ଏଯାଏଁ ବିଜେଡିର ଭାଙ୍ଗୁନି ବହପ || BJD || Police || jagatsingpur

  Рет қаралды 27,462

Argus News

Argus News

21 күн бұрын

୨୫ ବର୍ଷ ଧରି କ୍ଷମତା ଉପଭୋଗ କଲେ । ଓଡ଼ିଆ ଅସ୍ମିତା, ସ୍ବାଭିମାନକୁ ବାରମ୍ବାର ଅପମାନିତ କରିବାର ସଜା ବି ଦେଲେ ଓଡ଼ିଶାବାସୀ । ହେଲେ ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହେବା ପରେ ବି ଏଯାଏଁ ବିଜେଡିର ଭାଙ୍ଗୁନି ବହପ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଏରସମାରେ ।
#ArgusNews #BJD #Police #Allegation #jagatsingpur #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ଏଯାଏଁ ବିଜେଡିର ଭାଙ୍ଗୁନି ବହପ || BJD || Police || jagatsingpur
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 143
@prax3630
@prax3630 19 күн бұрын
ଖବର ଦୂର ଯାଏଁ ପହଞ୍ଚୁ। ଓଡ଼ିଶା କୁ ପଶ୍ଚିମ ବଙ୍ଗ ନ କରାଯାଉ। BJD ନିଜକୁ TMC କରିବାକୁ ଚାହୁଁଛି।
@ritesh.panipani4472
@ritesh.panipani4472 19 күн бұрын
ବାସନ୍ଦ କରି ଥିବା ଲୋକଙ୍କ. ବିରୁଦ୍ଧରେ କାର୍ଯ୍ୟ ନୁଷ୍ଠାନ ନିଅ..ସେମାନଙ୍କ ରେସନ କାର୍ଡ କାଟି ଦିଅ
@upendrasahoo2777
@upendrasahoo2777 19 күн бұрын
ମେହନ ସାର୍ ଆପଣ ଏମିତି ସାଧା ସିଧା ସରକାର ଓଡିଶା ରେ ଚଳିବନି ଓଡିଶା କୁ ଠିକ୍ କରିବା କୁ ହେଲେ up CM yogi ଭଳି ହବା ଦରକାର ନହେଲେ ଆପଣ ସେ ସିଟ କୁ ଛାଡି ଦିଅ
@SWAINSAMIRRANJAN
@SWAINSAMIRRANJAN 18 күн бұрын
Absolutely right 👍
@samirnayak3768
@samirnayak3768 19 күн бұрын
CM Sir ଏହାକୁ ବିଚାର କରାଯାଉ, ନହେଲେ ଧିରେ ଧିରେ ଓଡିଶା ପଶ୍ଚିମବଙ୍ଗ ହୋଇଯିବ.
@bibhutinayak6486
@bibhutinayak6486 18 күн бұрын
cm banda chhodiba
@prax3630
@prax3630 18 күн бұрын
@@bibhutinayak6486 କାହାର? ତୋର ନା ତୋ ବୋପା ର???
@user-wx6xf5ge8p
@user-wx6xf5ge8p 19 күн бұрын
ମୁଖ୍ୟମନ୍ତ୍ରୀ ଙ୍କୁ ସମବାର ଦିନ ଯାଇ ଦେଖା କର.. ସୁନିଶ୍ଚିତ ତୁମ କଥା ବୁଝିବେ
@raghumaninayak9593
@raghumaninayak9593 18 күн бұрын
ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ନୂଆ ସରକାର ଏହା ବିଚାର କରନ୍ତୁ
@santoshsamantaray7140
@santoshsamantaray7140 19 күн бұрын
ଏ କି କଥା। ଏମାନଙ୍କୁ ସିଧା ପିଟିବା କଥା। CM sir, ଖୁବ ଶିଘ୍ର ନଜର ଦିୟନ୍ତୁ।।।
@shreenibashkuanr6598
@shreenibashkuanr6598 19 күн бұрын
ଏକ ରେ bjd ତ ଧରାଶାୟୀ ହେଲା, ତା ପରେ ଏ ଯଉ କାମ ସବୁ କରୁଛି,ଯାହା କେତେଟା ସିଟ୍ ପାଇଛନ୍ତି,୨୦୨୯ ବେଳକୁ ମୂଳ ପୋଛ ହେଇଯିବେ
@user-sm7uc2tu6q
@user-sm7uc2tu6q 18 күн бұрын
ଏ ସବୁ କଥା ଠିକ୍ ନୁହେଁ ଭାବି ଚିନ୍ତି କାମ କରିବା ଦରକାର। ଜୟ ଜଗନ୍ନାଥ
@chiku4140
@chiku4140 19 күн бұрын
ଖାଲି ଏରସମା ନୁହ ବାଲିକୁଦା ରେ ଏମିତି ଅବସ୍ଥା ସତ୍ୟ ସାରଥୀ ବାଲିକୁଦା କୁ ଜଗି ପାରୁନି ସାଡେ ଯାଇ କ'ଣ କରିବ ସେ ଏରିଆ ସାରଦା ଜେନା ର ଥାନା ଘେରାଉ କରାଯାଉ ମୁଖ୍ୟମନ୍ତ୍ରୀ କିଛି ଆକ୍ସନ ନିଅନ୍ତୁ
@Michelle_David100
@Michelle_David100 16 күн бұрын
ଆଜ୍ଞା ଏ ଘଟଣା ସତ୍ୟ ନୁହେଁ.. ସତ ହେଉଛି କି ଏହି ଯେଉଁ ମାନେ ଏବେ ମିଡିଆ ଆଗରେ ରୋଲ୍ କରୁଛନ୍ତି ପ୍ରକୃତ ରେ ଏମାନେ ବିଜେଡି ଲୋକ...ଏମାନେ ବିଜେଡି mla କୁ ଭୋଟ ଦେଇଛନ୍ତି...ଏମାନେ ଏମିତି ରୋଲ୍ କରିବାର କାରଣ ହେଉଛି ଏହି ସ୍ଥାନ ର ବିଜେଡି ଦୁଇ ଭାଗ ରେ ବିଭକ୍ତ..ବିଜେଡି ସରପଞ୍ଚ ଗୋଟେ ଭାଗ ଆଉ ଏମାନେ ଗୋଟେ ଭାଗ...ଏମାନେ ବିଜେଡି ସରପଞ୍ଚ ଉପରେ ବ୍ୟକ୍ତିଗତ ପ୍ରତିଶୋଧ ନେବାକୁ ଏହି ଅଭିନୟ କରୁଛନ୍ତି
@PratimaSarangi-fg7wd
@PratimaSarangi-fg7wd 18 күн бұрын
ପ୍ରଥମେ ଏ ପୂର୍ବତନ ପୋଲିସ୍ ମାନଙ୍କୁ ଚାକିରିରୁ ବାହାର କରାଯାଉ ନୂଆ ପିଲାଙ୍କୁ ପୋଲିସ ଚାକିରିରେ ଭର୍ତ୍ତି କରାଯାଉ ତେବେ ଯାଇ ଏ BJ D ଶାସନ ବନ୍ଦ ହେବ ତାଲିବାନି ଶାସନ ବନ୍ଦ ହେବ
@prasantkudas3438
@prasantkudas3438 19 күн бұрын
BJD ମାହାଗିହାମାନକୁ ବାଡାଅ, ସେ ଥାନାବାଲାକ ବଂଶ ବୁଢୁ
@chittaranjanchakra35
@chittaranjanchakra35 19 күн бұрын
ମା ଘିଆ ପୋଲିସ ସେ bjd ବାଲାଙ୍କୁ ପନିସମେଣ୍ଟ ଦରକାର
@nilamanikar954
@nilamanikar954 18 күн бұрын
ଏ ଏରସମା ଟା ଏହି ଉପଗ୍ରହରେ ନା ଆଉ କୋଉଠି ? ଭୋଟ ଦେବା ଅଧିକାର ଆଇନ କୁ ବଦଳି ଗଲା ନା ଆଉ କଣ ?
@acharyauniversaltube7757
@acharyauniversaltube7757 18 күн бұрын
BJD କୁ ସବୁ ଆଡୁ ହଟେଇ ଦେବାର କାର୍ଯ୍ୟକ୍ରମ ହେଉ। ସବୁ ଠିକ୍ ହେଇଯିବ।
@sanjaysing1204
@sanjaysing1204 18 күн бұрын
Adikansh jagare amiti hauchhi heichi dhanyabad agras tv
@cmcreation4905
@cmcreation4905 18 күн бұрын
ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ଉପରେ ଏକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ।
@kamallochannayak9660
@kamallochannayak9660 18 күн бұрын
CM Sir Police Mananku Action Niantu .
@subashchandrarout1938
@subashchandrarout1938 18 күн бұрын
ତୁରନ୍ତ ବିଜେଡ଼ି ଦଳ ର ଲୋକଙ୍କୁ ଅର୍ରେଷ୍ଟ କରାଯାଉ
@Kendrapadatoka123
@Kendrapadatoka123 18 күн бұрын
ପୋଲିସ ଏବଂ 50 ghara ଲୋକଙ୍କୁ ଜିଅନ୍ତା ଜାଳି ଦିଅ
@upendraparida2450
@upendraparida2450 19 күн бұрын
Cm sir mohan babu action nia jau
@eodia6475
@eodia6475 19 күн бұрын
ଅର୍ଗୁସ ଆଉ ନନ୍ଦିଘଷ କୁ ଯିଏ ନୋ ଜାଣିଛି ସିଏ ଏବେଶୁଦ୍ଧଆ ମା ପେଟରେ ଅଛି
@eodia6475
@eodia6475 19 күн бұрын
ଅଗକୁ ବିପଦ ନଆସୁ ବଲି ବିକଳରେ ଏମିତି ହେଇଛି ବଧେ କିନ୍ତୁ କଣ ହେଲା....ସେଇ କାଳିଆ ଠାକୁର ସାହା ଭରସା।
@kamallochannayak9660
@kamallochannayak9660 18 күн бұрын
BJD Dadagiri Band Karo
@npcool6036
@npcool6036 18 күн бұрын
ନବୀନକୁ ବିଜେପି ଵାଲା ଟେକିକି ରଖିଲେ ଏମିତି ହେବ, ଆରେ ବାବୁ ଇଲେକ୍ସନ ସରିଲା ନବୀନ ସରକାର ର କେଳାଙ୍କାରୀ ଧରି ଜେଲେରେ ପୁରାଅ ନବୀନ ହେଉକି କୁଜି ନେତା ହଉ ତା ନକରି ନବୀନ କୁ ହିରୋ ବନାଉଛି ବିଜେପି, ଏହି ବିଜେପି ଚାହୁଁଥିଲା ବିଜେଡି ସହିତ ମିଶିକି ଲଢ଼ିବାକୁ କିନ୍ତୁ ଓଡିଶା ଲୋକ ବିଜେଡି ସହ ଲଢ଼ି ଜିତିଥିଲା କିନ୍ତୁ ଏବେ ବିଜେପି ଵାଲା କଉ କାମକୁ ନୁହେଁ ଭଳି ଲାଗୁଚି
@DM_exercise
@DM_exercise 19 күн бұрын
Mohana Sir
@prasant6260
@prasant6260 19 күн бұрын
Minister Sampada Babu Pl. Take necessary action.
@pramodpradhan8792
@pramodpradhan8792 18 күн бұрын
The government should take strong action against them
@villegeboypintu87146
@villegeboypintu87146 18 күн бұрын
ଛି ଛି ଛି
@SWAINSAMIRRANJAN
@SWAINSAMIRRANJAN 18 күн бұрын
BJP ସରକାର ସମ୍ପୂର୍ଣ୍ଣ ଦାୟୀ ଶାସନରେ କୋହଳ ବ୍ୟବସ୍ଥା ରହିଛି।
@Minnu7
@Minnu7 18 күн бұрын
ସମସ୍ତ ସରକାରୀ ସୁବିଧା ଏଇ 12 ପରିବାର ଙ୍କୁ ହିଁ ଦିଆ ଯାଉ ଆଉ ସେ ଗାଁ ର ବାକି ଲୋକଙ୍କୁ ସମସ୍ତ ସରକରି ସୁବିଧା ଠାରୁ ବାସନ୍ଦ କରାଯାଉ 😡😡😡😡😡😡😡
@Birendranayak-i2i
@Birendranayak-i2i 18 күн бұрын
Action ଜରୁରୀ ଅଟେ
@narendrapurty9630
@narendrapurty9630 18 күн бұрын
ଏହି news ନନ୍ଦିଘୋଷ ଟିଭି ରେ ପ୍ରସାରଣ କରୁ
@biswajitjena2453
@biswajitjena2453 19 күн бұрын
Please action mohan sir
@sisirkumarbehera6276
@sisirkumarbehera6276 18 күн бұрын
ଭଜା ଖାଇକି ପୁରା ଭାଜିହେଇ ଯାଇଛନ୍ତି
@budhiadas8149
@budhiadas8149 19 күн бұрын
Turanta action niantu CM Sir
@tusarkanta5466
@tusarkanta5466 18 күн бұрын
ନିଜେ ନିଜ ପସନ୍ଦର ଭୋଟ ଦେଇ ପାରିବେ
@MNMP2024
@MNMP2024 18 күн бұрын
The immediate action of the Honorable Chief minister is solicited !
@upendraparida2450
@upendraparida2450 19 күн бұрын
Dg, sp sir a katha bujhi dosi ku arest karajau
@sewanayak945
@sewanayak945 18 күн бұрын
8 10 ଟା ବୋମା ପକେଇ ଦିଅ ବିଜେଡି ଵାଲା ସାଇଜିହେଇଯିବେ ମହାଗିହାଙ୍କର ଚେର ଉପୁଡି ଗଲଣି ତଥାପି ଫୁଟାଣି ଯାଇନି 👍😜
@MNMP2024
@MNMP2024 18 күн бұрын
The action of the Honorable Human Rights Commission is solicited !
@gourhariswain2438
@gourhariswain2438 19 күн бұрын
Sabu news bajantu CM neje Action neantu
@ashokdash1599
@ashokdash1599 18 күн бұрын
ଥାନା ବିଜେଡି ପାଟି
@user-sf7ep6sh8o
@user-sf7ep6sh8o 18 күн бұрын
ପୋଲିସ ବଲାଲଙ୍କ ମା ର ଘଇତା, ବିଜେଡି ନେତା, ତେଣୁ କରି ବିଜେଡି ନେତା ଙ୍କୁ କିଛି କହିବେ ନାହିଁ,
@sangramkumar6802
@sangramkumar6802 19 күн бұрын
Jaldi action niyajaau
@BINODDAS-pw2eg
@BINODDAS-pw2eg 19 күн бұрын
Refuse Bangali
@ghanashyamamahanta1297
@ghanashyamamahanta1297 19 күн бұрын
Bjd ବାଲା ସବୁ ପାଗଳ ହୋଇଗଲେଣି
@MRRIDELITAN
@MRRIDELITAN 19 күн бұрын
Bala na
@DM_exercise
@DM_exercise 19 күн бұрын
Ok
@gaganswain5537
@gaganswain5537 18 күн бұрын
ଏ ଗୁଡା ମିଛ କଥା ଏ ନିଉଜୁ ଵାଲା ଗୋଟେ ରାଜ ନୀତି ଦଳ କୁ ସପଟ କରି ଗପୁଚି
@radhakantadas9833
@radhakantadas9833 18 күн бұрын
Right
@gnyanranjandas2957
@gnyanranjandas2957 18 күн бұрын
ଏଗୁଡା ବାଙ୍ଗଲା ଦେଶୀ
@BidyaranjanNayak
@BidyaranjanNayak 19 күн бұрын
Mohan Sir E bhali drusya ku odisha BJP sahya karipari beni apananku request immediate action neantu. Sir ignore karantuni.
@alokbhoi8144
@alokbhoi8144 18 күн бұрын
Take action
@kabisuryabehera8572
@kabisuryabehera8572 18 күн бұрын
ଆମର ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ କଣ ଜଣା ପଡୁନି
@Birendranayak-i2i
@Birendranayak-i2i 18 күн бұрын
Argus ସାମ୍ବାଦିକ ମାନେ ଗାଁ ଗାଁ ରେ ବୁଲନ୍ତୁ ରିପୋର୍ଟ ପ୍ରଦାନ କରାନ୍ତୁ,,
@rabindradas2952
@rabindradas2952 19 күн бұрын
ସେ ଶଳାକୁ ଜେଲରେ ପୁରାଅ
@bhagwannayak8611
@bhagwannayak8611 19 күн бұрын
କଙ୍ଗାରୁ କୋର୍ଟ ଚାଲିଛି 😂😂😂😂
@dillipkumarkumar1959
@dillipkumarkumar1959 18 күн бұрын
A BJ d
@laxmikantapadhi7947
@laxmikantapadhi7947 18 күн бұрын
Anta samaya aasigalani bjd 🎉🎉🎉
@AbhimanyuSwain-et4iu
@AbhimanyuSwain-et4iu 18 күн бұрын
Odisha prasanna hai hai, Mohan sarakar dhyan dijiye
@purnachandrabehera421
@purnachandrabehera421 18 күн бұрын
Pls Mohan sir,u take action
@jitendrachampati9627
@jitendrachampati9627 18 күн бұрын
Mohan sarkar kou bhidaku nuhna.. sarkar change haba jadi chalinapariba ..
@user-hc5rd3pw7t
@user-hc5rd3pw7t 18 күн бұрын
2024 re jadi bjd jitithanta odissa re jhia bohu chaliparinathante kuji neta nka utupata prabal hoithante
@ajaykumar-xt9ox
@ajaykumar-xt9ox 19 күн бұрын
Mohan sir nku anurodh action niyantu😢
@amlankumar1611
@amlankumar1611 18 күн бұрын
Same problem in brahmagiri
@arunmohanty8308
@arunmohanty8308 18 күн бұрын
Cm sir ya ghatana ku dhyan diantu🙏🏾
@sudhansubehera9671
@sudhansubehera9671 19 күн бұрын
Bjd ra au sata rahibani..... Durniti ra sima bahare bjd bala
@MASTERCLASS.89
@MASTERCLASS.89 18 күн бұрын
Election pare jete news aasu chi... Laaguchi police bala CM nka kathaa ku khatir karu nahanti..
@user-ih1br6qm9s
@user-ih1br6qm9s 19 күн бұрын
BJD pagalheigalani
@dillipbhuyan6440
@dillipbhuyan6440 18 күн бұрын
Jeu Mane amiti karichanti semanka pain action nia jau
@KanhuDash-on1ri
@KanhuDash-on1ri 18 күн бұрын
ଆଗିଇଆ ଟିକେ ବଡ଼ଠାକୁରଙ୍କ କଥାଚିତ୍ର ଦେଖାଉନା ବାଳ ପେଳ ଖବର ଦେଖେଉଛ ପେଳ ପୋଷା ଚେନାଲ
@prahaladadalai6493
@prahaladadalai6493 18 күн бұрын
Bjd ku full action please bjp cm
@maamangalamusic75
@maamangalamusic75 19 күн бұрын
Mg police ku aga bada
@AKSHAYDAS-ho9ri
@AKSHAYDAS-ho9ri 18 күн бұрын
Erasamare.balaku.jetiki.rajaniti.anyakeuthinahi.thanaku.hatakari.esabu.heuchhi.jeparyanta.thanastarf.change.na.heichhi.kichhi.karihebani
@narendrapurty9630
@narendrapurty9630 18 күн бұрын
ବିଜେଡି ର ଲେନିନ ମହାନ୍ତି press meet କରନ୍ତୁ ନବୀନ ବାବୁଙ୍କର 24 ବର୍ଷ ଶାସନ ର ଗୁଣ୍ଡା ରାଜ
@RanjitRanjit-lc1cl
@RanjitRanjit-lc1cl 19 күн бұрын
Nijara astitwa nahi puni gunda gardi BJD
@user-rj6oy4nh3d
@user-rj6oy4nh3d 19 күн бұрын
Bhai dirct mukhy matnri ku janatu se thana bala se gana bala sabu sabd hebe
@jugeswarbhue4980
@jugeswarbhue4980 18 күн бұрын
Pahela police k suspend kara
@rockin-rk
@rockin-rk 18 күн бұрын
ଏ ଶାଲା ପାଣ୍ଡୁ କୁଆଡ଼େ ଗଲା
@santoshnayak2083
@santoshnayak2083 18 күн бұрын
Se bhbuchnte bejdii tanka khithilu ta tanka kam karibu...odisha police
@biswajitbaliarsingh2130
@biswajitbaliarsingh2130 18 күн бұрын
A ghatanara proper investigation karajau argus kmti reporting karuchi,
@makarandasahu8825
@makarandasahu8825 18 күн бұрын
Aeta 25 barshara susasan😊😊
@PrakashMuduli-yo2pn
@PrakashMuduli-yo2pn 18 күн бұрын
Erasama re bjd ra MLA achhanti
@baradakantatripathy972
@baradakantatripathy972 19 күн бұрын
Bjd hatao BJP banchao.....
@srikantbehera6106
@srikantbehera6106 18 күн бұрын
Jor jar mulk tar odia pollic chi chi
@santoshnayak2083
@santoshnayak2083 18 күн бұрын
Aprynta bejdii police tanka role change karinhtee
@bibhutinayak6486
@bibhutinayak6486 18 күн бұрын
amane michha kahichhanti, amane malika , bauri , dhoba hoithhibe
@akmangaraj1418
@akmangaraj1418 19 күн бұрын
Boldojer baba ki jai ho only BJP
@pintusethi8621
@pintusethi8621 18 күн бұрын
ଆମ ଘର କୁ ବି ସେମିତି କରିଥିଲେ ଆମ ଗାଁ ବିଜେଡ଼ି ଗୁଣ୍ଡା ମାନେ
@basantasahu3719
@basantasahu3719 19 күн бұрын
ବି ଜେ ଡି ଦଳ ପାଗଳ ହୋଇ ଗଲେଣି. ମୁଖ୍ୟମନ୍ତ୍ରୀ କର୍ଜୁଷ୍ଠାନ ଗ୍ରହଣ କରନ୍ତୁ. ନଚେତ west bangla ଭଳି ଉପୁଜିବ
@biswajitbaliarsingh2130
@biswajitbaliarsingh2130 18 күн бұрын
Bhai keta tanka re amanku kenicha
@PrakashMuduli-yo2pn
@PrakashMuduli-yo2pn 18 күн бұрын
Bjp re mundabula Minister achhanti
@pravatnayak8078
@pravatnayak8078 18 күн бұрын
Salanku Mada darkara Police nka namara sp nku janajau
@amiyapriyabhoi7651
@amiyapriyabhoi7651 18 күн бұрын
Bjp Sarkar gote alekhena sarkar odisha ku jebe sasan kala senethu sabu asubidha hauchi jaganath 🙏🏻 prabhu chahu nahanti a hinsa sarkar odisha ru jau😂😂😂😂
@user-kl9vp2gy4w
@user-kl9vp2gy4w 19 күн бұрын
Bjd ଚୁର ଓଡ଼ିଶା ବାସୀ ଚିହ୍ନ ଚିହ୍ନ ଚିହ୍ନ
@AbhimanyuSwain-et4iu
@AbhimanyuSwain-et4iu 18 күн бұрын
IIc ka name kuha sarakar ku, bidhayak Kia kan karuchi se..
@odishatigers429
@odishatigers429 18 күн бұрын
Bada magiaaa nku
@BabulaSahu-sg1wn
@BabulaSahu-sg1wn 18 күн бұрын
Ye kana kangaru kort chalichi
@biswajitbaliarsingh2130
@biswajitbaliarsingh2130 18 күн бұрын
Kii dramare bhai
@Akm.854
@Akm.854 18 күн бұрын
Ki loka aguda... Kn gotia dala sasan karithanta na kn... Chhiiii agudanku
Little girl's dream of a giant teddy bear is about to come true #shorts
00:32
Gym belt !! 😂😂  @kauermtt
00:10
Tibo InShape
Рет қаралды 17 МЛН