Rok Thok Live | ବବି-ଜିତୁ-ନବୀନଙ୍କ ଦୋମୁହାଁ ଚରିତ୍ର | 01 Jul 2024 | Argus News

  Рет қаралды 85,558

Argus News

Argus News

8 күн бұрын

Rok Thok Live | ବବି-ଜିତୁ-ନବୀନଙ୍କ ଦୋମୁହାଁ ଚରିତ୍ର | 01 Jul 2024 | Argus News
#ArgusNews #RokThok #ArgusSpecial #poltics #Odisha #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 183
@bharatchandrabarik5921
@bharatchandrabarik5921 6 күн бұрын
ଆମେ ଏ ସରକାରଙ୍କୁ ଭୋଟ ଦେଇଥିଲୁ ଏ ଡକାୟତ ଙ୍କୁ ଧରିବାପାଇଁ ,କିନ୍ତୁ ଭାଷଣ ବାଜି ନୁହେଁ ,ସବୁ ଡକାୟତଙ୍କୁ ଧରନ୍ତୁ ,ଶାସନ ଠିକ ଗଣତନ୍ତ୍ର ପଦ୍ଧତିରେ ଚାଲୁ
@pradeepkumarmohakud1381
@pradeepkumarmohakud1381 6 күн бұрын
ନଵୀନ ସରକାର ସମୟର ଅପିଂସର ମାନଂକୁ ଚାକିରି ରୁ ବିଦା କରା ଯାଉ
@suvendupradhan4055
@suvendupradhan4055 5 күн бұрын
Khali chakiri ru bida kale habani... Semana nku CBI,Vissilance jancha karajau...🙏🙏🙏
@pk5993
@pk5993 6 күн бұрын
ଯେତେ ଦୂର ବିଶ୍ୱାସ ମୋହନ ସରକାର ନିଶ୍ଚୟ action ନେବେ, ଜୟ ଶ୍ରୀରାମ
@AbhaykumarBhol-qx7im
@AbhaykumarBhol-qx7im 6 күн бұрын
Raja Ram
@trilochanpatnaik6321
@trilochanpatnaik6321 6 күн бұрын
ପ୍ରଦୀପ ପାଣିଗ୍ରାହୀ ସିନା ଜନବିରୋଧୀ କାର୍ଯ୍ୟ କରିଥିଲେ କିନ୍ତୁ ଦୁଇ ପ୍ରଣବ BJD ଦଳର ଯାହା କରୁଥିଲେ ତାହା ବୋଧେ ନବୀନ ଓ Pandian ଙ୍କ ଜନ ସ୍ବାର୍ଥ ପାଇଁ କାର୍ଯ୍ୟ କରିଥିଲେ। ମୋ ମତରେ BJD ଦଳର ବିନାଶ ପାଇଁ କେବଳ ନବୀନ ବାବୁ ହିଁ ଦାୟୀ।
@bikrampradhan5560
@bikrampradhan5560 6 күн бұрын
ଗେଣ୍ଡା ଦଳିଆ ଡାହୁଣିଆ ଆଉ ଥୋମୋଣିଆ ଖାଲି ପବ୍ଲିକ୍ ଉଠିକି ବାଡେଇବ ଶଳା ସାଇଜ୍ ହେବେ
@satrughnamallicj8703
@satrughnamallicj8703 6 күн бұрын
ବାଲା ରାଏ ବାବୁ ଜାଣି ଛନ୍ତି -ଚୋରର ମୁହଁ ଟାଣ
@subhabratamishra4465
@subhabratamishra4465 6 күн бұрын
ଏ ଶଳେଙ୍କୁ ଯଥାଶୀଘ୍ର ଗିରଫ୍‌ କରାଯାଉ । ଗିରଫ୍‌ ନ ହେବା ପର୍ଯ୍ୟନ୍ତ ଏ ଖବର୍‌ ପ୍ରସାରଣ୍‌ ଜାରି ରଖନ୍ତୁ । ଜୟ୍‌ ଜଗନ୍ନାଥ୍ 🙏
@tofanmohanty-eq5fd
@tofanmohanty-eq5fd 6 күн бұрын
Haire musha
@subhabratamishra4465
@subhabratamishra4465 6 күн бұрын
@@tofanmohanty-eq5fd କଣ୍‌ ଗାଣ୍ଡି ଫାଟିଗଲା କି ଅନ୍ଧ‌ ଭକ୍ତ 😂 ଆହୁରି ଫାଟିବ ଟିକେ ଅପେକ୍ଷା କର୍‌ 😂😂😂😂😂 'ଗେଣ୍ଡା' ଚିହ୍ନ ର ଅନ୍ଧ‌ ଭକ୍ତ 😂
@tofanmohanty-eq5fd
@tofanmohanty-eq5fd 6 күн бұрын
Alajukata
@tofanmohanty-eq5fd
@tofanmohanty-eq5fd 6 күн бұрын
Neet kelenkari kuadegala
@tofanmohanty-eq5fd
@tofanmohanty-eq5fd 6 күн бұрын
To gandiru Pani bahari a
@bikrampradhan5560
@bikrampradhan5560 6 күн бұрын
ମାଷ୍ଟର ହେଉଛି ନବିନୀ, ଏଇଥି ପାଇଁ ଗୋଡ ହାତ ଥରିବାର ବାହାନା କରୁ ଥିଲା, ମିଡିଆ ଜନତା କୁ ଲୁଚୁଥିଲା
@parsurampanda3540
@parsurampanda3540 6 күн бұрын
ଏମାନଙ୍କୁ ଗିରଫ କାହିଁକି କରୁନାହାନ୍ତି
@baikunthabehera3971
@baikunthabehera3971 5 күн бұрын
AGARU BANDHU THILE .ABE NIBIDA BANDHU HOI ODISSARU LUTIBE .10 DHINA PARE JANATA NETA BHULI JIBE .
@samirnayak3768
@samirnayak3768 6 күн бұрын
Daily daily ଆଲୋଚନା, କାହିଁକି କିଛି ତଦନ୍ତ ଏ ଯାଏ ହେଉନି, ତା ମାନେ କଣ ମିଛ କଥା ଜନତାଙ୍କୁ ଦେଖାଯାଉଛି?
@babansahoo4550
@babansahoo4550 6 күн бұрын
ଏଠି ସମସ୍ତେ ସମାନ , ସେଥିପାଇଁ action ete jaldi ନିଆ ଯାଉନି
@Ramu-hl2gu
@Ramu-hl2gu 6 күн бұрын
ଅର୍ଗୁସ ଚାନେଲ ଜନସାଧାରଣ ଙ୍କ ହିତରେ ହାସେ
@subhamcomputer5362
@subhamcomputer5362 6 күн бұрын
Lakhs ଅଫ ନବୀନ ଘୋଟଲା. କେତେ solve କରିବେ?
@suvendukumardash1976
@suvendukumardash1976 6 күн бұрын
Bhai inquiry Kara - Aahuri Gupta pedi Fitiba.
@Susantadas-ut9nx
@Susantadas-ut9nx 6 күн бұрын
ସମୟକୁ ଅପେକ୍ଷା କରନ୍ତୁ ଦେଖିବ କ'ଣ ଘଟୁଛି
@btkb2009
@btkb2009 6 күн бұрын
ବିଜେପି ସରକାର କଣ ପାଇଁ କିଛି କରୁ ନାହିଁ
@user-pb7fc7wd5m
@user-pb7fc7wd5m 6 күн бұрын
ବଲେ ବଲେ ଢାବା ନୁହେଁ ବାଳେ ବାଳେ ଢାବା❤🎉😅
@sasmitalenka5510
@sasmitalenka5510 6 күн бұрын
ଏଇ ସବୁ ନିଆରା ସୁଖ ମିଳୁଛି ବୋଲି ତ ଏମାନକଙ୍କୁ ନେତା ହେବା ନିଶା ବାଇଆ କରିଛି ଆଉ ଥରେ ଜିତିଲା ପରେ ସେମାନେ ତାଙ୍କ ଚଉକି କୁ ମହୁ ମାଛି ଭଳି ଜଗନ୍ତ,ଆଉ କଣ ଜନ ସେବା କରିବାକୁ ଏମାନେ ଏତେ ହଣା ମରା କରି ରାଜନୀତିକୁ ଆସୁଛନ୍ତି,କେବେ କୋଉ ନେତା ନିଜ ତରଫରୁ ଗୋଟେ , ବୃଦ୍ଧ ଆଶ୍ରମ କିମ୍ବା ଶିଶୁ ଆଶ୍ରମ ଖୋଲୁଛି ,ନା ଖାଲି ବଡ଼ ବଡ଼ ପାର୍ଟି ରେ ଯିବେ , ଫିତା କାଟିବେ, ଯଦି ନେତା ବାଛିବେ ଯୋଗୀ ପରି ସନ୍ନ୍ୟାସୀ ନେତା ବାଛନ୍ତୁ ଓଡିଶା ବାସି,ତାହାଲେ ପରିବର୍ତ୍ତନ ହେଵ
@user-cb9vf1cx4i
@user-cb9vf1cx4i 6 күн бұрын
ବି. ଜେ. ଡି ର ଦୁଇ ପ୍ରଣବ, ଓ ଏକ ପାଣ୍ଡିଆନ ମିଶି ପ୍ରିୟ ନବୀନ ଙ୍କ ସହ ମିଶି ଯାହା କରିଛନ୍ତି ତାଙ୍କୁ ସର୍ବଜନ ବିଦିତ ହୋଇସାରିଲାଣି, ନିୟମ ଅନୁଯାଇ ଦଳ ମୁଖିଆ ଦାଈ ରହିବେ, ନଚେତ ଦଳ ମୁଖିଆ ବିଧାନ ସଭା ରେ ଉତ୍ତର ରେ ରଖିବାକୁ ବାଧ୍ୟ.
@AjendraTudu
@AjendraTudu 3 күн бұрын
Argus chenel କୁ ଧନ୍ଯବାଦ ପର୍ଦାଫାସ୍ କରିବା ପାଇଁ।
@biramhembram2124
@biramhembram2124 6 күн бұрын
ବିଜେଡି ଦଳସବୁ ପାଗଳ ହୋଇଗଲେଣି ଶଳ
@pkp4793
@pkp4793 6 күн бұрын
Great salute Argues chanel
@user-hs2kf5ym5f
@user-hs2kf5ym5f 6 күн бұрын
କୁସୁମ ପାର୍କର ସାମ୍ନାରେ ଦୁତିଅ ସଚିବାଳୟ ଅଟ୍ଟାଳିକା କୋଠା ନିର୍ମାଣ ଚାଲିଛି ଦୟାକରି ଟିକିଏ ନିଜର ଦିଅନ୍ତୁ
@user-hs2kf5ym5f
@user-hs2kf5ym5f 6 күн бұрын
କୁସୁମ ପାର୍କର ସାମ୍ନାରେ ଦୁତିଅ ସଚିବାଳୟ ଅଟ୍ଟାଳିକା କୋଠା ନିର୍ମାଣ ଚାଲିଛି ଦୟାକରି ଟିକିଏ ନଜର ଦିଅନ୍ତୁ
@user-zy8hn6mu6h
@user-zy8hn6mu6h 3 күн бұрын
Jay jaganntha
@user-pt2yo7sr7v
@user-pt2yo7sr7v 6 күн бұрын
ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ କାହିଁକି ଗିରଫ କରୁନାହାନ୍ତି
@nilamanirout7952
@nilamanirout7952 5 күн бұрын
Jay jagannath 🙏💐♥️
@Pradhan-kf6jv123
@Pradhan-kf6jv123 6 күн бұрын
Augustchannel The Great Gaushala Salam,👍👍👍💯💯👃👃🙏🙏
@Khushidigitalcabletvnetwork
@Khushidigitalcabletvnetwork 3 күн бұрын
Durga sirsa. Super
@friendrejoicehappyness
@friendrejoicehappyness 5 күн бұрын
Odisha re Panchayat maananku central govt pipeline aasila, kintu sei road concrete helaa nahi.
@user-kt2nr4xf1s
@user-kt2nr4xf1s 5 күн бұрын
Thak a lot to the Argus News Channel to trace out the illegal & immoral events & activities of the BJD Govt.
@ranjayarout4523
@ranjayarout4523 6 күн бұрын
Jay Shree Ram Jay Shree Ram Jay Shree jagannath ok thanks
@bijayakumarchoudhury959
@bijayakumarchoudhury959 Күн бұрын
Mor ek anurodh,sarkarnku janaidijau,prati Block re 2 goti PHC kholajau, Dr.manku ati kamre 2 barsh kam karibaku badhyo karajau.
@user-nt5qc1wh5j
@user-nt5qc1wh5j 2 күн бұрын
ଦୁର୍ଗାସିଶ ସାର୍ ଯେତେଦୂର ବିଶ୍ୱାସ ମୋହନ ସାର୍ ଆକ୍ସନ ନିଶ୍ଚୟ ନେବେ,ଧର୍ଜ ରଖନ୍ତୁ
@bhagyadharpradhan2124
@bhagyadharpradhan2124 4 күн бұрын
ସାଧାରଣ ଲୋକ ଏମିତି ରାଣ ଚୋରିକରି ବଡ଼ ଲୋକ ହେଇପାରନ୍ତି କିନ୍ତୁ ନିଜର ଜଗତକୁ ଜଳୁଛନ୍ତି ଏମିତି ବଡ଼ ଲୋକ ହୋଇ ଛ ଧିକ ସେ ଜିବନ
@laxmidharapanda6086
@laxmidharapanda6086 6 күн бұрын
ଏ ତିନିଟାଯାକ ଗୋଟିଏ ଲାଉର ମଞ୍ଜି , କଳା କାରନାମା କରିବାରେ ଓସ୍ତାଦ !
@debabratamohanty4926
@debabratamohanty4926 6 күн бұрын
How many big judges spare the time at kusuma and other VIP officers
@satyapriyaswain8110
@satyapriyaswain8110 6 күн бұрын
I m salut subasis babu
@purnachandranaak720
@purnachandranaak720 14 сағат бұрын
Satrupa mam,with all respect we are to tell that we have no patience to wait till the action is taken.
@debabratamohanty4926
@debabratamohanty4926 6 күн бұрын
How many stadiums provided by last government in jajpur town and what is the tender value . Please needy for enquiry.
@debabratamohanty4926
@debabratamohanty4926 6 күн бұрын
How many kalyan mandap provided by last government in jajpur town. Please tell to us .
@AshokKBarik
@AshokKBarik 6 күн бұрын
Kabe niyajiba.
@sasmitamohanty1970
@sasmitamohanty1970 6 күн бұрын
ଯୋଉ ମାନେ ନବୀନ ପଟ୍ଟନାୟକ ଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ସେମାନେ ୧୯୯୯ ମହାବାତ୍ୟା କଥା ମନେ ପକାନ୍ତୁ ଓଡିଶା କୁ କୋଉ ଅବସ୍ଥା ରୁ ନେଇ କୋଉଠି ପହଞ୍ଚେଇଛନ୍ତି,ଖାଲି ସେତିକି ନୁହେଁ ଅନେକ ଯୋଜନା ରେ ଅନେକ ଲୋକ ଙ୍କୁ ସହାୟତା କରିଛନ୍ତି, ଏମିତି କୋଉ ବି ରାଜ୍ୟରେ କେହି ବି ମୁଖ୍ୟମନ୍ତ୍ରୀ ଏତେ ଉପକାର ଜନହିତକର କରିନାହାନ୍ତି। ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିରୀହ, ନିଷ୍କପଟ, ଭାବମୂର୍ତ୍ତି ବୋଲି ସାରା ଦେଶରେ ଚର୍ଚ୍ଚା। ପରିବାର ରେ ପିତା ମାତା ସବୁ ପିଲା ଙ୍କୁ ଏକା ଶିକ୍ଷା ଦିଅନ୍ତି ପୁଣି କିଏ ସାଧୁ ହୁଏ ତ କିଏ ଚୋର ସେହି ପରି ଦଳ ର ଅନ୍ୟ ମାନଙ୍କ ପାଇଁ ମୁଖିଆ ଙ୍କୁ କାହିଁକି ଦୋଷ ଦିଆଯିବ???ତଳିଆ ସ୍ତର ରେ ଥିବା ନେତା ମନ୍ତ୍ରୀ ମାନେ ହିଁ ଦୁର୍ନୀତି ଗ୍ରସ୍ତ ଏଥିପାଇଁ ନବୀନ ପଟ୍ଟନାୟକ ଦାୟୀ ନୁହେଁ। ଯିଏ ଦଳ ରେ ଅନ୍ୟାୟ କରନ୍ତି ତାଙ୍କୁ ଦଳରୁ ବହିଷ୍କାର କରନ୍ତି। ଅର୍ଗସ ଚାନେଲ ର ବ୍ୟକ୍ତିଗତ ରାଗ ଇର୍ଷା ନବୀନ ପଟ୍ଟନାୟକ ଙ୍କ ଉପରେ ସେଥିପାଇଁ ତ ବିଦାୟ କାଳୀନ ଗୋଟିଏ ବି ଭିଡ଼ିଓ ଦେଖେଇ ନାହାନ୍ତି ଯେତେବେଳେ ସବୁ ଚାନେଲ ନବୀନ ପଟ୍ଟନାୟକ ଙ୍କର ଦଳ ଆରମ୍ଭ ରୁ ଓଡିଶା ର ବିକାଶ ପର୍ଯ୍ୟନ୍ତ ସମସ୍ତ ଭିଡ଼ିଓ ଦେଖେଇ ଛନ୍ତି।ଇର୍ଷାଳୁ,ଗର୍ବୀ,ଅହଙ୍କାରୀ, ମିଛୁଆ,ପକ୍ଷପାତ କରୁଥିବା ଚାନେଲ ଅର୍ଗସ ଛି ଛି ଛି
@user-hs2kf5ym5f
@user-hs2kf5ym5f 6 күн бұрын
👍
@purnachandranaak720
@purnachandranaak720 14 сағат бұрын
Durgashis babu,why are you not taking this things to the notice of Navin Pattnaik?Ask Navin pattanaik directly on the screen of Argus channel for information of public.
@bipinbiharinath4061
@bipinbiharinath4061 3 күн бұрын
25 barsasashanare Khali Dhaba au rangasala heichhi prati zillare gote bi cold storage kariparilanahi.
@dhirendrapanigrahi7303
@dhirendrapanigrahi7303 6 күн бұрын
Lingaraj Temple chaturpas dekhuna.
@surendramohanty2060
@surendramohanty2060 6 күн бұрын
ALL 3 ARE BIRDS OF SAME FEATHERS.NAVIN ENJOYED A LUXURIOUS LIFE FOR 25 YEARS AT THE COST OF ODIYA PEOPLE.BUT NOT A SINGLE INDUSTRY.
@ssudharsan3858
@ssudharsan3858 Күн бұрын
Chip found Paisa bi return karajau
@dillipkumarpanda2875
@dillipkumarpanda2875 6 күн бұрын
କୁହଲିଆ ଲେନିନ Babu certificate dekheidebeki
@KanhuPradhan-jx5dv
@KanhuPradhan-jx5dv 6 күн бұрын
👍👍👍👍
@dusmantsahoo9901
@dusmantsahoo9901 4 күн бұрын
Sabunetamanekhechaty
@dhaneswardas7823
@dhaneswardas7823 6 күн бұрын
Argus action is applicable, but no action and nothing will be investigated in the matter.
@user-ph2xc7tr5k
@user-ph2xc7tr5k Күн бұрын
Satarupa mishra right
@jagabhaiodm9368
@jagabhaiodm9368 6 күн бұрын
Bhai dharmasala re kotipati manka pain mandap kintu gariba nka pain kichi nahi
@digambarkara4813
@digambarkara4813 6 күн бұрын
This person is Grand father of Ganesh babu
@aiamoodisha
@aiamoodisha 6 күн бұрын
କଣ ପଚାରିଲେ BJD ନେତା କଣ କୋହୁଛନ୍ତୀ
@debendranarayandash9040
@debendranarayandash9040 4 күн бұрын
ବିଜୁବାବୁଙ୍କ ଅଯୋଗ୍ୟ ସନ୍ତାନ ନବୀନ ବଲ୍ଲେ ବଲ୍ଲେ ଏଲିନା ବଲ୍ଲେ ବିଜେଡି ବଲ୍ଲେ ବଲ୍ଲେ
@Pradhan-kf6jv123
@Pradhan-kf6jv123 6 күн бұрын
Navin Patnayak mastermind😅😅😅
@rabindrakumarsahoo2682
@rabindrakumarsahoo2682 6 күн бұрын
ଦଶପଲ୍ଲା ଋତୁରାଜ dhaba dekhantuy
@naraharimishra7098
@naraharimishra7098 5 күн бұрын
If BJP remains silent then the common people cannot forgive the government.
@dharitripanda6070
@dharitripanda6070 6 күн бұрын
Emananka against re kn action niagala media telecast karu
@ramakantabehera959
@ramakantabehera959 6 күн бұрын
ବିଜେଡି ଦଳ ରେ ସବୁ ନେତା 100% ଗାଲୁଆ
@ashokmoharana1751
@ashokmoharana1751 Күн бұрын
Ede lagaa.
@sureshchandradash6900
@sureshchandradash6900 6 күн бұрын
ବାଳ ରାୟ ଡିହ ଗାଲୁଆ ବ୍ୟକ୍ତି, ସେ ବଲେ ବଲେ ଢ଼ାବାକୁ ରାତିରେ ଯାନ୍ତି
@GreenScenery-wh6ze
@GreenScenery-wh6ze 6 күн бұрын
Bala kichhi janini taku kana pain prasna karuchhanti
@ashokbarik8277
@ashokbarik8277 5 күн бұрын
Aga janaku bandha au sabu ape ape maribe
@AshokKBarik
@AshokKBarik 6 күн бұрын
Arrest karajau...Naveen babu kahiki kahinanti....Vartaman "Law will take its own course"
@user-rd7ci2dn8x
@user-rd7ci2dn8x 6 күн бұрын
Kichi.kari.paribani
@Hemantkumarsahoo-xk6ht
@Hemantkumarsahoo-xk6ht 2 күн бұрын
TATHA YATRA PARE KARIBE
@SomyaranjanPadhi
@SomyaranjanPadhi 6 күн бұрын
Thanks madam
@pranabkhuntia1249
@pranabkhuntia1249 6 күн бұрын
Punjabi Puttar Nabina Maiya hela parama M. G.
@AshokPatra-yz3vp
@AshokPatra-yz3vp 3 күн бұрын
Duha ku. Kali. Laka ku Ram jami. Karitila. Hanuman. SAHI. Pari ---(. 🪔. )
@manasdalai4028
@manasdalai4028 6 күн бұрын
ମଦୁଆ, ରୋଗୀଣା କେବଳ ମଦ ପିଉଥିଲା ଓ ତାମିଲ ର ଚାପୁଥିଲା
@subhamcomputer5362
@subhamcomputer5362 6 күн бұрын
ବାହାରିଆ ନେତା ବାହାରି ଯିବା pain bata ଖୋଲନ୍ତି ନବୀନ ମାନେ ତାର foreign egency
@kashinathmurmu7374
@kashinathmurmu7374 6 күн бұрын
Bala=Bala.
@jayprakashmallick8801
@jayprakashmallick8801 6 күн бұрын
Apnaka malika kie
@dusmantsahoo9901
@dusmantsahoo9901 4 күн бұрын
Maagniyata
@sadanandmohanty3537
@sadanandmohanty3537 Күн бұрын
Jay jagannath Jay Bjp Jay Odia 🙏🙏🙏🙏🙏🙏🙏
@BailochnNayak
@BailochnNayak 6 күн бұрын
ଦୁର୍ଗାଶ୍ରୀ ବାବୁ ବବି ଦବିଦାସାକୁ ମିଡ଼ିଆ ଆଗକୁ ଆଣନ୍ତୁ
@umakanthsahoo3874
@umakanthsahoo3874 4 күн бұрын
Ranga Ranghya dance chaluthila.😂😂
@prasantapanda1703
@prasantapanda1703 6 күн бұрын
ଵାଲା ରାୟ ଘରେ ବିଜେଡି ବିଧାୟକଙ୍କ ବାଣ୍ଡ ଠିଆ ପାଲା କରୁଥିଲେ ଏବେ ଡେହିଁ ଡେହିଁ ଝାଳ ନାଳ ବାହାରି ଗଲା, ଆଉ ବର୍ତମାନ ଆମେ ସାଧାରଣ ଲୋକ ଵାଲା ରାୟ ଘରେ ଟାବଲେଟ ଖାଇକି ପାଲା କରିବୁ ଜମା ଝାଳ ନାଳ ବାହାରିବନି ଖାଲି ଠିଆ ଠିଆ ପାଲା କରିବୁ
@satyapriyaswain8110
@satyapriyaswain8110 6 күн бұрын
Nabin babu sabu janichanti Naraba gunjare aswadtama hata
@btkb2009
@btkb2009 6 күн бұрын
ବିଜେପି କେବେ ଆକ୍ସନ ନବ କଣ ସବୁ ସରି ଗଲା ପରେ
@surendradehuri5205
@surendradehuri5205 6 күн бұрын
Inkari karai karntu jilapal vs cbi
@user-pd3yx5lq1t
@user-pd3yx5lq1t 6 күн бұрын
Odisasabudekhucjiobhogechijadisarakaraparebartnahoethilebhutkandithanteomarebethantejayjagannth
@user-hj1yl6ch2h
@user-hj1yl6ch2h 6 күн бұрын
Right 100 ru 100. Naveen Patnaik E bhalia beta nku jete Dina ghanta ghodau thibe aau dala ra kounashi neta muhan.kholibe nahin se paryanta aau BJD uthi pariba nahin. Eha Satya.
@sureshchandradash6900
@sureshchandradash6900 6 күн бұрын
ପ୍ରେମ ପିସାଚୁ ଦିବ୍ୟସଙ୍କର ବଲେ ବଲେ ଢ଼ାବାକୁ କଣ କରିବାକୁ ଯାଏ ତାକୁ ପଚାରନ୍ତୁ
@user-td5hx8gi6m
@user-td5hx8gi6m 6 күн бұрын
Bjd netanku abe raja rastare mada mara jiba nichaya.😊😊😊
@jayprakashmallick8801
@jayprakashmallick8801 6 күн бұрын
Apnaka chanel ra
@duryodhannayak73
@duryodhannayak73 6 күн бұрын
କାହାକୁ ଛଡା ଯିବନି
@keshabjena6623
@keshabjena6623 6 күн бұрын
Kai tame bhukucha bhai e sarakara nkara nida bhanguni semane bi paisa khai chup basijibe
@nababarika4028
@nababarika4028 6 күн бұрын
Baalaa Ray or Baala Ray which is right ?
@purnachandramohanty9525
@purnachandramohanty9525 6 күн бұрын
ତୁମେ ତ ଜଗନ୍ନାଥ ଙ୍କୁ ଛାଡିଲ ନାହିଁ. ଜଗନ୍ନାଥ - ମୋହନ ମାଝୀ, ବଳଭଦ୍ର -ଉପ ମୁଖ୍ୟମନ୍ତ୍ରୀ 1 ,ଶୁଭଦ୍ରା - ଉପ ମୁଖମନ୍ତ୍ରୀ 2
@user-eo9cv4sm9c
@user-eo9cv4sm9c 5 күн бұрын
Bala bi sethire samil achhi
@jagamohansahu3128
@jagamohansahu3128 Күн бұрын
The BJD leader is a weak man. Perhaps he knows nothing about his own version what he is telling.the quick action will open the poll .
@kashinathmurmu7374
@kashinathmurmu7374 6 күн бұрын
Balle balle=Bala Ray.
@giridharsabar8829
@giridharsabar8829 6 күн бұрын
Bijedimatremicjiba
@sibajisahu2294
@sibajisahu2294 6 күн бұрын
Neet exam dekha
@user-ms9rh7hu5q
@user-ms9rh7hu5q 6 күн бұрын
Bala rai buda Borigumma re sarkar kolyani mandapa kou pakore achi michua netha
@laxmidharmohanty1251
@laxmidharmohanty1251 6 күн бұрын
Magiaa mane TO. Bopapaesa 4:16
Survival skills: A great idea with duct tape #survival #lifehacks #camping
00:27
Can You Draw A PERFECTLY Dotted Line?
00:55
Stokes Twins
Рет қаралды 97 МЛН