ପାଣ୍ଡିଆନ ଲାଙ୍ଗୁଡ଼ରେ ନିଆଁ, ପୋଡ଼ି ପାଉଁଶ ହୋଇଯିବ କି ସ୍ଵର୍ଣ୍ଣମୟ ବିଜେଡି! | ତେରଛା ବାଣ | Terachha Baana

  Рет қаралды 14,917

Terachha Baana

Terachha Baana

19 күн бұрын

Join this channel to get access to perks:
/ @terachhabaana

Пікірлер: 23
@brajakishorepadhi4022
@brajakishorepadhi4022 17 күн бұрын
ନବୀନ ପାଖରେ କ୍ଷମତା, ନା ଯୌବନ ଅଛି। ତାକୁ ଡରିବେ। ମୋ ମତରେ ନବୀନ ପଟ୍ଟନାୟକ କୁ ବିଜେଡି ରୁ ବାହାର କରିଦେବା ଉଚିତ୍।
@kalyanpanda5885
@kalyanpanda5885 17 күн бұрын
ନିଶ୍ଚୟ, ଅପାରଗ ଆଉ ଅଥର୍ବ
@anadi323jan
@anadi323jan 17 күн бұрын
ନୀଳ ନଦୀ ଯେପରି ଚୀନର ଦୁଃଖ......ନବୀନ ଓଡିଶାର ସେହିପରି ଦୁଃଖ ... ପୂର୍ବରୁ ଏହା ଜାଣି ନ ପାରି ଓଡିଆମାନେ ଓଡିଶାକୁ ପଚାଶ ପୂର୍ବକୁ ନେଇ ଯାଇଛନ୍ତି
@swarajkumarbej3768
@swarajkumarbej3768 17 күн бұрын
ଦଳର ସର୍ବଶକ୍ତିମାନ କେଉଁ ପୁରୁଖା ନେତା ହୋଇଛନ୍ତି?? ନବୀନ ପଟ୍ଟନାୟକ ଏକ ପାଗଳ ମଣିଷ ଅଟନ୍ତି।
@chhabindramansingh73
@chhabindramansingh73 17 күн бұрын
ଆଗରୁ bjd ଵାଲା ନବୀନ କୁ ମାନି ନିଜର ଆଉ ଓଡ଼ିଶାର କ୍ଷତି କରିଛନ୍ତି, ଜାହା ଲୁଟିଛନ୍ତି ତ, କିନ୍ତୁ କ୍ରୀତଦାସ ହୋଇ ପାଣ୍ଡୁଆର ଓଡ଼ିଆ ସ୍ୱାଭିମାନ କୁ ବିକ୍ରି କଲେ, ବହୁ ଆଗରୁ bjd ନେତା ପ୍ରତିବାଦ କରିଥିଲେ ହାରୁ ପଛେ ସ୍ୱାଭିମାନ ସହ ବଞ୍ଚିଥାନ୍ତେ ଲୋକ ସନମ୍ମାନ ଦେଇଥାନ୍ତେ
@pratapchandrasamal2396
@pratapchandrasamal2396 17 күн бұрын
ଆମ ଓଡ଼ିଶାରେ ସାମ୍ବାଦିକତା ନାଁରେ ଖାଲି ଭାଣ୍ଡାମି ଚାଲିଛି। କିଛି ସାମ୍ବାଦିକଙ୍କୁ ପାଣ୍ଡୁ ଭୂତ ଏମିତି ଘାରିଛି ଯେ ତା ନାଁ ନନେଲେ ଏମାନଙ୍କୁ ନିଦ ହେଉନି। ଖାଲି ବାଉଳି ହେଉଛନ୍ତି। ଏମିତି କରି ମୋହନ ସରକାରଙ୍କ ଅପାରଗତାକୁ ଲୁଚେଇ ବାକୁ ଚେଷ୍ଟା କରୁଛନ୍ତି। ମାସେ ହେଇଗଲାଣି ହାଇକୋର୍ଟଙ୍କ ତାଗିଦ୍ ପରେ ବି ଏବେଯାଏଁ AG ନିଯୁକ୍ତି ହୋଇ ପାରିଲେ ନାହିଁ। ସରକାର ବଦଳିଲେ ବି ସଚିବ ମାନଙ୍କର ବିଭାଗରେ କିଛି ପରିବର୍ତ୍ତନ ହୋଇନାହିଁ। ସେମାନେ ଆଶଙ୍କିତ ଅବସ୍ଥାରେ ଅଛନ୍ତି। ନା କୌଣସି ବିଭାଗରେ କିଛି କାମ ହେଉଛି ନା କୌଣସି ନିଷ୍ପତି ନିଆ ଯାଉଛି। ଅପାରଗ ମନ୍ତ୍ରୀମାନେ କେତେବେଳେ କଣ କହୁଛନ୍ତି ଠିକ୍ ଠିକଣା ନାହିଁ। ସେ ବିଷୟରେ ଆଲୋଚନା ନାହିଁ। ହାରିଥିବା ଦଳ ବିଷୟରେ ଏମାନେ କାହିଁକି ଏତେ ଚିନ୍ତିତ କିଛି ବୁଝା ପଡୁନି। ବିଜେଡି କିମ୍ବା ନବୀନ କଣ କରିବେ ସତେ ଯେମିତି ଏମାନଙ୍କୁ ପଚାରି ନିଷ୍ପତ୍ତି ନେବେ। ଯାଚି ଯାଚି ପାକଳିଆ ବୁଦ୍ଧି ଗୁଡା କାହିଁକି ସାରୁଛନ୍ତି ହେ ପଦଚଟା ସାମ୍ବାଦିକ। ସାମ୍ବାଦିକତାର ଟିକିଏ ତ ମର୍ଯ୍ୟାଦା ରଖ। କଥାରେ କହନ୍ତି ଷଣ୍ଢ ବୋଝ ଷଣ୍ଢ ବୋହୁଛି ହେଲେ ୟାଙ୍କୁ ବଡ କଷ୍ଟ ଲାଗୁଛି। ବଡ ବେହିଆ
@ramakantapanda6476
@ramakantapanda6476 17 күн бұрын
Bjd pakha ru kete tanka khai post karicha.. Bjd mukta Odisha hoisarichi.
@brajakishorepadhi4022
@brajakishorepadhi4022 17 күн бұрын
ୟେ ମା ଗିହେ ସାଂବାଦିକ ନୁହେଁ ଡକାୟତ ଗୁଡାକ
@ramakantapanda6476
@ramakantapanda6476 17 күн бұрын
Bjd mukta Odisha
@piyushrajkumar15
@piyushrajkumar15 17 күн бұрын
ଏବେ ବି କିଛି ମଦୁଆ ବେହିଆ ବଲ୍ଲେ ବଲ୍ଲେ ବିଜେଡି ଅନ୍ଧ ଭକ୍ତ ଅଛନ୍ତି ଯେଉଁମାନେ କିଛି କିଛି GM କରି କମେଇଛନ୍ତି ତାଙ୍କର ଫାଟୁଛି. ମନେରଖ ନେତା କାହାର ନୁହନ୍ତି ସବୁ ଦଳ ସବୁ ନେତା ଏକା ସବୁ GM ଶଙ୍କରା
@successfullife6722
@successfullife6722 17 күн бұрын
ଜୟ ଶ୍ରୀରାମ l🙏
@brajendranandantripathy8256
@brajendranandantripathy8256 17 күн бұрын
Perfectly explained. The entire Odisha thinks likewise.
@DR.B.NAYAK1980
@DR.B.NAYAK1980 15 күн бұрын
🙏 sir
@prafulasingh2267
@prafulasingh2267 17 күн бұрын
ନବୀନ ବାବୁ ଏବୟସରେ , ସକ୍ଷମ ନୁହଁନ୍ତି କୋୖଣସି କଥା ବା କାମ ବୁଝିବାକୁ ସକ୍ଷମ ନୁହଁନ୍ତି , ଏଣୁ ସେ ବାଧ୍ୟ ହେଉଛନ୍ତି ଅନ୍ୟ ଉପରେ ନିର୍ଭର କରିବାକୁ ଏବଂ ନବୀନ ବାବୁ କୋୖଣସି ଓଡ଼ିଆ ଙ୍କୁ ବିଶ୍ଵାସ କରୁ ନାହାଁନ୍ତି , ଏପଟେ କର୍ପୋରେଟର ମାନଙ୍କ ଠାରୁ ରିଙ୍ଗ ମାଷ୍ଟର ପାଣ୍ଡିଆନ ଏଣ୍ଡ କୋ ଚାନ୍ଦା ଆଦାୟ କରିବାରେ ଯେପରି ଧୁରନ୍ଧର ତାହା ଓଡ଼ିଆ ନେତାଙ୍କ ଦ୍ଵାରା ସମ୍ଭବପର ନୁହେଁ , ତତ୍ ସଙ୍ଗେ ନବୀନ ବାବୁଙ୍କର କିଛି ଗୁମର କଥା ପାଣ୍ଡିଆନଙ୍କ ପାଖରେ ଅଛି ଯାହାଦ୍ଵାରା ନବୀନ ବାବୁ ପାଣ୍ଡିଆନଙ୍କୁ ଛାଡ଼ିପାରୁ ନାହାଁନ୍ତି । ମାତ୍ର ନବୀନ ବାବୁଙ୍କର ପାଣ୍ଡିଆନ ପ୍ରିତୀକୁ ବିଜୁ ଜନତାଦଳର ଅସନ୍ତୁଷ୍ଟ ନେତା , ବିରୋଧୀ ତଥା ଜନସାଧାରଣ ବୁଝିବାକୁ ବା ଗ୍ରହଣ କରିବାକୁ ନାଁରାଜ ।
@gangadhardash3430
@gangadhardash3430 17 күн бұрын
🎉🎉🎉
@swarnamohanty3121
@swarnamohanty3121 17 күн бұрын
Pralap
@kalyanpanda5885
@kalyanpanda5885 17 күн бұрын
ଏମିତି ଗା.... ମରା ମରି ହେବେ
@ajeetkumarmohanty7880
@ajeetkumarmohanty7880 17 күн бұрын
Jiti thilea kana nihala karithanthu
@raghubirdas7621
@raghubirdas7621 14 күн бұрын
Why CM is delaying to kick the stamped officers from their posts
@manojrout2271
@manojrout2271 17 күн бұрын
ଭାଇମାନେ ୟେ ବାବୁ ଲୋକଙ୍କୁ useless information ଦେଇକରି ନିଜର video କୁ popular କରିବାକୁ ଚେଷ୍ଟା କରୁଛନ୍ତି l ପ୍ରତିଦିନ politics କୁ ନେଇକରି ରାଜନୀତି କରୁଛନ୍ତି l ୟାଙ୍କ ଭଳି ଯେତେସବୁ youtuber ଅଛନ୍ତି ସମସ୍ତଙ୍କର ଅସଲ ଉଦ୍ୟେଶ କେବଳ ଟଙ୍କା ରୋଜଗାର କରିବା l ୟାଙ୍କ video ଯେତେଜଣ view କରିବେ ଏମାନେ ସେତେ ଟଙ୍କା ପାଇବେ l ସେଥିପାଇଁ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ l
@DEKU_BAKKA
@DEKU_BAKKA 17 күн бұрын
BJP michhua sarakar
Inside Out 2: Who is the strongest? Joy vs Envy vs Anger #shorts #animation
00:22
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 19 МЛН
What it feels like cleaning up after a toddler.
00:40
Daniel LaBelle
Рет қаралды 77 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22