The BJP expelled Bijay Mohapatra unceremoniously. Sadly the media forgot to give the leader his due.

  Рет қаралды 99,513

Satyapatha

Satyapatha

Күн бұрын

In an unceremonious manner, the BJP expelled Bijay Mohapatra. Sadly the media too forgot to give the leader his due.
#satyapatha #bijaymohapatra #naveenpatnaik #ArabindaMohapatra #patakura #kendrapara #bjd #bjpodisha #odishapolitics #odishakhabar #bijaymohapatrabiography #bijaymohapatrastory
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 318
@ArunDas-hc5zz
@ArunDas-hc5zz 3 ай бұрын
ଓଡ଼ିଶା ରାଜନୀତି ଇତିହାସ ରେ ସଂଘର୍ଷ ପାଇଁ ବିଜୟ,ବାଇମାନି ପାଇଁ ନବୀନ ଙ୍କୁ ମନେରଖିବ ।କିନ୍ତୁ BJP ମଧ୍ୟ ଉଚିତ୍ ମର୍ଯ୍ୟାଦା ଦେଲାନହି ନବୀନ ଙ୍କ ଇଶାରା ରେ,ନବୀନ ହେଉଛନ୍ତି ଛଦ୍ମ ବେଶୀ କ୍ଷମତା ରାକ୍ଷସ
@truptirekhajena9261
@truptirekhajena9261 3 ай бұрын
Yes, it's true
@ananyaabhilipsasahoo-ny1ms
@ananyaabhilipsasahoo-ny1ms 3 ай бұрын
ଆପଣ ଛୋଟ media ହେଲେ ମଧ୍ୟ ଗୋଟେ ବଡ଼ ପ୍ରସଙ୍ଗ କୁ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି. ସେ ପାଇଁ ଅପଣଂକୁ କୋଟି କୋଟି ଧନ୍ୟବାଦ.
@abhayamishra3806
@abhayamishra3806 3 ай бұрын
ହଉ ହେଲା.....ଆପଣଙ୍କ ରାଜନୈତିକ ଜୀବନ ବିଷୟରେ କିଛି କୁହନ୍ତୁ😂😂
@sangramkishoredasdas2424
@sangramkishoredasdas2424 3 ай бұрын
ସତ୍ୟ ବାବୁ ଙ୍କୁ ଧନ୍ୟବାଦ , ଗୋଟିଏ ଲଢ଼ୁଆ ଓଡ଼ିଆ ପୁଅ ର ସଂଘର୍ଷ ମୟ କାହାଣୀ କୁ ସଠିକ ଉପସ୍ଥାପନା କରିଛନ୍ତି ।
@Cartoon_Gang11
@Cartoon_Gang11 3 ай бұрын
ବିଜୟ ମହାପାତ୍ର ଓଡିଶା ରାଜନୈତିକ ଇତିହାସର ଗୋଟିଏ ଅନାଲୋଚିତ ଅଧ୍ୟାୟ | ଏକଦା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଏଇ ନେତା ଜଣକ କିଭଳି ଭାବରେ କୋଣଠେସା ହେଇଗଲେ ସେଇଟା ବାସ୍ତବରେ ଆଲୋଚନା ସାପେକ୍ଷ
@sukumarrana9091
@sukumarrana9091 3 ай бұрын
ଏଵେ ବିଜୟ ମହାପାତ୍ର ବିଜେପି ଦଳରୁ ନିର୍ବାଚନ ଲଢିଥିଲେ ନିଶ୍ଚିତ ଭାବେ ଜିତି ଥାନ୍ତେ ।
@ommmohanty1970
@ommmohanty1970 3 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ sir 🙏🏻 ଏ ଭଳି ପ୍ରସଙ୍ଗ କୁ ଉପସ୍ଥାପିତ କରିଥିବାରୁ
@saratsahoo268
@saratsahoo268 3 ай бұрын
ସବୁ ଦଳ ମିଶି ବିଜୟ ବାବୁ ଙ୍କ ରାଜନୀତି କୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି।
@arabindamishra4045
@arabindamishra4045 3 ай бұрын
ଯୋଉ ଦିନ ତାଙ୍କ ପୁଅ ବିଜେଡି ରେ ମିଶିଲେ ସେହି ଦିନ ହିଁ ବିଜୟ ମହାପାତ୍ର ଙ୍କର ବିଜେପି ରୁ ଇସ୍ତଫା ଦେବା ର ଆବଶ୍ୟକତା ଥିଲା। ତା ହେଲେ ହୁଏତ କିଛିଟା ସମ୍ମାନ ରହି ଯାଇଥାନ୍ତା। ବିଜେପି ଯାହା କରିଛି ଠିକ କରିଛି। ଏହିପରି ବ୍ୟବହାର ବିଜୟ ବାବୁ deserve କରୁଥିଲେ।
@ajitkumarsamal7202
@ajitkumarsamal7202 3 ай бұрын
Hmm
@EngineersChoiceAnyday
@EngineersChoiceAnyday 3 ай бұрын
ଏଈଠେ ଆପଣଙ୍କ ମତାମତ ସଠିକ ମନେ ହୁଏନି.
@ajitkumarsamal7202
@ajitkumarsamal7202 3 ай бұрын
@@EngineersChoiceAnyday tanku Bhai BJP ticket deithila 2019 re harigale. Ethire BJP dosa nanhi hele sie tanka pua future baneibaku BJD link re thile sethipain bida hele
@Jeeban_Kumar_Mohanty
@Jeeban_Kumar_Mohanty 3 ай бұрын
Kain BJP last thara Dama Rout ku kemiti ticket deithila
@dolagobindapanda2645
@dolagobindapanda2645 3 ай бұрын
Right 👌
@pratapsinghramakanta5213
@pratapsinghramakanta5213 3 ай бұрын
Bijoy mahapatra veteran leader in odisha politics
@ashutoshparida2145
@ashutoshparida2145 3 ай бұрын
💯 right I salute you and great Bijay Mohapatra
@susantanayak9728
@susantanayak9728 3 ай бұрын
ନବୀନ ପଟନାୟକ ପଛରୁ ଛୁରୀ ମାରିଥିଲେ କିନ୍ତୁ ସେଇ ବିଜୟ ପୁଣି ତାଙ୍କ ସ୍ୱାଭିମାନ କୁ ବଳି ପକାଇ ତାଙ୍କ ପାଦ ତଳେ ଶରଣ ପଶିଲେ.....
@prananathpati9976
@prananathpati9976 3 ай бұрын
ସେ ଶରଣ ପଶିବା ଲୋକ ନୁହଁନ୍ତି। ତୁମ ବୁଝିବା ଭୁଲ୍। ଓଡ଼ିଶା ଲୋକ ହେଲେ ବେଇମାନ୍।
@niharswain8956
@niharswain8956 3 ай бұрын
Putra lobha durtarasta nkar atma ku andha karidethila ,jea swarth pani patkura mati ku biki dele tamili pakhare
@subhamdash2047
@subhamdash2047 3 ай бұрын
​@@niharswain8956badhiya katha te kahicha bhai
@pritampolei7087
@pritampolei7087 3 ай бұрын
Beiman ku bahara kariba thik.se jeu dala re b rahiba se dala pain asubh
@SudhansuSwain-cm4gi
@SudhansuSwain-cm4gi 3 ай бұрын
ଭଲ ହେଇଚି ବିଦା କରି
@PrakashBarik7
@PrakashBarik7 3 ай бұрын
Very well explained Satya sir... Completely agree with your bit by bit point Veterinarian politician Bijoy Mohapatra doesn't deserve a cheapest farewell like this.. He will always be an ideal politician for many of the today's generation who have intrest in Politics. Thank you so much for your effort sir🙏
@rajanikantabiswal2669
@rajanikantabiswal2669 3 ай бұрын
ଏ ମହାଶୟ ଙ୍କ ଗର୍ବ ପାଇଁ ଏହିଭଳି ଅବସ୍ଥା ହେଲା
@asutoshpanda4923
@asutoshpanda4923 3 ай бұрын
BJP କାହିଁକି କୋଣଠେସା କରି ରଖିଥିଲା ସେକଥା କହିଲେ ନାହିଁ। ଅତୀତ ରେ ଇତିହାସ ମୁକସାକ୍ଷୀ ଅଛି ବହୁତ ବଡ଼ ବଡ଼ ରାଜା ମହାରାଜା ପୁତ୍ର ପାଇଁ ବହୁତ କିଛି ପରିତ୍ୟାଗ କରିଛନ୍ତି। ଏଇଟା ଆମ ସମାଜ ର କଥା।
@truptirekhajena9261
@truptirekhajena9261 3 ай бұрын
Thik kahi chhanti, Bijaya Mohapatra swabhimani neta, se maikinia dominate party re rahi paribeni
@bijunayak2046
@bijunayak2046 3 ай бұрын
First time I like satyapatha, thanks.
@sibarammahankuda3722
@sibarammahankuda3722 3 ай бұрын
ବର୍ତ୍ତମାନ ବୁଦ୍ଧଜୀବୀ ମାନେ ରୂପଜୀବୀ ହୋଇ ଗଲେଣି ଓ ଗଣମାଧ୍ୟମ ଦଳ ମାଧ୍ୟମ ତଥା ସରକାରୀ ବିଜ୍ଞାପନ ଦ୍ଵାରା ପ୍ରଲୋଭିତ ହୋଇ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟିଲାଣି. ସର୍ବୋପରି ସାଧାରଣ ଜନତା ତତ୍କାଳ ଲାଭରେ ବିଚାର ଶୂନ୍ୟ ହୋଇପଡ଼ୁ ଛନ୍ତି. ତେଣୁ ସତ୍ତା ବିରୁଦ୍ଧରେ ଲଢେଇ କରିବା ବ୍ୟକ୍ତି କୁ ନିରାଶ ହେବାକୁ ପଡୁଛି. ଏହା ହିଁ ବିଡ଼ମ୍ବନା.
@gyanaranjannayak7970
@gyanaranjannayak7970 3 ай бұрын
ବିଜୁ ବାବୁ ଙ୍କ ପରେ ଓଡ଼ିଶା ଯଦି କାହାକୁ ମନେ ରଖିବ ତେବେ ସେ ହେଉଛନ୍ତି ବିଜୟ ମହାପାତ୍ର,ଯିଏକି ମୁକୁଟ ବିହୀନ ସମ୍ରାଟ ଥିଲେ,କ୍ଷମତା ର ବିପରୀତ ରେ ରହି ମଧ୍ୟ ଓଡ଼ିଶା ବାସୀଙ୍କ ଜନ ମାନସ ରେ ଥିଲି,କିନ୍ତୁ ଦୁଃଖ ଲାଗିଲା ତାଙ୍କ ଲଢେଇ ଏକ ନିର୍ଣ୍ଣାୟକ ଲଢେଇ 2024 ରେ ହୋଇଥାନ୍ତା କିନ୍ତୁ ପୁଅ ଶାସକ ଦଳର ପ୍ରାର୍ଥୀ ହୋଇ ଗଲେ।ଆଉ ସବୁଠୁ ପରିତାପ୍ ର କଥା ଯେ ବିଜୁ ବାବୁ ଙ୍କ ପରେ ହୁଏତ ଆଉ କୌଣସି ଦଳ ବା ନେତା ବିଜୟ ମହାପାତ୍ର ଙ୍କ ପାରଦର୍ଶିତା କୁ ଚିହ୍ନି ପାରିଲେ ନାହିଁ , ଯିଏ ବି ଚିହ୍ନିଲେ ସେମାନେ ଭୟଭୀତ ହେଲେ ଯେ କି ହୁଏତ ତାଙ୍କୁ କ୍ଷମତା ଦେଲେ ସେମାନେ ବିପଦ ରେ ପଡ଼ିଯିବେ।ଏପରିକି ଶାସକ ଦଳ ସହ ମିଶି ନିଜେ ବିଜେପି ର ତୁଙ୍ଗ ନେତୃତ୍ବ ମାନେ ବି ତାଙ୍କୁ ହରାଇବାର ଖଳ ନାୟକ ସାଜିଛନ୍ତି।ନିର୍ବାଚନ ରେ ହାର ଜିତ ଅଛି କିନ୍ତୁ ବିଜୟ ଙ୍କ ବିରୋଧୀ ମାନଙ୍କ ରଣ ନୀତି ସଦା ସର୍ବଦା ପ୍ରମାଣ କରିଛି ଯେ ବିଜୟ ଅପ୍ରତିଦ୍ଵନ୍ଦୀ ରାଜନେତା ନୁହେଁ ଜନ ନେତା।।ମନ ରେ ଦୁଃଖ ତ ଅଛି ତଥାପି ବିଜୟ ମହାପାତ୍ର ବିଜୁ ଙ୍କ ପରେ ନିଶ୍ଚୟ ମନ ରହିବେ।
@truptirekhajena9261
@truptirekhajena9261 3 ай бұрын
Correct
@gourangasa6027
@gourangasa6027 3 ай бұрын
ବିଜୟ ମହାପାତ୍ର ଙ୍କୁ BJP ଯାହା କଲା ଠିକ କଲା।
@prananathpati9976
@prananathpati9976 3 ай бұрын
ବିଜେପି ବହୁତ ବଡ ଭୁଲ୍ କରିଛି। ସେଥିପାଇଁ ବିଜେପି କ୍ଷମତାକୁ ଆସି ପାରୁ ନଥିଲା।
@ranjansamal4782
@ranjansamal4782 3 ай бұрын
Bijay mahaptar nku BJP 3thar ticket dei ladhechi agrabal pare by elecan bi ticket deichhi tanku bisyas harechhi patakura basi BJP nuho
@minakhipadhy5393
@minakhipadhy5393 3 ай бұрын
Yes 👍
@bhagirathimohapatra3604
@bhagirathimohapatra3604 3 ай бұрын
ମୁଁ ନିଜେ ପାଟକୁରା ଲୋକ ବିଜୟ ମହାପାତ୍ର ତାଙ୍କ ସମୟରେ ଅନେକ କିଛି କରିଛନ୍ତି କିନ୍ତୁ ବିଜୟ ଯୋଉ ଗଛରେ ଚଢ଼ନ୍ତି ସେଇ ଗଛ ଚେର କାଟନ୍ତି ଆପଣ ସବୁ ଜାଣି ଅଜଣା ହୁଅନ୍ତୁନି
@akshayakumarbiswal123
@akshayakumarbiswal123 3 ай бұрын
Thank u,satya babu As a human you know the value of deep thinking and about veteran bijaya mohapatra.,really thank u for this news
@golakbiharimohanty8816
@golakbiharimohanty8816 3 ай бұрын
Outstanding discussion and acceptable comments. Really true information on political scenario and political situation in respect of Respected Mr Mohapatra. But one thing I would like to say that present P scenario Of Odisha is so critical that no body can make strong and right arguement wth forecast 13:34 about result of 2024 MP and OLA election. It is sure that opposition will be more and more strong in Assembly Floor., God bless you Mr Satya Babu.
@padhisusil6049
@padhisusil6049 3 ай бұрын
Really, Vijaya Mahapatra is a greatest politician of Odisha, I Like him 👍 But, Bad Luck 🙏
@bikashjena6239
@bikashjena6239 3 ай бұрын
Thanks satya Babu, correct analysis
@nabakishoresamal7085
@nabakishoresamal7085 3 ай бұрын
Bijay mohapatra & Soumya ranjan patnaik arectoo much egostic political persons Bijay mohapatra could have been resigned much before to avoid such unwarranted action by BJP
@Odiaclasic
@Odiaclasic 3 ай бұрын
ବ୍ୟସ୍ତ ହୁଅନ୍ତୁ ନାହିଁ..... ନବୀନ ବାବୁଙ୍କୁ ପାଣ୍ଡିଆନ ଛୁରୀ ମରିବ l ଭଗବାନ ଅଛନ୍ତି
@bibekanandaparida4252
@bibekanandaparida4252 3 ай бұрын
ବିଜୟ ନଳିନୀ ପ୍ରମାଣ କରିଦେଲେ ସେମାନଙ୍କୁ ନବୀନ ଯେଉଁ ଦଣ୍ଡ ଦେଇଥିଲେ ତାହା ଯଥାର୍ଥ
@user-ff7gx7iy5r
@user-ff7gx7iy5r 3 ай бұрын
Very good. Apanank matamat pain
@santoshudayasingh9818
@santoshudayasingh9818 3 ай бұрын
Don't compareBijay Mohapatra with Sura Routray please
@user-ff7gx7iy5r
@user-ff7gx7iy5r 3 ай бұрын
Sura babu is a third grade person
@swadhikarbetaj3768
@swadhikarbetaj3768 3 ай бұрын
ସଠିକ ଅନୁଶୀଳନ
@GaneshPanigrahi-xu7vr
@GaneshPanigrahi-xu7vr 3 ай бұрын
'ସତ୍ୟପାଠ'ରେ ଅନେକ ଅସଙ୍ଗତ ଦେଖିବାକୁ ମିଳେ...!!
@srinibasdash1958
@srinibasdash1958 3 ай бұрын
Right
@ramakantamohapatra3970
@ramakantamohapatra3970 3 ай бұрын
Well Said Satya .... I appreciate your spirit and truthfulness. 🌷🙏🌷. God Bless You 🙌.
@nandabiswal5239
@nandabiswal5239 3 ай бұрын
Powerful and realistic analysis.
@rudranarayansamantasinghar5391
@rudranarayansamantasinghar5391 3 ай бұрын
Good journalism. Hands up you to Satya babu.
@pabitrakar9323
@pabitrakar9323 3 ай бұрын
Very good topic, We respect BM
@TAPANKUMARMOHANTY-kq4sz
@TAPANKUMARMOHANTY-kq4sz 3 ай бұрын
Beiman nabin pattnaik
@rabinarayanamishra2606
@rabinarayanamishra2606 3 ай бұрын
ପୁତ୍ର ମୋହ ଆଉ କିଛି ନାହିଁ
@Tandikana
@Tandikana 3 ай бұрын
ଭିତିରିଆ ବିଜେଡିକୁ ସହଯୋଗ କରୁଛନ୍ତି
@ganeswarnayak7161
@ganeswarnayak7161 3 ай бұрын
ଅରିନ୍ଦମ ମହାପାତ୍ର ଆଉ ମନ୍ମଥ ରାଉତ ରାୟ ବିଜୁ ଜନତା ଦଲରେ ଯୋଗ ଦେଇ ଆତ୍ମହତ୍ୟାର ବାଟ ବ।ଛିନେଲେ । ଆପଣା ହସ୍ତେ ଜିହ୍ୱା ଛେଦି କିଏ ବା ଅଛି ପ୍ରଡି ବାଦି । ଜୟ ଶ୍ରୀ ଜଗନ୍ନାଥ, ଚକା ଆଖି ସବୁ ଦେଖୁଛି। ନିର୍ଲଜ ବିଜୟ ମହାପାତ୍ର ଆତ୍ମହତ୍ୟା କରିବା ଉଚିତ୍।
@manasdas5715
@manasdas5715 3 ай бұрын
ଧନ୍ୟବାଦ ସତ୍ୟବାବୁ ଉପଜୁକ୍ତ ସତ୍ୟାସତ୍ୟ ପଦାକୁ ଆଣି ଥିବାରୁ, ଆମେ ଓଡିଆ ସବୁକଥା ପଛରେ ବୁଝୁ କିନ୍ତୁ ସେତେବେଳକୁ ଝରଣା ର ଝର ଶୁଖିଯାଇଥାଏ 👍
@ashirbadsabut5134
@ashirbadsabut5134 3 ай бұрын
Thankyou bhai for today episode.
@lituswain7220
@lituswain7220 3 ай бұрын
Satya prakash Nayak is legendary person in our odisha..... He is a best jonalist in our odisha
@govindagopalsatapathy8672
@govindagopalsatapathy8672 3 ай бұрын
🙏Nice representation 👌
@surendranathsahoo9304
@surendranathsahoo9304 2 ай бұрын
Mr. Mahapayra is unique and true Hero of Odisha
@user-nc5kz6rs9n
@user-nc5kz6rs9n 3 ай бұрын
Correct decision of BJP. He should resign from BJP earlier when son filed for bjd.
@rabindrakhuntia1598
@rabindrakhuntia1598 3 ай бұрын
Excellent analysis.
@simanchalpanda331
@simanchalpanda331 3 ай бұрын
Bijaya mahapatra has lost his own weit.
@sangramkishoredasdas2424
@sangramkishoredasdas2424 3 ай бұрын
ଇତିହାସ କେଭେଁ ନବୀନ ପଟ୍ଟନାୟକଙ୍କୁ କ୍ଷମା କରିଵ ନାହିଁ । ଏ ଜାତି ବିଜୁ ବାବୁ ଙ୍କୁ ଚିହ୍ନି ପାରିନଥିଲା କି ବିଜୟ ମହାପାତ୍ର ଙ୍କୁ ବୁଝି ପାରିଲା ନାହିଁ ।
@truptirekhajena9261
@truptirekhajena9261 3 ай бұрын
Correct 💯
@goutamparida6498
@goutamparida6498 3 ай бұрын
Firstly Naveen pattanaik betrayed him a lot & then people of money lovers Patkura . His patience is highly appreciated.
@user-jp3ll7pn1h
@user-jp3ll7pn1h 3 ай бұрын
Good journalism 👍
@chittaranjanmohapatra6786
@chittaranjanmohapatra6786 3 ай бұрын
ବିଜୟ ମହାପାତ୍ର ଙ୍କୁ ବହିଷ୍କାର ବିଜେପି ପାଇଁ ମଙ୍ଗଳ ପ୍ରଦ 🌹
@debafishfarming7352
@debafishfarming7352 3 ай бұрын
Right analysis
@chefamit6741
@chefamit6741 3 ай бұрын
Excellent topic
@prasannakumarnayak2278
@prasannakumarnayak2278 3 ай бұрын
ସୁନ୍ଦର ସମୀକ୍ଷା, ବହୁତ ବହୁତ ଧନ୍ୟବାଦ ସତ୍ୟ,
@truptirekhajena9261
@truptirekhajena9261 3 ай бұрын
ଓଡ଼ିଶା ରେ ଥିବା bjp ନେତା ମାନଙ୍କ ପାଇଁ ହିଁ ଓଡ଼ିଶାରେ bjp ନିର୍ବାଚନ ହାରୁଛି।
@kamalakantaroutrout8158
@kamalakantaroutrout8158 3 ай бұрын
Dear you have raised a best topic.its really appreciated
@dillipjena1426
@dillipjena1426 3 ай бұрын
Good news sir
@bijayakumarjena9217
@bijayakumarjena9217 3 ай бұрын
Thanks to Satyapatha News for such a telecast
@KedarJena-ki9el
@KedarJena-ki9el 3 ай бұрын
Family ରାଜନୀତି ପାଇଁ ଏମାନେ ଇଯତ୍ ସାରିଦେଲେ
@renupravamohapatra1036
@renupravamohapatra1036 3 ай бұрын
Right statement. No to be commented against Bijay Mohapatra due to joining of his son in BJD.
@bisweswarmishra103
@bisweswarmishra103 3 ай бұрын
Excellent
@hemantasingh-xy3vx
@hemantasingh-xy3vx 3 ай бұрын
ଓଡିଶା ର ଉପକୂଳ ର ଭୋଟର କେତେ ଚାଲୁ ଏଇଥିରୁ ଜଣାପଡେ
@truptirekhajena9261
@truptirekhajena9261 3 ай бұрын
ଚାଲୁ ନୁହେଁ , ବେଇମାନ aau ବିଶ୍ୱାସ ଘାତକ
@manasranjanmohapatra804
@manasranjanmohapatra804 3 ай бұрын
Good analysis by satya sir
@hemantasingh-xy3vx
@hemantasingh-xy3vx 3 ай бұрын
ଓଡିଶା ର ଲୋକ ବିଜୁ ବାବୁଙ୍କୁ କେତେ ଥର ଜିତାଇ ଥିଲେ ଆଜି ବିଜୁ ଜନତା ଦଳ କହୁଛ ନ
@bhabagrahidas2385
@bhabagrahidas2385 3 ай бұрын
ଏଇ ଥର ଲଢ଼ିବର୍ ଥିଲା BJP ଦଳରୁ Chance ଥିଲା ଭଲ
@dhirendash5212
@dhirendash5212 3 ай бұрын
Nice episode 🙏
@ashokkumarbhuyan3937
@ashokkumarbhuyan3937 3 ай бұрын
ବିଜୟ ମହାପାତ୍ର ଜଣେ ଅତି ଉଚ୍ଚ କୋଟୀର ନେତା। ତାଙ୍କ ଅବଦାନ ସ୍ମରଣୀୟ।
@user-mf9gp9ee5f
@user-mf9gp9ee5f 3 ай бұрын
Right.
@sadhudas2758
@sadhudas2758 3 ай бұрын
ସୁନ୍ଦର ବିଷୟ
@pratifalanmedia4250
@pratifalanmedia4250 3 ай бұрын
ସମୟ ବଡ ବଳବାନ ଅସୁବିଧା ସମୟରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳିର ଅନେକ ଲୋକେ ସାଥିରେ ରହିଥିଲେ । ହେଲେ ଯୟଯୁକ୍ତ କରାଇ ପାରି ନଥିଲେ
@pravatdash2943
@pravatdash2943 3 ай бұрын
Satya Babu is a legendary reporter
@user-sv3em3en3f
@user-sv3em3en3f 3 ай бұрын
Best midia Satya Babu great news
@umakantaswain8290
@umakantaswain8290 3 ай бұрын
ଓଡିଶା ରାଜନୀତି ର ଇତିହାସ ରେ ଏକ ଚର୍ଚିତ ଚେହେରା ହୋଇ ରହିବେ ବିଜୟ ମହାପାତ୍ର. ଯୋଦ୍ଧା ପଛେ ମରିଯିବ କିନ୍ତୁ ସମର୍ପଣ କରିବନାହିଁ.ଯେତେବେଳେ ଗୋଟେ ଦଳ ହେଉ କିମ୍ବା ବ୍ୟକ୍ତି ଖରାପ ପରିସ୍ଥିତି ଦେଇ ଗତି କରୁଥିବ ସେତେବେଳେ ବିଜୟ ମହାପାତ୍ର କଥା ନିଶ୍ଚିତ ମନେ ପକେଇବ. ମୁଁ ମହାପାତ୍ର ପାଇଁ ଗର୍ବିତ.
@saratchandrapatra8919
@saratchandrapatra8919 3 ай бұрын
ବିଜୟ ମହାପାତ୍ରଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡି ତାଙ୍କୁ ୨୦୦୦ ମସିହାରେ ଦଳରୁ ବହିଷ୍କାର କରିଥିଲା । ସେହି ଦିନଠାରୁ ସାଧାରଣ ଜନତା ତାଙ୍କୁ ପ୍ରତ୍ଯାଖାନ କରିସାରିଛନ୍ତି । ଏହାର ପ୍ରମାଣ ଆପଣ ପ୍ରତିଥର ନିର୍ବାଚନର ଫଳାଫଳରୁ ଜଣିଛନ୍ତି । କେହି ଆଉ ବିଜୟ ମହାପାତ୍ରଙ୍କୁ ମନେରଖି ନାହାଁନ୍ତି । କେବଳ ଆପଣଙ୍କ ଭଳି କେତେକ ଗଣମାଧ୍ୟମ ହିଁ ତାଙ୍କୁ ଟେକିକି ରଖିଛି ।
@golakbiharimohanty8816
@golakbiharimohanty8816 3 ай бұрын
Thanks Satya Babu
@trimurtymusicpresent954
@trimurtymusicpresent954 3 ай бұрын
Absolutely Right
@sudhirkumarpattnaik4615
@sudhirkumarpattnaik4615 3 ай бұрын
Right decision taken by BJP. He has been a liability for BJP for the last ten years .
@raghunathsinha7002
@raghunathsinha7002 3 ай бұрын
ସତ୍ୟବାବୁ ବିଜୟ ମହାପାତ୍ର ଏକ ଗାଲୁଆ ବେଇମାନି, ସ୍ୱାବମାନୀ ଆଗରୁ ଇସ୍ତଫା ଦେଲେନି
@rajendramaharana9243
@rajendramaharana9243 3 ай бұрын
Great presentation
@InnocentScooter-qn5br
@InnocentScooter-qn5br 2 ай бұрын
ବାର ବର୍ଷ ର ତପସ୍ୟା ଶୁଖୁଆ ପୋଡ଼ା ରେ ଗଲା। ଜୟ ଜଗନ୍ନାଥ।
@RanjanRout-ny5vr
@RanjanRout-ny5vr 3 ай бұрын
A real hero and a fighter, he has the ability to rule Odisha.
@tapanswainswain9940
@tapanswainswain9940 3 ай бұрын
ସତ୍ୟ ବାବୁ ଠିକ୍ କହିଛନ୍ତି bijaymahapatra great leader
@durgamohanty1390
@durgamohanty1390 3 ай бұрын
No doubt Sri.Bijay Mohapatra is a veteran leader in Odisha but the decission of the party is right decisions
@lalatendudash5529
@lalatendudash5529 3 ай бұрын
ସୁନ୍ଦର ଉପସ୍ଥାପନା।
@rudraprasadsahoo5529
@rudraprasadsahoo5529 3 ай бұрын
Good analysis satya babu
@subratswain299
@subratswain299 3 ай бұрын
Good thanks your sajetion transparent
@csahoo5619
@csahoo5619 3 ай бұрын
Fighter
@bhabagrahidas2385
@bhabagrahidas2385 3 ай бұрын
Good analysis sir
@rameshchandraroutray7307
@rameshchandraroutray7307 3 ай бұрын
BIjaya Mohapatra is a talent leader in odisa no doubt but Sri Mohapatra decision is good
@user-ff7gx7iy5r
@user-ff7gx7iy5r 3 ай бұрын
Decision was useless
@InnocentScooter-qn5br
@InnocentScooter-qn5br 2 ай бұрын
ବାର ବର୍ଷ ର ତପସ୍ୟା ଶୁଖୁଆ ପୋଡ଼ା ରେ ଗଲା। ଜୟ ଜଗନ୍ନାଥ।😢
@rabindrakumarnahak1197
@rabindrakumarnahak1197 2 ай бұрын
Bijay mahapatra is a great personality in politics
@laxmidhardas3981
@laxmidhardas3981 3 ай бұрын
BJP made the mistake of not cooperating or supporting Mr.Bijay Mahapatra.Had he been made the President of the State BJP unit the fate of BJP would have been completely different making Odisha seen as a BJP ruling state.Such was his talent and organising capability which BJP ignored for its ill luck and gave opurtinity to Navin's BJD to enjoy power till today.At last the BJP sacked the person who for last 20 years was fighting for BJP inspite of the fact that BJP never given him due honour importance.in BJP.The only fault the BJP cites now is why his son joins BJD which was founded by a team of which he was a prominent member having lots of dreams to make Odisha a class I state on the ideology of the legendary man Late Biju Pattanaik.
@bijayakumarjena9217
@bijayakumarjena9217 3 ай бұрын
Expulsion of Honble Bijay Mohapatra is unfortunate and Shocking.
@munamishra9760
@munamishra9760 3 ай бұрын
Bijoy Mahapatra nije nija pain responsible.
@ajitkumarsamal7202
@ajitkumarsamal7202 3 ай бұрын
Right
@Dillip5331
@Dillip5331 3 ай бұрын
100%right
@ranjandas2254
@ranjandas2254 3 ай бұрын
Right real story sir
@saratmishra7768
@saratmishra7768 3 ай бұрын
Great effort thanks 🙏
@TAPANKUMARMOHANTY-kq4sz
@TAPANKUMARMOHANTY-kq4sz 3 ай бұрын
Bijaya mahapatra a great leader
@sujitnanda7785
@sujitnanda7785 3 ай бұрын
No meaning to recall the past history because now Bijaya Babu is not the political enemy of Nabeen Babu
@prafullapanda8285
@prafullapanda8285 3 ай бұрын
ଓଡ଼ିଶା ର ବିକାଶ ପାଇଁ ଆଗକୁ ଗୋଟିଏ ନୂଆ ଦଳ ଦରକାର
@ODIABHARIBADHIA
@ODIABHARIBADHIA 3 ай бұрын
BJP
@purnachandrameher7838
@purnachandrameher7838 3 ай бұрын
ମଣିଷ ଟା ଅଡୁଆ ମଣିଷ ଟେ ଭଲ ବହୁତ ଭଲ ହେଲା
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 15 МЛН
The FASTEST way to PASS SNACKS! #shorts #mingweirocks
00:36
mingweirocks
Рет қаралды 13 МЛН
Naveen Nka Charcha With BJD Leader, Ex MLA Amar Satpathy
41:28
Conspiracy Against Mohan Within The Party!
25:22
Nirbhay
Рет қаралды 122 М.
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 15 МЛН