ନବୀନ ପଟ୍ଟନାୟକ କେପି ବୟ- କେପି ବୟ କାହିଁକି ହେଉଥିଲେ | ମୁଁ ରୁବେନ୍ କହୁଛି | EP-29

  Рет қаралды 15,806

ମୁଁ ରୁବେନ କହୁଛି (Mu Ruben Kahuchhi)

ମୁଁ ରୁବେନ କହୁଛି (Mu Ruben Kahuchhi)

Күн бұрын

ନବୀନ ପଟ୍ଟନାୟକ କେପି ବୟ- କେପି ବୟ କାହିଁକି ହେଉଥିଲେ | ମୁଁ ରୁବେନ୍ କହୁଛି | EP-29
When exasperated while walking, former #odisha chief minister Naveen Patnaik often used to mutter 'KP Boy, KP Boy'. Who was this KP Boy'? All this and more in Ruben Banerjee's fascinating new book 'Naveen Patnaik', published by Juggernaut Books.
#naveenpatnaik #rubenbanerjee #odisha #bjd ‪@BJP4Odisha‬ #bjdodisha #vkpandian #arunsahoo #atanusabyasachinayak #dharmendrapradhan #soumyaranjanpatnaik
Watch the 29th Episode of "Mu Ruben Kahuchhi".
Please subscribe to my channel.

Пікірлер: 258
@ashokpanda8805
@ashokpanda8805 3 сағат бұрын
ନବୀନ ପଟ୍ଟନାୟକଙ୍କ ସମ୍ବନ୍ଧ ରେ ପୁସ୍ତକ ଲେଖି ଥିବାରୁ ବହୁତ୍ ବହୁତ୍ ଧନୟବାଦ୍
@bibhutibhusanbanarjee7564
@bibhutibhusanbanarjee7564 22 сағат бұрын
ଦାଦା ଆପଣ ଏହି ବହି ଟି ଓଡ଼ିଆ ରେ ପ୍ରକାଶ କରନ୍ତୁ ।
@AkshayaKumarRath
@AkshayaKumarRath 22 сағат бұрын
Thank you for your lovely opinions.
@ADITYA_TRAVLLAR
@ADITYA_TRAVLLAR 21 сағат бұрын
ସାର୍ ଆପଣ ଓଡ଼ିଆ ରେ ବହି ସବୁ ଜିଲ୍ଲା କୁ ପଠାନ୍ତୁ
@madhusudanparida4161
@madhusudanparida4161 19 сағат бұрын
Sir, ur certificate is not required for Naveen Pattnaik. U r making Pandian hero in politics which is baseless.
@trilochanpatnaik6321
@trilochanpatnaik6321 5 сағат бұрын
ଶୀଘ୍ର ଓଡ଼ିଆ copy ଆସିବା ଦରକାର।
@ManojPradhan-uv6fg
@ManojPradhan-uv6fg Сағат бұрын
​@@trilochanpatnaik6321ଓଡିଆ ଅନୁବାଦ ର ଦାୟିତ୍ୱ ନବୀନ ପାଣ୍ଡୁ ଯୋଡ଼ିକୁ ଦେଲେ କେମିତି ହୁଅନ୍ତା??? 🤣🤣🤣🤣
@brajakishorepadhi4022
@brajakishorepadhi4022 20 сағат бұрын
ରୁବେନ ସାର୍ ନବୀନ ର ମୁଖା ଖୋଲି ଥିବାରୁ ଧନ୍ଯବାଦ।
@samalfood5262
@samalfood5262 5 сағат бұрын
Mamata payi book lekha.
@BPATRA-by9yz
@BPATRA-by9yz 20 сағат бұрын
ଯେତେବେଳେ ଆପଣ 2018 ରେ ନବୀନ ବାବୁଙ୍କ ବିଷୟରେ ଗୋଟିଏ ବହି ଲେଖିଥିଲେ ସେତେବେଳେ କାହିଁକି ବିଜେଡି ଦଳ ପାଟି ଖୋଲିନଥିଲା ଏବେ କାହିଁକି ଏତେ ପ୍ରତିକ୍ରିୟା ହେଉଛି ଆପଣ ସାମ୍ବାଦିକ ଧର୍ମ ପାଳନ କରୁଛନ୍ତି ଧନ୍ୟବାଦ ରୁବେନ ବାବୁ
@smohanty3507
@smohanty3507 19 сағат бұрын
BJP chamcha heiki kama kale BJD pratikriya daba😂😂
@rjsoy4432
@rjsoy4432 20 сағат бұрын
ପୁସ୍ତକ ମେଳା ରେ ବହି ଉପସ୍ଥାନ କରନ୍ତୁ Sir ❤ Im Intrested, Pandyan Puzzle Chapter ପଢିବାକୁ ❤
@subasnayak1510
@subasnayak1510 21 сағат бұрын
ଏମିତି ନିଆଁ ଲଗାଇ ଦେଲେ ଯେ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ତୁଟି ଗଲା ପରି ଲାଗୁଚି
@AjayaMallick-vb6cy
@AjayaMallick-vb6cy 15 сағат бұрын
Absolutely right
@AlokPradhan-ef9zq
@AlokPradhan-ef9zq 21 сағат бұрын
ଆପଣ କେବଳ ନିଜ ସ୍ଵାର୍ଥ ସ୍ଵାର୍ଥ ପୂର୍ତ୍ତି ପାଇଁ ବିରୋଧୀ ଦଳ ସହ ମିଶି ନବୀନ ବାବୁଙ୍କ ବିରୁଦ୍ଧରେ ଏହି ବହି ଲେଖିଛନ୍ତି ।
@goutampradhan7258
@goutampradhan7258 19 сағат бұрын
Tiki khatha vhi sa bagali am cm khatha kan pai lakuchi ta Mata di bhiya ru Pani bhar khari chathibi
@santoshrath-c3z
@santoshrath-c3z 19 сағат бұрын
ସାର୍ ଏହି ବହି ଟା ଓଡ଼ିଆ ରେ ଅନୁବାଦ କରନ୍ତୁ
@ManojPradhan-uv6fg
@ManojPradhan-uv6fg Сағат бұрын
ନବୀନ ପାଣ୍ଡୁ ମିଶି ଓଡ଼ିଆ ଅନୁବାଦ କଲେ କପି ଟା super duper ହୁଅନ୍ତା 🤣🤣
@rameshchandrajena9319
@rameshchandrajena9319 21 сағат бұрын
ସାର ଆପଣ ଙ୍କୁ ଅନେକ ଅନେକ ପ୍ରଣାମ, ଆପଣ ନବୀନ ପଟନାୟକ ଙ୍କ ବିଷୟରେ ଲେଖି ଥିବା ବହି ଟିକୁ ଦୟାକରି ଓଡ଼ିଆ ରେ ପ୍ରକାଶ କରିବାକୁ ଅନୁରୋଧ 🙏
@rudradas8928
@rudradas8928 16 сағат бұрын
Very good initiative by Ruben. At least people of Odisha could know the character of Naveen Patnaik reading his book.
@bijoyketanacharya8921
@bijoyketanacharya8921 20 сағат бұрын
It is a fact. Ruben babu has brought the truth. It will be a treasure in future as far as Odisha polictis is concerned.
@rabindrakumarpradhan1287
@rabindrakumarpradhan1287 20 сағат бұрын
Many Many Thanks Dada,You are absolutely Right.Jay Jagannath.
@subhasmitapriyadarshini2042
@subhasmitapriyadarshini2042 20 сағат бұрын
ଧନ୍ୟବାଦ୍
@debabratanayak6899
@debabratanayak6899 21 сағат бұрын
ଏତେ ବହି ଲେଖୁଚନ୍ତି ଥରେ ନରେନ୍ଦ୍ର ମୋଦୀ ଙ୍କ ବିଷୟ ରେ ବହି ଲେଖନ୍ତୁ
@sudhakarsahoo856
@sudhakarsahoo856 20 сағат бұрын
Se already lekhichhanti article seithipain se ebe chaikiri ru bahiskruta
@chandannayak7635
@chandannayak7635 20 сағат бұрын
First Ruben Banerjee bisaya re janibaku chesta Kara. Khali andha bhakta huani.
@dipani45
@dipani45 15 сағат бұрын
​@@chandannayak7635 How can someone write a biography without taking permission??..sir plz clarify me
@sudhakarsahoo856
@sudhakarsahoo856 15 сағат бұрын
@chandannayak7635 Achha apana ta Naveen Babu nka Bhakta
@dipani45
@dipani45 15 сағат бұрын
@@sudhakarsahoo856 Bhakt kan be...be mu jaha lekhili ta ana de....
@SatyamebaJayate-ml8qx
@SatyamebaJayate-ml8qx 19 сағат бұрын
ଆପଣ ଭୃତ୍ୟଙ୍କୁ କାଠ ଗଡ଼ା ରେ ଠିଆ କରିଛନ୍ତି ଠିକ କଥା କିନ୍ତୁ ମୁନିବ ଙ୍କୁ ତୁଳସୀ କରିଦେଲେ କେମିତି ହେବ....??? ମୁନିବ ଙ୍କୁ ଆପଣ ଜଣେ ଅନନ୍ୟ ବିରଳ ସଫଳ ରାଜନେତା କହିଛନ୍ତି.... ଅଢେଇ ଦଶନ୍ଧି ଧରି ସେ କଣ ଏତେ ଅପରିପକ୍ୱ ଥିଲେ ଯେ ସେ ତାଙ୍କର ବିନା ନିର୍ଦେଶ ରେ ଭୃତ୍ୟ ଏତେ ସବୁ କାମ କରିଲେ...ବରିଷ୍ଠ ପ୍ରଶାସକ ଙ୍କୁ ବୋକଚା ବୁହା କଲେ, ଦଳର ନିର୍ବାଚିତ ଲୋକପ୍ରତିନିଧିଙ୍କୁ ପାଲ ଟଙ୍ଗା, ମଞ୍ଚବିନ୍ୟାସ କାର୍ଯ୍ୟ ରେ ଲଗାଇଲେ.... ମଞ୍ଚ ର ମଙ୍ଗ ସେ ଧରିଲେ ନେତାଏ ମଞ୍ଚତଳେ ବସି ତାଙ୍କ ତେଲୁଗୁ ମଖା ଓଡ଼ିଆ ଭାଷଣ ଶୁଣି କରତାଳି ଦେଲେ..... ଏହା ବୋଧଥିବା ବ୍ୟକ୍ତିଟିଏ ପକ୍ଷରେ ସହଜରେ ଗ୍ରହଣ କରିହେଉନାହିଁ.... ପ୍ରକାରାନ୍ତରେ.. ଵିଧି କହୁଛି.... ଭୃତ୍ୟର କୁକର୍ମ ପାଇଁ ଖାଉନ୍ଦ ଦାୟୀ (ପ୍ରତିନିଧି ଦାୟିତ୍ୱ -ଅପକୃତି ଵିଧି ଅନୁସାରେ )
@santoshkumarsamantaray6221
@santoshkumarsamantaray6221 16 сағат бұрын
ଆପଣ ଓଡିଶା ଆସିବା ଦରକାର ନାହିଁ, କଲିକତା ରେ ବହି ଲେଖା ଲେଖି କରନ୍ତୁ, ଭଲ ଦୁଇ ପଇସା ରୋଜଗାର କରିବେ, କଲିକତା ରେଳ ଷ୍ଟେସନ ବହି ବିକ୍ରି କରି ରୋଜଗାର କରନ୍ତୁ
@jayantakumarpradhan8
@jayantakumarpradhan8 17 сағат бұрын
ଆପଣଙ୍କୁ ନବୀନ ପଟ୍ଟନାୟକ ଗୋଟେ କଣ କରିଛନ୍ତି। ଆପଣଙ୍କର ପୋଡ଼ୁଛି।
@laxmidharnayak4191
@laxmidharnayak4191 21 сағат бұрын
ଆପଣଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛୁ। ଆପଣ ବହୁ ଅଜଣା ତଥ୍ୟ ଜଣାଇଛନ୍ତି। ନାମ ଟି ଭୈରବ କାର୍ତ୍ତିକେୟନ୍ ପାନ୍ଡିଆନ୍ । ମାତ୍ର କିଛି ଲୋକ ତାଙ୍କୁ ଓଡ଼ିଆ ବନାଇବାକୁ କାର୍ତ୍ତିକ ଏକ ଓଡ଼ିଆ ନାମ ଦେଇ ଚାଲିଛନ୍ତି। ଅନୁରୋଧ ପ୍ରକୃତ ଓ ଆଇନ ସିଦ୍ଧ ନାମ କାର୍ତ୍ତିକେନ୍ କୁହନ୍ତୁ। ନାମ ଅପଭ୍ରଂଶ ହୋଇ ଯାଉଛି। ନାମଧାରୀ ଙ୍କୁ ଅପମାନ । ଧନ୍ୟବାଦ ନମସ୍କାର ଜୀ।
@SuryakantiSahoo-qz9xb
@SuryakantiSahoo-qz9xb 21 сағат бұрын
ନବୀନ ବାବୁଙ୍କ ସହ ବିନା ସାକ୍ଷାତ କାରରେ ତାଙ୍କ ବିଷୟରେ ଆପଣ ଯେଉଁ ବହି ଲେଖିଛନ୍ତି ତାହା ମନଗଢା କାହାଣୀ ଠାରୁ ଅଧିକ କିଛି ନୁହେଁ ।
@munakumar5538
@munakumar5538 20 сағат бұрын
ସେ ତ ପାଞ୍ଚ ବର୍ଷ କାଳ ମିସିଛନ୍ତି, 2000/2005 ଯାଏଁ l ପୁଣି କଣ ମିଶିବେ? ପାଣ୍ଡିଆନ ତ ବିରୋଧ କରୁଥିଲା ମିଶିବାକୁ
@Sudipta-y2q
@Sudipta-y2q 18 сағат бұрын
2018 ପୂର୍ବରୁ ସେ ବହୁବାର ମିଶିଛନ୍ତି ।ଆଉ ଏବହି ରେ ନୂଆ କେବଳ ପାଣ୍ଡୁ ବାବୁ ।ବାକି ସବୁ ପୁରୁଣା ବହି ର ତଥ୍ୟ
@linnetbehura
@linnetbehura 17 сағат бұрын
Right
@SarojSatapathy-y2c
@SarojSatapathy-y2c 16 сағат бұрын
Tu apathua ta bodhe , Nahele lekhichu kemiti ?
@tusharakantabehera2587
@tusharakantabehera2587 40 минут бұрын
ରୁବେନ ବାନାର୍ଜୀ 2017 ପର୍ଯ୍ୟନ୍ତ ରେଗୁଲାର ଯାଉଥିଲେ.
@pratapchandrasamal2396
@pratapchandrasamal2396 21 сағат бұрын
ଜଣେ ଭଲ ସାମ୍ବାଦିକ ଭାବେ ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଥିଲା। କିନ୍ତୁ ଆଜିର କଥା ଶୁଣିଲା ପରେ ଲାଗୁଛି ଜଣଙ୍କର ଅସହାୟତାକୁ ନେଇ ଆପଣ ଏମିତି black mail କରିବେ ଆଉ ତାକୁ ଲିଖିତ ଭାବେ ପ୍ରକାଶିତ କରିବେ, ଦୁଃଖ ଲାଗୁଛି। ହୋଇପାରେ, ସେତେବେଳେ ଆପଣଙ୍କୁ ବିଶ୍ୱାସ କରି ସେ ଅନେକ ବ୍ୟକ୍ତିଗତ ଗୋପନୀୟ କଥା ହୁଏତ କହିଥିବେ। ଆଉ ମଉକା ଦେଖି ସେ ଗୁମର କଥା ଗୁଡ଼ିକୁ ଆପଣ ଲୋକଙ୍କ ସାମ୍ନାରେ କହୁଛନ୍ତି। ଅତି ନୀଚ ମାନସିକତା ଆପଣଙ୍କର। ଦୟାକରି ଜଣେ ମାନବିକତା ଥିବା ମଣିଷ ପଣିଆର ଗନ୍ଧ ଥିବା ଜଣେ ଭଦ୍ରଲୋକ ଭଳି ବ୍ୟବହାର କରନ୍ତୁ। ଏପରି ଆକ୍ଷେପ ଭରା ଗପ ଗୁଡା ଆପଣଙ୍କୁ ଭବିଷ୍ୟତରେ ନିନ୍ଦିତ କରିବ।
@satishchandrabehera7291
@satishchandrabehera7291 2 сағат бұрын
କେ ପି ବୟ ର ଉଦ୍ଘାଟନ କରିଥିବାରୁ ଆପଣଙ୍କୁ ଅଶେଷ ଭଲପାଇବା।😊
@bcpattanayak911
@bcpattanayak911 19 сағат бұрын
Thanks banarji babu
@sksusant2984
@sksusant2984 20 сағат бұрын
ରୁବେନ ଜେଜ କାଇଁ ଆଗରୁ ତ ଏ ବହି publish କରିନଥିଲେ, ଏବେ ସେ କ୍ଷମତା ରେ ନାହାନ୍ତି ବୋଲି ଗୋଟେ ବହି ଲେଖି ପାଲା ଚଲେଇ ଛନ୍ତି, ଶାସକ ଦଳ ର ପାଖ ହେବାକୁ... ମୁଁ ସତ ପ୍ରତିଶତ ସୁନିଶ୍ଚିତ ହେଇ କୋହୁଚି ଯେ ଯେ ଯଦି ନବୀନ ଜେଜ ଆଜି ଶାସନ ରେ ଥାନ୍ତେ , ତୁମ ନୂତନ ବହିରେ ଏ ନଥାନ୍ତା , କେବଳ ଥାଆନ୍ତା ନବୀନ ଆଉ ପଣ୍ଡିଆନ ଙ୍କ ପ୍ରଶଂସା ...ତମେ ବହୁତ୍ ଚାଲାଖ ଯୁଆଡେ ବର୍ଷା ସିଆଡେ ଛତା, ତମେ ପା ଜେଜ ହେଲଣି, ହରି ନାମ ସଙ୍କ୍ତିନ୍ତନ୍ କର କାଇଁ ଇଗୁଡ଼ା କରୁଛ... ଏଗୁଡ଼ା ତୁମ କୁ ଶୋଭା ଦୋଉନି ଜେଜ....
@Ajena_Vlogs
@Ajena_Vlogs 18 сағат бұрын
Aare bhai a sala ta taautar ta... Odisha birodhi & odia birodhi.. Khaebe a thi rahibe a thi but narada role play karibe... Bengali chora sala
@Sudipta-y2q
@Sudipta-y2q 18 сағат бұрын
2018 ରୁ ପ୍ରଥମ ବହି ପ୍ରକାଶ ହୋଇସାରିଛି ।ସେତେବେଳେ ନବୀନ ବାବୁ ହିଁ ଶାସନ ରେ ଥିଲେ ।
@chandankumarnayak451
@chandankumarnayak451 15 сағат бұрын
ରୁବେନ ପକା ହାରାମି
@Sudipta-y2q
@Sudipta-y2q 7 сағат бұрын
@@chandankumarnayak451 ତୁମର କଣ୍ ବ୍ୟକ୍ତିଗତ ରାଗ ଥାଇପାରେ
@rajkishorepatnaik2912
@rajkishorepatnaik2912 17 сағат бұрын
Thank you sir very nice information about odisha political game,
@maheswarnanda-e4o
@maheswarnanda-e4o 17 сағат бұрын
ଅରୁଣ ସାହୁ ଖଣ୍ଡେ ବହି ଲେଖ। ବହିର ନାମ, (ପରି ହତ୍ୟାକାଣ୍ଡ ଓବିଜେଡି ରାଜନୀତି)।
@manmohanrout2957
@manmohanrout2957 2 сағат бұрын
Very correct views 👍 great 🎉🎉👍🙏
@prasantaroutraya4952
@prasantaroutraya4952 13 сағат бұрын
very right narration✅️🎉
@sudhansubhusandash8764
@sudhansubhusandash8764 3 сағат бұрын
Thanks
@anantc.h.s.kharghar457
@anantc.h.s.kharghar457 21 сағат бұрын
great...mother is Panjabi..So mother tongue is Panjabi
@hemantkumarsingh1387
@hemantkumarsingh1387 21 сағат бұрын
This book is a true story of Naveen Patnaik politics after 2018.
@କଳ୍କୀ
@କଳ୍କୀ 21 сағат бұрын
ବିଜେପି କୁ ଖୁସି କଲା ଭଳି ଖବର । କେତେ ସତ କେତେ ମିଛ ଜଗନ୍ନାଥ ଜାଣିଛନ୍ତି । ବଙ୍ଗାଳୀ ନିରପେକ୍ଷ ନୁହେଁ ଚାଟିବା ଲୋକ
@DHARANIDHARMUNDA-wy6mo
@DHARANIDHARMUNDA-wy6mo 17 сағат бұрын
ନିଜେ ଟିକେ ସାହାସ କରି ବହି ଲେଖ
@alokkumarnath7555
@alokkumarnath7555 20 сағат бұрын
ରୁବେନ ବାନାର୍ଜୀ ମହୋଦୟ ଆପଣ ଏବେ ଯୋଉ ବିଷ ଉଦଗାରୁଛନ୍ତି bjd govt ଥିଲା ବେଳେ ଯଦି କରିଥାନ୍ତେ ଆଉ ଟିକେ ଭଲ ହୁଅନ୍ତା
@ranajitjena4668
@ranajitjena4668 21 сағат бұрын
ପ୍ରାମାଣିକ ତଥ୍ୟ ରଖି ସତ୍ୟତା ଥିବା ଖବର ପ୍ରଚାର କରିଲେ ଜନସାଧାରଣଙ୍କର ବିଶ୍ୱାସ ଯୋଗ୍ୟ ହେବ ନଚେତ ସାଧାରଣ ଜନତା ଏହାକୁ ଏକ କାଳ୍ପନିକ କାହାଣୀ କହି ତମ ଚରିତ୍ରକୁ ସନ୍ଧେହ କରିବେ.
@bimachronicle7347
@bimachronicle7347 19 сағат бұрын
Beautiful❤❤❤❤❤
@alokrayrajput3229
@alokrayrajput3229 22 сағат бұрын
Sir.... Honestly you are very good person.. 🙏
@UpendraBehera-o1z
@UpendraBehera-o1z 21 сағат бұрын
ବହୁତ ସୁନ୍ଦର ହୋଇଛି ବହିଟି ।
@PritishrutiRout
@PritishrutiRout 21 сағат бұрын
ନବୀନ ବାବୁଙ୍କୁ ନଭେଟି ତାଙ୍କ ବିଷୟରେ କିପରି ଆପଣ ଏହି ମନ୍ତବ୍ୟ ଦେଇଛନ୍ତି
@ambikasarangi3042
@ambikasarangi3042 21 сағат бұрын
It is unnecessary to meet a person if one wants to write something about such person.
@pratapchandrasamal2396
@pratapchandrasamal2396 21 сағат бұрын
ସେ ହୁଲ ତାଙ୍କର ନୁହେଁ। ଆମେ ଓଡ଼ିଆ ମାନେ ସବୁବେଳେ ପର କଥାରେ ଭାସି ଯାଇ ନିଜ ଭାଇକୁ ସନ୍ଦେହ କରୁ। ଗତ ନିର୍ବାଚନ ତାହାର ଉଦାହରଣ। ରୁବେନ ବାନାର୍ଜୀ ତାଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୟରେ ଏପରି ଲେଖି ପାରିବେ କି। ଏପରିକି ମମତାଙ୍କର ଏତେ ମୁସଲିମ ପ୍ରେମ କାହିଁକି ତା ଉପରେ ଧାଡ଼ିଏ କହି ପାରିବେ କି। ସେ ଆଉ ପଶ୍ଚିମ ବଙ୍ଗ ରେ ପଢ଼ି ପାରିବେ ନି। ଏପରି ବ୍ୟକ୍ତିଗତ ଟିପ୍ପଣୀ ଭରା ଜୀବନୀ କୁ ବିରୋଧ କରିବା ଉଚିତ୍।
@DilipKumar-ds5wd
@DilipKumar-ds5wd 16 сағат бұрын
Bahut dhanyabad
@rajkishorchhatria4879
@rajkishorchhatria4879 21 сағат бұрын
ନରେନ୍ଦ୍ର ମୋଦି ର book ଲେଖୁନ
@gsdiscussion3665
@gsdiscussion3665 22 сағат бұрын
Excellent journalism 👌👌👌
@subalkumarrayray8069
@subalkumarrayray8069 20 сағат бұрын
Nabin babur story khub bhalo laglo, very very thanks to you ,namasker
@mylifemyfamily-rl9jq
@mylifemyfamily-rl9jq Сағат бұрын
Good
@KarnavirMohanta
@KarnavirMohanta 4 сағат бұрын
Very good ruben babu
@nisithkumargoswami974
@nisithkumargoswami974 21 сағат бұрын
Nice❤ hidden truth Sabu bahariba
@simitapatnaik8202
@simitapatnaik8202 16 сағат бұрын
Raju Mishra Sir was my father's friend.He had told by father that Naveen was very poor Odia student.Mr Mishra had excellent knowledge in astrology.
@hariharapanda678
@hariharapanda678 18 сағат бұрын
ଜଣେ ବଙ୍ଗାଳି ଲୋକ ବଙ୍ଗଳା ର ମୁଖ୍ୟମନ୍ତ୍ରୀ ଙ୍କ ବହି ଲେଖୁନାହାନ୍ତି କାହିଁକି
@sibaprasaddash4386
@sibaprasaddash4386 21 сағат бұрын
Congrats for unveiling the so many unknown facts
@UpendraBehera-o1z
@UpendraBehera-o1z 21 сағат бұрын
ଓଡ଼ିଆ ରେ ଏହାକୁ ଅନୁବାଦ କରିବାକୁ ଅନୁରୋଧ ।
@bijayadas4087
@bijayadas4087 19 сағат бұрын
ନିଆଁ ଲାଗିଲା ..........
@rabindranathmohanty803
@rabindranathmohanty803 21 сағат бұрын
Sir congratulations for your 2nd book on Naveen Patnaik, our beloved Ex CM
@RanjanBehera-ge1kf
@RanjanBehera-ge1kf 21 сағат бұрын
☀️ ଅମଲାତନ୍ତ୍ର🔥ହାତକୁ ଶାସନ ଟେକି ଦେଇ ସବୁଠୁ ଅଯୋଗ୍ୟ ଅପାରଗ ହେଉଛି ନବୀନ ପଟ୍ଟନାୟକ..୨୪ ବର୍ଷରେ ଓଡ଼ିଶାକୁ ନା ଦାଦନ ମୁକ୍ତକଲା ନା ଚାଷୀଙ୍କୁ ଜଳସେଚନ କି ଶିତଳଭଣ୍ଡାର ବ୍ୟବସ୍ଥାକଲା.. ଗାଁ ଗହଳିରେ ମଦ' ର ବନ୍ୟା.. ଶିକ୍ଷା ବ୍ୟବସ୍ଥା ନକହିବା ଭଲ.. ବର୍ଷ ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିଚାଲିଲା..
@dipani45
@dipani45 15 сағат бұрын
Kete din au chatiba 😂😂😂
@deepakkumarsahoo5544
@deepakkumarsahoo5544 5 сағат бұрын
Hm ebe BJP asichi, sabu upadi pakeibe
@santoshprasadmishra4977
@santoshprasadmishra4977 20 сағат бұрын
Right Analysis
@narasinghdas3623
@narasinghdas3623 19 сағат бұрын
ନିରାଟ ସତ୍ୟ, ନିର୍ଭିକ ସାମ୍ବାଦିକ l
@BibhudattaMishra-g6v
@BibhudattaMishra-g6v 19 сағат бұрын
Very good sir
@hrusikeshkhatei1441
@hrusikeshkhatei1441 21 сағат бұрын
ଟିକେ evm ଜାଲିଆତି ବିଷୟରେ ଲେଖନ୍ତୁ
@chandannayak7635
@chandannayak7635 20 сағат бұрын
You are great Sir.👍
@jyotipani6217
@jyotipani6217 16 сағат бұрын
Sir please publish in odia very quickly
@birenjena3758
@birenjena3758 21 сағат бұрын
ବହୁତ ଭଲ ଦାଦା ଓଡ଼ିଆ ରେ ଅନୁବାଦ କରାନ୍ତୁ
@dipani45
@dipani45 15 сағат бұрын
Ohh odia ashmita chuli ko paleigala ki😂😂
@PragatiSahu-ll8qf
@PragatiSahu-ll8qf 21 сағат бұрын
ନବୀନ ବାବୁଙ୍କ ଭାବ ମୂର୍ତ୍ତି କୁ ଖରାପ କରି ଲେଖିବା ପାଇଁ ବିରୋଧୀ ଙ୍କ ଠାରୁ ମୋଟ ଅଙ୍କର ଟଙ୍କା ମିଳିଛି।
@sreedharranajndas2527
@sreedharranajndas2527 19 сағат бұрын
Go West Bengal and write about Bengal people. We know very well about the personality of Naveen Pattnaik. He is our God.
@PruthirajPal
@PruthirajPal 20 сағат бұрын
Very nice
@dusmantsethy6835
@dusmantsethy6835 19 сағат бұрын
Right Story Sir
@batakrushnabarik3586
@batakrushnabarik3586 18 сағат бұрын
How can I get the recent book ?
@Skstarvlog3735
@Skstarvlog3735 20 сағат бұрын
ନବୀନ ଗୋଟେ ନୀରବ ଲୁଟେରା
@dillipsenapati4Youth
@dillipsenapati4Youth 20 сағат бұрын
ରୁବେନ ବାବୁ ଆପଣ ଜଣେ ବୟସ୍କ ବ୍ୟକ୍ତି ହୋଇ ମଧ୍ୟ ଏ ବୟସରେ ୟୁନିଟ ୨ ମାର୍କେଟ ବିଲ୍ଡିଙ୍ଗ ରେ ସଂଧ୍ୟା ବେଳେ ଭିଡ଼ ଦେଖି ଝିଅ ମାନଙ୍କୁ ଲାଇନ ମରୁଛନ୍ତି କଣ ଏ କଥାକୁ ଅସ୍ବୀକାର କରିବେକି
@lalitkumarmallick2580
@lalitkumarmallick2580 7 сағат бұрын
when your oriya edition will be published.
@susantasahoo9544
@susantasahoo9544 22 сағат бұрын
ସମସ୍ତେ ଅସୁବିଧାରେ ବା କଷ୍ଟ ଅନୁଭବ କରୁଥିବା ସମୟରେ ନିଜନିଜର ଠାକୁର (ଦେବତା ) ଙ୍କୁ ସ୍ମରଣ କରନ୍ତି, ନବୀନ ପଟ୍ଟନାୟକ ସେ ବେଳାରେବି ଓ ଏବେବି ନିଜେ ମାନୁଥିବା ଠାକୁରଙ୍କ ନାମ କେ ପି ବୟ ବା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଡାକୁଥିଲେ ବା ସ୍ମରଣ କରୁଥିଲେ /ଧାନ୍ୟରେ ଆମେ ଓଡ଼ିଆ -ଏଭଳି ବ୍ୟକ୍ତିଙ୍କୁ ଚବିଶ ବର୍ଷଧରି ଆମର ପ୍ରିୟ ନେତାଭାବେ ମାନିନେଇଥିଲୁ /ଏବେବି କିଛି ଓଡିଶାବାସୀ ମାନିନେଉଛନ୍ତି /
@bijayapujari5078
@bijayapujari5078 17 сағат бұрын
your english book is available at bhubaneswar
@mogangbo4168
@mogangbo4168 19 сағат бұрын
ଏହି ବଙ୍ଗଳି ଓଡିଶା ରାଜନୀତି ବିଷୟରେ କହୁଛି। ଯେପରି ଓଡିଶାରେ କେହି ଭଲ ସାମପାଦିକ୍ ବିଦ୍ୟମାନ ନାହାଁନ୍ତି | ଆମେ କାହିଁକି ଏହି ବ୍ୟକ୍ତିଙ୍କ ଉପରେ ନିର୍ଭର କରିବୁ | ସୋମୁୟ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଅପେକ୍ଷା ରୁବେନ୍ ଅଧିକ ବିପଜ୍ଜନକ ଅଟେ। ଏକ ଓଡିଆ ଭାବରେ ଆମେ ନିଜକୁ ଲଜ୍ଜିତ ହେବା ଉଚିତ୍ |
@satrujitsahoo2821
@satrujitsahoo2821 21 сағат бұрын
ଏମିତି କିଛି ବିଷୟ ବସ୍ତୁ କୁ ନେଇ ମୁଁ ଗୋଟେ ନାଟକ ଲେଖିବାକୁ ଯାଉଛି "ବାଃ ବାଃ ରେ ରାଜନୀତି". ରାଜନୀତି ରୂପକ ଶବ୍ଦ ଟି ଉଚ୍ଚ କୋଟୀର। କ୍ଷମତା, ପ୍ରତିପତ୍ତି, ଲାଳସା ରେ ଏହାକୁ କଳୁଷିତ କରାନଯାଉ। ଶିକ୍ଷିତ ଲୋକ ରାଜନୀତି କୁ ଆସନ୍ତୁ। ଚକ୍ରାନ୍ତ, ଷଡ଼ଯନ୍ତ୍ର ରୁ ଦୂରେଇ ରୁହନ୍ତୁ। ଦୁର୍ନୀତି, ଲୁଣ୍ଠନ, ହଟୁ। ଗରିବ, ନିଷ୍ପେସିତ, ନିର୍ଯାତିତଲୋକ ଉଚିତ ନ୍ୟାୟ ପାଉ। ସୁନାର ଭାରତ ଗଢ଼ିଉଠୁ। ରାମରାଜ୍ୟ ହଉ। ଏହା ହଉଛି ଏ ନାଟକ ର ମୂଳବସ୍ତୁ।।
@tapannayak4415
@tapannayak4415 41 минут бұрын
ଛତର ଗୁଆ ତୁ ଆମ ନବିନ୍ ପଟ୍ଟନାୟକ ଗୁରୁଧରେ ଲେଖିଛୁ ହାରାମି ତୁମେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବିଷୟରେ ଲେଖୁନୁ କାଢ ପାଉନି
@trilochanpatnaik6321
@trilochanpatnaik6321 5 сағат бұрын
ଭୁବନେଶ୍ୱର ପୁରୁଣା ବସ ଷ୍ଟାଣ୍ଡ ରେ ଆପଣଙ୍କ ବହି ମିଳିବ କି?
@somanathrout7414
@somanathrout7414 22 сағат бұрын
Very lnformative
@BirendraDas-xr1sk
@BirendraDas-xr1sk 5 сағат бұрын
Ruben Banerjee!Please distribute your newest edition of Naveen's biography on complimentary basis so that everyone can afford to read it.Further you are requested to write a biography on multifaceted and most talked about only one lady CM in India Mamta Banerjee.
@Jainrecips
@Jainrecips 19 сағат бұрын
ନରେନ୍ଦ୍ର ମୋଦୀ ନରେ ଗୋଟେ ବହି ଲେଖ 😂😂😂😂😂
@hariharnath8798
@hariharnath8798 17 сағат бұрын
ନବୀନ ପଟ୍ଟନାୟକ ଙ୍କ Health issues ଅଛି boli ama pm modi election time re kahithile ନିର୍ବାଚନ ପରେ inquiry commission basiba boli କହିଥିଲେ ୬ମାସ ବିତିଗଲାଣି କେବେ ସେ inquiry commission ବସିବ ?
@Mahadev-group-1
@Mahadev-group-1 22 сағат бұрын
JAY jagannath 🙏🏼
@vidyadharbehera1875
@vidyadharbehera1875 3 сағат бұрын
Sir Ruben Dada odia bhashare bahara karantu
@ramakrushnadalai2497
@ramakrushnadalai2497 21 сағат бұрын
Truth always truth
@netajidash9367
@netajidash9367 18 сағат бұрын
Next episode ପାଇଁ ଆତୁରତା ସହିତ ଅପେକ୍ଷା କରିଚି
@rajendradalei8483
@rajendradalei8483 18 сағат бұрын
The book should have been named 'Collection of Anthologies on Naveen Patnaik'. You have collected anecdotes from people closer to him, which questions their authenticity. Also, you've mentioned many false facts. FYI, Naveen has no difficulty in understanding Odia, and can speak Odia too. For evidence, you can check uncut footages or videos in OTV. Naveen isn't physically that weak as you have narrated upon. Naveen's acting and connection with many well known Hollywood actors got revealed by one of the actor (your HW), not KP. And many more. In fact, KP and Karan Thapar know much of Naveen through direct interaction than anyone else.
@jagannathpradhan7858
@jagannathpradhan7858 20 сағат бұрын
ଆପଣ ନବୀନ ବାବୁଙ୍କ କିଛି ବିରୋଧୀ ଙ୍କ ପ୍ରରୋଚନା ରେ ନବୀନ ଙ୍କ ବିରୋଧ ରେ ଲେଖିଛନ୍ତି। ନବୀନ ଙ୍କ ସହିତ କିଛି ସମ୍ପର୍କ ନା ଥାଇ ଆପଣ ତାଙ୍କ ସମ୍ପର୍କ ବିଷୟରେ ଜାଣିଲେ କେମିତି।
@ommbhai
@ommbhai 21 сағат бұрын
ଦାଦା ଏ ବହିର online buy pain Link ଦେଲେ ଭଲ ହେବ
@motilaldash4645
@motilaldash4645 10 сағат бұрын
ଏହି ବହି ର ଓଡ଼ିଆ ଅନୁବାଦ କେବେ ମିଳିବ ?
@Jainrecips
@Jainrecips 19 сағат бұрын
naveen babu Odisha ra ଗୋଟେ ଲୋକପ୍ରିୟ ଜନନାୟକ ବୋଲି ବିଜେପି ସହିପରୁନି ଯାହା ଫଳରେ ଏଇ ଷଡ଼ଯନ୍ତ୍ର ଚଲାଇଚି
@silinayak
@silinayak 18 сағат бұрын
Laguchi pandia sir nka upare bhari ranga apana kara .....
@sibaramjena1650
@sibaramjena1650 16 сағат бұрын
Sir Amit sha upree biography karantu mu challange deouchu
@hariharpatra2708
@hariharpatra2708 21 сағат бұрын
ଛୋଡ଼ିପୁଅ ବଙ୍ଗାଳି ଯାଉନୁ, ମମତା ବିଷୟରେ ଲେଖିବୁ,
@dadhimohapatra4531
@dadhimohapatra4531 21 сағат бұрын
ନବୀନ ପଟ୍ଟନାୟକଙ୍କ ଭଳି କଳଙ୍କିତ ବ୍ୟକ୍ତି ର ଜୀବନୀ ପଢ଼ି ଲାଭ କଣ?
@shaktijena7724
@shaktijena7724 20 сағат бұрын
Kindly write other parties true activities. Otherwise it will be personal
@TuluDash-bi8ne
@TuluDash-bi8ne 21 сағат бұрын
Odisha will never accept Ruben Banerjee’s lies against Naveen Patnaik. #StopInsultingNaveenPatnaik
@SamiraRauta-cg2wf
@SamiraRauta-cg2wf 21 сағат бұрын
Odisha rejects Ruben Banerjee’s baseless book against Naveen Patnaik. #StopInsultingNaveenPatnaik
@RabindraSahoo-pb5dp
@RabindraSahoo-pb5dp 21 сағат бұрын
Odisha rejects the lies and deceit in Ruben Banerjee’s book. Naveen Patnaik’s work speaks louder than these falsehoods. #StopInsultingNaveenPatnaik
@bishnumishra8668
@bishnumishra8668 22 сағат бұрын
Da Please Give the link here, in your channel to order the copy Thanks
@sarbeswarmohapatra3708
@sarbeswarmohapatra3708 20 сағат бұрын
😂ରୁବେନ ବାନାର୍ଜୀ ପଶ୍ଚିମବଙ୍ଗର ଏକ ବରିଷ୍ଠ ସାମ୍ବାଦିକ*** ଅନେକ ଦିନରୁ ଓଡ଼ିଶାରେ Repoter ହୋଇ ସୁନ୍ଦର ଭାବରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ରହିଛନ୍ତି 🙏🙏ସେ ଏମିତିକା ବଳିଷ୍ଠ ସାମ୍ବାଦିକ ତାଙ୍କ ସହିତ ଆମ ସାମ୍ବାଦିକ ଭାଇ ମାନେ ସମାନ ହୋଇ ପାରିବେ ନାହିଁ 🙏🙏 ସେ ବିଜୁ ପଟ୍ଟନାୟକ ଙ୍କୁ ଭଲ ଭାବରେ ପାଖରୁ ଜାଣିଛନ୍ତି 💜 ଏଣୁ ଅନୁରୋଧ ତାଙ୍କୁ ଏତେ ଶସ୍ତା ମଣିଷ ନ ଭାବିବାକୁ ବିଶେଷ ଅନୁରୋଧ 💐💐 EPA PRESS Repoter 🙏🙏ବନ୍ଧୁ ଓଡ଼ିଶା ଜନତା ରୁବିନ ବାନାର୍ଜୀ ଙ୍କର ଜ୍ଞାନ କେତେ ଅନୁଭବ କରିବାକୁ ପରାମର୍ଶ 🙏🙏 (ମୟୁରଭଞ୍ଜ)
@rudrasphysics775
@rudrasphysics775 18 сағат бұрын
Ruben khan from Bangladesh 😂
@KrushnaChandraDas-bm2fe
@KrushnaChandraDas-bm2fe 21 сағат бұрын
ବିନା କୌଣସି ସାକ୍ଷାତ କାରରେ ଆପଣ କେମିତି ନବୀନ ବାବୁଙ୍କ ବିଷୟରେ ବହି ଲେଖିଲେ ?
@myschoolmyprestige7730
@myschoolmyprestige7730 15 сағат бұрын
🎉🎉🎉🎉🎉
@BijayaSamal-xw5rn
@BijayaSamal-xw5rn 21 сағат бұрын
Odisha will never tolerate baseless accusations against Naveen Patnaik. #StopInsultingNaveenPatnaik
Сестра обхитрила!
00:17
Victoria Portfolio
Рет қаралды 958 М.