ଆମେରିକାରେ ଓଡ଼ିଆଙ୍କ ବଣଭୋଜି:ମିଶିକି ଖାସିମାଂସ ରାନ୍ଧିବା,ପୁଚୁକିଗାଲୀ ଗୀତରେ ଝୁମିବା,ତାସ ପାଲି ପକେଇବା|Banabhoji

  Рет қаралды 411,138

America ru Khati

America ru Khati

Күн бұрын

Пікірлер: 1 000
@AmericaruKhati
@AmericaruKhati 3 жыл бұрын
ଜୟ ଜଗନ୍ନାଥ ସାଙ୍ଗମାନେ 🙏 ବଣଭୋଜି ଆଉ ପିଲାଦିନ ସ୍ମୃତି ଅଙ୍ଗାଙ୍ଗି ଭାବେ ଜଡିତl ଏଇ ଭିଡ଼ିଓ ଟି ଦେଖିକି ଆପଣଙ୍କୁ ବହୁତ କିଛି ମନେପଡିଯିବ, ମତେ କହିବେ କୋମେନ୍ଟ କରିକି ନିଶ୍ଚୟ ଯେ କୋଉ ପିକନିକ ଆପଣଙ୍କର ସ୍ମରଣୀୟ ??
@srikantabadaik4374
@srikantabadaik4374 3 жыл бұрын
💕💞
@sandipdash8110
@sandipdash8110 2 жыл бұрын
30 kg
@DHANANJAYSingh-ob7tf
@DHANANJAYSingh-ob7tf 2 жыл бұрын
@@srikantabadaik4374 @@al
@pragnyabarik9850
@pragnyabarik9850 2 жыл бұрын
Insta I'd Which place in koraput
@subrtasethi7188
@subrtasethi7188 2 жыл бұрын
The shayari odia bahut Sundar
@alekhaparidaofficial7817
@alekhaparidaofficial7817 3 жыл бұрын
ମୁଁ ବହୁତ୍ ଗର୍ବିତ କି ମୋ ଓଡ଼ିଆ ଭାଇ ଭଉଣୀ ମାନେ ସୁଦୂର ବିଦେଶ ରେ ରହିକି ବି ।ଆମ ଓଡ଼ିଆ ଭାଷା ଆଉ ସଂସ୍କୃତି କୁ ପାସୋରି ପାରିନାହାନ୍ତି। ଗର୍ବର ସହିତ ଆମେ କହିବା( ମୁ ଓଡିଆ ଭାରି ବଢିଆ)❤️
@manmathsutar9326
@manmathsutar9326 3 жыл бұрын
ଭଗବାନ୍ ସବୁଦିନେ ଆମେରିକା ରେ ରହୁଥିବା ଓଡିଆ ଭାଇ ଭଉଣିମାନଙ୍କୁ ଭଲରେ ରଖିଥାନ୍ତୁ ।
@asimkumarsahoo9380
@asimkumarsahoo9380 3 жыл бұрын
ଓଡ଼ିଆ ବଣ ଭୋଜି ବହୁତ୍ ଭଲ ଲାଗିଲା । ଯଦି ତଳେ ବସିକି ଖାଇ ଥାନ୍ତେ ଆଉ ଟିକେ ଓଡ଼ିଆ ଓଡ଼ିଆ ଲାଗି ଥାନ୍ତା । ଜୟ ଜଗନ୍ନାଥ 🙏🙏
@gopalrout416
@gopalrout416 2 жыл бұрын
ଦୀଦୀ ଶୁଭ ସଂଧ୍ଯା। ସମସ୍ତଙ୍କୁ ସ୍ନେହ,ନମସ୍କାର ଓ ପ୍ରଣାମ। ସତରେ ଆଜିର ଭିଡିଓଟି ଚମତ୍କାର। ତାଠାରୁ ଚମତ୍କାର ସାତ ସମୁଦ୍ର ପାର ଆମେରିକାରେ ଓଡ଼ିଆଙ୍କର ବନ୍ଧୁ ମିଳନର ଆଇଡିଆ। ଆପଣମାନଙ୍କର ଓଡ଼ିଶା ପ୍ରତି ଚିନ୍ତା ଭାବନା ବହୁତ ଭଲ ଲାଗିଲା। ପିଲାମାନଙ୍କର ଓଡ଼ିଆ ଭାଷା, ସଂସ୍କାର, ଓଡ଼ିଶା ତଥା ଦେଶ ପ୍ରତି ପ୍ରେମ୍, ସଦଭାବନା, ଦେଶଭକ୍ତି ଅତୁଳନୀୟ। ଆପଣମାନଙ୍କ ବଣଭୋଜି ଅପୂର୍ବ। ସତରେ ପିଲାବେଳର ଗାଁ ବଣଭୋଜି କଥା ମନରେ ଅଲିଭା ସ୍ମୂତିଟି ଜାଗି ଉଠିଲା।ସମସ୍ତେ ହସଖୁସିରେ ରହନ୍ତୁ। ରାଜ୍ୟ ଏବଂ ଦେଶର ମାନ ସମ୍ମାନ ବଢାନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ କୂପା କରନ୍ତୁ। ବନ୍ଧୁମିଳନ ଆୟୋଜନକର୍ତ୍ତାଙ୍କୁ ଅଶେଷ ଧନ୍ଯବାଦ।
@AmericaruKhati
@AmericaruKhati 2 жыл бұрын
Bahut dhanyabaad, bhala lagila Jani khusi heli
@trilochandixit4144
@trilochandixit4144 3 жыл бұрын
ମଟନ ବଡ଼ ବଡ଼ କଟା ହୋଇ ଥିବାରୁ ,ତାକୁ ଛୋଟ ଛୋଟ କରିଥିବା ସବୁ ଭାଇ ଙ୍କୁ ଅଶେଷ ଧନ୍ୟବାଦ , କାରଣ ଏମିତି କାମ ବି ନିର୍ଦ୍ୱନ୍ଦରେ କରି ପାରନ୍ତି ,ଏତେ ବଡ଼ ବଡ଼ ଉଚ୍ଚ ପଦବୀ ରେ ଥାଇ ,ତାହା ସବୁ ଠାରୁ ବଡ଼ ଅଶ୍ୱର୍ଯ୍ୟ ମୋ ପାଇଁ 💐💐🙏
@nalinisamal6579
@nalinisamal6579 2 жыл бұрын
Odissa Bhai bhauni mananku more bhuta dhanyawad
@rakeshsahooofficial2402
@rakeshsahooofficial2402 2 жыл бұрын
Wow ଆପଣଙ୍କୁ salute । ନିଜ culture କୁ ବଞ୍ଚେଇ ରଖିଛନ୍ତି ଆଉ ନିଜ ପିଲା ମାନଙ୍କୁ ବି ଓଡ଼ିଆ ଶିଖେଇଛନ୍ତି । ଏଠି ତ india ରେ ଲୋକ ଓଡିଶା ବାହାରକୁ ଆସିଲା ଆସିଲେ ଓଡ଼ିଆ କହିବା ଭୁଲି ଯାନ୍ତି। ବହୁତ ଧନ୍ୟବାଦ
@AmericaruKhati
@AmericaruKhati 2 жыл бұрын
Bahut dhanyabaad
@suryasarathimishra4851
@suryasarathimishra4851 3 жыл бұрын
ଦିଦି ନମସ୍କାର🙏🙏🙏, ଆପଣଙ୍କ ସବୁ video ଠୁ ଏଇ video ଟି ବହୁତ ଭଲ ଲାଗିଲା,,,, ଶବ୍ଦ ନାହିଁ 👌👌👌👌
@newmusical5442
@newmusical5442 2 жыл бұрын
40,45
@atomrath2109
@atomrath2109 2 жыл бұрын
ଜାହା ଜଣା ପଡୁଛି ଏହା ଆମେରିକାରେ ନୁହ ଓଡିଶାରେ ହେଉଥିବା ଏକ ବଣଭୋଜି। ଖୁବ୍ ଭଲ ଲଗିଲା। ସେଠି ଓଡିଆ ପରିବାର ବନ୍ଧୁମିଳନ ଏହିପରି ଅଟୁଟ ରହିଥାଉ। ମୁଁ ରାଉରକେଲାରୁ ମନ୍ତବ୍ଯ ଦେଉଛି। Jay ଜଗନ୍ନାଥ।
@ajaysamal1537
@ajaysamal1537 2 жыл бұрын
ଜୟ ଜଗନ୍ନାଥ ସ୍ୱାଗତୀକା ଦିଦି ଆପଣଙ୍କ vedio ମୋତେ ବହୁତ ଭଲ ଲାଗେ ଓ ଏହି vedio ଟି ମଧ୍ୟ ବହୁତ ଭଲ ଲାଗୁଛି,
@sujatasahoo2641
@sujatasahoo2641 3 жыл бұрын
ବହୁତ୍ ବଢିଆ ହୋଇଛି vdo .ଖୁସି ବି ଗର୍ବ ବି ଲାଗୁଛି। ଆମେରିକା ରେ ରହି ପୁରା ଓଡ଼ିଶା ଭଳି ଚଳୁଛନ୍ତି। କଳ୍ପନା ର ବାହାରେ ଥିଲା ଆଜି ର ବନ୍ଧୁ ମିଳନ।ଶେଷ ମୋ ସ୍କୁଲ ଯୋଜନା ପାଇଁ ଫଣ୍ଡ ସେଠାରୁ ଆସୁଛି , ଜାଣି ବହୁତ ଖୁସି ଲାଗିଲା। ମୁଁ ଖୋର୍ଦ୍ଧା ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ। ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଆପଣଙ୍କ ପରିବାର , ତଥା ସମସ୍ତ ଓଡ଼ିଆ ଙ୍କ ପାଇଁ। ସାରା ,ଶିଶୁ ଙ୍କୁ ବହୁତ ବହୁତ ଭଲ ପାଇବା। ଏମିତି ମଜା ଦାର ଭିଡିଓ ଦେଖାଉ ଥାନ୍ତୁ। ଜୟ ଜଗନ୍ନାଥ। ବହୁତ ଜଣଙ୍କୁ ସେୟାର କରି ସାରିଲାଣି।
@AmericaruKhati
@AmericaruKhati 2 жыл бұрын
Bahut dhanyabaad 🙏
@manojkumarbehera4297
@manojkumarbehera4297 2 жыл бұрын
ଜୟ ଜଗନ୍ନାଥ 🙏🙏🙏 ଦିଦି ଭିଡ଼ିଓ ବହୁତ ଭଲ ଲାଗିଲା,,,, ଆମେ ଓଡ଼ିଆ,,, ଭାରି ବଢିଆ,,,, ବନ୍ଦେ ଉତ୍କଳ ଜନନୀ,,,,
@rakeshsahooofficial2402
@rakeshsahooofficial2402 2 жыл бұрын
ବହୁତ ବଢିଆ ଲାଗୁଛି ଦିଦି , ଆଉ ଖୁସି ଲାଗୁଚି କି ଆପଣମାନେ ଓଡ଼ିଶା ବାହାରେ ଥାଇକି ବି ଆପଣ ମାନଙ୍କ ଭିତରେ ଏତେ ଭଲ unity ଅଛି । ସବୁ ଓଡ଼ିଆ ମାନେ ନିଜ ଭାଷା କୁ ବହୁତ ସନମାନ ଦେଉଛନ୍ତି । ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଏମିତି ଓଡ଼ିଆ ମାନେ ସବୁଠି ନିଜର ଏକତା ବଜାୟ ରଖୁଥାନ୍ତୁ । ଜୟ ଜଗନ୍ନାଥ
@sushileib
@sushileib 3 жыл бұрын
ଆଉ କିଛି ଦିନ ପରେ ଆମେରିକାରେ ଗୋଟେ ମିନି ଓଡିଶା ନିର୍ମାଣ ହେବ ଏବଂ ଆମେରିକା ବାସୀ କହିବେ ଜୟ ଜଗନ୍ନାଥ l
@sujatadash331
@sujatadash331 3 жыл бұрын
Bana bhoji bahut badhia lagila bahut khusi lagil ete sundar
@muktiranjanpatra4538
@muktiranjanpatra4538 2 жыл бұрын
Jai jagannath good super no1 Banavaji
@sunilkumarrout1788
@sunilkumarrout1788 3 жыл бұрын
ଦିଦି ସତରେ ଭିଡିଓ ବହୁତ ଭଲ ଲାଗିଲା 👍 ପ୍ରତ୍ୟେକ ଓଡ଼ିଆ ଏହି ଭଡିଓ ଦେଖି ବହୁତ ଖୁସି ଅନୁଭବ କରିଥିବେ❤️❤️❤️ ପ୍ରଭୁ ଶ୍ରୀରାମଚନ୍ଦ୍ର ତୁମକୁ ଖୁସିରେ ରଖନ୍ତୁ 🙏
@mamatadas3933
@mamatadas3933 2 жыл бұрын
Khali Banda meat kaha
@smrutiart5133
@smrutiart5133 2 жыл бұрын
Didi mast lagila ea vedio ta wow kete masthi karucha 🙏👍
@tusharkumarbehera9719
@tusharkumarbehera9719 3 жыл бұрын
ଦିଦି ତୁମେ ଯେମିତି ସୁନ୍ଦର ତୁମ କଥା ଆହୁରି ସୁନ୍ଦର ବଣଭୋଜି ବହୁତ ଭଲ ଲାଗିଲା ଆମ ଓଡ଼ିଶାର ଭାଇ ମାନେ ଏତେ ଅଛନ୍ତି ଜା ହଉ ଜାଣି ଖୁସି ହୋଇଗଲି
@AmericaruKhati
@AmericaruKhati 3 жыл бұрын
Bahut dhanyabaad
@trilochandixit4144
@trilochandixit4144 3 жыл бұрын
ଆଜିର ବଣଭୋଜି କୁ ନେଇ ଅନୀଲ ବାବୁ ଙ୍କ କବିତା ବହୁତ ଉଚ୍ଚକୋଟୀର ଓ ପ୍ରସଂଶନିୟ ,ବହୁତ ଭଲ ଲାଗିଲା ଭାଇ ଙ୍କ ରଚନା , ଆପଣ ଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ
@anilkumar271
@anilkumar271 3 жыл бұрын
ଧନ୍ୟବାଦ୍ ଆଜ୍ଞା🙏
@tapasdakshinaray236
@tapasdakshinaray236 3 жыл бұрын
ତା ତମେ ଖାଇଲ ମଜା ନେଲ ଆମେ ଖାଲି ନାଳ ଗଡେଇଲୁ ଦିଦି. ମତେ ବହୁତ ଭଲ ଲାଗଲା. ମୁଁ ଓଡ଼ିଆ ଆମେ ଓଡ଼ିଆ, ମୁଁ ଗୌରବ କରୁଛି ମୋ ଦେଶ ଓଡିଶା କୁ. ଭଗବାନ ତୁମକୁ ତୁମ ପରିବାର ଙ୍କୁ ଖୁସିରେ ଭଲରେ ରଖନ୍ତୁ 🙏🙏🙏🙏
@pabitramohanpradhan7509
@pabitramohanpradhan7509 3 жыл бұрын
ପ୍ରକୃତରେ ଅତି ସୁନ୍ଦର କାର୍ଯ୍ୟକ୍ରମ. ଆମେରିକା ଥାଇ ମଧ୍ୟ ସମସ୍ତ ଓଡ଼ିଆ ବନ୍ଧୁ ମାନେ ଏକାଠି ହୋଇଛନ୍ତି. ଏହିପରି ପରି କାର୍ଯ୍ୟକ୍ରମ ଜାରି ରଖନ୍ତୁ. ସମସ୍ତ ଓଡ଼ିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ.ମୋର ମଧ୍ଯ ପିଲା ଦିନ ସେମିଲିଗୁଡା, କୋରାପୁଟ ରେ କଟି ଥିଲା 🙏🙏👍(ପବିତ୍ର ମୋହନ ପ୍ରଧାନ ଅଧ୍ୟାପକ ବାଣିଜ୍ୟ ବିଭାଗ ବେଲଗୁଣ୍ଠା, ଗଞ୍ଜାମ )
@AmericaruKhati
@AmericaruKhati 3 жыл бұрын
Bahut dhanyabaad
@soumyadas5304
@soumyadas5304 3 жыл бұрын
Excellent video and the best part is not forgetting the essence and beauty of soil at foreign land. Thank you all...... 👍
@AmericaruKhati
@AmericaruKhati 3 жыл бұрын
Glad you liked it
@baijayantimalaharichandan8245
@baijayantimalaharichandan8245 2 жыл бұрын
I'm proud of you bahut sundar laguchi
@jharananayak4347
@jharananayak4347 3 жыл бұрын
Bahut badhia lagila blog dekhiki...bhoji mast... dance bi mast
@shibaneepatnaik6809
@shibaneepatnaik6809 3 жыл бұрын
Mam soon 1lakh subscribers... 🎉🎉🎉🎉CONGRATULATIONS🎉🎉🎉🎉
@namitaswain4607
@namitaswain4607 3 жыл бұрын
Bahut khub bhala lagila. Jagannath emiti khushi re rakhithantu .
@greenagroofodisha9653
@greenagroofodisha9653 3 жыл бұрын
ବହୁତ ଭଲ video ... ମୋ ସ୍କୁଲ ବେଳ କଥା ମନେ ପଡି ଗଲା । ବହୁତ ମଜା କରିଥଲୁ
@anilsahani5568
@anilsahani5568 2 жыл бұрын
Jaha hau apn manka bhaji dekhi bahat khusi laguchi
@jayjaganath7457
@jayjaganath7457 3 жыл бұрын
ଜୟ ଜଗନ୍ନାଥ ଜୟ ଓଡିଆ ।ଯାହଉ ଦେଖି କି ବହୁତ ଖୁସି ଲାଗିଲା 😊😊😊🙏🙏🙏🙏Mostly ଖୋର୍ଦ୍ଧା ଛୁଆ ଯାକ ତାରାତାରିଣୀ 😊😊😘I think moton 50 kg 😋😋😊
@AmericaruKhati
@AmericaruKhati 3 жыл бұрын
Pakhapakhi uttara
@jyostnarath8458
@jyostnarath8458 3 жыл бұрын
Swagatika a vedio ta bahut majadar thila
@barsharanipradhanbarsharan9436
@barsharanipradhanbarsharan9436 3 жыл бұрын
Your simplicity is out of imagine ...I LOVE YOU DIDI❤
@pratimaojha55
@pratimaojha55 Жыл бұрын
Bana bhoji ra mutton jhola pura mast lage 👌👌👌
@nirmalkumarpati6151
@nirmalkumarpati6151 3 жыл бұрын
ଦିଦି ମୁବି ଆମେରିକା ରେ ରୁହେ ଆପଣଙ୍କୁ ମୁ ଚିନ୍ହିଛି
@aswinithanapati9063
@aswinithanapati9063 2 жыл бұрын
Nice video odiya bhuji
@simplemishra4546
@simplemishra4546 3 жыл бұрын
This is my favourite channel. I especially like it when you explain everything so nicely. I wish you a lot of success with the channel and happy life. You are even more sweet and nice in person👍 And for me having the opportunity to be in this video is truly a gift… 😍😘
@AmericaruKhati
@AmericaruKhati 3 жыл бұрын
Glad you like it. It was a pleasure meeting you ♥️
@avinashkumar5191
@avinashkumar5191 2 жыл бұрын
Hi good morning
@jagandas5249
@jagandas5249 2 жыл бұрын
Jay Jagannath didi Manny Manny thanks again love u so much bahut Sundar
@sahadevnayak4382
@sahadevnayak4382 3 жыл бұрын
Such picnic memories are really amazing. This tasty mutton curry will definitely catapult you beyond💯 k.
@kalpnasar2459
@kalpnasar2459 3 жыл бұрын
Bahut badhiya lagila 😊😊
@rajeswarisethy9579
@rajeswarisethy9579 3 жыл бұрын
So beautiful😍
@deepaksahu1326
@deepaksahu1326 3 жыл бұрын
Hii
@kanchanjena7330
@kanchanjena7330 3 жыл бұрын
Bahut bahut sundar lagila
@jasobantasahoo1909
@jasobantasahoo1909 2 жыл бұрын
Absolutely amazing . I never thought that this type of work shall be happened in USA . 🙏
@kalyanibiswal5779
@kalyanibiswal5779 2 жыл бұрын
Bohut vala lagila(super duper)👌👌👌👌👌🥰🥰🥰🥰🥰
@santoshroul2587
@santoshroul2587 3 жыл бұрын
20kg mutton Hele alu colour Kan emiti...red
@AmericaruKhati
@AmericaruKhati 3 жыл бұрын
Haan seta tike alaga ranga kintu taste ama seta chota aloo pari
@pandavmaharana9882
@pandavmaharana9882 2 жыл бұрын
Jai jagannath Bahut vl lagila
@manasidas2498
@manasidas2498 3 жыл бұрын
Ame odia bhari badhia , super👍
@mr.subratsahu6052
@mr.subratsahu6052 3 жыл бұрын
Really aji ra video ti bahut bahut maja lagila didi.
@chabiguru2161
@chabiguru2161 2 жыл бұрын
Bahut Vhala Heichhi DIdi
@MBT840
@MBT840 3 жыл бұрын
Different potato and pumpkin
@satyam2240
@satyam2240 2 жыл бұрын
Apanmanank khusi dekhi amemane bahut khusi jay jagannath
@asishkumarnayak8763
@asishkumarnayak8763 2 жыл бұрын
Bahut bhal lagla....bona bhoji....au Tamar hasibar style ta bahut bhal lagla nani...
@atmanirbhar5654
@atmanirbhar5654 2 жыл бұрын
Badhia masti karucha America re
@debasishtripathy5344
@debasishtripathy5344 3 жыл бұрын
Didi Luv u all Odiya. Bahut badhiya
@satyapuja135
@satyapuja135 2 жыл бұрын
Bahuta bhala lagila didi
@priyankak7432
@priyankak7432 3 жыл бұрын
Mo fav picnic spot hauchhi... chilika, narayani, salia dam...
@shreeshreya216
@shreeshreya216 3 жыл бұрын
Superb diiiii ....e vdo dekhiki dill khush hei gala ....jay Jagannath. Aame Odiaa bhari badhiya....
@sujitkumarbiswal3966
@sujitkumarbiswal3966 3 жыл бұрын
Wow different volg from anyone
@laxmipriyamaharana1530
@laxmipriyamaharana1530 3 жыл бұрын
Satare bahiut badhia
@kumudachbhutiajp9189
@kumudachbhutiajp9189 2 жыл бұрын
Ati sunadar didi
@basantbehera2866
@basantbehera2866 2 жыл бұрын
Bhala lagila didi
@jyoshnamayrath3184
@jyoshnamayrath3184 3 жыл бұрын
Bahut bhala lagila
@smrutiraninayak7576
@smrutiraninayak7576 3 жыл бұрын
wow..... first picnic. sita dina ra arambha.... wwwwwooowwwww
@bikrambej6161
@bikrambej6161 2 жыл бұрын
Super lagila madam dakhiki love you
@santoshkumardas720
@santoshkumardas720 2 жыл бұрын
Bhaut hin khusi laguchi..first time I view..love it......subscribe done
@manojpradhan4752
@manojpradhan4752 2 жыл бұрын
+2 time ra bana bhoji ati sundar thila
@alinasahoo5879
@alinasahoo5879 2 жыл бұрын
Didi Mast lagila vedio . Really enjoyed
@surendrasahoo897
@surendrasahoo897 2 жыл бұрын
ବହୁତ ସୁନ୍ଦର ଲାଗିଲା ଭିଡ଼ିଓ
@dibyanshrajnayak7676
@dibyanshrajnayak7676 2 жыл бұрын
Bahut sundar apa, khas kari Tama Kavita kahiba saili
@subratkumardash4220
@subratkumardash4220 3 жыл бұрын
Didi bahut bhala lagila
@krishnasahoo9829
@krishnasahoo9829 2 жыл бұрын
Odish language.proud of u didi.
@ashokrout4031
@ashokrout4031 2 жыл бұрын
Jay Jagannath 🙏aama odia bhari badhiya 🌹
@Creation.pujari
@Creation.pujari 2 жыл бұрын
Wow fantastic🤘😝🤘🤘😝🤘
@radharanipothal4117
@radharanipothal4117 3 жыл бұрын
Bahut volo lagila vidio.
@khordhabhaina7348
@khordhabhaina7348 2 жыл бұрын
Ama odia bhari badhiya ❤️❤️❤️🙏🙏🙏
@gpglifestyle777
@gpglifestyle777 2 жыл бұрын
Wow👌👌👌 enjoy this video
@binayakjena6213
@binayakjena6213 2 жыл бұрын
Bhaut badhia
@ajayaparida5563
@ajayaparida5563 2 жыл бұрын
Bahut abhinandan swagatika.badhia presentation...
@AmericaruKhati
@AmericaruKhati 2 жыл бұрын
Bahut dhanyabaad
@rajeshbag6094
@rajeshbag6094 2 жыл бұрын
Aapka video dekhkar bahut achcha Laga didi
@bishnuanjaria5179
@bishnuanjaria5179 2 жыл бұрын
Wow I am very happy. Odia bhoji
@soudaminisingh4084
@soudaminisingh4084 3 жыл бұрын
Ete odiya loknku dekhi khusi lagila
@malayakumarparida3754
@malayakumarparida3754 2 жыл бұрын
*Being an Odia proud feel haba valia bahut vedeos dekhichi bt Amti proud feel hela valia vedeo dekhini.. Thank u Dd🙏*
@AmericaruKhati
@AmericaruKhati 2 жыл бұрын
Bhala lagila Janiki khusi heli ...bahut dhanyabaad
@niranjanpatra84
@niranjanpatra84 3 жыл бұрын
Video bahuta bhala lagila ❤👌
@jyostnarath8458
@jyostnarath8458 3 жыл бұрын
Thanks Swagatika tumara bhal bhal vedio payin
@mrskg893
@mrskg893 2 жыл бұрын
Mam I love your apankara upastapana style
@sigmabarick6016
@sigmabarick6016 2 жыл бұрын
I wtchd ur vdo 1st tym....its suprb..
@itishreesahoo5519
@itishreesahoo5519 2 жыл бұрын
🙏 bahut badhia didi😘😘
@rajkishoresamal2501
@rajkishoresamal2501 3 жыл бұрын
Very nice picnic bhoji
@maheswarkhatua8225
@maheswarkhatua8225 2 жыл бұрын
Didi Ae video ta pora super... amazing 👌🏻👌🏻madi chala
@munmundash7213
@munmundash7213 3 жыл бұрын
Nice video didi...mana satare khusi heigala dekhiki....gitati badhia lagila...satare ama odia bhari badhia❤️
@ktv306
@ktv306 3 жыл бұрын
Bana bhoji bahut bhala lage
@atomrath2109
@atomrath2109 6 ай бұрын
ବଣଭୋଜିର ଭିଡିଓରେ ଭଲ ଲାଗିଲା। ଲାଗିଲାଯେ ଏହା ଆମେରିକାର ମାଟିରେ ନୁହ ଓଡ଼ିଶାର ମାଟିରେ ହେଉଛି ।
@laxmikanaimajhi1928
@laxmikanaimajhi1928 2 жыл бұрын
Tama hasa Di very beautiful nice
@suprabhapanda8453
@suprabhapanda8453 2 жыл бұрын
Koraput hit aka didu
@nikitabehera7228
@nikitabehera7228 2 жыл бұрын
Ame odia bhari badhia ❤️
@pankaja2012
@pankaja2012 2 жыл бұрын
Niceeeeee. Beautiful.... Mind blowing...
@bhagabanbehera9947
@bhagabanbehera9947 3 жыл бұрын
Nice video sister, fantastic
@CutTheBox
@CutTheBox 2 жыл бұрын
Love u didi pura osm video 🥰🥰🥰
@Funnyvideo-zr3rq
@Funnyvideo-zr3rq 2 жыл бұрын
Mam Apananka katha kahiba style so swaeet 👌👌👌
@dalysabar5211
@dalysabar5211 2 жыл бұрын
Really didi bahuta bhala lagilaaa Ekda ekada rare pila ekda ekda ra 🤙🤙🤙🤟👍👍
@rajeshbag6094
@rajeshbag6094 2 жыл бұрын
Very beautiful Orissa basi
@muktitrishamishra6318
@muktitrishamishra6318 2 жыл бұрын
Badhia lagila,puruna Dina Mane pade
This mother's baby is too unreliable.
00:13
FUNNY XIAOTING 666
Рет қаралды 34 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
小天使和小丑太会演了!#小丑#天使#家庭#搞笑
00:25
家庭搞笑日记
Рет қаралды 53 МЛН
Mutton ପୁରା ମହୁ 🤤 God Father Movie Review
20:26
Basudev Vlogs
Рет қаралды 282 М.
This mother's baby is too unreliable.
00:13
FUNNY XIAOTING 666
Рет қаралды 34 МЛН