Naveen Gained Votes By Distributing 782 Crore Rupees Under Kalia Scheme!

  Рет қаралды 24,777

Nirbhay

Nirbhay

Күн бұрын

Пікірлер: 303
@manojkumarsaint7803
@manojkumarsaint7803 Ай бұрын
Jay Shree Jagannath ❤❤❤
@GaneswarNayak-e6j
@GaneswarNayak-e6j Ай бұрын
ସାର୍ ନମସ୍କାର, ଆପଣ ଓଡ଼ିଆ ମାନଙ୍କୁ ବାରମ୍ବାର ସଚେତନ କରୁ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍। ନବୀନ ପଟ୍ଟନାୟକ ଜଣେ ଚୋରଙ୍କ ସର୍ଦ୍ଦାର, ସବୁ ନାଟର ଗୋବର୍ଦ୍ଧନ,
@10subrat
@10subrat Ай бұрын
Everyone having their own agenda,
@gyanranjanpradhan5312
@gyanranjanpradhan5312 Ай бұрын
Michha kahi odishare BJP jitichi, pandian odishare bahut development karichi, public kahuchhanti
@drnrusinghaojha55
@drnrusinghaojha55 Ай бұрын
ଅପେକ୍ଷା କର ନୁଆ ଓଡ଼ିଶା ଦେଖିବ। semiconductor plant transferred to Gujarat, JSW EV transferred to Moharastra,Gopalpur bandar purchased by Adani be happy with subhdra and saffron flag
@Eagleeye774
@Eagleeye774 Ай бұрын
ସର୍ଦ୍ଦାରଙ୍କୁ କହିଲେ ଚୋରଙ୍କୁ ବାଧିବ.. 😂
@prabhasray675
@prabhasray675 Ай бұрын
Jay Jagannath
@Dr.HemantaKumar
@Dr.HemantaKumar Ай бұрын
AG ପୀତାମ୍ବର ବାବୁ ତାଙ୍କ ସରକାରକୁ CAG ରିପୋର୍ଟ ଆଧାରରେ ନ୍ୟାୟିକ ପରାମର୍ଶ ଦେବା ଉଚିତ ନୁହେଁ କି?
@Dr.HemantaKumar
@Dr.HemantaKumar Ай бұрын
Dr.Hemanta Kumar -ବିଗତ ୨୪ ବର୍ଷରେ ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। CAG ରିପୋର୍ଟ ଅନୁଯାୟୀ ଯେଉଁ ପରିମାଣର ଅର୍ଥ ଲୁଟ୍ ହୋଇଛି ତାହା ଆଦାୟ ହେବା କଥା ନା ନୁହେଁ? ସଂପୃକ୍ତ ସରକାରର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ ନତୁବା ସେମାନଙ୍କୁ ଝାରପଡ଼ା ଜେଲରେ ରଖାଯାଉ ଯଦି ତାହା ନ ହୋଇ ପାରିବ ତେବେ CAG ପଦବୀ ଉଚ୍ଛେଦ କରାଯାଉ।
@KanhucharanJena-el4ci
@KanhucharanJena-el4ci Ай бұрын
💯 right sir
@ramkrishnapadhi1550
@ramkrishnapadhi1550 Ай бұрын
😊
@kishorchsrichandan307
@kishorchsrichandan307 Ай бұрын
ଦୁର୍ନୀତି ବିରୋଧ ରେ ଯିଏ କହୁଥିଲା ତାକୁ ବନ୍ଧୁଥିଲେ, ବର୍ତ୍ତମାନ ସମୟ ଆସିଛି ନବୀନ ପଟ୍ଟନାୟକଙ୍କୁ ବନ୍ଧିବପାଇଁ।
@10subrat
@10subrat Ай бұрын
Day dream😂😂😂
@prafullamohanty5557
@prafullamohanty5557 Ай бұрын
​@@10subratଅପେକ୍ଷା କରନ୍ତୁ ସବୁ ଠିକ୍ ହୋଇଯିବ।
@rakeshmohanty134
@rakeshmohanty134 Ай бұрын
Tama gandire pani achi bandhiba se kichi bhul karinahanti so bandhipariba nahi sala murkha Mane janiparuna na news dekhuna na Argus OTV dekhi gapucha jai dekha jetebele mohan majhi cm ghosana hela sete bele modi tu arambha Kari any neta Mane kete respect karuthile Navin ku mohan majhire majhire Naveen pakhaku jauchi kete respect dauchanti birodhi heikibi because Navin fulfil all hope's expression of odia people kintu odia soo khodia pakhala khaibe ghare gandimareibe ebe janibe nabin kn kn karuthile starting kyc ration nd subhadra kie Surat ,hyd,banglore, Chennai,Delhi, Kolkata, Mumbai ru asuchi recently jaithile kete kharcha hauchi mohan bharana Kariba sala murkha kandhei sarkar asmita mo Banda asmita jaha Delhi ru parichalita kichi kahibe purbaru Tamil sethipain bjd sarkar ru gala au bjp anithile odia loka kahara golam na heba pain kintu ebe bi golam modi ,Amit,gujurat ra including governor of odisha s son harassed nd physical touch of odia govt officer nd don't action against governors son e sabu kn prahasana govt kn Banda choduchi jete sodile bi Kam emananka pain​@@prafullamohanty5557
@dhadanarendra
@dhadanarendra Ай бұрын
Right kahichanti sir
@DinabandhuNaik-yw1xs
@DinabandhuNaik-yw1xs Ай бұрын
ନବୀନ ସରକାର ଭସ୍ମସୂର୍ ଯାହା ଛୁଇଲେ ଭସ୍ମ ହୋଇ ଯିବେ
@manojpanda2956
@manojpanda2956 Ай бұрын
ଆଜ୍ଞା ଧନ୍ୟବାଦ, ମୋହନ ବାବୁ ଯଦି ନିଜକୁ ଦୁର୍ବଳ ମନେକରୁଛନ୍ତି ତେବେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତୁ,ଅନ୍ୟଥା ବି ଜେ ପି ସରକାର ବଦନାମ ହେବ
@sarojghosh1199
@sarojghosh1199 Ай бұрын
Jabardast heichi episode. Jay Shri RAM.
@arucharanpradhan5502
@arucharanpradhan5502 Ай бұрын
ସାର୍ ନମସ୍କାର, ଭୋଟ ପାଇଁ ହୋଇ ଥିବା ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ବିନା ସର୍ଭେରେ ଲାଗୁ କଲେ ସରକାର। ବହୁତ ରାଜନୀତି କର୍ମୀ ମାନେ ନିଜେ କୃଷକ, ବିକଳାଙ୍ଗ, ବୃଦ୍ଧ ଓ ନିଜେ ଶ୍ରମିକ ଓ କଳାକାର ସବୁ ଯୋଜନାର ହିତାଧିକାରୀ ଅଟନ୍ତି।କେବଳ ଜଗନ୍ନାଥ ହିଁ ବିଚାର କରିବେ।
@mishrabisudhananda3551
@mishrabisudhananda3551 Ай бұрын
ଆଜ୍ଞା ଏବେ କେତେଦିନ ତଳେ ଗୋଟିଏ ସମ୍ବାଦ ପଢ଼ିଥିଲି,5 ଟଙ୍କା ଲାଞ୍ଚ ପାଇଁ 26 ବର୍ଷ ପରେ ଜଣେ ରେଳ ପୋଲିସ ବିହାର ରେ ଜେଲ ଦଣ୍ଡ ପାଇଲେ।ଏହା ଇ ଦେଶ ଆଇନ।ଗରିବ ଓଡ଼ିଶା ର ହଜାର ହଜାର କୋଟି ନବୀନ ଓ ପାଣ୍ଡିଆନ ଓ ତାଙ୍କ ର ତାମିଲ ତେଲୁଗୁ ଅଣ ଓଡ଼ିଆ ସହଯୋଗୀ ଲୁଟ କଲେ,କିଛି କାର୍ଯ୍ୟାନୁଷ୍ଠାନ ନାହିଁ ।ମାଝୀ ସରକାର ସେହି କିଛି ଇଂଜିନିୟର ଓ ତଳ ସରକାରୀ କର୍ମଚାରୀ ଙ୍କୁ ଧରି ବହୁତ୍ ପ୍ରଚାର କରୁଛନ୍ତି,ମାତ୍ର ସେହି ନବୀନ ଓ ଅଣ ଓଡ଼ିଆ ସଚିବ,ପୋଲିସ ,ମନ୍ତ୍ରୀ ଓ ପାଣ୍ଡିଆନ କୁ ଧରିବାରେ ଟିକିଏ ଚେଷ୍ଟା ନାହିଁ।
@maheswarpujhari4503
@maheswarpujhari4503 Ай бұрын
ପ୍ରାଥମିକ ବିଦ୍ୟାଳୟ ଉପରେ ଗୋଟେ episode କରଂତୁ ନବୀନ ଆଜ୍ଞା
@bimalkantatripathy2776
@bimalkantatripathy2776 Ай бұрын
ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର ଆଧାରରେ ଏକ ମାମଲା ରୁଜୁ କରାଯାଉ।
@PradeepKuDas-ls5xf
@PradeepKuDas-ls5xf Ай бұрын
Well Said
@chakradharswain9603
@chakradharswain9603 Ай бұрын
କୁଆଡେ ଗଲେ ବି, ଯେ, ଡି, ମୁଖ ପାତ୍ର, ତାଙ୍କୁ ଏବେ ଲାଜ ଲାଗୁଚି କି ? ସି, ଏ, ଜି, ପ୍ରଶ୍ନର ଉତ୍ତର ଦିଅନ୍ତୁ, 👍👍👍👍👍
@gitanjalidevi6552
@gitanjalidevi6552 Ай бұрын
Apana ate sahasa ra sahita sabu bisaya accurately janauchanti. A pari sundar perfect analysis pain bahut bahut dhanyabad Sir . Mohan sarkar sighra action na nele bahut adua re padibe nischaya
@chakradharsahoo3684
@chakradharsahoo3684 Ай бұрын
Thank you Sir for your repeated reminding to government. You are really people s representative.
@DinabandhuNaik-yw1xs
@DinabandhuNaik-yw1xs Ай бұрын
ବିଜେଡ଼ି ବାଳେ ଦୁଇ ତିନି ଥର କାଳିଆ ଟଙ୍କା ପାଇଛନ୍ତି
@narayanpanda4011
@narayanpanda4011 Ай бұрын
ଓଡିଶା ର ସଚେତନ ନାଗରିକ ମାନେ bjd ku ଭୋଟ ଦିଅନ୍ତି ନାହିଁ
@10subrat
@10subrat Ай бұрын
Yes they vote for communists❤❤
@AmiyaKumarSahoo-u3s
@AmiyaKumarSahoo-u3s Ай бұрын
ମୁଁ ଗୁହାରି କରିବି ଯାହାକୁ ସେ --- କରିଛି ତାହାକୁ ମୋହନ ସରକାର ଏ ସବୁ ବିଷୟରେ ମୋଦି, ଶାହା ଙ୍କ ବିନା ଅନୁମତି ରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ. ନବୀନ ବାବୁ ଙ୍କୁ ଅସୁବିଧା ରେ ପକାଇବା ପାଇଁ ମୋଦି. ଶାହା ଚାହୁଁନାହାନ୍ତି କିଛି ହବନି. ଏମିତି ନବୀନ ବାବୁ. ପାଣ୍ଡିଆନ. ବିଜେଡି ନାଁ ନେଇ ପାଞ୍ଚ ବର୍ଷ ପାର କରିଦେବେ.
@amarendramishra7839
@amarendramishra7839 Ай бұрын
Biggest Agriculture Scam
@manjopaikraymanjo4824
@manjopaikraymanjo4824 Ай бұрын
ସାରେ ସଵୁଠିକ୍
@biswajitsethi7008
@biswajitsethi7008 Ай бұрын
ଲୋକଙ୍କୁ ସଚେତନ କରାଇବାରେ ଆପଣଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ଅଟେ ସାର୍ 🙏
@sitarampurohit2993
@sitarampurohit2993 Ай бұрын
Thanks for realistic statement
@trilochanpatnaik6321
@trilochanpatnaik6321 Ай бұрын
ଓଡ଼ିଆରେ ଗୋଟେ କଥା ଅଛି ( ବଚନେ କି ଦରିଦ୍ର ତା) । ତେଣୁ ନବୀନ ବାବୁ ତଥା ତାଙ୍କ ଜୋଇଁ ବାବୁ ( ଶିଷ୍ୟ) ଉଭୟେ କଥା କହି ଓଡ଼ିଶାବାସୀଙ୍କ ମନ ମୋହୂ ଥିଲେ । ଏହିପରି କୋଟି କୋଟି ଟଙ୍କା loot କଲେ ଗୁରୁ ଶିଷ୍ୟ ମିଶି। ଜଣା ପଡ଼ୁଛି ମୋହନ ବାବୁ ମଧ୍ୟ ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦେଖା ଯାଉ ଆଗାମୀ ଦିନରେ କଣ କଣ ହେବାକୁ ଯାଉଛି।
@umeshchandradash2881
@umeshchandradash2881 Ай бұрын
ମୋହନ ସରକାର ପୁରା ଅନଫିଟ
@akshayakumarnayak3480
@akshayakumarnayak3480 Ай бұрын
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗଣମାଧ୍ୟମ କୁ ଗଣିକା ବୋଲି କହି ବିବାଦୀୟ ହୋଇଥିଲେ ବୋଧେ ଏହି ଉକ୍ତି ଓଡିଶା ର ଗଣମାଧ୍ୟମ ପାଇଁ ୨୦୧୯ ରେ ପ୍ରଯୁଜ୍ୟ
@myexampreparation7699
@myexampreparation7699 Ай бұрын
ଆଦାନୀ ବାବୁ ଓଡ଼ିଶା ରେ port ପାଇଲେଣି ଏହା ଉପରେ ଆଲୋଚନା କରାଯାଉ
@ajitkumarpanda6388
@ajitkumarpanda6388 Ай бұрын
Bjd ସରକାର ର ଅନେକ ଦୁର୍ନିତୀ ର ପର୍ଦ୍ଦାଫାଶ ହେଲା ପରେ ବି ମୋହନ ସରକାର ନୀରବଦ୍ରଷ୍ଟା କାହିଁ କି,,,,,,,,ଓଡ଼ିଶା କୁ ନଷ୍ଟ ଭ୍ରଷ୍ଟ କରିଥିବା 24 ବର୍ଷ ର ବିଗତ ସରକାର ଙ୍କୁ ଅନୁକମ୍ପା ନ ଦେଖେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଅନ୍ତୁ, ଲୋକେ ବୁଝିବେ ଯେ ମୋହନ ସରକାର ଧୃତରାଷ୍ଟ୍ର ଭଳି ଅନ୍ଧପୁଟୁଳି ବାନ୍ଧି ବସି ନାହାନ୍ତି,,,,,,,,
@laxmidharabarik2952
@laxmidharabarik2952 Ай бұрын
ସାର୍ 🙏 ଯଦି ମୋହନ ସରକାର ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ନିଜର ଅଭିମୁଖ୍ୟ ଆଗାମୀ ତିନି ମାସ ମଧ୍ୟରେ ସ୍ପଷ୍ଟ ନକରନ୍ତି। ତେବେ ଉଭୟେ ବିଜେପିର ସିକ୍ରେଟ ଏଜେନ୍ଟ ବୋଲି ପ୍ରମାଣିତ ହୋଇଯିବେ। ରାଜ୍ୟ ବିଜେପି ଆଗାମୀ ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନରେ ତାହାର ପରିଣାମ ଭୋଗିବ। ଲୋକେ ବିଜେପିକୁ ଭୋଟ ଦେଇଥିଲେ ବିଜେଡ଼ି ଦୁର୍ନୀତିର ପର୍ଦଦାଫାଶ ପାଇଁ ସଲକୁସ୍ତି ପାଇଁ ନୁହେଁ। ❤❤❤❤😮
@BulakiSwain-n4c
@BulakiSwain-n4c Ай бұрын
ନବୀନ ପଟ୍ଟନାୟକ ନିଜେ କିଛି ଖାଆନ୍ତି ନାହିଁ ଠିକ୍ କିନ୍ତୁ ହଜାର ହଜାର ସଂଖ୍ୟାରେ ଟାଉଟର୍ ପୋଷିଥିଲେ, ଯେଉଁମାନେ ଗତ ଚବିଶ ବର୍ଷ ଭିତରେ ଭିକାରୀ ରୁ କୋଟିପତି ହୋଇଗଲେ। ତାଙ୍କର ଖାଲି ମୁକୁଟ ଟା ଦରକାର ତେଣିକି ଓଡିଶା ପଛେ ୨୪୦ ବର୍ଷ ତଳକୁ ପଳାଉ।
@padmanavsahoo8432
@padmanavsahoo8432 Ай бұрын
ମହାଶୟ,ନମସ୍କାର ଯେହେତୁ ବିଜେପି ସରକାର କୁ ଆସିନଥିଲେ ସମାନଙ୍କ ଦେହରେ ରକ୍ତ ନଥିଲା ଏବେ ଵି ହିମୋଗ୍ଲୋବିନ ଠିକ ନାହିଁ ଏଣୁ ଆପଣଙ୍କ ବିସ୍ଲେଷଣ ତାଙ୍କରକ୍ତ ଗରମ ହେଉ ନାହଁ
@basantapattnaik7812
@basantapattnaik7812 Ай бұрын
ସାର ପ୍ରଣାମ 🙏🌹
@prasantamohapatra7767
@prasantamohapatra7767 Ай бұрын
ବିଧାନସଭା ଏବେ ସରିଲା ଏଣିକି କିଛି ହେବ ବୋଲି ଆଶା l
@ajitkumarchoudhury6154
@ajitkumarchoudhury6154 Ай бұрын
ଆଶ୍ଚର୍ଯ୍ୟ ମୋହନ ସରକାର କାହିଁକି ଆକ୍ସନ ନେଉ ନାହାନ୍ତି ଦୁର୍ନୀତିରେ ଉବୁଟୁବୁ ପାଣ୍ଡିଆନଙ୍କୁ ଏତେ ଦରଦ କଣ ପାଇଁ ଲାଗୁଚି କୌଣସି ଅଜଣା ଶକ୍ତି ସରକାରକୁ କଂଟ୍ରୋଲ କରୁଛି ଆଉ ମୋହନ ସରକାର ବଂଶୀ ବାଜରେ ବ୍ୟାସ୍ତ୍ୟ ଅଛନ୍ତି
@mituprdhan2020
@mituprdhan2020 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹
@nilambarsahu4084
@nilambarsahu4084 Ай бұрын
Good discussion about Kalia scam.iamafarmercouldnotkaliamoney.jayajagannath🙏🙏🙏
@rabimohanty112
@rabimohanty112 Ай бұрын
ମହାନଙ୍କୁ ନବୀନ ଆଲୋଚନକୁ daakantu
@ajayakumarrout5854
@ajayakumarrout5854 Ай бұрын
ମୋହନ ସରକାର କାହାକୁ ଡରୁଛନ୍ତି ! ଓଡ଼ିଶା ଲୋକଙ୍କ ଆଶା ଭରସା ସହ ଖେଳୁଛନ୍ତି କି ?
@chandipadapanda4707
@chandipadapanda4707 Ай бұрын
କେବଳ କାଳିଆ ଯୋଜନା ନୁହେଁ ,ବିଜୁ ଜନତା ଦଳ ର ସରକାର ଯେତେ ଗୁଡିଏ ଯୋଜନା କରିଛନ୍ତି ତାହା କେବଳ ଭୋଟ କିଣିବା ଉଦ୍ଦେଶ୍ଯ ଛଡା ଆଉ କିଛି ନୁହେଁ ।
@techcrypto493
@techcrypto493 Ай бұрын
True
@skaifoundation8120
@skaifoundation8120 Ай бұрын
🙏👍❤ I pray and hope Odisha get it. Prabhu 🙏.
@laxmidharapanda6086
@laxmidharapanda6086 Ай бұрын
ଏସବୁ ଘଟଣା ଜାଣିବାପରେ ନବୀନ ପଟନାୟକଙ୍କୁ ସମ୍ମାନ ଦେବାକୁ ବିବେକ ବାଧାଦେଉଛି
@sitakanta4770
@sitakanta4770 Ай бұрын
Jay Jagannath sir🙏
@RanjitKumarSethiRanjitKumarSet
@RanjitKumarSethiRanjitKumarSet Ай бұрын
Good 👍👍👍
@prafullamohanty5557
@prafullamohanty5557 Ай бұрын
ନବୀନ ପଟ୍ଟନାୟକ ଙ୍କୁ ମୋହନ ସରକାର ଜେଲ୍ ପଠାଇ ପାରିବେ କି,? ଟିକସ ଦାତା ମାନଙ୍କ ପଇସା କୁ ଏପରି ବର୍ବ।ଦ୍ କରିଛନ୍ତି। ତାହା ସରକାରୀ ଖଜଣା କୁ ଫେରିବା ଦରକାର। ନ ହେଲେ ମୋହନ ସରକାର ବାଳ ଖାଇବା ଟା ଥୟ। ମୋହନ ମାଝି ଙ୍କ ଜାଗାରେ ଜୟନାରାୟଣ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ସବୁ ଠିକ୍ ହୋଇଯିବ। ଏବଂ ଅପରାଜିତା ମାମ ଙ୍କୁ କଣ୍ଟ୍ରୋଲ କରିବା ପାଇଁ ଦିଆଯାଉ। ଓଡିଶା ରେ ଆହୁରି ୨୫ ବର୍ଷ BJP ଶାସନ ଚାଲିବ ଏବଂ Dhamrndra ପ୍ରଧାନ ଙ୍କୁ ଓଡିଶା ରାଜନୀତି ରୁ ଦୂରରେ ରଖାଯାଉ। ସବୁ ଠିକ୍ ଚାଲିବ। ଆଗ କାଳିଆ ଦୁର୍ନୀତି ରେ ଶଳା ନବିନା କୁ ଜେଲ୍ ପଠାଇ ଦିଆଯାଉ ସାଙ୍ଗରେ ହାରାମି ପାଣ୍ଡୁ। ବହୁତ୍ ଲୋକଙ୍କୁ ବିନା କାରଣ ରେ ଜେଲ୍ ପଠାଇ ଛନ୍ତି। କୁକୁର ଦିଇଟା
@Mrdeba896
@Mrdeba896 Ай бұрын
Anti bjd agenda 😂
@jeetendrakumarmohanty2963
@jeetendrakumarmohanty2963 Ай бұрын
ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଂକ ଦଳର ମନ୍ତ୍ରୀମାନେ ଓ କର୍ମୀମାନେ ବହୁତ୍ ଦୃନିତୀରେ ବୁଡି ରହି, ଓଡିଶାର ଜନସାଧାରଣଙ୍କୁ ଭୁୟାଁ ବୁଲୋଉ ଥିଲେ କେବଳ ନିଜ ଚୈକି ବଞ୍ଚେଇବା ପାଇଁ, ମୋହନ ସରକାର କାହିଁକି ଏତେ ଦରଦ ଦେଖାଉଛନ୍ତି, ଭିତରେ କଣ ରହସ୍ୟ ଅଛି।
@abhiramsahoo5642
@abhiramsahoo5642 Ай бұрын
ମୋହନ ସରକାରଙ୍କ ତିନିମାସ ତଳର ବୟାନବାଜି ଓ ଆଜିର ନୀରବତା ଭିତରେ କି ରହସ୍ଯ ଅଛି,ତାହା ପ୍ରଥମେ ତଦନ୍ତ ସାପେକ୍ଷ। ନବୀନ,ପାଣ୍ଡିଆନ ଓ ବବି ଦାସର ଦୁର୍ନୀତି ଖୋଲାଖୋଲି ପ୍ରମାଣିତ ହୋଇ ମିଡିଆରେ ପ୍ରକାଶିତ ହେଲା ପରେ ବି ମୋହନ ସରକାର ନୀରବ,CAG ରିପୋର୍ଟର ବା କୋଉ ବଡ କଥା ? କାଳିଆ ବି ମୋହନ ସରକାରକୁ କ୍ଷମା ଦେବ ନାହିଁ !
@kunjabiharipatro1825
@kunjabiharipatro1825 Ай бұрын
Sir namaste
@dr.purnendutripathy5263
@dr.purnendutripathy5263 Ай бұрын
ପାଣ୍ଡିଆ ନ ଏବେ ଲୁଚିଲୁଚି ରହୁଛି। ଲୋକେ ବାଡେଇବେ। ନବୀନ ବାବୁଙ୍କ ପରି ଧୂର୍ତ୍ତ,ଧପାବାଜ,ଠକ ଆଉ କେହି ନଥିବେ।ଆମେ ଏମିତି କେତେ ଥର ଲେଖିଥିଲୁ,ଲାଭ ହେଲାନାହିଁ।, କିନ୍ତୁ ଆଜିଯାଏଁ ବିଜେପିର ସରକାର କାହିଁକି ନିରବ? ଏମିତି ଶାସନ କଲେ ଭବିଷ୍ୟତରେ ଘରେ ଶୋଇବାକୁ ହେବ। ଲଜ୍ଜା ଲାଗୁଛି ଆମ ମାନଙ୍କୁ।
@PurnachandraBehera-if5tu
@PurnachandraBehera-if5tu Ай бұрын
ଆପଣ ମାନେ ଖୁସିତ। 6ମାସ ରହିବାକୁ କହିଛନ୍ତି।
@ambikasarangi3042
@ambikasarangi3042 Ай бұрын
Subhadra yojana of current government is not less powerful like KALIA Is not it?
@Jagannath-oc9ht
@Jagannath-oc9ht Ай бұрын
JAI JAI SHREE JAGANNATH.
@santoshbiswal6256
@santoshbiswal6256 Ай бұрын
C a g report dekhi mohan babu action niantu. Nachet odisa basi ruti sekila vali sekidebe.
@PurnachandraBehera-if5tu
@PurnachandraBehera-if5tu Ай бұрын
ଧୂର୍ତ୍ତ ଚୋର। ବିଶ୍ଵ ସ୍ତରୀୟ ଚୋର। ଆମର ବିଶ୍ବସ୍ତରୀୟ ମୁଖ୍ୟମନ୍ତ୍ରୀ।
@SarojKumar-yz6gf
@SarojKumar-yz6gf Ай бұрын
ମହାଶୟ ପ୍ରଥମ ଦୁଇଟି ମିଳିଥିଲା ମୁଁ ଜଣେ IT ଦାତା. କିନ୍ତୁ ପରେ ଖାତାରୁ ଫେରସ୍ତ ନିୟା ଗଲା. ସ୍ୱାଗତ କିନ୍ତୁ ଯୋଗ୍ୟ ଲୋକ ଏବେବି ପାଉନାହାନ୍ତି.
@ArunDas-hc5zz
@ArunDas-hc5zz Ай бұрын
ରାଜନୀତି କୁ ଆମେ ବୁଝୁ ,ରାଜ କରିବାକୁ ନୀତି ।
@sudhakarsahu3252
@sudhakarsahu3252 Ай бұрын
ଆଜ୍ଞା ନମସ୍କାର 🙏, ଆପଣଙ୍କର ପ୍ରତିଦିନର ଯେଉଁ ବିଶ୍ଳେଷଣ ଶୁଣଛୁ ନା ଆଜ୍ଞା ଶତ ଶତ ପ୍ରଣାମ 🙏,ସତରେ ନବୀନ ସରକାର ଯେମିତି ଗୋଟିଏ ମହାଭାରତ ଠାରୁ ବି କଳା କାରନାମା ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା,ଭୋକୁଆ ବନେଇବାରେ ଶଙ୍କୁନି ସାଜି କ୍ଷମତା ଲୋଭରେ ଓଡ଼ିଶାର ଅର୍ଥନୀତି କୁ ରସାତଳ କରି ଦେଇଛି ଯାହା ଏବେ ଓଡ଼ିଆ ଜାତି ଭୋଗୁଛି। ରାମ୍ ନାମ ସତ୍ୟ ହେ 😭😭
@bhagirathisandhibigraha6909
@bhagirathisandhibigraha6909 Ай бұрын
ଏଠି ଜଗନ୍ନାଥ ମିଛ କେବଳ ନବୀନ ପଟ୍ଟନାୟକ ସତ
@chhabindramansingh73
@chhabindramansingh73 Ай бұрын
ଧର୍ମେନ୍ଦ୍ର ପ୍ରଧାନ ଓଡିଶା bjp ରେ ଥିଲା ଜାଏ, bjp ପଡିବା ବ୍ୟତୀତ ଉଠିବନି, ହାରାମି ନେତା ଧର୍ମେନ୍ଦ୍ର, bjp ସର୍କାର କହି ଆସିଚି ଶାସନକୁ bjd ଦୁର୍ନୀତି ତଦନ୍ତ କରି ଦଣ୍ଡ ଦେବ, କଣା bjp କରୁଚି କଣ ଲୋକ କ୍ଷମା ଦେବେନି bjp କୁ
@narendranathnayak6169
@narendranathnayak6169 Ай бұрын
Dissemination of blatant truth,trust to it.jaye Jagannath..
@lokanathdas5326
@lokanathdas5326 Ай бұрын
ମନରେ ପ୍ରଶ୍ନ ଆସୁଛି ଏ ବିଜେପି ସରକାରଟା କଣ, ଅପାରଗ,ଅଯୋଗ୍ୟ ନା ଅନାଭିଜ୍ଞ ..!!! ଚବିଶ ବର୍ଷ ରାଜ୍ୟକୁ ଲୁଟି କାଙ୍ଗାଳ କରିବା ପରେ ବିଜେଡ଼ି ର ଚୋର ଖଣ୍ଟ ବଦମାସ ବେଈମାନ ନିର୍ଲଜ ନେତାଗୁଡ଼ାକ ପୁଣି ବିଧାନସଭା ରେ ଶାଣିତ ଭାଷଣ ଦେଇପାରୁଛନ୍ତି କେମିତି..? ସେମାନଙ୍କୁ କାଠଗଡା଼କୁ ଟାଣିବା ପାଈଁ ଲୋକେ ବିଜେପି କୁ ମ୍ୟାଣ୍ଡେଟ ଦେଇଛନ୍ତି କିନ୍ତୁ ମୋହନ ସରକାର ତମେ ଲୋକଙ୍କୁ ତାମସା ଦେଖଉଚ ..! ଅପେକ୍ଷାର ଗୋଟେ ସୀମା ଥାଏ ହେଲେ କାର୍ଯ୍ୟାନୁଷ୍ଠାନ ନେବାରେ ଅଦ୍ୟାବଧି ଅନେକ ବିଳମ୍ବ କରିସାରିଲେଣି ସରକାର l
@RanjanBehera-ge1kf
@RanjanBehera-ge1kf Ай бұрын
☀️... Thank 🌺 you Sir...........👍
@RanjanBehera-ge1kf
@RanjanBehera-ge1kf Ай бұрын
☀️ ଖାଲି ଘୋଷଣା ହେଲା ମୋହନ ମାଝୀ ମୁଖ୍ୟମନ୍ତ୍ରୀ । ତା'ପରେ କିଏ ମୂଖ୍ୟମନ୍ତ୍ରୀ କି ସରକାର ଚାଲିଛି କିଏ ଚଳଉଛି କାହାର ଗତି କୁଆଡ଼େ କେଉଁ ନେତା ବା ମନ୍ତ୍ରୀ କ'ଣ କହୁଛି ଆମ ଭଳି ସାଧାରଣ ଜନତାଙ୍କ କି ପ୍ରକାର ବିକାଶ ହେଉଛି କିଛି ଜଣା ପଡ଼ୁନାହିଁ । ନିର୍ବାଚନ ରେ ଦେଇଥିବା ପ୍ରତିଶ୍ରୁତି ଏବଂ ବର୍ତମାନ ଚାଲୁଥିବା କାର୍ଯ୍ୟକାରିତା ରେ ଭିନ୍ନତା ଦେଖିବାକୁ ମିଳୁଛି... ଯାହା ଦ୍ଵାରା ଜନସାଧାରଣ ରେ ଅସନ୍ତୋଷ ଦେଖିବାକୁ ମିଳୁଛି.......
@santoshpattnayak2589
@santoshpattnayak2589 Ай бұрын
CAG ରିପୋର୍ଟ ଆୟୁଷ୍ମାନ ଠକେଇ ବି କହିଥିଲା ।
@manoranjanbhuyan4826
@manoranjanbhuyan4826 Ай бұрын
ଉପରେ ଅମିତ୍ ଶାହା ଙ୍କ ସହିତ ପାଣ୍ଡିଆନ୍ ଓ ନବୀନ୍ ବାବୁ ଙ୍କ ହାତ ଥିବାରୁ ମୋହନ ସରକାର କିଛି action ନେଇ ପାରୁନାହାନ୍ତି
@narasinghdas3623
@narasinghdas3623 Ай бұрын
ବୃଧ କାଳେ ବାଲ୍ୟଲୀଳା କରିବାକୁ ଆଉରି ପ୍ରବଳ ଇଛା ବୋଧେ, ମୋହ ଭାଙ୍ଗୁନି.
@MadhabKhatua-ub2nw
@MadhabKhatua-ub2nw Ай бұрын
କାଳିଆ ଦୁର୍ନୀତି ନବୀନ ସରକାରଙ୍କ ଶତାବ୍ଦୀର ସବୁଠାରୁ ବଡ଼ କେଳେଙ୍କାରୀ ଓ ପ୍ରମୀଳା ମଲ୍ଲିକ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ନୀତିଗ୍ରସ୍ତ ନେତ୍ରୀ।
@khirodhota1440
@khirodhota1440 Ай бұрын
ଧରମା ବିଜେପି ପାଇଁ କାଳ l
@malayaranjanpattanayak
@malayaranjanpattanayak Ай бұрын
ମୋହନ ସରକାର ଏବେ ଦୁର୍ନୀତି ପୋଖରୀରୁ ଛୋଟ ମାଛ ଧରୁଛନ୍ତି ସରିଲେ ବଡ଼ ମାଛ ଧରିବାକୁ ସୁବିଧା ହେବ
@ashutoshdas6203
@ashutoshdas6203 Ай бұрын
ଏ ମୋହନ ସରକାର ନବୀନ ଓ ପାଣ୍ତୁ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମୋତେ କାହିଁ ଲାଗୁନାହିଁ।
@santoshbiswal6256
@santoshbiswal6256 Ай бұрын
Sir pranam. Mohan babu nka hatare kichhi nahi.bjd ra durniti desa basie janiba pare mohan babu kimiti janipari leni.ama munda tina heijauchi. Jaha apana bujhibe....
@SMILECREATIONZ-2010
@SMILECREATIONZ-2010 Ай бұрын
ନବୀନ ବାବୁଙ୍କୁ ସର୍ବସାଧାରଣରେ ଶୁଳୀ ଦେଲେ ବି କମ୍ ପଡିବ
@arjunbehera2391
@arjunbehera2391 Ай бұрын
ସୁଭଦ୍ରା ନାଁ ରେ 10000 cr ରେ ଭୋଟ କିଣୁଛନ୍ତି ମୋହନ ମାଝୀ...
@laxmidharnayak4191
@laxmidharnayak4191 Ай бұрын
ଆପଣଙ୍କ ଆଶା ଆଶାରେ ରହିଯିବ। ଏ ସରକାର ନବୀନ ପାନ୍ଡିଆନ ସୁରକ୍ଷା ରେ। ଅଡ଼ୁଆ ଅଛି ଦିଲ୍ଲୀ ରେ ରିମୋଟ ଧରି ଥିବା ନେତା ଙ୍କ ପାଖରେ। ସଲାସୁତୁରାରେ ସବୁ ଚାଲିଛି। ନିର୍ବାଚନ ପୂର୍ବ ର ଅବସ୍ଥା କୁ ବିଜେପି ଭୁଲିଗଲାଣି। ପାଞ୍ଚ ବର୍ଷ ପାଇଁ ପଟ୍ଟା ମିଳିଛି ଆଉ ଲୋକଙ୍କ ଆଶା କୁ ପଚାରେ? ଆପଣ ମାନେ ଦୁର୍ନୀତି ସବୁ କୁ ଦେଖାଇ ଚାଲିଥିବେ ସରକାର ନିଦାବିଷ୍ଣୁ। ସତ କି ମିଛ ଖୁବ୍ ଶୀଘ୍ର ପ୍ରମାଣ ପାଇଯିବେ। ଧନ୍ୟବାଦ ନମସ୍କାର।
@themothermarine7152
@themothermarine7152 Ай бұрын
ସରକାର କିଛି କରିବେ ନାହିଁ ଆପଣ ଲୋକଙ୍କ ଆଗରେ ଆଣି କ'ଣ ହେବ। This government is to provide security and not to disclose corruption
@samarmohapatra-jr3ne
@samarmohapatra-jr3ne Ай бұрын
ମହାଶୟ , ଆପଣଙ୍କ ନିର୍ଭିକ ସାମ୍ବାଦିକତା ପାଇଁ ଧନ୍ୟବାଦ , ବିଶେଷ ଭଲ ଲାଗିଲା, ଆପଣଙ୍କ କେତୋଟି ଶବ୍ଦ ଯେପରି ନବୀନ ବାବୁଙ୍କ ବୋପା ଧନ ଥିଲା ଓଡ଼ିଶାରେ ନିଜ ସ୍ୱାର୍ଥ ପାଇଁ ସାତଶହ କୋଟି ବାଣ୍ଟିଦେଲେ, ଏହା ଗଣତାନ୍ତ୍ରିକ ସରକାର ନୁହେଁ ମାଫିଆ,ଠକ ପ୍ରବଞ୍ଚକ,ବିଜୁ ଗୁଣ୍ଡା ବାହିନୀ ସରକାର ଥିଲା
@prafullamohanty5557
@prafullamohanty5557 Ай бұрын
ବୋପା ଧନ ଭାବି ବାଣ୍ଟୁ ଥିଲେ
@sanjibrout1466
@sanjibrout1466 Ай бұрын
ଯାହା କଲେ ବି ନବୀନ ଖୋସିଯିବ ମୋହନ ନମକୁ ମାତ୍ର ସିମ ମୋବାଇଲ ତୋ ଦିଲ୍ଲୀରେ
@riyabarsa6676
@riyabarsa6676 Ай бұрын
Hon'ble Mohan Charan majhi he have no knowledge to take action against Nabin pattnayak who is involved Kalia scam . Because I A S officers are involved that cases they are suppressed that matter advised to Mohan government.
@JayakrishnaJena-r9t
@JayakrishnaJena-r9t Ай бұрын
କେବଳ ଗୋଟିଏ କଥା ବାରମ୍ବାର ଚାଲୁ ରହୁ କାହିଁକି ଚୋରଙ୍କୁ ଡରୁଛନ୍ତି କିଛି ରହସ୍ୟ ଅଛି କି?
@prasanprusty7160
@prasanprusty7160 Ай бұрын
@mihirdwivedi8843
@mihirdwivedi8843 Ай бұрын
Sir you should take opinions of Sulata Deo n Lenin Mohanty in this regard. Nice presentation.
@niladripradhan1527
@niladripradhan1527 Ай бұрын
ନିର୍ଭୟ ଗୁମର କଥା ସେଇଠି ବିଶ୍ରାମ ନିଏ ଯେପର୍ଯ୍ୟନ୍ତ ତାର ମିଶନ ଲକ୍ଷ ସ୍ଥଳ ରେ ନପହଁଚି. ଆପଣ ପ୍ରାୟ ଜନତା ଓ ଜନନେତା ମଧ୍ୟରେ ପାର୍ଥକ୍ୟ କଣ ଠିକ ରୂପେ ଆକଳନ କରିପାରିନାହାନ୍ତି. ଏକ ସ୍ୱପ୍ନିଳ ବାସ୍ତବତାରେ ସିନା ଚବିଶି ନିର୍ବାଚନର ସମସ୍ତ ଆକଳନକୁ ଏପଟ ସେପଟ କରି ଜନତାଙ୍କୁ ଭୁଲାଇ ଦେଲ, ହେଲେ ଏ ଜନନେତାଙ୍କ ପାଖରେ ସେ ପ୍ରୟାସ ବୋଧେ କାମ କଲାଭଳି ଲାଗୁନାହିଁ ସେମାନେ ବା ଗୋଟିଏ ଭଡ଼ିର ପାରା, ଆପଣ ଯେତେ କୁଳ ଢାଉଁ ଢାଉଁ କଲେ କଣ ହବ?
@jyotsnasahoo62
@jyotsnasahoo62 Ай бұрын
ଏଠି ତ ଲାଙ୍ଗୁଡ଼ଜକା ସରକାର ଚାଲିଛି, ଏମାନେ କଣ କରିବେ ?
@apspravatkumar
@apspravatkumar Ай бұрын
Subhadra jojanare jou paisa daucha, seita kaha bapara paisa BJP ra pela chata Naveen Das
@dhanurjayahantal500
@dhanurjayahantal500 Ай бұрын
ଯେଉଁ ଆଶା ରଖି ଓଡ଼ିଶା ଜନସାଧାରଣ ସରକାର ବଦଳେଇ ଥିଲେ, ସେହି ଆଶା କୁ ମୋହନ ସରକାର ପୂରଣ କରିପାରିବେ କି ନାହିଁ , ଓଡ଼ିଶା ବାସୀ ସମସ୍ତେ ସନ୍ଦେହ ଘେରରେ ଅଛନ୍ତି ।
@anandachandrasahoo7377
@anandachandrasahoo7377 Ай бұрын
କାରଣ ଧର୍ମେନ୍ଦ୍ର
@sunilsamantaray4279
@sunilsamantaray4279 Ай бұрын
THIK KATHA ANGA
@bishnumishra8668
@bishnumishra8668 Ай бұрын
ରାହୁଲର I.N.D.I.A ଭଳି ନବୀନଙ୍କ K.A.L.I.A
@prafulasingh2267
@prafulasingh2267 Ай бұрын
ଆଜ୍ଞା ! କହିଲେ କୂଳ କୁଟୁମ୍ବଙ୍କୁ ଲାଜ , ନକହିଲେ କୂଳ ଭାସି ଯାଉଛି । ଓଡ଼ିଶାରେ ବିଜେପିର ସରକାର ସତ କିନ୍ତୁ ସତରେ କ'ଣ ମୋହନଙ୍କ ସରକାର ଚାଲିଛି ନାଁ ମୋହନଙ୍କ ନାମରେ ଧର୍ମେନ୍ଦ୍ରଙ୍କ ସରକାର ଚାଲିଛି ? ଯେଉଁଠି ଦେଖିବ ଧର୍ମେନ୍ଦ୍ରଙ୍କ ନାଗରା ଆଉ ସବୁ ନେତା ଚୁପ୍ ଠିକ ଯେପରି ବିଜେଡିରେ ତାମିଲ ପାଣ୍ଡୁଙ୍କର ଚାଲିଥିଲା । ଏଣୁ ମୋହନ କ'ଣ କରିବେ ? ଉପର ମହଲାର କିଛି ବଡ଼ ବଡ଼ିଆନେତାଙ୍କ ଲିଙ୍କ୍ ନବୀନ ବାବୁଙ୍କ ସହିତ ଅଛି ବୋଲି ଲାଗୁଛି । ଦେଖୁନାହାଁନ୍ତି , ଗୁପ୍ତ ବୈଠକର କଥା ବିଜେପିର ସବୁ ବଡ଼ବଡ଼ ନେତା ଏପରିକି ରାଜ୍ୟ ସଭାପତି ଙ୍କୁ ବାହାରକୁ ଯିବାକୁ କହାଗଲା , କ'ଣ ଆଲୋଚନା ହେଲା କାନ୍ଥବାଡ଼ ବି ଜାଣିପାରିଲେ ନାହିଁ । ନବୀନଙ୍କ ଦୁର୍ନିତୀ ଖୋଲିଲେ କାଳେ ସେମାନେ ଫସିଯିବେ , ସେ ଭୟରେ ମୋହନ ସରକାରଙ୍କ ଉପରେ ଚାପ୍ ସୃଷ୍ଟି ହୋଇପାରିଥାଏ । ଏବେ ବିଜେପି ଦଳରେ ବଡ଼ବଡ଼ ସ୍ପଷ୍ଟବାଦି ନେତାଙ୍କ ପକ୍ଷ୍ୟ ଛେଦନ ହେଉଛି , ଏଇଥିପାଇଁ , ସେମାନେ ମୁଖର ଓ ସତ୍ୟ ଗୁମର ଖୋଲିବାରେ ଧୁରନ୍ଧର , ତେଣୁ ତାଙ୍କୁ ଅଣଦେଖା କରି ଦୂରେଇ ଦିଆଯାଇଛି । ବିଜେପିର କିଛି ବଡ଼ବଡ଼ ନେତା ମଧ୍ୟ ଚୁପ୍ ହୋଇଗଲେଣି । ପ୍ରକୃତରେ ଦେଖିବାକୁଗଲେ ମୋହନ ନୁହେଁ ଧର୍ମେନ୍ଦ୍ରଙ୍କର ସରକାର ଚାଲିଛି , ଧର୍ମେନ୍ଦ୍ର ଯାହା ଚାହୁଁଛନ୍ତି ମୋହନ ତାହାହିଁ କରିବାକୁ ବାଧ୍ୟ ବୋଲି ମନେହୁଏ । ମେଣ୍ଟକୁ ଗ୍ରିନ ସିଗନାଲ ଦେଇଥିବା ପ୍ରଧାନମନ୍ତ୍ରୀ ଏହା ଜାଣୁଛନ୍ତି କି ନାହିଁ ସନ୍ଦେହ , ଯେପରି ନବୀନ ବାବୁ ସବୁକଥା ଜାଣିପାରୁ ନଥିଲେ । ଏହି ନିରାଟ ସତ୍ୟକୁ ଆପଣ ପ୍ରକାଶ କରିପାରିବେ କି ? ଶେଷରେ ଗୋଟିଏ କଥା କହିବି = ପ୍ରଥମେ ଦେଶ , ଦ୍ଵିତୀୟରେ ପାର୍ଟି , ତୃତୀୟରେ ବ୍ୟକ୍ତି । ଜୟ ଶ୍ରୀରାମ
@ajayakumarrout5854
@ajayakumarrout5854 Ай бұрын
Ok
@sarbeswarpanda1504
@sarbeswarpanda1504 Ай бұрын
ମୋହନ ସରକାର ର ଅଧିକାଂଶ ମନ୍ତ୍ରୀ ବହାପିଆ।ମୋହନ ସରକାର ର ଲୋକପ୍ରିୟତା ଦୃତ୍ ହ୍ରାସ ପାଉଛି।ମୋହନ ସରକାର କିଛି କରିପାରିବେନି ନବୀନ ଙ୍କ ବିରୋଧରେ।
@LaxmikantaPradhan-h1d
@LaxmikantaPradhan-h1d Ай бұрын
ମୋହନ ସରକାର ଆଖି ଖୋଲି ଶୋଇଛନ୍ତି। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ।
@JayakrishnaJena-r9t
@JayakrishnaJena-r9t Ай бұрын
ଏମାନେ ଯେ ପ୍ରତାରଣା ନକରିବେ କିଏ କହିବ?
@jagdishkumarrath4631
@jagdishkumarrath4631 Ай бұрын
ମୋହନ ସରକାର କିଛି କରି ପାରିବେ ନାହିଁ। BJD 51+ CONG 17 ଯଦି କିଛି ନ କରନ୍ତି ଏ ମୋହନ ସରକାର ବେଶୀ ଦିନ ନୁହେଁ!!!
@pramodkumarrout7641
@pramodkumarrout7641 Ай бұрын
ମୋହନ ସରକାର ଠିକ୍ ସମୟ ରେ ଠିକ୍ ପଦକ୍ଷେପ ନେବେ ଆଶା କରାଯାଏ। ଏ ବିଷୟ ରେ ବିଜେପି ର ବିଶେଷ ଭୂମିକା ଆବଶ୍ୟକ। ଦୋଷି ଦଣ୍ଡ ପାଇବା ଉଚିତ୍।
@gopalsamall8365
@gopalsamall8365 Ай бұрын
କଳିଆ ଯୋଜନା ରେ ଅନେକ ଚାଷ ଜମି ନ ଥିବା ଏବଂ ପ୍ରତ୍ୟେକ ପରିବାର ରୁ ଏକାଧିକ ଲୋକଙ୍କୁ କାଳିଆ ମିଳୁଥିଲା l ଏବେ ମଧ୍ୟ ସେହି ରେକର୍ଡ ବି କାୟମ ଅଛି ମୋହନ ସରକାର ଏହାର ମଧ୍ୟ ଅନୁସନ୍ଧାନ କରନ୍ତୁ ଯେମିତି ରାସନ କାର୍ଡ ରେ 16 ଲଖ୍ୟ ଅଯୋଗ୍ୟ ହିତାଧିକାରୀ ଧରା ପଡିଛି l
@jdsoren9299
@jdsoren9299 Ай бұрын
ଆପଣ ଠିକ୍ କହୁ ଛନ୍ତି।
@gopalsamall8365
@gopalsamall8365 Ай бұрын
@@jdsoren9299 ଧନ୍ୟବାଦ ଆଜ୍ଞା l
@sangramkishoredasdas2424
@sangramkishoredasdas2424 Ай бұрын
ଚୋର କୁ କ୍ଷମା କରନ୍ତି ଯିଏ , ସିଏ ସେହି ଚୋର ଠାରୁ ମହା ଚୋର ଉପାଧିରେ ବିଭୂଷିତ ହେବେ ।
@umakantadas5050
@umakantadas5050 Ай бұрын
CAG report ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, VK pandian ,କୃଷିମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ବିରୋଧ ରେ ତୁରନ୍ତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ
HELP!!!
00:46
Natan por Aí
Рет қаралды 42 МЛН
ЗНАЛИ? ТОЛЬКО ОАЭ 🤫
00:13
Сам себе сушист
Рет қаралды 4 МЛН
ചില ദിവ്യകൾ!'ഗം' | GUM | 1 November 2024
21:22
Naveen’s Security Removed, Politics Begin! | No Comments
4:02