No video

Ratna Bhandar opened : Now focus on missing keys... || Editorial Show(EP-254) || ODISHA PULSE

  Рет қаралды 119,789

Odisha Pulse

Odisha Pulse

Күн бұрын

#odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #puri #jagannathtemple #purinews

Пікірлер: 126
@durgacharanmohanta1564
@durgacharanmohanta1564 Ай бұрын
ଧନ୍ୟବାଦ ଆପଣ ଟିକିନିଖି ଉପସ୍ଥାପନ କରି ଥିବାରୁ,ଆପଣ ଙ୍କୁ ଧନ୍ୟବାଦ।
@sewanayak945
@sewanayak945 Ай бұрын
ଜଗନ୍ନାଥ ପ୍ରେମୀଙ୍କ ସାମ୍ନାରେ ଚାବି ସାର୍ବଜନୀନ କରାଯାଉ 🙏🙏🙏
@Ramu-hl2gu
@Ramu-hl2gu Ай бұрын
ପୂର୍ବତନ ସୈତାନ ସରକାର ବୁଦ୍ଧି କୁ ଲୋକ ଲଚନ କୁ ଅଣିଥିବାରୁ ଆପଣ ଙ୍କୁ ଧନ୍ୟବାଦ
@user-es3fn9dc5u
@user-es3fn9dc5u Ай бұрын
ରତ୍ନ ଭଣ୍ଡାର ର ଚାବି ନ ମିଳିବାରୁ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଖୋଲାଗଲା, କିନ୍ତୁ ରତ୍ନ ଭଣ୍ଡାର ଖୋଲି ଦେଇ ସରକାର ଚୁପ ହେଇ ନ ବସି ଏହି ଚାବି ହଜିବା ଘଟଣାର ତଦନ୍ତ କରନ୍ତୁ ଓ ଯେଉଁ ମାନେ ସମ୍ପୃକ୍ତ ଯଥା ଅରବିନ୍ଦ ଅଗ୍ରୱାଲ, ପ୍ରଦୀପ ଜେନା, ପ୍ରତାପ ଜେନା, ଜଗନ୍ନାଥ ସାରକା, ପାଣ୍ଡିଆନ ଓ ସର୍ବୋପରି ନବୀନ୍ ପଟ୍ଟନାୟକ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।
@PrasantaMohapatra-yg8fo
@PrasantaMohapatra-yg8fo Ай бұрын
ରଘୁଵିର ଦାଶ କମିଶନ୍ ଙ୍କ ରିପୋର୍ଟ ସାର୍ବଜନିନ ତୁରନ୍ତ ହେବା ଉଚିତ।
@prafulasingh2267
@prafulasingh2267 Ай бұрын
ପ୍ରକୃତରେ କାହା ପାଖରେ ଅସଲ ଚାବି ? ଏହା ପୂର୍ବରୁ ଥିଲା ୨୫ ବର୍ଷର ବିଜେଡି ସରକାର । କାହା ପାଖରେ ଅସଲି ଚାବି ?
@user-co8kp4tj6c
@user-co8kp4tj6c Ай бұрын
ଯିଏ ଚାବି ରଖିଥାନ୍ତୁ, ମହାପ୍ରଭୁ କାହାକୁ କ୍ଷମା ଦେବେ ନାହିଁ। ନିଜେ ଓ ନିଜର ପିଲାମାନେ ମହାପ୍ରଭୁ ଙ୍କ କୋପ ଦୃଷ୍ଟିରେ ଧ୍ବଂସ ପାଇଯିବେ। ବଂଶ ବୁଡ଼ି ଯିବ।
@suvashreeray5494
@suvashreeray5494 Ай бұрын
କଠୋର କାର୍ଯ୍ୟାନୁଷ୍ଠାନ l ତାଙ୍କୁ କ୍ଷମା ଡିଅଁନ୍ତୁ
@SubashNayak-uy1sr
@SubashNayak-uy1sr 29 күн бұрын
​@@suvashreeray5494😊😊😊😊😊😊😊😅
@subhransudalai8360
@subhransudalai8360 Ай бұрын
ନା ମୁସଲମାନ ମହମ୍ମଦ ଙ୍କୁ ନେଇ ନା ଖ୍ରୀଷ୍ଟିଆନ୍ ଯୀଶୁ ଙ୍କୁ ନେଇ ନା ବୌଦ୍ଧ ମାନେ ବୁଦ୍ଧ ଙ୍କୁ ନେଇ ନା ଜୈନ ମାନେ ମହାବୀର ଜୀନ ଙ୍କୁ ନେଇ ରାଜନୀତି କରନ୍ତି ନାହିଁ ହେଲେ ଆମେ ଆମ ପ୍ରଭୁଙ୍କୁ ନେ଼ଇ ରାଜନୀତି କରୁ ।
@santoshdakua6698
@santoshdakua6698 Ай бұрын
ସବୁ ଦୃନୀତି ର ମୂଳ ବିଜୁଜନତା ଦଳ 👍🏾
@debashishacharya3814
@debashishacharya3814 Ай бұрын
ପୁରୀ ପରିକ୍ରମାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ଯଦ୍ବାରାକି ସତ ସାମ୍ନାକୁ ଆସିଯିବ ।
@trilochanpatnaik6321
@trilochanpatnaik6321 Ай бұрын
ରଘୁବିର ଦାସ ଙ୍କ ରିପୋର୍ଟ ରେ କଣ ଥିଲା ତାକୁ ନୂଆ BJP ସରକାର ଲୋକଲୋଚନକୁ ଆଣିବା ଦରକାର। ତାହାହେଲେ BJD ଦଳର ସ୍ବଚ୍ଛତା ଓଡ଼ିଶାବାସୀ ଜାଣି ପାରିବେ।
@keshabasahu6260
@keshabasahu6260 Ай бұрын
ଜୟ ଜଗନ୍ନାଥ... ଜେ ସ୍ୱର ଥ.. ର ଖୀ ଛି... ତା ଙ୍କ ର.. ବଂଶ.. ନା ସ ହେ ଉ...
@laxmansahoo4681
@laxmansahoo4681 Ай бұрын
ହରଡ଼ ଘଣା ରେ ମାନ୍ୟବର ମାହିଆ ନିଶ୍ଚୟ ପଡିବ,🎉
@Reenabehera0
@Reenabehera0 Ай бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
@user-kg1sw4vs5z
@user-kg1sw4vs5z Ай бұрын
ମହାପ୍ରଭୁ ଙ୍କ ଇଚ୍ଛାରେ ସବୁ ହେଉଛି , ଅନ୍ୟାୟ ,ଅତ୍ୟାଚାର ,ଗର୍ବ , ଓ ଅହଙ୍କାର ବଡ଼ିଲେ ପ୍ରଭୁ ତାଙ୍କ ଲୀଳା କରନ୍ତି। ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବେ ଏଥିରେ ସନ୍ଦେହ ନାହିଁ।
@pabitraswain1273
@pabitraswain1273 Ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ
@NPadh-em8ei
@NPadh-em8ei Ай бұрын
ଧନ୍ୟବାଦ ଦୁର୍ଗାଶିଷ ବାବୁ । ଉଚ୍ଚ କୋଟୀର ବିଶ୍ଳେଷଣ ।
@prafullapradhan3860
@prafullapradhan3860 26 күн бұрын
Jagannath nka Sapakhya re jea Aehi Sadayantra Karithile Saemanku Jagannath kebe Chhadibe Nanhi Bhogibe ,Thank You Bhai Loka Lochan ku A Sabu Anantu God Bless you .Jai Jagannath .
@ranajitjena4668
@ranajitjena4668 Ай бұрын
ଏବେକାର ଆଇନ ମନ୍ତ୍ରୀଙ୍କ ବାପାଙ୍କ ପାଖରେ କାରଣ ଆଗରୁ ସେ ଆଇନ ମନ୍ତ୍ରୀ ଥିଲେ
@laxmansahoo4681
@laxmansahoo4681 Ай бұрын
ମହାପୁରୁଷର ସୈତାନ ବୁଦ୍ଧି କେତେ,, ଆଗକୁ ଦେଖିବେ 🎉
@deepakmeher1572
@deepakmeher1572 Ай бұрын
ଏ ସମସ୍ତେ ଭାବି ଥିଲେ ଭଗବାନ୍ ର ସମ୍ପତ୍ତିକୁ ହଡ଼ପ କରିବା ଉଦେସ
@user-kt2nr4xf1s
@user-kt2nr4xf1s Ай бұрын
Thank you so much &this channel media.Excellent critical reasonable analysis to find out the real Truth regarding the opening the Ratna Bhandar.Jay Jagannath.
@laxmidharapanda6086
@laxmidharapanda6086 Ай бұрын
ଯଦି ନବୀନା ଓ ପାଣ୍ଡିଆ ଜଗନ୍ନାଥଙ୍କର ପରମ ଭକ୍ତ ତେବେ ରତ୍ନଭଣ୍ଡାର ଖୋଳିବାରେ ସମସ୍ତ ଜଗନ୍ନାଥ ଭକ୍ତ ଖୁସି ଥିବାବେଳେ ସେ ଚୋର ଦିଟା ନିରବ କାହିଁକି ?
@user-nj3fn3ny5t
@user-nj3fn3ny5t Ай бұрын
Jie Jagannath nka sahita khelichi taa dala o ta bansa nirmul heijau . Jay Jagannath .
@prafullapradhan3860
@prafullapradhan3860 26 күн бұрын
Bhrastachar Ra Khalanayak Kalapahada Kiea Thila Odisha Loka Bichar KARANTU .Jai Jagannath Jai Shree Ram .Chaka Akhi Sabu jawab DEBE .❤❤❤❤❤
@prasannamishra6877
@prasannamishra6877 Ай бұрын
ଚାବି ହଜିବା ଓ ତତ୍ ସଙ୍ଗତ ନୀରବତା ନବିନ ସରକାରର ଅପାରଖତା ତଥା ହୀନ ଉଦ୍ଦେଶ୍ୟ କୁ ଉଜାଗର କରୁଛି ‌। ବର୍ତ୍ତମାନର ସରକାର କମିଶଳ ରିପୋଟ୍ କୁ ସାର୍ବଜନୀନ କରି ଦାୟିତ୍ବରେ ଥିବା ବ୍ଯକ୍ତି ବିଶେଷ ଭାବରେ ଉପରେ ଦୃଢ ଦଣ୍ଡବିଧି ଲାଗୁ କଲେ ଓଡ଼ିଶାର ଜନ ସାଧାରଣ ଆଶ୍ୱସ୍ତି ଅନୁଭବ କରିବେ ନହେଲେ ନାହିଁ। ଏଥିପାଇଁ ନବିନକୁ ଘୋର ନିନ୍ଦା ଅବଶ୍ଯ କରିବା ଆବଶ୍ଯକ।
@rkbehera1241
@rkbehera1241 Ай бұрын
Good news
@kailashbalabantroy4551
@kailashbalabantroy4551 Ай бұрын
ବିରଜା ମୂର୍ତ୍ତି ଚୋରି ଓ ବଡ଼ଲଥରୁ ଆରାମ ଭ କରି ରତ୍ନ ଭଣ୍ଡାର ଚାବି ଚୋରି ପର୍ଯନ୍ତ ସବୁଥିରେ ନବୀନ ଚମଚ ସମରୁକ୍ତ
@durgacharanmohanta1564
@durgacharanmohanta1564 Ай бұрын
ନବୀନ ଜଣେ ମୁଖ୍ୟ ମନ୍ତ୍ରୀ ,ପର ଉପରେ ଭରସା ରଖି ଚଳୁଥିଲେ । ପଣ୍ଡିଆନ୍ ଜଣେ ତାମିଲ ହୋଇ ଥିଲେ ମଧ୍ଯ ନବୀନ pandia କୋଠାରେ ପରିଚାଳିତ ହେଉଥିଲେ ଚାବି ହଜି ନାହିଁ ଚୋରା ପାଖରେ ଚାବି ଅଛି, ବୋଲି ସନ୍ଦେହ ହେଉଛି।
@AshokPanda-qt4qn
@AshokPanda-qt4qn Ай бұрын
Sir Dhanyabada AmaRajya Bigat 24 Barsa hela Kaunasi Niyam Kanuna na thila boli Amar Anuman Taha Mahaprabhu Aha Sakhi hoe Ama Prabhunku Biswas o Brasa ahi ghatna re Pramanita karideichhanti Jai Prabhu Bada Thakura 🙏🙏🙏🙏
@ajayadas4994
@ajayadas4994 Ай бұрын
What about the regular offering from1978 Nabin has to clarify to the people of odisa
@laxmidharnayak4191
@laxmidharnayak4191 Ай бұрын
Very nice and lawful analysis. Dhanyawad ji
@sushreesangitasahoo6933
@sushreesangitasahoo6933 Ай бұрын
ଚାବି bjp ରଖିଥିଲା କ୍ଷମତାକୁ ଆସିବାପାଇଁ ଏଥିପାଇଁ । bjd ର ନିଜ ଉପରେ ଭରସା ଥିଲା ଏଠାରେ bjp ରେ ଆମ ସରକାରଙ୍କର ଧର୍ମେନ୍ଦ୍ର ଆଉ ମୋଦି କେତେବେଳେ ସେଗୁଡ଼ାକ ନେଇଯେବେ ସେଥିପାଇଁ ଖୋଲାଗଲା ଭଲ ହେଲା ଅସୁବିଧା କିଛି ନାହିଁ
@dibakarpanigrahy9369
@dibakarpanigrahy9369 Ай бұрын
Put Naveen Patnaik and kartik pandian in jail... they will speak the truth....
@gajendranathjena356
@gajendranathjena356 26 күн бұрын
ରଘୁବିର ସିଂ ରିପୋଟ ଗଲା କୁଆଡେ ନବୀନ ପଟ୍ଟନାୟକ ସରକାର ଚାବୀକାଠି କିଏ ନେଲା ନବୀନ ମୁକବଧିର ବିଶ୍ୱାସଘାତକ ବିଜେଡି ନବୀନ ଠାକୁରଙ୍କୁ ବି ବେଇମାନି କରିଛି ଓଡିଶା ବାସୀଙ୍କୁ ଠାକୁରଙ୍କୁବି ଛାଡିନି ରଘବିର ସିଂ ରିପୋଟ ଏବେ ବୀଦେଖାଉନି ସମସ୍ତେ ମିଶି ନବୀନଙ୍କୁ ଘେରିଯାଅ ଓଡିଶାବାସୀ ପାଣ୍ଡିଆନକୁ🎉❤😂😅😮😢
@trilochanpatnaik6321
@trilochanpatnaik6321 Ай бұрын
Pandian ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବୋଲି ତ ଗୋମାଂସ ଭକ୍ଷଣ କାରି କାମିଆ ଯାନୀ କୁ ଶ୍ରୀମନ୍ଦିର ପରିସରରେ ପ୍ରବେଶ କରେଇ ବାହାବା ନେଲା।
@nareshdash3796
@nareshdash3796 Ай бұрын
ରତ୍ନ ଭଣ୍ଡାର ଚାବି ହଜିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ।
@khirodhota1440
@khirodhota1440 Ай бұрын
ସବୁ ଲୁଟ କରିଛନ୍ତି ଆମ ପୂର୍ବତନ ମାନ୍ୟବର l
@laxmansahoo4681
@laxmansahoo4681 Ай бұрын
ତାର ଭଲ ସୈତାନ ବୁଦ୍ଧି 🎉
@puspanjalimishra7788
@puspanjalimishra7788 Ай бұрын
It's true
@bijaysamal9024
@bijaysamal9024 Ай бұрын
Very good video
@ajaybadjena6799
@ajaybadjena6799 Ай бұрын
୨୪ବର୍ଷ ଶାସନ ଗାଦିରେ ଵସିଥିବା ନଵିନ ପଟନାୟକ ,ଏହାର ଉତ୍ତର ଓଡିଶା ଵାସୀଙ୍କୁ ଦିଅନ୍ତୁ, ଵର୍ତ୍ତମାନ ସରକାର ତଦନ୍ତ ରିପୋଟ ସର୍ବାସାଧାରଣ ଜାଣିବା ଦରକାର ,ଆସିଵା ଦରକାର କିଭଳି ଦୃନୀତି ଗ୍ରସ୍ତ ସରକାର ନଵିନ ସରକାର ,
@simanchalpanda331
@simanchalpanda331 Ай бұрын
Not Nabin pattnaik but Chur pattnaik
@satyaranbida4592
@satyaranbida4592 Ай бұрын
ହେ.ଓଡିଶା.ଚୋରକେ.ମାନେ.ଭୀକେପାଣ୍ଡୁକେ.ଆତିଶିଘ୍ର.କଳାପାଏନ୍.କେ.ନେଇଚାଲ
@hemantkumarsingh1387
@hemantkumarsingh1387 Ай бұрын
BJD was making politics with Ratna Bhandar of Lord Jagannath and got punished by Lord Jagannath in 2024.
@akshayakurout4136
@akshayakurout4136 Ай бұрын
Mohan Kumar Singh sir
@ajeetkumarmohanty7880
@ajeetkumarmohanty7880 Ай бұрын
Tamil dakyatta katirea
@dr.jagannathadas8675
@dr.jagannathadas8675 Ай бұрын
Pl press the Raghubar riport regarding keu of raran vandara and find the truth of the orihinal key we hopp up on new Govt Dr jagannath Das Anandapur keonjhst 17:24
@rabimohapatra4205
@rabimohapatra4205 Ай бұрын
Nabin paranayak PAPI. Pravu Jagannath thik bichara karichhanti.
@simanchalpanda331
@simanchalpanda331 Ай бұрын
BJP is the best govt in odisha
@jatadharinayak3170
@jatadharinayak3170 Ай бұрын
Je bi akama Kari Chee taku Jagannath Prabhu khyma Kare bee nahi 😂😂😂😂😂
@simanchalpanda331
@simanchalpanda331 Ай бұрын
Regarding Ratnabhander of Lord jagannath Nabin pattanaik should be arrested
@priyakantasamal7254
@priyakantasamal7254 Ай бұрын
Ex CM Nabin Sir Answer Odisha basi nku Deontu.
@bedantrout1736
@bedantrout1736 Ай бұрын
It is wrong design to open ratna vandar Because jagannath ASTHA lost.
@laxmidharapanda6086
@laxmidharapanda6086 Ай бұрын
ନବୀନା ଓ ପାଣ୍ଡିଆ ପାଖରେ ରତ୍ନଭଣ୍ଡାର ଅସଲି ଚାବି ଅଛି
@dhirenburma8143
@dhirenburma8143 Ай бұрын
2800 kg gold stolen from kedarnath temple during the bjp sarkar uttrakhand.
@piyushrajkumar15
@piyushrajkumar15 Ай бұрын
ପାଣ୍ଡିଆନ ଗିରଫ ହେଉ ଏବଂ ଯେତେ ଲୁଟିଛି ଓଡିଶା ରୁ ସୁଧ ମୁଳ ସହିତ ଆଦାୟ କରାଯାଉ ଏବଂ ଓଡିଶା ରେ ବହୁତ ହତ୍ୟା ଓ ଧର୍ଷଣ କେସରେ ଏ ପାଣ୍ଡିଆନ ସମ୍ପୃକ୍ତ ୟାକୁ ଫାଶୀ ଦିଆଯାଉ.
@samirnayak3768
@samirnayak3768 Ай бұрын
ଏମାନେ କେତେ ବଡ଼ ବଡ଼ ଦାନବ ଥିଲେ ଯାହାକି ଦେବତା, ଖଟୁଲି ସବୁ ଚଳୁ କରିବାକୁ ଡରୁନଥିଲେ.
@bhubaneswarsamantaray7936
@bhubaneswarsamantaray7936 Ай бұрын
Nadu Padu ubh9yye chorata Nuhen bahuta nd Daķay t.Semne a9Odiha lokanka saha Jagnnathak sampati out karineichhanti.ebe bhadraloki Delhi hh😊heuchhanti.😊😊
@ajeetkumarmohanty7880
@ajeetkumarmohanty7880 Ай бұрын
Nabina janichhi
@sandhyamohanty6688
@sandhyamohanty6688 Ай бұрын
Nabin Govt. is responsible .
@alokaranjandash9853
@alokaranjandash9853 Ай бұрын
ରଘୁବୀର ଦାସ୍ କମିଶନ୍ ରିପୋର୍ଟ ସାର୍ବଜନୀନ କରିବ ବୋଲି ବିଜେପି କହିଥିଲା । ........?????????
@NilamaniSahu-de9rl
@NilamaniSahu-de9rl Ай бұрын
ପୂର୍ବ ସରକାର ରତ୍ନଭଣ୍ଡାର ଭଣ୍ଡାର ଖୋଲିବା ଉଦ୍ୟମ କରିନଥିବାରୁ ଚୋରି ସନ୍ଦେହ ବଢ଼ିଯାଇଛି।
@RanjanBehera-ge1kf
@RanjanBehera-ge1kf Ай бұрын
Nabin Patnaik tadanta parisarbhukta heba darkar...?
@sureshdash8597
@sureshdash8597 Ай бұрын
Bjd durniti party ra manyata rada karajau
@UpandraNathHansdah
@UpandraNathHansdah Ай бұрын
ନବୀନ ସରକାର ରତ୍ନ ଭଣ୍ଡାର ର ଚାବି କାଠି ହଜେଇବା ଏକ ପ୍ରକାର ଷଡଯନ୍ତ୍ର,,,,, ବର୍ତ୍ତମାନ ବିଜେପି ସରକାର ବିଜେଡିର ଗାଣ୍ଡି ଫଟେଇବ,,, କଥାରେ ଅଛି,,, ହିସାବ କରିବ ଯଖନ ଗାଣ୍ଡ ଫାଟିବ ତଖନ,,,,
@gopabandhuswain2475
@gopabandhuswain2475 Ай бұрын
Baijant pandank pakhare chabi achhi
@santoshrout4117
@santoshrout4117 Ай бұрын
B j d ku Jagannath Bandare badeile
@user-um8ei5wm6r
@user-um8ei5wm6r Ай бұрын
Jagannath maprabhu nku kathara khelana bhabi prahasan karibara phala jannath dele odishara loka o samagra Bharat basi akhire dekhile, Anga sundhira sakhi matal, Ghara dhinki kumbhira, a sabu Raj Niti , Raj niti jay jagannath Bhala lokabi badali gale malabele dhana bhula ku dele,
@charuchandrajena196
@charuchandrajena196 Ай бұрын
Bjp is the root.Chabikathi Tamilnadure.bjp has told this
@sureshdash8597
@sureshdash8597 Ай бұрын
Bhai mohan sar kar nirbachanare kahithile bjd durniti neta ias ips tamil pandian ku cbi janch Kari jail pathau e kahinki action neinahanhanti se khabar sarkar ku pachara tu khabar chalao regular bhai prabhab nischoy padiba
@subashchampati282
@subashchampati282 Ай бұрын
Balbhadra thakura padigale ex cm chithi lekhidele Ratna bhadar chabi bisayare kahinki lekhile nahin . So nabina odisha ra baiman.
@arunkumarmohanty5646
@arunkumarmohanty5646 Ай бұрын
Sabu bhul mohan sarkar ra Karan sejadi pandian sahita Anya netamananku arrest na karichhanti.ex collector nku prathame arrest Kariba darkar.Naveen Pattnayak janiki acting karibare mahir
@sudhansu159
@sudhansu159 Ай бұрын
Gujurat re
@kamarajjena5461
@kamarajjena5461 Ай бұрын
👍
@nibarandas9776
@nibarandas9776 Ай бұрын
Puruna bala n ka kichi chal thila,Prabhu sabu kholidebe!
@NiranjanSahu-nq3bg
@NiranjanSahu-nq3bg Ай бұрын
Naina and pandi a chabi katha janichanti pandu dup. Chabi rakhi diechi gold neichi
@ramakrushnadalai2497
@ramakrushnadalai2497 Ай бұрын
Conspiracy the word always played by mischievous person of former officer.
@narendrarout3552
@narendrarout3552 Ай бұрын
Bartamanara Sarakar Raghubirdas commidsionra report ku sarba janina Kari paribe ki jadi han tebe taku sarba janina Kara jau.jay jagannath .
@shisirkumarmalik8065
@shisirkumarmalik8065 Ай бұрын
Jou sarakar 24 barsa sasan kari odisa ra bada thakura ka Ratna vanadara cabi surakhita rakhi parla nahi sa odisa ra kamiti sasan karutila loka Jane sarilae
@kshirodmoharana2702
@kshirodmoharana2702 Ай бұрын
Sabutharu worst CM and worst period for odisha is last 24 years
@sidd5547
@sidd5547 Ай бұрын
ହୋ ନବୀନ ବାବୁ ଆମେ ତମର ଫାନ...ଫାନ ନା ଲାଇଟ ବେ ? ଶଳା ଡକାୟତ ଦଳ ବିଜେଡି। ଓଡ଼ିଶା କୁ ଝୁଣି ଝୁଣି ରକ୍ତ ନିଗାଡି ଦେଲେ ୨୪ ବର୍ଷ। ଆଉ ନବୀନ ର ସେ ମୁଚୁକୁନ୍ଦ ହସ... ଆହା ଲୋ... ଏଇଟା କୁଆଡେ ବିଜୁବାବୁଙ୍କ ପୁଅ 😂😂ହୋ ନବୀନ ବାବୁ... ଆପୋନ୍ ମାନେଇ କୁଶୀ ତୋଃ 😂😂😅
@dhirenburma8143
@dhirenburma8143 Ай бұрын
Ebe Modi Gujurat re Ratna vandar chabi chabi
@sureshdash8597
@sureshdash8597 Ай бұрын
Mohan sarkar kahinki tamil ias ips bjd netanka birushare action naunahanti se khabar chalantu
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଶଳା ଭାଡୁଆ ପାଣ୍ଡୁ ପାଖରେ ଅଛି ଚାବି
@user-oc8fz9wn1r
@user-oc8fz9wn1r Ай бұрын
Nabin pattnayak Sarkar, Jaganath Mahaprabhu nei. Khali chalana karuthila, parikrama prakalpa namare loot karichanti,tenu nirbachan re harigala,pandian No.1.dacait,tenu Mohan Sarkar a sabu drishti rakhi tadanta karantu o drudha karyanustan grhan karantu.
@quoteoftheday2357
@quoteoftheday2357 Ай бұрын
Pandu lekhikaridele Nabin kahibeta?pandu jail or Tamil jiba thaya Mohan Guarantee 💯
@amitbehera2770
@amitbehera2770 Ай бұрын
Long years pai old chabi re open heiparilani eita bada questions nuhe chabi ta milila😅
@binapanisamal8771
@binapanisamal8771 Ай бұрын
Kan kale je loka khusi hebe jaha kholile seta sabubele khola jaa ajatha jatra dekhei dele
@nikunjabiharichinara2425
@nikunjabiharichinara2425 Ай бұрын
DoublePkujerakar
@sujatamohanty9179
@sujatamohanty9179 Ай бұрын
Publish your views in news paper. Why Arijit Pasayat committee was denotified?
@prasantsamantaray758
@prasantsamantaray758 Ай бұрын
ଟ ମେ bjp ଲୋ କ
@jullysamal6626
@jullysamal6626 Ай бұрын
କାଇଁ bhadu bhadu ହେଉଚୁ କହିଲୁ ତତେ କିଛି ଖବର ମିଳୁନି କି Bjp ଷଡ଼ଯନ୍ତ୍ର କରି EVM tampering କରି ଜିତିଛି,କେତେ ଦିନ ତିଷ୍ଟୁଚି ଦେଖେ ହଁ ତୁଅନିଆ ରାଜ୍ୟପାଳ ପୁଅ ବିଷୟରେ ତା କାଈ କହୁନୁ କିଛି ହାରାମି ,ଭଉଣୀ ନିଆ ମିଡିଆ,ବାଲ ମିଡିଆ Vk au ନବୀନ guha ଖାଉଚୁ
@krushnasahoo155
@krushnasahoo155 Ай бұрын
ପ୍ରେମ ଛାଡିନି
@sarojkumarpaspureddy1809
@sarojkumarpaspureddy1809 Ай бұрын
Jadi sadajantra kari bjp jitichi bjd ku mla sheet 50 ta kemiti asila kahuna bjp ku khain ki nida karucha ,kethe Dina gotiye bastra pindhiba paribartana hebaniki .
@dusmantaparida8666
@dusmantaparida8666 Ай бұрын
Tame kan hira lila agharu dekhithila tahale kan paei kahucha bjd neigala jagannath nku nei rajanite karantu ni tame kiea jagannath nk ra prapacti ku talika kariba jiea biswa ra thakura talodhogaru adapamanda ru pahandi bele bada thakuranku fingi dele
@pitambarjena6734
@pitambarjena6734 Ай бұрын
Asobu bholo hla odesaro bepote madeasela asosaro bhogonan kea
@kailashbalabantroy4551
@kailashbalabantroy4551 Ай бұрын
Aʀᴇsғ ᴛʜᴇ ғɪᴠᴇ ᴛᴀᴍɪʟ I AS ᴏғғɪᴄᴇʀs ғɪʀsᴛ.😊
@RAHALARIMIL-e3f
@RAHALARIMIL-e3f Ай бұрын
Maharaja Gajapati mahodaya kahile ki 45 barsa hela ratna bhandara khola jai nahin se katha bodhe apana mane suni nahanti. Boka pari comment karuchhanti
@anandapanda4268
@anandapanda4268 Ай бұрын
Nabeen budhahelani pandiabina politicskstiba asambhaba bidayanebauchit
@sumankar6856
@sumankar6856 Ай бұрын
Ebe loka bujhuthibe nabina kede bada paapi😂😂😂
@ajayadas4994
@ajayadas4994 Ай бұрын
Nabin tu Eia kalu played with sri Jagannath
@ajeetkumarmohanty7880
@ajeetkumarmohanty7880 Ай бұрын
24 barsara . banda bikasa chalighila
Doing This Instead Of Studying.. 😳
00:12
Jojo Sim
Рет қаралды 34 МЛН
Harley Quinn's revenge plan!!!#Harley Quinn #joker
00:59
Harley Quinn with the Joker
Рет қаралды 18 МЛН
WHO CAN RUN FASTER?
00:23
Zhong
Рет қаралды 41 МЛН
Meisjes van 12 en 14 opgepakt vanwege branden
3:25
NOS Jeugdjournaal
Рет қаралды 6 М.
Doing This Instead Of Studying.. 😳
00:12
Jojo Sim
Рет қаралды 34 МЛН