Рет қаралды 379
ବହୁତ ବଡ ଫୁଲ ବଗିଚା
ମୁ ଫୁଲ ବଗିଚା ବହୁତ ଦେଖିଚି
ଆପଣ ମାନେ ବି ବହୁତ ଦେଖିଛନ୍ତି
କିନ୍ତୁ ନିଜ ଘର ଛାତ ଉପରେ ଏତେ
ବଡ ଫୁଲ ବଗିଚା ମୁ ପ୍ରଥମ ଥର ଦେଖୁଛି
ଆପଣ ମାନେ ବି ଦେଖନ୍ତୁ କାଉ ପାର୍କ ଠୁ ବି କମ ନୁହେଁ
emiti mo channel ku like,share,& subscribe karantu mu apana nku
nua nua video vetidebi
#newvideo #fullabagicha #garden #bbsr #newsupdate