ଅଭିମାନ କରିବାରୁ ମହାପ୍ରଭୁ ନିଜେ ଆସି କି ଲୀଳା କଲେ ଦେଖନ୍ତୁ | Jagannath Mahima | Shakti Shankar Mishra

  Рет қаралды 89,220

ODISHA 365

ODISHA 365

Күн бұрын

Пікірлер: 464
@rinibehera3864
@rinibehera3864 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ ସୃଷ୍ଟିର ମଙ୍ଗଳ ହେଉ
@satyanayak4271
@satyanayak4271 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@AffairsUpdate
@AffairsUpdate Жыл бұрын
🙏 ଜୟ ଜଗନ୍ନାଥ ମହାପ୍ରଭୁ
@aadhikari7615
@aadhikari7615 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ ଧନ୍ଯ ତୁମର ଭକ୍ତ 🙏 ସବୁରି ଜୀବନରେ ଏମିତି ଆସି ରୋଗ ଶୋକ ମୁକ୍ତ କର🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@sasmitamaharana9708
@sasmitamaharana9708 Жыл бұрын
ମୋ ମଣିମା ମୋ ଛାମୁ ମୋ ସାଆନ୍ତ ତୁମ ଲୀଳା ଅନନ୍ତ। ଜୟ ହେଉ ମୋ ମଣିମାଙ୍କର।🙏🙏
@rashmisirvlogs
@rashmisirvlogs Жыл бұрын
Jai Jagannath 🙏
@kshyamanidhinanda7226
@kshyamanidhinanda7226 Жыл бұрын
​@@rashmisirvlogs😂
@nirupamapati1941
@nirupamapati1941 Жыл бұрын
ଜୟଜଗ🙏🙏ନ୍ନାଥ ମହାପ୍ରଭୁ ଅନ୍ତ୍ର କ୍ଷ। ମୀ
@nirupamapati1941
@nirupamapati1941 Жыл бұрын
5:32 ଜୟ ଜଗନ୍ନାଥ🙏🙏
@nirupamapati1941
@nirupamapati1941 Жыл бұрын
ଜୟ ଜଗନ୍ନାଥ🙏
@pradeshkumarsahoo1877
@pradeshkumarsahoo1877 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏🙏ଧନ୍ଯ ଭକ୍ତ ଧନ୍ୟ ଭାଗବାନ ଧନ୍ଯ ତାର ଲୀଳା ମହାପ୍ରଭୁ ମହାବାହୁ 🙏🙏🙏🙏🙏🙏🙏
@priyankamohapatra1647
@priyankamohapatra1647 Жыл бұрын
ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
@MithunJagadala-sr8cd
@MithunJagadala-sr8cd 2 ай бұрын
ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹❤️❤️❤️
@jyotsnamahapatra6349
@jyotsnamahapatra6349 Жыл бұрын
ଜଗାରେ ସମସ୍ତଙ୍କ ଗୁହାରୀ ଶୁଣୁଛୁ । ମୋର ଗୁହାରୀ ତୁ କେବେ ଶୁଣିବୁରେ । ଏତିକି ତୋ ଛନ୍ଦା ଚରଣରେ ଗୁହାରୀ ।⭕‼️⭕🙏🙏🙏🙏🙏🙏🙏
@subhamswapnajeet4351
@subhamswapnajeet4351 Жыл бұрын
ହେ ମହାବାହୁ ତୁମେ ସବୁ ଦେଖୁଛ ତ, ଏ ସଂସାର ରେ ମୋର ଆଉ କେହି ନାହାନ୍ତି। କେବଳ ତୁମେ ହିଁ ମୋ ଛୁଆକୁ ଭରଷା ହେବ ମହାପ୍ରଭୁ। ଜୟ ଜଗନ୍ନାଥ 🙏🏿🙏🏿😭🙏🏿😭😭🙏🏿😭🙏🏿
@UpendraKundu-rc6nl
@UpendraKundu-rc6nl 4 күн бұрын
Jayjagannath
@ranjeetkumarbehera7914
@ranjeetkumarbehera7914 Жыл бұрын
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@santoshsahoo5995
@santoshsahoo5995 Жыл бұрын
ହେ ମୋର କଳା ଠାକୁର ଶ୍ରୀ ଜଗନ୍ନାଥଙ୍କ ଚରଣ ରେ ମୋର କୋଟି ନମସ୍କାର 🙏💐
@swarajyabehera3859
@swarajyabehera3859 Жыл бұрын
ଜୟ ଜଗନ୍ନାଥ... ଜୟ ଜଗନ୍ନାଥ.... ଜୟ ଜଗନ୍ନାଥ ...❤❤❤❤❤❤🙏🏻🙏🏻🙏🏻🙏🏻🙏🏻🙏🏻🙏🏻......
@jyotipadhi2668
@jyotipadhi2668 Жыл бұрын
ଜୟ ଜଗନ୍ନାଥ ପ୍ରଭୁ 🙏🙏 ସବୁତ ତୁମ ଲୀଳା।
@subratsahoo4400
@subratsahoo4400 Жыл бұрын
ଜୟ ଜଗନ୍ନାଥ 🙏🙏🙏
@pabitramohanty3400
@pabitramohanty3400 Жыл бұрын
ମୋ କଳା ସାଆନ୍ତ ,କଣ କହିବି,କଣ ଶୁଣିବି, କଣ ଅନୁଭବ,ସବୁ ତାଙ୍କରି ଲୀଳା,ପ୍ରଭୁ ଜଗନ୍ନାଥ ଙ୍କର ଜୟ ହେଉ।
@syamaprasadmahapatra
@syamaprasadmahapatra Жыл бұрын
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏 ସାଆନ୍ତେ ଜୁହାର 🙏
@prakasinidas8188
@prakasinidas8188 Жыл бұрын
ହେ ମହାବାହୁ!ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା..ଜୟ ଜଗନ୍ନାଥ ସାର୍🙏💗
@saswattripathy5793
@saswattripathy5793 Жыл бұрын
ଜୟ ଜୟ ଶ୍ରୀଜଗନ୍ନାଥ 🙏 ମହାପ୍ରଭୁଙ୍କ କୃପା ହେଲେ ଅସମ୍ଭବ ବି ସମ୍ଭବ l ଜୀବନ୍ତ ଦିଅଁ ସେ ଆପଣଙ୍କ ଉପସ୍ଥାପନା ଶୈଳୀ ବହୁତ୍ ସୁନ୍ଦର 🙏
@kailashchandrasahoo6293
@kailashchandrasahoo6293 2 ай бұрын
ହେ ମହାପ୍ରଭୁ ଏହି ଭବ ସାଗରରେ ତୁମେ ହିଁ ଏକା ସାହା ଭରଷା । ତୁମେ ସଦା ସର୍ବଦା ମୋ ପିଲମାନଙ୍କୁ ମୋର ସପରିବାରଙ୍କୁ ଶଙ୍ଖରେ ପୁରାଇ ଚକ୍ରରେ ଆଢୁଆଳ କରି ରଖିଥିବ। ଓଁ ନମୋ ଭଗବତେ ବସୁ ଦେବାୟ।
@pradyumnaswain9346
@pradyumnaswain9346 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏🙏
@purna732
@purna732 Ай бұрын
ଅନନ୍ତ କୋଟି ପ୍ରଣାମ ହେ ମହାପ୍ରଭୁ। ଜୟ ଜଗନ୍ନାଥ
@arta196
@arta196 Жыл бұрын
ମହାପ୍ରଭୁଙ୍କ ଲୀଳା ଅନନ୍ୟ । ମୁଁ ମଧ୍ୟ ଅନୁଭୁତିରେ ଆଣିଛି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।🙏🙏🙏
@krishnasahoo5130
@krishnasahoo5130 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🌹🙌
@damayantidas5308
@damayantidas5308 3 ай бұрын
❤❤❤❤❤❤ ହେ ମହାବାହୁ ହେ ଜଗତକରତା ଜଗତର ସମସ୍ତ ଙ୍କୁ ଉଦ୍ଧାର କରନ୍ତୁ ମଣିମା ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ❤❤❤❤
@kalpanapadhi8709
@kalpanapadhi8709 Жыл бұрын
ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@puspajanayak4099
@puspajanayak4099 6 ай бұрын
ହେ ମହାପ୍ରଭୁ ତୁମେ ହିଁ ମୋର ଏକ ମାତ୍ର ସାହା ଭରଷା,ମୋ ପିଲାମାନଙ୍କୁ ତୁମେ ଆଶୀର୍ବାଦ କର , ସେମାନଙ୍କ ସହିତ ସବୁବେଳେ ରୁହନ୍ତୁ ପ୍ରଭୂ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ।
@upperprimaryodisha3797
@upperprimaryodisha3797 Жыл бұрын
Jay Guru Jay Jagannath
@archanasamanta2402
@archanasamanta2402 3 ай бұрын
ମହା ବାହୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣହେଉ । ମୋ ସଂସାରକୁ ଶାନ୍ତି ପ୍ରଦାନ କରନ୍ତୁ ନାଥ 👁️🙏👁️
@sudambisoi4315
@sudambisoi4315 Жыл бұрын
Jay jaganatha swami nayana pathagami bhaba. Tume prabhu ehi sansara re sabhi nku su budhi diya dukha dura kari diya satasanga re milana kari diya Mora. Etiki binati
@Bhakti-Gitanjali
@Bhakti-Gitanjali 10 ай бұрын
ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 🌹🌹🌹👏👏👏।
@matruashishpatra3550
@matruashishpatra3550 Жыл бұрын
🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤mote sehi rupa dekha a Hari Jaya Shree Radhe boli baje BANSHURI 🙏🙏🙏❤❤❤
@himanshusekharsahu9559
@himanshusekharsahu9559 4 ай бұрын
ହେ ମହାପ୍ରଭୁ ⭕❗⭕ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମହାପ୍ରଭୁ🙏🐚🙌🚩
@muralidharpalai7251
@muralidharpalai7251 Жыл бұрын
🕉️ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🌹 🙏 🕉 🍎 🌿 💧 🙏🕉️
@mamatahantal1386
@mamatahantal1386 Жыл бұрын
Jai jagannathswami nayanapathagami bhabatume
@dhanadhana1039
@dhanadhana1039 Жыл бұрын
ଆପଣଙ୍କ ଉପସ୍ଥାପନା ପୁରା ଜୀବନ୍ତ ଆଜ୍ଞା ଆଖି ବନ୍ଦ କରି ମନ ଧ୍ୟାନ ରେ ଆପଣଙ୍କ ଉପସ୍ଥାପନା ଶୁଣିଲେ ଜଗନ୍ନାଥଙ୍କ ର ଦର୍ଶନ ହୋଇଯାଏ ଆଜ୍ଞା ଜୟ ଜଗନ୍ନାଥ 🚩
@agneyasahoo8697
@agneyasahoo8697 Жыл бұрын
⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ ❤❤❤❤❤
@sandhyapattnaik2817
@sandhyapattnaik2817 Жыл бұрын
ଜୟ ମୋ ମଣିମା ଙ୍କର ଜୟ ହେଉ 🙏🌹🙏 ମଣିମା ମହାବାହୁ ହେ କୃପାମୟ ଦିନଜନ ବାନ୍ଧବ ମୋ ପ୍ରାଣପ୍ରିୟ ମଣିମା , ତୁମ କରୁଣା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଯିବ , ଟିକେ କୃପା ଡୋଳେ ଚାହିଁ ଦିଅ ହେ ମଣିମା🙏😭🙏
@birakishorenayak1690
@birakishorenayak1690 Жыл бұрын
ପ୍ରଭୁ ତୁମର ଜୟ ହେଉ 🙏
@chandankumarsahoo8399
@chandankumarsahoo8399 10 ай бұрын
ହେ ନୀଳାମୟ ତୁମ ଲୀଳା ତୁମଙ୍କୁ ହିଁ ଜଣା 🙏🙏
@debashisguru8101
@debashisguru8101 Жыл бұрын
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@manishasethi9284
@manishasethi9284 Жыл бұрын
Jay.jaganatha🙏🙏🙏🌷🌺💐🥀🌹🚩🚩🚩
@ritupurvasenapati537
@ritupurvasenapati537 Жыл бұрын
ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏ଜୟ ଜଗନ୍ନାଥ🙏
@rashmipradhan2508
@rashmipradhan2508 Жыл бұрын
Jay Jagannath 🙏 Jay Jagannath 🙏 Jay Jagannath 🙏❤️❤️🙏🏼🌹🙏🏼🌹
@kalpanapadhi8709
@kalpanapadhi8709 Жыл бұрын
କୃପା କର ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@priyadarshinipradhan5290
@priyadarshinipradhan5290 Жыл бұрын
ମୋ ମଣିମା ର ଲୀଳା ବୁଝିଛି କିଏ ମୋ ମଣିମା ଇଚ୍ଛା ମୟ ତାଙ୍କ ଇଚ୍ଛା ବିନା ସବୁ ଅସମ୍ଭବ ଯଦି କିଏ ଅସମ୍ଭବ କୁ ସମ୍ଭବ କରେ ମୋ ଧନ ମୋ ମହାବାହୁ🙏🙏🙏🙏
@snehalatanayak9580
@snehalatanayak9580 Жыл бұрын
Jay Jagannath 💗🙏🏻💗
@nareshdash3796
@nareshdash3796 Жыл бұрын
କୃପା ଲୀଳା ଅପରମ୍ପାର ।ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ।
@kahnucharandash2125
@kahnucharandash2125 Жыл бұрын
ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.....👏
@pradyumnaswain9346
@pradyumnaswain9346 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏
@ahutimohapatra5360
@ahutimohapatra5360 Жыл бұрын
Jay jagannath
@meenakshikar6351
@meenakshikar6351 Жыл бұрын
जय जगन्नाथ 🙏❤️🌷❤️🙏
@manjulapatro2183
@manjulapatro2183 Жыл бұрын
Jai shree Jagannath Swami 🚩🙏 Hare Krishna hare Rama 🙏👣🙇❤️💫💫❤️☘️⚡💫🚩🚩🌷🌷
@ranjitbehera4815
@ranjitbehera4815 Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏼❤️🪔🙏🏼🙌🙏🏼
@subhalaxmisahoo9166
@subhalaxmisahoo9166 Жыл бұрын
ଧନ୍ୟ ହେ ମଣିମା ତୁମେ ଧନ୍ୟ ତୁମ ମହିମା🙏🏻😭
@madhusudanray3648
@madhusudanray3648 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଣାମ
@sudhirmahapatra3677
@sudhirmahapatra3677 Жыл бұрын
Jay jaganath 🙏🙏🙏🙏
@debashritadash2739
@debashritadash2739 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sureshbiswal3922
@sureshbiswal3922 Жыл бұрын
Jay Sri Mahaprabhu Jagannath Swami Nayan Pathagami Bhabatume. Apananka pada tale koti koti pranam ❤
@subashmishra5616
@subashmishra5616 Жыл бұрын
ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ତବ ପାଦ ପଦ୍ମ ଜୟ ଜୟ ଜଗନ୍ନାଥ।
@rasmitamaharathy6734
@rasmitamaharathy6734 Жыл бұрын
ଧନ୍ୟ ମୋ ମହାପ୍ରଭୁ ତୁମେ ଧନ୍ୟ 🙏❤️🙏
@bkbarik2322
@bkbarik2322 Жыл бұрын
ମହାପ୍ରଭୁଙ୍କ ଏ ଅମୃତ ବିଭୁତି ଶୁଣି ଆଖି ଜକେଇ ଗଲା ଦେହ ଶୀତେଇ ଗଲା ଆଜ୍ଞା।କହିବାକୁ ଆଉ କିଛି ଶବ୍ଦ ନାହିଁ ଆଜ୍ଞା।ମହାପ୍ରଭୁ ଆପଣଙ୍କୁ ନୀରୋଗୀ ଆଉ ଦୀର୍ଘାୟୁ କରିରଖନ୍ତୁ।🙏🙏 ଜୟ ମହାପ୍ରଭୁ ଜୟ ମହାପ୍ରଭୁ ଜୟ ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏
@nirbhikranjansahoo1404
@nirbhikranjansahoo1404 Жыл бұрын
Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
@ranjankumarnayak4109
@ranjankumarnayak4109 Жыл бұрын
ମହାବାହୁ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻
@KshyamanidhiGarnayak
@KshyamanidhiGarnayak 3 ай бұрын
ଜୟ ଜଗନ୍ନାଥ, ଜୟ ମହାପ୍ରଭୁଙ୍କ, କୋଟି କୋଟି ଓଡିଆଙ୍କ ଆରାଧ୍ୟ ଠାକୁର,ଜୟ ଜଗନ୍ନାଥ।
@smitamahalik9180
@smitamahalik9180 Жыл бұрын
ଶ୍ରୀ ରାଧା. ଶ୍ରୀ ରାଧା. ଶ୍ରୀ ରାଧା
@gitanjalimohanty6657
@gitanjalimohanty6657 Ай бұрын
ମହାପ୍ରଭୁ ହେ !
@pradyumnaswain9346
@pradyumnaswain9346 Жыл бұрын
ଓମ୍ ନମୋ ଭଗବତେ ବାସୁଦେବାୟ ନମଃ 🙏🙏🙏🙏🙏
@akashbarik8387
@akashbarik8387 Жыл бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@nirbhikranjansahoo1404
@nirbhikranjansahoo1404 Жыл бұрын
Jay Jagannath ❤️ Jay chakra raj Sudarshan ❤Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
@sabitaswain5513
@sabitaswain5513 Жыл бұрын
ହେ ମହାବାହୁ ତୁମେ ତ ସଂସାର ର ଶ୍ରେଷ୍ଟ ନାୟକ🙏🙏🙏🙏
@jagannathmishra7008
@jagannathmishra7008 Жыл бұрын
ଭକ୍ତ ବତ୍ସଳ ମହାପ୍ରଭୁ! ଆପଣଙ୍କ ମହିମା ଅପାର.
@madhusmitamohanty8320
@madhusmitamohanty8320 Жыл бұрын
ଲୀଳାମୟ ଙ୍କ ଲୀଳା ଅଗୋଚର। ଜୟ ଜଗନ୍ନାଥ 🪔🏵🙏
@puspanjalibehera9591
@puspanjalibehera9591 Жыл бұрын
ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏🙏🙏🙏
@Litu905
@Litu905 Жыл бұрын
Jay shree Jagannath mahaprabhu 🙏🙏🙏,
@natabardasdas9876
@natabardasdas9876 Жыл бұрын
ହେ ପ୍ରଭୁ ଜଗନ୍ନାଥ ❤️ ତମେ ଭରସା 😭 😭
@pramodsahu9090
@pramodsahu9090 Жыл бұрын
Jai shree Jagnnath 🙏🙏🙏
@adaitapradhan
@adaitapradhan 10 ай бұрын
ଭାଇନା ପ୍ରମାଣ ଗ୍ରହଣ କରିବେ ଜୟ ଜଗନ୍ନାଥ
@prasant289
@prasant289 Жыл бұрын
ଧନ୍ୟ ତୋର ଲୀଳା 🙏🙏🙏
@alokpati9935
@alokpati9935 Жыл бұрын
JAY jAGANNATH🙏🙏🙏
@hi-yx8fc
@hi-yx8fc 11 ай бұрын
ୟେ ଦୁନିଆରେ ଅସଲି କଳାକାର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ
@aloksamal9152
@aloksamal9152 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମୋର ପ୍ରାଣ ନାଥ ହେ ପ୍ରଭୁ ଜଗନ୍ନାଥ ତୁମର ଅପାର କରୁଣା ହେ ଭାବ ଗ୍ରାହି ଭବ ବିନଦିଆ ତୁମେ ମୋର ପ୍ରାଣ ମୋ ଜୀବନର ଆଧାର ଜୟ ଜଗନ୍ନାଥ ❤🙏⭕‼️⭕🙏❤️
@sudhansuranjanmohapatra6429
@sudhansuranjanmohapatra6429 Жыл бұрын
My humble salutations and prosterations at the feet of our adorable ,merciful almighty lord of universe Shree Jagannath Swami
@aparajitasahoo8724
@aparajitasahoo8724 Жыл бұрын
Jay shree Jagannath 🙏🙏🙏
@puspajanayak4099
@puspajanayak4099 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
@RiyaRituparnaRoutray
@RiyaRituparnaRoutray Жыл бұрын
Jay Sri Jagannath
@JayantaPradhan-gk7dj
@JayantaPradhan-gk7dj 16 күн бұрын
ଜୟ ଜଗନ୍ନାଥ ⭕❗❗⭕🙏🙏🙏🙏🙏🙏
@rajalaxmisahu5607
@rajalaxmisahu5607 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nishikantapal6930
@nishikantapal6930 Жыл бұрын
ବହୁତ ଭଲ ଲାଗିଲା ଆପଣ ଙ୍କ ଅଶ୍ରୁ ପୂର୍ଣ୍ଣ ବର୍ଣ୍ଣନା, ପ୍ରଭୁ ଙ୍କ କଥା ଶୁଣି କୋହ ଆସି ଗଲା, ଧନ୍ୟ ପ୍ରଭୁ ଧନ୍ୟ ତୁମ ଲୀଳା ❤️🙏❤️🙏❤️🙏 ❤️🙏❤️🙏❤️🙏❤️
@bidyadharsahu2449
@bidyadharsahu2449 Жыл бұрын
ମହାପ୍ରଭୂ ହେ 🙏🙏🙏
@chinmayeepriyadarshinidash4426
@chinmayeepriyadarshinidash4426 10 ай бұрын
Mo prabhu jagannath... Bhakti aau biswas dia.. Tike krupa kara prabhu.. Jaya jagannath
@parthasarathi4428
@parthasarathi4428 Жыл бұрын
नीलाचल निवासाय नित्याय परमात्मने। बलभद्र सुभद्राभ्यां जगन्नाथाय ते नमः।। जगदानन्द कन्दाय प्रणतार्तहराय च । #नीलाचल निवासाय जगन्नाथाय ते नम:।।🙏🙏🙏
@sachalamohanty5409
@sachalamohanty5409 Жыл бұрын
ହେ ଭାବଗ୍ରାହୀ! ଅନନ୍ତ ଅସୀମ ଅହେତୁକ ଦୟାମୟ!କୋଟି ପ୍ରଣାମ ତୁମ ଛନ୍ଦା ଚରଣରେ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@jayjagannathjayjagannath7121
@jayjagannathjayjagannath7121 Жыл бұрын
ମଣିମା ଙ୍କର ଜୟ ହେଉ 🙏🏻
@krupasindhumishra3135
@krupasindhumishra3135 Ай бұрын
ଏହା ୩୬୫ ଚନାଲ ନହୋଇ ଦିବ୍ୟ ଅନୁଭୂତି କେନାଲ ହେବା କଥା । ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ କୃପାଳୁଜି
@khetrabasinitripathy855
@khetrabasinitripathy855 Жыл бұрын
ଆହା ମୋ ଠାକୁର କେଡେ ବଡ ମଣିମା କୋଟି କୋଟି ପ୍ରଣାମ
@udhababagarti5298
@udhababagarti5298 3 ай бұрын
🌺🌺🌺🙏🙏ଜୟ ଜଗନ୍ନାଥ🙏🙏🌺🌺🌺
@nirupamamishra5221
@nirupamamishra5221 Жыл бұрын
Jay Jagannath Jay JagannathJay Jagannath🙏🙏🙏❤️❤️❤️🌹🌹🌹
@binapani5083
@binapani5083 Жыл бұрын
ହେ ଅନାଥ ର ନାଥ
@BikeshSahani
@BikeshSahani Жыл бұрын
जय जगन्नाथ महाप्रभु 🙏🙏🙏
@jogendrarout5867
@jogendrarout5867 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏
@RajatKumar-gj4hb
@RajatKumar-gj4hb Жыл бұрын
ହେ ପ୍ରଭୁ, ଧନ୍ୟ ତୁମ ଲୀଳା.... ଜୟ ଜଗନ୍ନାଥ 🙏🏽🙏🏽
黑的奸计得逞 #古风
00:24
Black and white double fury
Рет қаралды 14 МЛН
Миллионер | 2 - серия
16:04
Million Show
Рет қаралды 1,5 МЛН
怎么能插队呢!#火影忍者 #佐助 #家庭
00:12
火影忍者一家
Рет қаралды 14 МЛН
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
黑的奸计得逞 #古风
00:24
Black and white double fury
Рет қаралды 14 МЛН