ଖୋଲୁଛି ନକଲି ଶିକ୍ଷକ ଦୁର୍ନୀତିର ଗୁମର | The fake teacher scam | Argus News

  Рет қаралды 143,902

Argus News

Argus News

Күн бұрын

Пікірлер: 354
@mohitkumarmohanta5798
@mohitkumarmohanta5798 22 күн бұрын
ଏ ହେଉଛି ବିଜେଡ଼ିର କାମାଲ
@TapaskumarRkt
@TapaskumarRkt 22 күн бұрын
ସବୁ ଜିଲ୍ଲାରେ ଅଛନ୍ତି ତଦାରକ କଲେ ଭଲ ହେବ ପିଲା ମାନ ଙ୍କ ଭବିଷ୍ୟତ ନଷ୍ଟ ହେଉଛି
@sanjayadebta8681
@sanjayadebta8681 22 күн бұрын
ବରଗଡ଼ ନକଲି ଶିକ୍ଷକ ପର୍ଦ୍ଦାଫାଶ ପରେ ବି ଶିକ୍ଷକ ଚାକିରି କରୁଛନ୍ତି, ଏପରି ପର୍ଦ୍ଦାଫାଶ ର ମୂଲ୍ୟ କଣ ଅଛି
@akashnaik7378
@akashnaik7378 22 күн бұрын
ବରଗଡ ରେ ଏବେ ବି junior teacher ନକଲି ଅଛନ୍ତି
@Jagdishchandra-8xy
@Jagdishchandra-8xy 20 күн бұрын
​@@akashnaik7378 Teacher Name - School Name - Dist-Name - Send
@soumyaranjanpadhi4737
@soumyaranjanpadhi4737 2 күн бұрын
Thik kahu6 bhai.......
@niranjannayak2861
@niranjannayak2861 22 күн бұрын
ଖାଲି କଟକ ନୁହେଁ ସାରା ଓଡିଶାରେ ଦୁର୍ନିତି
@bibhuprasadmohapatra6941
@bibhuprasadmohapatra6941 21 күн бұрын
ଏପରି ଶିକ୍ଷକ ଙ୍କୁ ଯେଉଁମାନେ appointment ଦେଇଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯାଉ.
@Tecnicalr6z
@Tecnicalr6z 22 күн бұрын
ଗଞ୍ଜାମ ରେ ବି ଯାଞ୍ଚ ହଉ
@CHIRANJEEVSWAIN-q5u
@CHIRANJEEVSWAIN-q5u 22 күн бұрын
Sabutho besi ganjam re
@RKRLALLU
@RKRLALLU 21 күн бұрын
Berhampur sobu school chanje hou sucess bjp
@bhimasenMalik-i2h
@bhimasenMalik-i2h 20 күн бұрын
Cuttack badamba block re checking hou
@MoheswarRetta
@MoheswarRetta 22 күн бұрын
ତୁରନ୍ତ ଜାଲ ଶିକ୍ଷକ ଉପରେ ଟିକିନିକି ତଦନ୍ତ କରି ଉଚ୍ଚ କାର୍ଯ୍ୟାନ୍ତଷ୍ଠାନ କରନ୍ତୁ
@jnanranjanswain6504
@jnanranjanswain6504 22 күн бұрын
ଏ ମିତି ବହୁତ ଅଛନ୍ତି..... ଅଫିସର ମlନେ ନିଦା ବିଷ୍ଣୁ.....
@ErPKmahapatra
@ErPKmahapatra 22 күн бұрын
କଠୋର କାର୍ଯ୍ୟାନୁଷ୍ଠାନ... ନିତାନ୍ତ ଆବଶ୍ୟକ। ଓଡ଼ିଶା ରେ ୧୦୦ ରୁ ୩୫ ପ୍ରତିସତ ... ନକଲି ଶିକ୍ଷକ ଚାକିରିରେ ନିୟୋଜିତ ଅଛନ୍ତି। ପ୍ରତି ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ଦ୍ବାରା ପ୍ରତିଷ୍ଠିତ ଅଶିକ୍ଷିତ ଶିକ୍ଷକ ମାନଙ୍କ ନିଯୁକ୍ତିରେ ଦୁର୍ନୀତି କରାଯାଇଥିବା ଆଉ ଆଇନ ଅନୁଯାଇ ୪୨୦ କେସ ଫାଈଲ କରି .... ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନୂତନ ଶିକ୍ଷକ ପଦବୀ ରେ ନୂତନ ଯୁବ ବର୍ଗଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ଅଛି।।
@manoranjanpradhan3509
@manoranjanpradhan3509 4 күн бұрын
👍👍🤣
@dibakarsa754
@dibakarsa754 22 күн бұрын
ଯେତେ ନକଲି ଶିକ୍ଷକ ଥିଲେ ବି କିଛି ହେବନାହିଁ ।ଖାଲି ବଡ଼ବାବୁ ମାନେ ମାଲମଲ ହେବେ। ବିଇଓ ଡିଇଓ କୁ ବିଡା ବିଡା ନୋଟ ଧରେଇ ଦେବେ ।
@sibusahoo6061
@sibusahoo6061 22 күн бұрын
Right brother
@anantapattnaik8874
@anantapattnaik8874 21 күн бұрын
Odisha ସାରା ନକଲି ଶିକ୍ଷକ
@safaltapath6452
@safaltapath6452 19 күн бұрын
ଅସଲି Certificate ଥିବା ଡିଗ୍ରୀଧାରୀ କଳିଯୁଗିଆ ଟୀଚରଗଣ ମଧ୍ୟ ପାଠ ଜାଣୁଛନ୍ତି କି ? ନିଶାସକ୍ତ, ଖରାପ ଅଭ୍ୟାସରେ ଅଭ୍ୟସ୍ତ ଆଧୁନିକ ଟୀଚରଗଣ କ'ଣ ଦେଶର ଭବିଷ୍ୟତ ଗଢ଼ିବେ ?
@ranjankumarbarik591
@ranjankumarbarik591 20 күн бұрын
ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରାଯାଉ। ଯେଉଁମାନଙ୍କର ପ୍ରମାଣ ପତ୍ର ନକଲି ପ୍ରମାଣିତ ହେଲା। ତାଙ୍କୁ କଠୋର ରୁ କଠୋର ଦଣ୍ଡାଦେଶ ସହ ଜୋରିମାନା ହେଉ।
@rameshchandramajhi-z9c
@rameshchandramajhi-z9c 3 күн бұрын
👍ଧନ୍ୟବାଦ ତଦନ୍ତ ହେଉ କିନ୍ତୁ କେବଳ ଜାଲ ଶିକ୍ଷକ ତଦନ୍ତ ନୁହେଁ ଯେତିକି ବେକାର ଶିକ୍ଷିତ ଯୁବକ ଅଛନ୍ତି ସମସ୍ତଙ୍କୁ ଚାକିରୀ ଦିଆଯାଉ l ନକଲି ଶିକ୍ଷକ ନାମରେ ଚାକିରୀ ସଂଖ୍ୟା ହ୍ରାସ କରା ନ ଯାଉ l ବହୁତ ଯୁବକ ବେକାର ଅଛନ୍ତି ସେମାନଂକୁ ଚାକିରୀ ପୂରଣ କରିବ କିଏ?
@himansusamantaray7018
@himansusamantaray7018 19 күн бұрын
Argus News ku bahut bahut dhanyabad amiti duplicate churanku dhari news re anuthibaruu..........
@rabindrarathor1013
@rabindrarathor1013 22 күн бұрын
ବିଜେପି ସରକାର କଣ ତାମସା ଦେଖୁଛି , କେତେ ନକଲି ଅଛନ୍ତି ଯାଞ୍ଚ କରୁନ, ତୁମେ ବି ଆଗ ଭଳି କରୁଛ। ତୁମ ଅଯୋଗ୍ୟଶିକ୍ଷା ମନ୍ତି କଣ ଦେଖୁଛି।
@_mr___rajput
@_mr___rajput 21 күн бұрын
Sabu hauchhi gote dina re sabu hoijibq
@SatyajitBehera-kf2xu
@SatyajitBehera-kf2xu 21 күн бұрын
Mantri Rockford mariki buluchi
@BapiSarangi-m7j
@BapiSarangi-m7j 22 күн бұрын
କୋଟା ଚାକିରୀ ବନ୍ଦ୍ କର ଶିକ୍ଷା ସମାପ୍ତ ହେବ
@satyabratasethi444
@satyabratasethi444 22 күн бұрын
BEO & DEO mane ଲାଞ୍ଚ neiki sabu janisuni chup
@kalicharanpanda4079
@kalicharanpanda4079 22 күн бұрын
GANJAM dist. re 40% fake teacher achhanti. ❤❤❤❤❤❤❤❤❤
@ranjansahu9497
@ranjansahu9497 22 күн бұрын
Really sir
@debendranathpal813
@debendranathpal813 21 күн бұрын
ବର୍ଷ ଟି ନୁହେଁ ୨୮ ବର୍ଷ ଧରି ନକଲି ଶିକ୍ଷକ କିଭଳି ପୁଣି ପ୍ରଧାନ ଶିକ୍ଷକ ପଦରେ ରହୁଛି, କିଛି କିଭଳି ପ୍ରଶାସନ ପକ୍ଷରୁ ତନଖି ହେଉନି। କିମ୍ଵା ଜାଣି ପାରୁନି। ଏତେ ବର୍ଷ ବ୍ୟବଧାନ। ଆଧୁନିକ ଯୁଗର ପ୍ରଯୁକ୍ତି ବିଜ୍ଞାନ ଏତେ ଦୃଢ଼ ହୋଇଛି ଯେ ସରକାରୀ ପଦ ପଦବୀ ରେ ଜଣେ ନକଲ୍ କରି ସମ୍ବେଦନଶୀଳ ବିଭାଗ ରେ ନିଯୁକ୍ତି ପାଇ ପାରୁଛି। ଡାକ୍ତର ନକଲି। ଶିକ୍ଷକ ନକଲି। ପୋଷ୍ଟ ଅଫିସର ନକଲି। ତେବେ ଏହା କିଭଳି ଆଧୁନିକ ଯୁଗର ଭାରତ। ପୁରୁଣା ଭାରତ ବୋଧେ ବହୁତ ଭଲ ଥିଲା। ଧିକ୍ ଧୀକ୍ ଏଭଳି ଅପାରଗ ସରକାର ବିଜେଡି। ଏଭଳି ଶାସନ କେବେ ସୁଶାସନ ନୁହେଁ। ଖାଲି ଯୋଜନା କରି ଲୋକ ଙ୍କୁ ଭୂଆ ବୁଲେଇ ନକଲି ଶିକ୍ଷକ ନକଲି ଡାକ୍ତର ଙ୍କୁ ଚାକିରୀ ଦେଇ ଷ୍ଟାଫ୍ ସିଲେକ୍ସନ କରିଛନ୍ତି ନା , ଏହାର ରାକେଟ ଏଭଳି।
@yashodabehera5898
@yashodabehera5898 22 күн бұрын
St କୋଟାରେ 4 number ରଖି ଚାକିରୀ କରିବା ଜାଲି ଶିକ୍ଷକଙ୍କ ଠୁ ବି ହୀନ
@ashritabeck2139
@ashritabeck2139 21 күн бұрын
Bah re bah kya soche he re tari
@EvenswarpradhanPradhanevenswar
@EvenswarpradhanPradhanevenswar 22 күн бұрын
ଅତି ଶୀଘ୍ର ଦୁଃପ୍ଲିକେଟ ଶିକ୍ଷକ ମାନଙ୍କୁ ଦଣ୍ଡ ବିଧାନ ଏବଂ ଯିଏ ଏ ମାନଂକୁ ନିଯୁକ୍ତି ଦେଲା ତାକୁ ପ୍ରଥମେ ଦଣ୍ଡ
@Jagdishchandra-8xy
@Jagdishchandra-8xy 22 күн бұрын
ଯିଏ ବି ନକଲି ପ୍ରମାଣ ପତ୍ର ଧାରି ଶିକ୍ଷକ ଙ୍କୁ ଜାଣିଛନ୍ତି ତାହେଲେ ସେମାନଙ୍କ ନାମ - ସ୍କୁଲର ନାମ - ବ୍ଲକ ର ନାମ - ଜିଲ୍ଲା ର ନାମ - ଲେଖି ସିଧା ସଳଖ କମେଣ୍ଟ ବକ୍ସ ରେ ଲେଖି ପଠାନ୍ତୁ ଯେମିତି ପବ୍ଲିକ ଜାଣି ପାରିବେ। ଧନ୍ୟବାଦ୍
@KeshabpradhanKeshab
@KeshabpradhanKeshab 21 күн бұрын
ଖାଲି ସେଠି ନୁହେଁ ସବୁ ଜିଲ୍ଲା ରେ ଏମିତି ହେଇଛି ବିଜେଡି କାଗଜ ପତ୍ର ରେ ସବୁ ଗଡ଼ ବଡ଼ କରିଛି
@pitabashhembram5833
@pitabashhembram5833 4 күн бұрын
ଏହିପରି ଅନେକ ଶିକ୍ଷକ ଜାଲ୍ ପ୍ରମାଣ ପତ୍ର ଦେଇ ନିଯୁକ୍ତି ର ସୁଯୋଗ ନେଇଥିବାରୁ ଆଦିବାସୀ ଜନଜାତିଙ୍କର ନିଯୁକ୍ତିଗୁଡିକ କ୍ଷୁଣ୍ଣ କରାଯାଇଛି । ଏପରି ହେବା ଯୋଗୁଁ ଆଦିବାସୀଙ୍କର ଶିକ୍ଷାରେ ଅବନତି ଘଟୁଛି ।
@odishafoodeatingchallenge8765
@odishafoodeatingchallenge8765 21 күн бұрын
ଟାଙ୍ଗୀ ଚୌଦ୍ୱାର ବ୍ଲକ ର ସବୁ ସ୍କୁଲ ରେ ଫର୍ଜି ଶିକ୍ଷକ ଅଛନ୍ତି..... ବାମ୍ବୁରୀ ସ୍କୁଲ... ଜଗନ୍ନାଥ ପୁର ସ୍କୁଲ... ଯେଉଁ ସ୍କୁଲ କୁ ଯିବ ସେ ସ୍କୁଲ ରେ ଫର୍ଜି ଶିକ୍ଷକ ଅଛନ୍ତି...
@BAD_HERO14
@BAD_HERO14 22 күн бұрын
Thanks argus
@KhagapatiGadaba-fc6ju
@KhagapatiGadaba-fc6ju 2 күн бұрын
ଏହି ଭଳି ବୋରିଗୁମ୍ମା ସରକାରୀ ସ୍କୁଲରେ ବିତଦନ୍ତ କରନ୍ତୁ କେଉଁ ବଲି ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାର କରାଯାଉଁଛି
@avaypattnaik7965
@avaypattnaik7965 21 күн бұрын
ଆଗ ଜାଲ ପ୍ରମାଣ ପତ୍ର ସମସ୍ତଙ୍କର ଯାଞ୍ଚ କରିବା ସ୍ବାଗତ ଯୋଗ୍ୟ କିନ୍ତୁ ଜଣଙ୍କର ଦେଶରେ କେହି କରି ପାରିବ ନାଇଁ /
@goutamkaran7863
@goutamkaran7863 20 күн бұрын
ଏସବୁ ବିଜେଡି ସରକାର ସମୟରେ କାମ ପଇସା ଦିଅ ଚାକିରୀ ନିଅ
@manaromaswain9328
@manaromaswain9328 20 күн бұрын
ପୁରୀ ଜିଲ୍ଲା ରେ ସବୁଠାରୁ ଅଧିକ
@kalicharanmahapatra885
@kalicharanmahapatra885 22 күн бұрын
ନବିନା ର ଚାକିରି ବିକା ଯୋଜନା
@subashpanigrahi2136
@subashpanigrahi2136 22 күн бұрын
Pandu emiti karu thila
@nilakanthasahoo8101
@nilakanthasahoo8101 21 күн бұрын
ଆରେ ଭାଇ ଅଫିସର ମାନେ ମାନେ ପାଇସ ନେଇ ଚାକିରି ଦେଇଛନ୍ତି
@kaliprasadbihari6621
@kaliprasadbihari6621 21 күн бұрын
ସବୁ ଜିଲ୍ଲା ରେ ଏହି ପରି ହେବା ଦରକାର
@UNIVERSALknowledge101
@UNIVERSALknowledge101 6 сағат бұрын
MGNREGA ମାଧ୍ୟମରେ ଭି ଯେଉଁ ସବୁ ଦୁର୍ନୀତି ହେଉଛି ତାହା ସମସ୍ତ ସୀମା ଅତିକ୍ରମ କରାଗଲାଣି କିନ୍ତୁ ସରକାର ସବୁ ଜାଣି ମଧ୍ୟ ଚୁପ୍ । ଏଥିରେ ଗାଁ ସାଥୀ ରୁ ଆରମ୍ଭ କରି GRS EO JE BDO ସରପଞ୍ଚ ସମିତି ସବୁ ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ । ଯେଉଁ ମାନଙ୍କ ପାଖରେ ସାଇକଲ ନଥିଲା ତାଙ୍କ ପାଖରେ ବର୍ତ୍ତମାନ ଦସ ଲକ୍ଷ୍ୟ କୋଡ଼ିଏ ଲକ୍ଷ ଟଙ୍କାର ର କାର ଗାଡ଼ି ଅଛି ।
@ମୋକବିତାmypoetry
@ମୋକବିତାmypoetry 22 күн бұрын
ନକଲି ଶିକ୍ଷକ ନୁହଁ ନକଲି ସରକାର 😂😂ଚାକିରୀ ଦେଲା ବେଳେ କାହିଁକି ଜାଣି ପାରି ଲାଣି
@durgacharanmohanta1564
@durgacharanmohanta1564 4 күн бұрын
ମୟୂରଭଞ୍ଜ ରେ ଟାଙ୍ଗୀ ଅପେକ୍ଷା ଅଧିକ ଯାଲି ଅଛନ୍ତି ।ତଦନ୍ତ ଆବଶ୍ୟକ ଜୟ ଜଗନ୍ନାଥ।
@Tunapradhan-i1e
@Tunapradhan-i1e 21 күн бұрын
ଏମାନେ ବିଜେଡି ସରକାର ନେତା ବୋଟ୍ ପାଇଁ କରିଛନ୍ତି
@subheshchander1672
@subheshchander1672 21 күн бұрын
Thank you very good 👍
@basudev999t
@basudev999t 20 күн бұрын
ଏମାନଙ୍କୁ ଯିଏ ଚାକିରୀ ଦେଇଛି ତାକୁ ଆଗ ଧର ..
@gelbertghosh5779
@gelbertghosh5779 22 күн бұрын
Balasore ଜିଲ୍ଲା ଜଳେଶ୍ୱର ବ୍ଲକ ରେ ବହୁତ teacher achonti... ମୋ ପାଖରେ proved ache...
@DinabandhuMohanta-cu4qm
@DinabandhuMohanta-cu4qm 21 күн бұрын
ମୋର ନିୟମ ଅନୁସାରେ ଭୁଲ ଵାଲା ମାନଙ୍କୁ ଦଣ୍ଡ ସହିତ ଫାଇନ କରାଯାଉ ଏବଂ ଠିକ ଥିବା ମାନଙ୍କୁ ଚୁମା ଦିଆଯାଉ. ଅରଜିନାଲ ଡକମେଣ୍ଟ ଦେଖି ଚାକିରୀ ଦିଅନ୍ତୁ. ସବୁଜିଲାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରନ୍ତୁ. ଯେଉଁ ସାର ଆଗତୁରା ଭୁଲ ଶିକାର କରେ ତାକୁ ସରକାରୀ ତରଫରୁ କିଛିଟା ମାନ୍ୟତା ପ୍ରଦାନ କରାଯାଉ. ସବୁଠୁ ଭଲ ଉପାୟ.
@UNIVERSALknowledge101
@UNIVERSALknowledge101 6 сағат бұрын
ସବୁଆଡେ ଦୁର୍ନୀତି ଆଉ ଦୁର୍ନୀତି । କାହାକୁ କଣ କହିବେ ? ଯେଉଁ ସମୟରେ ଏମାନଙ୍କର ନିଯୁକ୍ତି କରାଗଲା ସେହି ସମୟରେ ସରକାରୀ ବିଭାଗ ଏମାନଙ୍କର certificate ସବୁ କଣ ପାଇଁ verification କଲେ ନାହିଁ । ସମସ୍ତେ ମିଳି ମିଶି ଏସବୁ ଦୁର୍ନୀତି କରୁଛନ୍ତି।
@biswajitprusty9867
@biswajitprusty9867 20 күн бұрын
ଧନ୍ୟବାଦ ଅର୍ଗସ୍ ଚାନେଲ 🙏
@TAPASWINIBADARAITA-e6g
@TAPASWINIBADARAITA-e6g 20 күн бұрын
ବିଜେଡି ସରକାର ହେମିତି କରିଥିଲେ
@mohancharanbag2157
@mohancharanbag2157 3 күн бұрын
ପ୍ରତ୍ୟେକ ବ୍ଲକରେ ଯାଞ୍ଚ କରାଯାଉ
@gobindamurmu8089
@gobindamurmu8089 12 күн бұрын
ସମସ୍ତ ଜିଲ୍ଲା ରେ ଏମିତି କରାଯାଉ
@PrasantaKumarPrasanta-qd2bu
@PrasantaKumarPrasanta-qd2bu 22 күн бұрын
Bahut achhanti
@RajeshDas-mz5ci
@RajeshDas-mz5ci 21 күн бұрын
ଖାଲି କଟକ ନୁହଁ ସବୁ ବ୍ଲକ ରେ ଅଛନ୍ତି ନକଲି ଚାକିରିଆ ଖାଲି ମଳମଳ ପାଇବ ଏ ଗୁଡା କିଛି ହବନି ଟଙ୍କା ଦେଲେ ସବୁ ଚୁପ ହେଇଯିବ ଏହା ହଉଛି ସତ କାହାର ସାହସ ନାହିଁ ଏମିତି କରି ପାରିବ ଆମ ଶିକ୍ଷା ମନ୍ତ୍ରୀ ର ବି ଓକାତ ନାହିଁ ବାହାର କରିବା😮😮😮
@ashokdash3149
@ashokdash3149 21 күн бұрын
ଯିଏ ନିଯୁକ୍ତି ଦେଇ ଫର୍ଜରି କରିଛନ୍ତି ତୁରନ୍ତ ଫାଶୀ ଆଜୀବନ ସଜା ଦିଆଯାଉ
@sudarsanmaharana230
@sudarsanmaharana230 22 күн бұрын
ନେତା ମନ୍ତ୍ରୀ, ସରକାରୀ ଚାକିରିଆ ଙ୍କ ସହିତ ମିଶି ମହା ଦୁର୍ନୀତି ରେ ବ୍ୟସ୍ତ।
@dushasankanhar8323
@dushasankanhar8323 20 күн бұрын
Very very good..👌👌👌
@NoorHaya143
@NoorHaya143 14 сағат бұрын
ପୁରୁଣା news...... 👍
@shyamkrishnakumar7351
@shyamkrishnakumar7351 20 күн бұрын
Good news Argus ❤
@babunapattanayak6960
@babunapattanayak6960 21 күн бұрын
ଓଡ଼ିଶା ରେ ସବୁ ଜିଲ୍ଲା ରେ ଅଛନ୍ତି
@digitalservice9151
@digitalservice9151 22 күн бұрын
ଆମ ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଚିଂଚେଡ UGHS ରେ କାର୍ଯ୍ୟରତ ପ୍ରେମାନନ୍ଦ ସାହୁ କିଭଳି ଭାବରେ ନିଜ +3 ମାର୍କକୁ 100 ମାର୍କ ବଢେଇ 2012 ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କଠୁ ପ୍ରତି ମାସରେ ମୋଟା ଅଙ୍କର ଦରମା ନେଉଛନ୍ତି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ Balangir DEO ମହାଶୟଙ୍କୁ ଅଭିଯୋଗ କରିଆସୁଛି.. ଯେଉଁଥିରେ କି ଆଉ ପ୍ରମାଣ ଖୋଜିବାର କୌଣସି ଆବଶ୍ୟକ ନାହିଁ..... ହେଲେବି ମହାଶୟ ଗୁରୁତ୍ବ ଦେଉନାହାଁନ୍ତି.....ସେଥିପାଇଁ DEO ମହାଶୟଙ୍କ ଅଶେଷ ଅଶେଷ ଧନ୍ୟବାଦ୍.....
@Laxmipriyadas2099
@Laxmipriyadas2099 22 күн бұрын
Apna kemiti janile se mark badhei chanti boli😂
@ambarishkumargiri9319
@ambarishkumargiri9319 21 күн бұрын
Strong investigation and action is necessary all over odisha on this issue... Jai Hind.
@xryuvraaj6833
@xryuvraaj6833 20 күн бұрын
ଆମ ଅନଗୁଳ ଜିଲ୍ଲା ରେ ବି ତଦନ୍ତ ହଉ ଏଇଠି ବି କିଛି ଅଜଗ୍ୟ ଶିକ୍ଷକ , profesher achhanti , aau principal bhi
@rraitaofficial4037
@rraitaofficial4037 21 күн бұрын
Good
@gunanidhinaik3699
@gunanidhinaik3699 19 күн бұрын
ଓଡିଶା ସାରା ଯାଞ୍ଚ୍ ହେଉ।
@Santoshsahu-jf8be
@Santoshsahu-jf8be 18 күн бұрын
Thankyou sir
@sambitmm7287
@sambitmm7287 21 күн бұрын
ଏଥିପାଇଁ ଶିକ୍ଷକ ବିଜେତି ପାଇଁ ରାଜନୀତି କରନ୍ତି
@sarojkumarjena9052
@sarojkumarjena9052 22 күн бұрын
ବିଜେଡି ସରକାର ରେ ଏଗୁଡ଼ିକ ସବୁ ହେଇଥିଲା
@Tinu-sb3ng
@Tinu-sb3ng 21 күн бұрын
Dhaniya ❤ good
@susilhembram5416
@susilhembram5416 21 күн бұрын
ସେଥିପାଇଁ ଶିକ୍ଷା ଵେବସ୍ଥା ଏହିପରି ଚାଲିଛି ପାଠ ଗୁ୍ଲ 😮
@nilakanthasahoo8101
@nilakanthasahoo8101 21 күн бұрын
ଶିକ୍ଷା ମନ୍ତ୍ରୀ ସୋଇପଡିଛନ୍ତି ବୋଧେ ଖାଲି ମନ୍ତ୍ରୀମାନଙ୍କ ଦରମା ବଢ଼ୁ ଜୁନିଅର ଟିଚର୍ ମୂଲିଆ ମଜୁରୀ ଠାରୁ କମ୍ ଦରମା ରେ କମ୍ କରନ୍ତୁ ଧନ୍ୟ ଏ ସରକର ଏ ସରକାର ବେଶି ଦିନ ନୁହେଁ
@sanjibkumarsahoo1970
@sanjibkumarsahoo1970 20 күн бұрын
ଯିଏ ଏମାନଂକୁ ପୋଷ୍ଟିଙ୍ଗ କରିଚି ସେମାଙ୍କ ନାମ ପ୍ରକାଶ କର.. ସେମାନେ ନିଜେ ପଢା ପଢି କରିଛନ୍ତି କି ନାଇଁ ଆଗ ଦେଖ ..
@gunanidhinaik3699
@gunanidhinaik3699 19 күн бұрын
C.BI.କୁ ଦେଲେ ତଦନ୍ତ ନିରପେକ୍ଷ ହେବ ।
@bgr6730
@bgr6730 22 күн бұрын
ସମ୍ବାଦ ପ୍ରତିନିଧି ମହୋଦୟ ବିଗତ BJD ସରକାର ସମୟ ରେ ବଲାଙ୍ଗୀର ଜିଲ୍ଲା ରେ ସର୍ବ ଶିକ୍ଷା ଅଭିଯାନ ପ୍ରକଳ୍ପ ରେ ଗଣ ଶିକ୍ଷକ ଙ୍କୁ ରେଗୁଲାର ଶିକ୍ଷକ କରିଥିଲେ ସେ ସମୟ ରେ ବଲାଙ୍ଗୀର ରେ 650 ଜଣ ଗଣ ଶିକ୍ଷକ ଥିଲେ କିନ୍ତୁ ଶିକ୍ଷା ଅଧିକାରୀ 850 ଜଣ ଗଣଶିକ୍ଷକ ଙ୍କୁ apointment କରିଥିଲେ 200 ଜଣ ପିଲା ଠାରୁ 3 ଲକ୍ଷ୍ୟ ଲାଞ୍ଚ ନେଇ ଥିଲେ ଶିକ୍ଷା ଅଧିକାରୀ ଓ କର୍ମଚାରୀ ଏହା ର CID ଯାଞ୍ଚ ମଧ୍ୟ ହୋଇ ଥିଲା କିନ୍ତୁ ପଇସା କାରବାର କରି CID ମଧ୍ୟ କେସ କୁ ଦମନ କରି ଦେଲେ ଏହା ର ତଦନ୍ତ ଟିକେ କରନ୍ତୁ।
@007Gossipmusic
@007Gossipmusic 21 күн бұрын
Good news sir
@newstarsvision7754
@newstarsvision7754 22 күн бұрын
ଏ ଘଟଣା ୨୪ବର୍ଷ ହେଲା ଚାଲିଥିଲା 😂😂😂ଦେଖନ୍ତୁ ପୂର୍ବ ସରକାର କେମିତି ଥିଲା 😅😅ସବୁଟଙ୍କା କିଏ ଖାଇଛି 😅😅
@Kumarofficial915
@Kumarofficial915 22 күн бұрын
ମୋର କହିବାର କଥା ହେଉଛି ଯୋଉ ଶିକ୍ଷକ ମାନେ ରଟେଡ଼ ହେଇଛନ୍ତି ସେମାନଙ୍କୁ ଇନକ୍ୱାରୀ କରନ୍ତୁ
@ramakantabanua5772
@ramakantabanua5772 22 күн бұрын
Good step
@lalitmohanmohapatra8761
@lalitmohanmohapatra8761 22 күн бұрын
ସବୁ ଜିଲ୍ଲାରେ ଅଛନ୍ତି । ସବୁ ଜିଲ୍ଲା ତଦନ୍ତ କରାଗଲେ ଭଲ ହୁଅନ୍ତା?
@subashsahu6366
@subashsahu6366 6 күн бұрын
କେବଳ ୟୁଟୁବ୍ ଆଉ ପେପର୍ ବାକିସବୁ ଭିତିରିଆ କାରବାର ଚାଲିଛି
@abhayarout3916
@abhayarout3916 22 күн бұрын
କନ୍ଧମାଳ,କୋରାପୁଟ, କଳାହାଣ୍ଡି, ବହୁତ୍ ଥିବେ।
@prakashbiswal7614
@prakashbiswal7614 21 күн бұрын
ଶିକ୍ଷା ବିଭାଗ ଏଥିରେ ସାମିଲ ଅଛନ୍ତି, ସାଲାରୀ rikavari କରନ୍ତୁ
@HaldharSuna-b1q
@HaldharSuna-b1q 20 күн бұрын
ଅର୍ଗୋସ ନିଉଜ n1 ଚେନାଳ ଆମ ବଳାଗିଂର ରେ ବି ତଦତଂ ହେଉ
@gourisankardutta9408
@gourisankardutta9408 Күн бұрын
ବାଲେଶ୍ଵର ଜିଲ୍ଲାର ବସ୍ତା ଏଵଂ ବାଲିଆପାଳ ବ୍ଲକ ରେ ଦେଖନ୍ତୁ।
@golokbiharipradhan9175
@golokbiharipradhan9175 22 күн бұрын
CEO and BO the then interview authority and certificate authority should be dismissed Education minister is requested to take serious action
@bhupalchandrapujhari7377
@bhupalchandrapujhari7377 21 күн бұрын
ଓଡ଼ିଶା ସାରା ତଦନ୍ତ ଜରୁରୀ
@debabratadas4307
@debabratadas4307 20 күн бұрын
ଶିକ୍ଷକତା କେବେ ବି ନକଲି ନୁହେଁ । କିନ୍ତୁ ନିଯୁକ୍ତି ପାଇବାର ପ୍ରକ୍ରିୟା ରେ ଜାଲିୟାତି ହୋଇଛି। ଏଣୁ ସଂପୃକ୍ତ ଶିକ୍ଷକ ନିଯୁକ୍ତି ଅଧିକାରୀ ବିଇଓ deo ସମସ୍ତେ ଦଣ୍ଡିତ ହେବା ଉଚିତ୍।
@damburukusulia3218
@damburukusulia3218 21 күн бұрын
ସବୁ ଜିଲ୍ଲା ରେ ଯଦି ଯାଞ୍ଚ୍ କରି େସମାନଙ୍କୁ ବହିଷ୍କାର କରିବା ପାଇଁ ମୁଁ ସରକାର ଙ୍କୁ ଅନୁରୋଧ କରୁଚି
@satyabratasahoo1361
@satyabratasahoo1361 21 күн бұрын
Age se guest teacher policy hatao...educated pila sabu bekar heigaleni
@gunanidhinaik3699
@gunanidhinaik3699 19 күн бұрын
ଫେକ୍ ସାର୍ଟିଫିକେଟ୍ ରେ ବହୁତ ଜିଲ୍ଲାରେ ଚାକିରି କରିଛନ୍ତି।
@Simplefellow143
@Simplefellow143 22 күн бұрын
ଏ ସବୁ ବିଜେଡି ର କରାମତି😂
@ajaysamal1195
@ajaysamal1195 3 күн бұрын
Jay jagannath jay Bjp Bjp Bjp Bjp Bjp jay mohan sir🙏🙏🙏🙏🙏🙏🙏
@seizedrawing8835
@seizedrawing8835 20 күн бұрын
ଟିକେ ମୟୂରଭଜର କୋଣ ଅନୁକଣ ଟିକେ ଯାଞ୍ଚ କରନ୍ତୁ ମଜା ନିଅନ୍ତୁ।
@shishupalpradhan2448
@shishupalpradhan2448 4 күн бұрын
GOVT SHOULD TAKE IMMEDIATE ACTION.
@ghenudisari8713
@ghenudisari8713 22 күн бұрын
Very... very good step my CM mohan sir
@odiasecretviral2736
@odiasecretviral2736 22 күн бұрын
Please remove Andhra Pradesh B.ED teacher from Odisha gov.t school
@rishikeshsahu158
@rishikeshsahu158 15 күн бұрын
This must be inquired by the department.ok👍
@sujata6407
@sujata6407 22 күн бұрын
Ganjam dist re bi bahut achanti..janch karantu
@laxmanbhatra164
@laxmanbhatra164 22 күн бұрын
thank sir
@simanchalabehera2907
@simanchalabehera2907 21 күн бұрын
❤❤❤👍👍👍
@KrushnaMohanprusty-z3q
@KrushnaMohanprusty-z3q 14 күн бұрын
ଏହା କ'ଣ ବିଜେଡି ଦଳର ୨୪ ବର୍ଷର ସ୍ବଚ୍ଛ ଶାସନର ନମୂନା ?🎉
@k.nilamadhabapatro9085
@k.nilamadhabapatro9085 14 күн бұрын
Govt should take legal action against duplicates
@PravaskumarSamantaray
@PravaskumarSamantaray 21 күн бұрын
👍
@pinkubauri9358
@pinkubauri9358 22 күн бұрын
ଆମ ରାୟଗଡା ଜିଲ୍ଲା ରେ ମଧ୍ଯ ବହୁତ୍ ନକଲି ଅଛନ୍ତି... ଖୋଜିଲେ.... ଦୟାକରି ARGUS Channel ଟିକେ ରାୟଗଡା ଆସନ୍ତୁ....
@defenceintel
@defenceintel 22 күн бұрын
ସବୁ ଭୁଲ system ର. Corporate sector ରେ ଆଗେ ଯାଞ୍ଚ କରି ପରେ ନିଯୁକ୍ତି ଦିଆ ହୁଏ. କିନ୍ତୁ ସରକାରୀ ଚାକିରୀରେ ଓଲଟା. ଆଗେ ନିଯୁକ୍ତି ଦିଆ ହୁଏ. ପରେ ଯାଞ୍ଚ ହୁଏ. ତାହାବି ପୁଣି ଚାକିରୀର ଅନେକ ବର୍ଷ ପରେ. ଆଉ ସମସ୍ତଙ୍କର ବି ହୁଏନି ଯାଞ୍ଚ. System କୁ ବଦଳେଇବାକୁ ପଡ଼ିବ.
@arunsatapathy9126
@arunsatapathy9126 22 күн бұрын
Radhe Radhe
She wanted to set me up #shorts by Tsuriki Show
0:56
Tsuriki Show
Рет қаралды 8 МЛН
Their Boat Engine Fell Off
0:13
Newsflare
Рет қаралды 15 МЛН
ପୁରୀ ପଣ୍ଡା ମୋଠୁ ସବୁନେଇଗଲେଶେଷରେ ଏମିତି କଲେ... || DinalipiLive
7:02
DINALIPI LIVE (ସବୁ ଖବର, ସବୁ ବେଳେ)
Рет қаралды 519 М.
She wanted to set me up #shorts by Tsuriki Show
0:56
Tsuriki Show
Рет қаралды 8 МЛН