କେଉଁ ମାନେ କେମିତି ମରନ୍ତି ? II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ

  Рет қаралды 198,996

WC Bhakti

WC Bhakti

Күн бұрын

କେଉଁ ମାନେ କେମିତି ମରନ୍ତି ? II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା-ସତ୍ୟାନନ୍ଦ ଦାସ
ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "WC BHAKTI " ପ୍ରଥମ ଅଧାତ୍ମିକ ୟୁ ଟ୍ୟୁବ ଚାନେଲ । ଯେଉଁଥିରେ ଆପଣ ମାନେ ପାଇପାରିବେ ବୁଡ଼ି ଯାଉଥିବା କଳା ଓ ଲୋକ ସଂକୃତି ର ପୁନଃ ଉଦ୍ଧାର ପାଇଁ କିଭଳି ଭାବରେ ପୁଣିଥରେ ଲୋକଙ୍କ ମଧ୍ୟରେ ଉଜିବିତ ରହିବ ଓ ପୁନଃ ଉଦ୍ଧାର ହେଇପାରିବ ଏଥି ପାଇଁ ଆମର ଏ ପ୍ରୟାସ ଜାରି ରହିଛି I। ତେବେ ଆମ ଚାନେଲ " WC BHAKTI" କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । ଧନ୍ୟବାଦ
✽ Prabakta- Satyananda Das
✽ Arranger - SHREE SHREE UTTARESWARA MAHADEV , PODARUAA , BALIKUDA , JAGATSINGHPUR
✽ Concept , Screen Play - Manas
✽ Dop - Abhaya , Prasanjit
✽ Edited By: WC BHAKTI
other social links
Instagram - / wcbhakti
Facebook - / wcbhakti
KZbin - / @wcbhakti
#wcbhakti #jagannathstory #anubhutirejagannath #anubhutireshreejagannath #anubhutirethakura #jagannathmahima #jagannathpuri #anubhutirethakura #shreejagannathmahima #odia
#ପ୍ରବକ୍ତାସତ୍ୟାନନ୍ଦଦାସ #ଶ୍ରୀମଦ୍ଭାଗବତପାରାୟଣ #ପ୍ରବଚନ #କେଉଁମାନେକେମିତିମରନ୍ତି

Пікірлер: 128
@kishoresenapati2817
@kishoresenapati2817 Жыл бұрын
Jay jagannath swami mahabahu🙏🙏🙏. Jay gurudeba baba pranama
@ajayaroutray9796
@ajayaroutray9796 3 ай бұрын
❤jay jagannath ❤
@1chinturana190
@1chinturana190 Жыл бұрын
Jay jagannath🙏❤
@SaraswatiPradhan-ok2rq
@SaraswatiPradhan-ok2rq Жыл бұрын
Jay Jagannath
@OkilParida-p9k
@OkilParida-p9k 3 ай бұрын
Jay jagannath
@rajalaxmibarik3852
@rajalaxmibarik3852 Жыл бұрын
Jay guru Jay guru🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nityanandbehera3373
@nityanandbehera3373 Жыл бұрын
ଜୟ ଜଗନ୍ନାଥ ହରିବୋଲ 🙏
@laxmipriyanandi8399
@laxmipriyanandi8399 Жыл бұрын
Jayjagannath
@SasmitaMohapatra-m2b
@SasmitaMohapatra-m2b Жыл бұрын
Jay shree jagannath 🙏🙏🙏 🙏🙏 Jay maa sarala 🙏🙏🙏🙏🙏 Babanka padatale more Ananta koti pranam 🙏🙏🙏🙏 Daya Kara dinajane
@pabitraojha4397
@pabitraojha4397 Жыл бұрын
Jay Jagannath swami nayan patha gami🥀🌻🙏🙏🙏guruji ananta koti dandawat prannam 🙏🙏
@sridharparida7191
@sridharparida7191 2 ай бұрын
ଜୟ ଜଗନ୍ନାଥ ହରିବୋଲ 🎉🎉🎉
@satyajitpratap6535
@satyajitpratap6535 2 жыл бұрын
🌷ହେ ମହାବାହୁ ଜଗତ ଉଦ୍ଧାର ହେଉ🌷 🙏🌿💐🌿💐🌿💐🌿💐🌿🙏
@prasantamohantymohanty8938
@prasantamohantymohanty8938 2 жыл бұрын
ଜୟ ଉତ୍ତରେଶ୍ୱର, ଜୟ ବାବା ସତ୍ୟନନ୍ଦ ଜୀ
@arabindajena8110
@arabindajena8110 2 жыл бұрын
, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@subhendrapradhan2507
@subhendrapradhan2507 2 жыл бұрын
ଜୟ ଗୁରୁ ଜୟ ଜଗନ୍ନାଥ
@MINE-ql3jq
@MINE-ql3jq Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🌹🙏🙏🙏🙏🙏🙏🙏🌹
@madhusudanroutray3622
@madhusudanroutray3622 2 жыл бұрын
jay jagannth.jay guruji
@jayjagannathfurniture3903
@jayjagannathfurniture3903 2 жыл бұрын
ହେ ମହାପ୍ରଭୂ 😭ଆପଣଙ୍କ ପାଦପଦ୍ମେ ରେ ଅନନ୍ତକୋଟି ପ୍ରଣାମ🙏🌹ମୋ ମହାପ୍ରଭୁ
@bholanath9801
@bholanath9801 2 жыл бұрын
Haribol Pranaam 🙏🙏🙏
@MamataNayak-gt3iq
@MamataNayak-gt3iq 4 ай бұрын
🎉 ଜୟଭାଗବତ 🪴 ମହାପୁରାଣ 🪴
@SukdevSethi-s3n
@SukdevSethi-s3n 9 ай бұрын
JayJagannath 😊
@bharatisatpathy2427
@bharatisatpathy2427 Жыл бұрын
Baba pranam
@GaneshGouda-c3e
@GaneshGouda-c3e 5 ай бұрын
Jay jagnnath Jay jagnnath
@pralayadas9091
@pralayadas9091 2 жыл бұрын
ଜୟ ଜଗନ୍ନାଥ 🙏 ଜୀବନ ର ପରିଭାଷା କୁ ସରଳ ରେ ବୁଝେଇ ଲୋକ ଙ୍କ ନିକଟ ରେ ପହଞ୍ଚାଉଥିବାରୁ ଗୁରୁଜୀ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ପ୍ରଣତି 🙏🙏🙏🙏
@kalucharansahoo3698
@kalucharansahoo3698 2 жыл бұрын
Ati sundar laguchhi ram katha.jay sri ram .
@pintusmrutiranjan5374
@pintusmrutiranjan5374 2 жыл бұрын
ଜୟ ଜଗନ୍ନାଥ 🙏
@kunirana4682
@kunirana4682 2 жыл бұрын
Jay jagannth🌼 namaste guruji🌼 pranama guru Jay ho tamo padatale koti binoti 🌼🌼🙏🙏
@keshabbiswal5098
@keshabbiswal5098 Жыл бұрын
Hari Om tat sat Sri sadguru maharaj ki jay
@soumyaranjansahu3887
@soumyaranjansahu3887 2 жыл бұрын
Radhe Gobinda
@ajitkumarparida4949
@ajitkumarparida4949 2 жыл бұрын
Jay Gurudeb swaminki jay.Jay Jagannath swaminki jay.Radhe radhe
@sudhansusekhar7559
@sudhansusekhar7559 2 жыл бұрын
ଅତି ସୁନ୍ଦର ବହୁତ ଶାନ୍ତି ଲାଗିଲା
@surendramaharana3126
@surendramaharana3126 Жыл бұрын
Joy gurudev joy Jagannath
@kalucharansahoo3698
@kalucharansahoo3698 2 жыл бұрын
Jay sri ram prabhuji.
@soumyaranjansahu3887
@soumyaranjansahu3887 2 жыл бұрын
Pranam guruji
@prasantakumarbhoi8268
@prasantakumarbhoi8268 2 жыл бұрын
Pranaam prabhu Jay Jagannath
@puspalatanayak3246
@puspalatanayak3246 Жыл бұрын
🙏🌹🙏
@HarapriyaBehera-gk3ru
@HarapriyaBehera-gk3ru Жыл бұрын
Jay jagannath Swami Nayana patha gami bhaba tume 🙏🙏🙏🙏
@Ayasakanta_44
@Ayasakanta_44 2 жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ,ଏହାର ମହତ୍ତ୍ଵ ବାବା କଣ, ଏହାର ମାନେ କଣ?ଏହାର ଅର୍ଥ ରହିଛି ଆଜ୍ଞା ,ଏହାକୁ ଟଙ୍କା ସହିତ ତୁଳନା କରି ହରେ ଟଙ୍କା ହରେ ଟଙ୍କା କହିବା ଟା ଭଲ ହେବ ନାହିଁ ।🙏 ଜୟ ଶ୍ରୀ ରାମ 🙏
@satyapradasahoo3612
@satyapradasahoo3612 2 жыл бұрын
Omm guru
@pravatnayak7704
@pravatnayak7704 2 жыл бұрын
Jaya jagarnath Swami
@bijaymishra6797
@bijaymishra6797 2 жыл бұрын
Very Very nice beautiful prabachana thanks to BABA Satyananda Das prabachaka jai jagannath jai 🙏
@asitrout7659
@asitrout7659 2 жыл бұрын
🙏🙏ପ୍ରଣାମ. ଜୟ ଜଗନ୍ନାଥ ସ୍ୱାମୀ
@pramilasahu4916
@pramilasahu4916 2 жыл бұрын
Pranam guruji Moro 🙏🙏
@rabindranathkunda6888
@rabindranathkunda6888 2 жыл бұрын
ବହୁତ ସୁନ୍ଦର , ପ୍ରଣାମ
@umeshchandrajaijagnnth2664
@umeshchandrajaijagnnth2664 2 жыл бұрын
Jay Jagannath Jay Jay
@jayjagannath1503
@jayjagannath1503 2 жыл бұрын
Pranam jay jagannath
@suratinayak3632
@suratinayak3632 2 жыл бұрын
Jay Jagannath jay Baba pranam 🙏🙏🙏🤝🙏🤝🙏🙏🙏
@raghunathsethi2239
@raghunathsethi2239 2 жыл бұрын
Jay jagannath mahaji nku ananta koti pranam
@dr.digarajbrahma113
@dr.digarajbrahma113 2 жыл бұрын
Scientific explanation of highest realisation of life.
@samirsethi3803
@samirsethi3803 2 жыл бұрын
ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍
@sibaranjanbarik6314
@sibaranjanbarik6314 2 жыл бұрын
Hare Krishna 🙏🙏🙏
@basantarout9538
@basantarout9538 2 жыл бұрын
🙏 🙏 🙏 🙏 🙏
@odiabhajan873
@odiabhajan873 2 жыл бұрын
Jay shree Krishna
@pravakarpanda8723
@pravakarpanda8723 2 жыл бұрын
जय जगन्नाथ
@jagannathchhanel3272
@jagannathchhanel3272 2 жыл бұрын
2 3 5 hea haamara sharir he panchabhut me lin hana jindegi me kuch achha marar karla jay 🌺🌺🌺jagannath maha prabhu laxmi nayanm🥰🥰🥰😍
@crsahulnt
@crsahulnt 2 жыл бұрын
❤️🌹❤️⚘श्री⚘❤️🌹❤️ 🙏🌸⚘ राधे राधे⚘🌸🙏 🌼⛳🌼👣🌼⛳🌼 🌼🌻हरे 👣कृष्ण🌻🌼 💧🥥🍁🙏🍁🥥💧
@padmabatimohanta252
@padmabatimohanta252 2 жыл бұрын
ସବୁ ସୁଖ ସେଇ ଅନନ୍ତ ଚରଣରେ
@pramilasahu4916
@pramilasahu4916 2 жыл бұрын
Nice Katha prAbhuji 🙏
@ManojSahoo-z9z
@ManojSahoo-z9z 6 ай бұрын
Omm noma jagannthanomo🙏🙏🙏🙏🙏🙏🙏🌸🪷🌸🪷🌸🪷💮🏵️💮🌸🪷🏵️💮🌸🪷🏵️💮🌸🪷🏵️💮🌸🪷🏵️💮🌸🪷🏵️💮🌸🪷🌷
@akashchandsethi9917
@akashchandsethi9917 2 жыл бұрын
ନୀଳାଚଳ ନିବାସାୟ ନିତ୍ୟାୟ ପରମାତମେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟତେ ନମଃ 🙏🙏 ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ହେ ବିଶ୍ଵ ନୀୟନ୍ତା ସାରା ବିଶ୍ଵର ମଙ୍ଗଳ କର ପ୍ରଭୁ 🙏🙏🙏
@puspasahoo756
@puspasahoo756 2 жыл бұрын
Guruji pranam ,, nice motivation
@suchismitarout5368
@suchismitarout5368 2 жыл бұрын
Namaste..guruji
@jaganathpradhan4433
@jaganathpradhan4433 2 жыл бұрын
Jay.jagannath
@ansumanpanda6329
@ansumanpanda6329 2 жыл бұрын
Very good information ..
@gayatreesahoo1119
@gayatreesahoo1119 2 жыл бұрын
Joy guru
@JagadishTrades
@JagadishTrades 2 жыл бұрын
Jai jagannath
@mamatasahu2478
@mamatasahu2478 2 жыл бұрын
🙏🙏🙏🌹🙏🙏
@ସତସଙ୍ଗହିଁଜୀବନ
@ସତସଙ୍ଗହିଁଜୀବନ 2 жыл бұрын
ମୋ କାଳିଆ ଠାକୁର ମୋ ଦୀନବନ୍ଧୁ ମୋ କୃପାସିନ୍ଧୁ ମୋ ମାଧବ ମୋ ମଧୂସୁଦନ ତୁମକୁ ବାରମ୍ବାର ପ୍ରଣାମ ମଣିମା ତୁମକୁ ଅନେକ ବାର ପ୍ରଣାମ ଏ ଅଧମ ପାମର ପାପୀ ଟିକୁ ତୁମ ଚରଣରେ ଦାସ ବନେଇଦିଅ। ହେ ଦୀନବନ୍ଧୁ ତୁମ ଛଡ଼ା ମୋର ଆଉ କେହି ନାହିଁ ରେ। ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ ମୋ ଡଙ୍ଗା ବୁଡିଯିବ ରେ ମହାପ୍ରଭୁ ରକ୍ଷା କର ହେ ମଣିମା ଏ ସଂସାର କୁ ରକ୍ଷା କର 😭😭😭😭🚩🚩🚩🙏🙏🙏🙏❤️❤️❤️❤️🕉️🕉️🕉️🕉️🌺🌺🌺🌺🌺😔😔😔😔😔🚩🚩🚩🚩
@simaliprinsa4252
@simaliprinsa4252 2 жыл бұрын
ଗୁରୁ ଦେବଙ୍କ ଚରଣେ କୋଟି କୋଟି ପ୍ରଣାମ 🙏🌼🙏
@mamatanayak4558
@mamatanayak4558 2 жыл бұрын
🙏🙏🙏🙏bahut badhiya
@bhabanishankarpati466
@bhabanishankarpati466 2 жыл бұрын
Joy Gurudevji 🙏🙏🙏
@bapunibisoi8025
@bapunibisoi8025 2 жыл бұрын
Jay Jagannath prabhu
@jyotisankarpattanayak5700
@jyotisankarpattanayak5700 2 жыл бұрын
Jay Jagannath mo pranam grahan karantu 🙏🙏🙏🙏🙏
@biswajitdalai2021
@biswajitdalai2021 2 жыл бұрын
Nice at 1 lakh Views
@mitrabhanuacharya2235
@mitrabhanuacharya2235 2 жыл бұрын
jay jagannath 🙏
@Jay-rz2cg
@Jay-rz2cg 2 жыл бұрын
Jay jagannath Jay jagannath Jay jagannath
@ramchandrahota2430
@ramchandrahota2430 2 жыл бұрын
Namaste Guruji! Your valuable inspirational spritual exhortations will no doubt purify human hearts with göod virtues
@BiranchiNarayanSatpathy-pw5st
@BiranchiNarayanSatpathy-pw5st 2 ай бұрын
Jay Shri Ram😢😢❤❤😂🎉😅
@panchanansahoo5789
@panchanansahoo5789 2 жыл бұрын
Super🙏
@bishnupriyapattnaik8935
@bishnupriyapattnaik8935 2 жыл бұрын
Jay Jagannath 🙏🙏🙏
@mamatanayak4558
@mamatanayak4558 2 жыл бұрын
👌❤️👌
@reenagajendra2307
@reenagajendra2307 2 жыл бұрын
Jay jagannath 🙏🙏🙏🙏Sri Charan tale koti koti pranam
@PabitramohanSahoo-bw6rx
@PabitramohanSahoo-bw6rx 7 сағат бұрын
Jay jaganatha🙏
@sukantamaharana1226
@sukantamaharana1226 2 жыл бұрын
Jay Jagannath swami ki Jay 🙏🙏🙏🙏🙏🙏🙏
@abhayamallick4672
@abhayamallick4672 2 жыл бұрын
Jay Jagantha 🙏
@balarampanigrahy9775
@balarampanigrahy9775 2 жыл бұрын
Jay gurudev🙏🙏🙏
@dilipkumarsahoo8693
@dilipkumarsahoo8693 2 жыл бұрын
santi soichi
@biswajitdalai2021
@biswajitdalai2021 2 жыл бұрын
almost 1 lakh views! congrats!
@hemantkumarroutray407
@hemantkumarroutray407 Жыл бұрын
ହେ ପବିତ୍ର ଆତ୍ମା ମୋତେ ଣରଣ ପ୍ରଦାନ କରିବା ହୁଅନ୍ତୁ ,ଜୟଜଗନ୍ନାଥ
@PramodMishra-g6d
@PramodMishra-g6d 17 сағат бұрын
Very nice god blessyou
@pramodatripathy3723
@pramodatripathy3723 Ай бұрын
Jay Jaganath swami🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌹🌹🌹🌹🌹🌹🌹🌹🌹🌹🌺🌺🌺🌺🌺
@mangalamyogagroup4094
@mangalamyogagroup4094 2 жыл бұрын
Sundar
@swornalatanayak9384
@swornalatanayak9384 2 жыл бұрын
Jay jagannath swami nayanapathgami. Pranam bhai
@odiabhaktisaro4403
@odiabhaktisaro4403 2 жыл бұрын
ଦୟା କରି କୁହନ୍ତୁ କେମିତି ।ଭେଟ ହେବ ଆପଙ୍କ ସୋଇଥ।।jay ଜଗନ୍ନାଥ ସ୍ୱାମୀ କି ଜୟ
@socialrenessa1529
@socialrenessa1529 2 жыл бұрын
SOCIAL Renessa poem channel ଆମ ଭିଡ଼ିୟକୁ ଦେଖିବେ
@rajendranarayanparhi320
@rajendranarayanparhi320 2 жыл бұрын
Jay Jagannath This holy sankirtan is barely required in order to provide solace to our mind.
@purnasahoo4254
@purnasahoo4254 2 жыл бұрын
ଯେତେ ଲାଇକ କଲେବି କମ୍ ପଡ଼ିଯିବ ଜୟ ଜଗନ୍ନାଥ ହରିବୋଲ 🙏🏻❤️🙏🏻
@EternalLife0520
@EternalLife0520 2 жыл бұрын
"ମନପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ ।" ମାଥିଉ 3:2 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ । ଯୋହନ 3:16
@ସତସଙ୍ଗହିଁଜୀବନ
@ସତସଙ୍ଗହିଁଜୀବନ 2 жыл бұрын
ମନ ପରିବର୍ତ୍ତନ କିଏ କରୁଛି,ନିରିହ ଜୀବ ମାନଙ୍କୁ ମାରି ଖାଇବାକୁ କ'ଣ ଇଶ୍ୱର କହିଛନ୍ତି,ସୁରାପାନ କରିବାକୁ ପର ନାରୀ ହରଣ କରିବାକୁ କ'ଣ ଇଶ୍ୱର କହିଛନ୍ତି। ଶାସ୍ତ୍ର ଅନୁସାରେ ଖାଦ୍ୟ ମନୁଷ୍ୟ ମାନଙ୍କ ପାଇଁ ରହିଛି। ସାତ୍ତ୍ୱିକ ଆହାର କରିବା ଦରକାର। ତାମସିକ ଆହାର ଦାନବ ଆହାର। ଆହାର ନିଦ୍ରା ଭୟ ଏବଂ ମୈଥୁନ କରିବା ଆଜିର ମଣିଷ ର ଶ୍ରେଷ୍ଠ ଧର୍ମ ହୋଇ ସାରିଛି। ପଶୁ ତୁଲ୍ୟ ଅର୍ଥାତ୍ ଭୋଗ ଯୋନି ରେ ଆଜି ମନୁଷ୍ୟ ପାଗଳ। ମନୁଷ୍ୟ ଜନ୍ମ ମିଳିଛି କର୍ମ ଯୋନି ରେ ଏହାକୁ ପରୋପକାର କରି ବିଶ୍ୱର କଲ୍ୟାଣ କରି ଏବଂ ଇଶ୍ୱର ଭକ୍ତି ରେ ଜୀବନକୁ ସୁଖମୟ କରି ଆନନ୍ଦ ଲାଭ କରିବା। କାହିଁ ଏସବୁ, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସତସଙ୍ଗ ହିଁ ଜୀବନ ଭଜ ଗୋବିନ୍ଦ 🙏
@EternalLife0520
@EternalLife0520 2 жыл бұрын
@@ସତସଙ୍ଗହିଁଜୀବନ ତୁମର କେଉଁ କେଉଁ ଧର୍ମ ଶାସ୍ତ୍ର ରହିଛି ? ତୁମେ କେତୋଟି ପଢ଼ିଚ ?
@ସତସଙ୍ଗହିଁଜୀବନ
@ସତସଙ୍ଗହିଁଜୀବନ 2 жыл бұрын
ତୁମେ ଜ୍ଞାନି ଧନ୍ୟବାଦ 🙏
@EternalLife0520
@EternalLife0520 2 жыл бұрын
@@ସତସଙ୍ଗହିଁଜୀବନ ସେମିତି ନୁହେଁ !! କିଛି ମହାସତ୍ୟ ରହିଛି ଯାହା ମଣିଷକୁ ସ୍ବୀକାର କରିବାକୁହିଁ ହେବ ! ମୃତ୍ୟୁ ଜଣ ? ଓ ଏହାର ସଜ୍ଞା ! ଜୀବନ କଣ ? ଏହାର ସଜ୍ଞା ! ଉଦ୍ଧାର କଣ ଓ ଅନନ୍ତ ଜୀବନ ? ପାପ ଓ ଏହାର ସଜ୍ଞା ! ଧାର୍ମିକତା ଜଣ ? ଜୀଵନ ଅନ୍ତେ କି ପ୍ରତିଫଳ ରହିଛି ? ଅନୁଗ୍ରହ କଣ ? ହଁ, ତୁମକୁ ଆଉ ମୋତେ ଏଇ ଜୀବଦଶା ମଧ୍ୟରେ ହିଁ ଜ୍ଞାତ ହେବାକୁ ହେବ !! କାରଣ ସତ୍ୟ ପବିତ୍ର ଶାସ୍ତ୍ର କହେ:- "ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି.... ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।" ଏବ୍ରୀ 9:27-28
@prasantananda2078
@prasantananda2078 2 жыл бұрын
Sanjuktaodiyayoutuber 🙏🙏🙏
@chitaranjansethi6860
@chitaranjansethi6860 Жыл бұрын
Mu basaya pachhare padijauchhi Baba mu janiparuni
@ganeswarmohanty9099
@ganeswarmohanty9099 2 жыл бұрын
Jay my gurudev Gurudev .apanaknara mobile no diantu
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 38 МЛН
didn't manage to catch the ball #tiktok
00:19
Анастасия Тарасова
Рет қаралды 18 МЛН