ରାଗରେ ସମୀର ଦାସ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଗର୍ବ ମୁଁ ଭାଙ୍ଗିଦେବି...

  Рет қаралды 23,968

lev live Odia

lev live Odia

Күн бұрын

Пікірлер: 15
@bijayhansdah9701
@bijayhansdah9701 Ай бұрын
ସମିର ଜଣେ ଟାଉଟର
@MrSwarajdas
@MrSwarajdas Ай бұрын
ପ୍ରଭାତୀ ମାଡାମ ସମୀର ଦାଶ ଙ୍କ ପାଖରେ କାମ ଥିଲା ନିର୍ବାଚିତ ହେଲା ପରେ ସମୀର ବାବୁ ଅଲୋଡା ହେଇଗଲେ ସମୟ ଥିଲା ସେ ବିଜେଡି ରେ ଶିକ୍ଷା ମନ୍ତ୍ରୀ ଥିଲେ ଦଳ ତାଙ୍କୁ ବାହାର କରିନଥିଲା ସେ ନିଜେ ଅଲଗା ହେଇ ଯାଇଥିଲେ ଦେଖାଯାଉ କଣ ତାଙ୍କର ପରବର୍ତ୍ତୀ ପଦକ୍ଷେପ ହେବ
@biswabhusannayak5807
@biswabhusannayak5807 Ай бұрын
Return back welcome
@prasantswainbjp
@prasantswainbjp Ай бұрын
ନିଜକୁ ବଞ୍ଚାଇବା ପାଇଁ ଚରଣ ଧରି ଶରଣ ପଶିଥିବା ଲୋକ ଙ୍କୁ ଶରଣାର୍ଥୀ କୁହାଯାଏ। ଶରଣ ଦେଇଥିବା ଲୋକ ର ନିୟମ କୁ ଶରଣାର୍ଥୀ ମାନି ଚଳିବା କଥା। ଅଯଥା ମାମତ ଦେଖେଇବା ପାଇଁ ଚେଷ୍ଟା କଲେ ଲୋକେ ହସିବେ। ସୀମା ଲଙ୍ଘିଲେ ବାଧ୍ୟ ହେବୁ ଆମେ ଆମ ପରିସୀମା ଡେଇଁବାକୁ!! ନିମାପଡା ରାଜନୀତି ରେ କଳଙ୍କ ବୋଳି ସବୁଦିନ ପାଇଁ ଇତିହାସ ର ପୃଷ୍ଠା ଭିତରେ ହଜିଗଲେ ଅଞ୍ଚଳ ପାଇଁ ମଙ୍ଗଳ। ଶାସକ, ବିରୋଧି ଦଳ ମଧ୍ୟେ ଶରଣାର୍ଥୀ ନିଜକୁ ସରକାରୀ ଦଳ କହି ଲୁଟିବାକୁ ଅପଚେଷ୍ଟା ନକରୁ। ଯେତିକି କଳାକନା ବୁଲେଇ ଗୋପପୁର କୁ ଲୁଟିଛ ସେତିକିରେ ସୀମିତ ରହି ନିଜ ଅର୍ଜିତ ପାପ କୁ ପ୍ରାୟଶ୍ଚିତ କରୁ, ଅନ୍ୟଥା.....
@kalpatarusahoo8707
@kalpatarusahoo8707 Ай бұрын
Chera kata bhai..dekhuchi kana..tada kha bjp ru
@sujitkumarmohapatra2567
@sujitkumarmohapatra2567 Ай бұрын
😄
@pkpanda1371
@pkpanda1371 Ай бұрын
ସମୀର ଦାସ ଫାଲତୁ ଲୋକ। ସମୀର ଦାସ କି ରଣ ନୀତି କରିବେ। ତାଙ୍କ ନାମ ରେ ବିଭିନ୍ନ ଥାନା ରେ କେଶ ଅଛି। ସମୀର ଦାସ ପ୍ରଭାତୀ ପରିଡ଼ା mam ଙ୍କ ଶାଢ଼ୀ ସଫା କରି ଆଇରନ ଦେବେ। ନବୀନ ପଟ୍ଟନାୟକ ଙ୍କ ଦୟାରୁ ମନ୍ତ୍ରୀ ହୋଇ ଥିଲେ। ନବୀନ ପଟ୍ଟନାୟକ ଙ୍କୁ ଧକ୍କା ଦେଇ ପ୍ରଭାତୀ ପରିଡ଼ା ଙ୍କ ଗୋଡ଼ ଧରିଲେ। ଇୟେ କି ନେତା ଯେ ନିମାପଡ଼ା ରେ ଆଉ ରଣ ନୀତି କରିବ???
@ranjankuamr9800
@ranjankuamr9800 Ай бұрын
ତାଙ୍କରି ଭିତରେ କଟା କଟି ହେବ
@UpendraBehera-o1z
@UpendraBehera-o1z Ай бұрын
ଏ ସବୁ ବେକାର କଥା । ସମୀର ବାବୁ ଙ୍କ ନାମରେ କଳଙ୍କ‌ଲଗାଅନି ।
@bipinbiharibehera4562
@bipinbiharibehera4562 Ай бұрын
Mote nuhan
@dhirensahoo-lc6py
@dhirensahoo-lc6py Ай бұрын
Kintu dukhara bisaya je nana auuu bjd ku pheri paribeni
@bipinbiharibehera4562
@bipinbiharibehera4562 Ай бұрын
Politics re kouta impossible...
@ExcitedBoatLake-pf2qs
@ExcitedBoatLake-pf2qs Ай бұрын
Sabaas
@dhirensahoo-lc6py
@dhirensahoo-lc6py Ай бұрын
Aphuta gadama hei rahibe
@dhirensahoo-lc6py
@dhirensahoo-lc6py Ай бұрын
E a nana nka trailor picture baki achhi
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 249 МЛН
小丑揭穿坏人的阴谋 #小丑 #天使 #shorts
00:35
好人小丑
Рет қаралды 34 МЛН
ЛУЧШИЙ ФОКУС + секрет! #shorts
00:12
Роман Magic
Рет қаралды 21 МЛН
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 249 МЛН