Jana Mancha: Special Discussion on Renaming of Ravenshaw University

  Рет қаралды 33,405

OTV

OTV

Күн бұрын

#ବଦଳିବ_ରେଭେନ୍ସା_ନାଁ ?
ବଦଳି ଯିବ କି ରେଭେନ୍ସା ନାଁ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି କଥାକୁ ନେଇ ବଢ଼ୁଛି ରାଜନୀତି । ଶୁଣନ୍ତୁ କ’ଣ କହୁଛନ୍ତି ଶିକ୍ଷାବିତ୍‌ ତଥା ରେଭେନ୍ସାରେ ପୂର୍ବତନ ଛାତ୍ର ହେମେନ୍ଦ୍ର ନାରାୟଣ ଦାସ ।
#Janamancha #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 428
@roshann6835
@roshann6835 12 күн бұрын
ଯେଉଁମାନେ ରେଭେନ୍ସା ଙ୍କୁ ନରହନ୍ତା କହୁଛନ୍ତି ସେମାନେ ବ୍ୟାସକବି ଫକିରମୋହନ ସେନାପତିଙ୍କ "ଉତ୍କଳ ଭ୍ରମଣ" ପୁସ୍ତକ ପଢି଼ବା ଉଚିତ ।
@pratimabarik1150
@pratimabarik1150 12 күн бұрын
Sabu mogal mananka namare anusthan station sabu badaliba darkar
@pareshkumarkhatua8950
@pareshkumarkhatua8950 12 күн бұрын
​​@@pratimabarik1150yes jou mane ravenshaw re padhibara sujog panti ni semane amiti kuhanti 🎉
@RabindraKhatua-nh7hd
@RabindraKhatua-nh7hd 12 күн бұрын
ପ୍ରଥମେ ନିଜ ଭିତରେ ଥିବା ଘୃଣା ଅହଂକାର କୁ ବଦଳାଅ ​@@pratimabarik1150
@roshann6835
@roshann6835 11 күн бұрын
@@pratimabarik1150 ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ନାମରେ ଥିବା ଷ୍ଟାଡି଼ୟମ କୁ ତାହେଲେ କାହିଁକି ନରେନ୍ଦ୍ର ମୋଦି ଷ୍ଟାଡି଼ୟମ କୁ ପରିବର୍ତ୍ତନ କରାଗଲା, ସେ କଣ ମୋଗଲ ଥିଲେ କି ?
@roshann6835
@roshann6835 11 күн бұрын
@@pratimabarik1150 ଓଡି଼ଆ ଅସ୍ମିତା ନାମରେ ମନ ଇଚ୍ଛା ରାଜନୀତି ଚଳିବ ନାହିଁ ।
@sanjuvlog8144
@sanjuvlog8144 12 күн бұрын
ନାମ ବଦଳାଇବାର ଆବଶ୍ୟକ ନାଇଁ ଯଦି ବଦଳାଇବାର ଅଛି ଓଟିଭି କୁ ବିଜେପି ଟିଭି କରିଦିଅ
@BishwanathSethiBishwa
@BishwanathSethiBishwa 12 күн бұрын
Right Right 😅
@chaturamahanta013
@chaturamahanta013 12 күн бұрын
ବଦଳ ିଲେ କଣ ଅସୁବିଧା ହେବ, ସେହି କଥା ଆଗ କୁହ ।
@sanjuvlog8144
@sanjuvlog8144 12 күн бұрын
@@chaturamahanta013 ବଦଳାଇବାର ଆବଶ୍ୟକତା ଅଛି କି କୁହ
@sanjuvlog8144
@sanjuvlog8144 12 күн бұрын
ଯଦି ଅଛି କାହିଁକି ଅଛି?
@nishan7253
@nishan7253 12 күн бұрын
Oh yes, I like it.
@PramodkuBasantara
@PramodkuBasantara 12 күн бұрын
ଅଭିଳାଷ ଙ୍କ ଉପଲବ୍ଧି ବହୁତ କମ୍। ସେ ଓଡ଼ିଶାର ଇତିହାସ ବିଷୟରେ ସମ୍ପୁର୍ଣ୍ଣ ଅନଭିଜ୍ଞ। ବଡ଼ପଣ୍ଡା ସାର୍ ଙ୍କ ଯୁକ୍ତି ଗ୍ରହଣୀୟ ନୁହେଁ। ଏହା ସବୁ ରେଭେନ୍ସା ଛାତ୍ର ଓ ଅଭିଭାବକ ମହଲରେ କ୍ଷୋଭ ହେଉଛି।
@kedarbiswal4575
@kedarbiswal4575 9 күн бұрын
ଅଭିଳାଷ ଦଳୀୟ ଶୃଙ୍ଖଳା ନାଁ ରେ ଦଳର ଗୋଲାମ ନୁହନ୍ତି ?
@sadhudas2758
@sadhudas2758 12 күн бұрын
ରେଭେନ୍ସା ର କୋଠାବାଡ଼ି ଓ ନାଁ ବି ଐତିହ। ଯେଉଁ ମାନେ ନାଁ ବଦଳାଇବା ଚାହୁଁ ଛନ୍ତି ସେ ବିଲ୍ଡିଂଟାକୁ ଭାଙ୍ଗି ନୂଆ କରିପାରିବେ କି? ନାଁ, କାରଣ ଐତିହ ହଜିଯିବ।
@pareshkumarkhatua8950
@pareshkumarkhatua8950 12 күн бұрын
Ravenshaw is a histroy.....It has its own legacy.....If u chnge its name..history will change...
@skmarndi3375
@skmarndi3375 10 күн бұрын
Right, if you (BJP) are really considering about the development of education, then you have to open a University in a necessary district. Don't do this type of foolish and ridiculous work.
@pradeepkumarpanda7626
@pradeepkumarpanda7626 2 күн бұрын
Kotha badi Ravenshaw kari nathila ki na badalile kothabadi bhangijiba nahi.
@pradeepkumarpanda7626
@pradeepkumarpanda7626 2 күн бұрын
​@@pareshkumarkhatua8950 History knows that it's original name was Cuttack College. Some leg-pullers of British named it as Ravenshaw College for their own benefit. History also records it. After name change new history will say that people's foolishness was corrected by themselves when they became learned.
@pareshkumarkhatua8950
@pareshkumarkhatua8950 2 күн бұрын
@@pradeepkumarpanda7626 jadi dam achhi nije new tiari kara.....what an issue..
@niharsena3829
@niharsena3829 12 күн бұрын
Ravenshaw is pride of Odisha
@SrrrttDas
@SrrrttDas 12 күн бұрын
72% ଶତକଡା ଲୋକ ଯାହା କହିଛନ୍ତି ସେଇଟା ଠିକ୍ କହୁଛନ୍ତି, ଯେଉଁ 23% ଶତକଡା ଲୋକ କହିଛନ୍ତି ସେମାନେ BJP ର ଚାମଚା
@anilkumarabehera6804
@anilkumarabehera6804 12 күн бұрын
Right
@chaturamahanta013
@chaturamahanta013 12 күн бұрын
ଆପଣ ଂକ ଅସୁବିଧା କଣ। ମୋର କିଛି ଯାଏ ଆସେ ନାହିଁ।
@saiexplore7927
@saiexplore7927 12 күн бұрын
ur right...protest and save ravenshaw....Our emotion
@lalatkesharisamantaraysama401
@lalatkesharisamantaraysama401 11 күн бұрын
@@SrrrttDas Hmm BJP ra Chamcha....hele garb congress ra jota chata nuhen !!
@satyabratmahalik7237
@satyabratmahalik7237 11 күн бұрын
​@@chaturamahanta013to na badalile kn haba tike bhabilu
@arabindamishra4045
@arabindamishra4045 12 күн бұрын
ବିଜେପି ର ବୁଦ୍ଧିମାନ ବଡ଼ପଣ୍ଡା ମାନେ ରେଭେନ୍ଶା ର ନାମ ବଦଳାଇବା ନେଇ ଯେଉଁ ଅପଚେଷ୍ଟା ଚଳାଇଛନ୍ତି ଓ ସେଥିପାଇଁ ଯେଉଁ ଅଜବ, ଉଦ୍ଭଟ ଓ କପୋଳକଳ୍ପିତ ଉପାଖ୍ୟାନ କରୁଛନ୍ତି ସେମାନେ ଆସନ୍ତା ନିର୍ବାଚନ ରେ ଉପଯୁକ୍ତ ଜବାବ ପାଇବେ ନିଶ୍ଚୟ। ଅଭିଳାଷ ପଣ୍ଡା, ସଭାପତି, ବିଜେପି ଯୁବ ମୋର୍ଚା ଓ ଜାନକୀଶ ବଡ଼ପଣ୍ଡା ଙ୍କ ଭଳି ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ପରି ବ୍ୟକ୍ତି ଙ୍କ ର ନାମ ସପକ୍ଷରେ ଯୁକ୍ତି ହାସ୍ୟାସ୍ପଦ ମନେ ହେଲା। ସର୍ବୋପରି, ଦେଖାଗଲା ଯେ ଏ ଆଲୋଚନା ର anchor ମହୋଦୟ ରେଭେନ୍ଶା ର ନାମ ପରିବର୍ତନ ସପକ୍ଷରେ ହେମେନ୍ଦ୍ର ନାରାୟଣ ଦାଶ ଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତି ଙ୍କୁ ଯେତିକି ବୁଝାଇବା ପାଇଁ ଚେଷ୍ଟିତ ଥିଲେ ତାହା ସେ ଅନ୍ୟ ଦୁଇ ଜଣ ଆଲୋଚକ ଙ୍କ କ୍ଷେତ୍ରରେ କରୁଥିବା ଭଳି ମନେ ହେଲା ନାହିଁ। ଓଟିଭି ର ଏ ପ୍ରସ୍ତାବ ପ୍ରତି ବହୁତ ଦରଦ ଥିବା ପରି ମନେ ହେଲା, ଯାହାକି ଏହାର ରାଜନୈତିକ ପୃଷ୍ଠଭୂମିରୁ ବେଶ ବୁଝି ହେଉଛି।
@reviewsnehasis1377
@reviewsnehasis1377 12 күн бұрын
Ravenshaw is an Emotion...Pride... Jie padhichi sie jaanichi..jie padhini sie kan kahiba...
@saiexplore7927
@saiexplore7927 12 күн бұрын
Right....Mr ravenshawian.
@RUPSINGHPURTY-s4k
@RUPSINGHPURTY-s4k 12 күн бұрын
Revenshaw is a historical name I like it
@joginathpanda8836
@joginathpanda8836 12 күн бұрын
ନାମ ବଦଳାଇବାରେ ଯେତିକି ଖର୍ଚ୍ଚ ହେବ ସେତିକି ରେ ରେଭେନ୍ସାର 100ଗୁଣ ଉନ୍ନତି ହେବ ବୁଝିଲ ଧର୍ମେନ୍ଦ୍ର ବାବୁ
@roshann6835
@roshann6835 12 күн бұрын
ବ୍ୟାସକବି ରେଭେନ୍ସାଙ୍କୁ ଧନ୍ୟ ଧନ୍ୟ କହିବା ସହ ତାଙ୍କର ଗୁଣଗାନ କରିଛନ୍ତି ।
@lalatkesharisamantaraysama401
@lalatkesharisamantaraysama401 12 күн бұрын
Sarkar jia thiba.....tara gunagana kale labhanyitwa huanti......Aita samastanku jana
@roshann6835
@roshann6835 12 күн бұрын
@@lalatkesharisamantaraysama401 aapana ete gyana deba darkar nahin
@debasmitaparida2072
@debasmitaparida2072 12 күн бұрын
​@@lalatkesharisamantaraysama401Sethipain tame bartaman sarkar ra gunagan karucha labha pain
@roshann6835
@roshann6835 12 күн бұрын
@@debasmitaparida2072 ମୁ ତମ ଭଳି କୌଣସି ରାଜନୈତିକ ଦଳର ଚାକର ନୁହେଁ ବୁଝିଲ , ରେଭେନ୍ସା ବିଶ୍ୱବିଦ୍ୟାଳୟ ର ମୁ ଜଣେ ଛାତ୍ର ।
@mrutyunjaymohapatra2344
@mrutyunjaymohapatra2344 11 күн бұрын
​@@lalatkesharisamantaraysama401ଯେମିତି ତମେ ଧର୍ମେନ୍ଦ୍ର ର ଚାଟୁକାରିତା କରୁଛ ଲାଭ୍ଆନ୍ବିତ ହେବା ପାଇଁ।
@RavenshawLearningLibrary
@RavenshawLearningLibrary 12 күн бұрын
I love English language very much....
@najnar1264
@najnar1264 12 күн бұрын
ଭାଇ ମୋ ମତରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ନାମ ଚେଞ୍ଜ କରାଯାଇ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵବିଦ୍ୟାଳୟ କରିଦିଆଯାଉ କାହିଁକି ନା ବାବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେ ବି ଲାଜ ସରମ କିଛି ବୋଲି କିଛି ନାହିଁ। ଯଦି ଚେଞ୍ଜ କରିବାର ଅଛି ବାବା ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ରଘୁବର ଦାସ ଓ ତାଙ୍କ ପୁତ୍ର ଲଲନ ଦାସଙ୍କ ନାମ ଚେଞ୍ଜ କରାଗଲେ ଓଡ଼ିଆ ଅସ୍ମିତା ରେ ଲାଗି ଯାଇଥିବା କଳଙ୍କଟି ଠିକ୍ ଭାବରେ ଧୋଇଯିବ। ମୁଁ ଭାବୁଛି ଏ ମାଷ୍ଟର ଷ୍ଟ୍ରୋକ କେବଳ ଧରାଯାଇଥିବା ସୁନା ରୂପା ଉପରୁ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ ନୁହେଁ ତ ? ଧନ୍ୟ ତୁମେ ଧର୍ମେନ୍ଦ୍ର ପ୍ରଧାନ। ଜୟ ଜୟ ଜଗନ୍ନାଥ।
@prakashbaral7568
@prakashbaral7568 12 күн бұрын
ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ରେଭେନ୍ସା ନାମ ବଦଳାଇ ଦେଲେ କୋଟି କୋଟି ବେକାର ଯୁବକ ମାନଙ୍କୁ ଚାକିରି ମିଳି ଯିବନି। ପେପର ଲିକ୍ ବିଷୟ ରେ ତ ଚିନ୍ତା କରୁନାହାନ୍ତି। କଲେଜ ନାମ ବଦଳାଇବା ପାଇଁ ବହୁତ ଚିନ୍ତା କରୁଛନ୍ତି। ବିଜେପି ଦେଶ ରେ ନାଁ ବଦଳାଇବା ରେ ବହୁତ ବଡ କାମ କରୁଛି।
@lalatkesharisamantaraysama401
@lalatkesharisamantaraysama401 11 күн бұрын
@@prakashbaral7568 bangladeshi kia bhari kala......Seita chinta karantu.....Chakiri kan pain miluni janiparibe !!
@kalucharanpaikray7238
@kalucharanpaikray7238 11 күн бұрын
ଅଦରକାରୀ ପ୍ରସଙ୍ଗରେ ଓଟିଭି ର ବର୍ବାଦ ଜନମଞ୍ଚ ହୀନ ମାନସିକତା ର ପରିଚୟ......
@arabindbiswal4088
@arabindbiswal4088 12 күн бұрын
ଯେଉଁ ମାନେ ନାଁ ବଦଳେଇବା ପାଇଁ କହୁଛନ୍ତି ସେମାନେ ତାଙ୍କ ନିଜ ନାଁ ପ୍ରଥମେ ବଦଳେଇ ଦିଅନ୍ତୁ ଅଧା ଜୀବନ ଗୋଟେ ନାଁ ଗଲା ଏବେ ଠାରୁ ଆଉ ଗୋଟେ ନାଁ କରିଦିଅନ୍ତୁ 😊
@user-js8jt1kh1z
@user-js8jt1kh1z 10 күн бұрын
Nana taknko bapa nam badlantu semana tanko bapa paricyare bhutdin hela rhilane
@hermankindo9773
@hermankindo9773 12 күн бұрын
Revensha has its international identity.Changing of its name is not an acceptable proposition
@Modicare_wellness
@Modicare_wellness 11 күн бұрын
ବିଜେପି ହଗିକି ପଛକୁ ଚାଁହୁଛି. ଯଦି ଏଵେ ଆଗକୁ ନ ଚାହିଁବେ ତାହାଲେ ଆଗାମୀ ଦିନ ରେ ମୂଳ ପ୍ପଚ୍ଛା ହେବେ
@pramodkumarvlogs4429
@pramodkumarvlogs4429 12 күн бұрын
ଏମିତି ପ୍ରଳାପ ବୁଦ୍ଧି କାହିଁକି ତମ ମାନଙ୍କ ମୁଣ୍ତରେ ପଶୁଛି.ଯେଉଁ Ravenshaw College ଉଚ୍ଚ ଶିକ୍ଷାର ଆମ ଆଖୀ ଖୋଲିଛି କେମିତି ତମେ ମାନେ କହୁଛ Ravenshaw College ର ନାମ ପରିବର୍ତ୍ତନ କରିବ.କେବେ ହେଲେ Ravenshaw ନାମ ପରିବର୍ତ୍ତନ କରନ୍ତୁ ନାହିଁ. ଜୟ ଜଗନ୍ନାଥ
@ranjanbaral9351
@ranjanbaral9351 12 күн бұрын
ସବୁବେଳେ ଗୋଟିଏ ଅଯଥା ହ‌ଇଚ‌ଇ ସୃଷ୍ଟି କରିବା ଏମାନଙ୍କର ଅଭ୍ୟାସ।
@sarabindakumar961
@sarabindakumar961 12 күн бұрын
ଏଇ ସରକାର ଆସିଲା ନାମ ବଦଳେଇଲା ପୁଣି ଆଉ ଗୋଟେ ନୂଆ ସରକାର ଆସିଲେ ସେ ବି ପୁଣି ନୂଆ ନାମ ଦେବେ ଏଗୁଡ଼ା ପାଲା ଚଲେଇଛନ୍ତି। ସମସ୍ତେ ଗୋଟେ ଗୋଟେ ଇତିହାସ ଲେଖୁଛନ୍ତି😅
@gurupteesworld5618
@gurupteesworld5618 12 күн бұрын
ବିଜେପି ସବୁଠାରୁ ବୁଦ୍ଧିମାନ, କିନ୍ତ ସେତେବେଳେ ର ବରପୁତ୍ର ମାନେ ଉଲା ଥିଲେ, ମଧୁ ବାବୁ, ଫକୀର ମୋହନ
@user-ff4yl4qf6g
@user-ff4yl4qf6g 12 күн бұрын
ରେଭେନ୍ସାର ନାମ ବଦଳେଇବା ଦରକାର ନାହିଁ
@DillipBhoi-mu1dk
@DillipBhoi-mu1dk 12 күн бұрын
ଇତିହାସ ପୃଷ୍ଠା ଓଲଟାଇଲେ ପୃକୃତ ରହସ୍ୟ ଜଣା ପଡ଼ିବାର ଆଶା ଉଜ୍ଜଳ ହେବ ବୋଳି ମୁଁ ଅନୁମାନ କରୁଛି ଅଜ୍ଞ୍ୟା 🙏🏻🙏🏻🙏🏻
@sudamcharanprusty
@sudamcharanprusty 12 күн бұрын
ଅଭିଲାସ ବାବୁ ନିଜକୁ ବେଶି ଜ୍ଞାନୀ ଭାବୁଛନ୍ତି।ଏ ଅ ଚେଷ୍ଟା କଲେ ତୀବ୍ର ଆନ୍ଦୋଳନ ହେବ
@beheraajaya3208
@beheraajaya3208 12 күн бұрын
ଧର୍ମେନ୍ଦ୍ର ପ୍ରଧାନ କିଏ...? ସବୁବେଳେ ଅସ୍ମିତା ଅସ୍ମିତା କହୁଚି କିଏ.. ଲୋକଙ୍କ ମତ କୁ ପ୍ରାଧାନ୍ୟ ଦିଆଯାଉ
@lokanathdas5246
@lokanathdas5246 12 күн бұрын
We are not accepting the change of name of Ravanshaw University thanks, 👍
@debashisdash5186
@debashisdash5186 12 күн бұрын
ତମେ ଶଳା ଭଲ କାମ ନା କରି କୋଉଠି ନା ବଦଳେଇବା ରଙ୍ଗ ମାରିବା ଏଇ କାମ କର।ତମେ ନେତା ମନ୍ତ୍ରୀ ନା ରଙ୍ଗ ମିସ୍ତ୍ରୀ।
@SanatanchattarChattar
@SanatanchattarChattar 12 күн бұрын
ଓଟିଭି ବିତର୍କ କୁ କେହି ଯାଅ ନାହିଁ ,,ଏଟା ବିଜେପି ଚ୍ୟାନେଲ ବିଜେପି ସପଟ୍ ରେ କହିବେ । ଇଂରାଜୀ ଭାଷା ଲେଖା କୁ ବନ୍ଦ୍ କରିବା ବିଷୟ ରେ ବିତର୍କ କରନ୍ତୁ ।
@maheswarpradhan4247
@maheswarpradhan4247 12 күн бұрын
Bhabani Babu try to keep the dignity of OTv
@CrazySid2.0
@CrazySid2.0 6 күн бұрын
Otv au otv nahi.....pura bjpia heigala....bjp hagidele bi chandan kahiba
@mahaprasad7151
@mahaprasad7151 10 күн бұрын
ଇତିହାସ ପଢ ଜାଣିପାରିବ t.e ରେଭେନ୍ଶା ଙ୍କ ବିଷୟରେ ସେ ଜଣେ ବହୁତ ଭଲ ମଣିଷ ଥିଲେ 🙏🏻
@Sanjibdigal-d3r
@Sanjibdigal-d3r 12 күн бұрын
ନାଁନବଦଲାର ବଂର ଆଉ ଗୋଟିଏ କଲେଜ ବନାନ୍ତୁ ଅନ୍ୟ ଧାଗାରେ
@Barunkumar199
@Barunkumar199 12 күн бұрын
Ravenshaw college ର ନାମ ପରିବର୍ତ୍ତନ ଆବଶ୍ୟକତା ନାହିଁ. College ର ଭିତ୍ତିଭୁମି ପରିବର୍ତ୍ତନ କରିବାର ଆବଶ୍ୟକ ଅଛି.
@romeosada1432
@romeosada1432 12 күн бұрын
😂😂😂😂 he bhai❤❤❤❤
@riteshgudu9189
@riteshgudu9189 12 күн бұрын
BJP କୋଉ ବହିରୁ ଇତିହାସ ଆଣିଛି,ଟିକେ ସମସ୍ତେ ଜାଣିବା ଦରକାର😂😂😂
@rameshchandrabiswal2365
@rameshchandrabiswal2365 9 күн бұрын
ପୂର୍ବଜ ମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ସେହିମାନଙ୍କ ପାଇଁ ଆଜି ଆମେ ପରିଚୟ ସୃଷ୍ଟି କରିପାରିଛନ୍ତି। ସେମାନଙ୍କ ଚିନ୍ତାଧାରା କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ।ମ
@sahadevnayak287
@sahadevnayak287 12 күн бұрын
ମୟୂରଭଞ୍ଜ ମହାରାଜା ର ଅନୁଦାନ କିଛି କମ ନୂହେ। ଆଦିବାସୀ କରଦତା ଅବଦାନ କିଛି କମ ନୁହେଁ। ତା ବଦଳରେ ମୟୂରଭଞ୍ଜ କୁ କିଛି ମିଳିଲା ନାହିଁ।
@chunuramhansdah2525
@chunuramhansdah2525 11 күн бұрын
Mayurbhanj ku dhoka heichhi . mayurbhanj ro Onudan re S C B medical College hospital tiari Revenswa b b ta bodolore mayurbhanj ku kon milichhi
@pkpanda1371
@pkpanda1371 12 күн бұрын
ସାଂସଦ ସୁଲତା ଦେଓ OTV, OR TV channel ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ସେ ବାବଦ ରେ OTV OR TV channel ରେ ଡିବେଟ ହେଉ। ରେଭେନ୍ସା ମହାବିଦ୍ୟାଳୟ neme change ହେବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ନିଜ ସ୍ତ୍ରୀ ଛୁଆ ଭାଇ ଙ୍କ ନାମ change କରି ପାରିବେ।
@mrutyunjaymohapatra2344
@mrutyunjaymohapatra2344 11 күн бұрын
ଓ ଟିଭି ବିଜେପି ଚାମଚା ମାନଙ୍କୁ ଆଣି ବସାଏ ଆଲୋଚନା ପାଇଁ
@JainoNaika
@JainoNaika 12 күн бұрын
ଅଭିଳାଷ BJP ତରପରୁ ପଇସା neitiba
@KalpanaPadhi-ks6hd
@KalpanaPadhi-ks6hd 12 күн бұрын
ନାମ ବଦଳାଇବା ଆବଶ୍ୟକ ନାହିଁ
@kedarbiswal4575
@kedarbiswal4575 9 күн бұрын
ଭବାନି - ଯେଉଁ ମାନେ ନାମ ପରିବର୍ତ୍ତନକୁ ବିରୋଧ କରୁଛନ୍ତି ସେମାନଙ୍କୁ ଗୋଲାମୀ ମାନସିକତା ଆଖ୍ୟା ଦେଉଥିବା ଵ୍ୟକ୍ତି କେତେ ପରସେଣ୍ଟ ସ୍ବାଧିନ। ଯଦି ରାଜନୀତି କରୁଥିବେ ତେଵେ ନିଶ୍ଚୟ ଦଳର ଗୋଲାମି କରୁଥିବେ। ଅନ୍ୟ ମାନଙ୍କ ପ୍ରତି ଭଦ୍ର ଆଚରଣ ରହିଵା ଉଚିତ୍।
@BiswajeetDas-p4z
@BiswajeetDas-p4z 12 күн бұрын
No change in name is needed but the need of hour is to make it a world level educational institution by protecting it from its decay
@niharsena3829
@niharsena3829 12 күн бұрын
Bjp party has no knowledge about T. Ravenshaw
@saradaprasannabiswal6862
@saradaprasannabiswal6862 10 күн бұрын
The name of Ravenshaw University should not be changed -because the name Ravenshaw is the fame for odisha
@Reenabehera0
@Reenabehera0 12 күн бұрын
Education digare student free re patha padhi be chinta karantu education digare odisha agaku jiba taha chinta karunahanti ravenshaw change kariba katha kuhantu nahi education digare odisha agaku jiba taha chinta Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@badrinarayanbiswal
@badrinarayanbiswal 12 күн бұрын
ଓଟିଭି କୁ ବିଜେପି ଟିଭି କରିଦିଅ
@laxmidhardalai8944
@laxmidhardalai8944 12 күн бұрын
Revenshaw is now above the name of T .E Revenshaw Saheb.
@guruprasadpattnaik4538
@guruprasadpattnaik4538 12 күн бұрын
ଅଭିଳାଷ ବାବୁ ଆପଣ ମଧ୍ୟ କିଛି ଜାଣି ନାହାନ୍ତି ରେଭେନ୍ସା କଲେଜରେ ନାଁ ପରିବର୍ତ୍ତନ କରିଦେଲେ କିଛି ଉନ୍ନତି ହେବ ନାହିଁ ବରଂ ଅବନତି ହେବ
@mrutyunjaymohapatra2344
@mrutyunjaymohapatra2344 11 күн бұрын
ଅଭିଳାସ କିଛି ଯାଣେନି। ଧର୍ମେନ୍ଦ୍ର ର ଚାମଚା ସିଏ
@debashisdash5186
@debashisdash5186 12 күн бұрын
ରେଭେନ୍ସା ନା ଶୁଣିଲେ କାହାର ବି ମନରେ କଲେଜ ଛଡା କୋଉ ବାଳ ଆଙ୍ଗ୍ରେଜ୍ କଥା ଆସୁ ନଥିଲା।କିନ୍ତୁ ତମ ମନରେ ବହୁତ ଆସୁଛି। ଅଂଗ୍ରଜ୍ ପ୍ରେମରେ ପଡିଯାଇଛ ବୋଧେ।ଏପର୍ଯ୍ୟନ୍ତ ଭୁଲି ପାରୁନ।
@pkpanda1371
@pkpanda1371 12 күн бұрын
Janakish ବଡ଼ ପଣ୍ଡା ଙ୍କ ବ୍ୟତୀତ ଆଉ କେହି ନାହିଁ ଓଟିଭି ଚ୍ୟାନେଲ କୁ ଆସି ଭାଷଣ କହିବା ପାଇଁ???
@purnachandranag9719
@purnachandranag9719 12 күн бұрын
ଅଭିଳାଷ ପଣ୍ଡା କଣ bjp ର ଆଉ ଧର୍ମେନ୍ଦ୍ର ର ଚାମଚ କି,
@samirranjandas839
@samirranjandas839 11 күн бұрын
Ravenshaw ନାମ ପରିବର୍ତ୍ତନ ର କୌଣସି ଆବଶ୍ୟକତା ନାହିଁ। ଏହା ଚିନ୍ତା କରିବା ଅର୍ଥ କୌଣସି ଏକ ମନ୍ଦ ଉଦ୍ଦେଶ୍ୟ ବା political mileage ବା ଅନ୍ୟମାନଙ୍କର ମନରେ ଭ୍ରାନ୍ତ ଧାରଣା ଆଣି ବହୁମୂଲ୍ୟ ସମୟକୁ ନଷ୍ଟ କରିବା। Please focus on quality education.
@sadhudas2758
@sadhudas2758 12 күн бұрын
ନାଁ ଟା ବି ଐତିହ
@sarojakumarmishra1563
@sarojakumarmishra1563 12 күн бұрын
ଯେତେବେଳେ ଆବଶ୍ୟକତା ଥିଲା ସେତେବେଳ ଗୋଟିଏ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତିମାନେ ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇନଥିବା, ବର୍ତମାନ ସେମାନଙ୍କ ଦାୟାଦ ମାନେ ଇଂଗ୍ରେଜ ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରୟାସରତ ।
@pradyumnabehera2156
@pradyumnabehera2156 4 күн бұрын
ସାର୍ ଓଡ଼ିଶାର ପାଠ ପଢି ଯୁବକଯୁବତୀମାନେଚାକିରୀ ପାଉନାହାଁନ୍ତି ବେକାର ହୋଇ ବୁଲୁଛନ୍ତି ଏ ବିଷୟ (ନା ବଦଳାଇବାର) ତର୍କ ବିତର୍କ କଲେ କଣ ପେଟପୁରିବ ବେକାରି ଦୁରିକରଣ ଓଡ଼ିଶାରେ କିପରି ହେବ ଡବେଟ କରୁ ନାହାନ୍ତି।......ଏପରି ତର୍କ ବିତର୍କ ଦେଖି ଘୃଣା ଲାଗୁଛି ।
@mafiasai123g3
@mafiasai123g3 7 күн бұрын
ଯେଉଁ ମାନେ କହୁଛନ୍ତି ସେମାନେ ଆଗ ଇଂରାଜୀ ନା ବଦଳାଅ
@managobindamahanta8700
@managobindamahanta8700 12 күн бұрын
Return donation money of our king Krushna Ch. Bhanja Deo that time ₹20,000/- now it is ₹2,000 Cr. for development of Mayurbhanj District, after that it will be decided.
@SIBARANJANIJENA1234HHGGHHJGYO
@SIBARANJANIJENA1234HHGGHHJGYO 12 күн бұрын
Right
@kshyamanidhipradhan
@kshyamanidhipradhan 9 күн бұрын
ଧର୍ମେନ୍ଦ୍ରଙ୍କ କାଳ ଆସିଲାଣି ମାରିବାପାଇଁ ନିଜ ଗାଁକୁ ଜିଏଭାଗିରୂଜି ଦେଇଛି ସିଏ କ'ଣ ବୁଝୀବ ଦେଶର ଗ୍ରାମାଳରେ ଅଗଣିତ ଚାଷୀମାନେ କ'ଣ କରନ୍ତି ଆମେ ଜାଣିଛୁ ନଜର ଗ୍ରାମରେ ଏକ ମନ୍ଦିର ରହିଛି ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ଇଟା ଭାଟିରେ ସଜାଡି ରଖି ଛନ୍ତି ଏକଣବିଚାର
@bijuharpal8821
@bijuharpal8821 12 күн бұрын
I am proud feel my state Odisha Ravenshaw College Odisha best college Dharmendra Pradhan not knowledge Ravenshaw College about
@RKJSTx
@RKJSTx 7 күн бұрын
ବିଜେପି, ଓଟିଭି ଓ ଅର୍ଗସ ର କିଛି କାମ ନାହିଁ ଖାଲି ନାଁ ବଦଳା ଓ ରଙ୍ଗ ବଦଳା କାମ କରୁଛି. ଓଡ଼ିଶାର ସ୍ୱାର୍ଥ ପାଇଁ ଓ ଲୋକଙ୍କ ମୌଳିକ ସୁବିଧା ପାଇଁ କାମ କର
@rameswragagarai5110
@rameswragagarai5110 6 күн бұрын
ରେଭେନସା ନାମ ପରବର୍ତ୍ତନ କରିବା ପୂର୍ବରୁ ଇଂରାଜୀ ଶିକ୍ଷାକୁ ଆଗ ହଟେଇବା ଉଚିତ୍
@SanatanchattarChattar
@SanatanchattarChattar 12 күн бұрын
ମୁଁ ମତରେ ନାମ ବଦଳାଇବା ଦରକାର୍ ନାହିଁ । ବିଜେପି ନେତାଙ୍କୁ ଅନୁରୋଧ ଆଗେ ଇଂରାଜୀ ଭାଷା ଲେଖାକୁ ସ୍କୁଲ କଲେଜ ରୁ ବନ୍ଦ୍ କର ।
@RKJSTx
@RKJSTx 7 күн бұрын
ଲୋକଙ୍କ ମୁଡ଼କୁ ବଦଳାଇବାପାଇଁ ଧର୍ମେନ୍ଦ୍ର ବାବୁ ନାଁ ବଦଳାଇବା ଭଳି ଲୋକଙ୍କ ମୁଡ଼କୁ ଅଲଗା ଆଡକୁ ନେଇଗଲେ
@gopalchandradigal8590
@gopalchandradigal8590 12 күн бұрын
Hoi ho Abhilash panda Patha padhichu na Lancha deiki E paryanta pahanchichu
@RKJSTx
@RKJSTx 7 күн бұрын
ରେଭେନ୍ସା ନାଁ ବଦଳାଇବାକୁ କହି ଧର୍ମେନ୍ଦ୍ର ବାବୁ ଓ ବିଜେପି ଓଡିଶାକୁ ଭୁଆଁ ବୁଲାଇଦେଲା
@sibaniprasadmohanty2730
@sibaniprasadmohanty2730 10 күн бұрын
If change Government of Odisha
@bijayprd7920
@bijayprd7920 9 күн бұрын
ଇଗ୍ରେଜ ମାନେ ଆମ ରାଜ୍ୟ ରେ ବିକାଶ ନକରି କଲିକତା ର ବିକାଶ କରୁଥିଲେ । ସେମାନେ ଆମ ଓଡ଼ିଶା ପ୍ରତି ବହୁତ୍ ଅନ୍ୟାୟ କରିଛନ୍ତି । ଆମଠୁ ସବୁ ଲୁଟି ଆମ କୁ ଗରିବ କରେଇ ଦେଇ ଥିଲେ । ଆମ ରାଜ୍ୟ ର ଲୋକ ମାନେ ଜାହାଜ ରେ ବସି ବାହାର ଦେଶକୁ ଯାଇ ବେପାର କରି ବହୁତ୍ ଧାନ ସମ୍ପତି ପାଖରେ ରଖିଥିଲେ ହେଲେ । ଏହି ଇଂରେଜ ମାନେ ଆସି ଆମଠୁ ସବୁ ଲୁଟି ନେଇ ଗଲେ ।
@rajanikantasarangi1302
@rajanikantasarangi1302 6 күн бұрын
ଵଡ଼ପଣ୍ଡା ମହାଶୟ ଓ ବିଜେପି ପ୍ରଥମେ ଇଂରେଜ ସମୟରେ ହୋଇଥିବା ସମସ୍ତ କାମ ଯଥା ରେଳ,ରାସ୍ତାଘାଟ ଘରଦ୍ୱାର କୁ ଭାଙ୍ଗି ମାଟିରେ ମିଶାଇ ଦେଇ ସେ ସବୁକୁ ନୂଆ କରି କରାନ୍ତୁ,ତାହେଲେ ତାଙ୍କର ପାରିବ ପଣିଆ ଜଣାପଡ଼ିବ,ନହେଲେ ତୁଛାଟ।କୁ ଦେଶବାସୀ ଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ।
@krushnachandrarana7353
@krushnachandrarana7353 12 күн бұрын
If Mr Revensha was loving Odisha and our mother land India where is his generation in India and his next generation what has done for India?
@biswambarsatapathy9398
@biswambarsatapathy9398 12 күн бұрын
BJP Bala kama karanti nahi Khali name change range kariba Katha kuhanti BJP Bala tapare BJP Bala kahibe aane bahut kama karichu
@binayrout6279
@binayrout6279 12 күн бұрын
Foolish Question by Anchor.
@KambhupaniDalai-l2h
@KambhupaniDalai-l2h 5 күн бұрын
ମୋ ମତରେ ରେଭେନ୍ସା ନା ପରିବର୍ତ୍ତନ କରାଯାଉ ବିଦେଶୀ ଲକନାକଣପାଇ ରଖାଯିବ ଆମ ଭାରତରେ ବହୁତ ମହାପୁରୁଷ ଅଛନ୍ତି ତାଙ୍କ ନାମ ରଖାଯାଉ
@arjunjani5052
@arjunjani5052 12 күн бұрын
Bjp bala name changer,
@binayrout6279
@binayrout6279 12 күн бұрын
Only Andha Bhakta wants to change the name.
@ramaniroutray2262
@ramaniroutray2262 6 күн бұрын
ମୂର୍ଖ ଅଶିକ୍ଷିତ ମାନଙ୍କ ଦାବି ନାମ ପରିବର୍ତ୍ତନ ହଉ l ଆଉ ହେମେନ୍ଦ୍ର sir ଖାଲି ଭାବାବେଗ ଛଡା ଆଉ କିଛି ଯୁକ୍ତି ବାଢି ପାରୁନାହାନ୍ତି l ଦୁଃଖଦାୟକ l
@jagabandhunayak280
@jagabandhunayak280 12 күн бұрын
ଇଂଗ୍ରେଜୀ ଲୋକଂକ ନାମରେ ଯେତେବେଳେ କଲେଜ୍ ର ନାମକୁ ବଦଳାଇବା ପାଇଁ ଯଦି ଗୁରୁତ୍ହ ମନେ କରାଯାଏ ତାହା ହେଲେ ଓଡିଶାରେ ଇଂଗ୍ରାଜୀ ଭାଷା ଉଠାଇ ଦେବା ଭଲ,
@haraprasadmahanta4657
@haraprasadmahanta4657 9 күн бұрын
ରେଭେନ୍ସା କାହିଁକି ଓଡ଼ିଆ ମାନଙ୍କୁ ମାରିଦେଇଥିଲା ନିଜ ସ୍ୱାର୍ଥ ପାଇଁ କାମ କରନ୍ତି ତୁମେ ମଧ୍ୟ ଇଂରେଜ ଗୁଲାମ
@prasantkumarmallick5636
@prasantkumarmallick5636 9 күн бұрын
ବିଜେପିଆ ଙ୍କ ଦମ ଅଛିତ ଏହିଭଳି ଗୋଟିଏ ନୂଆ କରି ଦେଖାନ୍ତୁ, ପୁରୁଣା ଜିନିଷ ରେ ରଙ୍ଗ ମାରନ୍ତୁନି
@riteshgudu9189
@riteshgudu9189 12 күн бұрын
ଆରେ ମୂର୍ଖ ବିଜେପି ଚାମଚା reporting କରୁଛ,ଏତିକି ଜାଣିନ ଆହ୍ଲାବାଦ ନାଁ ପ୍ରୟାଗରାଜ ହେଇଛି, କିନ୍ତୁ ଏବେବି University of Allahabad ଅଛି, କୌଣସି ନାମ ପରିବର୍ତ୍ତନ ହୋଇନାହିଁ😂😂😂
@BBSRNEWSNETWORK
@BBSRNEWSNETWORK 8 күн бұрын
ଏମାନେ ୨୦୧୪ରେ କେନ୍ଦ୍ରରେ ଶାସନକୁ ଆସି jnu କୁ ବଦନାମ୍ କଲେ, ୨୦୨୪ ରେ ଓଡ଼ିଆ କୁ ଆସି ରେଭେନ୍ସା ପଛରେ ପଡିବା ଆରମ୍ଭ କଲେଣି, ଭଲ ବିଶ୍ଵବିଦ୍ୟାଳୟ କୁ ବଦନାମ୍ ନ କଲେ ଏମାନଙ୍କ ରାଜନୀତି ଚାଲିପାରିବ ନାହିଁ।
@kanhucharanprusty1487
@kanhucharanprusty1487 6 күн бұрын
ରେଭେନ୍ସା ନାଁ ରେ କିଛି ବ୍ଯକ୍ତି ନିଜର ଆତ୍ମବଡିମା, ଇଗୋ କୁ ପ୍ରଶମିତ କରିବା ପାଇଁ ବ୍ଯବହାର କରୁଛନ୍ତି, ଆମେ ରେଭେନ୍ସିଏଟ, ଗୋଟେ ବିଶେଷ ଗ୍ରୁପ, ରେଭେନ୍ସା ନାଁ ବଦଲେଇଲେ ନା ରେଭେନ୍ସା ଙ୍କ ର, ଇଂଲଣ୍ଡ ର ନା କଟକର କାହାରି କିଛି ଅସୁବିଧା ହେବ ନାହିଁ କେବଳ ଇଗୋଇଷ୍ଟ ମାନଙ୍କ ର ଇଗୋ କୁ ହର୍ଟ କରୁଛି
@chaitanyahansda3083
@chaitanyahansda3083 Күн бұрын
ଏଥିରୁ ଜଣା ପଡୁଛି ସତରେ ଓଡ଼ିଆ ମାନେ ମେଣ୍ଢା । ଆପଣ ଇତିହାସ କୁ ପରିବର୍ତ୍ତନ କରୁଛନ୍ତି ନା ଆପଣଙ୍କ ନାମ ଇତିହାସ ରେ ଲେଖିବାକୁ ଚାହୁଁଛନ୍ତି ।
@kedarbiswal4575
@kedarbiswal4575 9 күн бұрын
ଅଭିଳାଷ - ଜଗନ୍ନାଥ ପ୍ରସାଦ ଦାଶ ସେତେବେଳେ କମିଶନର ହୋଇଥିଲେ କଣ କରିପାରି ଥାନ୍ତେ।
@santoshdash2291
@santoshdash2291 8 күн бұрын
ଯିଏ ରେଭେନ୍ସାରେ ପଡ଼ିନାହିଁ, ସେ ଏନାମର ମର୍ଯ୍ୟାଦା ବୁଝିପାରିବ ନାହିଁ।
@bhabanishankarpati466
@bhabanishankarpati466 8 күн бұрын
That time Odisha people had so much fear to commissioner mr.Ravenshaw so only to pleasure him they keep that name other wise he had nothing donation or any sympathy to Odisha people.. Remind ours real history..you will find all thing..so name should be changed very soon
@rajanikantasarangi1302
@rajanikantasarangi1302 6 күн бұрын
Your knowledge from whatsup univercity
@faltukora
@faltukora 12 күн бұрын
Revesha gote emotion .....revensa re podhi thiba pila hin jani pariba...mu kahuchi change no hou mo mota
@binayrout6279
@binayrout6279 12 күн бұрын
Why not you change OTV to BJP TV.
@lalbiharilenka2434
@lalbiharilenka2434 7 күн бұрын
ଧର୍ମେନ୍ଦ୍ରଙ୍କ ମନରେ ରେଭେନ୍ସା ମହାବିଦ୍ୟାଳୟର ନାମ ପରିବର୍ତ୍ତନ କରିବା ଧାରଣା ମନରେ ପଶିଗଲା କାହିଁକି? ଏହା ଏକ ପାଗଳାମି ଛଡ଼ା ଆଉ କିଛି ନୁହେଁ। ତୁମ ର କିଛି କରିବାର ଅଛି ନୁଆ କିଛି କର ।
@DhadubandhuLenka
@DhadubandhuLenka 12 күн бұрын
ମିଡିଆ ବାଲା ସବୁଠୁ ଆ ଛାଡ଼ କ'ଣ କହିବା ତମେନିଜେ ଭଲକାମକରିଦେଖାଅ
@UdayHansdah-g5w
@UdayHansdah-g5w 9 күн бұрын
ରେଭେନ୍ସା ବିଶ୍ୱବିଦ୍ୟାଳୟ ରିଲିଫ ପାଣ୍ଠିରୁ ତିଆରି ହୋଇ ନାହିଁ ଏହା ରାଜା ମହାରାଜା ମାନେ ଦାନ କରିଥିବା ପାଣ୍ଠି ରୁ ତିଆରି ଏଥିରେ ମୟୁରଭଞ୍ଜ ରାଜାଙ୍କର ଅବଦାନ ବେଶ ଅଧିକ l ଏବେ ମଧ୍ୟ ମୟୁରଭଞ୍ଜ ସମ୍ପତି ରେ କଟକ ଚଳି ଆସୁଛି l ତେଣୁ ଶିକ୍ଷା ଅନୁଷ୍ଠାନ ଉପରେ ରାଜନୀତି କରନ୍ତୁ ନାହିଁ l ଯାହା ଅଛି ତାହା ଥାଉ l
@ashokpattanayak9963
@ashokpattanayak9963 10 күн бұрын
ଧର୍ମେନ୍ଦ୍ର ପ୍ରଧାନ, ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ନାମକୁ ବଦଳେଇବାକୁ ଚାହୁଁଛନ୍ତି। ତା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରଙ୍ଗ ବଦଳେଇ ତାକୁ ଗେରୁଆ ରଙ୍ଗ ବି କରିଦେବେ ! ! !
@anantaandpritamanantaandpr6262
@anantaandpritamanantaandpr6262 5 күн бұрын
Name changer gov
@reviewsnehasis1377
@reviewsnehasis1377 12 күн бұрын
Kan ae sabu kaama paain 25yr Pare Odisha ra loka BJP ku vote deithile...
@santoshkumarswain6547
@santoshkumarswain6547 6 күн бұрын
ଧର୍ମେନ୍ଦ୍ର ବାବୁ ପରା କେନ୍ଦ୍ର ମନ୍ତ୍ରୀ ଧରାଯାଉ ମନ୍ତ୍ରୀ ନୁହନ୍ତି କଣ ତର୍କ କରୁଛ ବିଜେପି ଦଳର ଲୋକଙ୍କୁ ବସାଇ ଟିଭି ତର୍କ କରୁଛ
@nishan7253
@nishan7253 12 күн бұрын
Please note Achor speaks on behalf of bjp.
@bagabhaipradhan18
@bagabhaipradhan18 12 күн бұрын
“Dasababu Dasatvo” synonymous.
@gautamsahoo559
@gautamsahoo559 9 күн бұрын
ବର୍ତ୍ତମାନ ସରକାର ଙ୍କୁ ଗୋଟିଏ ଅନୁରୋଧ, ନୀରିହ ଓଡ଼ିଆ ଙ୍କୁ ଭୂତ ବନେଇବା ବନ୍ଦ୍ କର। ଲୋକେ ଯୋଉ ବିକାଶ ପାଇଁ ତମକୁ ଭୋଟ ଦେଇଥିଲେ ସେସବୁ ନକରି ବିଚିତ୍ର ଯାତ୍ରା କାଇଁ କରୁଚ। ଏଇ ଭଳିଆ ଯାତ୍ରା କରି ପାଞ୍ଚ ବର୍ଷ ମାରି ନେବାକୁ ବସିଛ ନା !! ଲୋକେ ଆଉ ବୋକା ନାହାଁନ୍ତି। ତମ ପାରିବା ପଣିଆ ଜାଣି ସାରିଲେଣି।
@creater2626
@creater2626 8 күн бұрын
ଅଭିଳାଷ ଜି ରେଭେନ୍ସା ବିଶ୍ଵ ବିଦ୍ୟାଳୟ ରହିଲେ କିଛି ଅସୁବିଧା ନାହିଁ .. ନାମ ଚେଞ୍ଜ ରେ ଯେତିକି money ଖର୍ଚ୍ଚ ହେବ ସେତିକି ପଇସା ରେ କଲେଜ ର ଉନ୍ନତି ରେ ଖର୍ଚ୍ଚ କରା ଯାଉ ..
@biranchi2229
@biranchi2229 12 күн бұрын
ବହୁତ ଭଲ
@harapriyamohapatraharapriy739
@harapriyamohapatraharapriy739 12 күн бұрын
Faltu discuss karantu nahi.Ravenshaw. gote kimbadanti...
News@9 Discussion 05 September 2024
19:28
OTV
Рет қаралды 8 М.
Electric Flying Bird with Hanging Wire Automatic for Ceiling Parrot
00:15
SCHOOLBOY. Мама флексит 🫣👩🏻
00:41
⚡️КАН АНДРЕЙ⚡️
Рет қаралды 7 МЛН
Will A Guitar Boat Hold My Weight?
00:20
MrBeast
Рет қаралды 189 МЛН
Electric Flying Bird with Hanging Wire Automatic for Ceiling Parrot
00:15