... ତାଙ୍କୁ ଦୋଷ ଦେଲେ ନାଟ୍ୟକାର|| BADAKHABAR TV

  Рет қаралды 14,684

BADA KHABAR TV

BADA KHABAR TV

Күн бұрын

... ତାଙ୍କୁ ଦୋଷ ଦେଲେ ନାଟ୍ୟକାର
#jagnnath #jatra #actor #viralvideo #jollywood #odishapolitics #latestnews #badakhabartv #Odishanews #odianews #odishakhabar #badakhabartv #explore #explprepage
ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

Пікірлер: 119
@MrPk-t8j
@MrPk-t8j 12 сағат бұрын
ଜଗରନାଥ ଙ୍କୁ ନେଇ ରାମ ନୀଳା କରୁଛ.. ତୁମେ ସବୁ ଝାଟୁଆ ଦଳ ଯାତ୍ରା ଵାଲା
@Kumar-v2o5s
@Kumar-v2o5s 10 сағат бұрын
🙏 ଧର୍ମ ନା ରେ ରାଜନୀତି ନହେଲେ ଓଡିଶା ଭିତର କୁ ବାହାରୁ ଆସି କତେ କଣ ସେତେବେଳେ ଏମାନେ କଣ ଆଉ କୋଉଠି 🙊ଏଠି ବୁଝିବା ଆଉ ବୁଝେଇ ବା କଷ୍ଟ, ସତ କହିଲେ ଛାତି ଫାଟେ, ଏଇଟା ଗୋଟେ ଚକ୍ରାନ୍ତ କଳାକାର ଓ ପାର୍ଟି କୁ ବଦନାମ କରିବାକୁ ଏଠି ଜିଏ ବିରୋଧ କରୁଛନ୍ତି ସେ ଦିନ ୯ଟା ରେ ଉଠନ୍ତି ରବିବାର ହେଲେ ପଠାଣ ଙ୍କ ମାଉଁଶ ଦୋକାନରେ ଲାଇନ ଲାଗନ୍ତି 🙊🚩🚩🚩🚩🚩
@Subratkumar-c8e
@Subratkumar-c8e 20 сағат бұрын
ଦୀପକ ବାବୁ ଆପଣ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ଦୃଶ୍ୟକୁ ନେଇ ନାଟକ ଲେଖନ୍ତୁ। ନାଟକ ବା ଯାତ୍ରା ମାଧ୍ୟମରେ ସମାଜ ସଂସ୍କାର କରାଯାଏ। ବାଟରେ ଝାଡ଼ା ଫେରି ନାଁ ରଖିବା ନାହିଁ।ଅନନ୍ତ ଓଝା ଙ୍କୁ ମନେପକାଅ।
@dutianayak-vu8ty
@dutianayak-vu8ty 12 сағат бұрын
ଭାଇ, ନାଟ୍ୟକାର ଅନନ୍ତ ଓଝାଙ୍କୁ ସହେ ଶଲାମ🙏 ତାଂକର ନାଟକ ଅତି ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 👈ଜୟ ଜଗନ୍ନାଥ 🙏🙏🙏
@arunamohanty2986
@arunamohanty2986 10 сағат бұрын
Se kanha ku mada darkar se nijaku kan bhabuchhi jete bhasan maruchhi se kanhara overacting mate Tara actingjama bhala lagena
@odishatourist523
@odishatourist523 2 сағат бұрын
Ananta ojha is no 1 natyakara Deepak jena screept bhulu lekhichanti..... Jane villian bhakta ku torcher kariparithanta...villian dialogue mariparithanta....screept bhulu acchi
@rajakishoredalai5517
@rajakishoredalai5517 2 сағат бұрын
କାହ୍ନା ହଉଚି ଅଂହକାରୀ କଳାକାର ତାକୁ ଜଲଦି ଯାତ୍ରାରୁ ସବୁଦିନ ପାଇଁ ବାହାର କରାଯାଉ, ଜୟ ଜଗନ୍ନାଥ 🙏🙏🙏
@onlyforyou4872
@onlyforyou4872 7 сағат бұрын
ଲେଖକ ଙ୍କୁ ପଠେଇବା ବାଂଲାଦେଶ,, ସେଠାରେ ଘଟିଥିବା ଘଟଣା କୁ ଆଖିରେ ଦେଖିକି ଆସି ନାଟକ ଲେଖିବ..
@kumarbhaipranks4827
@kumarbhaipranks4827 18 сағат бұрын
ପ୍ରଭୁ ଜଗନ୍ନାଥ ଙ୍କୁ ଛାଡି ଆଉ କଣ କିଛି ନାଟକ ଲେଖି ପାରୁନ ??? ସମୟ କୁ ଅପେକ୍ଷା କର ଜଗା କାହାକୁ ଛାଡିବିନି,, ତମେ ନାଟକକୁ ହାଇଲାଇଟ୍ କରିବ ବୋଲି ଆମ ଆରାଧ୍ୟ ଦେବତାଙ୍କୁ ବଳି ପକେଇଦେବ,, ନନସେନ୍ସ ରାଇଟର,,ଡାଇରେକ୍ଟର,, ଏକ୍ଟର,, ସବୁ ଦଣ୍ଡ ପାଇବ ସମୟକୁ ଅପେକ୍ଷା କର,, ଜୟ ଜଗନ୍ନାଥ 🙏
@daspapiraj2520
@daspapiraj2520 10 сағат бұрын
ଭାଇ ଜଣେ କଳାକାର ଯାତ୍ରା ମଞ୍ଚ ଉପରକୁ ଯିବା ଅଘରୁ ଯାତ୍ରା ମଞ୍ଚ କୁ ମୁଣ୍ଡିଆ ମାରନ୍ତି କାରଣ ସେ ତାଙ୍କ ପାଇଁ ମନ୍ଦିର ,ଗୋଟେ ମୁସଲମାନ ମୁହଁରୁ ଜୟ ଜଗନ୍ନାଥ କହିବାର ଥିଲା ଜାଗା କାଳିଆ ଏମିତି କରିଲେ ସେ ମୁସଲମାନ ବି ଜାଗା କାଳିଆର ନାମ ଜପୁଥିଲl ସେକଥା ତ କୁହା ସମାଜରେ ଯାହା ଘଟୁଛି କଳାକାର ମାନେ ସମାଜକୁ ଅଭିନୟ କରି ସମାଜକୁ ଦେଖାଉଛନ୍ତି
@ChandanBehera-vl2gt
@ChandanBehera-vl2gt 13 сағат бұрын
ଦିପକ ବାବୁ ତମେ ଆମ ସାମ୍ନା କୁ ଆସ ତମ ଯାତ୍ରା ନାଟକ ସବୁ ଛଡେଇ ଦେବୁ
@Swadhingamer3434
@Swadhingamer3434 11 сағат бұрын
ତୁମେ କଣ ଠିକା ନେଇଛ।
@daspapiraj2520
@daspapiraj2520 10 сағат бұрын
କଣ ଛଡେଇଦାବୁ ତୁ ଛଡେଇ ଦବୁ ତୁ ଯଦି ଜଗନ୍ନାଥଙ୍କୁ ଏତେ ଭଲ ପାଉଛି ତା ହେଲେ ପ୍ରଥମେ ଯାତ୍ରା ଦେଖେ ଯାତ୍ରା ରେ କାହାଣୀ କଣ ଅଛି ଆଉ ତୁ ଜଗନ୍ନାଥ ଧୂପ ଉପରେ ଫଟୋ ଅଛି ଧୂପ ସରିଗଲେ ସେହି କଭର ଅଳିଆ ଗଦାରେ ନହେଲେ ରାସ୍ତାରେ ଫୋପାଡି ଦିଅନ୍ତି ଆଉ ତୋ ପରି କିଛି ଲୋକ ତାକୁ ପଦରେ ଦଳିଦିଆନ୍ତି ଆମ ମନରେ ଜଗନ୍ନାଥଙ୍କ ପାଇଁ ଯାହା ଭଲ ପାଇବା ଅଛି ତୁ ଜାଣିବୁନି
@Jeetjazz52
@Jeetjazz52 9 сағат бұрын
Khub sundar abhinaya
@miramohanty1939
@miramohanty1939 11 сағат бұрын
ଏକ ଅଧ୍ୟାପକ ପରି ପବିତ୍ର ପେସାରେ ରହି ପେସା ପ୍ରତି ଅବହେଳା କରି ବର୍ଷକୁ 13/14ଖଣ୍ଡ ନାଟକ ଲେଖିବା କେତେ ଦୂର ଠିକ କେତେ ଜଣ ଛାତ୍ର ଛାତ୍ରୀ ଙ୍କୁ ନାଟ୍ୟକାର ବନେଇ ଛନ୍ତି
@dillipkumarsahoo1133
@dillipkumarsahoo1133 19 сағат бұрын
ସବୁ ଠିକ୍ ଥିଲା 👍 କିନ୍ତୁ ପରେ କଳାକାର ର ନିଜସ୍ୱ ସିନ୍ ପରିବର୍ତ୍ତନ ପାଇଁ ଏ ସବୁ କିଳା ଘଟିଛି 😭😭🤪😂🤣 ଏହା ଓଁଲି କଳାକାର ର ଗର୍ବ ଅହଙ୍କାର କୁ ବୁଝାଉଛି, ମେନ୍ ଥିମ୍ ରୁ ବାହାରି ଯାଇ ଛନ୍ତି ସେ 😭😭👎🤪😂🤣
@ganeshkumarsethy6638
@ganeshkumarsethy6638 21 сағат бұрын
Deepak jena babu jagannath ku neiki nataka kara nahi
@sudampattanaik6330
@sudampattanaik6330 45 минут бұрын
କ୍ଷୀର ଉତୁରିଲେ ଚୁଲୁକି, ମଣିଷ ଉତୁରିଲେ ... ବେଦରଦୀ ଶବ୍ଦ ଟିକୁ କୋଉଠି ପାଇଲୁରେ ହାରାମି 🤔
@smrutiranjandhal2131
@smrutiranjandhal2131 12 сағат бұрын
ସେ ---- କଥା କୁହନି ଏଠି ଜଗନ୍ନାଥ ଙ୍କୁ ଏମିତି କଣ ପାଇଁ କଲେ ସେ ଭୁଲ୍ ମାଗ ନ ହେଲେ ଆଗାମୀ ଦିନରେ ଓଡ଼ିଶା ରେ ଆନ୍ଦୋଳନ ହବ 🤬🤬😡😡😡
@daspapiraj2520
@daspapiraj2520 10 сағат бұрын
କଣ ଆନ୍ଦୋଳନ କରିବ ଯେଉଁଠି ଦୂପ କାଠି କଭରରେ ଜଗନ୍ନାଥଙ୍କ ଫୋଟ ଦେଉଛନ୍ତି ଧୂପ କାଠି ସରିଲା ପରେ ତା କଭରରୁ ଜଗନ୍ନାଥଙ୍କ ଫଟୋ କାଟି ଘରେ ପୂଜା କରୁଛନ୍ତି? ନାହିଁ ତାକୁ ଅଳିଆ ଗଦାରେ ଫୋପାଡି ଦିଅନ୍ତି କାହିଁ ସେ କଥାରେ କିଛି ଆନ୍ଦୋଳନ କରି ପରୁନ ସମାଜରେ ଘଟୁଥିବା କାହାଣୀକୁ ଜଣେ ଲେଖକ ଯାତ୍ରା ଅଭିନୟ ମାଧ୍ୟମରେ ସମାଜକୁ ଦେଖାଉଛନ୍ତି
@jitendradehury9848
@jitendradehury9848 20 сағат бұрын
ଶଳା କୁ ମାଡ଼ ଦରକାର..
@daspapiraj2520
@daspapiraj2520 10 сағат бұрын
ତୁ କିଏ ମାଡ଼ ଦବୁ ତୁ କଣ ଭଲଟା ଶାଲା କେଶିକୋ ବୋଲାରେ
@nareshpanda4418
@nareshpanda4418 13 сағат бұрын
ଏ ନାଟ୍ୟକାର ର ଚନ୍ଦ୍ର ବଦନ ଟିକେ ଦେଖେଇ ଥିଲେ ଭଲ ହୋଇଥାନ୍ତା l
@MaheswarKar-z8g
@MaheswarKar-z8g 9 сағат бұрын
ନାଟ୍ୟକାର ସାର, ଆପଣ କହିଲେ ବ୍ରାହ୍ମଣ ଘରେ ଛଦ୍ମ ବେଶରେ ବ୍ରାହ୍ମଣ ରୂପେ ରହିଥିଲେ କିନ୍ତୁ ତାଙ୍କର ବେଶ ପୋଷାକରେ ଧୋତି, ଗାମୁଛା ଓ ଥିଲା, ଆପଣ ଥରେ ଦେଖି କୁହନ୍ତୁ ତ କଳାକାରଙ୍କ ମୁହଁର ଦାଢ଼ି, ମୁଣ୍ଡର ବାଳ ବ୍ରାହ୍ମଣର ମୁଖ ମଣ୍ଡଳ ପରି ଲାଗୁଚି କି?
@ramachandrabehera6795
@ramachandrabehera6795 10 сағат бұрын
ହଇରେ ଶଳା ଦୀପକ ଜେନା ଜଗନ୍ନାଥ ଙ୍କୁ ମୁଣ୍ଡରେ ମୁଣ୍ଡେଇ ନିଅ ପିଠି ଉପରେ ନୁହେଁ
@ullasakumarmuduli6074
@ullasakumarmuduli6074 11 сағат бұрын
ଏହା ଏକ ନାଟକ, ଅଭିନୟ କରିବା ଅଭିନେତା ର କାମ। ବାସ୍ତବ ଜୀବନରେ ଏପରି ହୁଏ ନାହିଁ
@Bhismachandansamantaray
@Bhismachandansamantaray 10 сағат бұрын
Mu Jane coment ku dekhe kahuche jadi eta nataka tuma maa bhauniku neaiki ta abhe Naya karuna haram khur mana
@kishoremohanty2414
@kishoremohanty2414 57 минут бұрын
Writer ବୁଝିବା କଥା, ତାହା ହେବା ଉଚିତ ନୁହେଁ, ନା ଟକଟି ପିଲାଳିଆ ଭାବରେ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ, ଏମିତି କାହିଁକି କଲେ, ଏମିତି ନାଟକ ଗ୍ରହଣ କରିବେ ନାହିଁ, ଜଗନ୍ନାଥ ପ୍ରେମୀ ଙ୍କୁ ବିଭ୍ରାନ୍ତ କରିବ, ଯାହା କଥା ତାହା ଲେଖିବା ଉଚିତ୍ ନୁହେଁ, ନୀଳ ଶୈଳ କଣ ଏମିତି ଲେଖ କଣ ରହିଛି, ଜଗନ୍ନାଥ ଙ୍କୁ ନେଇ ଏମିତି action ହେବା ଉଚିତ୍, ଏମିତି ନାଟକ ରଚନା କରିବା ଉଚିତ୍, ବାଂଲା ଦେଶୀ ଙ୍କୁ ଆଣିବା ଉଚିତ୍ ନୁହେଁ, ୨୦୦୦ଲୋକ ବା ଦର୍ଶକ ସମାନ ସମସ୍ତେ ସମାନ, ସେଇ ଚରିତ୍ର ସେବି ମଣିଷ ନା, ସେ ବୁଝୁନାହାନ୍ତି ଜଗନ୍ନାଥ କଣ? ନିର୍ଦ୍ଦେଶକ, ଲେଖକ, ଓକାଳକର ଏହାର ପ୍ରଦର୍ଶନ ପୂର୍ବରୁ ଗବେଷଣା, ତର୍ଜମା କରିବା ଉଚିତ୍,irrivalance ଜିନିଷ ହଟାଇବା ଦରକାର, ଏବିଷୟରେ ବୁଦ୍ଧିଜୀବୀ ପଣ୍ଡିତ ଙ୍କ ସହ ପରାମର୍ଶ କରିବା ଉଚିତ୍ ଥିଲା
@Kumar-v2o5s
@Kumar-v2o5s 10 сағат бұрын
🙏 ଅନ୍ଧ ଦେଶେ ଗଲି ଦର୍ପଣ ବିକି, ଦୀପକ ଭାଇ ଏଠି ହାତୀ ଗଳିଯିବ ଲାଞ୍ଜ ଅଟକିବ,, କେବଳ ନିଜ ନିଜ ଭିତରେ ଚକ୍ରାନ୍ତ, 🙊🚩🚩🙊
@Swadhingamer3434
@Swadhingamer3434 11 сағат бұрын
ଯୀଶୁଙ୍କୁ ନେଇ ବହୁତ ଚିତ୍ର ହୋଇଛି। ଏଇଟା କଣ ଭୁଲ ଅଛି।ବାଂଲାଦେଶରେ ଜଗନ୍ନାଥ ମୂର୍ତ୍ତିଙ୍କୁ ପୋଡ଼ା ହେଲାବେଳେ କୁଆଡେଥିଲ? ପହଣ୍ଡି ବିଜେ ଜଗନ୍ନାଥଙ୍କୁ କେତେ ଟଣାଓଟରା କରାଯାଉଛି, ତାହାକୁ ବନ୍ଦ କରିବାପାଇଁ ଦାବି ହେଉ।
@deepakdas3814
@deepakdas3814 2 сағат бұрын
Very good actor and writer
@daspapiraj2520
@daspapiraj2520 12 сағат бұрын
ପ୍ରଥମେ ନାଟକ ଦେଖନ୍ତୁ ତା ପରେ କହିବେ ନାଟକ କଣ ହେଇଚି l ନାଟକର କାହାଣୀ ହିସାବରେ ଅଭିନୟ କରା ହେଇଚି ଏଥିରେ ଲେଖକର କିଛି ଭୁଲ ନାହିଁ କାରଣ ସେଥିରେ ସେ ଜଣେ ମୁସଲମାନ ଚରିତ୍ରରେ ଅଭିନୟ କରିଛନ୍ତି ତାଙ୍କର ସେଇଟା ଅଭିନୟ ଥିଲା ସେ କଣ ଜଗନ୍ନାଥଙ୍କୁ ପୂଜା କରୁନାହାନ୍ତି କରୁଛନ୍ତି , ଯେଉଁମାନେ ବିରୋଧ କରୁଛ ଆସନ୍ତୁ ଦେଖିବେ ଜଗନ୍ନାଥ ଧୂପ କାଠିରେ କଭର ଉପରେ ଜଗନ୍ନାଥଙ୍କ ଫୋଟ ଲାଗୁଚି ଧୂପ କାଠି ସରିଲା ପରେ ରାସ୍ତା କଡ଼ରେ ଫୋପାଡି ଦିଅନ୍ତି ତାକୁ ଲୋକ ଗୋଡ଼ରେ ଚକୁଡ଼ି ଯାଆନ୍ତି ଆଶ ସବୁ ଏକ ହେବା ସବୁ ଅନ୍ୟାୟ କୁ ବିରୋଧ କରିବ ଯେଉଁଥିରେ ଜଗନ୍ନାଥଙ୍କ ଫୋଟ ଥିବା ତାକୁ ବିରୋଧ କରିବ ।ଆଉ ଯାତ୍ରା କଥା ଅଭିନୟ ସେଇଟା
@daspapiraj2520
@daspapiraj2520 11 сағат бұрын
କୋଣାର୍କର ନାଟକ ଦେଖନ୍ତୁ ସେହି ଗୋଟେ ଭୁଲ ପାଇଁ କେମିତି ହେଇଚି ଲେଖକ କେବଳ ସମାଜରେ ଯାହା ଘଟେ ତାହା ନାଟକ ମାଧ୍ୟମରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତି l ଯେଉଁମାନେ ଜଗନ୍ନାଥଙ୍କୁ ଭଲ ପାଆନ୍ତି ସେମାନେ କହିପାରିବ ଯେଉଁଠି ଜଗନ୍ନାଥ ଦୂପକାଠି ଉପରେ ଜେଉ ଜଗନ୍ନାଥଙ୍କ ଫୋଟ ଅଛି ତାଉପରେ ଆନ୍ଦୋଳନ କରିବାକୁ ଅଛି କାହାର ସାହସ ଆଶ ଆନ୍ଦୋଳନ କରିବା ଯାତ୍ରା ଅଭିନୟ ଯାହା ଆମକୁ ସମାଜରେ ଘଟୁଥିବା ଅନ୍ୟାୟ କୁ ଦେଖାନ୍ତି
@dibyaranjanmohapatra8113
@dibyaranjanmohapatra8113 17 сағат бұрын
Kalapahada Jagannath nku touch kariparinathlia Pradeep babu... Wrong scene kan pain pureile?
@RedhuaToka-m2f
@RedhuaToka-m2f 10 сағат бұрын
ଲେଖକ ଦୀପକ ଜେନାଙ୍କୁ ଆରେଷ୍ଟ କରାଯାଉ। ଲୋକ ପ୍ରିୟ ହେବା ପାଇଁ ସାମ୍ପ୍ରଦାୟିକତା ହିଂସା ସୃଷ୍ଟି କରୁଛି। କଲେଜରେ ଚାକିରୀ କରିଛି ପିଲାଙ୍କୁ ପାଠ ନପଢ଼େଇ ନାଟକ ଲେଖୁଛି. ଯାତ୍ରା ପାର୍ଟିରେ ବୁଲୁଚି ଏବଂ ଟଙ୍କା ରୋଜଗାର କରୁଛି। ଏହାର ତଦନ୍ତ କରାଯାଉ
@daspapiraj2520
@daspapiraj2520 8 сағат бұрын
Tame kemiti janila se ପିଲାଙ୍କୁ ପାଠ padhau nahanti jatra dekhichaki tame kahucha jatra dekha ta pare kahiba
@chandanmallick2702
@chandanmallick2702 10 сағат бұрын
Jatra party total band Kari dia
@sudampattanaik6330
@sudampattanaik6330 49 минут бұрын
ବ୍ରାହ୍ମଣ ରୂପରେ ଅଛି,କଣ ବ୍ରାହ୍ମଣ ତମକୁ ଶସ୍ତା ପାଇଛ🤔 ଟଙ୍କା ରୋଜଗାର ପାଇଁ ତମେ ହାରାମି ମାନେ ଯେ କୌଣସି ସ୍ତରକୁ ଓହ୍ଲାଇ ପାରିବ, କେବଳ ମାଡ଼ ର ହିଁ ଅଭାବ ରେ ମୋଟବୁଦ୍ଧିଆ ମାନେ.. ତମର dna ରେ ଗଡବଦ ଅଛିରେ,ପାଣିରେ ସର ପକାଇ ହାରାମି କଥାବାର୍ତ୍ତା କରୁଛୁ..
@deepakdas3814
@deepakdas3814 2 сағат бұрын
Bohut bhala lekha achi
@abhirampanda6287
@abhirampanda6287 Сағат бұрын
ତୁ ଶଳା ଗୋଟେ ମୂର୍ଖ ଲେଖକ। ତୋର ବିବେକ-ବୁଦ୍ଧି ନାହିଁ କି ହିତାହିତ ଜ୍ଞାନ ବି ନାହିଁ।
@Alokkumarshortvideo9583
@Alokkumarshortvideo9583 10 сағат бұрын
ତମେ ଶଳା ଆଜି ଚୋରି କଲ କାଲି କହିବ ବଙ୍ଗଦେଶ ଗୋଇଠା ମାରିବ ତମେ କଣ ସେଇଆ କରିବ
@shrikantaraut2616
@shrikantaraut2616 7 сағат бұрын
ମା ଘିଆ ମାନଙ୍କୁ ମାଡ ଦରକାର । ଏମିତୀ ନାଟକ ଲେଖିବା କନ ଠିକ
@MylifeTapan
@MylifeTapan 19 сағат бұрын
Good actor 🎉🎉..
@bibhuprasadcreation2512
@bibhuprasadcreation2512 20 сағат бұрын
Chora sala ku arrest kara,,,,a bala jatra ra sabu staff nku arrest କରାଯାଉ,,,କଲି FIR heba a sala samastanka name re,,,Malika ku arrest karajau,,,a sabu tautar 😮😮😮
@user-hv6md8qx8w
@user-hv6md8qx8w 10 сағат бұрын
ତମେ ମୋ ବାଳ ନାଟକ କରୁଛ,ୟାକୁ ତୁରନ୍ତ ବନ୍ଦ୍ କର 😊😊😊
@daspapiraj2520
@daspapiraj2520 10 сағат бұрын
ତୁ ଶଳା ପଠାଣ ପାଖରୁ ଅଣିକି ଛିକେନ୍ ଆଣିକି ଖାଉନୁ ତୁ ଶଳା ନାଟକ ବିଷୟରେ କଣ ଜାଣିଚୁ
@HariharJena-z6u
@HariharJena-z6u 8 сағат бұрын
ଦୀପକ ବାବୁ ,ତୁମ ସମୟ ସରି ଗଲା,ତୁମେ ଭିକ ମାଗି ବ
@Sahoo.odia.vlog.
@Sahoo.odia.vlog. 10 сағат бұрын
ବହି ଲେଖକ ର ସବୁ ଦୋଷ
@Reenabehera0
@Reenabehera0 2 сағат бұрын
Natak har ghadi natak hota hai natak mein real story aana nahin chahie
@samarranjandasp4406
@samarranjandasp4406 19 сағат бұрын
Se jagatara nath jagganath, tanku nei natak lekhiba kan nihati darkar, are bhala natak lekha,
@onlyforyou4872
@onlyforyou4872 7 сағат бұрын
ଆପଣ ବୁଝେଇଲେ କଣ ଲୋକ ବୁଝି ଯିବେ
@uttambehera-sh4dq
@uttambehera-sh4dq 20 сағат бұрын
Dipak sir, amiti natak lekhiba bandakaridia.
@Reenabehera0
@Reenabehera0 2 сағат бұрын
Sir sabu thik achhi kintu kala pahada Bangladesh katha esabu real story sir apana jananti natak sabubele natak real story natak mein nahin a Sakta isiliye aap Jo bol rahe hain natak mein vah hoga nahin
@Reenabehera0
@Reenabehera0 2 сағат бұрын
Kanha ne bahut bada udghatan Kiya hai Kanha pisacha pasu mahisasur loka palati gala
@gourishankarroy1980
@gourishankarroy1980 18 сағат бұрын
Same to u dipak babu U are fortunate it is odissa So u can say like this after doing such crime Can any writter of Pakistan and Bangladesh write any lines against Mohammad What is necessity of such scene which affects the sentiment of cores of people
@gourishankarroy1980
@gourishankarroy1980 18 сағат бұрын
Be pin pointed and say why this type of scene is created where lord Jagannath is behaved like this and hurts the sentiment of many
@gourishankarroy1980
@gourishankarroy1980 18 сағат бұрын
All should be arrested
@VikasBarik-pb8ln
@VikasBarik-pb8ln 7 сағат бұрын
Jaggnatha swami ku ame bhaut vhala pau plz ama vhagabana Amit kara nhai😢😢😢🙏🙏🙏🙏
@ganeshkumarsethy6638
@ganeshkumarsethy6638 21 сағат бұрын
Emiti nataka lekhiba thick nuhe
@MoMatiraKathaOdiaVlog
@MoMatiraKathaOdiaVlog 20 сағат бұрын
ଏ ନାଟ୍ଯକାର ପାଗଳ
@MoMatiraKathaOdiaVlog
@MoMatiraKathaOdiaVlog 20 сағат бұрын
ଇତିହାସରେ ତୋ ନା ରହିବ ଖଚଡ ନାଟ୍ଯକାର
@MoMatiraKathaOdiaVlog
@MoMatiraKathaOdiaVlog 20 сағат бұрын
ଆରେ ପାଗଳ ନାଟ୍ଯକାର ତୁ ଦେଖିଥିଲୁ କୋଉ ରୋହିଙ୍ଗ୍ଯା ମୁସଲମାନ ଜଗନ୍ନାଥକୁ ଏମିତି ଟେକିକି କାନ୍ଧରେ ପକେଇ ନେଉଥିଲା ????
@PrasantkumarDash
@PrasantkumarDash 20 сағат бұрын
Ete bujhani bhul mage
@sachidanandaswain5590
@sachidanandaswain5590 10 сағат бұрын
Time is very bad
@odishatourist523
@odishatourist523 2 сағат бұрын
Deepak jena...screept change kara
@GyanendraBiswal-co8ys
@GyanendraBiswal-co8ys 7 сағат бұрын
Samprukta kalakar ki nsatyakar kichhi bhul karichhanti boli bhabu nahanti,jaha Prabhu bichara karibe,Jay Jagannath,
@RajashreeMohanty-c3l
@RajashreeMohanty-c3l 12 сағат бұрын
Kahi janinati jaganathaka Katha Pradip sir nuya pothi lakhiba
@Skumar-qd3rx
@Skumar-qd3rx 10 сағат бұрын
Depak babu nk age ate hei ni jagannath nk bisayare janibaa ra sethipain a mantyab deuchnti
@mithunolywood7650
@mithunolywood7650 5 сағат бұрын
Jou besa hau jaha hau jagannath ku naiki khela kale pura kila naba
@Happy-mv1kx
@Happy-mv1kx 8 сағат бұрын
ଯୋଉ ଜାଗା ରେ ହଉଥିଲା ଦୟାକରି ସେହେ ଗ୍ରାମ ରେ କିଛି ପୁରୁଷ ଙ୍କୁ ରହିବାକୁ ଦିଅନ୍ତୁ ସବୁ ଲୋକ ଚୁଡ଼ି ପିନ୍ଧିଥିଲେ ବୋଧେ ନହେଲେ ଏମିତି ଦୁଃଖ ଭାବ ହେଇ ନଥାନ୍ତା ଆମ ପ୍ରଭୁ ଙ୍କ ପ୍ରତି 🙏🏿
@jitendrapradhan333
@jitendrapradhan333 7 сағат бұрын
Natyakar babu tame tike semiti story lekhila Allha nka upare please? Dekhiba tame kede bada natyakar... Apana kahibe muun gote story lehichhi seithire heroine ku langala karibe villian..emiti kariki tike dekhile janiba apana kede bada natyakara... SO before saying anything please mind what exactly you are saying. For everything there is a limit and that is why there is sensor board in diferent sections like film, media and etc. Please do not speard such type of careless message to justify your mistake. It reflects your education and level of understanding. In summary there was a limit and you guys have crossed it while playing the drama. It may be unintensional. Recently in Bangaladesh, many idols of lord Jagannath was put to fire. It does not mean that, to show the realitly what happned in Bangaladesh you will burn the idols of Lord Jagannath on stage. Its purely nonsense and iresponsible statement from you guys.
@GghgGbtnyy
@GghgGbtnyy 10 сағат бұрын
Dipak Babu Emiti Natak lekhiba band Kara.
@bishnuprasadpuri7661
@bishnuprasadpuri7661 9 сағат бұрын
DEEPAK BABABU SAMAJIKA CETANA NATAKARU MILE TA MANE NUHNA JAGANNATHA SANSKRUTI KU BIKALANGA KARIBA MICHHA BAHANA NAMA KAMEIBA T P R NEBA PAIN EGUDAKA BAHANA. DHARMAKU NEI NATAKA PARIBESANA KARANJAU UDHATAMIRA SESA SIMA
@Biswajit2019-n3y
@Biswajit2019-n3y 9 сағат бұрын
Natak gote bus ete kahinki hurt haucha !
@ArjunBeshra-xk5hc
@ArjunBeshra-xk5hc 7 сағат бұрын
Eita ebe ro 20 , 22 borso tole jagannath mohaprabhunku douda re bandhi natak manchow re natak kora jai thila.
@hareshchandranaik8065
@hareshchandranaik8065 15 сағат бұрын
Story is Story don't believe it realty
@gundichagundicha7905
@gundichagundicha7905 8 сағат бұрын
ତମନାଚଵଦ କର
@ranjitpanigrahi5522
@ranjitpanigrahi5522 9 сағат бұрын
Ban this opera party and kanha
@BeheraFakircharan
@BeheraFakircharan 8 сағат бұрын
Avinaya bastab nuhe bibada anuchhit
@papunff4799
@papunff4799 7 сағат бұрын
Tume au amiti nataka lekhantu nahine
@deepakdas3814
@deepakdas3814 2 сағат бұрын
Bekar rajneeti chalichi
@RakshiramChinda
@RakshiramChinda 11 сағат бұрын
Chhota hou ki bada drusya hou aita akhi ku bhala dekha jauchi ki
@daspapiraj2520
@daspapiraj2520 8 сағат бұрын
Lekhakaku badanam karibara prayasa kou lekheka aau kou jatra praty nataka tadanta kara jau
@jyotiranjansahoo73
@jyotiranjansahoo73 11 сағат бұрын
Emane sabu janisuni lekhuchanti au role v karuchanti kebala hilight haba pain.
@kanhucharankeshari9383
@kanhucharankeshari9383 7 сағат бұрын
Balacharitra
@rajendrakumarsethy1637
@rajendrakumarsethy1637 15 сағат бұрын
Deepak,comedy bi kharap lekha,why
@sushantamohapatra2476
@sushantamohapatra2476 19 сағат бұрын
.bhasan bandakara. Yousless. Katha. Kuhanahi. Pura. Pati. Chup. Ama. Comat. Ku. Shair. Kara. Kanha. Ta. Pura. Yous. Less. Actor
@sarojkumarmohanty6139
@sarojkumarmohanty6139 7 сағат бұрын
Se kahani sunantu nahin ,Tama kahani Tama ghare rakha ,Jagannath mahaprabhu ku bokacha Kari pithhi pachhapate bahineba ta kete jukti jukta ,Jadi Tama pakhare kichhi kahani nahin tebe Peta posiba paine Jagannatha Mahaprabhu a Sree mandir samane jai bhikhyabruti Kara kintu Mahaprabhu ku nei khela karanahin ,Abetharu Satrka hei Nataka lekha ,
@BaliaBhujabala
@BaliaBhujabala 20 сағат бұрын
Sala
@mamatapradhan7519
@mamatapradhan7519 10 сағат бұрын
Jela patha emananku
@lipunsamal4562
@lipunsamal4562 41 минут бұрын
Knpani tanku tale phingila aga kha god god ok murkha bhlia kichibi khani
@sricharanabehera8865
@sricharanabehera8865 11 сағат бұрын
Deepk babu odisara ank writer achnti stori anka achi tama lakha ta thik nahi mugota writar kahuchi
@daspapiraj2520
@daspapiraj2520 10 сағат бұрын
ତୁମେ କେତୋଟି ନାଟକ ଲେଖିଛ କହିଲ
@gourishankarroy1980
@gourishankarroy1980 18 сағат бұрын
U are just saying stupid things
@sanjaykumarbehera5472
@sanjaykumarbehera5472 19 сағат бұрын
Natak jiea dekichi Kehi bi complain karibeni
@bikashkumarmajhi6324
@bikashkumarmajhi6324 10 сағат бұрын
Jaha hau chi ki natak lekhucha
@deepakdas3814
@deepakdas3814 2 сағат бұрын
Very good actor and writer
Teaching a Toddler Household Habits: Diaper Disposal & Potty Training #shorts
00:16
escape in roblox in real life
00:13
Kan Andrey
Рет қаралды 75 МЛН