🔵 Unveiling The Truth Of Odia Music Director Prem Anand With Kanak News | Exclusive

  Рет қаралды 146,982

Kanak News

Kanak News

5 ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #PremAnand

Пікірлер: 259
@gautampradhan3182
@gautampradhan3182 5 ай бұрын
ଓଡ଼ିଆ ସଙ୍ଗୀତ ର ସୁନାମଧନ୍ୟ ହୋଇଛନ୍ତି ମଳୟ ମିଶ୍ର ଶାର୍। ତାଙ୍କ ସଙ୍ଗୀତ ର ହୃଦୟ ସପ୍ସ କରେ। ଏବଂ ତାଙ୍କ ସବୁ ଗୀତ ସବୁଦିନ ପାଇଁ ରହିବ । ସିଦ୍ଧାନ୍ତ ମହାପାତ୍ର ଆଉ ଅନୁଭବ ଯେତେକ ଫିଲ୍ମ କରିଛନ୍ତି। ସଙ୍ଗୀତ କୁ ହିଟ୍ ଦେଇଛନ୍ତି ମଳୟ ମିଶ୍ର ଶାର୍।ଏବେ ବି ୟୁଟୁବ ରେ ମଳୟ ମିଶ୍ର ଶାର୍ ଙ୍କ ମେଲୋଡ଼ି ପ୍ରୋଗ୍ରାମ ସବୁ ଗୀତ ଭଲ ଲାଗୁଛି। ହିନ୍ଦୀ ସିଙ୍ଗର୍ କୈଳାସ ଖେର୍ ଓଡ଼ିଆ ପ୍ରଥମ ଗୀତ ହୋଇଥିଲେ କାଇଁ ତାଙ୍କର ପଦ ଗୁଡିକ କିଛି ଏପଟେ ସେପଟେ ହୋଇନଥିଲେ ତ। ଯେମିତି କା ଗୀତିକାର ବା ଲେଖା ହେଉନା କାହିଁକି ମଳୟ ମିଶ୍ର ଶାର୍ ସେ ଗୀତ କୁ ବହୁତ ସୁନ୍ଦର ଭାବରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି। ସାର୍ଥକ ମୁଜ୍ୟିକ୍ ରେ ହିନ୍ଦୀ ଭଜନ କରିଛନ୍ତି।
@sanjaynayak9081
@sanjaynayak9081 5 ай бұрын
ନା ନା ନା ରେ ଜୀବନ ନା ...
@ARJUNBMW-wm2xn
@ARJUNBMW-wm2xn 5 ай бұрын
ଆହୁରି Roop Kumar Rathod,Bapi lahari, ମୋଦୁନିଆ ତୁହି ତୁ ଫିଲ୍ମ ରେ Clear ଗାଇଛନ୍ତି ମଳୟ ମିଶ୍ର under re madhaya 👍👍
@rakeshparida4560
@rakeshparida4560 5 ай бұрын
ମଳୟ ମିଶ୍ର ବହୁତ ସୁନ୍ଦର ଭାବେ ଗୀତକୁ ସଜେଇ ଦିଅନ୍ତି...
@rakeshparida4560
@rakeshparida4560 5 ай бұрын
ମଳୟ ମିଶ୍ର ଙ୍କ ପରି ବିରଳ ପ୍ରତିଭା କୁ ଡାକିବାର ଯୋଗ୍ୟତା କନକ ନ୍ୟୁଜ ର ନାହିଁ... ମୋ ପ୍ରିୟ ମଳୟ ମିଶ୍ର...
@ARJUNBMW-wm2xn
@ARJUNBMW-wm2xn 5 ай бұрын
Han bhai 👍👍
@sidharthatripathy6206
@sidharthatripathy6206 5 ай бұрын
Se kouthiki aasibeni
@HemantaJena-my8lm
@HemantaJena-my8lm 4 ай бұрын
Malay mishra and Kumar bapi kebe interview ku asibeni
@manoranjandas4399
@manoranjandas4399 4 ай бұрын
Radio Chocolate କୁ ତିଆରି କରିଥିବା ଲୋକ ହେଲେ ମଳୟ ସାର୍
@rajcreation4878
@rajcreation4878 5 ай бұрын
ଓଡ଼ିଶା ରେ ଜଣେ music director ମଳୟ ମିଶ୍ର ସାର୍
@KBehera-BSc-MBA-LLB
@KBehera-BSc-MBA-LLB 5 ай бұрын
Sir.. ଇରା ମହାନ୍ତି ଙ୍କୁ ଦୟାକରି ସୁଯୋଗ ଦିଅନ୍ତୁ.. କାହିଁକି ଇରା ମହାନ୍ତି ଙ୍କୁ ସୁଯୋଗ ଦେଉ ନାହାନ୍ତି.. plz...
@akashbehera2764
@akashbehera2764 4 ай бұрын
Ira mohanty is the legendary singer.... premanand sir nka purbaru Ira mohanty mam 1995 year re asithile, through the swarup Nayak sir
@selfconfidence9769
@selfconfidence9769 5 ай бұрын
Music Director Malay mishra nko ro interview niantu ... Pls manash babu
@anilkumarrout6849
@anilkumarrout6849 5 ай бұрын
One nd only malaya mishra sir. All song super duper hit.
@badrinarayanjena7615
@badrinarayanjena7615 5 ай бұрын
ପୋଲ ଖୋଲି ଦବା ମାନେ ଓଡ଼ିଆ ରେ କଣ। ନିଜ କୁ ଓଡ଼ିଆ ଭାଷା ର ସଂରକ୍ଷକ କହୁଥିବା ଏ ମିଡିଆ ହାଉସ ଭାଷା ରେ ଏମିତି ଅଣ ଓଡ଼ିଆ ଶବ୍ଦ କାହିଁକି ବ୍ୟବହାର କରୁଛନ୍ତି। ନାଟକ ଚାଲିଛି ଏଠି
@prasantapanda1703
@prasantapanda1703 5 ай бұрын
ପ୍ରେମାନନ୍ଦ ଭଲ କିନ୍ତୁ ୟାଙ୍କ ଠାରୁ ମଳୟ ମିଶ୍ର ବହୁତ ବହୁତ ବହୁତ ଭଲ, ମଳୟ ମିଶ୍ରଙ୍କ ପ୍ରତି ଟି ଗୀତ ଗୋଟେ ଗୋଟେ ମାଇଲ ଖୁଣ୍ଟ, ସବୁଠାରୁ ଖରାପ ହେଲା ଅଭିଜିତ ମଜୁମଦାର, ଅଭିଜିତ ହିଁ ଓଡ଼ିଆ ଗୀତକୁ ନଷ୍ଟ କରିଦେଲା, କିନ୍ତୁ ମୁଁ ଥରେ ପ୍ରେମା ସାରଙ୍କ ଏକ interview ରେ ତାଙ୍କ ନିଜ ମୁହଁରୁ ଶୁଣିଥିଲି ସେ ନିଜେ କହିଥିଲେ ସେ କେବେ ବି ରାଜନୀତି ଗୀତ କରିବେନି
@taraitokamithunu6546
@taraitokamithunu6546 4 ай бұрын
Abhijit bi bahut Sundar Sundar Gita dei chhanti ,,,pakhare thile se sabu bhala Lage ,like kaha pada sabadare
@Jitendrabarik1903
@Jitendrabarik1903 5 ай бұрын
Ira mohanty ma'am is one of the best female singer of odia industry. There is no comparison between Ira Mohanty and Diptirekha Padhi. Even Ira Mohanty's voice is far better than Diptirekha padhi.
@anjanabindhani7065
@anjanabindhani7065 4 ай бұрын
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅
@sanjaynayak9081
@sanjaynayak9081 5 ай бұрын
ସତ କହୁଛି ମୁଁ ପ୍ରେମାନନ୍ଦଙ୍କୁ ଶୁଣେ ଅରୁଣ ମନ୍ତ୍ରୀ ,ଶ୍ରୀକାନ୍ତ ଗୌତମ ,ବିଜୟ ମଲ୍ଲ, ନିର୍ମଳ ନାୟକ ଆଉ ବସନ୍ତ ରାଜ ସାମଲଙ୍କ ପାଇଁ... ମୁଁ ମଳୟ ମିଶ୍ରଙ୍କୁ ଶୁଣେ ଗୁରୁ ଶତପଥୀ, ଅରୁଣ ମନ୍ତ୍ରୀ ,ଦେବଦାସ ଛୋଟରାୟ,ବିଜୟ ମଲ୍ଲ ,ବସନ୍ତରାଜ ସାମଲ, ନିର୍ମଳ ନାୟକ , ପଞ୍ଚାନନ ନାୟକ ,ଶ୍ରୀକାନ୍ତ ଗୌତମ ଆଉ ଗଣେଶ୍ୱର ମହାପାତ୍ରଙ୍କ ପାଇଁ.. ମୁଁ ଗୁଡଲୀ ରଥଙ୍କୁ ଶୁଣେ ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀଙ୍କ ପାଇଁ.. ମୁଁ ଅଭିଜିତ ମଜୁମଦାରଙ୍କୁ ଶୁଣେ ନିର୍ମଳ ନାୟକ, ନିଜାମ୍ ଆଉ ବାପୁ ଗୋସ୍ୱାମୀଙ୍କ ପାଇଁ.. ମୁଁ ଶାନ୍ତିରାଜ ଖୋସ୍ଲାଙ୍କୁ ଶୁଣେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ , ପଞ୍ଚାନନ ନାୟକ ଆଉ ବସନ୍ତରାଜ ସାମଲଙ୍କ ପାଇଁ.. ମୁଁ ବିକାଶ ଦାସଙ୍କୁ ଶୁଣେ ଶ୍ରୀକାନ୍ତ ଗୌତମ, ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ,ନିର୍ମଳ ନାୟକଙ୍କ ପାଇଁ.. ମୁଁ ବିକାଶ ଶୁକ୍ଳାଙ୍କୁ ଶୁଣେ ନିଜାମ୍ ଆଉ ପଞ୍ଚାନନ ନାୟକଙ୍କ ପାଇଁ.. ମୁଁ ସ୍ୱରୂପ ନାୟକଙ୍କୁ ଶୁଣେ ସ୍ଵରୂପ ନାୟକଙ୍କ ପାଇଁ.. ମୁଁ ମନ୍ମଥ ମିଶ୍ରଙ୍କୁ ଶୁଣେ ମନ୍ମଥ ମିଶ୍ର ଆଉବସନ୍ତରାଜ ସାମଲଙ୍କ ପାଇଁ ମୁଁ ପ୍ରଶାନ୍ତ ପାଢ଼ିଙ୍କୁ ଶୁଣେ ଅରୁଣ ମନ୍ତ୍ରୀ , ନିର୍ମଳ ନାୟକ ଆଉ ବସନ୍ତରାଜ ସାମଲଙ୍କ ପାଇଁ ମୁଁ ଶରତ ନାୟକଙ୍କୁ ଶୁଣେ ବିଜୟ ମଲ୍ଲ ଆଉ ଅରୁଣ ମନ୍ତ୍ରୀଙ୍କ ପାଇଁ... ମୁଁ ପ୍ରଶାନ୍ତ ନନ୍ଦଙ୍କୁ ଶୁଣେ ପ୍ରଶାନ୍ତ ନନ୍ଦଙ୍କ ପାଇଁ... ମୁଁ ଅମରେନ୍ଦ୍ର ମହାନ୍ତିଙ୍କୁ ଶୁଣେ ଶିର୍ଷାନନ୍ଦ କାନୁନଗୋଙ୍କ ପାଇଁ..
@ARJUNBMW-wm2xn
@ARJUNBMW-wm2xn 5 ай бұрын
ମଳୟ ମିଶ୍ର ଙ୍କୁ ମଧ୍ୟ ଗୀତ ଲେଖି ଆସେ
@sanjaynayak9081
@sanjaynayak9081 5 ай бұрын
Hm bhai ❤❤
@gautampradhan3182
@gautampradhan3182 5 ай бұрын
ଫିଲ୍ମ ଆଉ ଆଲବମ୍ ଭଜନ ଗୀତ ଲେଖିଛନ୍ତି ମଳୟ ମିଶ୍ର ଶାର୍।ଆଉ ନିଜାମ୍ ଶାର୍ ବି କାମ କରିଛନ୍ତି। ସୁବାଷ ମିଶ୍ର ସହିତ କାମ କରିଛନ୍ତି
@Swaggers-Of-Balasore
@Swaggers-Of-Balasore 5 ай бұрын
ମଳୟ ମିଶ୍ର The Legend Of Ollywood Melody
@manoranjandas4399
@manoranjandas4399 4 ай бұрын
Perfect 👌 ତାଙ୍କର ଆଜି ଯାଏ ଗୋଟେ ସାକ୍ଷାତ୍ କାର ନାହିଁ।
@sidharthatripathy6206
@sidharthatripathy6206 5 ай бұрын
Question-Kou odia music composer kounasi interview ku aasantinahin? Answer-Malaya Mishra Se ei na aasiba pain aahuri famous heijauchhanti.
@radioodisha1478
@radioodisha1478 4 ай бұрын
Thik kahile
@jyotirmayeemohanty2768
@jyotirmayeemohanty2768 4 ай бұрын
Kanak news interview with Premanand sir was impressive
@sukantamohanty9894
@sukantamohanty9894 5 ай бұрын
Kumar bapi and Malay Mishra dakantu please all time fovriy❤
@SIMU188
@SIMU188 5 ай бұрын
Right
@gautampradhan3182
@gautampradhan3182 5 ай бұрын
​@@SIMU188u Malaya Mishra fans
@ajitkumardasadhikari5583
@ajitkumardasadhikari5583 5 ай бұрын
Very much inspiring video
@sidharthatripathy6206
@sidharthatripathy6206 4 ай бұрын
Question-Kou odia singer kounasi interview ku aasantinahin? Answer-Kumar Bapi
@ARJUNBMW-wm2xn
@ARJUNBMW-wm2xn 5 ай бұрын
*JAHELE MALAYA MISHRA NO 1 MUSIC DIRECTOR OF ODISHA AFTER AKSHAY MOHANTY, ପ୍ରଫୁଲ୍ଲ କର, ସ୍ୱରୂପ ନାୟକ❤❤❤❤❤❤❤❤*
@ARJUNBMW-wm2xn
@ARJUNBMW-wm2xn 5 ай бұрын
MALAYA MISHRA fan like 👇👇👇👇
@user-ky5uo8wq5x
@user-ky5uo8wq5x 5 ай бұрын
Emane kichhi nuha ,salil chowdhury, madan Mohan,naushad, shanakar jaikishan,sd Burman,Rd Burman, khemchand prakash ae sabu classical janiki music director thike ,anke ta classical ra abcd na Jan puni scientist,ama odisha ra durbhagya je gote bhi legend music director bharat re na kari parinahanti
@jagannathmandal5860
@jagannathmandal5860 5 ай бұрын
Prem Anand sir is the heart of odia music industry! ❤🎉
@yashodharadebadarshini3146
@yashodharadebadarshini3146 5 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@yashodharadebadarshini3146
@yashodharadebadarshini3146 5 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@user-ud1lp4oh5t
@user-ud1lp4oh5t 5 ай бұрын
ଏହି ଗୀତ ହ୍ୟୁମାନ ସାଗର ଗାଇଥିଲେ ଭଲ ହେଇଥାନ୍ତା ଯୁବିନ କୁ କଣ ପାଇଁ ନେଲ
@tarachandpanda9481
@tarachandpanda9481 5 ай бұрын
Ruturaj better than human sagar
@PravatSahoo-ch3pc
@PravatSahoo-ch3pc 4 ай бұрын
B j D Bala jubin ko kahi thai paranti Jemiti ,modi odia music director neki kama kale semiti odisa cm Hindi singer ku nei chhanti 🤐💯
@user-yn9sw4dz4h
@user-yn9sw4dz4h 4 ай бұрын
🌹🌹
@sukantamohanty9894
@sukantamohanty9894 5 ай бұрын
Odisha jete music director achanti akshay MOHANTY khoka bhai tanka pari kie heba se ta chali galeni tanka pare jadi kie odisha re no 1music director sie hele Malay Mishra tanka sang niara siddhant Mohapatra jete filmi achi bodhe 120 ru 80ta love ra music director Malaya mishra mora fovriy❤
@bhagabansadangi1996
@bhagabansadangi1996 5 ай бұрын
mun gote katha bujhi paruni kanak news gote ete bada channel but picture quality ra resolution 360 rahuchhi .so please at least 720 karantu
@143Bikram
@143Bikram 5 ай бұрын
A music director is a very good singer fast , because he knows the output & expect.
@nagumandal8122
@nagumandal8122 5 ай бұрын
❤❤
@SwatikPanda-tu8bs
@SwatikPanda-tu8bs 4 ай бұрын
Prema Anand sir always best music director ❤❤❤
@sukantakumarmalik6991
@sukantakumarmalik6991 4 ай бұрын
❤ super jabarjast shandar episode
@sanjaynayak9081
@sanjaynayak9081 5 ай бұрын
ମୁଁ ଯାଇଥିଲି ଖଣ୍ଡଗିରି ମୋର ଘାଗରା ଗଲା ଚିରି.. ଏଇଟା କଣ double meaning ନୁହଁ..😂😂
@adityacreations....3235
@adityacreations....3235 4 ай бұрын
Very good....
@khushi668
@khushi668 4 ай бұрын
Long live. God bless. Jwell of india.
@rakeshchandrapradhan114
@rakeshchandrapradhan114 5 ай бұрын
ମୋତେ ଲାଗୁଚି,, କମେଣ୍ଟ ପଢିଲା ପରେ,,, ମଳୟ ମିଶ୍ର ସାର୍ ଙ୍କୁ,, ଡାକିବେ
@surajkumarkarmi6480
@surajkumarkarmi6480 4 ай бұрын
Jabardast
@rockyrakesh5081
@rockyrakesh5081 5 ай бұрын
Malaya mishra no 1 music director
@ARJUNBMW-wm2xn
@ARJUNBMW-wm2xn 5 ай бұрын
Han bhai
@mangarajpanda8543
@mangarajpanda8543 5 ай бұрын
Jay Jagannath🙏
@damayantidas5308
@damayantidas5308 4 ай бұрын
ଜୟ ଜଗନ୍ନାଥ ମାନସ ବାବୁ ସମସ୍ତେ ଆମପାଇଁ ବହୁତ ଭଲ ବହୁତ ବହୁତ ଧନ୍ୟବାଦ ମାନସ ବାବୁ ଜୟ ଜଗନ୍ନାଥ
@princepriyansu7520
@princepriyansu7520 5 ай бұрын
Anubhav❤
@pradeepkumardas2824
@pradeepkumardas2824 5 ай бұрын
Gajal bahut bhala lagila.
@prashantasethi9922
@prashantasethi9922 5 ай бұрын
Samaste bhala music daichanti❤❤❤
@barsharanikund536
@barsharanikund536 4 ай бұрын
Premanda is one of the musical director of Orissa
@pradipchakra7182
@pradipchakra7182 4 ай бұрын
Proud of you
@rpsahoo6650
@rpsahoo6650 5 ай бұрын
Below average composer. For me till now best composer of Odia industry is MALAYA MISHRA
@LOKANATH94
@LOKANATH94 5 ай бұрын
Premanand kebe swayam padhi ki nirmala Nayak nku niantini karana Abhijit majumdar tanku nie Abhijit majumdar swayam ku chance deichi boli swayam ra avoice nbr 1 romantic voice
@desi_gamer_fans
@desi_gamer_fans 4 ай бұрын
Malaya sir nku daka
@desi_gamer_fans
@desi_gamer_fans 4 ай бұрын
Sir Malaya sir nku daka
@anilkapoorsuna2474
@anilkapoorsuna2474 5 ай бұрын
Copy master prem ananda😂😂😂😂
@pramilasahu2346
@pramilasahu2346 5 ай бұрын
Both quality music director
@gautampradhan3182
@gautampradhan3182 5 ай бұрын
Kie kie
@jitendrapradhan9476
@jitendrapradhan9476 5 ай бұрын
Manas bro ... super
@gaurangacharanasahu6033
@gaurangacharanasahu6033 5 ай бұрын
Jay jaganatha Jay odisha super news and all staff good morning 🌄
@movlogsodia1395
@movlogsodia1395 4 ай бұрын
Kumar bapi (singer) sir nku dakantu interview pain @kanaka_news
@sarojdas1659
@sarojdas1659 5 ай бұрын
Beautiful episode. Go ahead
@nagenswain6044
@nagenswain6044 5 ай бұрын
Chada ho Jete Hele Bi Malaya Mishra Tale
@AnchorSubham1
@AnchorSubham1 5 ай бұрын
bhala lagila bht interview ti
@abhayabarik839
@abhayabarik839 5 ай бұрын
Prema Nanda babu tome bahut chalakh
@tapaskumarlenka875
@tapaskumarlenka875 5 ай бұрын
There is only one music director in odisha who is malaya mishra
@user-xi3mt5ey7s
@user-xi3mt5ey7s 4 ай бұрын
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩
@Odiculture
@Odiculture 4 ай бұрын
ଧନ୍ୟବାଦ କନକ ନିଉଜ୍‌🎉🎉
@pradipchakra7182
@pradipchakra7182 4 ай бұрын
Premananda satare tame jane Bahut bhala manisa
@armancapital8018
@armancapital8018 5 ай бұрын
ଖୁସି ର ମାନେ ହିଁ ଟଙ୍କା। ଟଙ୍କା ବିନା ଖୁସି ଅସମ୍ଭବ
@sanjayjena3758
@sanjayjena3758 5 ай бұрын
Tame hathat kemiti gote movie re 5 ru 6 gita gote masa vitare karidoucha copy karuna ta kou alga music 🎶 ru
@rakeshparida4560
@rakeshparida4560 5 ай бұрын
ପ୍ରେମାନନ୍ଦ ଙ୍କ କଥାରୁ ଏଇଆ ସ୍ପଷ୍ଟ ବାରି ହେଇ ଯାଉଛି କି ସେ ମଳୟ ମିଶ୍ରଙ୍କୁ ଇର୍ଷା କରୁଛନ୍ତି ଯୋଉଥିପାଇଁ କି ସେ ଅଭିଜିତ ମଜୁମଦାର ଯିଏ କି ଜଣେ ସାଧାରଣ ମ୍ୟୁଜିକ ଡିରେକଟର ତାଙ୍କ ବିଷୟରେ ଏତେ କଥା କହୁଛନ୍ତି ମାତ୍ର ଗର୍ବର ସହ ମଳୟ ମିଶ୍ରଙ୍କ ଠାରୁ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣ କରୁଛନ୍ତି... କିନ୍ତୁ ଏଇଟା ହିଁ ସତ୍ୟ ଯେ ମଳୟ ମିଶ୍ର ହିଁ ଅକ୍ଷୟ ମହାନ୍ତି ଙ୍କ ପରେ ଓଡ଼ିଶାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ... 🙏🙏🙏
@sanjaynayak9081
@sanjaynayak9081 5 ай бұрын
ନା ଭାଇ ମଳୟ ମିଶ୍ରଙ୍କ ତୁଳନା ନାହିଁ କିନ୍ତୁ ଅକ୍ଷୟ ମହାନ୍ତିଙ୍କ ପରେ ସ୍ୱରୂପ ନାୟକଙ୍କ ସ୍ଥାନ ଅପୂରଣୀୟ...
@ARJUNBMW-wm2xn
@ARJUNBMW-wm2xn 5 ай бұрын
@@sanjaynayak9081 ସ୍ୱରୂପ ନାୟକ କେତୁଟା ଭଜନ କରିଛି କହିଲୁ ଦେଖିଆ, ketuta ଗୀତ ଗାଇଛି କହିଲୁ ଡେଖିଆ 😀😀😀
@ARJUNBMW-wm2xn
@ARJUNBMW-wm2xn 5 ай бұрын
Han bhai
@MahadevMadha
@MahadevMadha 5 ай бұрын
ମୋର ପ୍ରିୟ ମଳୟ ମିଶ୍ର ସାର
@user-fw2cf7yn9b
@user-fw2cf7yn9b 5 ай бұрын
Setiki thaure bhai au kahana
@sunilkumarpadhi36
@sunilkumarpadhi36 5 ай бұрын
Best Music Director Malaya Mishra nkara gote Interview karajau..
@ajitkumardasadhikari5583
@ajitkumardasadhikari5583 4 ай бұрын
Talented video
@silunayak6482
@silunayak6482 5 ай бұрын
Sir copy karichhanti..sabu sata kahile ata kintu michha kahile..apana copy karanti .
@radioodisha1478
@radioodisha1478 4 ай бұрын
😅😅😂😂😂
@soumyadarsandash6917
@soumyadarsandash6917 5 ай бұрын
We need kumar bapi sir
@sukantkumardash2059
@sukantkumardash2059 5 ай бұрын
Jane simple nonveg personality God gifted with great inspiration of odia industry..❤❤❤❤
@sanjaynayak9081
@sanjaynayak9081 5 ай бұрын
ଭାଇ ଲକ ଡାଉନ୍ ପୂର୍ବରୁ ମଳୟ ମିଶ୍ର କେବଳ ରଙ୍ଗେଇଲୁଣ୍ଡା ଗୀତ ପାଇଁ ହାଇଲାଇଟ୍ ହେଇଥିଲେ ଯଦିଓ ତାଙ୍କ ଲାଷ୍ଟ musical ହିଟ୍ ଆଖିରେ ଆଖିରେ ଥିଲା..ସେତେବେଳେକୁ ମାର୍କେଟ ରେ ଥିଲେ ଅଭିଜିତ ଆଉ ପ୍ରେମାନନ୍ଦ କଣ ଏମିତି ହେଲା ଲକ ଡାଉନ୍ ପରେ ବାଜି ପଲଟିଗଲା ଅଭିଜିତ ଆଉ ପ୍ରେମାନନ୍ଦ ହଜିଗଲେ ଏଇଟା ସତ ଯେବେ ମଳୟ ମିଶ୍ର ରଣଭୂମିରେ ଥାନ୍ତି ସେଠୀ ତାଙ୍କର କେହି ପ୍ରତିଦ୍ବନ୍ଦୀ ନଥାନ୍ତି
@ARJUNBMW-wm2xn
@ARJUNBMW-wm2xn 5 ай бұрын
👍👍👍👍👍👍👍👍👍
@ARJUNBMW-wm2xn
@ARJUNBMW-wm2xn 4 ай бұрын
ଆଖିରେ ଆଖିରେ ପରେ ପୁଅ ମଳୟ ମିଶ୍ର ଆହୁରି ଗୀତ ହିଟ ଦେଇଥିଲେ ତୁ ଜାଣିନୁ ବୋଧେ ନିଝୁମ ରାତିର ସାଥୀ, ମିଠା ମିଠା,ତମକୁ ଦେଖିଲା ପରେ, ଛାତି ତଳେ ଡିଂ ଡଙ୍ଗ, ତୋର ଦିନକୁ ମୋର ଦିନେ, ବାବୁ ଭାଇଯାନ, etc 👍👍👍👍👍👍😀😀😀😀😀😀😀😀😀😀
@ARJUNBMW-wm2xn
@ARJUNBMW-wm2xn 5 ай бұрын
*ମାନସ ଗାଣ୍ଡୀରେ ଯଦି ଦମ୍ ଅଛି ମଳୟ ମିଶ୍ର ଙ୍କୁ ଡାକିବ ଓପନ ଚାଲେଞ୍ଜ*
@sidharthatripathy6206
@sidharthatripathy6206 5 ай бұрын
Se ta aasibeni kouthiki
@ARJUNBMW-wm2xn
@ARJUNBMW-wm2xn 5 ай бұрын
@@sidharthatripathy6206 ତୁ କେମିତି ଜାଣିଲୁ
@ARJUNBMW-wm2xn
@ARJUNBMW-wm2xn 5 ай бұрын
@@sidharthatripathy6206 ତୋ ଇଛା ରେ
@LOKANATH94
@LOKANATH94 5 ай бұрын
Je kounsasi Gita re malaya mishra bhali kehi kariparibeni tanka Gita pura heart ku touching kare
@MandakiniJena-gd5lj
@MandakiniJena-gd5lj 13 күн бұрын
Sir mora bohut febright
@akshayavlog3420
@akshayavlog3420 5 ай бұрын
Malay mishra ira Mohanty ku dakabtu
@nikeshnandan9918
@nikeshnandan9918 5 ай бұрын
Malay mishra sir nku daka jau❤❤❤
@mustaqueahemad8431
@mustaqueahemad8431 4 ай бұрын
Prem anand sir best music director
@krushnachbehera2481
@krushnachbehera2481 4 ай бұрын
ମାନସ୍ ଭାଇ ଆପଣଙ୍କ ହସ ଟା ଲକ୍ଷ୍ୟ ଟଙ୍କା....ଝାକସ ହସ😂
@santoshbehera1277
@santoshbehera1277 5 ай бұрын
Ame mane bahuta khusi haithau kendrapara ra mohakalpada block ra gotia chotia.gan jahar naa sanagan sai ganru ate bada prativaban manisa 🙏 prema bhai bahuta khusi lagila. Ama ganra naa rakhila.
@user-lo6ix1if7t
@user-lo6ix1if7t 4 ай бұрын
Sabu music director bhala ... Akshay mohanty...Swarup nayak sir my fav...Malaya mishra.. Premanand...Guduli ratha...etc
@gudoolsingh007
@gudoolsingh007 5 ай бұрын
Before TO MO LOVE STORY movie, his music are average hit. But album song more hit than movie song. At that time the songs arrengements are very outdated. After TU MO LOVE STORE He change outdated arrengements and create song like young generation wants.
@biswanath5297
@biswanath5297 5 ай бұрын
Bhasa bhi hindi heigala,pol jagare au odia sabda nahin😂😂😂😂😂
@gudoolsingh007
@gudoolsingh007 5 ай бұрын
He is good music director, but he is not great like swaroop nakyak.
@shivam-creation.ap007
@shivam-creation.ap007 4 ай бұрын
Malaya mishra sir nka upare b gote episode karantu tankara b gote interview niantu
@jharanamohanty
@jharanamohanty 5 ай бұрын
Chhechada manas! Be positive, respect grt people of State like Odisha.
@sulatamohapatra1714
@sulatamohapatra1714 2 ай бұрын
Gaja line suni mun kandipakaili sir.
@sanjeebpadhan6436
@sanjeebpadhan6436 5 ай бұрын
Lallan top copy 😂
@nagenswain6044
@nagenswain6044 5 ай бұрын
A Bekar Music Director Manaku Kanhiki Dakucha Malaya Mishra Nku Dakuna
@ARJUNBMW-wm2xn
@ARJUNBMW-wm2xn 5 ай бұрын
👍👍👍
@sukantkumardash2059
@sukantkumardash2059 5 ай бұрын
Faltu comments deuchanti..
@shantanyurout9445
@shantanyurout9445 5 ай бұрын
God bless you
@anusuyamahananda486
@anusuyamahananda486 3 ай бұрын
ନିଶ୍ଚିତ ଭାବରେ ପ୍ରେମଆ ନନ୍ଦ ସାର୍ ପଦ୍ମଶ୍ରୀ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି ।
@skentertainmentpromotions3115
@skentertainmentpromotions3115 5 ай бұрын
Odia news channel bhi last ku Hindi news channel nka concept copy karuchanti aau 😅😅😂😂 , Odia kichi ta creative kara , sabu jinsa re kahucha Anya style copy karibi show maribu .
@anusuyamahananda486
@anusuyamahananda486 3 ай бұрын
ଓଡ଼ିଆ singer bahut bhala gauchhanti jepari ଅପେକ୍ଷା ର ସବୁ singer
@ajayswain7477
@ajayswain7477 5 ай бұрын
Something something film song ra dita song music trak copy ,,,copy kare ni kan...tautor
@khirodamanta7172
@khirodamanta7172 5 ай бұрын
Sushant mani nku thare show ku dakantu
@sumansahu3616
@sumansahu3616 5 ай бұрын
Kanak news supar sir tike Anubhav Bhaijan ku anatu sir
@S.PRAHARAJPRUSTY
@S.PRAHARAJPRUSTY 5 ай бұрын
Super sir nuhne Super star 😊😊😊
@soyanaudar2206
@soyanaudar2206 5 ай бұрын
🖐️🖐️❤️❤️❤️
@harapriyasahu5106
@harapriyasahu5106 4 ай бұрын
Premananda sir 🙏 padmshree paebe nischita
@goodartitude.9917
@goodartitude.9917 5 ай бұрын
Comment BOX ରେ ବାଦ ହିଂସା କାହିଁକି କରୁଛ ଭାଇ ମାନେ ସେମାନଙ୍କ ଯୋଗୁ ତ ଆମେ ଭଲ ଭଲ ଗୀତ ଶୁଣି ମନୋରଞ୍ଜନ କରି ପାରୁଛେ.🎤 🥰❤
@MaheswarBej-sh2se
@MaheswarBej-sh2se 5 ай бұрын
Kumar bapi nku thare interview ku ana
@shreemantashreemahanta3690
@shreemantashreemahanta3690 5 ай бұрын
ACP Ranveer re Kain copy karicha
@nilanchaldas9063
@nilanchaldas9063 4 ай бұрын
All time favourite Prem Ananda Sri ❤
@arabindabehera95
@arabindabehera95 5 ай бұрын
Very good ❤❤❤❤❤
@Nameissubhasish
@Nameissubhasish 5 ай бұрын
Really A Musical Scientist Jay Jagannath
@ritadalei9484
@ritadalei9484 4 ай бұрын
ମାନସ ବାବୁ କେମିତି ଜାଣିଲ ଯେ ପ୍ରେମାନନ୍ଦ ପଦ୍ମଶ୍ରୀ ପାଇବେ । ତା ଅର୍ଥ ପ୍ରେମାନନ୍ଦ ମାନସ ବାବୁ ଙ୍କୁ ଆଗରୁ ସବୁ ପ୍ରଶ୍ନ ତିଆରି କରି ଦେଇଛନ୍ତି। ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି ମନେହେଉଛି
@swapnamohanty7027
@swapnamohanty7027 5 ай бұрын
Best program of kanak news😊
@chanchalajena4258
@chanchalajena4258 5 ай бұрын
Manasa sir rani didi nku thare anantu
@gyanaranjanjena9326
@gyanaranjanjena9326 5 ай бұрын
Why this anchor sound l8ke beerbicep
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 543 М.
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 56 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 57 МЛН
Prem Anand, Music director  || 3G ENCOUNTER || Kalinga TV
26:00
Kalinga TV
Рет қаралды 195 М.
🔵 Unveiling The Truth With Singer Geeta Das | Kanak News
39:41
Kholakatha With Ollywood Actor-Director Hara Patnaik
20:25
🔵  Unveiling The Truth With Singer Humane Sagar | Kanak News
26:53
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 543 М.