ବଡ଼ ଘୋଷଣା, ମାଗଣା ମିଳିବ ବାଇକ୍ | CM Mohan Majhi On Free Bike | Bhubaneswar News | Odisha Police

  Рет қаралды 267,190

News18 Odia

News18 Odia

Күн бұрын

Пікірлер: 216
@SatrughanNayak-qf1rt
@SatrughanNayak-qf1rt Ай бұрын
ମୋହନ ସାର୍ ଆପଣ ସମସ୍ତଙ୍କ ଦୁଃଖ ବୁଝି ପାରୁଛନ୍ତି, ସମସ୍ତ ଙ୍କୁ ଦରମା ଅଧିକ ଦେବାକୁ ଚିନ୍ତା କରୁଛନ୍ତି କିନ୍ତୁ ଯେଉଁମାନେ ଦେଶର ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଛନ୍ତି ସେମାନଂକୁ ଜଣେ ଦିନ ମଜୁରିଆ ଠାରୁ କମ୍ ଦରମା,ସେମାନଙ୍କ ଠାରୁ କିପରି ଆଶା କରୁଛନ୍ତି ଯେ ସେମାନେ ଗୁଣାତ୍ମକ ଶିକ୍ଷା ଦେଇ ଆସନ୍ତା କାଲିର ଭବିଷ୍ୟତ କୁ ଆଗକୁ ନେଇ ପାରିବେ,
@CNINDIANPRIME
@CNINDIANPRIME Ай бұрын
Balo Bujhi paruchi
@gopanarayanmohapatra67
@gopanarayanmohapatra67 Ай бұрын
Right satrughan sir
@NakulGond-dr9ph
@NakulGond-dr9ph Ай бұрын
Gan sati manker kn helasir
@technicalOmm789
@technicalOmm789 Ай бұрын
ମୋହନ ସାର୍ ଗରିବ ଲୋକ ଗରିବ ହୋଉଛି, ଧନି ଲୋକ ଧନି ହୋଉଛନ୍ତି ।😢
@srimankanhei196
@srimankanhei196 Ай бұрын
ଦୟାକରି ସରକାରୀ ଚାକିରିଆ ମାନେ ଯୋଉ ଲଂଚ ନେଉଛନ୍ତି ସେଇଟା ବନ୍ଦ କଲେ ଭଗବାନ ଆପଣଙ୍କର ମଙ୍ଗଳ କରିବେ
@Sirbinodcreation
@Sirbinodcreation Ай бұрын
Best CM of Odisha Mohan sir❤🙏🙏
@surendrasahu1989
@surendrasahu1989 Ай бұрын
Bahut badhiya 🙏
@SubashLenka-o5b
@SubashLenka-o5b Ай бұрын
Jay sriram
@manashpradhan3332
@manashpradhan3332 Ай бұрын
ବହୁତ ବଢିଆ ପଦେକ୍ଷେପ 🙏
@bhaskarmisra9169
@bhaskarmisra9169 Ай бұрын
Very Good Dessison 🙏🙏🙏
@RKPSINGH-q6t
@RKPSINGH-q6t Ай бұрын
ଆଜ୍ଞା ପୋଲିସ ମାନଙ୍କୁ ସ୍ୱାସ୍ଥ୍ୟ ବୀମା କେବେ ମିଳିବ. ଯୁଗ ଯାଇ କୋଉଠି ପହଞ୍ଚି ଗଲାଣି...
@dipun8599
@dipun8599 Ай бұрын
ଆପଣ kn police ki
@098abcable
@098abcable Ай бұрын
ସବୁ ମାଗଣା ଦେଇ ଲୋକଙ୍କୁ ନିକର୍ମା କରି ସାରିଲେଣି।ଖାଲି ବାକି ରହିଲା ମଦ ଗଞ୍ଜେଇ କେବେ ମାଗଣା ମିଳିବ ? ତାହେଲେ ସେସବୁ ନିଶା ଖାଇ ଘରେ ପଡ଼ି ରହିବେ, ଚୋରି ଡକାୟତି କରି ପଇସା ଯୋଗାଡ କରିବାକୁ ପଡ଼ିବନି ।ଯେଉଁମାନେ ପରିବାର କୁ ଭଲରେ ଚଳେଇବା ପାଇଁ ଦିନ ରାତି ସ୍ବାମୀ ସ୍ତ୍ରୀ ଉଭୟେ ଖଟୁଛନ୍ତି ସେମାନଙ୍କ। ଠାରୁ କର ଆଦାୟ କରି ଶୋଷଣ କର । ଧନ୍ୟ ତୁମ ମାନଙ୍କ ରାଜନୀତି।😢😢
@SurvivePlayer
@SurvivePlayer Ай бұрын
GST ବଦଳରେ 😂
@Reactiongamer018
@Reactiongamer018 Ай бұрын
ମିଳିବ 😂😂
@Ashpriit
@Ashpriit Ай бұрын
Election time asu Mada , ganjei sabu magana miliba
@luxurycarmaintenanceautomo8051
@luxurycarmaintenanceautomo8051 Ай бұрын
Mohan babu michho kahibar 1 number 👍
@SahilKhan-c5d8n
@SahilKhan-c5d8n Ай бұрын
Thanks mohan
@priyattamamahalik690
@priyattamamahalik690 Ай бұрын
ଧନ୍ୟବାଦ୍ sir 🙏🏼
@subhalaxmiojha7704
@subhalaxmiojha7704 Ай бұрын
Thik katha kahechanti maniyaba mukhya mantri thank u
@kashinathsamantaray6941
@kashinathsamantaray6941 Ай бұрын
ମୋହନ ସାର ଗୋଟେ ଛୋଟ ପିଲା କୁ ବହି ଖାତା ପେନ ଦେଲେ ସେ ଭଲ ପାଠ ପଡ଼ିବ ତା ନୁହେଁ ତାକୁ ଗାଇଡ କରିବା ସହ ଉଚାଇତ କରିବା ଦରକାର ଜଣେ ଅଫିସରଙ୍କୁ ଉଚ୍ଚlଇତ କରିବା ସହ ତଦାରଖ ର ଆବଶ୍ୟକତା ରହିଛି ଆଓରର୍ନେଶ ଷ୍ଟ୍ରିଟ କରିବା ଦରକାର
@Pratidin_Update
@Pratidin_Update Ай бұрын
Jay Jagannath
@chinmaymoharana6287
@chinmaymoharana6287 Ай бұрын
Super management
@rajeahpradhan
@rajeahpradhan Ай бұрын
ଦାଦନ ସମସ୍ୟା କଣ ହେଲା😢 ଧନି କୁ ଆଉ ଧନି ଗରିବକୁ ଆଉ ଗରିବ
@UmakantBehera-u4x
@UmakantBehera-u4x Ай бұрын
The cm is very simple
@ukumarsingha036
@ukumarsingha036 Ай бұрын
ଦାଦୋନ କେବେ ହୋଟାଇବେ ଆଉ 5 ବର୍ଷ ଲାଗିବ ବୋଧେ
@pirthihansda1319
@pirthihansda1319 Ай бұрын
ଆପଣ ସମସ୍ତ ଵିଷୟ ଦୁଝିପାରୁଛନ୍ତି ହେଲେ କେବେ ସେ ଦିନ ଆସିବ ଆପଣ ନିଜେ ଏ ସବୁକୁ ସମାଧାନ କରିବେ ରାଜ୍ୟ ଵାସୀଙ୍କୁ ଟିକେ ଜଣାଇବେ
@purbitapradhan2365
@purbitapradhan2365 Ай бұрын
Very good decission honorable C.M.sir
@Hru-p7x
@Hru-p7x Ай бұрын
Mo bike, mohan bike. Jai mohan majhi sarkar. ❤❤❤e odisha ku khola karidaba😂😂
@iamnatlina
@iamnatlina Ай бұрын
କମ୍ ଦରମା ପାଇଁ ଲୋକ ଧାରଣା କରୁଛନ୍ତି । ସରକାର ତାଙ୍କ କଥା ଶୁଣୁଛନ୍ତି । ବେରୋଜଗାର ଶିକ୍ଷିତ ଯୁବ ବର୍ଗ ଙ୍କ ପାଇଁ କୌଣସି କାର୍ଯ୍ୟ କୌଣସି ସରକାର କରନ୍ତି ନାହିଁ । ଖାଲି ମାଗଣା ଖିଆ ଯୋଜନା ଯୋଗେଇ ଦିଅନ୍ତି ।
@BikashSingh-xp7vw
@BikashSingh-xp7vw Ай бұрын
ଆପଣ ଦୁଃଖ ବୁଝୁଛନ୍ତି ଯେ ଯୋଉ ପୋଇସ ଖାଇ ଖାଇ ମୋଟା ହେଉଛନ୍ତି ଜଉ ପୋଲିସ ଅଫିସର ମାନଙ୍କର ତାଙ୍କର କଣ ବ୍ୟବସ୍ଥା ରହିଛି? ଘଣ୍ଟ ଘୋଡାଇବା ବ୍ୟବସ୍ଥା ବନ୍ଦ ହେବତ ?
@vikaridash6743
@vikaridash6743 Ай бұрын
GOOD ADMINISTRATION ❤❤❤
@jitendrapradhan7681
@jitendrapradhan7681 Ай бұрын
ଗରିବ େଲାକମାନଙ୍କୁ ଦେଲେ ଭଲ ହେବ
@krushnapattnaik8736
@krushnapattnaik8736 Ай бұрын
ଆମ ଗରିବ ମାନଙ୍କ ପାଇଁ କଣ ବୁଲେଟ
@technicalOmm789
@technicalOmm789 Ай бұрын
ମୋହନ ସାର୍ ଗରିବ ଲୋକ ଗରିବ ହୋଉଛି, ଧନି ଲୋକ ଧନି ହୋଉଛନ୍ତି ।😢
@bikramsahoo819
@bikramsahoo819 Ай бұрын
Mohan majhi is no1
@dbdas9171
@dbdas9171 Ай бұрын
ଜନତାଙ୍କୁ କିପରି ବ୍ୟବହାର କରିବେ ଶିଖନ୍ତୁ ଏବଂ ବ୍ୟକ୍ତିଗତ କାମରେ ଯେପରି ସରକାରୀ ଜିନିଷ ନଲାଗେ ସେଥିପାଇଁ କଠୋର ନିଅମ ଆଣନ୍ତୁ
@bapinapattsani9184
@bapinapattsani9184 Ай бұрын
ସାର୍ ସମସ୍ତଂକ କଥା ବୁଝୁଛ ହେଲେ ପ୍ରାଥମିକ ଶିକ୍ଷକ କଥା ବୁଝନ୍ତୁ ଅଳ୍ପ ଦରମା ରେ କେମିତି ଚଳିଵେ
@kumkumpriyadarshini6273
@kumkumpriyadarshini6273 Ай бұрын
Bhikh magun ho Ahuri heta ahuri heta khusar upre kae beni te v heta. Kho re barma badhabe laj ni lagbar tk v ne
@Balangiriaa_pila
@Balangiriaa_pila Ай бұрын
ଜନତା ଙ୍କ ବନ୍ଧୁ ପୋଲିସ - କେଉଁ କୁକୁର ୟେହି ୱାର୍ଡ ବାହାର କରିଛି
@sumantajena7481
@sumantajena7481 Ай бұрын
ବଡ଼ ବଡ଼ ଭାଷଣ ଦେଲେ ହେବନାହିଁ ସ୍କୁଲରେ ଶିକ୍ଷକ ନାହାନ୍ତି ଶିକ୍ଷା ଆଜି ଭୂସୁଡିବାକୁ ବସିଲାଣି ସାର ଆମର ଚୋର ପଛରେ ।
@surendrasahu1989
@surendrasahu1989 Ай бұрын
Jay shree Ram 🙏🙏🚩
@debashishmallik7645
@debashishmallik7645 Ай бұрын
Hard work = competative students But 100 💯 percent corruption Se bisaya re kuhantu
@ranjanmallick6797
@ranjanmallick6797 Ай бұрын
ଦ୍ୱିତୀୟ ମୋଦି ଏମାନଙ୍କୁ କେଉଁଠି ଟ୍ରେନିଙ୍ଗ ଦିଆ ଯାଉଛି
@AkshayaKumarSatapathy-iv5of
@AkshayaKumarSatapathy-iv5of Ай бұрын
Good service
@tapaswinisahu9838
@tapaswinisahu9838 Ай бұрын
ମୋହନ ସାର୍ ଆପଣ ସମସ୍ତଙ୍କୁ ଦରମା ବଢ଼େଇଲେ ସବୁର ସୁବିଧା ଦେଲେ , 2:07 ହେଲେ security guard ଙ୍କ ପାଇଁ ଦରମା ବଢ଼ାନ୍ତୁ ଆଉ ସବୁପ୍ରକାର ସୁବିଧା କରନ୍ତୁ please sir
@BabuAchyuta
@BabuAchyuta Ай бұрын
ଆଗିଆ ମୋ ର ଘର୍ ଗୋଟନାଇନ
@Simaekka-cs3qp
@Simaekka-cs3qp Ай бұрын
Sir 🙏
@user-bikram
@user-bikram Ай бұрын
Mohan sir prathame gramanchal manankare thiba bekar jubaka jubati o dina majuria ebang dar dam upare gurutwa diantu dekhibe ape ape rajya sudhuriba arambha hoijiba
@Bestlife31808
@Bestlife31808 Ай бұрын
ଶିକ୍ଷକ ଢଙ୍ଗରେ ଭାଷଣ ok
@AjitKumarSahu-i3h
@AjitKumarSahu-i3h Ай бұрын
Sabu magana dei dei kan haba. Kichhi kara ama loka dadan khatibaku Gujarat na jantu.
@dilipkumarjena8782
@dilipkumarjena8782 Ай бұрын
ସେଇ motor cycle ବୋଧେ ଗୃହ ରକ୍ଷୀ ନା ରେ ଆସିବ ଚଢ଼ିବେ ଅନ୍ୟମାନେ
@jyotsnaraninaik1106
@jyotsnaraninaik1106 Ай бұрын
ତୁ ଭାଇ ଚୁପ୍ ହ। Plz ଡାଲି ଚାଉଳ ତେଲ ରେଟ କମା, ଆମକୁ free ରେ ପିଚୁ ବି ଦରକାର୍ ନାହିଁ, ଆମ ପାଖରୁ ନେଇ କାହାକୁ କାହାକୁ ଦାନ ଦେବୁ ସେ ହିଁ ଜାଣିବେ ଆମେ ମଝି ମଝି କିଆ ନୁକ, କିଛି ଲାଭବାନ ହେଇ ପାରିବୁ ନାହିଁ। ପ୍ରହସନ ଯଦି ସରିଲା ସମାଜ ସେବା କର । ଯଦି ସେଇଟା ବୁଝିନ ଆସ ଆମ ଯୋଡ଼ା ବ୍ଳକ କୁ ନାଲିଆ ଭୂଇଁ ରେ ବସେଇ କି ଶିଖେଇ ଦେବି, ମୋ account ରେ ମୋତେ contact କରି ପାର , ବିରକ୍ତି ଲାଗିଲାନି ତୁମ ଅଧାପନ୍ତରିଆ ନୀତି ଦେଖି ଦେଖି। ଥରେ ଖାଲି ଦେଖା ହୁଅ ସମସ୍ତଙ୍କୁ ପାନେ ପାନେ ଦେବି ଆଉ ଛାଡ଼ିବି tuition kariki
@bikrama119
@bikrama119 Ай бұрын
ହଉ
@CHINMAYEEJENA-up6bj
@CHINMAYEEJENA-up6bj Ай бұрын
Sir grama police pain kichi step nia jau
@NoDaddyIssues
@NoDaddyIssues Ай бұрын
ଟ୍ରାଫିକ ସହ ସବୁ ଥାନାକୁ bike ଦିଆଯାଇଥିଲା
@Gbsindia851
@Gbsindia851 Ай бұрын
ମୋହୁଲି ସରକାର
@cartoonfeelings2023
@cartoonfeelings2023 Ай бұрын
ଦିନ ମଜରିଆମାନେ ଦିନ ସାରା କଟି କରି 350 ଟଙ୍କା ମିଳୁଛି । ତାଙ୍କ ପାରିଶ୍ରମିକ ବଢୁ
@aryaff2m108
@aryaff2m108 Ай бұрын
Bhai dina majauriya abe 500 nauchhanti
@Ayushman892
@Ayushman892 Ай бұрын
Bhai hau imagine 1k karedele ta pore tme kebe ghara karelaru kahiba ate rate khiniki karela bekeria government nehi karele kila nkarele kila
@Btechno90
@Btechno90 Ай бұрын
❤❤❤
@OO-nz2wh
@OO-nz2wh Ай бұрын
🙏 🌹 To our Respected odisha C. M. Sir Kindly take decision on pharmacist working under NGO and NHM PPP operated UPHC, We All are giving maximum time work in heavy pressure with heavy workload in limited remuneration, it's too difficult to manage family, we hope our government will soon listen, verify & give a best decision for us. JAY JAGANNATH 🙏🌹♥️
@lalatmisra4832
@lalatmisra4832 Ай бұрын
It's a good decision by CM Saab...... Along with these, the city should have Drone patrolling at different places by Police team.
@Cartamint
@Cartamint Ай бұрын
Fireman joining
@PrakashJani-js1cu
@PrakashJani-js1cu Ай бұрын
Good morning
@sanjayasahu3065
@sanjayasahu3065 Ай бұрын
ମନ୍ୟବର ମୁଖ୍ୟମନ୍ତ୍ରୀ ଅନୁରଧ ଆମ outsourcing କଥା ଟିକେ ବୁଝୁନ୍ତ..... Sir...
@RasmitaPatra-j7l
@RasmitaPatra-j7l Ай бұрын
💪💪💪
@maabudhabudhimani2652
@maabudhabudhimani2652 Ай бұрын
Mohan sir actually jei pajaynt odisha ra juba gostiku developed karina chaliba hela
@RinkubhoiRinkubhoi-v4l
@RinkubhoiRinkubhoi-v4l Ай бұрын
Bala sarkar
@loveandfeelings5788
@loveandfeelings5788 Ай бұрын
Mohanji HGnka prati gurutwa dele but fire department ra joining order paiki bi semanaku anadekha karuchhanti ❤❤❤
@sagarbaskeyvlogs
@sagarbaskeyvlogs Ай бұрын
🙏🙏🙏 ମୁଁ ଖାଲି comments ପଢ଼ିବାକୁ ଆସିଥିଲି ।
@HALIYANIHaliyaniMunda
@HALIYANIHaliyaniMunda Ай бұрын
Mahan sir tanka maa bholi ekdam santa sarala
@Surajit-m6v
@Surajit-m6v Ай бұрын
Kebe miliba bike kemiti farm haribe kanna lagiba dakoment aagaru kuhantu
@kshudradharpradhan
@kshudradharpradhan Ай бұрын
Abolish outsourcing system and Regularise all outsourcing employees from odisha sir 🙏🙏🙏
@SubhadraLenka-t8o
@SubhadraLenka-t8o Ай бұрын
Mphw f post bahara karantu
@jogeswarsingh1546
@jogeswarsingh1546 Ай бұрын
Sir daru bandh kebe hebo
@ManjariMundari
@ManjariMundari Ай бұрын
Aau mission shakti mahila mananka katha kahileni, jau mane installment re scooty bahar kari thile, se mane kemiti tanka sujibe ebe , se mananku dadana khatiba pain pathai le aapon bahut bholo
@happypradhan5101
@happypradhan5101 Ай бұрын
Mohan pura loka manaku gariba karibu
@ଦମ୍_ଦାର_ଟୋକା2.0
@ଦମ୍_ଦାର_ଟୋକା2.0 Ай бұрын
Sir ତମକୁ କଲି………………………🙏 ଓଃ କି ଚତ୍କାର ଚିନ୍ତା ଧାରା ସାଧାରଣ ଜନତା ଙ୍କ ପେଟକୁ ଗୋଇଠା ମାରି ଯେଉଁମାନେ ଲୋକଙ୍କ ରକ୍ଷକ ସଜିବା ବଦଳରେ ଭକ୍ଷକ ସାଜୁଛନ୍ତି ତାଙ୍କ ପ୍ରତି ଏତେ ସବୁ କରୁଛ କାଇଁ ଜଣେ ସାଧାରଣ ପରିବାରର ପିଲାଟିର ଭବିଷ୍ୟତ ବିଷୟରେ ଟିକେ ଛିନ୍ତା କରିଚ...? BJP ସରକାର ଗୋଟେ ମିଛୁଆ ଆଉ ଆମ ଭଳିଆ ସାଧର ଲୋକଙ୍କ ମଧ୍ୟରେ ଝଗଡ଼ା ଲଗେଇ ନିଜ ଫାଇଦା ପାଇଁ vote ନେଇଥାନ୍ତି ନିଜର ଶଉକ୍ ପୂରଣ କରିଥାନ୍ତି ଛି...ଛି...ଛି ତମକୁ ଲଜ୍ଜ୍ୟା ଲାଗୁନି
@DjPappuPankajOfficial
@DjPappuPankajOfficial Ай бұрын
R I P thumbnail 😂😂😂
@yoursnirmal
@yoursnirmal Ай бұрын
Kara jau ..magana.. Kichhi magana dia jiba.. Bahut kichhi ra price badhiba.... Au kichhi magana dia jiba.. Sabu kichhi price puni badhiba
@biruamamalaxmi541
@biruamamalaxmi541 Ай бұрын
PCR van gote police station ରେ 5ଟା ରୁ ଅଧିକା ଦିଆ ଯାଉ
@devkhuntia6623
@devkhuntia6623 Ай бұрын
ଭତା ଯିଏ 3000 ହଜାର ଦେଇ ପାରୁନାହିଁ ,............
@AnilMishra-hl5sg
@AnilMishra-hl5sg Ай бұрын
Bahut sundar odia bhasa ,,sesa 25 barsa hela chamcha mane sunantu.... grassroot
@deepakdevvlog...6548
@deepakdevvlog...6548 Ай бұрын
Sir. Gramarakhi mananka salary bi badhantu please 😢🙏
@SunilRam-gb3tt
@SunilRam-gb3tt Ай бұрын
ଭାଇ ଆପଣଙ୍କୁ ଗୋଟିଏ ଅନୁରୋଧ ଟିକିଏ ବିଜେପି ର କାଳାକାନାମା ବିଷୟରେ KZbin କିମ୍ବା ଅନ୍ୟାନ୍ୟ କୋୖଣସି ମିଡ଼ିଆ ରୁ ଅନୁଧ୍ୟାନ କରନ୍ତୁ ବିଜେପି ଖାଲି ଧର୍ମ କୁ ନେଇ ହଁ ୧୦ ବର୍ଷ ହେଲା ରାଜନୀତି କରୁଛି
@mundariamjolacreativity5818
@mundariamjolacreativity5818 Ай бұрын
Michho kuha nii😅😅
@sanjubaba5944
@sanjubaba5944 Ай бұрын
Kou jaye patha padhichu
@GourangaPadhan-lo7ur
@GourangaPadhan-lo7ur Ай бұрын
G p peoin kanakaribu
@satyajitmalik5462
@satyajitmalik5462 Ай бұрын
Postal gds mananka dukha tike bujhantu sir
@kishorchdas3156
@kishorchdas3156 Ай бұрын
Village acm Pani chalauchanti ta pai news kara please vai
@askprasad4554
@askprasad4554 Ай бұрын
Old pension tanka ta b badhajau, 3000
@RasmitaPatra-j7l
@RasmitaPatra-j7l Ай бұрын
Sata❤😅😮
@sujatadas2058
@sujatadas2058 Ай бұрын
Aga subhadra paisa deisarantu sir
@PramodKumarSahoo-k5s
@PramodKumarSahoo-k5s Ай бұрын
Sir government jobs karichanti nija salary paisa anila bhala huanta bike
@PramodKumarSahoo-k5s
@PramodKumarSahoo-k5s Ай бұрын
Salary paisa kn haba jadi police offers jana bharatiya sa am bharata pani A sabu kariba darkar
@PramodKumarSahoo-k5s
@PramodKumarSahoo-k5s Ай бұрын
A poor man keta taxes dauchanti au jana police babu keta taxes dauchanti sabu chada karantu nahi sadharana loka upar a har pravab padiba
@Sanand965
@Sanand965 Ай бұрын
Outsourcing nursing officer mananku regular karajau mohon sir, Mukesh mohalingi sir,saman kamoku saman darama diaajau
@RituNayak-vf4nm
@RituNayak-vf4nm Ай бұрын
Home gard pada kebebahariba
@ananditatoppo5985
@ananditatoppo5985 Ай бұрын
Ama gaan re letrin ghara nahi seita v dhyana debe sir
@sanjaykumarprusty7465
@sanjaykumarprusty7465 Ай бұрын
Jodi kichhi Kariba ku chahuchhonti ..tahahele. . labour mananka pai kara
@basudev999t
@basudev999t Ай бұрын
, କାହାକୁ କାହାକୁ ବାଇକ୍ ମିଳିଲା like କର
@sutamdhurua2325
@sutamdhurua2325 Ай бұрын
Belpahar jharsuguda Re mu cash karechi ja 9 mounth hela na police station ru kiche kam Kaley nahi mu ghar chhadi bharey rahhuchhi Agku kn heba
@Ambulrai
@Ambulrai Ай бұрын
Police outsourcing re rakhantu
@manaskumarbehera5967
@manaskumarbehera5967 Ай бұрын
Aahar kendra ra au 4 iteam add karidia au kichhi darkar nahi
@jayprakashgiri9416
@jayprakashgiri9416 Ай бұрын
Bike nuhe amoku job deo mananiya Mohan Sir
@sanjaykumarprusty7465
@sanjaykumarprusty7465 Ай бұрын
Jodi kichhi karibaro achhi ...semanka pai kara jiye ghore patho podhi basichhonti
@kamalnaik6338
@kamalnaik6338 Ай бұрын
Sir OSAP IRB 30 year kari Diya tu please
@sujitkumarnaik4892
@sujitkumarnaik4892 Ай бұрын
Electrical nejukti bi bond korajaechi sir tike dekhantu😢😢
@krishan2237
@krishan2237 Ай бұрын
Daily basis requirement re tax dubble haigalani
@susantachoudhury2468
@susantachoudhury2468 Ай бұрын
Free bike darkar nahi Thik re exam😢kor Aame Nije mo buy karibu
@MadhumitaChand-k2t
@MadhumitaChand-k2t Ай бұрын
Anganwadi katha bujhantu
@creativeindia1999
@creativeindia1999 Ай бұрын
Jts nko salary kebe bodhiba. 9k miluchhi
@manojkumartripathy5468
@manojkumartripathy5468 Ай бұрын
Citfund katha kuadegala
@abcdefghijklmn7586
@abcdefghijklmn7586 Ай бұрын
Maila fir ek scam 😢😢
How Strong is Tin Foil? 💪
00:25
Brianna
Рет қаралды 71 МЛН
Motorbike Smashes Into Porsche! 😱
00:15
Caters Clips
Рет қаралды 23 МЛН
The Singing Challenge #joker #Harriet Quinn
00:35
佐助与鸣人
Рет қаралды 36 МЛН
СОБАКА ВЕРНУЛА ТАБАЛАПКИ😱#shorts
00:25
INNA SERG
Рет қаралды 3,8 МЛН
7PM Bulletin || 16th November 2024 || Kanak News
23:22
Kanak News
Рет қаралды 19 М.
How Strong is Tin Foil? 💪
00:25
Brianna
Рет қаралды 71 МЛН