ଆସ ଦେଖି ଯିବା ଶ୍ରୀମନ୍ଦିର ଶୟନ ଦିଅଁଙ୍କୁ | Dr. Ashutosh Prasad Mishra | ShreeMandira Sayana Diana

  Рет қаралды 4,738

ODISHA 365

ODISHA 365

Ай бұрын

କେବେ ଦେଖିଛନ୍ତି କି ଶ୍ରୀମନ୍ଦିର ଶୟନ ଦିଅଁଙ୍କୁ ?
Jagannath Mahima Quiz 23 at the end of this video.
ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୨୩
----------------
Srikhetrare Keunthi Chaturbhuja Krushna Achanti ?
---------------
Dr. Ashutosh Prasad Mishra
Ama Jagannathanku Ame Kete Janiche 23
Odisha 365
----------
ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
If You Like Our Content
Join this channel to Support our work:
/ @odisha365
#odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #sayanadiana #srimandira #puri #krishna #jagannathpuri

Пікірлер: 80
@bhalchandramishraxf1747
@bhalchandramishraxf1747 Ай бұрын
ଶ୍ରୀ ମନ୍ଦିରରେ ଜଳକ୍ରୀଡା ମଣ୍ଡପ "ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ, ରୋହିଣି କୁଣ୍ଡ ପାର୍ଶ୍ବରେ" ଅବସ୍ଥିତ ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
@sunita30022
@sunita30022 Ай бұрын
ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ନୃସିଂହ ମନ୍ଦିର ର ପଶ୍ଚିମ ଭାଗ ରେ, ମାଆ ବିମଳା ମନ୍ଦିର ସମ୍ମୁଖ ଭାଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ସ୍ଥାନରେ ଶ୍ରୀମନ୍ଦିର ର ଜଳକ୍ରୀଡା ମଣ୍ଡପ ଅବସ୍ଥିତ। 🙏
@lipsanayak4632
@lipsanayak4632 Ай бұрын
Jai Shree Jagannath Ji 🙏❤️🙏❤️🙏❤️🙏❤️
@srijagannath2871
@srijagannath2871 Ай бұрын
🙏 ମୋ ମା ବିମଳା 🙏 ସମ୍ମୁଖରେ ରୋହିଣୀ କୁଣ୍ଡ ପାଖରେ 🙏 ନୃସିଂହ ମନ୍ଦିର ପଶ୍ଚିମ ଭାଗରେ ଜଳକ୍ରୀଡା ମଣ୍ଡପ ଅଛି 🙏 ଜୟ ଜଗନ୍ନାଥ ସ୍ଵାମୀ🙏
@girijashankarnayak8282
@girijashankarnayak8282 Ай бұрын
ଭଗବତୀ ମା ବିମଳା ଙ୍କ ମନ୍ଦିର ସମ୍ମୁଖ ଭାଗରେ ଏବଂ ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।
@Trupti-Sahoo235
@Trupti-Sahoo235 Ай бұрын
Jay Jagannath 🙏 ଶ୍ରୀମନ୍ଦିରର ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ଵରେ ବିମଳା ମନ୍ଦିର ସମ୍ମୁଖରେ ଜଳକ୍ରୀଡ଼ା ମଣ୍ଡପ ଅବସ୍ଥିତ ।
@geetasamantry5721
@geetasamantry5721 Ай бұрын
ସତ ରେ ଆମ ଜଗନ୍ନାଥ ଙ୍କ ବିଷୟ ରେ କିଛି ଜାଣିବା ପାଇଁ ଅପୂର୍ବ ସୁଯୋଗ ଟିଏ ଦେଇଛନ୍ତି ପ୍ରଭୁ ଆପଣଙ୍କ ମାଧ୍ୟମ ରେ
@mausumiswain7569
@mausumiswain7569 Ай бұрын
ଜୟ ଜଗନ୍ନାଥ 🙏.. ଶ୍ରୀମନ୍ଦିର ରେ ଜଳକ୍ରୀଡା ମଣ୍ଡପ ବିମଳା ମନ୍ଦିର ର ସମୁଖରେ ରୋହିଣୀ କୁଣ୍ଡ ପାର୍ଶ୍ଵ ରେ ଅବସ୍ଥିତ.. ଜୟ ଜଗନ୍ନାଥ 🙏
@trilochanrout219
@trilochanrout219 Ай бұрын
ଜୟ ଜଗନ୍ନାଥ, କାଳିଆ ସାଆନ୍ତଙ୍କ ଶ୍ରୀପୟରେ ଶତକୋଟି ପ୍ରଣାମ 🌹❤️🌹🙏🙏🙏🙏🌹❤️🌹, ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ରୁକ୍ମିଣୀ ହରଣ ଏକାଦଶୀ ମାନଙ୍କରେ ମହାପ୍ରଭୁ ମଦନମୋହନଙ୍କ ସହ ମାଆ ଭୂଦେବୀ ଶ୍ରୀଦେବୀଙ୍କର ଜଳକ୍ରୀଡା ନିତି ଅନୁଷ୍ଠିତ ହୋଇଥାଏ, ମାତା ବିମଳାଙ୍କ ମନ୍ଦିର ସାମ୍ନାରେ ତଥା ନୃସିଂହ ମନ୍ଦିର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ନିକଟରେ ମହାପ୍ରଭୁଙ୍କ ଜଳକ୍ରୀଡା ମଣ୍ଡପ ଅବସ୍ଥିତ, ସାଆନ୍ତେ ଆପଣଙ୍କ ବାହୁଛାୟା ତଳେ ଅଭୟ ପ୍ରଦାନ କରି ଆମ୍ଭମାନଙ୍କୁ ରଖିଥାଅ, ମଣିମାଙ୍କର ଜୟହେଉ ଜୟ ଜଗନ୍ନାଥ,🌹❤️🌹🙏🙏🙏🙏🌹❤️🌹
@SibaprasadSathua
@SibaprasadSathua Ай бұрын
ନୃସିଂହ ମନ୍ଦିରର ପଶ୍ଚିମ ଭାଗରେ ,ମା ବିମଳାଙ୍କ ମନ୍ଦିରର ସମ୍ମୁଖରେ, ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।
@rajiblochanpanigrahi2814
@rajiblochanpanigrahi2814 Ай бұрын
ଶ୍ରୀ ନୃସିଂହ ମନ୍ଦିର ‌ର ପଶ୍ଚିମ ଭାଗ ରେ, ମାଆ ବିମଳା ମନ୍ଦିର ସମ୍ମୁଖ ଭାଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ସ୍ଥାନରେ ଶ୍ରୀମନ୍ଦିର ର ଜଳକ୍ରୀଡା ମଣ୍ଡପ ଅବସ୍ଥିତ।❤❤❤
@purnachandramallik4875
@purnachandramallik4875 Ай бұрын
ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ, ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ବରେ ଅବସ୍ଥିତ। 😘😘ଶ୍ରୀ ଜଗନ୍ନାଥ😘😘
@abhinashbehera8434
@abhinashbehera8434 Ай бұрын
ମାଁ ବିମଳା ମନ୍ଦିର ସମ୍ମୁଖ ଭାଗରେ, ଶ୍ରୀ ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ ❤❤
@lopamudrabehera5809
@lopamudrabehera5809 Ай бұрын
ଜୟ ଜଗନ୍ନାଥ🙏 ପ୍ରଣାମ🙏 ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ, ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ ରୋହିଣୀ କୁଣ୍ଡ ପାର୍ଶ୍ଵରେ ଅବସ୍ଥିତ।
@JyotiSahoo-zi5bv
@JyotiSahoo-zi5bv Ай бұрын
ଶ୍ରୀମନ୍ଦିର ରେ ଜଳକ୍ରୀଡ଼ା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ , ରୋହିଣୀ କୁଣ୍ଡ ପାର୍ଶ୍ଵରେ ଅବସ୍ଥିତ । ଜୟ ଜଗନ୍ନାଥ🙏
@AbhiKumar-do3rr
@AbhiKumar-do3rr Ай бұрын
ମା ବିମଳା ଙ୍କ ସମ୍ମୁଖ ବା ନଟ ଗଣେଶଙ୍କର ଉତ୍ତର ବା ଆଦି ନୃସିଂହଙ୍କର ପଶ୍ଚିମ ଭାଗ ବା ରୋହିଣୀ କୁଣ୍ଡ ର ପାର୍ଶ୍ବରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ ଅଛି ।
@sibanandarauta4219
@sibanandarauta4219 Ай бұрын
ମୁକ୍ତିମଣ୍ଡପ ନିକଟସ୍ଥ ନୃସିଂହ ମନ୍ଦିରର ପଶ୍ଚିମ ଦିଗରେ, ବିମଳା ମନ୍ଦିରର ସମ୍ମୁଖରେ, ରୋହିଣୀ କୁଣ୍ଡ ନିକଟରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।
@cluenesspartha7791
@cluenesspartha7791 Ай бұрын
ନୃସିଂହ ମନ୍ଦିରର ପଶ୍ଚିମରେ,ବିମଳା ମାଙ୍କ ଆଗରେ & ରୋହିଣୀ କୁଣ୍ଡ ପାଖରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ
@odiatokabapun2523
@odiatokabapun2523 Ай бұрын
ଶ୍ରୀ ମନ୍ଦିରରେ ଜଳକ୍ରୀଡା ମଣ୍ଡପ "ନୃସିଂହ ମନ୍ଦିରର ପଶ୍ଚାତ୍ ଭାଗରେ, ରୋହିଣି କୁଣ୍ଡ ପାର୍ଶ୍ବରେ" ଅବସ୍ଥିତ ।ଜୟ ଜଗନ୍ନାଥ
@dynamo2299
@dynamo2299 Ай бұрын
ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିର ପଶ୍ଚାଦ ଭାଗରେ ରୋହିଣୀ କୁଣ୍ଡ ନିକଟରେ ଅବସ୍ଥିତ।
@Lipkumar123
@Lipkumar123 Ай бұрын
ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା
@badriprasadsarangi2843
@badriprasadsarangi2843 Ай бұрын
ଦେଉଳର ଭିତର ବେଢାସ୍ଥିତ ଜଜ୍ଞ ନୃସିଂହଙ୍କ ପଶ୍ଚାତ ଭାଗରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ
@socialvision6771
@socialvision6771 Ай бұрын
ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ
@shaktirupa9
@shaktirupa9 Ай бұрын
ମାଁ ବିମଳାଙ୍କ ମନ୍ଦିରର ସମ୍ମୁଖ ଭାଗରେ ଜଳକ୍ରୀଡ଼ା ମଣ୍ଡପ ଅବସ୍ଥିତ।
@ArunKumar-nx3kr
@ArunKumar-nx3kr Ай бұрын
Jai Jagannath mahabahu
@user-br1ql6gp9d
@user-br1ql6gp9d Ай бұрын
Jay jagannath swami nayan patha gami bhava tume🙏🙏🙏 🌹🌷🌹🌷🌺, Ashutosh sir 🙏🙏🙏
@RudraprasadMaharana-jw9wc
@RudraprasadMaharana-jw9wc Ай бұрын
ଶ୍ରୀ ମନ୍ଦିର ରେ ଜଳକ୍ରୀଡା ମଣ୍ଡପ , ଶ୍ରୀ ମନ୍ଦିର ର ଦକ୍ଷିଣ ଭାଗ ରେ ନଟୁଆ ଗଣେଶ ଙ୍କ ସମ୍ମୁଖରେ ଓ ନୃସିଂହ ମନ୍ଦିର ପଶ୍ଚାତ ଭାଗ ରେ ପ୍ଲଟ ନମ୍ବର -୮୦ ଠାରେ ରେ ଅବସ୍ଥିତ 🙏🙏🙏
@ShradhanjaliMohapatra-nz5pi
@ShradhanjaliMohapatra-nz5pi Ай бұрын
ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ,ବିମଳା ମନ୍ଦିର ର ସମ୍ମୁଖ ଦିଗରେ, ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ଜଳକ୍ରୀଡା ମଣ୍ଡପ ଅବସ୍ଥିତ ।
@piyushranjanmeher4181
@piyushranjanmeher4181 Ай бұрын
Jay Jagannath 🙏🙏🙏 Nrusingha mandirara paschima digare
@dillipmoharana
@dillipmoharana Ай бұрын
ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ ବିମଳା ମନ୍ଦିର ସମ୍ମୁଖ ଭାଗରେ ରୋହିଣୀ କୁଣ୍ଡ କୁ ଲଗିକି ଜଳ କ୍ରୀଡା ମଣ୍ଡପ ଅବସ୍ତିତ,ଜୟ ଜଗନ୍ନାଥ
@peacepoint3
@peacepoint3 Ай бұрын
ଶ୍ରୀ ମନ୍ଦିର ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ନଂ ୮୦ରେ ଜଳକ୍ରୀଡା ମଣ୍ଡପ ରହିଅଛି । ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ରହିଛନ୍ତି । ଶ୍ରୀ ବିଗ୍ରହମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ୨୩ ft ଅଟେ ଏବଂ ଭିତର ବେଢା ପତନଠାରୁ ମଣ୍ଡପଟି ୭ ft ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜଳକ୍ରୀଡା ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏଓ ରୁକ୍ମିଣୀ ହରଣ ଏକାଦଶୀ ଦିନ ଭୂଦେବୀ ଓ ଦୋଳ ଗୋବିନ୍ଦ ଙ୍କ ଜଳକ୍ରୀଡା ନୀତି ପାଳନ ହୁଏ।
@tapaskumarpradhan7375
@tapaskumarpradhan7375 Ай бұрын
Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Guardian of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai
@ukantasahoo4863
@ukantasahoo4863 Ай бұрын
Mo mahaprabhu charane saran Jay Sri jagannath swami
@sasmitadatta8819
@sasmitadatta8819 Ай бұрын
ଜୟ ଜଗନ୍ନାଥ 🙏
@pravaskar4895
@pravaskar4895 Ай бұрын
ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ରେ ଜଳକ୍ରୀଡ଼ା ମଣ୍ଡପ ଆଦି ନୃସିଂହ ମନ୍ଦିର ର ପାଶ୍ଚାତ ଭାଗ ରେ ନାଟୁଆ ଗଣେଶ ଙ୍କ ମନ୍ଦିର ପାଖରେ ବିଦ୍ୟମାନ ଅଛନ୍ତି
@sabitasahoo714
@sabitasahoo714 Ай бұрын
ଜୟ ଜଗନ୍ନାଥ🙏🙏
@smitamishra2599
@smitamishra2599 Ай бұрын
Jay Jay shree Jagannath 🙏🏻🙏🏻🙏🏻 Pranam Bhaina 🙏🏻
@ashwanipradhan3397
@ashwanipradhan3397 Ай бұрын
Jay Jagannath Jay anata Jay ho 🙏🙏🚩
@user-ww5zj6jb6x
@user-ww5zj6jb6x Ай бұрын
Jai shree jagannath 🕉️🙏🙏🙏🙏🙏🙏🙏
@sandeepkumarnanda
@sandeepkumarnanda Ай бұрын
ଶ୍ରୀ ମନ୍ଦିର ର ଦକ୍ଷିଣ ପାର୍ଶ୍ଵରେ ଆଦି ନୃସିଂହ ଙ୍କ ପାଶ୍ଚାତ ଭାଗରେ, ନୃତ୍ୟ ଗଣପତି ଙ୍କ ମନ୍ଦିର କୁ ଲାଗି ରୋହିଣୀ କୁଣ୍ଡ ନିକଟରେ ମହାପ୍ରଭୁ ଙ୍କ ଜଳ କ୍ରୀଡା ମଣ୍ଡପ ଅବସ୍ଥିତ। ଜୟ ଶ୍ରୀ ଜଗନ୍ନାଥ ମଣିମାଙ୍କର ଜୟ ହେଉ। ଗୋଟିଏ ଅନୁରୋଧ, ବର୍ତ୍ତମାନ ସମୟରେ ଦେଖା ଯାଉଛି ବହୁତ ନେତା ମନ୍ତ୍ରୀ ମାନେ ବେକରେ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ କୁ ପକେଇ ତାର ଅବମାନନା କରୁଛନ୍ତି। ଗୀତି ଗୋବିନ୍ଦ ଖଣ୍ଡୁଆ ସମ୍ପର୍କ ରେ ଡକ୍ଟର ଆଶୁତୋଷ sir nka ra ଗୋଟେ ସୁନ୍ଦର ଭିଡିଓ ଥିଲା। ଦୟାକରି ଏହାକୁ ଆଉ ଥରେ ଦେଲେ ଆମ୍ଭେମାନେ ସମସ୍ତେ ଉପକୃତ ହେବୁ। ଏବଂ ସାଧାରଣ ଜନତା ଗୀତଗୋବିନ୍ଦ ଖଣ୍ଡୁଆ ର ବ୍ୟବହାର ସମ୍ପର୍କ ରେ ଅବଗତ ହେଇ ପାରିବେ।
@alekhchandramalik740
@alekhchandramalik740 Ай бұрын
Jay Jagannath Swami 🙏🙏🙏🙏🙏🙏🌹
@jayshrijagannath1627
@jayshrijagannath1627 Ай бұрын
Jay shree jagannath Swami ❤️
@anm1190
@anm1190 Ай бұрын
ଖୁବ୍ ସୁନ୍ଦର୍ ବ୍ୟାଖ୍ୟା, ଧନ୍ଯ ବାଦ.
@pramilabarik3626
@pramilabarik3626 Ай бұрын
Jayshree Jagannath baba🙏
@debashritadash2739
@debashritadash2739 Ай бұрын
ନାୟ ଦିଅନ୍ତୁ ପ୍ରଭୁ
@pramilapani9960
@pramilapani9960 Ай бұрын
JAY JAGANNATH🙏❤🙏❤
@yashjena3126
@yashjena3126 Ай бұрын
Shree mandira bhitare adi nursinghanka deula pacha pate eban nata ganeshanka purba diga re abasthita mahaprabhunka jala krida mandapa❤ jay jagannath 🙏
@kalpananayak667
@kalpananayak667 Ай бұрын
Jay Jagannath 🙏🏵️🌼🌸🏵️🚩
@sabitaprusty5240
@sabitaprusty5240 Ай бұрын
ନୃସିଂହ ମନ୍ଦିର ର ପଶ୍ଚିମ ଦିଗରେ
@ch.abhijeetachary2164
@ch.abhijeetachary2164 Ай бұрын
Jay Jagannath!! Jala krida mandapa mukti ra paschima bhagare, aba adi nrusingha deula bedha ku lagi, rohini kunda pakhare rahichi
@kalpanapadhi8709
@kalpanapadhi8709 Ай бұрын
ନୃସିହ ମନ୍ଦିର ର ପଶ୍ଚିମ ପାଖରେ ଶୟନ ମଣ୍ଡପ ଅବସ୍ତିତ, ଜୟ ଜଗନ୍ନାଥ 🙏🙏
@akashbarik8387
@akashbarik8387 Ай бұрын
Jay jaganath ⭕‼️⭕
@ritamishra256
@ritamishra256 Ай бұрын
Mahaprabhu ku kote kote pranam
@sumitamahapatra9251
@sumitamahapatra9251 Ай бұрын
Jay Jay jagannath 🙏🙏
@diptimohapatra7859
@diptimohapatra7859 Ай бұрын
Jay Jagannath
@rajeshpradhan3591
@rajeshpradhan3591 Ай бұрын
Jay Jagannath 🙏🙏🙏🥰
@rahaskumar19
@rahaskumar19 Ай бұрын
ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ତଥା ରୋହିଣୀ କୁଣ୍ଡ ପାର୍ଶ୍ଵରେ ପ୍ଲଟ ନମ୍ବର 80 ରେ ଅବସ୍ଥିତ | ଶ୍ରୀବିଗ୍ରହ ମାନଙ୍କର ଭିତର ଚନ୍ଦନ ଯାତ୍ରା ଏହି ମଣ୍ଡପରେ ଜଳକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ 🙏
@bandanaseth5985
@bandanaseth5985 Ай бұрын
Jay Jagannath 🙏🥰
@sonaliisspeaking
@sonaliisspeaking Ай бұрын
ଶ୍ରୀମନ୍ଦିର ରେ ଜଳକ୍ରୀଡା ମଣ୍ଡପ ନୃସିଂହ ମନ୍ଦିରର ପଶ୍ଚିମ ଦିଗରେ, ବିମଳା ମନ୍ଦିର ସମ୍ମୁଖରେ ରୋହିଣୀ କୁଣ୍ଡ ନିକଟରେ ଅବସ୍ଥିତ ଅଛି
@leezabehera5539
@leezabehera5539 Ай бұрын
Maa bimala mandira samukhare
@binapanimallik4628
@binapanimallik4628 Ай бұрын
ନୃସିଂହ ମନ୍ଦିର ପଶ୍ଚିମ ଦିଗରେ ରୋହିଣୀ କୁଣ୍ଡ ନିକଟରେ ବିମଳା ମନ୍ଦିର ସମୁଖରେ ଜଳକ୍ରୀଡା ମଣ୍ଡପ ଅଛ
@anjanamishra5544
@anjanamishra5544 Ай бұрын
Jay jagannath👏👏👏.Ans is Nrushingh mandira back sidera
@pravasinibaral6915
@pravasinibaral6915 Ай бұрын
Jay jagannath🙏🙏🙏
@ritamohanty7997
@ritamohanty7997 Ай бұрын
❤ JayJagannath ❤NrusnghihaMandira❤ JayJagannath ❤
@rakeshkumarkhatua1200
@rakeshkumarkhatua1200 Ай бұрын
ଜୟ ଜଗନ୍ନାଥ ମହାରାଜ ଆଦି ନୃସିଂହ ଙ୍କ ର ପଶ୍ଚିମ ଭାଗ ରେ ରୋହିଣୀ କୁଣ୍ଡ ପାଖା ପାଖି ଯେଉଁ ମଣ୍ଡପ ଟି ଅଛନ୍ତି ତାଙ୍କୁ ଜଳ କ୍ରୀଡା ମଣ୍ଡପ କୁହା ଯାଏ
@mahaprasadnath5210
@mahaprasadnath5210 Ай бұрын
ଶ୍ରୀମନ୍ଦିରରେ ଆଦି ନୃସିଂହ ଙ୍କର ମନ୍ଦିରର ପଶ୍ଚିମ ଭାଗରେ ବିମଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖ ଦିଗରେ ରୋହିଣୀ କୁଣ୍ଡ ପାଖରେ ଥିବା କୁଣ୍ଡ କୁ ଜଳକ୍ରୀଡା କୁଣ୍ଡ କୁହାଯାଏ
@bibhutiroul1506
@bibhutiroul1506 Ай бұрын
Jai Jagannath Jai Maa Laxmi Maa.......
@jayantsamal8339
@jayantsamal8339 Ай бұрын
❤❤❤❤
@foodiebhaina6843
@foodiebhaina6843 Ай бұрын
Jaya jagannath 🙏
@BBSR.Madhu-
@BBSR.Madhu- Ай бұрын
Jay Jagannath 🙏🙏🙏 please answer me vitar Chanda sakale hua na ratire please please kahibe kou time re hua
@alekhaprusty5386
@alekhaprusty5386 Ай бұрын
Apanka number kmti miliba asutosh sir jay jaganath bhari bhagyaban mane karibi apekhya re rahili
@binodinimishra4976
@binodinimishra4976 Ай бұрын
ଆଶୁତୋଷ !! " ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ" -- ବିଷୟରେ ତୁମର tone ପ୍ରାୟ କ୍ଷୀଣ. ଭଲରେ ଶୁଭୁନି. ଟିକେ ଦୃଷ୍ଟି ଦେବ ଏଥିପାଇଁ
@NayanaSahoo-vi5xb
@NayanaSahoo-vi5xb Ай бұрын
Nrushina mandira raleft sidere
@papumajhi5541
@papumajhi5541 Ай бұрын
Adi nrushingh nka pacha pate Bimala nka singha pachapate Ehi pakhare rohini kunda,natua ganesa Achanti
@swadhinmishra9440
@swadhinmishra9440 Ай бұрын
ଶ୍ରୀମନ୍ଦିରରେ ଜଳକ୍ରୀଡା ମଣ୍ଡପ ରୋହିଣୀ କୁଣ୍ଡ ସମୀପ ରେ, ନୃସିଂହ ମନ୍ଦିର ପଶ୍ଚିମ ଭାଗରେ ଏବଂ ମାଆ ବିମଳା ମନ୍ଦିର ର ସାମ୍ନାରେ ଅବସ୍ଥିତ।। ଜୟ ଜଗନ୍ନାଥ
@khirodchandrapanigrahi7951
@khirodchandrapanigrahi7951 Ай бұрын
ଆଦି ନୃସିଂହ ମନ୍ଦିର ର ପଶ୍ଚିମ ଭାଗରେ, ବିମଳା ମନ୍ଦିର ର ସମ୍ମୁଖ ଦିଗରେ ରୋହିଣୀ କୁଣ୍ଡ ନିକଟବର୍ତ୍ତୀ ଜଳକ୍ରୀଡା ମଣ୍ଡପ ଅବସ୍ଥିତ।
@milanmaharana683
@milanmaharana683 Ай бұрын
Jay Jagannath🙏
@anantabiswal3516
@anantabiswal3516 Ай бұрын
Jay jagannath🙏🙏🙏
@bhagyalatapanda2910
@bhagyalatapanda2910 Ай бұрын
Jay jagannath 🙏🏻🙏🏻🙏🏻
БАБУШКИН КОМПОТ В СОЛО
00:23
⚡️КАН АНДРЕЙ⚡️
Рет қаралды 16 МЛН
MISS CIRCLE STUDENTS BULLY ME!
00:12
Andreas Eskander
Рет қаралды 18 МЛН
A teacher captured the cutest moment at the nursery #shorts
00:33
Fabiosa Stories
Рет қаралды 45 МЛН
MAA DHAKHINA KALI PURI !! A Documentary Film BY AZU WEBTV
10:03
БАБУШКИН КОМПОТ В СОЛО
00:23
⚡️КАН АНДРЕЙ⚡️
Рет қаралды 16 МЛН