No video

ଠିଆ ହୋଇଥିବା ଟ୍ରକକୁ ପିଟିଲା ବସ || Bus Hits Truck In Odisha's

  Рет қаралды 10,423

Odisha Reporter

Odisha Reporter

Күн бұрын

ଛିଡା ହୋଇଥିବା ଟ୍ରକକୁ ପିଟିଲା ଘରୋଇ ବସ । 20 ଜଣ ଯାତ୍ରୀ ଆହତ । ଆଜି ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସୋନପୁର NH-57ର ଗଇଁତଲା ନିକଟରେ । ଭୁବନେଶ୍ୱରରୁ ମାଲକାନଗିରିକୁ ଆସୁଥିବା ଘରୋଇ ବସ, ଆଗରୁ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ଧକା ଦେଇଥିଲା । ବସର ସାମ୍ନା ପଟ ନଷ୍ଟ ହୋଇଯାଇଥିଲା। ଗୁରୁତର ମାନଙ୍କ ପୋଲିସ ଆମ୍ବୁଲାନ୍ସରେ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #BalangirNews #Bus #Truck

Пікірлер: 8
@SujitKumar-if9os
@SujitKumar-if9os Ай бұрын
Mausi saeta bus na train 300 Loko thilo je first doctor ku deakhao tuma Munda re be mada haechee bodhe... Jai jagannath
@baidyanathsoren7956
@baidyanathsoren7956 Ай бұрын
Dilkhus agoru b amiti heithila
@s.mohapatra-i1k
@s.mohapatra-i1k Ай бұрын
ଭୁବନେଶ୍ୱର ରୁ ମାଲକାନଗିରି ରାସ୍ତା ତ ବ୍ରହ୍ମପୁର ଦେଇ ଯିବ ସେ ପୁଣି ବଲାଙ୍ଗିର ଦେଇ କୁଆଡେ ଯାଉ ଥିଲା
@suryamaninayak3734
@suryamaninayak3734 Ай бұрын
Bus ra via rute nayagarh,boudh, sonepur, balangir, bhawanipatna,
@bijaymurmu182
@bijaymurmu182 Ай бұрын
200 300 loko bus re 🤣🤣🤣🤣
@bhabanemallick1801
@bhabanemallick1801 Ай бұрын
Driver. Mahasangha. Kuadegala
@user-ih1br6qm9s
@user-ih1br6qm9s Ай бұрын
Bus re 300 loka ki katha lo
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 18 МЛН
Вы чего бл….🤣🤣🙏🏽🙏🏽🙏🏽
00:18
Harley Quinn's desire to win!!!#Harley Quinn #joker
00:24
Harley Quinn with the Joker
Рет қаралды 16 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20