KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
News Fuse 20 SEPT 2024
18:57
News Fuse 24 SEPT 2024 | ଯାତ୍ରୀ ନିବାସର ଶେଷ ନିଶ୍ବାସ ! | ଫ୍ୟୁଜ୍ Views |
22:18
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
00:50
ЭКСКЛЮЗИВ: Анамды жоғалтудан қорқам! ЗПРР диагнозы, Бір Болайық, отбасы мен жеке өмірі жайлы
2:51:17
Quilt Challenge, No Skills, Just Luck#Funnyfamily #Partygames #Funny
00:32
Quando eu quero Sushi (sem desperdiçar) 🍣
00:26
News Fuse 15 Oct 2024 | ଭସାଣି ମତ | ଫ୍ୟୁଜ୍ Views
Рет қаралды 55,040
Facebook
Twitter
Жүктеу
1
Жазылу 11 МЛН
OTV
Күн бұрын
Пікірлер: 56
@143Susanta
2 ай бұрын
ଭାଇ ଲାଜ କରିବା କଥା ମାଙ୍କର ଭଷାଣିରେ ତମେ ଖୁସି ହଉଛ ଡିଜେ ଆଉ ମଦ ପିଇ ଉତୁପାତ ହଉଛ ମନ ଦୁଃଖ କରିବା କଥା ମା ପୁଣି ଆମକୁ ଛାଡି ଫେରିଯାଉଛନ୍ତି 😭😭😭 ନ ଦୁଃଖ କରି ମାଙ୍କୁ ଆମେ ଡିଜେ ବଜେଇ, ମଦ ପିଇ ଉତୁପାତ କରୁଛେ ଏହା ମାଙ୍କ ପ୍ରତି ଅପମାନ ହେଉଛି 🙏🏿🙏🏿🙏🏿😭😭😭
@biswaranjanswain774
2 ай бұрын
ମଦୁଆଙ୍କ category କହୁଥିବା ଆମ ଭାଇ ଜଣଙ୍କ ଠାରୁ ସତରେ ଆମ ନାରଣ ଶିଖିବା ଦରକାର କାରଣ ଏହା ପରୀକ୍ଷା ଉପଯୋଗୀ ବିଶ୍ୟବସ୍ତୁ ଅଟେ। Thanks News fuse team, Thanks OTV Jay jagannath 🙏🙏
@kartikeshwar-hz8ih
2 ай бұрын
ଜୟ ଶ୍ରୀ ଜଗନ୍ନାଥ🙏
@krishnanaikbrothers6459
Ай бұрын
My favorite news fews sir Jay Jagannath 🙏
@dillipjena5818
2 ай бұрын
ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକି ଏସବୁ ଦେଖାନ୍ତୁ, ବର୍ତ୍ତମାନର ଶିକ୍ଷାମନ୍ତ୍ରୀ ଙ୍କୁ ଦେଖାନ୍ତୁ ।
@SairamSai-e2d
2 ай бұрын
Many many congratulations ❤❤❤❤tnx otv beautiful pogrom ❤❤❤❤❤❤❤
@prasantapattanaik862
2 ай бұрын
ଓଡ଼ିଶା ସରକାର ସବୁ ସୁବିଧା କରିଛନ୍ତି,ହେଲେ କିଛି ବି କାମକୁ ଆସୁନି।ସାରା ଓଡ଼ିଶା ରେ ଅସୁବିଧା।
@kilogram382
2 ай бұрын
ଆରେ ମଦ ପିଇଲେ ଦେହ ଖରାପ ହୁଏ, ଆଉ ଜଲଦି ମୃତ୍ୟୁ ହୁଏ। ମରଣ ପଥକୁ ଯିଏ ଯାଉଛ ମଦ ପିଅ। ଏତିକି ମୋର ବାର୍ତ୍ତା 🙏🏻🙏🏻
@debapriyasahoo9226
Ай бұрын
ଓଡିଶାରେ ମଦ ସମ୍ପୁର୍ଣ୍ଣ ବନ୍ଦ ହେଲେ ୯୮% ସମସ୍ୟା ସମାଧାନ ହୋଇଯିବ।
@PradipSahu-jm3fu
Ай бұрын
Right
@debapriyasahoo9226
Ай бұрын
ବିଧାୟକ ମହୋଦୟ ଙ୍କ ଝିଅ ଏବଂ ସେ ପ୍ରିନ୍ସିପାଲ ଙ୍କ ଝିଅଙ୍କୁ ସେଠି ଆଡମିଶନ କରିଦିଅ ସବୁ ସମସ୍ୟାର ସମାଧାନ ହୋଇଯିବ ।
@sudhanabhoi4980
2 ай бұрын
ଏଟି 5ଟି ବ୍ୟବସ୍ଥା ହେଇଅଛି । ଏବେ 6ଟି ବ୍ୟବସ୍ଥା କରେବେ ମୋହନ ସରକାର ନାରାୟଣ
@s_sarojakumar7270
Ай бұрын
ନାରଣ ଭଉଣୀ ଙ୍କୁ ରଖିଦିଅ ଆସନ୍ତା ବର୍ଷ ଛାଡ଼ିବ😅
@soumyaranjanbarik4734
Ай бұрын
ମୋତେ ଲାଗୁଚି ପ୍ରଜାମଣ୍ଡଳ କଲେଜ କତୃପକ୍ଷ Man vs wild with Bear grylls ର ସବୁ ଏପିସୋଡ୍ ଦେଖି ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରାଯାଉଛି କିପରି ପୋକଖାଇବେ,ବିନାପାଣିରେ ବଞିବେ,ଅପରିସ୍କାର ପରିବେଶରେ ଚଳପ୍ରଚଳ କରିବେ 5ଟି କଲେଜ ପରା
@Papun-s7v
2 ай бұрын
ଜୟ କଳା ❤
@Sanjaybabu220
2 ай бұрын
I love news fuse❤❤❤
@sureshbehera1010
2 ай бұрын
ଏ ଭିଡିଓ ଦେଖିଲି ମୁ ଭାବିଲି କୋଉ ଜିଲ୍ଲା ଦେଖିଲା ବେଳକୁ ଆମ ନୟାଗଡ଼
@Mr_susantaeventvlogs
Ай бұрын
ଭାଇ ମୋରି ନୟାଗଡ଼ ମୁଁ କିନ୍ତୁ କୋଉ ଝିଅ କୁ ଚିହ୍ନି ପରୁନି 😅
@BhubaneswarBehera-nr8ir
2 ай бұрын
ଭକ୍ତିରେ ବିସର୍ଜନ କରନ୍ତୁ, ମଦ, ମାଂସ ଖାଇ DJ ବଜାଇ ମାଆଙ୍କ ବିସର୍ଜନ କରନ୍ତୁ ନାହିଁ.ଧରାଧାମରୁ ବା ଯୁଦ୍ଧଭୂମିରୁ ମାଆ ବିଦାୟନେଲେ ଭାବି ଉନ୍ମୁତ ହେବା ଠିକନୁହଁ 🙏
@arjundandapat8015
Ай бұрын
Sir ସରକାର ଯାହାର ଆବଶ୍ୟକ ନାହିଁ ତାକୁ ସୁଭଦ୍ରା ପଇସା ଦେଇଛନ୍ତି
@RanjanBehera-pq5qu
Ай бұрын
Good morning Sare 🙏🙏🙏
@Swbrokenshorts
2 ай бұрын
Congratulations 👏👏👏🎉🎉🎉❤❤❤
@DeepakBal-l3w
2 ай бұрын
Jay jagannath
@BhubaneswarBehera-nr8ir
2 ай бұрын
ନବୀନ ସରକାରଙ୍କ ପାଣ୍ଡୁର 5t ବିଦ୍ୟାଳୟ ତେଣୁ ସମସ୍ତ ସୁବିଧାରହିଛି..
@143Susanta
2 ай бұрын
ଏଇଟା toilet ତ ସତ କଥା କହିଲେ ଏଇଟା ମଣିଷ ପାଇଁ ନୁହଁ ଏଇଟା ଯିବ ଜନ୍ତୁ ପାଇଁ ହେଇଛି ତମେ ସବୁ ବାହାରକୁ ଜୀବନା 1,2 କରିବା ପାଇଁ 🙏🏿🙏🏿🙏🏿 ଧନ୍ୟ କାହା ଜୀବନ ସହ ଏମିତିକା ଖେଳନ୍ତୁନି
@sudhansukumarbal3419
2 ай бұрын
Nice public awareness program
@birasen1340
2 ай бұрын
ଦୁଇ ବର୍ଷ ହେଲା ମାଦମଙ୍କୁ ପରିବାର କଥା କିଛି ଜଣାନାହିଁ ତାମାନେ ତାଙ୍କ ଝିଅର ଖବର କାହା ଉପରେ ନିର୍ଭର 😂😂😂
@SatyaRanjanMallick-bo7wd
2 ай бұрын
Lokanku jete fuse kale bi sudhuribey nahi but All pending work complete haba taa thaya
@moodoffbhubaneswar5486
2 ай бұрын
5t college ବା ସବୁ smart 😂😂😂
@kapilashmajhi5106
2 ай бұрын
ଜୟ ଜଗନ୍ନାଥ 💩🙏
@prasantapattanaik862
2 ай бұрын
ବାଜେ କଥା କହୁଛନ୍ତି ମାଡାମ୍।ଦି ବର୍ଷ ହେଲା କଣ କରୁଛ ହୋ ମାଡାମ୍?
@BaiaBaba-x6m
2 ай бұрын
ମୋବାଇଲ ରେପଇସା ନାହିଁ, ନମ୍ବର ଲଗେଇଲେ ଲାଗୁ ନାହିଁ କଟି ଯାଉଛି,ବାଲାନ୍ସ ନାହିଁ କହି ଦେଉଛି, ୱାଟ ସପ ଛାଡ,ନିୟୁଜ ଫିଉଜ ମୋବାଇଲ୍ ନମ୍ବର୍ ୱାଟ ସପ ନମ୍ବର କ'ଣ ପାଇଁ କରୁଛ ମିଛ ମାଡ,
@kilogram382
2 ай бұрын
❤❤❤ ❤❤ ❤
@ShantilataPatra-nt6qq
2 ай бұрын
Jay kala college chhadi. gharku pala
@trohini556
Ай бұрын
All India re not parmesan
@TunaPatra-m5z
2 ай бұрын
Super best news puse😂😂😂😂
@mamatamohapatra8559
Ай бұрын
Khali nija khusi dekhile heba ?
@SukadevNaik-yt2mw
2 ай бұрын
Mayurbhanj OTV News fuse Asuni
@prasantapattanaik862
2 ай бұрын
ଆମେ ଥରେ ନିୟୁଜ୍ ଫିୟୁଜ୍ ରେ ଦେଖିଥିଲୁ,ଜଣେ ତାର ଜେଜେମା କୁ ମଶାଣିକୁ ନେଲାବେଳେ ଡିଜେ ବଜେଇ ମାଲ୍ ପିଇ ନାଚି ନାଚି ନେଉଥିଲା। ଆଉ ମାଂକ ଭସାଣି ବେଳେ ଡିଜେ ମାଲ୍ ନ ହେଲେ ଜୋସ୍ କେମିତି ବଢିବ? କଣ କହୁଛୁ ରେ ନାରଣ?
@sujitrout7419
Ай бұрын
Chaina
@mamatamohapatra8559
Ай бұрын
Ete josa bhala nuhen
@kpsinghadv9798
2 ай бұрын
Nayagad college ra byabasta dekhi janajauchhi patha padha kemiti heuchhi.
@rocknclassicmusicschool362
2 ай бұрын
OTV All Odisha re DJ restricted/Ban heba uchit.
@ajitsahu5706
2 ай бұрын
ODISHA college hayy re
@mr.giritechnique2524
2 ай бұрын
5T pahanchini ki
@bikashpingua-l7u
2 ай бұрын
Aro broso ru puja b bondh hebo
@kpsinghadv9798
2 ай бұрын
Pilamane maanku bhasani karibaku DJ,mada,sabu khusi pai nuhe,sidha ticket katiba ku bhala pauchhanti
@bigyanofficial1076
2 ай бұрын
Thare phulbani government autonomous college ku asantu
@BhupeshBhupu
2 ай бұрын
Hiii
@pragatibehera9852
2 ай бұрын
Purbaru bi ei asubidha dekhi asichu au hostel ra katha na kahiba bhala
@Manas_panigrahi
2 ай бұрын
Jou loka 2 barsa bhitare kan asubidha saeta janini athiru jana paduchi a madam nija paribara katha kate bujhuchanti...
@amarendrananda602
2 ай бұрын
Ea jugare manaba nka Ram ram satya he Vagabana nka pai DG Kali juga bhai sei kama Karu thiba kintu par nama japu thiba
@technod4823
2 ай бұрын
Au kichi odisha re hebar nahi bjp bala sabu khai jibe
@swatirefrigerationodia.4421
2 ай бұрын
14 barsa lutila pare au acchi je khaibe,ebe jogad karibar samaya
18:57
News Fuse 20 SEPT 2024
OTV
Рет қаралды 623 М.
22:18
News Fuse 24 SEPT 2024 | ଯାତ୍ରୀ ନିବାସର ଶେଷ ନିଶ୍ବାସ ! | ଫ୍ୟୁଜ୍ Views |
OTV
Рет қаралды 86 М.
00:50
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
Nikita Zdradovskiy
Рет қаралды 7 МЛН
2:51:17
ЭКСКЛЮЗИВ: Анамды жоғалтудан қорқам! ЗПРР диагнозы, Бір Болайық, отбасы мен жеке өмірі жайлы
НТК Show
Рет қаралды 598 М.
00:32
Quilt Challenge, No Skills, Just Luck#Funnyfamily #Partygames #Funny
Family Games Media
Рет қаралды 54 МЛН
00:26
Quando eu quero Sushi (sem desperdiçar) 🍣
Los Wagners
Рет қаралды 14 МЛН
10:46
ଓଡ଼ିଆ ଅସ୍ମିତା ବୁଝାଇଲେ ସୂର୍ଯ୍ୟବଂଶୀ | Odisha Reporter
Odisha Reporter
Рет қаралды 2,1 М.
9:26
ବିଜନେସ୍ ଲେଡିରୁ କେମିତି ବନିଲେ ବିଧାୟିକା ?
OTV Infotainment
Рет қаралды 832 М.
21:29
News Fuse 22 Oct 2024 | ହେଲା... ଖତ ଖାଇଲା | ମୁହଁରେ ହସ ଫୁଟିଲା | ଫ୍ୟୁଜ୍ Views
OTV
Рет қаралды 31 М.
27:51
ଅଣ୍ଡା ଖାଇଲେ ମାସ କରେ ଭୋଗିବେ... | Odisha Reporter
Odisha Reporter
Рет қаралды 21 М.
21:16
News Fuse 11 NOV 2024
OTV
Рет қаралды 64 М.
3:41
ମୋହନଙ୍କ କଥା କହିଲେ ତାରା, ତାଳି ମାଡ଼ରେ କମ୍ପିଲା ମୈଦାନ | Odisha Reporter
Odisha Reporter
Рет қаралды 10 М.
21:16
News Fuse 14 Oct 2024
OTV
Рет қаралды 46 М.
26:51
ମଦୁଆ ଜ୍ବାଇଁର ବ୍ରହ୍ମଜ୍ଞାନ ଚର୍ଚ୍ଚା | Husband Drunken and In Laws | Odia Comedy | Shankara Bakara
Nandighosha TV
Рет қаралды 1,1 МЛН
22:43
News Fuse 26 JULY 2024
OTV
Рет қаралды 185 М.
4:33
କର୍ଣ୍ଣାଟକରେ ବାପା, ଝାଡ଼ଖଣ୍ଡରେ ଝିଅ, ଭଦ୍ରକରେ ପତ୍ନୀ, ଘରେ ଲୁଟେରା | Odisha Reporter
Odisha Reporter
Рет қаралды 3,2 М.
00:50
☝️☝️☝️МАЛЫШ-СИЛАЧ 14 лет притворился НОВИЧКОМ | Школьник сделал то, чего не смог качок
Nikita Zdradovskiy
Рет қаралды 7 МЛН