Рет қаралды 180,134
ଜଗନ୍ନାଥଙ୍କ ମହାପ୍ରସାଦ ଅବଢ଼ା ବିଷୟରେ ନିଆରା ଅନୁଭୂତି ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ଠାରୁ ଶୁଣନ୍ତୁ ଓ ନିଜକୁ କୁତାର୍ଥ ମାନେକରନ୍ତୁ।
ଭଲ ଲାଗିଲେ ଗୋଟେ like କରିଦେବେ ଆଉ ଯଦି ଆପଣଙ୍କ ପ୍ରିୟଜନଙ୍କୁ ଶୁଣେଇବାକୁ ଇଛାହେବ ଏହାକୁ share ବି କରିଦେବେ।
ଆଉ ଯଦି ଆମ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଥାଏ ଆମକୁ support କରିବାକୁ ଚାହିଁବେ ଆମ ଚ୍ୟାନେଲ Odisha365 କୁ join କରି ଆଶୀର୍ବାଦ ଦେବେ।
------------------------------------------------------------------------------------------------------------
#JagannathMahima
#Jagannath
#RabindraNarayanMishra
#ODISHA365
#Abadha
#Mahaprasad
#Nirmalya