BJD Has More Businessmen Than Leaders, Who Will Manage The Organization ? | Nirbhay Gumara Katha

  Рет қаралды 57,524

Nirbhay

Nirbhay

Күн бұрын

Пікірлер: 415
@jayhind6187
@jayhind6187 Ай бұрын
ଧୃତରାଷ୍ଟ୍ର ନବୀନ "
@Santosh-rf6qs
@Santosh-rf6qs 27 күн бұрын
Nabina maagia chit fund khaichhi
@ManaGobinda-wl6oz
@ManaGobinda-wl6oz Ай бұрын
ପାୱାର ଲୋଭୀ। ଯିଏ ହାରିବା ଗ୍ରହଣ କରି ପାରୁ ନାହିଁ ସେ ବାରମ୍ବାର ନିଶ୍ଚୟ ହାରିବ।
@debarajbehera5047
@debarajbehera5047 Ай бұрын
କ୍ଷମତା ମୋହରେ ଅନ୍ଧ ନବୀନ, ଧୃତରାଷ୍ଟ୍ର ଭଳି କାଟିବ ଦିନ। ବାସ୍ତବିକ ନବୀନ ପଟ୍ଟନାୟକ ଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ।ତାଙ୍କ ଅଦୂରଦର୍ଶୀ କର୍ମ ର ଫଳ ଭୋଗିବାକୁ ଯାଉଛନ୍ତି।କାରଣ ନିଜ କୃତକର୍ମ ର ପରିଣାମ କୁ ଏଡିବାର ଶକ୍ତି କାହାରି ନାହିଁ। "ଶକ୍ତି ନାହିଁ ବତ୍ସ କାହାରି ଜଗତେ, ନିୟତି କି ନେବ ନିଜ ଇଚ୍ଛା ମତେ। "
@jeetendrakumarmohanty2963
@jeetendrakumarmohanty2963 Ай бұрын
My best wishes to u, in the eve Oct 2 Gandhi Jayanti, very very bright example u r telling in debate,The then chief minister Mr.Nabin Pattanayak 24 years enjoyed his period depending of 2 person,Pyari Mahapatra n V K Pandiyan,Now feeling fish like out of water because no power,Tnq so mch.
@bijayamohanty8954
@bijayamohanty8954 Ай бұрын
ସୁନ୍ଦର ଭାବରେ ସତ ଘଟଣା ଉପସ୍ଥାପନା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍
@rameswar3765
@rameswar3765 Ай бұрын
କିଚକ ବାହୁବଳେ ବିରାଟ ରଜା,କ୍ଷମତା ବିନା ଛଟପଟ ନବୀନ।
@s.kumarstudies4934
@s.kumarstudies4934 Ай бұрын
ନବୀନ ବାବୁଙ୍କର କିଛି ଗୁପ୍ତ କଥା ପାଣ୍ଡୁ ପାଖରେ ଥିବାରୁ ସେ ତାକୁ ଛାଡିପାରୁନାହାନ୍ତି.
@rabitripathy1018
@rabitripathy1018 Ай бұрын
Right
@i_amhbb
@i_amhbb Ай бұрын
To bopa ku gandi maruthila naveen au pandu 😂😂 Mg tame india re bjp chhodi pakaucha ta mg economy sambhaliparuna chhodi puo kete katha kahucha Emitiaa daridra re mariba mg
@ramachandrasahoo1921
@ramachandrasahoo1921 Ай бұрын
ବହୁତ ସୁନ୍ଦର ଉପସ୍ଥାପନା ଜୟ ଶ୍ରୀରାମ 🙏🚩🚩🚩
@padmanabhabhattamishra1944
@padmanabhabhattamishra1944 Ай бұрын
ଧନ୍ୟବାଦ ଆପଣଙ୍କ ଉଦାହରଣ ଅତ୍ୟନ୍ତ ସୁନ୍ଦର ଭାବେ ଦର୍ଶାଇଛନ୍ତି ,ଜୟ ଜଗନାଥ
@satishchandrabehera7291
@satishchandrabehera7291 Ай бұрын
କ୍ଷମତା ପୋଖରୀର ଭାକୁଡ ନବୀନ ପଟ୍ଟନାୟକ। ଦୁର୍ନୀତି ଜଳରେ ଖେଳୁଥିଲେ ଅବିକା ଖଳନାୟକ।।
@indramanisahu4595
@indramanisahu4595 Ай бұрын
ଆଉ ନବିନ ଦଳ ଜିତବ ନାହିଁ। କ୍ଙଗ୍ରେସ ଆସିବା ଥୟ । ବିଜେପି ଆଉ ଜିତବ ନାହିଁ ।
@subratkumarmallick6905
@subratkumarmallick6905 Ай бұрын
Gote culture achii bjp ki rss ra 75 years pare sabu jibe advisory committee ku as like as Advani ji , Murali mnahor Joshi , Jaswant Sinha if it's true then who is next Pm in mid of a govt. More importantly JP Nadda sir is on extension who is party president ??
@kalyanpanda5885
@kalyanpanda5885 Ай бұрын
ଶତାବ୍ଦୀର ସର୍ବଶ୍ରେଷ୍ଠ ଅଥର୍ବ ଆଉ ଅପାରଗ ମୁଖ୍ୟମନ୍ତ୍ରୀ
@trilochanbhuyan3269
@trilochanbhuyan3269 Ай бұрын
ପ୍ରଭୁ ଶ୍ରୀକୃଷ୍ଣଙ୍କ ଯଦୁ ବଂଶ ଧ୍ବଂସ ହେଲା ଭଳି ବିଜେଡି ର ସେ ସମୟ ପ୍ରଭୁ ଜଗନ୍ନାଥ ଆଣିଲେଣି ।
@ramakrishnamahapatro1271
@ramakrishnamahapatro1271 Ай бұрын
ନବୀନ ବୋଧେ ଭାବୁଛନ୍ତି 2024 ପରେ 2029 ପର୍ୟ୍ୟନ୍ତ ସେ ଭାବୁଛନ୍ତି ବଞ୍ଚିଥିବେ ଏବଂ ମୁଖ୍ୟମନ୍ତ୍ରୀ ହେବେ!!
@rkbehera1241
@rkbehera1241 Ай бұрын
Good news sir
@pabitramohandas6943
@pabitramohandas6943 Ай бұрын
ଜଳ ବିନା ମାଛ, କ୍ଷମତା ବିନା ବିଜେଡି ! ଯଥାର୍ଥ ବିଶ୍ଳେଷଣ କରିଛନ୍ତି, ଆଜ୍ଞା ! ଧନ୍ୟବାଦ 🙏
@subodhakumarray6136
@subodhakumarray6136 Ай бұрын
ଓଡ଼ିଶା ବାସୀଙ୍କର ହୃଦୟ ର କଥା।
@thirdeye9492
@thirdeye9492 Ай бұрын
ବିନା କ୍ଷମତାରେ ବିଜୁସୁତ ସାକ୍ଷାତ ଗୋଟିଏ ପାଲଭୂତ ଛଳ ବଳ ଅର୍ଥ ମୁହଁ ବୁଡ଼ା ଏଥର ଠିକଣା ଝାରପଡା 😄😢
@dharmudharpodha5405
@dharmudharpodha5405 Ай бұрын
100000000% 👍 👍👍👍👍 Right
@lakshmanachhuria9379
@lakshmanachhuria9379 Ай бұрын
Pitha,Mitha,Jota,Chhata, LaccMI bus o bus Stop,Jute Bag o ta sahita hazare tanka, helicopter re Odisha bula abhijog sangraha naa re,awachha nijukti ebong ahuri kichhi ra udeshya loke bujhi parile.Lokanku sabubele I sabudina boka baneiba sambhab nuhen.
@narayanhotelandfastfood7840
@narayanhotelandfastfood7840 Ай бұрын
ଆପଣଙ୍କ କଥା ସମ୍ପୂର୍ଣ୍ଣ ସତ୍ୟ ସାର୍। ତାଙ୍କ ଦଳର ଅର୍ଦ୍ଧାଧିକ ମନ୍ତ୍ରୀ MLA ବ୍ୟବସାୟୀ।
@akshayakumarnayak3480
@akshayakumarnayak3480 Ай бұрын
ଦାମୀ ମଦିରା ଓ ସିଗାରେଟ ପାଇଁ କ୍ଷମତା ଓ ଅର୍ଥ ଦରକାର
@santoshsahoo2727
@santoshsahoo2727 Ай бұрын
Wow what❤ a comment.
@trilochanpatnaik6321
@trilochanpatnaik6321 Ай бұрын
ପ୍ରଭୁ ଜଗନ୍ନାଥ ଙ୍କୁ BJD ସରକାର ଭିକାରୀ କରି ସାରା ଓଡ଼ିଶା ବୁଲେଇ ଦେଲେ। ତେଣୁ ଏବେ ପ୍ରଭୁ ଲୋକନାଥ ହିଁ ଭରସା BJD ଦଳ କୁ।
@sanjaybehera363
@sanjaybehera363 Ай бұрын
ମାଠିଆ ଭଙ୍ଗା ରାଜନୀତି, ମହାନଦୀ, ଶେଷ ରକ୍ତ ଥିବା ଯାଏ ଲଢ଼ିବୁ, କୁଆଡେ ଗଲେ ବିଜେଡି ନେତା, ନବୀନ ବାବୁ ମଧ୍ୟ୍ୟ
@atulkumarsahoo4086
@atulkumarsahoo4086 Ай бұрын
ଜଳ ବିନା ମୀନ। ଗାଦି ବିନା ନବିନ ଛଟ ପଟ। ପାପର ପ୍ରାୟଶ୍ଚିତ କରିବାକୁ ଆହୁରି କିଛି ଦିନ ଏମିତି ଛଟପଟ ହେବେ।କାରଣ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ ତାହା ଜାଣି ୍
@jagannathmishra5300
@jagannathmishra5300 Ай бұрын
ନମସ୍କାର ସାର ନବୀନ ମଦ ପିଦେଉନି। ଭୂଲି ଯିବ ସବୁ। ଦିନ ବେଳେ କିଏ ସ୍ୱପ୍ନ ଦେଖୁଛି ମନେ ପଡ଼ିଯାଉଥିବ ମଦୁଆ ର। ବିଜେଡି ଭୁଲିଯାଉ କ୍ଷମତା କଥା।
@ananyaabhilipsasahoo-ny1ms
@ananyaabhilipsasahoo-ny1ms Ай бұрын
ଯେତେ ଶୀଘ୍ର bjd ଓଡିଶାରୁ ଲୋପ ହେବ ସେତେ ଶୀଘ୍ର ଓଡ଼ିଶାର ମଙ୍ଗଳ ହେବ
@diptiskumarbal3778
@diptiskumarbal3778 Ай бұрын
24 year ta tume vote dei mangala karuthila .5 yr pare bi bjp ku sia kahiba .
@ashokpraharaj2492
@ashokpraharaj2492 Ай бұрын
Bjd bjd
@432fi
@432fi Ай бұрын
Bahut jaldi bjp bharat ru lop paiba
@Tengen_uzui.003
@Tengen_uzui.003 Ай бұрын
Bjd ଲୋପ ପାଇଲେ ଓଡିଶା ବିକ୍ରି ହେଇଯିବ ଅମ୍ବାନୀ ଆଦାନୀ ପାଖରେ
@sumankar6856
@sumankar6856 Ай бұрын
Bala na ​@@432fi
@chaturamahanta013
@chaturamahanta013 Ай бұрын
ମିଛ କଥା। ନବୀନ ର ଏ ବୟସ ରେ କ୍ଷମତା କଣ ଦରକାର। ତାଙ୍କର ତ ପରିବାର ବି ନାହିଁ। ବିଜେଡି ରହୁ କି ନା ଆମର କଣ ଦରକାର।
@brajakishorepadhi4022
@brajakishorepadhi4022 Ай бұрын
ମୁଁ ପ୍ରଥମ ରୁ କହି ଆସିଚି। ଧୋବ ଫର ଫର ଦିଶୁଥିବା ବୁଢା ଲୋକ ଟି ବିଶ୍ବସ୍ତରିୟ ମାୟାବି ଠକ। ବଗ ମାଛ ନ ଖାଇ ଏକାଥରେ ବେଶୀକା ମାଛ ଖାଇବା ପାଇଁ ୂବେକରେ ତୁଳସୀ ମାଳ ପକେଇ ମିଛିମିଛିକା ରାମ ନାମ ଜପ କରି। ମାଛ କଂ ମନରେ ବିଶ୍ବାସ ଜନ୍ମଇ ବା ପାଇଁ। ଠିକ୍ ଏହି ଉଦାହରଣ ନବୀନ ପଟ୍ଟନାୟକ ପାଖରେ ଫିଟ୍ ହେଉଚି। ସେହି ଧୂର୍ତ୍ତ ବଗ ନବୀନ ପଟ୍ଟନାୟକ ବୁଢା। ସାଧୁ ସାବଧାନ।
@kanhapatel1432
@kanhapatel1432 Ай бұрын
ନବୀନ ବାବୁ ଶଙ୍ଖ ଦଳ ରୁ ଦକ୍ଷ ରାଜନେତା ଙ୍କୁ ଦଳରୁ ବାହାର କରି ଦଳର ଉତ୍ତରାଧିକାରୀ ଶୂନ୍ୟ କରିଛନ୍ତି ।
@GaneswarNayak-e6j
@GaneswarNayak-e6j Ай бұрын
ନବିନ ଭାବୁଥିଲେ ମୁଖ୍ୟମନ୍ତ୍ରୀ ପଦ ତାଙ୍କ ବୋପା ବିଜୁ ବାବୁଙ୍କ ପୈତୃକ ଜାଗିର୍। ଏକ ଛତ୍ରବାଦ ପାର୍ଟିର ଅବସ୍ଥା ଏଭଳି ହୁଏ, ଅ।ଗକୁ ଏ ଦଳପୁରା ବବୁଡ଼ିବ । ଚକା ଆଖି ସବୁ ଦେଖୁଛି ଜୟ ଶ୍ରୀ ଜଗନ୍ନାଥ .
@JethalalGada-m6v
@JethalalGada-m6v Ай бұрын
ନବୀନ ଭାବୁଥିଲା ....... କାରଣ ଓଡ଼ିଆ ମାନେ ଏକ ହିଂଜଡା ଜାତି ...... ଏହା ଏକ ନିରାଟ ସତ୍ୟ।
@rajibdas495
@rajibdas495 Ай бұрын
ଦେଶରେ ମୋଦୀ ବୁଡ଼ିବାକୁ ବସିଲାଣି
@jiki.polad8642
@jiki.polad8642 Ай бұрын
Adhanhakta ra bopa modi ra madhya poutrika nahi sia bhi budiba
@RanjanBehera-ge1kf
@RanjanBehera-ge1kf Ай бұрын
🔥 ଅମଲାତନ୍ତ୍ର🔥ହାତକୁ ଶାସନ ଟେକି ଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଉଛି ନବୀନ ପଟ୍ଟନାୟକ...୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତ କଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥା କଲା...ଗାଁ ଗହଳିରେ ମଦ' ର ବନ୍ୟା...ବର୍ଷ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ରେ ଲିପ୍ତ ରହିଲା......
@akshayakumarbadaseth5088
@akshayakumarbadaseth5088 Ай бұрын
Thank you Bhai Right comments
@tusharmohapatra7704
@tusharmohapatra7704 Ай бұрын
Nice analysis
@gokulanandadas4048
@gokulanandadas4048 Ай бұрын
Odisha basi bhandamira sikara hoi Nabin Pattanaik ku 24 barsa sasana karibaku ସୁଯୋଗ ଦେଇଥିଲେ , ବାସ୍ତବରେ ନବୀନ ଭାବୁ CM pada paain ଉପଯୁକ୍ତ ନଥିଲେ ,ବୋଲି ଅନେକ ଚର୍ଚ୍ଚା କରୁଛନ୍ତି ,
@krushnachandrajena7812
@krushnachandrajena7812 Ай бұрын
ପ୍ରାଞ୍ଜଳ ଭାବରେ ବୁଝାଇଲେ ଧନ୍ୟବାଦ ଭାଇ ଧନ୍ୟବାଦ
@kailashchandradas8992
@kailashchandradas8992 Ай бұрын
ଧନ୍ୟବାଦ
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@laxmigopalcreations7457
@laxmigopalcreations7457 Ай бұрын
ଧନ୍ୟବାଦ୍ । ଆପଣକଂ ବିଶ୍ଳେଷଣ ଯୁଗୋପଯୋଗି ଅଟେ।
@debiprasadpanda3490
@debiprasadpanda3490 Ай бұрын
Nice analysis. Former CM was not able to take decision and was overdependent either on Pyari or kalpataru or kartik Pandian and was enjoying Power. At Present situation has changed and he is feeling helpless without Power.
@maitri56
@maitri56 Ай бұрын
And all relatives of Pyarimohan Mahapatra and Pandian are rich now. 🤣🤣
@ajayakumarrout5854
@ajayakumarrout5854 Ай бұрын
ନବୀନ ବାବୁ ୨୪ବର୍ଷ ର ପାପ ବେବିନା ,ମମତା ଠାରୁ ପରି ଇତିଶ୍ରୀ ପଯ୍ୟନ୍ତ ପାପ ର ପ୍ରାୟ ଶ୍ଚିତ୍ କରୁଛନ୍ତି ।
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଅନ୍ଧ ମୁକ ବଧିର ଭାଡୁଆ ମୂର୍ଖ ନବୀନ ଧୁତ୍ରାଷ୍ଟ୍ର 😂😂😂😂
@Iamsatya55
@Iamsatya55 Ай бұрын
ପାୱାର ବିନା ନବୀନ ପଟ୍ଟନାୟକ ଛଟ ପଟ 😂😂😂😂😂😂😂😂😂😂😂
@rabimohanty112
@rabimohanty112 Ай бұрын
ନବୀନା ଘର ଆଗରୁ ରାସ୍ତାଟା ଖୋଲି ଦେଲେ ସେ ସହାୟ ହୋଇ ପଡିବ.
@basantapattnaik7812
@basantapattnaik7812 Ай бұрын
ସାର ଅତୁଟ ସତ କଥା କହିଲେ ଜଳ ବିନା ମାଛ ନାହିଁ କ୍ଷମତା ବିନା ନବୀନ ପଟ୍ଟନାୟକ ଛଟ ପଟ ସମୟ ଆସୁଛି କଣ ହେବ? ବିନାଶ ନିଶ୍ଚିତ ଜଳ ଜଳ ଦେଖା ଗଲାଣି
@alekhachandra6982
@alekhachandra6982 Ай бұрын
ବାଧ୍ୟତା ମୂଳକ, ଅବସର କୁ ବିଜେଡି, ନୌକର, ଗ୍ରହଣ କରୁନାହାନ୍ତି,
@BasantaKumarSingh-n6b
@BasantaKumarSingh-n6b Ай бұрын
ସାରେ ପ୍ରଣାମ. ଆପଣଙ୍କ ବିସ୍ଲେସଣ ଖୁବ ସୁନ୍ଦର .
@prasantakumarsahoo4097
@prasantakumarsahoo4097 Ай бұрын
ବହୁତ ବଢିଆ କଥା କହିଲେ, ବର୍ତମାନ ନବୀନ ବାବୁ, power ବିନା ପାଗଳ ହୋଇଗଲେଣି.. 24 ବର୍ଷ ରେ ଖାଲି ଅୟଶଃ କରିଛନ୍ତି.. ଲୋକଙ୍କ ସହିତ ମିଶିଲେ ନାହିଁ, ରାଜ୍ୟ ଟାକୁ ଦଲାଲ ଙ୍କ ହାତରେ ଟେକି ଦେଇଥିଲ.. ଶେଷରେ ଜଗନ୍ନାଥ ଙ୍କ ସହିତ ଖେଳ ଖେଳିଲେ, ତାର ଫଳ ଜଗନ୍ନାଥ ଠିକ ଦେଲେ... Jai ଜଗନ୍ନାଥ.... 👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻
@maheswarmishra4699
@maheswarmishra4699 Ай бұрын
Nabina Babu ex cm ଚିନ୍ତା ରେ ଆଉ ବେଶୀ ଦିନ ବଞ୍ଚିବେନି। ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ଆଉ ଧର୍ଯ୍ୟ ନାହିଁ। ଗୋଟେ କାମ କଲେ ହେବା ନବୀନ ନିଜେ BjP ରେ join କରି ଯାଆନ୍ତୁ। ଏହା ନିଶ୍ଚିତ ଯେ ସେ ଆଉ କେତେ ଡ8ନ ବଞ୍ଚିଯିବେ ।
@janakiballavdash73
@janakiballavdash73 Ай бұрын
ବିଜୁ ପଟ୍ଟନାୟକଙ୍କ ନାମରେ‌ କିଛି ଲୋକପ୍ରିୟତା ଥିଲା। ଯାହା ବିଜୁ ପଟ୍ଟନାୟକଙ୍କ ପରଲୋକରେ ହୋଇଥିବା ଜନତା ସମାବେଶ ଏହାର ପ୍ରମାଣ। ଏହାକୁ ସୁନ୍ଦର ଭାବେ ବ୍ୟବହାର କରି ବିଜେଡି ୨୪ବର୍ଷକାଳ ଶାସନ କଲା। ସେତେବେଳେ ଓଡ଼ିଶା ୧୯୯୯ର ମହାବାତ୍ୟା୍ରେ ଓଡ଼ିଶା ଗଢିବାର ଯେଉଁ ଗୁରୁ ଦାୟିତ୍ବ ତୁଲେଇବା କାମ ବିଜେଡି ଉପରେ ପଡ଼ିଗଲା। ଏଥିପାଇଁ କେନ୍ଦ୍ରରୁ ବିଜେପି ସରକାର ପୁନର୍ଗଠନ କାମ ପାଇଁ ଯଥେଷ୍ଟ ସହାୟତା ‌ଦେଲେ। ଏହାର ଫାଇଦା ନେଇ ଵିଜେଡି ୨୪ବର୍ଷ ଓଡ଼ିଶାକୁ ଶାସନ କଲେ। କିନ୍ତୁ ପ୍ରତି ମୁହୁର୍ତ୍ତରେ ବିଜେପିର ଚେର କାଟିଲେ। ଲୋକ କିଛି ବୁଝିପାରିଲେ ନାହିଁ। ତେଣୁ ନବୀନ ପଟ୍ଟନାୟକଙ୍କ ସମସ୍ତ କଥାକୁ ଓଡ଼ିଶାର ଜନସାଧାରଣ ସମର୍ଥନ କଲେ। କିନ୍ତୁ ନବୀନ ବାବୁଙ୍କ ଆତ୍ମବିଶ୍ବାସ ଏତେ ବଢିଗଲା ଯେ ସେ ପାଣ୍ଡିଆନଙ୍କ ଉତ୍ଥାପନ ପାଇଁ ରାସ୍ତା ତିଆରି କରିଗଲେ। ୨୦୧୯ ନିର୍ବାଚନରେ ଗଠିତ ମନ୍ତ୍ରୀମଣ୍ଡଳ ପାଣ୍ଡିଆନଙ୍କ କାରନାମା ସମସ୍ତେ ବୁଝିଗଲେ ଏବେ ଓଡ଼ିଶାର ଜନସାଧାରଣ ଉଚିତ ଜବାବ ଦେଲେ। ୪୦%ଭୋଟ ଧିରେ ଖସିଯିଵ। ଇତିହାସ କହେ ଓଡାଶାର କ୍ଷମତାଶାଳୀ ଥିବା ସ୍ବତନ୍ତ୍ର ଦଳ, ଉତ୍କଳ କଂଗ୍ରେସ, ଜନ କଂଗ୍ରେସ ପରି ଦଳ ଏବେ କୋଉଠି? ସେମିତି ଧିରେ ବିଜେଡି ବି ଇତିହାସ ହୋଇଯିବ
@kishorebiswal4298
@kishorebiswal4298 Ай бұрын
ନବୀନ ବାବୁ ଙ୍କ ବିଗତ ଦୁର୍ନୀତି ସରକାର ନେତା ଙ୍କ ଗୋଷ୍ଠୀ ନାଶ ନହେଲେ କେହି ଶାନ୍ତି ରେ ରହି ପାରିବେନି। ରାବଣ ରାଜ ର ନିର୍ମୁଳ ନହେଲେ ରାମ ରାଜ୍ୟ କେମିତି ସମ୍ଭବ ?
@subashmishra5616
@subashmishra5616 Ай бұрын
❤ଭାରତ ମାତା ଦୁଇ ମହାନ୍ ଆତ୍ମା ଗାନ୍ଧୀ ତଥା ଶାସ୍ତ୍ରୀ ଜୟନ୍ତୀରେ ଭାବ ଭକ୍ତି ପୂର୍ଣ୍ଣ ପ୍ରଣାମ ଶ୍ରଦ୍ଧାଞ୍ଜଳି ଜୟ ହିନ୍ଦ୍ ଜୟ ଜଗନ୍ନାଥ
@bhorelaljaiswal3716
@bhorelaljaiswal3716 Ай бұрын
ନବୀନ ପଟ୍ଟନାୟକ ପାଗଳ ହୋଇଯିବ ଆଗକୁ ଆଗ ଦେଖ ହେଉଛି କଣ
@jiki.polad8642
@jiki.polad8642 Ай бұрын
400 par budha pagala heigala 2029 re ranchi jibe.😂
@chandipadapanda4707
@chandipadapanda4707 Ай бұрын
ନବୀନ ବାବୁଙ୍କର ସଂପର୍କ କେବଳ କ୍ଷମତା ଓ ଦୁର୍ନୀତି ସହିତ ଥିଲା ,ବର୍ତ୍ତମାନ କ୍ଷମତା ନାହିଁ କି ଦୁର୍ନୀତି କରି ନପାରିବା କାରଣରୁ ଛଟ ପଟ ହେଉଛନ୍ତି ,ସାହାରା ଏକମାତ୍ର ପାଣ୍ଡିଆନ ।
@manojkumarsaint7803
@manojkumarsaint7803 Ай бұрын
Jay Shree Jagannath ❤❤❤
@deepakacharya3892
@deepakacharya3892 Ай бұрын
ଓଡ଼ିଶା ଟା କଣ ବିଜୁ ପଟ୍ଟନାୟକ ର ଜାଗିର୍ କି ? ନବୀନ ର 24 ବର୍ଷ ରେ ବି ପେଟ ପୁରିଲାନି ? ନବୀନ ଙ୍କ ପାଇଁ BEST OPTION ସମ୍ମାନ ର ସହ ସନ୍ନ୍ୟାସ।
@debadattanayak1422
@debadattanayak1422 Ай бұрын
ଯେଉଁ ରାଷ୍ଟ୍ର କୋଟି କୋଟି ବର୍ଷ ପୂର୍ବ ରୁ ଅବସ୍ଥାପିତ,,,୨ ଅକଟୋବର ରେ ରାଷ୍ଟ୍ର ର ପିତା କେମିତି ଜନ୍ମ ନେଲେ ??
@dinabandhutarai49
@dinabandhutarai49 Ай бұрын
ଚମତ୍କାର ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ୍।
@ABKAS1
@ABKAS1 Ай бұрын
Aye duramta bhanda hindu drohi musalman premi ra Pooja kete din ?bhaye bhakti ketedin ? Brahmachari namare lampatgiri ahanhisa namre hindu birodhi sadajantra . Pua ku musalman kari hindu mandir re koran padi brudhakale bramhachari bani ladkiko nanga kari pakhare suai mahatma jatira Pita
@kamalakantadas6050
@kamalakantadas6050 Ай бұрын
କ୍ଷମତା ଲଡୁ ଯିଏ ଥରେ ଖାଇଛି ସେ ତାର ମଧୁ ଭୁଲି ପାରିବିନି ,24 ବର୍ଷ କ୍ଷମତାରେ ରହିଲା ପରେ ବି ଯାବତ୍ ଜିବେତ୍ ରହିବାର ଆଶା ଓ ମୋହ ତ୍ୟାଗ କରିବା ଏତେ ସହଜ ନୁହେଁ।
@janardanpanda5378
@janardanpanda5378 Ай бұрын
ସାର୍ ଆପଣ ଜାଣିଥିବେ ମାଛ କୁ ପାଣି ଭିତରୁ ବାହାରକୁ କାଢ଼ି ଦେଲେ ଯେପରିକି ଛଟ ପଟ ହୁଏ ସେହିପରି ନବୀନ ବାବୁ ରାଜନୀତୀରୁ ଗଲା ପରେ ସେହି ପରି ଛଟ୍ ପଟ୍ ହେଉଛନ୍ତି
@govindab4089
@govindab4089 Ай бұрын
Nabeen p, jane ajogya rajaneta.
@nrusinghacharananpalai8034
@nrusinghacharananpalai8034 Ай бұрын
ଜୟ ଜଗନ୍ନାଥ
@karunakardas151
@karunakardas151 Ай бұрын
ନବୀନ ଦାସ ବାବୁ ଯେଉଁ କଥା ସମାଲୋଚନା କରିଲେ ତାହା ଠିକ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରେ ଯେତେ ପ୍ୟାଚ ପକାଇଲେ ମଧ୍ୟ ପ୍ୟାଚ ରହିବ ନହିଁ । କାରଣ ନବୀନ ବାବୁଙ୍କର ଆଉ କାଢୁ ନାହିଁ କି ସେ କାହାରି କୁ ଦଳରୁ ବହିସ୍କାର କରିପାରିବେ ନାହିଁ।ଆଉ ମାଠିଆରେ ଗୁଡ଼ ନାହିଁ ଜନ୍ଦା ପିମ୍ପୁଡ଼ି ବା କାହିଁ ଯିବେ ।ଅମରେଶ ଯେନାଙ୍କ ଗୋଷ୍ଟି ଜାଣିଛନ୍ତି ନବୀନ ପଟ୍ଟନାୟକ ବାଧ୍ୟ ହୋଇ ତାଙ୍କୁ ତେଲେଇବେ ସେକାଳର ପଖାଳ ଆଉ ବିଜେଡ଼ି ଦଳ ରେ ନାହିଁ।। ସେତେବେଳେ କେଡ଼େ କେଡେ ନେତା ମନ୍ତ୍ରୀ ଙ୍କୁ ହଳବୁଲାଉଥିଲେ ବର୍ତ୍ତମାନ ନବୀନ ବାବୁ ନିଜେ ନିଜେ ହଳଟାଣୀବାକୁ ବାଧ୍ୟ ହେବେ। ଏହା କେବଳ ଭୂବଶଵରରେ ହେବ ନାହିଁ ଏହିପରି ପରିସ୍ଥିତି ସାରା ଓଡ଼ିଶାରେ ପ୍ରଭାବ ପଡ଼ିବ। ନବୀନ ବାବୁ ବିଜେଡ଼ି ଦଳ ରେ ଯେତେ ଚୁଣ୍ଟା ମାଡ଼ିଲେ ଘଳିଆ ବନ୍ଦ ହେବା ଅସମ୍ଭବ । ଜଳ ବିନା ମାଛ ଯେପରି ଛଟପଟ ହୋଇଥାଏ ନବୀନ ବାବୁ ମଧ୍ୟ ସେହି ସେହିପରି ସଙ୍ଗଠନ ଅଭାବରୁ ସେହିପରି ଅବସ୍ଥା ହେବ। ପରିଶେଷରେ ବିଜେଡ଼ି ଓଡ଼ିଶାରୁ ମୂଳ ପୋଛହୋଇଯିବ ।ବାଳ ଖାଇ ନବୀନ
@GOVINDCHANDRABEHERA-b5n
@GOVINDCHANDRABEHERA-b5n Ай бұрын
ଏକଦମ୍ ଠିକ୍ କଥା। କ୍ଷମତା ବିନା ନବିନ ଅଂଧ।
@PURNA7382
@PURNA7382 Ай бұрын
2011 ରେ ପ୍ୟାରୀ ବାବୁ କହିଥିଲେ, BJD ର ଶତୃ ବିଜେପି, congress କିମ୍ବା ଅନ୍ୟ କେଉଁ ଦଳ ନୁହଁନ୍ତି, BJD ର ଶତୃ ନିଜେ BJD। ବର୍ତ୍ତମାନ ପ୍ୟାରୀ ବାବୁଙ୍କ ଆକଳନ ସତ ହେବାକୁ ଯାଉଛି।
@srikantaharichandan1464
@srikantaharichandan1464 Ай бұрын
ବିନା କ୍ଷମତା ରେ ରହିବା ଟା କେତେ କଷ୍ଟ ସେ କଥା ନବୀନ ଭାବିନଥିଲେ। ଏବେ ଏବେ ବୁଝୁଛନ୍ତି । ତେଣୁ ବିଚଳିତ ହେବା ସ୍ଵାଭାବିକ
@rajanikantachoudhury2343
@rajanikantachoudhury2343 Ай бұрын
ସାର 🙏. ଆଜିର ସମୀକ୍ଷା ଉଚ୍ଚ କୋଟିର. ନବୀନ ବାବୁ ବାଉଲଉଛନ୍ତି ନିଜେ କରିଥିବା କଥା ଆଜି ମନେ ପକାଇ ଏଣୁ ତେଣୁ କହୁଛନ୍ତି.
@chitraguptadas2921
@chitraguptadas2921 Ай бұрын
ବିଜେଡି ନେତା ନେତ୍ରୀମାନେ କହି ବୁଲୁଛନ୍ତି ନବୀନ ହାତ ହଲେଇଦେଲେ ବିଜେଡି କ୍ଷମତାକୁ ଆସିଯିବ I ଭୋଟ ହାତେଇବା ପାଇଁ ଗରିବ ଓଡିଶାରେ ନବୀନଙ୍କ ବିପୁଳ ଅର୍ଥ ଅପବ୍ୟୟର କି ଆବଶ୍ୟକତା ଥିଲା? ଗତ ନିର୍ବାଚନବେଳେ ନବୀନ କି କାମରେ ତାଙ୍କ ହାତକୁ ବ୍ୟସ୍ତ ରଖିଥିଲେ ଯେ ହଲେଇବାକୁ ସୁଯୋଗ ପାଇଲେ ନାହିଁ? ଗତ ନିର୍ବାଚନବେଳେ ନବୀନ ତାଙ୍କ ହାତରେ ଯେଉଁ କାମ କରୁଥିଲେ ଏବେ ବିଜେଡି ନେତା ନେତ୍ରୀମାନେ ମିଳିମିଶି ସେ କାମ କରନ୍ତୁ, ନବୀନ ହାତ ହଲେଇବେ, ଦଳ ଜିତିବ, ଅଯୋଗ୍ୟ ଲୋକେ କ୍ଷମତା ପାଇ ସନ୍ତୁଷ୍ଟ ହେବେ, ନବୀନଙ୍କ ପାଗଳାମି ଭଲ ହୋଇଯିବ I
@kishorebiswal4298
@kishorebiswal4298 Ай бұрын
ଏ ସମୟ " ଦୁର୍ଗତି ନାଶିନୀ ଦୁର୍ଗା " ପୂଜା🙏। ସମାଜ ପାଇଁ ଯାହା ଖରାପ, ତାହା ନାଶ 🤺 ନହେଲେ ଶାନ୍ତି ସ୍ଥାପନ ହୁଏନା। ଏବେ ସରକାର ଚେଷ୍ଟା କରୁଛନ୍ତି ଭ୍ରଷ୍ଟାଚାର, ଅନ୍ୟାୟ ଦୂର କରିବାପାଇଁ। Bjd ର ଦୁର୍ନୀତି ଗ୍ରସ୍ତ ନେତା ମୂଳ ନ କାଟିଲେ ସମାଜ ରେ ଶାନ୍ତି ଅସମ୍ଭବ। ଧନ୍ୟବାଦ 🙏
@manjushaswain1037
@manjushaswain1037 Ай бұрын
ନବୀନ ବାବୁ ଏ ଚତୁର୍ଥା ବସ୍ତାରେ କ୍ଷମତା ଲୋଭ ନ କରି ଆଧ୍ୟାତ୍ମିକ ବାଟରେ ଯାଇ ନଜେ‌ ଶାନ୍ତି ପାଇବା ସହିତ ଓଡ଼ିଶା କୁ ଶାନ୍ତି ଦିଅନ୍ତୁ । ନବୀନ ଓ ବିଜେଡି ର ସୁବାସ ବ୍ୟାଙ୍କ ଚାବି କାଠି ଭୈରବ ହାତରେ । ତେଣୁ ‌ ନା ନବୀନ ନା ଦଳ ଭୈରଵ ଙ୍କୁ ଛାଡି , ପାରିବେ।
@ashutoshmeher7352
@ashutoshmeher7352 Ай бұрын
ବିଜେଡି ଭାଙ୍ଗିଯିବା କଥା ..... ଓଡ଼ିଶାରେ କଂଗ୍ରେସ ଓ ବିଜେପି ରହନ୍ତୁ
@prabhasray675
@prabhasray675 Ай бұрын
Shastri Ji jindabad
@sop828
@sop828 Ай бұрын
Relax, No BJD In " 2029 "
@gajendranathjena356
@gajendranathjena356 Ай бұрын
ତୁରନ୍ତ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବେ ନବୀନ ପଟ୍ଟନାୟକ ପ୍ରତି ଦଳକୁ ଖଣ୍ଡ ଖଣ୍ଡ କରିଥିଲା😮 ଏବେ ନିଜେ ନିଜ ଦଳର କର୍ମି ଦ୍ୱାରା ନିଜେ ନିଜର ପ୍ରଳୟ ଅବସ୍ଥା ଗୁରୁତର ରହିଛି🎉 ବିଜେଡି ନେତାମାନେ ବିଜେପୀ ମୁହାଁ ହେଲେଣି 😅ଜୟ ଶ୍ରୀରାମ
@SantoshKumarBhoi-w7h
@SantoshKumarBhoi-w7h Ай бұрын
ଧୃତରାଷ୍ଟ୍ର ଓ କୁରୁ ବଂଶ ଦିନେ ନା ଦିନେ ତ ଅବଶ୍ୟ ଧ୍ବଂସ ପାଇବ, ଖାଲି ସମୟକୁ ଅପେକ୍ଷା।
@manjupravamishra8000
@manjupravamishra8000 Ай бұрын
ମହାଳୟା ଅମାବାସ୍ୟା ତିଥି ତଥା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନରେ ଆପଣଙ୍କୁ ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ତଥା ପ୍ରଣାମ 🙏।ଜୟ ଶ୍ରୀ ଜଗନ୍ନାଥ 🙏🌹।
@GaneswarNayak-e6j
@GaneswarNayak-e6j Ай бұрын
ମୋହନ ଦାସ କରମ କୋଢି ଗନ୍ଧିଆ ର ଜନ୍ମ ଦିନକୁ ଗନ୍ଧିଆ ଦିବସ ଭାବେ ପାଳନ କରିବା ନିହାତି ଜରୁରୀ।
@MohanSahoo-j1x
@MohanSahoo-j1x Ай бұрын
​@@GaneswarNayak-e6jଏ କ ର କ ମ..........
@kishorchsrichandan307
@kishorchsrichandan307 Ай бұрын
ମହାଳୟା କୁ କେଉଁ ଦିବସ ରୂପେ ପାଳନ କରିବା । ପୂର୍ବୋଜ ଓ ମହାପୁରୁଷ ଙ୍କ ପ୍ରତି ଘୃନ୍ୟ ଚିନ୍ତାଧାରା ।
@GopalDas-os9sz
@GopalDas-os9sz Ай бұрын
Bjd AAU kebe sarakaraku asibani
@swadhikarbetaj3768
@swadhikarbetaj3768 Ай бұрын
ନବୀନ ବାବୁ ବୋଧେ ଭାବୁଥିଲେ ଓଡ଼ିଶାଟା ତାଙ୍କ ବାପ ଅଜାଙ୍କ ଜାଗିର?
@dharmudharpodha5405
@dharmudharpodha5405 Ай бұрын
Your analysis is correct 👌.
@madhusmitapattanaik6324
@madhusmitapattanaik6324 Ай бұрын
Han
@jiki.polad8642
@jiki.polad8642 Ай бұрын
Chi chi belajya soch.
@krushnachandradash4327
@krushnachandradash4327 Ай бұрын
କ୍ଷମତା ଯିବା ପରଠାରୁ ନଵୀନ ଛଟ ପଟ ହେଉ ନାହାଁନ୍ତି।ଛଟ ପଟ ହେଉଛନ୍ତି ତାଙ୍କର ଗୁଲାମ,ଚାଟୁକାର, ଦଲାଲ,ଟାଉଟର ଓ ସୁବିଧା ବାଦୀ ମାନେ।ବିଶେଷ କରି ତାମିଲ ପାଣ୍ଡିଆନ ମଧ୍ୟ।
@subhendramohapatra1180
@subhendramohapatra1180 Ай бұрын
ସୁନ୍ଦର ଉପସ୍ଥାପନ, ଧନ୍ୟବାଦ 👍. ଯେତେ ଶୀଘ୍ର BjD ର ବିଲୟ ଘଟିବ ରାଜ୍ୟ ପାଇଁ ସେତେ ମଙ୍ଗଳ l
@PrabirKumarPattayat
@PrabirKumarPattayat Ай бұрын
Thanks Bhai
@rabindarnathdash2512
@rabindarnathdash2512 Ай бұрын
କାଗଜ କଲମରେ ଶାସନଡୋରି ଥିଲା,ଅନ୍ୟ ଜଣେ ଚାଚା ସମ୍ଭାଳିଲେ,ସେ ଚାଲିଗଲେ,ଆଉଜଣେ ଆସି ମନମାନି କଲେ,ତାପରେ ଜନସାଧାରଣ ମାନ୍ୟବରକୁଂ ଅଳିଆଗଦା କୁ ଫୋପାଡି ଦେଲେ, ସମୟ ବଡ ବଳବାନ ।
@trilochanpatnaik6321
@trilochanpatnaik6321 Ай бұрын
କୀଚକ୍ ବାହୁ ବଳେ ବିରାଟ ( ନବୀନ ବାବୁ) ନମ୍ବର ୱାନ ରାଜା ହେଇଥିଲେ ତ ତେଣୁ ଏବେ କିଚକ୍ ପାଖେ ପାଖେ ନ ରହିବାରୁ ସେ ନିଜ କୁ ଅସହାୟ ଅବସ୍ଥାରେ ଅଛନ୍ତି।
@sudhakarsahu333
@sudhakarsahu333 Ай бұрын
Action immediate take against guru-chhela .
@prafullakumar2710
@prafullakumar2710 Ай бұрын
U r sir 100% right Good afternoon
@asutoshraj3651
@asutoshraj3651 Ай бұрын
Bahut badhia lagila
@sop828
@sop828 Ай бұрын
BJD Was More Engaged In Minting Money Than Public Service.
@SarojaJana-if2ne
@SarojaJana-if2ne Ай бұрын
Jay Jagannath
@laxminarayanbehera2467
@laxminarayanbehera2467 Ай бұрын
Sadhubada sradha purna naman.
@sanjeeblenka1996
@sanjeeblenka1996 Ай бұрын
ଅନ୍ଧାକାନୁନର ଯୁଗ‌ଶେଷ ହେଉ।
@durgaprasadsamantaray7084
@durgaprasadsamantaray7084 Ай бұрын
ପବିତ୍ର ମହାଳୟା ଅମାବାସ୍ୟା, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆପଣଙ୍କୁ ସାଦର ଅଭିନନ୍ଦନ। ରାଜନୈତିକ ଜୀବନ ଆରମ୍ଭ ରୁ ଖ୍ୟମତାର ସ୍ବାଦ ଚାଖିଥିବା ନବୀନ ପଟ୍ଟନାୟକ ଖ୍ୟମତାରୁ ଯିବା ପରେ ଛଟପଟ ହେବା ସ୍ବାଭାବିକ।
@Sanyashi-h4o
@Sanyashi-h4o Ай бұрын
🌹💐🌹🇨🇮
@rajibdas495
@rajibdas495 Ай бұрын
ବିଜେପି ଦେଶରେ ବୁଡିବାକୁ ବସିଲାଣି
@prasannakumar3065
@prasannakumar3065 Ай бұрын
Presentation and analysis are extremely high quality on the basis of actual facts.
@JethalalGada-m6v
@JethalalGada-m6v Ай бұрын
ଆଜି ମହାଳୟା ....... ମୌଲାନା ଗାଣ୍ଡୀ ର ମହିମା ମଣ୍ଡନ କରି ନିଜକୁ ଧର୍ମ-ଦ୍ରୋହି କର ନାହିଁ ।
@chabilalnaik2001
@chabilalnaik2001 Ай бұрын
ବିଜେପି କାହିଁକି ଏତେ ମିଛୁକହିଣୀ ତମକୁ ଜଣାନାହିଁ 29 କୁ ଜାଣିବେ
@mihirdwivedi8843
@mihirdwivedi8843 Ай бұрын
Mahalaya special presentation. Quite appropriate statement given by you.
@UpendraBehera-o1z
@UpendraBehera-o1z Ай бұрын
ଖୁବ୍ ଭଲ ହେବ ଯଦି, ନବୀନ ବାବୁ ରାଜନୀତି ରୁ ସନ୍ୟାସୀ ନେବେ । ରାଜନୀତି ହେଉଛି ଏକ କଳଙ୍କ । ଯଦି ରାଜନୀତି ରେ ସେ ରହିବେ , ତାଙ୍କର ସବୁ ସୁନାମ ପାଣି ଫୋଟକା ଭଳି ଉଭେଇ ଯିବ ।
@ajitkumarpanda6388
@ajitkumarpanda6388 Ай бұрын
ଠିକ୍ କଥା ,bjd ହେଉଛି ବେପାରୀ ଆଉ ମାଫିଆ ଙ୍କ ର ଦଳ,,,,,,,କହିବ ଜଣେ ହେଲେ ଶୁଣିବ କିଏ,,,,,,,
@tunapallei1017
@tunapallei1017 Ай бұрын
ନବୀନ ବାବୁ କେବେ ଜେଲ ଯିବେ ? ତାହାହିଂ ଦେଖିଵାକୁ ଓଡିଶାବାଶୀ ଚାଁହୁଛନ୍ତି । ବିଜେପି କେବେ ପ୍ରତିଶୋଧ ନେବେ ଼଼଼଼଼
@nareshpanda4485
@nareshpanda4485 Ай бұрын
ପାଣିକି ଗୋଳିଆ କରି ଫାଇଦା ନେବାରେ ନବୀନ ଧୁରନ୍ଧର.ମୁଁ ଆଗୁରୁ କହିଛି ଏବେ ବି କହୁଛି ନବୀନ କା ମାୟା କୋଈ ନେହିଁ ପାୟା. ମୋ ମତରେ ନବୀନ ପଟ୍ଟନାୟକ ସନ୍ୟାସ ନେଇ ଯିବା ବୁଦ୍ଧିମାନ କାମ
@ramachandrapanipani7424
@ramachandrapanipani7424 Ай бұрын
ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଶୁଭ ଜନ୍ମଦିନରେ ଆମର ପ୍ରଣାମ । (ଅକ୍ଟୋବର ୨, ୨୦୨୪, ବୁଧବାର)
@rajadash9390
@rajadash9390 Ай бұрын
ନବୀନ ପଟ୍ଟନାୟକ ର ଛଟପଟ ବାଣ୍ଡ ନବୀନା ଦାସ ମାଇକିନିଆ ର ଲଟପଟ ବିଆରେ ପଶି ଝଟପଟ ଘେଇଁ ଚାଲିବ 😂😂😂😂
@achieversacademy9691
@achieversacademy9691 Ай бұрын
Navin abasta eve Sarathi baba bhali
@bishnucharnrana3282
@bishnucharnrana3282 Ай бұрын
କଇଁଛ ପିଠିକୁ ପିଟିଲେ କାଟିବ ନାହିଁ କିନ୍ତୁ ଓଲଟାଇ ଦେଲେ କଇଁଛ ଯେପରି ଆପେ ଆପେ ଶକ୍ତିହୀନ ହୋଇଯାଏ ,ନବୀନ ପଟ୍ଟନାୟକ କ୍ଷମତାରୁ ଗଲାପରେ ସେହିପରି ଅସ୍ଥିର,ବିଚଳିତ ଓ ଅସହାୟ ହୋଇ ପଡିଛନ୍ତି ।।
@DinabandhuDalai-jf5ew
@DinabandhuDalai-jf5ew Ай бұрын
You are so right 👍
How could Mohan meet anti-people & scammer industrialist?
22:26
ТВОИ РОДИТЕЛИ И ЧЕЛОВЕК ПАУК 😂#shorts
00:59
BATEK_OFFICIAL
Рет қаралды 4,9 МЛН
Из какого города смотришь? 😃
00:34
МЯТНАЯ ФАНТА
Рет қаралды 2,2 МЛН
Car Bubble vs Lamborghini
00:33
Stokes Twins
Рет қаралды 45 МЛН
BJD Will Come Into Power In Odisha Soon: BJD Leader Munna Khan
7:09
Nabin Nka charcha With Ex-MP Rabi Narayan Pani
1:00:23
Nirbhay
Рет қаралды 48 М.