Tulsi Offering At Child's Feet In Shree Baikuntha Dham In Khandagiri | Know Details

  Рет қаралды 47,215

Kanak News

Kanak News

Күн бұрын

Пікірлер
@paramanandasahu6250
@paramanandasahu6250 8 күн бұрын
ଏମାନଙ୍କୁ କଳାପାଣି ଦଣ୍ଡ ଦିଆ ଯାଉ ଏମାନଙ୍କ ଦ୍ଵାରା ଆମ ହିନ୍ଦୁ ଧରମୋ ନଷ୍ଟ ହେଉଛି
@rashusoni8239
@rashusoni8239 8 күн бұрын
Sanatan Dharma ka prachar karna dharm ko badaba Dena hota hai dharm nust Krna nahi hota
@sibaramsahu8873
@sibaramsahu8873 8 күн бұрын
ଆଜି କିନ୍ତୁ ମୁଁ ହେତୁବାଦୀ କୁ ସପୋର୍ଟ କରିବି 😂😂😂
@SudhirPradhan-e2i
@SudhirPradhan-e2i 5 күн бұрын
କଣ ପାଇଁ 😢😢
@prakashghose7518
@prakashghose7518 4 күн бұрын
ମୁଁ ସବୁବେଳେ ହେତୁବଦୀକୁ ସମର୍ଥନ କରେ।। ସେ ସୂର୍ଯ୍ୟପରାଗ ରେ ଖାଇବା କଥା ହେଉ ଅବା ଯାବତୀୟ ସାଂସ୍କୃତିକ ଅନ୍ଧବିଶ୍ୱାସ।
@gourangacharanmaharana9425
@gourangacharanmaharana9425 9 күн бұрын
ବିନାଶ କାଳେ ବିପରୀତ ବୁଦ୍ଧି। ବୋଧ ହୁଏ ଏ ମାନବଙ୍କ ବିନାଶ ଆସିଲା
@PallabiDebadatta
@PallabiDebadatta 8 күн бұрын
ବିନାଶ ତ ତୁମ ମାନଙ୍କର ହେବ
@yuvrajsinhjadeja184
@yuvrajsinhjadeja184 5 күн бұрын
ପଣ୍ଡିତ କାଶୀନାଥ ମିଶ୍ରଜୀ ସମ୍ପୂର୍ଣ୍ଣ ଠିକ୍। ଗଣମାଧ୍ୟମର ଲୋକମାନଙ୍କର କାର୍ଯ୍ୟ ହେଉଛି ସତ୍ୟ ଏବଂ ଧର୍ମ ଦେଖାଇବା, ସଂପୂର୍ଣ୍ଣ ସୂଚନା ବିନା କାହା ବିଷୟରେ କିଛି ଦେଖାଇବା କିମ୍ବା କହିବା ଠିକ୍ ନୁହେଁ | ଜୟ ଜଗନ୍ନାଥ 🙏🏻❣️
@gourangacharanmaharana9425
@gourangacharanmaharana9425 5 күн бұрын
@@PallabiDebadatta he papi Mora gote prabhu jagannath tumara pa hajare prabhu bepara karuthiba bhandami prabhu . Mlechha mlechha haucha tume gudaka mlechhare . Jaga sange laguchha sabu sahiba ta kopa hele sabu ape jhadiba tuma kalki heba chhadi jiba dalari
@PallabiDebadatta
@PallabiDebadatta 4 күн бұрын
@@gourangacharanmaharana9425ଆମେ ବି ଜଗନ୍ନାଥ ଙ୍କ ର ଭକ୍ତ କିନ୍ତୁ ଆଉ ରହିଲା ମହାପ୍ରଭୁ ଙ୍କ କୋପ ପଣ୍ତିତ କାଶୀନାଥ ମିଶ୍ର ତାଙ୍କ କଥା ରେ କେବେ ଜଗନ୍ନାଥ ଙ୍କୁ ବିରୋଧ କରିଚନ୍ତି କି ? ସେ ତ ନିଜେ ଜଗନ୍ନାଥ ସଂସ୍କୃତି ର ପ୍ରଚାର କରୁଚନ୍ତି ଆଶ୍ରମ ରେ କିଛି ଭଣ୍ଡମି ଜିନିଷ ବାହାରିଲା କି କେବଳ ଜଗନ୍ନାଥ ଙ୍କ ଫଟୋ ଛଡ଼ା ତାଙ୍କୁ କେବଳ ମିଡିଆ ଓ ପାପୀ ମାନେ ଅଯଥା ରେ ଫସାଉଛନ୍ତି
@pradyumnarout6211
@pradyumnarout6211 8 күн бұрын
ଭଉଣୀଗୀହା ବୁଢ଼ା ତୋ ଗୋଷ୍ଠୀ ରେ ଗିହେଁ। ତୋ ମା ଵିଆକୁ ଗିହେଁ। ତୋ ଚଉଦ ପୁରୁଷ ତୋ ସପ୍ତ ପୁରୁଷ କୁ ଗିହେଁ
@ddash123
@ddash123 6 күн бұрын
କୋଉ ବୁଢ଼ା????
@pratapkumarjena1310
@pratapkumarjena1310 9 күн бұрын
ଦେହଧାରୀ ଭଗବାନ କେବଳ ବାପା ମା, ଆଉ ମହାପ୍ରଭୁ ଜଗନ୍ନାଥ, ଯୀଶୁ, ଆଲା ଭଗବାନ, ହେତୁବାଦୀ ମହାଶୟଙ୍କୁ କାହିଁକି ନିୟୁଜ ରୁମକୁ ଆଣି ଆମ ଧାର୍ମିକ ଭାବନାକୁ ନଷ୍ଟକରୁଛନ୍ତି, ହେତୁବାଦୀ ମାନେ ସବୁବେଳେ ଆମ ଧର୍ମ ବିରୋଧୀ,
@sambhumukhi3922
@sambhumukhi3922 4 күн бұрын
Dharma naa re bhandami manibaku badyana kan ......majuri Mula kara....
@BanamaliBaba
@BanamaliBaba 9 күн бұрын
ଗୁପ୍ତ ଲିଳା କରୁଥିଲେ ଏବେ ଧରା ପଡିଗଲେ ପ୍ରଘଟ ହେଇଗଲା 🫵🙆🙆😜😜😜 ବାପା କହୁଛନ୍ତି ଏଡିଟିଙ୍ଗ୍ ହେଇଚି ପାଣ୍ଡବ କହୁଛନ୍ତି ହଁ ଆମେ ତୁଳସୀ ପାଦରେ ଦେଇଛୁ ଏତେ ମିଛୁଆ ତମେ ମାନେ ମୁଁ ଆଜି ଦେଖିଲି 😂😂😇😇😇
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ 9 күн бұрын
ତମ ଗାଁ କଳ୍କୀ ତ କାସିଆ ପୁଅ ଠୁ ଆହୁରି g. ମରା. ସୁନ୍ଦର ଟୋକାଙ୍କ ସୁନା ଖାଏ ତମ ଗାଁ ଅନାଦି ବାବା..
@PratapMangaraj-l8y
@PratapMangaraj-l8y 9 күн бұрын
ଠକିବା ର ନୂଆ ନୂଆ ଉପାୟ,, ତୁରନ୍ତ ଏମାନଙ୍କୁ ପୋଲିସ ଆରେଷ୍ଟ କରନ୍ତୁ,, ଆମେ ସାରଥୀବାବା ସୁର ବାବା ଦେଖିଛେ କିଛି ଅଘଟଣ ହେବାଆଗରୁ ପୋଲିସ ଏମାନଙ୍କୁ ବାନ୍ଧୁ
@rashusoni8239
@rashusoni8239 8 күн бұрын
Ap jaante kya ho pandit ji ke baare Bina sach jaane kuch bhi glt nahi bolna chiye news baale Galt dikha rahe hai or sabhi logo ko bhramit kr rahe hai
@SabitaPadhi-ir3de
@SabitaPadhi-ir3de 9 күн бұрын
ପ୍ରଭୁ ତୋ କାନରେ ଆସି କହିଲେ😊 ତୁ ଯେଉଁ ହ ଉଛୁ ପ୍ରଭୁ ପ୍ରଭୁ ବାର ହାତ ଖଣ୍ଡା ହାତରେ ଧରି ପ୍ରଥମେ ତୋ ଠାରୁ ଆରମ୍ଭ ହେବ
@AnnapurnaJena-h5d
@AnnapurnaJena-h5d 9 күн бұрын
😂😂😂😂
@allhadinipatel1655
@allhadinipatel1655 Күн бұрын
🤣🤣🤣🤣🤣🤣🤣
@tapannayak9328
@tapannayak9328 9 күн бұрын
ଭଣ୍ଡାମିରି ପୁରା ଶିଖରରେ
@SudhirPradhan-e2i
@SudhirPradhan-e2i 5 күн бұрын
ପାଣ୍ଡଵ ପରିଡ଼ା ଙ୍କ ଅଭିନୟ ଟା ବହୁତ ଭଲ, ହିନ୍ଦୁ ଅନ୍ଧ ଭକ୍ତ ତମେ ସବୁ କେବେ ସୁଧୁରିବ 😊😊
@RahulJena-j7z
@RahulJena-j7z 6 күн бұрын
ମଣିଷ କେବେ ଭଗବାନ ହେଇନି କି ହବନି
@diptisahoo4421
@diptisahoo4421 5 күн бұрын
Tahale Jay GURU kie
@SudhirPradhan-e2i
@SudhirPradhan-e2i 5 күн бұрын
ହିନ୍ଦୁ ମତରେ ମଣିଷ ହେଉଛି ଭଗବାନ
@RahulJena-j7z
@RahulJena-j7z 5 күн бұрын
ଆପଣ ଠିକି କଥା କହିଛନ୍ତି କିନ୍ତୁ ପ୍ରକୁତ ଭଗବାନ କେବେ ଜଣାପଡିବନି
@allhadinipatel1655
@allhadinipatel1655 Күн бұрын
ସେ ଯଦି ଭଗବାନ ମିଡ଼ିଆ ସାମ୍ନାରେ ତାର ଅଲୌକିକତା ଦେଖାଉ
@sarojbagarty1786
@sarojbagarty1786 6 күн бұрын
ପାଣ୍ଡବ ପରିଡ଼ା ସଲା ମନଗଢ଼ା କାହାଣି କହୁଛି ସେ କଲକି ଅବତାର ଡିକି ଭିତରେ ଲୁଚି କି କଣପାଇଁ ପଲେଇଲା
@srisaidesignvastu9209
@srisaidesignvastu9209 Күн бұрын
ଏଥିପାଇଁ ଆମ ସଂସ୍କୃତି ନଷ୍ଟ ହେଉଛି
@niranjansahoo6253
@niranjansahoo6253 8 күн бұрын
ପଇସା ଇନକମ୍ କରିବାର ଭଲ ବାଟ, ଖାଲି ତମରେ ଆସିଲେ ଆଉ ଓଡିଶା ରେ କେହି ନଥିଲେ
@smworld1984
@smworld1984 7 күн бұрын
ଭଗବାନ ଙ୍କ sales and marketing agent
@surendrakumarbeurasurendra9863
@surendrakumarbeurasurendra9863 3 күн бұрын
ହଇରେ ସଳl ସମୁଦ୍ରରେ ଆହୁରିଲୋକ ଥିବେ ସେ କୁଆଡେ଼ଗଲେ ଭାଷୀଗଲେ ସଳl ମିଛୁଆ
@JITESH_CREATIVE
@JITESH_CREATIVE 2 күн бұрын
Hn bhai 😀
@shiivammishra_madhav
@shiivammishra_madhav 5 күн бұрын
Aise pavitra anubhuti bohot bhakto ki hai. Humare prabhu aagye hai. Its time for dharm sansthapana
@shiivammishra_madhav
@shiivammishra_madhav 5 күн бұрын
Humare bhi divya anubhuti hai. Aap sab bhi trisandhya karo prabhu anubhuti denge kripa karenge. Prabhu aagye hai ab dharm sthapna prabhu karenge.
@BijaykumarSahoo-mx5tc
@BijaykumarSahoo-mx5tc 9 күн бұрын
ପରମ୍ ମା ଗିଁହା ମୂର୍ଖ ପାଗଳ ମାନେ କଳକୀ ଜନ୍ମ ନେବା ପାଇଁ ଆହୁରି ଅନେକ କୋଟି କୋଟି ବର୍ଷ ଅଛି ଏବେ ନୁହେଁ କିନ୍ତୁ ଏ ମାନବ ସମାଜ ମଣିଷ ସମାଜରେ ଉନ୍ନତି ହେବାକୁ ଯାଉଛି ଅମଣିଷ ପଣିଆରେ ବହୁତ ଅଗରେ ସ୍ବାର୍ଥରେ ଅନ୍ଧ ହେବେ ଏବଂ ଝିଅ ସ୍ତ୍ରୀ ଲୋକମାନେ ପୁଅ ପୁରୁଷ ମାନଙ୍କୁ ସେକ୍ସ୍ କରିବାକୁ ବିଭିନ୍ନ ପ୍ରକାରର ବାନ୍ଧି ରଖିବେ ଝିଅ ସ୍ତ୍ରୀ ଲୋକମାନେ ରେପ୍ କରିବେ ପୁଅ ପୁରୁଷ ମାନଙ୍କୁ ,
@Sanatani-c6v
@Sanatani-c6v 9 күн бұрын
"ଜେମିତି ଶ୍ରୀ ରାମ ଆସିଥିଲେ, ଯେମିତି କୃଷ୍ଣ ଆସିଥିଲେ ଏବଂ ସେମାନେ ତାଙ୍କର କର୍ମ କରିଥିଲେ, ପଢ଼ିବାକୁ ଗଲେ, ଖାଇବାକୁ ପିଇବାକୁ ଥିଲେ, ସେହିପରି କାଳକୀ ଅବତାର ଆସିଛନ୍ତି, ସେମାନେ ତାଙ୍କର କର୍ମ କରୁଛନ୍ତି।"
@tariniartgalaxy
@tariniartgalaxy 7 күн бұрын
😂😂
@Sanatani-c6v
@Sanatani-c6v 6 күн бұрын
@tariniartgalaxy remember pandit kashinath Mishra ji is Right 👍
@tariniartgalaxy
@tariniartgalaxy 6 күн бұрын
@@Sanatani-c6v so what? ତା ମାନେ ନୁହଁ ଯେ ମନ ଇଛା ଯାହାକୁ ଭଗବାନ ବୋଲି କହିଦେବ ଆମେ ମାନିନେବୁ।
@theestudante5044
@theestudante5044 4 күн бұрын
Mo bala katha kahana. Sale lajya tike nahi ,mc ankhi re kan penda achhi
@bhusanamallik1948
@bhusanamallik1948 2 күн бұрын
Bhagaban ktm chadhuchanti ,cafe re khauchanti ...wah wah
@diptiranjangochhayat2655
@diptiranjangochhayat2655 9 күн бұрын
ହିନ୍ଦୁ ଧର୍ମରେ ଏହି ପ୍ରକାର କାର୍ଯ୍ୟ କରି ବ୍ୟବସାୟ କରିବା ଏକ ମାଧ୍ୟମ।।ଦୟାକରି ହିନ୍ଦୁ ଲୋକଙ୍କ ଭାବନାକୁ ଆକ୍ରମଣ କରନ୍ତୁ ନାହିଁ
@rashusoni8239
@rashusoni8239 8 күн бұрын
Bhai dharm ka prachar karna Galt baat hai kya
@diptiranjangochhayat2655
@diptiranjangochhayat2655 8 күн бұрын
@rashusoni8239 bilkul nehi
@diptiranjangochhayat2655
@diptiranjangochhayat2655 8 күн бұрын
Dharm prachar karne ke liye hmm manusya janma liya he
@trilochanmalik9033
@trilochanmalik9033 6 күн бұрын
Aare Bhai Hindu dharma hindu dharam kan hauchha hindu gote Jibansaeli.Dhrma heuchhi Sanatan Sanatan dharm ra loka Mane saral boli a Brahman Mane jahaku nahni taku bhagaban Kari sarala loknku lutu chhanti
@trilochanmalik9033
@trilochanmalik9033 6 күн бұрын
​@@diptiranjangochhayat2655 Agr dharm pracha karne ke liye manusya to dharm ki nam par jati ved or batwara ksine Kiya .Hati ya Sere.
@prakashdey8901
@prakashdey8901 2 күн бұрын
ମଆ ଘିଆ ତତେ ଆଉ ତ ପ୍ରଭୁ କୁ ,,,,,,,,.….
@biswajitsahoo9607
@biswajitsahoo9607 6 күн бұрын
Narcotic, Polygraph test କରାଯାଉ 😂
@rameshMalla-v4q
@rameshMalla-v4q 6 күн бұрын
ହେତୁ ବାଦୀ କୁ କାହିଁକି ଡକେଇ ଛନ୍ତି ସିଏ ତ ଜଗନ୍ନାଥ ମହା ପ୍ରଭୁ ଙ୍କୁ ମାନନ୍ତିନି ୟାଙ୍କ କଥା ଛାଡ
@Ranjitkumarmalik6067
@Ranjitkumarmalik6067 5 күн бұрын
ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା କାଳ୍ପନିକ ଯେଉଁ ମିଡ଼ିଆ ସତ୍ୟ ଧର୍ମର ପ୍ରଚାର ଓ ପରିପ୍ରକାଶ କରିବା କଥା ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ବାର୍ଥ ମୋହ ରେ ପଡ଼ି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ
@educationchannel481
@educationchannel481 9 күн бұрын
ସବୁ ତାଙ୍କୁ ଦେଖା ଯାଉଛି। ଲୋକ ଦେଖି ପାରୁ ନାହାନ୍ତି ।
@shiivammishra_madhav
@shiivammishra_madhav 5 күн бұрын
Kashinath Mishra Ji has always been known for his honesty and integrity, and maligning his character is deeply unjust. Pandit ji is working for sanatan dharm. He does not charge any money for bhagwat sabha. He is doing a selfless service to bring everyone on the right path
@sambhumukhi3922
@sambhumukhi3922 4 күн бұрын
Brahmana Brahmana ku support......duniya bhasijau....ama dhanda banchithau
@theestudante5044
@theestudante5044 4 күн бұрын
Mo bala na
@RahulJena-j7z
@RahulJena-j7z 5 күн бұрын
ଜଗନ୍ନାଥକଂର ବ୍ରହ୍ମ ରୁ ଦୁନିଆ ଚାଲିଥାଏ
@santumoharanaoffical
@santumoharanaoffical 6 күн бұрын
କିଛି ହବନି ,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି
@narayanbhoi5847
@narayanbhoi5847 9 күн бұрын
ଏଇଟା ମିଛ ।ପୁଅକୁ ସ୍କୁଲ୍ ପଠାନ୍ତୁ ।ସେ ପାଠ ପଢୁ
@rashusoni8239
@rashusoni8239 8 күн бұрын
Nahi ye sach hai prabhu aa chuke hai or sabko bahut jaldi pta chl jaayga ...
@sanjaynanda2975
@sanjaynanda2975 8 күн бұрын
@@rashusoni8239😂
@ananda6789
@ananda6789 9 күн бұрын
ମିଛ କଳ୍କୀ ସେଠି ନୁହଁ ଆମଘରେ କଳ୍କୀ ଜନ୍ମ କରିଛନ୍ତି
@rashusoni8239
@rashusoni8239 8 күн бұрын
Kaha par
@shiivammishra_madhav
@shiivammishra_madhav 5 күн бұрын
Pandit kashinath Mishra ji is doing selfless service and dedication to his work speak volumes about his noble personality. I have seen him closely working selflessly for bringing sanatana Dharma on right path. Don't put false allegations to boost your trp
@educationchannel481
@educationchannel481 9 күн бұрын
ଏଗୁଡା ହସିବା କଥା ।
@rashusoni8239
@rashusoni8239 8 күн бұрын
Kuch samay baad sach sabko pta chl jaayga fir hasne layak koi baat nahi rahegi
@PrashantNaik-cn1wv
@PrashantNaik-cn1wv 3 күн бұрын
ସବୁ ସତ କହୁଛନ୍ତି ତମେ ମାନେ କଣ ପାଇଁ ତାଙ୍କୁ ଖରାପ କହୁଚ କେହି ଶଳା ଭଲ ନୁହଁ.. ଓଡ଼ିଆ କହିବାକୁ ଲଜ ଲାଗୁଚି........ ଏମାନଂକୁ ମା ଭଉଣୀ ନେଇ ଗାଳି ଦେଲେ ବି କହିବେ ସତ କହୁଛି
@sumitrarana1511
@sumitrarana1511 4 күн бұрын
ମୂର୍ଖ ର ଗୁରୁ ସେ ପିଲାଟା ମୋଟା ଅଛି ଭାରି ହବନି ଆଉ କଣ ହବ
@ayushityagi3003
@ayushityagi3003 9 күн бұрын
ଗଣମାଧ୍ୟମ ଯାହା ବିସ୍ତାର କରୁଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ | ଭବିଷ୍ୟତର ମାଲିକାନା ସତ୍ୟ ଅଟେ |
@ParameswarMuduliTutu
@ParameswarMuduliTutu 9 күн бұрын
ପାଗଳ ସାଙ୍ଗରେ ଗୋଟେ ଯାତ୍ରା ଚଳେଇଚ
@MOTIVATIONAL.OFFICIAL.CHANNE
@MOTIVATIONAL.OFFICIAL.CHANNE 7 күн бұрын
कौन होंगे भगवान विष्णु के कल्कि अवतारअभी भी कलयुग चल रहा है. पुराणों के अनुसार कलयुग 432000 साल का होगा और भगवान कल्कि का जन्म कलयुग की समाप्ति पर होगा। पुराणों में यह भी जिक्र है कि भगवान कल्कि का जन्म सावन महीने के शुक्ल पक्ष की पंचमी तिथि को संभल नामक स्थान पर विष्णुयशा नाम के एक ब्राह्मण परिवार में होगा।
@dibyaranjan-h8w
@dibyaranjan-h8w 2 күн бұрын
ଯଦିସିଏବାବା,୧୫ ,ଦିନ,ଗୋଟେ,ଘରେରଖୀ,ଖାଇବା,ବନ୍ଧ୍,କର
@srisaidesignvastu9209
@srisaidesignvastu9209 Күн бұрын
ସେ କ'ଣ ୟୂକ୍ରେନ ଯୁଦ୍ଧ ବନ୍ଦ କରିପାରିବ ?
@gangadharmahapatra1301
@gangadharmahapatra1301 6 күн бұрын
ପ୍ରଶାସନ ର ଆଇନ୍ ଢିଲା ବୋଲି ବହୁ ଭଗବାନ ଜନ୍ମ ନେଲେଣି । ଦୟାକରି ଆଇନ୍ ତାର ବିଚାର କରିଲେ ବହୁ ମଙ୍ଗଳ ହୁଅନ୍ତା ।
@SunLight49
@SunLight49 8 күн бұрын
14 ବର୍ଷ ରୁ କମ ପିଲା ଙ୍କୁ ଯଦି କାମ ରେ ଲଗା ଯାଏ ତେବେ ସେ ମାଲିକ ଦୋକାନୀ ଆରେଷ୍ଟ ହବ , ସେମିତି 14ବର୍ଷ ରୁ କମ ପିଲା ଙ୍କୁ ଯଦି କେହି ଭଗବାନ ଙ୍କ ଲୀଳା କହି ତାକୁ ଚମତ୍କାର କହିବେ ତେବେ ସେ ଭଗବାନ ର ବାପା ମା ଙ୍କୁ ଆରେସ୍ତ୍ କର
@tariniartgalaxy
@tariniartgalaxy 7 күн бұрын
ପାଣ୍ଡବ ପରିଡ଼ାକୁ ପାଗଳଖାନା ପଠାଯାଉ ନହେଲେ ଜେଲ୍
@-hp7et
@-hp7et 6 күн бұрын
ଠକି ବାର ଗୋଟେ ସୀମା ଥାଏ। ଏଇ ମଣିଷ ଭାବୁଛି ଦୁନିଆଁ ରେ ସବୁ ମୂର୍ଖ ଆଉ ଇଏ ଶିକ୍ଷିତ
@trilochanmalik9033
@trilochanmalik9033 6 күн бұрын
A manisa nuhne re a misra babu bhabi chhnti
@maaakhandaliduldulibajagroup
@maaakhandaliduldulibajagroup 4 күн бұрын
ଆରେ ଭାଇମାନେ ଏ ଏଙ୍କର ଭଲକହୁଛନ୍ତି। ଇତିହାସରେ Brama bisnu Siba Radha Krishana Ram Sita ୩୩ କୋଟି ଭଗଵାନ ଉ____ ଅଛିହେ କଣ ତମେଯାଣିଣ ଏ ଏଙ୍କର ଭଲ ଗିଆନି ଅଛନନ୍ତି ଇତ୍ୟାଦି
@PrasantaSahu-r1t
@PrasantaSahu-r1t 8 күн бұрын
❤❤Sabu Michha
@tasteofkendujhar
@tasteofkendujhar 9 күн бұрын
ଏ ଭଦ୍ର ବ୍ୟକ୍ତି ସମ୍ପୂର୍ଣ୍ଣ ପାଗଳ ହେଇସାରିଛନ୍ତି
@rashusoni8239
@rashusoni8239 8 күн бұрын
Vo pagal nahi Balki kuch samay baad log pagl hone baale hai kisi ko kuch samjh ni aayga ki kya ho raha hai
@ମନୋଜବେହେରା-ବ5ଦ
@ମନୋଜବେହେରା-ବ5ଦ 6 күн бұрын
❤❤❤❤ଗପ ଶୁଣାନୀ❤❤❤ଚ
@jagabandhusahu3034
@jagabandhusahu3034 9 күн бұрын
This is best business and good earnings without investment,
@SantanuDash-ge1jf
@SantanuDash-ge1jf 7 күн бұрын
Vhagaban.kebala.jagannatha
@vedicscienceasitisharivija3575
@vedicscienceasitisharivija3575 8 күн бұрын
ପୁଅ ଭଗବାନ ନୁହେଁ ଶିଷ୍ୟ ଅନୁଯାୟୀ କହୁଛନ୍ତି କାହିଁକି କଳକୀ ଅବତାର ବୋଲି
@TunaPradhan-m2r
@TunaPradhan-m2r 2 күн бұрын
Bala Prabhu...
@SudamBariha-ck7ic
@SudamBariha-ck7ic 5 күн бұрын
Puni Malika satya hila Malika re lekha achhi kaliyoug Seasha samaja re k kahi ba mu Kalki mu jaganath mu achutya Malika sata hila Jay jaganath Jay Pancha Sakha 2025,2026,2027,2028 kaliyoug Seasha hiba Malika re lekha achhi mu achutya KA bani padhe Jay jaganath 🙏🇮🇳
@sasmitamishra3149
@sasmitamishra3149 6 күн бұрын
ଭାଈ ଜାହା କହୁଛନ୍ତି ଶତ ମିଡିଆ ମିଛ କହୁଛନ୍ତି
@gourangacharanmaharana9425
@gourangacharanmaharana9425 9 күн бұрын
ଈଶ୍ୱର ଥିଲେ ଏକ ସକାରତ୍ମ୍ମକ ବିଶ୍ୱାସ ଏ କାଣ୍ଡ ପାଇଁ ଜନ ମାନସରୁ ଈଶ୍ୱର ଈଶ୍ୱର ବି ଦିନେ ବିଶ୍ୱାସ ହରେଇବେ। ସମୟ ବଡ଼ ବଳବାନ ସମସ୍ତଙ୍କ ମୁଖ ଖୋଲିବ ଧୀର ଚିତ୍ତରେ ସବୁ ଦେଖ ସବୁ ଠିକ୍ ହେବ 😂 ଭଗବାନ୍ ବି ପରୀକ୍ଷା ଦେବେ MBA saru
@gourangacharanmaharana9425
@gourangacharanmaharana9425 9 күн бұрын
ଅର୍ଥ ପାଇଁ ସବୁ ଅନର୍ଥ 😂
@Aadhya9796
@Aadhya9796 8 күн бұрын
That is very wrong ..... Those devotees who trust ... They know very well he is true ...🙏... And stop this hurting conversation 🙏🙏
@biplabmishra-e8h
@biplabmishra-e8h 8 күн бұрын
Prabhu nku tk daka
@debaduttapatanaik453
@debaduttapatanaik453 9 күн бұрын
ବାଜେ କଥା କଳ୍କୀ ଉତ୍ତର ପ୍ରଦେଶର ସମ୍ଭଳ ଗ୍ରାମ ରେ ଜନ୍ମ ଗ୍ରହଣ କରିବେ।
@MamaChuaCreation
@MamaChuaCreation 9 күн бұрын
Apana kemiti janile apana kau purana ru padhichanti na kehi kahichanti
@pramodbindhani7646
@pramodbindhani7646 8 күн бұрын
Jay Jagannath ବନ୍ଧୁ ଗଣ ପ୍ରଭୂ ଯେତେବେଳେ ଆସିବେ ମାତ୍ର ୭ ଜଣ ଜାଣିବେ ତ୍ରିଦେବ ମାଆ ଲକ୍ଷ୍ମୀ ମାଆ ସରସ୍ଵତୀ ମାଆ ପାର୍ବତୀ ଆଉ ଆସିବା ପରେ ମର୍ତ୍ତ୍ୟରେ ମାର୍କଣ୍ଡେୟ ଋଷି ଜାଣିବେ ଆଉ ଯିଏ ଆମ୍ବ ଗଛ ଲଗେଇ ଆଶା କରିବ ପଣସ ଫଳୁ ସେମାନେ ଘରେ ବାପା ମା ଆଉ କର୍ମ ଛାଡ଼ି ବାବା ପାଖକୁ ଯାଆନ୍ତି jay Jagannath
@MamaChuaCreation
@MamaChuaCreation 9 күн бұрын
Prabhu janma heisarichanti satya. Au tanka lila samaste ati sighra janiparibe
@BanamaliBaba
@BanamaliBaba 9 күн бұрын
ସତ କେବେ ଲୁଚି ରହେନା 😂😂🙆🙆 ପାଦରେ ତୁଳସୀ ଭାଗବତ ରଖାଯାଇଛି କହୁଛନ୍ତି ଏଡିଟିଙ୍ଗ୍ ହେଇଚି ନିଜେ ପାଣ୍ଡବ ମାନିଛନ୍ତି ଭିଡିଓ ଦେଖ
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ 9 күн бұрын
ତମ ଗାଁ କଳ୍କୀ ସମଲିଙ୍ଗୀ ଅନାଦି ବାବା କଣ ତୁଳସୀ ମାଳ ପିନ୍ଧୁନି କି.. ତମେ ପରା ତାର ଭକ୍ତ..
@BanamaliBaba
@BanamaliBaba 9 күн бұрын
@@ଜୟଜଗନ୍ନାଥ-ଠ8ଡ ତମ ପାଖରେ କ'ଣ ପ୍ରମାଣ ଅଛି ମୁଁ ତାଙ୍କ ଭକ୍ତ ବୋଲି
@BanamaliBaba
@BanamaliBaba 9 күн бұрын
@ଜୟଜଗନ୍ନାଥ-ଠ8ଡ ମୁଁ ତାଙ୍କ ଭକ୍ତ ବୋଲି ତମ ପାଖରେ କ'ଣ ପ୍ରମାଣ ଅଛି 🕵️🕵️🕵️🫵🫵🫵
@PallabiDebadatta
@PallabiDebadatta 8 күн бұрын
Media ସମ୍ପୁର୍ଣ୍ଣ ସତ୍ୟ ଅବଗତ ନୁହେଁ , ମିଥ୍ୟା ରଚନା ନକରି ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@gyanranjanswain328
@gyanranjanswain328 9 күн бұрын
ଲଜ୍ଜା
@SusantaNayak-iq4et
@SusantaNayak-iq4et 3 күн бұрын
ଠକି ବାର ନୂଆ ଉପାୟ
@ramakrushnadalai2497
@ramakrushnadalai2497 9 күн бұрын
Beautiful, best way to earn money
@KalaBhairaba
@KalaBhairaba 5 күн бұрын
ବର୍ତ୍ତମାନ ଲୁଚିଛି କଣ ପାଈଁ
@subashshrambutika5030
@subashshrambutika5030 9 күн бұрын
ଗୋଟେ ଗୋଟେ ପାଗଳ ସବୁ......
@hardhikaggarwal7306
@hardhikaggarwal7306 8 күн бұрын
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@trilochanmalik9033
@trilochanmalik9033 6 күн бұрын
Tame Mane niswathapar jadi a artha khapani tama sanstha ta niswathapar aau sabu swathapar
@smitanewsodia4647
@smitanewsodia4647 5 күн бұрын
ଏଇଟା ଗୋଟେ ପାଗଳ ଟା. ସମୁଦ୍ର ରେ ଢେଉ ଆସିବନି ଆଉକଣ ତା ଝିଅ ବିଆପାଣି ଆସିବ. ଆରେ ମୁ ଯଦି ଯାଇକି ସମୁଦ୍ର କୁ କିଛି ସମୟ ଡାକିବି. ତାହେଲେ ମୋ କଥାରେ ବି ସମୁଦ୍ର ପାଖକୁ ଆସିବ...
@ajitrout1356
@ajitrout1356 7 күн бұрын
Baba kale kaba
@jubeldalabehera7630
@jubeldalabehera7630 5 күн бұрын
ହିନ୍ଦୁ ଧର୍ମ ର ପତନ କାରଣ 😢😮😮😅
@NirmalkumarNayak-bx4ld
@NirmalkumarNayak-bx4ld 7 күн бұрын
😢😢😢
@pritampradhan6974
@pritampradhan6974 9 күн бұрын
Sarathi case re bi sunyabani bi hoithila 😂😂😂😂😂😂😂
@DoctoraMatari
@DoctoraMatari 6 күн бұрын
Prabhu ra katha sunibu kemiti
@Ramgaming110
@Ramgaming110 8 күн бұрын
ମିଡିଆ ବାଲା କିଛି ଜାଣି ନାହାନ୍ତି ଖାଲି ରମ୍ପୁଡ଼ି କାମୁଡି ହେଉଛନ୍ତି, ଆଉ ଲୋକ ମାନେ ଭିଡିଓ ଦେଖି କିଛି ନଜାଣି ମନ କୁ ଯାହା ଆସୁଛି ତାହା ଲେଖୁଛନ୍ତି। ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ନିଶ୍ଚୟ ଜାଣି ପାରିବେ। ବୈକୁଣ୍ଠ ଧାମ ଆଶ୍ରମ ରେ କିଛି ବି ଭୁଲ କାମ ହୁଏନି। ବାକି ପ୍ରଭୁଙ୍କୁ ମାନିବା କଥା ତାହା ନିଜର ଭକ୍ତି ଆଉ ସମର୍ପଣ ଦ୍ବାରା ଅନୁଭବ ରେ ଜାଣି ହୁଏ। ଏପରି କଥା କୁ ତର୍କ ଦ୍ବାରା ଜାଣିବା ଅସମ୍ଭବ।
@Umeshsankar-kw7of
@Umeshsankar-kw7of 9 күн бұрын
ହେତୁ ବାଦୀ କହୁଛନ୍ତି ଭାଇନା ଆଗେ ଗୀତା ବିଜ୍ଞାନିକ
@bikashtarai000
@bikashtarai000 8 күн бұрын
Krushna ki Raama kebe kahinahanti ki se heuchhanti vagaban
@shiivammishra_madhav
@shiivammishra_madhav 5 күн бұрын
Pandit kashinath Mishra ji dharm karya kar rahe hai isme galat kya hai. Ekmaatra vahi hai jinhone hume bataya hai satya. Dharm sikhaya hai. Ab par daya karna sikhaya. Trisandhya dhara diya. humare jeevan ko doobne se bachaya ye humara anubhav hai.
@pabitrasahoo8563
@pabitrasahoo8563 4 күн бұрын
Mana ko Santa rakhena sab se badi talent hai jo kar liya bo sab kuch pa liya yahi bastabikta hai aur satya bhi hai.
@batunaik3934
@batunaik3934 4 күн бұрын
Mo bala baba
@sunilkumar2561
@sunilkumar2561 9 күн бұрын
Prabhu Jagannath ki lila Kalki bisayare Kebala Malika channel re charcha hauthila ebe Odisha ra Sabu news channel re charcha helani .
@CAPravashP
@CAPravashP 2 күн бұрын
Aska 40 pandaba ra besi hai jaichi
@SantoshPralaya
@SantoshPralaya 9 күн бұрын
Pada tala kichi china achi ki dakha ta
@dailyactivity360
@dailyactivity360 5 күн бұрын
ଏ ମାନଙ୍କୁ ବିଛୁଆତି ପତ୍ର ହାର କରି ପିନ୍ଧେଇ ଗଟେ room re ଛାଡ଼ିଦିଅ 😂😂😂😂
@RanjuBiswal-y4u
@RanjuBiswal-y4u 9 күн бұрын
Kukuratapaglahache
@housekeepingwajba8781
@housekeepingwajba8781 6 күн бұрын
They should be jailed permanently
@adityaprasadbalabantaray7530
@adityaprasadbalabantaray7530 9 күн бұрын
ମୋଟାମୋଟି ଭାବେ କହିବାକୁଗଲେ ଏଇଟା ପାଗେଲାଟେ
@rashusoni8239
@rashusoni8239 8 күн бұрын
Pagalpan nahi ye saty hai
@barshapattnaik8507
@barshapattnaik8507 8 күн бұрын
Ap bataoge kya sach hai
@rashusoni8239
@rashusoni8239 8 күн бұрын
​@@barshapattnaik8507 bhavishya malika me sb likha hai or trisandhya kro madhav naamjap kro khud pta chl jaayga sach kya hai
@rasmiprakashnaik3146
@rasmiprakashnaik3146 9 күн бұрын
Kete tanka neichi taku pachar om kesabaya namo dhonhi baba
@Ankmitales
@Ankmitales 9 күн бұрын
Samaya ra apekhya karantu kie kan jani paribey
@jubeldalabehera7630
@jubeldalabehera7630 5 күн бұрын
Right ହେତୁବଡି 🎉😢😮😅
@namahshiv
@namahshiv 6 күн бұрын
It is the ultimate truth that Lord Kalki has born and Pandit Kashinath Mishra ji is purely true. According to Bhavishya Malika Puran Mahaprabhu will live in kandhagiri. and will do his leelas.With all humble ess, I request Chant MADHAV name ask him faithfully and he will surely let you know the truth
@jyotirmayeebiswal6361
@jyotirmayeebiswal6361 9 күн бұрын
Media jaha prachara karuchhnti sampurna mithya Jai shree madhab jai shree madhab
@GURRUPRASADRATH
@GURRUPRASADRATH 9 күн бұрын
Mr sutar is right.
@golekabiharibehera5489
@golekabiharibehera5489 6 күн бұрын
💯 RIGHT SIR BAND BA MENTAL ACHHI
@SuryaPraharaj-ew7sh
@SuryaPraharaj-ew7sh 8 күн бұрын
ତମକୁ ସ୍ଵପ୍ନାଦେଶ ହେଲେ ,ଆମର ସ୍ଵପ୍ନଦେ। ଶ ହେଉଛି
@rashusoni8239
@rashusoni8239 8 күн бұрын
Yah sapna nahi sach hai prabhu aa chuke hai
@sibaramsahu8873
@sibaramsahu8873 8 күн бұрын
​@@rashusoni8239 ok
@rajendrakumarjena117
@rajendrakumarjena117 9 күн бұрын
ଇଏ ତ Hinduism!
@brahmanandam7370
@brahmanandam7370 9 күн бұрын
Bhai mane kalki kauthi janma hebeni, a bhanda gosthi Bahut galpa tiari karuchhanti
@cartooonweb
@cartooonweb 2 күн бұрын
କେହି ବି ଏମିତି ଭିଡିଓ ଦେଖିନି 😅😅😅 ପାଗଳ ହେଇଯିବ। ଗୋପ ହେଲେ ବି ସତ😅😅😅😅😅😂
@BipinJani-z8n
@BipinJani-z8n 9 күн бұрын
Hela hela boli mahi u chuliba hela re katiba dina Hari bhaba rasa kehi na janibe karma kande hebe lina Maha prabhu nku tara bhakta mane hi chini paribe
@MR.Bapinino1
@MR.Bapinino1 5 күн бұрын
Ganjei nisa bodhe hoigalni kahila bhagban
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,5 МЛН
The Singing Challenge #joker #Harriet Quinn
00:35
佐助与鸣人
Рет қаралды 47 МЛН
FOREVER BUNNY
00:14
Natan por Aí
Рет қаралды 29 МЛН
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,5 МЛН