|Tanurdu Soban 2025 | Soura video| Jikhaniya Raita| Bariul Tarabsing| |

  Рет қаралды 1,098

ଜୀବନ୍ତ ବାକ୍ୟ

ଜୀବନ୍ତ ବାକ୍ୟ

Күн бұрын

|Tanurdu Soban 2025 | Soura video| Jikhaniya Raita| Bariul Tarabsing| | #newsourasong #souravideo
"ଜୀବନ୍ତ ବାକ୍ୟ / jibanta bakya " ୟୁଟୁବ ଚ୍ୟାନେଲ କୁ ଆପଣମାନଙ୍କୁ ସ୍ବାଗତ!
ପରମେଶ୍ବରଙ୍କ ଯୋଜନା ହେତୁ "ଜୀବନ୍ତ ବାକ୍ୟ / jibanta bakya " ୟୁଟୁବ୍ ଚ୍ୟାନେଲ ମାଧ୍ୟମରେ ସୁନ୍ଦର ସହଭାଗିତା ଏବଂ ସହଯୋଗ ଦେଇଛନ୍ତି, ଏଠାରେ ଆପଣମାନେ ପ୍ରଭୁଙ୍କ ଦାସ ଦାସୀ ମାନଙ୍କ ମାଧ୍ୟମରେ ସେହି ପରମେଶ୍ବରଙ୍କର ଜୀବନ୍ତ ବାକ୍ୟ ପ୍ରକାଶ କରାଯିବା ଆପଣମାନେ ଦେଖିପାରିବେ। ପରମେଶ୍ବରଙ୍କ ସେହି ଜୀବନ୍ତ ବାକ୍ୟ ଆପଣମାନେ ଓଡ଼ିଆ, ସଉରା, ହିନ୍ଦୀ, ଇଂରାଜୀ ଭିନ୍ନ ଭିନ୍ନ ଭାଷା ମାଧ୍ୟମରେ ପ୍ରକାଶିତ ହେବା ଦେଖିପାରିବେ। ଭାଷା ଭିନ୍ନ ଭିନ୍ନ ପ୍ରକାର ହେଲେ ମଧ୍ୟ ଆମ୍ଭମାନଙ୍କର ପରମେଶ୍ବର ଏକ ଏବଂ ତାଙ୍କର ଜୀବନ୍ତ ବାକ୍ୟ ଗୁଡ଼ିକ ଭିନ୍ନ ଭିନ୍ନ ଭାଷା ମାଧ୍ୟମରେ ଜଣା ଓ ଅଜଣା ଲୋକଙ୍କ ପାଖକୁ ପ୍ରଚାରିତ ହେଉଛି। ସେଥିପାଇଁ ଆମ୍ବାମନଙ୍କ ସେହି ଜୀବିତ ପରମେଶ୍ବର ସଦା ସର୍ବଦା ପ୍ରଶଂସା ପହାନ୍ତୁ। "ଆମେନ୍"
ଏହିପରି ପରମେଶ୍ବରଙ୍କର ଜୀବନ୍ତ ବକ୍ୟକୁ ପ୍ରଭୁଙ୍କର ଦାସ ଏବଂ ଦାସୀ ମାନଙ୍କ ଦ୍ଵାରା ସର୍ବଦା ଶୁଣିବା ପାଇଁ, ଜାଣିବା ପାଇଁ ଏବଂ ଆତ୍ମିକ ଦିଗକୁ ସେହି ପରମେଶ୍ବରଙ୍କ ନିକଟକୁ ଆଣିବା ପାଇଁ " ଜୀବନ୍ତ ବାକ୍ୟ / jibanta bakya " ୟୁଟୁବ୍ ଚ୍ୟାନେଲ କୁ ଆପଣମାନେ Subscribe କରନ୍ତୁ ଧନ୍ୟବାଦ୍ 🙏
Like, Share, Comment and Subscribe this KZbin Channel
WhatsApp ( 7894456232 )

Пікірлер
Derna maran ad`ong timyemte,soura christian message by Amino gamanga  I
1:03:14
Каха и дочка
00:28
К-Media
Рет қаралды 3,4 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
|New Soura video 2025| Pritima Karjee  ( SBCMS) | Tarabsing Palli Bariul Ranukku Tanurdu Soban 2025
35:46
Tarabsing area || SBCMS Tanurdu soban 2025 || Bariul Ranukku || Soura video || Soura song 2025 ||
8:14
Abmang tara Anumeng soba/ Gadiabang Ranukun sunkudi//H-RV. Manasi gamang...
1:00:13
Soura message | Rv.Luko nayak | Sukui Area Taraba Ranuku
1:07:39
Jasi Yt Channel
Рет қаралды 7 М.
SORA MANRENGNAN II Singer: Ampriya & Subash II MOHAN KARJEE
7:19
Ezra Hemanata Presents
Рет қаралды 71 М.