାବୁ ସତ ପ୍ରତିଶତ ମିଛ କହୁଛି.
@subasnayak1510
@subasnayak1510 3 ай бұрын
ନୂଆ ଚ୍ୟାନେଲ ପାଗଳ ଠାରୁ କିଛି ମାଲ ପକେଇଛ ନହେଲେ ଗୋଟେ ପାଗଳ କୁ ଗୁରୁତ୍ୱ
@giridharipanda6093
@giridharipanda6093 2 ай бұрын
Super michua
@srisaidesignvastu9209
@srisaidesignvastu9209 2 ай бұрын
ତୁମେ ଆମେରିକା ରାଷ୍ଟ୍ରପତି ଭଳି କଥାକହୁଛ ନା କମେଡିୟାନ ଭଳି କଥା କହୁଛ !
@rameshchandrajena9319
@rameshchandrajena9319 2 ай бұрын
ସୁର ବାବୁ ପାଗଳ ହେଇଛନ୍ତି, ସେ ଜଣେ ଦୋଗାଲିଆ ନେତା ଓ ଲୁଟେରା
@bikipanda2127
@bikipanda2127 2 ай бұрын
ଭାଇ ତମକୁ ଆଉକିଏ ମିଲିଲେନି ଲାଷ୍ଟରେ କିଏ ମିଲିଲେନି ପାଗଳ ମିଳିଲା ତାକୁ ଡାକିଲ
@khushirishilifetv9208
@khushirishilifetv9208 2 ай бұрын
ସୁର ତୁ ଦାଦନ ଖଟିବାକୁ ବାହାର କୁ ଯାଉଥିବା ଲୋକ ଆଉ କୋଉଠି ଦେଖୁଚୁ ଓଡ଼ିଶା ଛଡ଼ା
@sakyasingjena8649
@sakyasingjena8649 2 ай бұрын
ଏଇଟା ପୁରା ପାଗଳା ଆଉ ତା ମୁଣ୍ଡ କିଛି କାମ କରୁନି
@srisaidesignvastu9209
@srisaidesignvastu9209 2 ай бұрын
ସୁରଭାଈ ମନେ ମନେ ଦୁଈ ହାତରେ ଲଡୁ ଖାଇ ବାକୁ ଇଛା କରୁଥିଲେ ! ମିଳିଲା କେବଳ ପବନ !
@bikipanda2127
@bikipanda2127 2 ай бұрын
ଓଡ଼ିଶା first ଚୋର ସୁର ବୁଢ଼ା ଖାଲି କହୁଚି ହା ଥୁ
@ErTapas-nz1vw
@ErTapas-nz1vw 2 ай бұрын
ହଁ ଯାଣିଛୁ ଆପଣ ସମସ୍ତ ନିମାପଡ଼ା ର କଂଗ୍ରେସ ଭୋଟ ବିଜେଡି କୁ ସମସ୍ତ ଗଲା କାରଣ ନିମାପଡ଼ା ରେ କଂଗ୍ରେସ ୩୦,୦୦୦ ଭୋଟ କିନ୍ତୁ ମିଳିଲା ୬୮୦୦
@rak1mishra4
@rak1mishra4 3 ай бұрын
Ha ha ha...Kapil Sharma show b fail..dekhi ki pura mind fresh heigala
@SambunathSamal-s5w
@SambunathSamal-s5w 2 ай бұрын
ବବି ଦାସ ଲୋକଙ୍କୁ ଧରିଲେ ଭୁବନେଶ୍ୱର ରେ 5 କୋଟି ରୁ ଊର୍ଦ୍ଧ୍ଵ ଟଙ୍କା ଧରା ପଡ଼ିଥିଲା ବବି ଦାସ କୋଉ ଦଳର
@bikashmohanty3907
@bikashmohanty3907 2 ай бұрын
ସିଦ୍ଧାର୍ଥ ରାଉତରାୟ ଜଣେ ଭଲ ବ୍ୟକ୍ତିତ୍ୱ ମଣିଷ.. ଆପଣ ସୁର ବାବୁ କେବଳ ଗପ କୁହାଳିଆ. ଭାଷା ରେ ସଂଯମତା ନାହିଁ..
@LakshmipriyaSahu-un9rd
@LakshmipriyaSahu-un9rd 2 ай бұрын
କି ଲଜ୍ୟା ରେ ବୁଢ଼ା. ତତେ ଲାଜ ଲାଗୁନି ମିଛ କହୁଛ.ବିଜେଡି ପଶ୍ଚିମ ଓଡ଼ିଶାରେ ପ୍ରତେକ ଲୋକଙ୍କୁ 500 ରୁ 1000 ଦେଇ ଭୋଟ କିଣିଛି. ଆଉ ବିଜେପି ବିନା ପଇସା ରେ ଭୋଟ ଭିକ ମାଗି ଛି. ତେଣୁ ଯେଉଁ ମାନେ ଦରଦ ଭାବି ଭୋଟ ଦେଇଛନ୍ତି. ସେମନେ ବିଜେପି. ଆଉ ଯେଉଁମାନେ ପଇସା ରେ ବିକ୍ରି ହେଲେ ସେମାନେ ବିଜେଡି ଓ କଂଗ୍ରେସ. ଯଦି ମିଛ ତାହା ହେଲେ ଆସି ପଚାର.
@khushirishilifetv9208
@khushirishilifetv9208 2 ай бұрын
ଖାଲି ବସ ଷ୍ଟାଣ୍ଡ ଦେଖିକି ସ୍ବର୍ଗ କୁ ଯିବେ କି
@bhagabanmahapatra6602
@bhagabanmahapatra6602 2 ай бұрын
ମନୋରଞ୍ଜନ ବାବୁ ଆପଣ ଓଡିଶା ର ଜଣେ ଆଗ ଧାଡ଼ିର ସାମ୍ବାଦିକ। ଆପଣଙ୍କୁ ଆଉ କେହି ମିଳିଲେଣି ସୁର ରାଉତ କୁ ଆଣି interview କଲେ । ଛି ଛି ।
@bikrammohanty2453
@bikrammohanty2453 2 ай бұрын
ସବୁ ଇଏ ଜାଣିଛନ୍ତି ଆଉ, ରାଜନୀତି ର ଗୋଟେ ହିସାବୀ ଲୋକ.. ସମସ୍ତ ଙ୍କୁ ଜାଣିଛନ୍ତି ବାବୁ ସୁର..
@sunilrauto5923
@sunilrauto5923 2 ай бұрын
ସୁର ସାନ ପୁଅ 35000 ଭୋଟ ରେ ହାରିଲା ଛି ଥୁ
@ChhailbihariSharma-t1x
@ChhailbihariSharma-t1x 2 ай бұрын
JAY SHREE JAGANNATH
@bipinbiharinayak5973
@bipinbiharinayak5973 3 ай бұрын
Super michhua n jalia Sidharth royal politician well come always
@lalatkumardas1621
@lalatkumardas1621 2 ай бұрын
ବିରାଟ ପାଗଳ😂😂😂
@surendrasahu7839
@surendrasahu7839 2 ай бұрын
ମନୋରଞ୍ଜନ ବାବୁ ଏହା କ ଣ ଗୋଟିଏ ନିଉଜ
@theindcell4758
@theindcell4758 3 ай бұрын
ବିନା ଟଙ୍କା ରେ Aparajita ଜିତିଛନ୍ତି
@SKUMARELECTRONIC
@SKUMARELECTRONIC 2 ай бұрын
ଏବେ ସୁରବୁଢା ନାମ ନେ
@JayJagannath0307
@JayJagannath0307 3 ай бұрын
Jay Jagannath 🙏
@prakashchandradash7570
@prakashchandradash7570 2 ай бұрын
Narendra Modi BBSR ନିର୍ବାଚନ ମଣ୍ଡଳୀ ପାଇଁ ଥରେ ଆସିଥିଲେ...ଏ କଥା ବରିଷ୍ଟ ସାମ୍ବାଦିକ ଜାଣିପାରିନାହାନ୍ତି ! ସୁର ବାବୁ ସିନା ହିସାବ ପାଇଲେନି.... Manoranjan babu ଙ୍କର ବି ହିସାବ ଭୁଲ 🙄
@srikantsahoo6563
@srikantsahoo6563 2 ай бұрын
ସୁର ଭାଇ କଣ bjp ରେ ଲିଙ୍କ ଅଛି।କଂଗ୍ରେସ ରେ ରହି bjd ରେ ଲିଙ୍କ।bjd ରେ ରହି bjp ରେ ଲିଙ୍କ bjp ରେ ରହି କଂଗ୍ରେସ ରେ ଲିଙ୍କ।ବିରଳ ରାଜନେତା।
@tanmaygiri399
@tanmaygiri399 2 ай бұрын
ସୁର ବାବୁ ତମ ଏରା ଗଲା 😂
@anubhavmahapatra7880
@anubhavmahapatra7880 22 күн бұрын
Straight forward loka ❤
@jullysamal6626
@jullysamal6626 3 ай бұрын
ଠିକ୍ କହୁଛନ୍ତି ମଉସା
@NirakarBiswal-zg4tn
@NirakarBiswal-zg4tn 3 ай бұрын
ସୁର ଯେତେବେଳେ ଅବକାରୀ ମନ୍ତ୍ରୀ ଥିଲା ସବୁ ପୋଛି ଦେଇଛି ।ଅବିକା ବସି ଗପୁଛି ।
@samabaral3524
@samabaral3524 2 ай бұрын
ସୁର, ଦିପଟେ ଧାର
@sudamsamal9534
@sudamsamal9534 3 ай бұрын
ଶଳା ପାଗଳ ବୁଢା
@prasantakumarsethypapuni8938
@prasantakumarsethypapuni8938 2 ай бұрын
ଚାରିଥର ହଉ କି ଚାଳିଶି ଥର ହେଉ ତୁମର କାହିଁ ଫାଟିଲା ???
@umakantacharya4703
@umakantacharya4703 3 ай бұрын
ତୁମକୁ ଆଉ କେହି ଲୋକ ମିଳୁନାହାନ୍ତି କି।।।ପାଗଳ ଲୋକ ଟା।।
@baliabhai9406
@baliabhai9406 2 ай бұрын
ସମ୍ପୂର୍ଣ ମିଛ ସୁର ପାଗଳ , ମୋଦି କି ଟଙ୍କା ବାଣ୍ଟିବା କଥା କହୁଚି
@LuludhalAnildhal
@LuludhalAnildhal 3 ай бұрын
ବେହିଆ ପ୍ରଶ୍ନ କୁ ---ଉତ୍ତର
@laxmannayak6804
@laxmannayak6804 4 күн бұрын
Sura Bhai jindabad
@bipracharanjena2736
@bipracharanjena2736 3 ай бұрын
ସୁରବବିଙ୍କର ପୁତ୍ରମୋହ ପାଇଁ ନିଜର ଯେଉଁ କଂଗ୍ରେସ ଦଳରେ ନିଜର ସ୍ୱାଭିମାନ ହରେଇଲା
@sadanandmohanty3537
@sadanandmohanty3537 3 ай бұрын
Jay sriram Jay jagannath Jay Mohan Bhai sarkar Jay Odia 🙏🙏🙏🙏🙏🙏🙏🙏🙏
@rabindrapradhan6946
@rabindrapradhan6946 Ай бұрын
Good talking with sura babu
@BijayalaxmiMoharana-tj9cv
@BijayalaxmiMoharana-tj9cv 3 ай бұрын
Very good
@aloksatpathy1680
@aloksatpathy1680 3 ай бұрын
Sura Tautor no. 1
@biswajitparida6753
@biswajitparida6753 2 ай бұрын
ସୁର ବାବୁ ଙ୍କ ମତିଭ୍ରମ ହେଲାଣି
@ratikantabehera8987
@ratikantabehera8987 3 ай бұрын
ଏ ଲୋକ ବହୁତ ଥର କହେ ମୋ ପୁଅ ମୋ କଥା ରେ ଯିବ
@Hariyanahiro6523
@Hariyanahiro6523 2 ай бұрын
ସବୁ ଅର୍ଚନା ନାଗ ପାଇଁ 😂
@subratgaria6589
@subratgaria6589 3 ай бұрын
Vk pandian visionary person
@ashokkumarsahoo7498
@ashokkumarsahoo7498 3 ай бұрын
BJD tanka paini nunhae Rangashala paini harila.
@sameerdas529
@sameerdas529 2 ай бұрын
ପୁରା ପାଗଳୀ ହେଇଯାଇଛି
@theindcell4758
@theindcell4758 3 ай бұрын
Jaydev re Sura babu nka pua ପାଇଁ ଚନ୍ଦନ ପାତ୍ର ପ୍ରତି ମହିଳା ମଣ୍ଡଳ କୁ ₹4000 ବାଣ୍ଟି ଛନ୍ତି
@KhuSus536
@KhuSus536 2 ай бұрын
😂ame bi paichu 4000. But vote deichu BJP Aparajita madam nku 😂😂
@DurgaPrasad-tj3wv
@DurgaPrasad-tj3wv 16 күн бұрын
Sura ❤🎉
@subhadarsinimohanty6275
@subhadarsinimohanty6275 3 ай бұрын
Kete michha
@AnnoyedBabyPenguin-fc7lx
@AnnoyedBabyPenguin-fc7lx 3 ай бұрын
ସୁର ର ସ୍ତ୍ରି କୁ ଜାନକି ବଲଭ ପଟନାୟେକ ରଖି ଥିଲା
@ଛୋଟମୋରଗାଁଟି
@ଛୋଟମୋରଗାଁଟି 2 ай бұрын
Right
@jullysamal6626
@jullysamal6626 3 ай бұрын
ଭଲ ମଉସା
@amulyajena1475
@amulyajena1475 Ай бұрын
ଏଥର ବାପ ବିଜେପି ସାନ ପୁଅ ବିଜେଡି ବଡ ପୁଅ କଂଗ୍ରେସ ସବୁ ଲୁଟି ନବ
@chittaranjanbarik122
@chittaranjanbarik122 2 ай бұрын
ସୁର ବେତାଳିଆ ତାଳ ମେଳ ଠିକ ରହୁନାହିଁ
@iswarmallik6562
@iswarmallik6562 2 ай бұрын
ସୁର ଭାଇ ନା ବିଜେଡି ନା କଂଗ୍ରେସ 😂😂😂😂
@ramakantanayak2184
@ramakantanayak2184 14 күн бұрын
Athi re ଯାହାକୁ ପାଗଳ କହୁଚ ସେ ଦିନେ ତମ ବୋପର ବାପା ଥିଲା ଆଉ ମନେ ରଖ ବାଘ ବୁଢ଼ା ହେଲେ ମଧ୍ୟ ସେ ଘାସ ଖାଇବନି ଯେତେ କହିଲେ ମଧ୍ୟ ସୁର ରାଉତରାୟ ଙ୍କ ପରି କେହି ହେଇ ପାରିବନି
@shantanukumar7502
@shantanukumar7502 2 ай бұрын
ତମ ପରିବାର ଟା ଦିନେ ରାଜନୀତି ପାଇଁ ଭାଗିବ
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 13 МЛН
Как мы играем в игры 😂
00:20
МЯТНАЯ ФАНТА
Рет қаралды 3,3 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 257 М.
Bhikari Bal || Jagannath Bhajan
38:49
bhikari bal official
Рет қаралды 4,6 МЛН
Nabin Nka Charcha With Khurdha MLA Prashant Jagdev
42:39
Nirbhay
Рет қаралды 104 М.
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 13 МЛН