Live | ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ

  Рет қаралды 269,747

Argus News

Argus News

Күн бұрын

Live | ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ | 14 May 2024 | Argus News Live
#argusnews #bigbreaking #breakingnews #jharsuguda #nabadas #gopaldas
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
KZbin : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 506
@niranjanpanda8574
@niranjanpanda8574 5 ай бұрын
ଏହା ପ୍ରଥମରୁ ଲୋକେ ଜାଣି ସାରିଛନ୍ତି।ତାମିଲ ଶାସନରେ ଦୁର୍ନୀତି, ଚୋରି, ନାରୀ, ହତ୍ଯା ସାଧାରଣ ହୋଇ ଗଲାଣି।
@sidd5547
@sidd5547 5 ай бұрын
ଆମକୁ ନବ ଦାସଙ୍କ ହତ୍ୟା ରେ ଯେତିକି ଦୁଃଖ ଓ ଚିନ୍ତା ହେଇଛି ତାର କାଣିଚାଏ ଦୀପାଳୀ ଦାସ ପାଖରେ ଦିଶୁନି। ସିଏ ବିଧାୟିକା ହେଇ ବହୁତ ଖୁସି। ବାପା ର ହତ୍ୟା ହେଲା ହେଲେ ଝିଅ ହତ୍ୟାକାରୀ ର କ୍ରୀତଦାସ। ଧିକ ଏମିତି ଝିଅ
@amagiha1046
@amagiha1046 5 ай бұрын
Dipali ba baby das ro maikina
@sushantpatra7405
@sushantpatra7405 5 ай бұрын
Taa jhia marichhi
@sidd5547
@sidd5547 5 ай бұрын
@@sushantpatra7405 ଅସମ୍ଭବ ନୁହେଁ
@alokpardia
@alokpardia 5 ай бұрын
ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।
@bikramdal8281
@bikramdal8281 5 ай бұрын
ପଇସା ପାଇଁ ବିଧାୟିକା
@sanjaykumardas334
@sanjaykumardas334 5 ай бұрын
ନବଦାସ ମରିବା କାରଣ ତାଙ୍କ ଝିଅ ସବୁ ଜାଣିଛି ହେଲେ ରାଜନୀତି ଲାଳସା ରେ ଦୀପାଳି ଗୋଟେ ଭଲ ରୁଲ କରୁଛି
@raghumaninayak9593
@raghumaninayak9593 5 ай бұрын
ଗୋପାଳ ଦାସଙ୍କ ପୁଅ ଠିକ କହୁଛନ୍ତି
@Manas_Bhoi
@Manas_Bhoi 5 ай бұрын
BJD ନବୀନ ହଟାଅ ଓଡ଼ିଶା ବଞ୍ଚାଅ 👈👈👈
@Manas_Bhoi
@Manas_Bhoi 5 ай бұрын
@Gourangamurmu-ic2boତୁ ଶଳା ନବୀନ କୁକୁର ତୋ କାହିଁ ଗାଣ୍ଡି ଫାଟୁଛି 🤣🤣🤣
@AB-we3nv
@AB-we3nv 5 ай бұрын
Election time re ta pua ku Mane padila ..aau puranru mane padilani...waah re BJP kete talaku khasiba
@atishpandey309
@atishpandey309 5 ай бұрын
​@@AB-we3nvtame ta kichi karibani ebe ta haba se sahasa paichi BJP thu ebe kahibani ta uu kebe kahiba BJD MO Banda re
@AB-we3nv
@AB-we3nv 5 ай бұрын
@@atishpandey309 Se nije jete heithila kahila mo bapa kara mental issues achi...aau aji se emti... politics Bhai ame sabu musa machi ..se bjd hau ki BJP..
@trilochandash3657
@trilochandash3657 5 ай бұрын
ତଦନ୍ତ ଠିକ୍ ବାଟରେ ହୋଇ ନଥିବା ପ୍ରାୟ ଜଣାଯାଏ ।
@subashmajhi2341
@subashmajhi2341 5 ай бұрын
ଦେଖନ୍ତୁ ତାଙ୍କ ପୁଅ ଙ୍କୁ ବିପଦ ହେଇପାରେ CBI ଯାଞ୍ଚ ହଉ 🙏🙏🙏
@JayadebMallik-b9l
@JayadebMallik-b9l 5 ай бұрын
ଯେତେ ଚାପିଲେ ମଧ୍ୟ ଡରନ୍ତୁନି ଆଜ୍ଞା ଜୟ ଆର୍ଗସ❤❤❤❤❤❤
@MADANSOREN-kq7sg
@MADANSOREN-kq7sg 5 ай бұрын
ନବୀନ ପାଣ୍ଡିଆନ ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଅ
@umakantsethi8909
@umakantsethi8909 5 ай бұрын
ଆମ ଓଡ଼ିଶା ଲୋକ ମାନେ କିଛି ବୁଝି ପାରୁ ନାହାଁନ୍ତି ଯୋ କି bjd କୁ ଭୋଟ ଦେଉଛନ୍ତି
@AB-we3nv
@AB-we3nv 5 ай бұрын
Bhai thik election puranru kemti pua janila....aau tike agaru kahithile bodhe bjp ku labha hei nathanta na..
@atishpandey309
@atishpandey309 5 ай бұрын
Gopal nku mentali auu physical harassment hauthiba sethipain se kahunathiba BJD ra durniti ru banchiba muskil sethipain bodhe se kahuna thiba eta b ta reason heithiba
@sumantabehera7642
@sumantabehera7642 5 ай бұрын
ଆଉ କଣ ତୋତେ ଦେବେ
@MakuJena-p5g
@MakuJena-p5g 4 ай бұрын
@SanatanSwain-ku1ip
@SanatanSwain-ku1ip 4 ай бұрын
Ni exc nu ee ji hy to 😂😢😮😢🎉h🎉TT g😮😅😅😅😅😊😊⁵ nu ni ni in nu un kiDr 😮 ubh😢GT fr d4r😅😮😂😂r🎉 exnú🎉1​@@sumantabehera7642
@Bhagabannaik541
@Bhagabannaik541 5 ай бұрын
ଅପ୍ରିୟ ସତ କଥା 👍
@angadmallickangadmallik8554
@angadmallickangadmallik8554 5 ай бұрын
ତୋ ବାପା କେଉଁ ଯୁଦ୍ଧ କ୍ଷେତ୍ରରେ ମରିଥିଲା ଆଲାଯୁକି ଲଜ୍ଜ୍ୟା ଲାଗୁନି
@nksodiatutorial2880
@nksodiatutorial2880 5 ай бұрын
Tu lie be
@akshayakumarbhol4132
@akshayakumarbhol4132 5 ай бұрын
କ୍ଷମତା ଲାଳସା ରେ ହତ୍ୟାକାରୀର ଚାଟୁକାର ସାଜିଥିବା ବିଧାୟିକା ଦୀପାଳି ଦାସ ହେଲେ ନବ ଦାସ ଙ୍କ ଜାଣି ପେଲେଇ କନ୍ୟା ।
@GaneshPanigrahi-xu7vr
@GaneshPanigrahi-xu7vr 5 ай бұрын
ଓଡ଼ିଶାର ସମସ୍ତ ଗଣମାଧ୍ୟମଗୁଡିକ ମଧ୍ୟରେ "ଅର୍ଗସ ନିଉଜ ଚ୍ୟାନେଲ" ହିଁ କେବଳ ଗୋଟିଏ ବାସ୍ତବଧର୍ମୀ, ମୂଲ୍ୟଯୁକ୍ତ, କର୍ତ୍ତବ୍ୟଶୀଳ, ଉପଯୁକ୍ତ ମୂଲ୍ୟବାନଯୁକ୍ତ ସମ୍ପାଦନାରେ ବ୍ରତୀ, ରାଷ୍ଟବାଦୀ, ସ୍ୱଚ୍ଛ,ମୁକ୍ତ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ଗଣମାଧ୍ୟମ ଅଟେ। ବାକି ଅନ୍ୟାନ୍ୟ ଗଣମାଧ୍ୟମଗୁଡିକ ଭୟାଳୁ, ଅପାରଗ, ଧର୍ମଛଡା,ଭଡାଟିଆ ଓ ଦୁର୍ନୀତିଖୋର ଅଟନ୍ତି...
@sanjaya19
@sanjaya19 5 ай бұрын
❤ really
@ani_bhumi8215
@ani_bhumi8215 5 ай бұрын
ଓଡିଶା କୁ ଏକାଧିକ ଗୋପାଳ ଦାଶ ଦରକାର।
@nmtv3636
@nmtv3636 5 ай бұрын
Right 👍👍👍
@LalitKumardas7148
@LalitKumardas7148 5 ай бұрын
Agree❤❤❤❤
@hemantasoren123
@hemantasoren123 5 ай бұрын
Right
@subhasmitabarik6145
@subhasmitabarik6145 5 ай бұрын
Right
@janta_123
@janta_123 5 ай бұрын
ଅର୍ଗୁସ୍ ନେଜୁ ନମର୍ 1ମିଡ଼ିଆ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤durgha ସାର୍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤
@dhamirona8662
@dhamirona8662 5 ай бұрын
ସାଙ୍ଘାତିକ ଅଭିଯୋଗ, କେନ୍ଦ୍ର ଗୋଇନ୍ଦା ସଂସ୍ଥା ତଦନ୍ତ କରୁ
@umakantadas1325
@umakantadas1325 5 ай бұрын
ଉତ୍କଳ ମାଆ ର ସୁଯୋଗ୍ଯ ସମ୍ବାଦଦାତା ଦୁର୍ଗାଶିଷ ବାବୁ ଜୟ ମାଆ ବିରଜାଙ୍କ ଆଶୀର୍ବାଦ ରହୁ
@drmedia5418
@drmedia5418 5 ай бұрын
ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ମାରିଦିଆଗଲା କିନ୍ତୁ ହିଞ୍ଜଡ଼ା ସରକାର କିଛି କରି ପାରିଲାନି
@sangeetaaich3180
@sangeetaaich3180 5 ай бұрын
Bhai sarakar ta karichi auu Kia inquiry kariba
@skmstorywriter6400
@skmstorywriter6400 5 ай бұрын
ଚେୟାର ଜଗା ମୁଖ୍ୟମନ୍ତ୍ରୀ କଣ ଆଉ କରିବ
@anilakunwar
@anilakunwar 5 ай бұрын
👍Gopala ra pua dabi karuchu CBI inquiry very good 👍
@educationfun1977
@educationfun1977 5 ай бұрын
Durgasish bhai handsup to you 👌🙏🙏
@PramodKumarmohanta-p8y
@PramodKumarmohanta-p8y 5 ай бұрын
BJP jindabad jindabad jindabad jindabad
@satyaseth1485
@satyaseth1485 5 ай бұрын
Argus news number 1❤❤❤
@janta_123
@janta_123 5 ай бұрын
ପଣ୍ଡିଆ ମାରିଚି କାହିକିନା ନବ ଥିlଲେ ପାଣ୍ଡିଆ ଶାସନ୍ କରିପାରିନ ଥାନ୍ ପୁଝିଲୋ
@makaramahanta5908
@makaramahanta5908 4 ай бұрын
Mu bi seia bhabuchhi
@jchoudhury274
@jchoudhury274 5 ай бұрын
🎉 ଦିପାଳି ଦାସ କ୍ଷ ମ ତା ଲୋଭି ବାପାଙ୍କ ନ୍ୟା ୟ ପାଇଁ ଟି କେ ଲଢାଇ କରିନି
@learnwithnirmal12
@learnwithnirmal12 5 ай бұрын
Argus is best news chanal in odisha he always fight against courption
@tinkurana7143
@tinkurana7143 5 ай бұрын
Laja laguni Tate argas bjp news
@lilamayasahu6669
@lilamayasahu6669 5 ай бұрын
Pandughosh tv
@purnaharipal3341
@purnaharipal3341 5 ай бұрын
Durgasis bhai you are a Real Journalist ❤❤❤ Love you ❤❤❤
@nmtv3636
@nmtv3636 5 ай бұрын
ଆମର ଓଡ଼ିଶାକୁ ବହୁତ ଗୁଡ଼ିଏ ଗୋପାଳ ଦାସ ଦରକାର
@jaganathgaming4708
@jaganathgaming4708 5 ай бұрын
Durgashis brother you are hero journalist
@KumudenduPatel-he9xy
@KumudenduPatel-he9xy 5 ай бұрын
ଜଣେ ସୈନିକ ଦେଶର ହିତ ପାଇଁ ଶହିଦ ହୁଏ। ନବଡାସ କାହା ହିତ ପାଇଁ ଶହୀଦ ବା କିଏ ଫାଇଦା ପାଇବେ।
@manasmohapatra7874
@manasmohapatra7874 5 ай бұрын
ନବ ଦାସ କୁ ହତ୍ୟା କରାଯାଇଛି
@gadadharsahoo7997
@gadadharsahoo7997 5 ай бұрын
Nabin hatao BJD HATAO odisha bachao BJP jinda bad
@manoranjansethi6623
@manoranjansethi6623 5 ай бұрын
ଏଥର ହେବ ପରିବର୍ତ୍ତନ
@bikashroul217
@bikashroul217 5 ай бұрын
ଆରେ ଗୋପାଳ ଦାସ କଇ ଦେଇ ଥିଲେ ମୋତେ ଏଇ ଲୋକ ସୁପାରି ଦେବା ହେତୁ ମୁ ମାରିଛି। କେବେଠୁ କେସ କ୍ଲୋଜ ହେଇସାରାନ୍ତାନି। ଏବେ ତା ପୁଅ କହୁଚି ରାଜନିତି ତୋ ବାପା କୁ କହ ସତ କହୁ। କାହା କଥାରେ ଗୁଳି ମାରିଥିଲେ।
@dipakmuduli4715
@dipakmuduli4715 5 ай бұрын
Gopala das jadi sata kahidia tanku kichhi dhamak deithibe.serhi pain heipare.cbi tadant darkar
@rakeshkumarnaik3346
@rakeshkumarnaik3346 5 ай бұрын
Ohh Bjd ra chatu kara 😂😂😂
@alokpardia
@alokpardia 5 ай бұрын
ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।
@skgoud7356
@skgoud7356 5 ай бұрын
ହଇରେ ମାଗିହା ପେଟୁ ନବୀନ ତ ମା ଘଇତା
@subashmajhi2341
@subashmajhi2341 5 ай бұрын
ଦୀପାଳି ଙ୍କୁ ତାଙ୍କ ମାଆ କାହିଁକି ଜନ୍ମ ଦେଲେ ଛଟ ବେଳେ ମାରିଦେଲେଣି ଜନ୍ମ ହେଇ ବଡ଼ ଭୁଲୁ ହେଇଗଲା ଛିରେ ଜୀବନ ଦିକ CBI Welcome ଓଡିଶା 🙏🙏🙏
@kalandisingh4787
@kalandisingh4787 5 ай бұрын
Kali ra sesa ସମୟରେ ଏମିତି ଅନ୍ୟାୟ ଅତ୍ୟାଚାର ବଢ଼ିଛି
@santoshswain3549
@santoshswain3549 5 ай бұрын
Durga babu is very intelligent sambadika
@jeetendrakumarmohanty2963
@jeetendrakumarmohanty2963 3 ай бұрын
ଅର୍ଗସ୍ ଚ୍ୟାନେଲ ଓ ସାମ୍ବାଦିକ ମାନେ ନିର୍ଭିକ ଭାବରେ ସମ୍ବାଦ, ଓଡିଶାର ଜନସାଧାରଣ ପାଖରେ ପରିବେଷଣ କରୁଥିବାରୁ, ବହୁତ୍ ବହୁତ୍ ଧନ୍ୟବାଦ୍।
@devidattasisirkumarsabata6446
@devidattasisirkumarsabata6446 5 ай бұрын
ବିଲେଇ ଛୁଆ ମିଆଉଁ ମିଆଉଁ କରି ବିଳିବିଳାଉଛି।
@successfullife6722
@successfullife6722 5 ай бұрын
ଜୟ ଶ୍ରୀରାମ l🙏
@neednowlov
@neednowlov 5 ай бұрын
କାମେରା ଆଗରେ ତୋ ବାପା ଗୁଳି ମାରିଚି କଣ ଲୋକଙ୍କ ଆଖି ଫୁଟି ଯାଇଛି ତୁ ଲୋକଙ୍କୁ ଓଲା ବନାଉଚୁ l ଦୀପାଳି ଦାସ କୁ ବଦନାମ କରିବା ପାଇଁ ତୋତେ କେତେ ଟଙ୍କା ମିଳିଛି ଓ କିଏ ଟଙ୍କା ଦେଇଛି ସେଟା ତଦନ୍ତ କରାଯିବ ଉଚିତ l ପାଗଳ ବାପାର ପାଗଳ ନିର୍ଲଜ ପୁଅ l
@melisha4236
@melisha4236 4 ай бұрын
Kie kahichi.. guli Kariba pain... Se katha kahunu
@manasdalai4028
@manasdalai4028 5 ай бұрын
ନବ ର ଝିଅ କୁ ଲାଜ ଲାଗୁନି,
@deepakkumarbehera6383
@deepakkumarbehera6383 5 ай бұрын
ଦିପାଳି ଦାସ ହିଁ ନବ ଦାସ ର ହତ୍ୟା ଷଡ଼ଯନ୍ତ୍ର କାରୀ
@jeebananandapradhan5805
@jeebananandapradhan5805 5 ай бұрын
Pandab ହସ୍ତିନାପୁରର ରାଜା ହେବା ପାଇଁ ରାସ୍ତା ସଫା କରାଯାଉଛି
@rasmitamallick5527
@rasmitamallick5527 5 ай бұрын
ଏଇ ମାନଙ୍କର ବି ହାତ ଅଛି ନହେଲେ ଏମିତି ରାସ୍ତା ଘାଟରେ ଏମିତି ହେଇ ନଥାନ୍ତି। ସବୁ ଚୋର ଗୁଡ଼ାକ
@LIPAN321
@LIPAN321 5 ай бұрын
ସହିଦି ନା ଛେନା ହେଇଚି ହେଲା ,, ସହିଦ କାହାକୁ କୁହା ହୁଏ ଦିପାଲି ବି ଜାଣିନି
@Save_Odisha_from_looters
@Save_Odisha_from_looters 5 ай бұрын
ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !
@janta_123
@janta_123 5 ай бұрын
ନବୀନ ଜାଣିଚି ନବ ହଇଥାନନ୍ତ ମୁଖାମନ୍ତ
@ByasadevPradhan-q7k
@ByasadevPradhan-q7k 5 ай бұрын
Good news argus news.Thanks
@sushantadas2518
@sushantadas2518 5 ай бұрын
Debasish babu, keep it up. Satya baharaku aanibaku heba. Great, Debasish babu.
@Tusharnaik-o4s
@Tusharnaik-o4s 5 ай бұрын
CBI jancha karajaou nahele odia loka mane police upare bharasha tutijiba
@radheshyamkechhu5134
@radheshyamkechhu5134 5 ай бұрын
BJD bala hi marichhi boli... Katha ku dabei dele... CBI tadant karanau
@linkanrout3041
@linkanrout3041 5 ай бұрын
Jie tar bapa ra nai hela se jharsuguda ra kna heba
@sundargarhsng9463
@sundargarhsng9463 5 ай бұрын
Only God can give justice .....
@hrudanandasahuofficial
@hrudanandasahuofficial 5 ай бұрын
ନବଦାସ ମାରିବାଉଚିତ
@sundamisabar3881
@sundamisabar3881 3 ай бұрын
ଗୋପାଳ no 1 ସୋତ୍ରୁ
@MrTdas-d6b
@MrTdas-d6b 5 ай бұрын
Pandiyan ku arrest karajau
@abanipradhan
@abanipradhan 5 ай бұрын
ଏଇଟାକୁ ଜୋତା ମାଳ ଦେଇ ବିଦା କର,,,,,,,
@manikyabhainsa6621
@manikyabhainsa6621 5 ай бұрын
Right 👍👍👍
@dharmendrameher1000
@dharmendrameher1000 5 ай бұрын
Jay ho Argus channel
@laxmansahoo4681
@laxmansahoo4681 5 ай бұрын
ରାଜନୈତିକ ନୁହେଁ, ରାଜା କୃତ 🎉
@gurucharanbarik7817
@gurucharanbarik7817 5 ай бұрын
ରାଜା ହେବାକୁ ହେଲେ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ଭିକାରୀ, ଦନା ଚଟା କୁକୁର ବନେଇବାକୁ ହୁଏ. 🤔🤔🤔🤔🤔
@Prasantkumar223
@Prasantkumar223 5 ай бұрын
ସହିଦ୍ କାହାକୁ କୁହାଯାଏ ଜାଣିନି ବଧେ ସେଥି ପାଇଁ କହୁଚି
@SITANSHUSHEKHARDAS
@SITANSHUSHEKHARDAS 5 ай бұрын
Good beta, thik step neichha
@SASADHARAMOHANTY
@SASADHARAMOHANTY 5 ай бұрын
ଦିପାଳି ଦାସ ଜଣେ ଶ୍ରେଷ୍ଠ ବାପର ଠିକ ଝିଅ
@srikantsahoo6563
@srikantsahoo6563 4 ай бұрын
ନବ ଦାସ୍ ଝିଅ ସବୁ ଜାଣିଛି।ପ୍ରକୃତ ଦୋଷୀ ଦିପଳି ଜାଣିଛି।ସତ କହିଦେଲେ ଟିକେଟ ମିଳିବନି।ଧନ୍ୟ ତୋ ଝିଅ ଜନମ।ଏଭଳି ଝିଅ କାହାକୁ ନମିଳୁ।
@damodarmishra1006
@damodarmishra1006 5 ай бұрын
Sahid word ku dipali das withdraw karantu,eha amara desara sahid mananku apaman nuhen ki ?
@kaninikarout4176
@kaninikarout4176 5 ай бұрын
Se banchithile CM heithanta taku pandian marichi
@dharmendrameher1000
@dharmendrameher1000 5 ай бұрын
Durgasis babu The great Journalist
@jagannathpatnaik8409
@jagannathpatnaik8409 5 ай бұрын
ଥାଉ ଏଇଟା ୨୦୨୯ ନିର୍ବାଚନ ରେ ଦେଖାଇବେ ଅର୍ଗସ। ଏ ଲୋକଟା କାଗଜ ଲେଖା ପଢୁଛନ୍ତି। ପୁରା ପ୍ରାୟୋଜିତ, ସରକାର କୁ ବଦନାମ କରିବା ପାଇଁ।
@LambodarPradhan-sj6uy
@LambodarPradhan-sj6uy 5 ай бұрын
ଶୁଣାଯାଏ ମୋଗଲମାନଙ୍କର ଭାଇମାନଙ୍କ ମଧ୍ଯରେ ହଣା କଟା ହେଉଥିଲା। ଏବେ ବାପ ଝିଅ ମଧ୍ଯ ରେ ହେଉଛି।
@prasantaswain7298
@prasantaswain7298 5 ай бұрын
Naba dasku pandu boby das pratap jena marichhanti .
@cooledits715
@cooledits715 5 ай бұрын
Public should raise the voice ..A leader who spent time with public ..Public should fight for Justice
@kunanaik5436
@kunanaik5436 5 ай бұрын
BJP odisha re ashile CBI ape ape naba das murder case ra khulasa kariba jay shree ram
@jagabandhusahoosahoo2296
@jagabandhusahoosahoo2296 5 ай бұрын
Right argus.salut argus
@triflexop7549
@triflexop7549 3 ай бұрын
ନବ ଦାସ୍ ହତ୍ୟା ରେ କେହି ଖୁସି ହେଉ କି ନ ହେଉ ଦିପାଲି କିନ୍ତୁ ଭାରି ଖୁସି, ସେଇଥିପାଇଁ ତ ସି ବି ଆଇ ଯାଞ୍ଚ ଚାହୁଁ ନାହିଁ
@cooledits715
@cooledits715 5 ай бұрын
Vote for BJP and give Justice to Shree Naba Das
@giridharisahoo523
@giridharisahoo523 5 ай бұрын
ଲାଗୁଛି ଝିଅ ଖୁସିରେ ଅଛନ୍ତି କେସ କ'ଣ ହେବ
@villegeboypintu87146
@villegeboypintu87146 5 ай бұрын
ହଁ ସେ ଝିଅକୁ ରାଜ ଗାଦି ରେ ବସେଇବା ପାଇଁ ସହିଦ୍ ହୋଇଗଲେ 😂😂😂😂 କି କଥା
@melisha4236
@melisha4236 4 ай бұрын
😂😂😂
@bibhutibhusansabat5916
@bibhutibhusansabat5916 5 ай бұрын
Jia marichi sia nischit danda paiba ai mati Jagannath ji nka
@bandanabehera6399
@bandanabehera6399 5 ай бұрын
It's true
@anupamasatapathy2281
@anupamasatapathy2281 4 ай бұрын
ଏଥିରେ ଦିପାଳି ଦାସ କିପରି ଦୋଷୀ ହେଲେ ।ଗୋପାଳ ଦାସ କାହିଁକି ହତ୍ୟା କଲା,ସେ ନିଜେ କହନ୍ତୁ ।
@rahulk934
@rahulk934 5 ай бұрын
Exactly 💯
@RusuvaPandey
@RusuvaPandey 5 ай бұрын
ନ୍ଯାଯ ଦରକାର
@nikeshsunani596
@nikeshsunani596 5 ай бұрын
Sahid topic and
@runupradhan2486
@runupradhan2486 5 ай бұрын
Happy to see you Ravi.
@bhabagrahidas2385
@bhabagrahidas2385 5 ай бұрын
Right
@sarojkantapatra4021
@sarojkantapatra4021 5 ай бұрын
Durga babu sushanta sing ragalaau Jane ashami
@Sindhumeher447
@Sindhumeher447 5 ай бұрын
Argus new nobar 1new🎉 👍👍👍👍👍👍
@ambikaprasad8477
@ambikaprasad8477 5 ай бұрын
ପଶ୍ଚିମ ଓଡିଶାକୁ ଗୋଲାମ କରି ରଖିବା ପାଇଁ ନବ ଦାସଙ୍କୁ ରାସ୍ତାରୁ ହଟେଇ ଦିଆଗଲା ..
@ManasiDas-h4z
@ManasiDas-h4z 5 ай бұрын
ଆରେ ଗୋପାଳ ଦାସ କହୁନି ସତ୍ଯ କଥା, ବି ଜେ ଡିର ମୂଖ୍ଯମନ୍ତ୍ରୀ ପାଇଁ ଉପଯୁକ୍ତ କ୍ୟାଣ୍ଡେଡ ଥିଲେ ନବ ଦାସ , ଏହା ମୂଖ୍ଯ ଶତ୍ରୁତା ଥିଲେ ପାଣ୍ଡେ, ଗୋପାଳ ସତ କହି ଦେ
@ilovemyindia24-e2z
@ilovemyindia24-e2z 5 ай бұрын
Naba Das keu war re mala j sahid hela ? Dipali ra t k b dukha nahi Because taku MLA nisha ghari6i
@jayantamadhei602
@jayantamadhei602 5 ай бұрын
ଠିକ କହିଛନ୍ତି ସାନ ଭାଇ ସି ବି ଆଇ ତଦନ୍ତ ନିହାତି ଦରକାର ଏଟା ରାଜନୀତି ଚାଲ
@susantakuanar7970
@susantakuanar7970 3 ай бұрын
JAY modi ji Jay sir ram jay jagarnath
@HITSofficial999
@HITSofficial999 5 ай бұрын
Bhai mora ki6i politics re intrest nai kintu jaha lagu6i ehi pua ta... scripted speech dau6i bhalia lagu6i...😐😐😐
@swaincreationentertainment
@swaincreationentertainment 5 ай бұрын
ସବୁ ଠିକ୍ ଅଛି ଦୋଷୀ ଯିଏ ସେ ଦଣ୍ଡ ପାଉ କିନ୍ତୁ ଯାହା ଗୋପାଳ ଦାସ ପୁଅ କଥା ରୁ ଜଣା ପଡ଼ୁଛି ସେ କହୁଥିବା କଥା ନିଜର ନୁହେଁ ତା ସାମ୍ନାରେ ହୁଏତ କିଛି ପେପର ଅଛି ଯାହାକୁ ସେ ପଢ଼ିକି ଏ ସବୁ କହୁଛି ନୁହେଁ ତ ତା ସାମ୍ନାରେ କେହି ପ୍ରମ୍ପ୍ଟିଂ କରୁଛି,ଭଲ ସେ ନଜର ଦେବାର ଅଛି ଏହି ଭିଡିଓ ପ୍ରତି
@ChitraMajhi-w1g
@ChitraMajhi-w1g 4 ай бұрын
Good Argus news Dipali dasa bi samil achanti
@BhaktaMandal-zl1yj
@BhaktaMandal-zl1yj 5 ай бұрын
Jysrrm
@ssyamaha4540
@ssyamaha4540 3 ай бұрын
Argus tv namaskar Durga bhai namaskar Satya ra sandhan re aapana mane achanti Thank u
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 11 МЛН
规则,在门里生存,出来~死亡
00:33
落魄的王子
Рет қаралды 32 МЛН
啊?就这么水灵灵的穿上了?
00:18
一航1
Рет қаралды 57 МЛН
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 11 МЛН