Know How Odisha CM Naveen’s Trusted IAS Officer VK Pandian Started His Career | NandighoshaTV

  Рет қаралды 23,906

Nandighosha TV

Nandighosha TV

Күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Пікірлер: 100
@pupulpatra
@pupulpatra 11 ай бұрын
ଭି କେ ପାଣ୍ଡିଆନ ଜଣେ ସରଳ, ନିଷ୍କପଟ ଓ ଉଦାର ହୃଦୟ ର ବ୍ୟକ୍ତିତ୍ୱ ର ଅଧିକାରୀ ସେ ଲୋକ ଙ୍କୁ ଭଲ ପାଉଥିଲେ ସେଥିପାଇଁ ସେ ପୁଣି ଆଗକୁ ପାଦ ବଡ଼ାଇ ଛନ୍ତି l
@priyanshudas7956
@priyanshudas7956 11 ай бұрын
ସତ୍ୟ ର ଜୟ ସବୁବେଳେ ହୋଇଥାଏ ମୁଖ୍ୟମନ୍ତ୍ରୀ ସବୁବେଳେ ସତ୍ୟ ସହିତ ରହି ଆସିଛନ୍ତି ଆଜି ମଧ୍ୟ ଏକ ସତ୍ୟ ର ବିଜୟ ଘଟିଛି!
@Tarunmohanty-v1i
@Tarunmohanty-v1i 11 ай бұрын
Haha odisa gorbito
@AjaykumarBehera-j7n
@AjaykumarBehera-j7n 4 ай бұрын
You are best sir
@subhamaharana9833
@subhamaharana9833 3 ай бұрын
You are great sir 🙏 please pheri asa odisha
@priyanshudas7956
@priyanshudas7956 11 ай бұрын
ଭି କେ ପାଣ୍ଡିଆନ ଙ୍କ ଭଳି ଜଣେ କାର୍ଯ୍ୟ ଦକ୍ଷ ବ୍ୟକ୍ତି ଙ୍କୁ ନୂଆ ପାଦରେ ପାଇ ଓଡିଶା ବାସୀ ଆଜି ବହୁତ ଖୁସି!
@priyanshudas7956
@priyanshudas7956 11 ай бұрын
ଓଡିଶା ର ନୂଆ 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ଙ୍କୁ ହାର୍ଦିକ ଅଭିନନ୍ଦନ!
@JitendraKumarNayak-ov2gl
@JitendraKumarNayak-ov2gl 28 күн бұрын
କାମ ହେଇଚି ❤
@priyanshudas7956
@priyanshudas7956 11 ай бұрын
ମୁଖ୍ୟମନ୍ତ୍ରୀ ଙ୍କ ଚାଲ ଆଗରେ ଫେଲ ମାରିଲା ବିରୋଧୀ ଙ୍କ ରଣନୀତି ନବୀନ ନବୀନ!
@priyanshudas7956
@priyanshudas7956 11 ай бұрын
ଆଜି ପବିତ୍ର ବିଜୟା ଦଶମୀ ରେ ଓଡିଶା ର ଐଶରିକ ଶକ୍ତି ର ନିପାତ ଓ ଧର୍ମ ପ୍ରତିଷ୍ଠା ପାଇଁ ଭି କେ ପାଣ୍ଡିଆନ ଙ୍କ ଭଳି ଜଣେ ବ୍ୟକ୍ତି ଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ର ବିକାଶ ରେ ସାମିଲ କରିଛନ୍ତି!
@JitendraKumarNayak-ov2gl
@JitendraKumarNayak-ov2gl 28 күн бұрын
Good officer ❤
@priyanshudas7956
@priyanshudas7956 11 ай бұрын
ଓଡିଶା ର ବିକାଶ ରଥ କୁ ଗତିଶୀଳ କରିବା ଲକ୍ଷ୍ୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "
@rabindramohanty3052
@rabindramohanty3052 11 ай бұрын
ନବୀନବାବୁଙ୍କ ପରେ ଓଡ଼ିଶାରେ ଭିକେ ପାଣ୍ଡିଆନ ଲୋକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇ ପାରିଛନ୍ତି. ତାଙ୍କର ନିରବଛିନ୍ନ ଜନସେବା ଲୋକଙ୍କ ହୃଦୟକୁ ଆକର୍ଷିତ କରି ପାରିଛି.
@kvleninjena5560
@kvleninjena5560 11 ай бұрын
VK ପାଣ୍ଡିଆନ ଙ୍କ କାର୍ଯ୍ୟ ଦକ୍ଷତା ଆମ ଓଡ଼ିଶା ପାଇଁ ସବୁବେଳେ ଉଲ୍ଲେଖନୀୟ।
@kvleninjena5560
@kvleninjena5560 11 ай бұрын
VK ପାଣ୍ଡିଆନା ଭାରି ଭଲ।
@soumya_vloger
@soumya_vloger 4 ай бұрын
Sola kichhi janichu na nahi ratna bhandara ro chabi naechi
@pupulpatra
@pupulpatra 11 ай бұрын
ପାଣ୍ଡିଆନ ଜିଲ୍ଲାପାଳ ଥିବା ବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା ସେଥିପାଇଁ ଚାରି ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ l
@ranjanprakash4556
@ranjanprakash4556 11 ай бұрын
ଗ୍ରାଉଣ୍ଡ ସ୍ତରରୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ 5ଟି ସରକାର ଭି କେ ପାଣ୍ଡିଆନ ଏହି ବଡ଼ ପଦକ୍ଷେପ ନେଇଛନ୍ତି |
@ranjanprakash4556
@ranjanprakash4556 11 ай бұрын
ଆଗରୁ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଇଥିଲେ ଓ ଠିକ ଭାବେ କାର୍ଯ୍ୟ ତୁଲାଉଥିଲେ |କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରୁ ଏହି ଦାୟିତ୍ୱ ଗ୍ରହଣ କରି ଆରମ୍ଭ କରିଥିଲେ |
@ranjanprakash4556
@ranjanprakash4556 11 ай бұрын
ଚାକିରିରୁ ସ୍ବେଚ୍ଛାକୃତ ଅବସରର ନେବା ପରେ ଭି.କେ. ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି ।
@indiradas2104
@indiradas2104 11 ай бұрын
ଚାଷୀ ମାନଙ୍କ ଅଧିକାର ପାଇଁ ଲଢେ଼ଇ କରିଥିଲେ ପାଣ୍ଡିଆନ ସାର। ଧାନ ସଂଗ୍ରହୀକରଣ ର ସରଳୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ସେ। ଏଇସବୁ କାରଣ ତାଙ୍କୁ ଓଡ଼ିଶା ମାଟିରେ ପରିଚିତ କରାଇଛି।
@priyanshudas7956
@priyanshudas7956 11 ай бұрын
ମୁଖ୍ୟମନ୍ତ୍ରୀ ଙ୍କ ଚିନ୍ତାଧାରା ସବୁବେଳେ ଓଡିଶା ବାସୀଙ୍କ ବିକାଶ ପାଇଁ ଉଦ୍ଧିଷ୍ଟ ଯାହା ପୁଣି ଥରେ କରି ଦେଖାଇଛନ୍ତି!
@rabindramohanty3052
@rabindramohanty3052 11 ай бұрын
ଓଡିଶାର ଗାଁ ପୁର ପଲ୍ଲୀ ଠାରୁ ସହର ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ବୁଲି ଲୋକଙ୍କ ଦୈନନ୍ଦିନ ଆମସ୍ୟା ବିଷୟରେ ଅବଗତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ତୁରନ୍ତ ସେଗୁଡିକର ସମାଧାନ କରିଛନ୍ତି.
@pupulpatra
@pupulpatra 11 ай бұрын
ଭି କେ ପାଣ୍ଡିଆନ ଜଣେ ଉଦାର ହୃଦୟ ର ବ୍ୟକ୍ତି ଥିଲେ ସେ ବିଶେଷ କରି ଓଡିଶା ର ମହିଳା ମାନଙ୍କ ର ବିକାଶ ପାଇଁ ଆଗେଇ ଆସିଥିଲେ!
@pupulpatra
@pupulpatra 11 ай бұрын
ଭି କେ ପାଣ୍ଡିଆନ ଙ୍କ ଭଳି ଜଣେ କାର୍ଯ୍ୟ ଦକ୍ଷ ବ୍ୟକ୍ତି ଙ୍କୁ ନୂଆ ପଦରେ ପାଇ ଓଡିଶା ବାସୀ ଆଜି ବହୁତ ଖୁସି l
@suryakantapradhan8460
@suryakantapradhan8460 11 ай бұрын
ଦୀର୍ଘ 23 ବର୍ଷର ପ୍ରଶାସନିକ ଅଧିକାରୀ ଭାବରେ ଭି କେ ପାଣ୍ଡିଆନଙ୍କ କାର୍ଯ୍ୟକାଳ ଥିଲା ଘଟଣାବହୁଳ ତଥା ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ। ଅଧିକାଂଶ ସମୟ ସେ ଜନତାଙ୍କ ଗହଣରେ କଟାଇଛନ୍ତି, ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇ ସମସ୍ୟାର ସମାଧାନ ପାଇଁ ନୂଆ ପଥ ଦେଖାଇଛନ୍ତି। ବହୁ ଦିନର ବହୁ ଜଟିଳ ସମସ୍ୟାକୁ ସରଳ ସାବଲୀଳ ଭାବରେ ସମାଧାନ କରି ସମସ୍ତଙ୍କ ନଜର କାଢ଼ିଛନ୍ତି।
@pupulpatra
@pupulpatra 11 ай бұрын
ଜଣେ ଦକ୍ଷ ସରକାରୀ ଅଧିକାରୀ ଭାବରେ ନିଜ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ପାରିଥିବା ଭି କେ ପାଣ୍ଡିଆନ ନୂଆ ପଦ ରେ ମଧ୍ୟ ଦକ୍ଷତା ର ସହ କାର୍ଯ୍ୟ କରୁଛନ୍ତି l
@pupulpatra
@pupulpatra 11 ай бұрын
ଓଡିଶା ବାସୀଙ୍କ ଦୁଃଖ ରେ ଛିଡା ହୋଇ ତାଙ୍କ ଦୁଃଖ ଦୂର କରିବା କୁ ସବୁବେଳେ ନିଜର କର୍ତ୍ତବ୍ୟ ଭାବରେ ପାଳନ କରି ଆସିଛନ୍ତି ଭି କେ ପାଣ୍ଡିଆନ l
@sukantitripathy4496
@sukantitripathy4496 11 ай бұрын
Shree Khetra parikrama prakalpa re tankara abadana ullekhaniya
@rabindramohanty3052
@rabindramohanty3052 11 ай бұрын
ଭିକେ ପାଣ୍ଡିଆନ ସାହେବ ସମଗ୍ର ଓଡ଼ିଶାରେ ବୁଲି ସବୁ ଲୋକଙ୍କ ସମସ୍ୟା ବିଷୟରେ ବୁଝି ତାର ତୁରନ୍ତ ସୁ ସମାଧାନ କରି ଓଡିଶାକୁ ସବୁ ଦୃଷ୍ଟିରୁ ଏକ ସମୃଦ୍ଧ ଶାଳୀ ରାଜ୍ୟରେ ପରିଣତ କରାଇ ପାରିଛନ୍ତି.
@ranjanprakash4556
@ranjanprakash4556 11 ай бұрын
ଧର୍ମଗଡ଼ରେ ଉପଜିଲ୍ଲାପାଳ ଥିବାବେଳେ ଚାଷୀଙ୍କ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନେଇଥିଲେ ଉଚିତ ପଦକ୍ଷେପ ।
@sukantitripathy4496
@sukantitripathy4496 11 ай бұрын
Dharmagada ru prasasanik karya arambh kari thile VK Pandian mahadoya
@rabindramohanty3052
@rabindramohanty3052 11 ай бұрын
2011 ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ସରକାରରେ ସଚିବ ହିସାବରେ କାର୍ଯ୍ୟ କରି ଆସୁଥିଲେ.
@rabindramohanty3052
@rabindramohanty3052 11 ай бұрын
2011 ମସିହା ପାଖରୁ ଓଡ଼ିଶାରେ ସଚିବ ହିସାବରେ କାର୍ଯ୍ୟକରି ଓଡ଼ିଶାର ଜନସାଧାରଣଙ୍କ ବିବିନ୍ନ ସମସ୍ୟାର ଆଶୁ ସମାଧାନ କରି ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଛନ୍ତି.
@rabindramohanty3052
@rabindramohanty3052 11 ай бұрын
ଭିକେ ପାଣ୍ଡିଆନ ସାହେବଙ୍କ ଦ୍ୱାରା ଓଡ଼ିଶାର ମନ୍ଦିର ମସଜିଦ ଗୀର୍ଜା ସ୍କୁଲ କଲେଜ ହସ୍ପିଟାଲ ଖେଳପଡ଼ିଆ ରାସ୍ତା ଘାଟ ନଦୀବନ୍ଧ, ପୋଲ, ବିଶୁଦ୍ଧ ପାନିୟ ଜଳ ଏପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଅତି ଉନ୍ନତ ମାନର ହୋଇପାରିଛି.
@rabindramohanty3052
@rabindramohanty3052 11 ай бұрын
ସେ ମାଲକାନଗିରିରେ କଲେକ୍ଟର ଥିବା ସମୟରେ ମାଓବାଦୀଙ୍କୁ ଦୃଢ ହସ୍ତରେ ଦମନ କରି ଚର୍ଚ୍ଚାର କେନ୍ଦ୍ର ହୋଇପାରିଥିଲେ.
@indiradas2104
@indiradas2104 11 ай бұрын
ମୟୂରଭଞ୍ଜ ର ଜିଲ୍ଲାପାଳ ଥିବା ସମୟରେ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ପାଣ୍ଡିଆନ ସାର ଙ୍କ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ଉଦାହରଣ ସାଜିଥିଲା।
@rabindramohanty3052
@rabindramohanty3052 11 ай бұрын
ଜଣେ ପ୍ରଶାସନିକ ଅଧିକାରୀ ହିସାବରେ ଭିକେ ପାଣ୍ଡିଆନ ବହୁ ସମ୍ମାନlସ୍ପଦ ପୁରସ୍କାର ପ୍ରାପ୍ତ ହୋଇ ଆଜି ସେ ସଚିବ ପଦବୀରୁ ସ୍ବେଛାରେ ଅବସର ଗ୍ରହଣ କରିଛନ୍ତି.
@sukantitripathy4496
@sukantitripathy4496 11 ай бұрын
Maa mananku swabalambi kariba re tankara bhumika gurutwo Purna rahichhi
@sukantitripathy4496
@sukantitripathy4496 11 ай бұрын
Tankara swochhata pania pain se Odisha basi nka nikatatara hoi parichhanti
@ranjanprakash4556
@ranjanprakash4556 11 ай бұрын
ଦୀର୍ଘ ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି ଭି.କେ ପାଣ୍ଡିଆନ ଏବେ ଜନସେବା କରିବା ପାଇଁ ମନ ଦେଇଛନ୍ତି ।
@indiradas2104
@indiradas2104 11 ай бұрын
ପାଣ୍ଡିଆନ ସାର ଙ୍କ ଉପଜିଲ୍ଲାପାଳ ଭାବେ ଧର୍ମଗଡ଼ ର ଦାୟିତ୍ଵ ଭାର ସମ୍ଭାଳିବାଠୁ ଆରମ୍ଭ କରି ଆଜକୁ 23 ବର୍ଷ ର ପ୍ରଶାସନିକ କାର୍ଯ୍ୟକାଳ, ଓଡ଼ିଶା କୁ ଉନ୍ନତି ପଥରେ ଆଗେଇ ନେବା ରେ ସହାୟକ ହୋଇଛି।
@rabindramohanty3052
@rabindramohanty3052 11 ай бұрын
ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି.
@amarnathrath7611
@amarnathrath7611 9 ай бұрын
Sir I'm Suppered To You
@Vicky44713
@Vicky44713 11 ай бұрын
One of the best IAS ❤🎉❤
@ranjanprakash4556
@ranjanprakash4556 11 ай бұрын
ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଅନୁକରଣ କରି ଓଡିଶାର ଜନତାଙ୍କ ସେବା କରିବା ପାଇଁ ଏହି ବିଶେଷ ପଦକ୍ଷେପ ନେଇଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନ |
@pupulpatra
@pupulpatra 11 ай бұрын
ଭି କେ ପାଣ୍ଡିଆନ 5T ସଚିବ ଭାବରେ ଓଡିଶା କୁ ବିକାଶ କ୍ଷେତ୍ରରେ ଏକ ନୂଆ ରାସ୍ତା ରେ ନେଇ ଯିବାରେ ସଫଳ ହୋଇଛନ୍ତି!
@ranjanprakash4556
@ranjanprakash4556 11 ай бұрын
କଳାହାଣ୍ଡି ପରେ ମୟୁରଭଞ୍ଜରେ ଜିଲ୍ଲପାଳ ଥିଲାବେଳେ ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ପାଇଥିଲେ ପାଣ୍ଡିଆନ ବାବୁ |
@pupulpatra
@pupulpatra 11 ай бұрын
ଭି କେ ପାଣ୍ଡିଆନ ସ୍ବେଛାକୃତ ଅବସର ନେଇ ଓଡ଼ିଶାର ଜନସାଧାରଣଙ୍କ ସିଧା ସଳଖ ସେବା କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି l
@pupulpatra
@pupulpatra 11 ай бұрын
ବର୍ତମାନ ଓଡିଶା ବିକାଶ ର ଦୁଇଟି ପ୍ରମୁଖ ଯୋଜନା ନବୀନ ଓଡିଶା ଓ 5T କୁ ସଠିକ ଭାବରେ ପରିଚାଳନା କରିବେ ଭି କେ ପାଣ୍ଡିଆନ!
@rabindramohanty3052
@rabindramohanty3052 11 ай бұрын
ଆଶା କରାଯାଏ ପାଣ୍ଡିଆନ ସାହେବ ଏବେ ଲୋକଙ୍କ ସେବାପାଇଁ ଜନପ୍ରତିନିଧି ହିସାବରେ ନିର୍ବାଚିତ ହୋଇ ଓଡ଼ିଶାର ଜନଗଣଙ୍କ ସେବାରେ ନିଜକୁ ନିୟୋଜିତ କରିବେ.
@pupulpatra
@pupulpatra 11 ай бұрын
ଆଜି ସାରା ଓଡିଶା ବାସୀ ଙ୍କ ଭଲ ପାଇବା କୁ ପାଥେୟ କରି ଆଗାମୀ ଭବିଷ୍ୟତ ର କାର୍ଯ୍ୟ ପନ୍ଥା ନିର୍ଧାରଣ କରିଛନ୍ତି l
@rabindramohanty3052
@rabindramohanty3052 11 ай бұрын
ଭିକେ ପାଣ୍ଡିଆନ ସର୍ବଦା ଗରୀବ ଜନସାଧାରଙ୍କ ସହିତ ରହି ତାଙ୍କର ଆର୍ଥିକ ସାମାଜିକ ସାଂସ୍କୃତିକ ଉନ୍ନତି ପାଇଁ କାର୍ଯ୍ୟ କରି ଯାଇଛନ୍ତି. ବିଶେଷକରି ପରାଧୀନ ହୋଇ ରହିଥିବl ଓଡ଼ିଶାର ମହିଳା ମାନଙ୍କୁ ଆର୍ଥିକ ସାମାଜିକ ଏବଂ ସମାଜରେ ସମଅଧିକାର ପାଇଁ ସେ ବହୁ କାର୍ଯ୍ୟ କରି ଯାଇଛନ୍ତି. ତାହା ଚିରସ୍ମରଣୀୟ ହୋଇ ରହିଥିବ.
@indiradas2104
@indiradas2104 11 ай бұрын
ରାଜ୍ୟ ସରକାରଙ୍କ ସହିତ ପାଣ୍ଡିଆନ ସାର ଙ୍କ ସହଯୋଗ ଓଡ଼ିଶା ର ବିକାଶ କୁ ଆଗେଇ ଆଣିଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
@kvleninjena5560
@kvleninjena5560 11 ай бұрын
VK ପାଣ୍ଡିଆନ ଯେତିକି ଦିନ ଓଡ଼ିଶା ସରକାର ଙ୍କ ବରିଷ୍ଠ ପଦାଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା ଅତୁଳନୀୟ।
@soumya_vloger
@soumya_vloger 4 ай бұрын
5t 😅😅😅😅
@indiradas2104
@indiradas2104 11 ай бұрын
ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିବା ସମୟରେ ଗଞ୍ଜାମ ଜିଲ୍ଲା କୁ ଚାରି ଥର ଜାତୀୟ ପୁରସ୍କାର ମିଳିଛି, ଏଇଥିରୁ ଅନୁମାନ କରାଯାଇ ପାରିବ କି ସେ ଲୋକଙ୍କ ବିକାଶ ପାଇଁ ନିଜକୁ ସମର୍ପିତ କରିଛନ୍ତି।
@sukantitripathy4496
@sukantitripathy4496 11 ай бұрын
Chasi nka adhikaar pain ladhei kari thile mill malika nka saha
@sukantitripathy4496
@sukantitripathy4496 11 ай бұрын
Rourkela ra ADM bhabe kichhi dina tulai thile Vss market ku upara ku uthai thile
@rabindramohanty3052
@rabindramohanty3052 11 ай бұрын
ମହିଳା ମାନଙ୍କର ଆର୍ଥିକ ଉନ୍ନତି, ସାମାଜିକ ଏବଂ ସାଂସ୍କୃତିକ ଅଗ୍ରଗତି ପାଣ୍ଡିଆନ ସାହେବଙ୍କ ଜରିଆରେ ହୋଇପାରିଛି.
@pupulpatra
@pupulpatra 11 ай бұрын
ଓଡିଶା ର ରୂପାନ୍ତରୀତ କରିବା କ୍ଷେତ୍ରରେ ସାରା ଦେଶ କୁ ଏକ ନୂଆ ଦିଗଦର୍ଶନ ଦେଖାଇଥିଲେ 5T ସଚିବ ଭି କେ ପାଣ୍ଡିଆନ l
@rabindramohanty3052
@rabindramohanty3052 11 ай бұрын
ମହିଳା ମାନଙ୍କ ଉନ୍ନତି ସକାଶେ ସମଗ୍ର ଓଡ଼ିଶାର ମହିଳା ମାନଙ୍କର ସେ ଅତିପ୍ରିୟ ଭାଇ ବନି ଯାଇଛନ୍ତି.ତାଙ୍କ ସମୟରେ ଓଡ଼ିଶାର ମହିଳାମାନେ ବହୁ ସୁବିଧା ସୁଯୋଗ ଉପଲବ୍ଧ ହୋଇ ପାରିଛନ୍ତି.
@rabindramohanty3052
@rabindramohanty3052 11 ай бұрын
2019 ମସିହାରେ ପାଣ୍ଡିଆନ ସାହେବ 5 ଟି ସଚିବ ହିସାବରେ ଓଡ଼ିଶାରେ କାର୍ଯ୍ୟ କରିଥିଲେ.
@pupulpatra
@pupulpatra 11 ай бұрын
ଭିକେ ପାଣ୍ଡିଆନ ଥିଲେ ୨୦୦୦ମସିହା ବ୍ୟାଚର IAS ଡିଗ୍ରୀ ହାସଲ କରିଥିଲେ। ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରୀ କରିଥିଲେ। ଶେଷରେ ସେ ମୁଖ୍ୟମନ୍ତ୍ରୀଙ୍କର ନିର୍ଦେଶରେ ତାଙ୍କ ଆସନରେ ବସିଲେ l
@suryakantapradhan8460
@suryakantapradhan8460 11 ай бұрын
ଭି କେ ପାଣ୍ଡିଆନଙ୍କ ବିଷୟରେ ନିଃସନ୍ଦେହରେ କୁହାଯାଇପାରେ, ଯେତେବେଳ ବି ଯେଉଁ ଦାୟିତ୍ଵ ଦିଆଯାଇଛି, ତାକୁ ଭିନ୍ନ ଢଙ୍ଗରେ, ଭିନ୍ନ ଶୈଳୀରେ, ନିଆରା ଭାବେ ନିର୍ବାହ ପୂର୍ବକ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି, ତାଙ୍କର କାର୍ଯ୍ୟଶୈଳୀ, ତାଙ୍କର ପାରଙ୍ଗମତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୃଷ୍ଟ ପୂର୍ବକ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।
@hihihihi319
@hihihihi319 11 ай бұрын
Tu kiebe😂😂😂😂
@mypoems-wy9qb
@mypoems-wy9qb 11 ай бұрын
Atleast ଓଡ଼ିଆ କହି ବୁଝି ତ ପାରନ୍ତି...
@rabindramohanty3052
@rabindramohanty3052 11 ай бұрын
23 ବର୍ଷ ଧରି ଭିକେ ପାଣ୍ଡିଆନ ସାହେବ ସଚିବ ହିସାବରେ କାର୍ଯ୍ୟ କରି ଆସିଛନ୍ତି.
@sukantitripathy4496
@sukantitripathy4496 11 ай бұрын
Dirgh 23 barsa dhari prasasanik karya rata rahi loka seba karu thile VK Pandian mahadoya
@Tarunmohanty-v1i
@Tarunmohanty-v1i 11 ай бұрын
Tame mane odisa loko dhonyo kohuchi odisa
@srn2mppinkun25
@srn2mppinkun25 11 ай бұрын
Best ias of odisha
@hihihihi319
@hihihihi319 11 ай бұрын
Abe😂😂😂😂
@pupulpatra
@pupulpatra 11 ай бұрын
ବିରୋଧୀ ମାନଙ୍କର ପ୍ରତିବାଦ କୁ ଖାତିର ନ କରି 5ଟି ସଚିବ ଓଡିଶା ରେ କିଭଳି ବିକାଶ ହେବ ସେଥିପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରଖିଥିଲେ ସେଥି ପାଇଁ ତାଙ୍କର ପ୍ରଶଂସା କହିଲେ ନସରେ l
@rabindramohanty3052
@rabindramohanty3052 11 ай бұрын
ପାଣ୍ଡିଆନ ସାହେବ ଓଡ଼ିଶାର ସବୁ ସ୍ତରର ଜନତାଙ୍କ ପାଇଁ କାର୍ଯ୍ୟକରି ଆସିଛନ୍ତି. ତାଙ୍କ ସମୟରେ ଓଡ଼ିଶାରେ ବହୁ ଉନ୍ନତି ହୋଇ ଓଡିଶା ଏକ ସମୃଦ୍ଧ ଶାଳୀ ରାଜ୍ୟ ହିସାବରେ ଗଣ୍ୟ ହୋଇଛି.
@ManojAgrawal161
@ManojAgrawal161 11 ай бұрын
Come back Sir...😢
@pupulpatra
@pupulpatra 11 ай бұрын
ଓଡିଶା ର ବିକାଶ କାର୍ଯ୍ୟକାରୀତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ପାଣ୍ଡିଆନ ସାର।କାର୍ଯ୍ୟକାରୀ କରିବା ଦିଗରେ ପାଣ୍ଡିଆନ ସାର ଙ୍କ ଅବଦାନ ଅତୁଳନୀୟ
@ranjanprakash4556
@ranjanprakash4556 11 ай бұрын
ଭି କେ ପାଣ୍ଡିଆନ ବାବୁ ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ସମୟରେ କରି ଦେଖାଇଥିଲେ ।
@kishortandy7248
@kishortandy7248 11 ай бұрын
Miss u sir🎉🎉🎉🎉🎉🎉
@nry1393
@nry1393 11 ай бұрын
Marigala ki
@sukantitripathy4496
@sukantitripathy4496 11 ай бұрын
Vinakhama nka sa sakti karana pain tanku puraskar milichhi
@sukantitripathy4496
@sukantitripathy4496 11 ай бұрын
Tanka karjya kala samaya re Ganjam 4 thara jatiya puraskar paichhi
@arabindmund2378
@arabindmund2378 11 ай бұрын
Laja lagu chi ki nai a chhanel
@sukantitripathy4496
@sukantitripathy4496 11 ай бұрын
Mao badi nku damana kariba re VK Pandian mahadoya siddha hasta
@ManojAgrawal161
@ManojAgrawal161 11 ай бұрын
The list is very long...he is still alive..why u report as if.. Any way history is written in golden letters. .Long live Pandian Sir..
@Wanderlustmedicrjs
@Wanderlustmedicrjs 4 ай бұрын
Just here after the election result🤣!! The most successful man of odisha is the most hated person of Odisha!!
@arabindmund2378
@arabindmund2378 11 ай бұрын
Be careful 4.50 koti odia
@schordingerscat25
@schordingerscat25 11 ай бұрын
Ptari mohan was trusted too...😂😂😂 N he was atleast odia officer .. This guy has no interest in welfare of odia people. N he ll met the same date as ptari mohan
@judhistirgouda104
@judhistirgouda104 11 ай бұрын
V.k.padiana.pai.odisha.pila.mane.dhadana.khatuchA.ti.tamili.pilamanee.odisha.ree.chakire.karuchati.nabina.odisha.nutana.odisha.
@santoshmallick8317
@santoshmallick8317 11 ай бұрын
Hiiii BJD Channel
@indiradas2104
@indiradas2104 11 ай бұрын
ଓଡ଼ିଶା ର ରୁପାନ୍ତରଣ କୁ ଏକ ନୂତନ ସମ୍ଭାବନା ଦେଇଛନ୍ତି ପାଣ୍ଡିଆନ ସାର। ଓଡ଼ିଶା ମାଟିରେ ତାଙ୍କର 23 ବର୍ଷ ର ପ୍ରସାଶନିକ ଦାୟିତ୍ଵ ଅଭୁଲା ସ୍ମୃତି ହୋଇ ରହିବ ନିଶ୍ଚୟ।
@mukeshsahoo7257
@mukeshsahoo7257 11 ай бұрын
😂😂😂😂
@priyanshudas7956
@priyanshudas7956 11 ай бұрын
ଜଣେ ଦକ୍ଷ ସରକାରୀ ଅଧିକାରୀ ଭାବରେ ନିଜ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ପାରିଥିବା ଭି କେ ପାଣ୍ଡିଆନ ନୂଆ ପଦ ରେ ମଧ୍ୟ ଦକ୍ଷତା ର ସହ କାର୍ଯ୍ୟ କରିବେ!
@rabindramohanty3052
@rabindramohanty3052 11 ай бұрын
ନବୀନବାବୁଙ୍କ ପରେ ଓଡ଼ିଶାରେ ଭିକେ ପାଣ୍ଡିଆନ ଲୋକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇ ପାରିଛନ୍ତି. ତାଙ୍କର ନିରବଛିନ୍ନ ଜନସେବା ଲୋକଙ୍କ ହୃଦୟକୁ ଆକର୍ଷିତ କରି ପାରିଛି.
@priyanshudas7956
@priyanshudas7956 11 ай бұрын
ବର୍ତମାନ ଓଡିଶା ବିକାଶ ର ଦୁଇଟି ପ୍ରମୁଖ ଯୋଜନା ନବୀନ ଓଡିଶା ଓ 5T କୁ ସଠିକ ଭାବରେ ପରିଚାଳନା କରିବେ ଭି କେ ପାଣ୍ଡିଆନ!
@srinibasdutta1555
@srinibasdutta1555 11 ай бұрын
😂😂😂😂
🔵 Exclusive With VK Pandian | Dharmendra Pradhan Vs VK Pandian
11:12
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН
Do you choose Inside Out 2 or The Amazing World of Gumball? 🤔
00:19
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 73 МЛН
Headlines @7AM | 5th October2024 | Nandighosha TV
2:18
Nandighosha TV
Рет қаралды 3,6 М.
IAS V Karthikeyan Pandian Is Odisha No 1 Officer
9:55
Kanak News
Рет қаралды 1,1 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,7 МЛН
Incredible: Teacher builds airplane to teach kids behavior! #shorts
00:32
Fabiosa Stories
Рет қаралды 11 МЛН