ମାଟି ରୁ ବାହାରୁଚି ସୁନା || ଦୁନିଆ ର ସବୁଠାରୁ ଗରମ ଜାଗା || hottest place on earth-danakil

  Рет қаралды 801,666

ମୁଁ TRAVELLER

ମୁଁ TRAVELLER

Күн бұрын

ମାଟି ରୁ ବାହାରୁଚି ସୁନା || ଦୁନିଆ ର ସବୁଠାରୁ ଗରମ ଜାଗା || hottest place on earth-danakil #mutraveller
My email address _ labahansda97@gmail.com

Пікірлер: 2 600
@MuTraveller
@MuTraveller 6 ай бұрын
ଜୟ ଜଗନ୍ନାଥ ଶୁଭ ସକାଳ ଭଗବାନ ସମସ୍ତଙ୍କୁ ଖୁସିରେ ରଖନ୍ତୁ 🙏🙏
@barsha-kb7xz
@barsha-kb7xz 6 ай бұрын
Jay Jagannath 🙏
@SunitafamilyVlogs
@SunitafamilyVlogs 6 ай бұрын
Jay Jagannath 🙏
@babulkumarcharchi4370
@babulkumarcharchi4370 6 ай бұрын
ଶୁଭ ସକାଳ
@Dilupuja
@Dilupuja 6 ай бұрын
Bhai kebe gote jao Amazon rainforest ku please 🙏
@babulkumarcharchi4370
@babulkumarcharchi4370 6 ай бұрын
ସମସ୍ତଙ୍କୁ ଜୟ ଶ୍ରୀ ରାମ 😊
@durjyakumarsabar5032
@durjyakumarsabar5032 6 ай бұрын
କେଉଁ ମାନଙ୍କୁ ଲାଗୁଛି ଲବ ଭାଇ ଓଡ଼ିଶାର ନମ୍ବର ୧ vlogger ❤
@starstatusofficial1695
@starstatusofficial1695 6 ай бұрын
A1
@AbhayaGochhayat
@AbhayaGochhayat 6 ай бұрын
𝚁𝚎𝚊𝚕𝚕𝚢 𝚗𝚞𝚖𝚋𝚎𝚛 𝚘𝚗𝚎 v𝚕𝚘𝚐𝚐𝚎𝚛❤
@premeditingstatus8114
@premeditingstatus8114 6 ай бұрын
Yes❤❤
@HadibandhuMajhee
@HadibandhuMajhee 6 ай бұрын
Yeah ❤❤❤
@manojpradhan7693
@manojpradhan7693 6 ай бұрын
A1
@Act_world99
@Act_world99 6 ай бұрын
ଏଥିରୁ ବହୁତ୍ ପିଲା geography and science ବିଷୟ ରେ ଜାଣିପାରୁଛନ୍ତି ଯାହାକି ପିଲାମାନଙ୍କର knowledge ମଧ୍ୟ improve ହେଉଛି ତେଣୁ ମୋର ଲବ ଭାଇଙ୍କୁ ବହୁତ୍ସାରା ସମ୍ମାନ ଏବଂ ଭଲପାଇବା❤❤
@laxmanhembram4119
@laxmanhembram4119 6 ай бұрын
Gk podhiba nahi😅😅
@kshirasindhuputel8164
@kshirasindhuputel8164 6 ай бұрын
Right
@MaheswaraMaheswara-g7n
@MaheswaraMaheswara-g7n 6 ай бұрын
Love you brother
@Sujeet_babu
@Sujeet_babu 6 ай бұрын
ସତରେ ମୁଁ ବି ବହୁତ୍ କିଛି ଶିଖିଲି
@guchaakhoat
@guchaakhoat 6 ай бұрын
Right 👍
@RasmitaSethi-qe8rm
@RasmitaSethi-qe8rm 6 ай бұрын
ସତରେ ଆମ ପୃଥିବୀ ଟା ବହୁତ୍ ସୁନ୍ଦର ଲବ ଭାଇ ସବୁ ବେଳେ ଆପଣ ଏମିତି ହସୁଥାଅ ଆମ ମାନଙ୍କୁ ସବୁ ବେଳେ ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖାନ୍ତୁ❤️🥰😍 ଭୋଳା ଶଙ୍କର 🧿📿🔱📿📿🔱 ସବୁବେଳେ ତମ କୁ ଭଲରେ ରଖନ୍ତୁ ❤ ଭାଇ ତମକୁ ବହୁତ ଧନ୍ୟବାଦ 🥰😍👍
@chagulupatra7482
@chagulupatra7482 5 ай бұрын
ଲବ ଭାଇ ତୁମେ ଆମ ଓଡିଶାର ଗର୍ବ.... 👍
@Taraneeeditz
@Taraneeeditz 6 ай бұрын
ଲବ ଭାଇ ତୁମରି ପାଇଁ ଆମେ ସବୁଜାଗା ଦେଖିପାରୁଛୁ ତୁମକୁ ମହାପ୍ରଭୁ ଜଗନ୍ନାଥ ଖୁସିରେ ରଖିଥାନ୍ତୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବଭାଇ❤❤❤
@simanchalsabara9082
@simanchalsabara9082 6 ай бұрын
❤❤❤❤
@RanjanPatra-ks8ru
@RanjanPatra-ks8ru 6 ай бұрын
Right 👍
@surjyamaniswain3992
@surjyamaniswain3992 6 ай бұрын
Right 👍
@eshankumarfan4951
@eshankumarfan4951 6 ай бұрын
ସତରେ ଭାଇ ତମେ ଆମୋ ଓଡ଼ିଶା ମାଟି ରୁ ଜନ୍ମ ନେଇ ଦୁନିଆ ର କଣେ କଣେ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍।ପ୍ରକୃତରେ ଏମିତି ବି ଜିନିଷ ବି ଦୁନିଆ ରେ ବି ଅଛି ଭାଇ ମୋତେ ତ ଛାନିଆ ଲାଗୁଛି😮😮
@rajatpatra-ro2hg
@rajatpatra-ro2hg 6 ай бұрын
Thank you
@swaticreation6559
@swaticreation6559 6 ай бұрын
Actually ଲବ ବୁଲୁନାହିଁ... ଓଡିଶା ର ଭାଇ ଭଉଣୀ ମାନଙ୍କୁ ଦୁନିଆ ବୁଲାଉଛି 👌👌
@ManishaPradhan-sj4rz
@ManishaPradhan-sj4rz Ай бұрын
Right sister ❤️bhgwan sbubele ae bhai nka saha ruhantu😢
@RamakrushnaPanda-ti7cr
@RamakrushnaPanda-ti7cr 6 ай бұрын
ଲବ ଭାଇ ତମର ଏ ଭିଡ଼ିଓ ଦେଖି ଯେମିତି କି ବୃହସ୍ପତି ଗ୍ରହରେ ଅବତରଣ କରିଛ ତଥାପି ଆମେତ ଯାଇ ପରିବୁନାହି କିନ୍ତୁ ତମେ ଆମକୁ ଏ ଗୁଡ଼ିକ ଦେଖାଇ ଆମ ଭୌଗଳିକ ର ରିଆକ୍ସନ୍ ସ୍ଥାନ ଦେଖିକି ଆଚର୍ଯ୍ୟ ଯେତିକି ଲାଗିଲା ସେତିକି ଖୁଶି ମଧ୍ଯ ଲାଗିଲା ❤❤❤ ଧନ୍ୟବାଦ ଆପଣକୁ .....Jaya Jagannath
@sachidanandanaik7271
@sachidanandanaik7271 3 ай бұрын
ଲବ ହାଁସଦା ପାଇଁ ପୃଥିବୀ ପ୍ରସିଦ୍ଧ ଜାଗା ଦେଖିବାକୁ ମିଳୁଛି ଧନ୍ୟବାଦ ଜୟ ଜଗନ୍ନାଥ।
@ratanlalpurty3569
@ratanlalpurty3569 6 ай бұрын
ବହୁତ ସୁନ୍ଦର ଜାଗା, ଲୁଣ ର ସମୁଦ୍ର ଆକାଶ ଛୁଇଁଲା ଭଳି ଲାଗୁଚି, ମାଡିଚାଲ ପ୍ରଭୁ ତୁମକୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ❤️🌹❤️🌹❤️🌹
@user-uj4hf6yr5c
@user-uj4hf6yr5c 6 ай бұрын
ଏମିତି ଜାଗା ଦେଖି ବହୁତ ଖୁସି ଲାଗୁଛି ଲବ ଭାଈ
@nirmalnjnirmal
@nirmalnjnirmal 6 ай бұрын
ଜୟ ମା ତାରିଣୀ ଜୟ ଜଗନ୍ନାଥ ପ୍ରଭୁ ଏମିତି ସମସ୍ତଙ୍କୁ ଆଗକୁ ବଢେଇ ନିଅନ୍ତୁ ଆଉ ସୁଖିରେ ରଖିଥାନ୍ତୁ ❤🙏
@lksarap8779
@lksarap8779 6 ай бұрын
ଜୟ ଶ୍ରୀ ରାମ 🙏 ଲବ ଭାଇ ସୁଟିଙ୍ଗ ରେ ମାଷ୍ଟର ବହୁତ ବଢିଆ ଡ୍ରେlନ ସୁଟ ଭାଇ no1
@mjlifestyle2301
@mjlifestyle2301 6 ай бұрын
ଲବ ଭାଇ ଆପଣ ଲକମାନକୁ ଏତେ କଷ୍ଟ କରି ସବୁ ଜାଗା ଦେଖାଉ ଥିବାରୁ ଲୋବ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଭଗବାନ ତୁମକୁ ଘଣ୍ଟା ଘୁଡେଇକି ରଖନ୍ତୁ❤❤
@Kiskubabu-143
@Kiskubabu-143 6 ай бұрын
O my god ଏ ଭାଇ ରେ....... ଏ କେମିତିକା ଦୃଶ୍ୟ ❤❤❤ତମେ ମୋ ମନ କିଣିନେଲ ଜୀବନ ରେ ତମ ସହିତ ଦେଖା କରିବି 😍
@sradha623
@sradha623 6 ай бұрын
I can't believe 😮vai ଏମିତି ଜାଗା କୁ ବୁଲିଯାଉଛ ....ମାନିବାକୁ ପଡ଼ିବ ଭାଇ ବହୁତ୍ କଷ୍ଟ କରୁଛ ।।। Continue Bhai 👍👍👍👍👍👍👍
@sorensahab1313
@sorensahab1313 6 ай бұрын
This video deserve millions of views 😊
@tapannaik3353
@tapannaik3353 6 ай бұрын
ଖୁଜୁ ଖୁଜୁ ତମର comment ପାଇଗଲି 😂
@amitmk403
@amitmk403 6 ай бұрын
ଲଭ ଭାଇ ଜଣେ ସତ ରେ ମହାନ୍ ବ୍ୟକ୍ତି ❤
@bikashbasantadas6767
@bikashbasantadas6767 6 ай бұрын
Luckiest one. କେତେ ନୂଆ ଜାଗା ବୁଲିପାରୁଛ । ଏ ସିରିଜ ର 2ଟା ଯାକ ଭିଡିଓ superb ହେଇଚି।Expectation ବଢି ଯାଇଛି । Waiting eagerly. Hope for best.
@sumituduofficial10
@sumituduofficial10 6 ай бұрын
Beautiful place in World 🌍💫👌👌👌
@itssangramvlogs952
@itssangramvlogs952 6 ай бұрын
ଲବ ଭାଇ Fan 👍🏻 Like 🩷
@laxmipriya7230
@laxmipriya7230 6 ай бұрын
ଶୁଭ ସକାଳ,,, ଜୟ ଜଗନ୍ନାଥ ❤️,, ଭିଡିଓ ବହୁତ ସୁନ୍ଦର ହୋଇଛି 😌,, ଯାହାହେଉ ତୁମ ପାଇଁ ଭାଇ ଆମେ କେତେ ନୂଆ ଜାଗା ଦେଖିବାକୁ ପାଉଛୁ 🤗,,
@bharatvlogs9077
@bharatvlogs9077 6 ай бұрын
🎉,,,😅,,,
@laxmipriya7230
@laxmipriya7230 6 ай бұрын
@@bharatvlogs9077 🙄
@niashasahoo2562
@niashasahoo2562 5 ай бұрын
କି ସୁନ୍ଦର ଆହା ! କି ଆନନ୍ଦ ମୟ ଏହି ବିଶାଳ ସଂସାର ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର ଜୟ ଜଗନ୍ନାଥ ସ୍ବାମୀ 🙏 🙏🌹
@arunkumarrath3631
@arunkumarrath3631 6 ай бұрын
ଭାଇ ତୁମ ପାଇଁ ଆମ ଓଡିଶା ଦେଖି ପାରୁଛୁ ସବୁଠୁ ଭଲ ଲାଗିଲା ଲାଭା ବାହାରିବା ଜାଗା,,,🇮🇳🇮🇳🇮🇳🇮🇳🇮🇳🙏🙏🙏ଜୟାଗନ୍ନାଥ
@babum9362
@babum9362 6 ай бұрын
ଭାଇ ଭଗବାନ ଆପଣଙ୍କୁ ସୁସ୍ଥ ରେ ରଖନ୍ତୁ ( ଜୟ ଯୀଶୁ ) 🎉
@Sipun366
@Sipun366 6 ай бұрын
Jisu kie be
@sureshroutray8767
@sureshroutray8767 6 ай бұрын
ଯୀଶୁ Christ... Religious ra GOD... ଆମର ଶ୍ରୀ ରାମ ଓ ମୁସଲିମ ଭାଇଙ୍କର ଆଲ୍ହା... ଆମେ କାହାକୁ ବି ... ଖରାପ କହିବାନି ସିପୁନ bhai❤❤❤
@Sipun366
@Sipun366 6 ай бұрын
@@user-km5pf9lx6s perfect 👍 bro mu bi seya kohuchhi
@KOBITA5559
@KOBITA5559 6 ай бұрын
@@Sipun366 ସବୁ ଧର୍ମ କୁ ସମ୍ମାନ ଦେବା ପାଇଁ ବାପା ମା " ଶିକାଇନାନ୍ତି କି,, ,,,ଦିନେ ସମୟ ଆସିବ,,, ଯୀଶୁଙ୍କ ଆଗମନ,,,,,,, ,, ମୁଁ ଯଦି କହିବି- ରାମ କିଏ ବେ ,,ଏଲେ ଆପଣ କେମିତି ମନଟା ଲାଗିବ କୁହ ?
@KOBITA5559
@KOBITA5559 6 ай бұрын
@@user-km5pf9lx6s Respect to others,,,, ନିଜକୁ ଅଧିକ ଜ୍ଞାନୀ ବୋଲି ଭାବନ୍ତୁନି,,, କାହିଁକି ଏମିତି,,, ଧର୍ମକୁ respect ଦେବା ପାଇଁ ଠିକେ Collage ଯାଇକି ପାଠ ପଢ଼ ହେଲେ କା ବୁଦ୍ଧି ଆସିବ
@SaraswatiPradhan3
@SaraswatiPradhan3 6 ай бұрын
ଭାଇ ❤ you are grate 🙏🙏 ଆପଣଙ୍କୁ ମାନିବାକୁ ପଡ଼ିବ 🫡🫡
@M3Cast
@M3Cast 6 ай бұрын
Drone shots & Cinematic shots Are Very Beautiful
@Itishreevlog-mt3jp
@Itishreevlog-mt3jp 6 ай бұрын
Ama odisha re laba Bhai first KZbinr jahako rusting karibar b kahar himmat nahi ki gute b nagative comment nahi youtuber heba toh emiti kete sundar sundar comment sabu Karu chhanti bahut bahut dhanyawad 🥰🥰🥰🥰🥰🥰🥰
@santoshjani5543
@santoshjani5543 4 ай бұрын
Bhai tome odisha ro traveller nuho Pura world traveller ❤❤❤ tq
@santoshjani5543
@santoshjani5543 4 ай бұрын
Best traveller
@pintusubudhi244
@pintusubudhi244 6 ай бұрын
ଭାଇ ତମକୁ ଧାନବାଦ ଏମିତି ସୁନ୍ଦର ଜାଗା ଦେଖାଇବା ପାଇଁ
@nsmusicworld4372
@nsmusicworld4372 6 ай бұрын
ହେ ଭଗବାନ ଦୁନିଆରେ ଏମିତି ବି ସ୍ଥାନ ଅଛି। ଧନ୍ୟବାଦ ଲବ ଭାଈ ।ଜୟ ଜଗନ୍ନାଥ 🙏🙏🙏
@LaxmanCreation123
@LaxmanCreation123 6 ай бұрын
Laba Bhai ku kia kia Dil se bhala paochha like kara❤❤
@ashamohapatra3477
@ashamohapatra3477 6 ай бұрын
Bahut interesting place bhai 🙏💖💖💖
@Gayatrikisan
@Gayatrikisan 6 ай бұрын
Wow amitibi duniare jaga achhi thanks my super hero 👏❤❤❤❤❤❤
@harsha_sai_odisha__
@harsha_sai_odisha__ 6 ай бұрын
ଲବ ଭାଇ ଦୁଃଖ କରନି video ବହୁତ୍ ଭଲ ଲାଗିଲା ଯେ last ତକ୍ ନ ଦେଖି ମୁଁ video ku skip ବି କରିନାହିଁ , Jay jagannath 🙏🙏🙏🙏🙏🙏
@pappuvlogs2289
@pappuvlogs2289 6 ай бұрын
Best ଓଡ଼ିଆ Vloger ever 👍🏻👍🏻
@DhanistaBachha-r7r
@DhanistaBachha-r7r 6 ай бұрын
Laba bhai World 🌍 vlogger
@Itsbiki-pd2qk
@Itsbiki-pd2qk 6 ай бұрын
ମତେ ତା ସବୁ କିଛି ଭଲ ଲାଗିଲା ❤ 😊 i love ୟୁ bro ❤
@jyotiranjanmohanty9719
@jyotiranjanmohanty9719 6 ай бұрын
ବହୁତ୍ ସୁନ୍ଦର୍ ଜାଗା, ଜୟ ଜଗନ୍ନାଥ।
@saraswatising5036
@saraswatising5036 6 ай бұрын
Thank you so much TRAVELLER bhai tumo pai first time volcano 🌋 dekhile Sathi Pai bahut bahut dhanyvad 🙏🙏 Jay shree ram 🚩🚩⛳⛳jay Jagannath🛕🛕🙏🙏🚩🚩
@user-jg4cb5nu9h
@user-jg4cb5nu9h 6 ай бұрын
Bahut knowlge video dekhaucha All video very nice👏👌👌
@RanjitaSahu-22
@RanjitaSahu-22 Ай бұрын
Bhai bahut bahut dhanyawad tame amti jaga jae parucha tama dharjya ku koti juhar 😮👌
@Sujeet_babu
@Sujeet_babu 6 ай бұрын
ବହୁତ୍ interesting ଲାଗୁଛି ଏହି ଭିଡିଓ ❤❤❤❤🎉
@ashoksamratcreation
@ashoksamratcreation 6 ай бұрын
So beauty full place
@neeharranjanmohantajjhi3369
@neeharranjanmohantajjhi3369 Ай бұрын
Bhai bahut bhalo lagila pleace ta Thanks
@sarojdash9007
@sarojdash9007 6 ай бұрын
ଭାଇ god bless you. Beautiful nature
@SaswatSamal-r9w
@SaswatSamal-r9w 6 ай бұрын
Super vdo 😊
@damayantibemal5655
@damayantibemal5655 6 ай бұрын
ବହୁତ ବହୁତ ଧନ୍ୟବାଦ ଲବ ଭାଇ ତମେ ଏତେ ସୁନ୍ଦର ସୁନ୍ଦର ଜାଗା ଆମକୁ ଦେଖାଉ ଥିବାରୁ ଭଗବାନ ତୁମକୁ ସବୁବେଳେ ଭଲରେ ରଖନ୍ତୁ 🙏🙏
@JitendraKumar-o8w3y
@JitendraKumar-o8w3y 6 ай бұрын
seriously laba bhai bahut sundar jaga seriously apananka pain bahut jaga ame dekhi paruchu au bahut kichhi janibaku bi pauchu
@debendrahembram3634
@debendrahembram3634 6 ай бұрын
Bahut sunder bhabare place to history & content sahita video boneichi, fantastic lagila Labo bhai
@GajendraSoren-s2e
@GajendraSoren-s2e 6 ай бұрын
Very interesting video ❤❤❤
@IamPravati-f5r
@IamPravati-f5r 2 ай бұрын
Nice bro🎉🎉 god bless you bro🎉🎉 god sabu bele Tama saha ruhantu😊 And TQ so much new new helpfull video pain bro😊🎉
@birsinghhembram1414
@birsinghhembram1414 6 ай бұрын
ଓ ଭାଇ ହୃଦୟ ଜିତି ନେଲ Love You ❤❤❤❤ Continue Continue.......
@sofiasamal9380
@sofiasamal9380 2 ай бұрын
Beautiful place in world 🌎🌍
@ribikanant
@ribikanant 6 ай бұрын
Labha Bhai toma chala pathaku sugama karantu amen
@birakishorswain1708
@birakishorswain1708 2 ай бұрын
Nice vidio thank you labang grow you your root goad bless you
@babulabarabulatraveller
@babulabarabulatraveller 6 ай бұрын
All drone shots are Epic 🤩 Laba Bhai
@gangadharmohapatra9754
@gangadharmohapatra9754 5 ай бұрын
Excellent, you are proud of Odisha
@MihirBehera-dg1os
@MihirBehera-dg1os Ай бұрын
Bhai video ti amaku bahuta bhala lagila.you are the best vlogger of our State orissa.thank you
@JogeswarMallik-zf8jx
@JogeswarMallik-zf8jx 2 ай бұрын
So beautiful brother,save yourself from any types of unknown dangerous thing, goodluck & God bless you, thank you
@dwarikanath1958
@dwarikanath1958 6 ай бұрын
Live volcano ଦେଖି ବହୁତ ଖୁସି ଲାଗିଲା। ମୁଁ ଭାବୁଛି ତୁମ ସହ କୌଣସି chemist ଯାଇଥିଲେ ସେ lava ବିଷୟରେ ଅନେକ ବିଷୟ ବୁଝାଇ ପାରିଥାନ୍ତେ, ଲୋକଙ୍କୁ ସେ lava, salt ସବୁ କଣ କରୁଛନ୍ତି ପଚାରିଥାନ୍ତ ? ବହୁତ ମନୋରମ ପ୍ରାକୃତିକ ଦୃଶ୍ୟ ଥିଲା।
@PujaNaik-jr2qj
@PujaNaik-jr2qj Ай бұрын
Apank sabuvidio bahutavala laguchi thankiu Bhaena❤
@RanjitaSahu-22
@RanjitaSahu-22 Ай бұрын
Bhai tame all odishara 1 number vloger 👏👏
@SusmitaPadiami
@SusmitaPadiami Ай бұрын
No 1 Laba bhai ❤
@munaakumar867
@munaakumar867 6 ай бұрын
ଭାଇ ସୁପର୍
@sarika1972
@sarika1972 Ай бұрын
Many many thanks for your hard work, best wishes
@alomiofficialvlog9453
@alomiofficialvlog9453 6 ай бұрын
You are the best traveller bro GOD bless you .🔥🔥🔥🙏
@thomashasda991
@thomashasda991 6 ай бұрын
Sate re laba Bhai movie dekhi la bhali lagi la vlog ti. Mu bhi hasda brother bhi.....tqsm laba bhai ❤
@Manika341
@Manika341 6 ай бұрын
Tanks lava Bhai amiti nua Jaga dekeitibaru
@kalyanipatrarollno7042
@kalyanipatrarollno7042 Ай бұрын
Bahut sundar jaga
@Bajunsoren-jq9uw
@Bajunsoren-jq9uw 6 ай бұрын
bohut bholo lagila
@sruti......7777
@sruti......7777 6 ай бұрын
first time kichi new dekhibaku milila , ae video ti samaste dekhiba darkar , duniya re amiti place bi achi , kichi new dekhilu , kichi new janiba ku pailu sethi pai laba bhai nku bahut bahut dhanyawad ❤ god bless you laba bhai
@ndcofficial9129
@ndcofficial9129 6 ай бұрын
tom ku kohonti real and mahinati vlogor je tome odisha ku pura duniya dekhei parucho,🙏🙏thank bhai
@machineandworkshop581
@machineandworkshop581 6 ай бұрын
Great job Bhai thanks so much
@saudamininayak5492
@saudamininayak5492 5 ай бұрын
You are a great persanality really you are hero of india
@santosinidas5255
@santosinidas5255 6 ай бұрын
Bahut Sundar lagila bhai
@subhashreebarik7886
@subhashreebarik7886 Ай бұрын
Bahut Sundar 👌👌 Agaku badhichalantu, bhagwan nka ashirbad miluthau apananku
@niky5249
@niky5249 6 ай бұрын
Wow super... amazing video... TQ bro..
@SiliBagha-z6j
@SiliBagha-z6j 6 күн бұрын
Thanks Bhai ebhali place amaku dekhau thibatu😊😮
@bharatkumarnayak5231
@bharatkumarnayak5231 6 ай бұрын
ଭାଇ ତୁମେ ତାଙ୍କ ପରି ଦିଶୁଛ ଧନ୍ୟବାଦ ଓଡ଼ିଆ କମାଲ ଦେଖାଉଛ ଜୟ ମାଁ ମଙ୍ଗଳା
@user-rr3vs3ej4c
@user-rr3vs3ej4c 6 ай бұрын
ବହୁତି ସୁନ୍ଦର ଲବ ଭାଇ all the best
@laxmipriyasinghsingh3107
@laxmipriyasinghsingh3107 6 ай бұрын
Very nice bhai volo heichi bhai 🎉🎉🎉❤❤❤
@sushantamohanta6177
@sushantamohanta6177 6 ай бұрын
Bahut Sundar bhai👌
@ManojPan-vd6in
@ManojPan-vd6in 2 ай бұрын
Laba Bhai aapanak pain aaji odisha basi gorvita anubhav karuchhi .❤❤❤❤🥰🥰🥰🥰🥰
@jaganathmeher6403
@jaganathmeher6403 6 ай бұрын
Wow Wonderful ଲବ ଭାଇ ବହୁତ ସୁନ୍ଦର ଜାଗା ଆପଣଙ୍କ ପାଇଁ ଆମେ ସବୁକିଛି ଦେଖି ପାରୁଛୁ, Many many Thanks bhai👍🙏
@RunubalaKhuntia-vb5gq
@RunubalaKhuntia-vb5gq 17 күн бұрын
ଲବ ଭାଇ ଜାଗାଟା ଵହୁତ ସୁନ୍ଦର ଲାଗୁଛି
@bidesinidigal556
@bidesinidigal556 2 ай бұрын
Odisha basinku tk khusi kareinamu kete kasta karuchhanti satare Bhai apana bahut hin blessed ❤❤
@madhabakumbrika
@madhabakumbrika 4 ай бұрын
Beautiful. place all most history 🎉🎉
@Swonzy_503
@Swonzy_503 5 күн бұрын
Satare bhai tuma pai ate Sundar jaga dekhi paruchi❤
@prlifestyle1438
@prlifestyle1438 6 ай бұрын
This is called real vlogger ❤❤❤❤❤❤❤
@mithunbindhani7715
@mithunbindhani7715 6 ай бұрын
Bahut bahut dhany bad laba bhai aama ku ate sundara drushy dekhei thibaru jay hin❤❤
@cutemamunivlogger4824
@cutemamunivlogger4824 6 ай бұрын
Thank u bhai ate sunder video dekhai thibaru
@purnachandragomango6469
@purnachandragomango6469 6 ай бұрын
Beautiful place bro....... take care of your self..,,
@manasmallick6902
@manasmallick6902 13 күн бұрын
ବହୁତ ଭଲ ଲାଗିଲା ଭାଇ 🌹🌹🌹🌹🌹ଜୟ ଜଗନ୍ନାଥ 🙏🙏🙏
@RajeshSethi-vw6db
@RajeshSethi-vw6db 6 ай бұрын
Bhai tamara sabu video bohut bhala laguchi
@harashdas1169
@harashdas1169 5 ай бұрын
Bhai apanka pai ame ate vala view dekhi paruchu thank you bhai
@mr.rbcomedy2104
@mr.rbcomedy2104 6 ай бұрын
Mind blowing heigala bhai ... best of luck
@banshidharbehera5404
@banshidharbehera5404 6 ай бұрын
ATI sundar..Good Job re Bhai..
@ballavchhati1706
@ballavchhati1706 6 ай бұрын
ବହୁତ ବଡ଼ିଆ place ଟି ଦେଖେଇ ଥିବାରୁ ତମକୁ ଧନ୍ୟବାଦ 🙏ଭାଇ
@somalinsahoo4302
@somalinsahoo4302 6 ай бұрын
Grt efforts Bhai... thankyou so much..
Will A Guitar Boat Hold My Weight?
00:20
MrBeast
Рет қаралды 194 МЛН
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 124 МЛН
МАИНКРАФТ В РЕАЛЬНОЙ ЖИЗНИ!🌍 @Mikecrab
00:31
⚡️КАН АНДРЕЙ⚡️
Рет қаралды 37 МЛН
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 1 МЛН
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 2,2 МЛН
Will A Guitar Boat Hold My Weight?
00:20
MrBeast
Рет қаралды 194 МЛН