Рет қаралды 377
ଆମ ଗାଁ Natural Village Vlogs
ଓଡିଶା ର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ, କବି ଓ ଲେଖକ ଏବଂ ଦୈନିକ ଓଡ଼ିଆ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକା ର ପ୍ରତିଷ୍ଠାତା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଉପରେ ଆଧାରିତ " ଆସ ଜାଣିବା " ର ଅଧ୍ୟାୟ :- ୪ ର ବେଶେଷ ଉପସ୍ଥାପନା