Shocking Allegations: Army Officer's Fiancée Claims Sexual Assault by Police at Bharatpur Station

  Рет қаралды 34,341

OTV

OTV

Күн бұрын

#କାନ୍ଦି_କାନ୍ଦି_ବଖାଣିଲେ_ପୋଲିସ_ବର୍ବରତାର_କାହାଣୀ
ପ୍ରଥମ ଥର ପାଇଁ ଆଜି ଘଟଣା ସଂପର୍କରେ ମୁହଁ ଖୋଲି ଭରତପୁର ଥାନା ନିର୍ଯାତନାର କାହାଣୀ ବଖାଣିଛନ୍ତି ମେଜରଙ୍କ ବାନ୍ଧବୀ। କହିଛନ୍ତି, ଥାନାକୁ ଏତଲା ଦେବାକୁ ଯାଇଥିଲା ବେଳେ ମହିଳା ପୋଲିସ ମାଡ଼ ମାରିଥିଲା ବେଳେ ଦୁଷ୍କର୍ମର ଧମକ ଦେଇଥିଲେ ଆଇଆଇସି ।
#BharatpurPolice #OdishaPolice #Bhubaneswar #Pratidin #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 205
@gourcharanmahapatra295
@gourcharanmahapatra295 5 сағат бұрын
ଆଶ୍ଚର୍ଯ୍ୟ କଥା। ଏଇ ପୋଲିସ ମାନେ ମଣିଷ? ଏମାନେ ଏତେ ଅମାନସିକତା କରିପାରିଲେ। ଏମାନଙ୍କ ଘର ପରିବାର ତ ଅଛନ୍ତି। କେମିତି ଏ ପୋଲିସ ନିଜ ଘର ପରିବାର ରେ ମୁଁହ ଦେଖାଉଛନ୍ତି?
@santoshsenapati1447
@santoshsenapati1447 4 сағат бұрын
A mank pain semank paribar lok bhogu chhti... kahar pila ku abhisap paduchi kahara wife ku pob hauchi kintu harami police mane jani paru nahti
@anantakala4659
@anantakala4659 3 сағат бұрын
Bjd muhan badheichi bjp sahuchi...we didn't expect from bjp govt.
@RajeevKumar-kc7so
@RajeevKumar-kc7so 4 сағат бұрын
ଓଡ଼ିଶା ପୋଲିସ୍ ଛି ଛି 😡😡
@sanghamitrarath7156
@sanghamitrarath7156 5 сағат бұрын
ମୁଁ ପ୍ରଥମେ ଏଇ ମହିଳା ଙ୍କ ସାହାସକୁ ଶତ ଧନ୍ୟବାଦ ଜଣାଉଛି । ସବୁ ଝିଅ/ ମହିଳା ଏମିତି ସାହାସ କଲେ ଦୋଷୀ ଭୟ କରିବ ।
@debashismohanty2534
@debashismohanty2534 4 сағат бұрын
gyana nai odisha jhiankara, non odia jhia boli awaj utheila
@nakulnaik1423
@nakulnaik1423 4 сағат бұрын
Right 👍👍👍👍​@@debashismohanty2534
@basicscienceacademy
@basicscienceacademy 3 сағат бұрын
@@debashismohanty2534 Bro she is an Odia girl, and also the daughter of an Odia Army officer.
@rahulbadset
@rahulbadset 5 сағат бұрын
ମିଡ଼ିଆ bhai ପୋଲିସ ଭାଇମାନଙ୍କ କଥା ଲୁଚାଉଛ
@biplab_bhusan_swain10
@biplab_bhusan_swain10 2 сағат бұрын
ସବୁ ପୋଲିସ ଖରାପ ନୁହନ୍ତି କିନ୍ତୁ ଯେତିକ ଖରାପ ସବୁଯାକ ପୋଲିସ କ'ଣ ପାଇଁ ? ମୋ ଭଉଣୀ ମଧ୍ୟ ଏମିତି ନ୍ୟାୟ ମାଗିବାକୁ ଯାଇ ନିଜେ ପୋଲିସ ଙ୍କ ଆକ୍ରୋଶ ର ଶିକାର ହୋଇଥିଲା । ଜବାବ ଆଗକୁ ସାଧାରଣ ଜନତା ଦେବେ ।
@subratkumarmallick6905
@subratkumarmallick6905 54 минут бұрын
Achha ??? Then what's the fact ??
@mr.sanjayinformationdiscov3282
@mr.sanjayinformationdiscov3282 4 сағат бұрын
ରାଜଧାନୀ ରେ ଯଦି ଏହି ଅବସ୍ଥା ତେବେ ଅନ୍ୟ ଜିଲ୍ଲା କଥା ତ ଦୂରର କଥା,,,, ସମସ୍ତ ପୋଲିସ କୁ ଚାକିରିରୁ ବହିଷ୍କାର କରାଯାଉ ଏବଂ ଜୋରିମାନା ଆଦାୟ କରାଯାଉ,,!!!!
@prasantaparida1686
@prasantaparida1686 4 сағат бұрын
Auu Jail bi .👆👆🤬🤬
@sukantakumarsahoo9340
@sukantakumarsahoo9340 4 сағат бұрын
Arrest him immediately..... Not tolerable...... Shameful police department... ... CM mohan Majhiji hope immediate strong action....... Yogiji rule necessary
@sadanandasahoo3707
@sadanandasahoo3707 4 сағат бұрын
ତୁମ ଗୃହମନ୍ତ୍ରୀ ଙ୍କୁ ପଚାର। ଏମାନଙ୍କୁ ଜେଲ ପଠାଇବା ଦରକାର।
@magicianrajprusty
@magicianrajprusty 4 сағат бұрын
Fasi dei dia.... Public safe nuhanti.....
@villagelife3026
@villagelife3026 4 сағат бұрын
Suspension is not sufficient
@sujitbisi7185
@sujitbisi7185 4 сағат бұрын
Odisha police kicchi karibani se para comission khauchi ...
@Jaysiyaram863
@Jaysiyaram863 4 сағат бұрын
Our Judicial is sleeping with a pillow 😄😄😄😄 ese hi chalta rahega. ye mahan Bharata 😄😄😄😄
@ameutkalia
@ameutkalia 4 сағат бұрын
ଆଉ ଏ ପୋଲିସଙ୍କୁ ଭରଷା ନାହିଁ ।
@bapass4984
@bapass4984 4 сағат бұрын
Why, criminal charges could not be taken against these shameless, shaitan police officials..? Why only suspension... They will still get half salary from taxpayer's money during suspension...
@basantdash7064
@basantdash7064 4 сағат бұрын
VERY SERIOUS ISSUE.
@mozartofchess_
@mozartofchess_ 5 сағат бұрын
Dismiss karajau kn karuchi sarkar
@deepakmahanta2116
@deepakmahanta2116 5 сағат бұрын
ମହିଳା ମୁଖ୍ୟମନ୍ତ୍ରୀ କୁଆଡେ ଗଲା
@Khordha-f2h
@Khordha-f2h 4 сағат бұрын
This is reality of odisha police
@kalpatarudash2770
@kalpatarudash2770 4 сағат бұрын
Magiha ra BJD Prema. Salaku bada.
@pravakarmishra8813
@pravakarmishra8813 4 сағат бұрын
All should be dismissed from police service .
@rameshpalai3472
@rameshpalai3472 4 сағат бұрын
ସଳା IIC କୁ ପେଲ।
@SashibhusanSashibhusan-ru7bu
@SashibhusanSashibhusan-ru7bu 4 сағат бұрын
Bharatpur hi danger area pura
@prakashmallick8040
@prakashmallick8040 5 сағат бұрын
Se police ku armyku handbar karajau
@Biswajit2019-n3y
@Biswajit2019-n3y 4 сағат бұрын
Raise your voice in national media ✊️
@chittaranjanswain1469
@chittaranjanswain1469 4 сағат бұрын
Yet now, no statement from Government. Very shameful
@m.santoshkumar2504
@m.santoshkumar2504 5 сағат бұрын
Jay Jawan. Jay kisan.
@rahulbadset
@rahulbadset 5 сағат бұрын
Bhai ପରିଡା ମାଡାମ କୁଆଡେ ଗଲେ
@ramachandrabehera1684
@ramachandrabehera1684 4 сағат бұрын
Subhadra bantiba pain JAICHANTI😂😂😂
@RajkisorMajhi-c6s
@RajkisorMajhi-c6s 4 сағат бұрын
Bhai .hansda Bhai kuyade. Gole
@prakashchandraparida2947
@prakashchandraparida2947 4 сағат бұрын
Please cp and DCP nku suspend karajau
@KalikumarAcharya
@KalikumarAcharya 5 сағат бұрын
Suspend karajau
@debasishacharya4797
@debasishacharya4797 4 сағат бұрын
Already suspended, demand for dismissal.
@andsambalpuri
@andsambalpuri 4 сағат бұрын
Demand for encounter
@pradeepnayak3392
@pradeepnayak3392 4 сағат бұрын
Immediately action haba darkaar. Samprukta police adhikarinka against re.
@salbegpradhan4118
@salbegpradhan4118 4 сағат бұрын
Nonsense Police
@ameutkalia
@ameutkalia 4 сағат бұрын
ଗୃହମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜୋରଦାର ଆନ୍ଦୋଳନ ହେଉ ନିଜର ମା ଭଉଣୀଙ୍କୁ ଭବିଷ୍ୟତରେ ଏ ଭଳି ନହେବାକୁ।
@dhaneswarkatual6046
@dhaneswarkatual6046 3 сағат бұрын
ଆରେ ଏଇ ମାଆ... iic କୁ ପବ୍ଲିକ୍ ହାତକୁ ଛାଡିଦିଅ. ପବ୍ଲିକ୍ ଠିକ୍ କରି ଦେବେ.
@user-lh9cd8nq4j
@user-lh9cd8nq4j 5 сағат бұрын
ଯାତରା ... ସବୁ ଯାତରା.. ଟୋକି ଟା ଭଲରେ ଚ଼ାଲି ବୁଲି ପାରେ, ଭଲ ଓଡ଼ିଆ ବି କହି ପାରେ କିନ୍ତୁ ପାରୁନି... କି ଢ଼ଙ୍ଗ ଏ ଝିଅର ଏକଦମ୍ ଜୋମୋଟ କେସ୍ ର ଝିଅ ପରି
@Predator-23455
@Predator-23455 5 сағат бұрын
Bapa police havildar??
@sanghamitrarath7156
@sanghamitrarath7156 4 сағат бұрын
ନାରୀ ଙ୍କୁ ସମ୍ମାନ ଦିଅ ।
@ashmitswain5045
@ashmitswain5045 4 сағат бұрын
Kahaku Biswas karani ,Narco Analysys test karajau .Bahut panichia laguchhi.
@srikantrout7633
@srikantrout7633 4 сағат бұрын
CBI ACTIVE 👍👍👍👍👍
@ajaynayak2445
@ajaynayak2445 3 сағат бұрын
କିଛି ଲାଭ ନାହିଁ ଏହି କେସ ରେ କିଛି ଦିନ ପରେ 🪖 ବାଲା ନିଜେ 🚨 କୁ ପଇସା ଦେବେ
@trilochanbehera-bp4be
@trilochanbehera-bp4be 4 сағат бұрын
Cctv inquiry hou.... ya sab jhut he...
@RajeswariDasadhkari
@RajeswariDasadhkari 2 сағат бұрын
ବଳ ସସ୍ପେଣ୍ଡ ନା ଡିସମିସ କରା ଯାଉ. ନହେଲେ ନେକ୍ସଟ କଂଗ୍ରେସ କୁ ଭୋଟ ଦୋବୁ.
@sujitbisi7185
@sujitbisi7185 4 сағат бұрын
Desh ki sharma ki bad hai ek army man ka yeh izzat hai
@basantbiswal1619
@basantbiswal1619 5 сағат бұрын
Jay jawan
@KhirodPattnaik
@KhirodPattnaik 3 сағат бұрын
ବିଜେପି ସରକାର ଭାବମୂର୍ତ୍ତି କଳଙ୍କିତ କରନାହିଁ
@kalandimuduli
@kalandimuduli 4 сағат бұрын
ଛି ଛି
@laxmidharbarik5867
@laxmidharbarik5867 3 сағат бұрын
ପୋଲିସ କୁ ଭରସା ନାହିଁ ଯଦି ଜଣେ army officer କୁ ଏ ଭଳି ହଇରାଣ ତାହାଲେ ସାଧାରଣ ଲୋକକୁ କଣ ଏମାନେ ସାହାଯ୍ୟ କରିବେ ଏମାନାଙ୍କ ର କାମ ସେଇଆ ଖାଲି ପୋଲିସ ହେଲେ ହବନି ତାହାର ସଠିକ୍ କାମ କର ନହେଲେ ଯଦି ପବ୍ଲିକ ଏକ ହେଇଯିବେ ତମର ହୱା ପଳେଇବ
@prakash35b
@prakash35b 2 сағат бұрын
ଆମ ସୁରକ୍ଷ। ପାଈଁ ଜୀବନ କୁ ବାଜି ଲଗାନ୍ତି , ସେମାନେ ସୀମା ରେ ଛିଡା ହେଲେ ଆମ ପରିବାର ସୁରକ୍ଷିତ ରୁହେ । ଆମ ସେନା ଆମ ଗର୍ବ । ଆମେ ଓଡିଶା ବାସି ଆମେ ଭାରତ ବାସି ସେନା ସହିତ ଥିଲୁ ଅଛୁ ଆଉ ରହିବୁ ।
@goutambehera8296
@goutambehera8296 4 сағат бұрын
Please emanaku ajibana karadanda haba darkar
@sandiptasahoo6896
@sandiptasahoo6896 4 сағат бұрын
Where is the women commission and nari netri shame on you all and also our cm .
@DamodarKisku-v1e
@DamodarKisku-v1e 4 сағат бұрын
ଏ ମାନଙ୍କୁ ଚାକିରୀ ରୁ ବାହାର କରିଦବା ଉଚିତ
@radheshyamkechhu5134
@radheshyamkechhu5134 3 сағат бұрын
Odisha police chhi ch hi... 😢😢😢
@Entertainmenthubctc
@Entertainmenthubctc 4 сағат бұрын
Se sabu police nku semitika punishment darakar chi chi odisha police
@ameutkalia
@ameutkalia 4 сағат бұрын
ଓଡ଼ିଶା ଆଉ ନାହିଁ
@nakulnaik1423
@nakulnaik1423 4 сағат бұрын
ଯେଉଁ police ମାନଙ୍କୁ ବିଶ୍ୱାସ ଓ ଭରସା କରି ସମାଜର ସୁରକ୍ଷା ଏବଂ ଶୃଙ୍ଖଳା ରଖିବା ଦାୟିତ୍ୱ ଦିଆଯାଇଥାଏ, ସେହିମାନେ ହିଁ ଭଦ୍ର ମୁଖା ପିନ୍ଧି ଖାକି ପୋଷାକ ସହିତ ବିଶ୍ୱାସ ଘାତକତା କରନ୍ତି, ଲାଞ୍ଚ ନେଇ ସମାଜରେ ଅପରାଧ ଏବଂ ବିଶୃଖଳା ବଢ଼ାଉଛନ୍ତି ! ଛିଃ ଛିଃ....
@srikantrout7633
@srikantrout7633 4 сағат бұрын
CBI 👍👍👍👍 active
@swarnalatabehera8905
@swarnalatabehera8905 4 сағат бұрын
ସବୁ ଥାନା ରେ ମଦ ବାର ଖୋଲ
@NiranjanMohanty-z8t
@NiranjanMohanty-z8t 3 сағат бұрын
ଏଇ ଝି🎉ଅର ବାପାଙ୍କୁ ଧନ୍ୟବାଦ, ଯାହାହେଉ ରାତିରେ ତା ଝିଅଟି ଟୋକା ସାଥିରେ ବୁଲି ମନ ଖୁସି କରୁଛି
@khageswarjena1358
@khageswarjena1358 2 сағат бұрын
Na re bhai sia restaurant band Kari gharaku feru thile...sia Jane army officer wife... kichhi na jani emiti comments deba thik nuha bhai plz..
@chhanda678
@chhanda678 4 сағат бұрын
ପୋଲିସ କୁ ପିଟିବା ଅଧିକାର ମୋହନ ମାଝୀ ଦେଇଛନ୍ତି କି?
@pritammishra8623
@pritammishra8623 4 сағат бұрын
Odisha police action has been shameful...hats off to this lady
@gajendrapatel960
@gajendrapatel960 4 сағат бұрын
Police station criminal
@mrxsibun9459
@mrxsibun9459 3 сағат бұрын
IIC ଜଣେ ପୋଲିସ ଅଧିକାରୀ ଭଳି ଆଦୌ ଦେଖା ଯାଉନାହିଁ, ହେଲେ ଗୋଟେ ଚିତା କଟା ତସ୍କର ଭଳି ଲାଗୁଚି , ତୁରନ୍ତ IIC କୁ arrest କରାଯାଉ ଆଉ କୋର୍ଟ ଚାଲାଣ କରାଯାଉ । ଆଉ ଭୁବନେଶ୍ୱର ରାଜ ରାସ୍ତା ରେ ସାଧାରଣ ଜନତା ଙ୍କ ସହିତ ଏବଂ ସେମାନଙ୍କର ଆତ୍ମୀୟ ସ୍ୱଜନ ଙ୍କ ସହ କିଛି ଅସାମାଜିକ ବ୍ୟକ୍ତି ଙ୍କ ଦ୍ଵାରା ଯୋଉ ଦୁର୍ଘଟଣା ଘଟୁଛି, ସେହି ଘଟଣା ସବୁ ପୋଲିସ ଭାଇ ମାନଙ୍କ ଘର ଲୋକ ଙ୍କ ସହ ଘଟିଲେ ସେମାନେ ଜାଣି parante । ଧିକ ଆମ ଓଡ଼ିଶା ପୋଲିସ । ଜନତା ଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ , ହେଲେ ଜନତା ଙ୍କ ରକ୍ତ ଶୋଷିବା ରେ ପୁରା ସଫଳ ।
@bdharitridevi761
@bdharitridevi761 4 сағат бұрын
Justice for Ankita
@khirodkumarpanda4763
@khirodkumarpanda4763 4 сағат бұрын
Victims visual should be taken to the notice of Honourable CM and DG Police but surprise everyone in what authority Police officer assaulted inside police station and why without arrested DG Police remain silent after simply suspended Bharatpur incident hurt every Odia and every defence personal
@lalit98193
@lalit98193 3 сағат бұрын
National shame for odisha police 🤮🤮🤮🤮🤮
@PrakashRout-u2d
@PrakashRout-u2d 3 сағат бұрын
Please sister samit your files supreme high court
@TusharRanjanMohanty
@TusharRanjanMohanty 4 сағат бұрын
ପୋଲିସ ଭାଇ ଙ୍କ ର ଦୋଷ କଣ? ସେମାନେ ଯଦି ହେଲମେଟ ପିନ୍ଧି ନ ଥିବେ 😄😄
@Yupitsrock
@Yupitsrock 4 сағат бұрын
Se police manaka saha au tanka pila manaka saha semiti haba
@amohapatra123
@amohapatra123 4 сағат бұрын
Sad
@basudevnayak8192
@basudevnayak8192 4 сағат бұрын
Asmita Asmita Asmita
@manasmohapatra7874
@manasmohapatra7874 4 сағат бұрын
Dinakrushna ku phasi diaa jau jahadwara rakhyak bhakyak palatib nahi
@hemantkumarsingh1387
@hemantkumarsingh1387 4 сағат бұрын
Suspension is not a punishment.Very unfortunate incident and BJP government is responsible for this situation and Mohan Majhi CM should resign since he is in charge of home department like RG kar hospital incident in Kolkata.
@MUZIKEXPRESSODIA
@MUZIKEXPRESSODIA 5 сағат бұрын
Road romeo katha pare aga e Mg nka katha bujha jau
@RajeswariDasadhkari
@RajeswariDasadhkari 2 сағат бұрын
ସେ ପୋଲିଶ ର ଆଗ ସୁନା କଟା ଯାଉ ତା ପାରେ ସେ ବେଧି ନାରୀ ନା ମାଳିସାହି ଧନ୍ଦା ବାଲି ଗୋଟେ ନାରୀ ହାଇ ଅଉ ଗୋଟେ ନାରୀ ସହ ଏମିତି କରି ଲା. ସିଏ ତା ଛାତି ରେ ଗୁଣ୍ଠା ମାରିଚି ତା ତା ଦୁଧ କଟା ଯାଉ
@rajeshbehera1673
@rajeshbehera1673 4 сағат бұрын
Parvati madam kuade gole
@CharanH-k1q
@CharanH-k1q 2 сағат бұрын
Bad condition for odisha police
@akhilsongs9421
@akhilsongs9421 4 сағат бұрын
Road romeo ku pare dhariba aga se GM IIC ra g..mara
@ganeshchandrabehera179
@ganeshchandrabehera179 4 сағат бұрын
Sethi pain police wala nko ijjat nahi ...Chi laja lagiba Katha ...Loko nko niswas podibo police nko upare ...
@subhamdas_2k1
@subhamdas_2k1 3 сағат бұрын
Shame on odisha police
@KrushnaMuduli-yu6nv
@KrushnaMuduli-yu6nv 4 сағат бұрын
Ratire.dhanakan.machine.chaluchi.khuda.pesibaku.kahile.kan.heba
@Khordha-f2h
@Khordha-f2h 4 сағат бұрын
Kou barsa karjanustan heba?
@ashokpattnaik2830
@ashokpattnaik2830 4 сағат бұрын
NEWS REPORTING NOT AS PER ISSUE BUT LIKE GODI
@pradyutsahoo6760
@pradyutsahoo6760 5 сағат бұрын
A mgh police wale ke pahela kukur pita pita pare baki kam kara police aa ki kukur mane aaa emane enta police lagi police department badnam hauche
@laxmidharbarik5867
@laxmidharbarik5867 3 сағат бұрын
Sala police ପାଇଁ ଗୋଟିଏ ଲଜ୍ଜ୍ୟା ଲଜ୍ୟର କଥା
@TrinathGuru-ir5ph
@TrinathGuru-ir5ph 4 сағат бұрын
Please this is not good
@manaspriyapanda1909
@manaspriyapanda1909 4 сағат бұрын
Double engine govt.Bikasita odisha.achhe din.where are the sales representative (MLAs) of modi company ,where are the paid channel of Modi company ie orgus, focus plus,panda tv .if this incidents happens in anti NAMO company state then President rule may be imposed in that state but here nothing will be happening bcz here double engine govt.
@sagarodisha
@sagarodisha 4 сағат бұрын
ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି, କଳ୍ପନା କରନ୍ତୁ ସାଧାରଣ ଲୋକ ଉପରେ ଏମାନଙ୍କ କି ପ୍ରକାର ବର୍ବରତା କରୁଥିବେ, ଲଜ୍ଜ୍ୟା କିମ୍ବା ଭୟ ରେ ହୁଏତ ସେମାନେ କେବେ ପାଟି ଖୋଲି ନ ଥିବେ। ସରକାରୀ ଚାକିରୀ ବୋଲି ସବୁ ଚଳି ଯାଉଛି।
@NiranjanMohanty-z8t
@NiranjanMohanty-z8t 3 сағат бұрын
ତୋ ମା ଭଉଣୀ ଏତେ ରାତିରେ ଏମିତି ମସ୍ତାନି କରୁଛନ୍ତି ତ ???
@sagarodisha
@sagarodisha 2 сағат бұрын
@@NiranjanMohanty-z8t The language shows your upbringing. God bless your thoughts.
@ashokmallick3087
@ashokmallick3087 4 сағат бұрын
Protectors have become predators
@balaramsahoo8596
@balaramsahoo8596 3 сағат бұрын
ଦେଶର jawan ଙ୍କ ବୀରତା ପାରଦର୍ଶିତା ନିର୍ଭୀକତା ଆଉ ସାଧାରଣ ଲୋକଙ୍କୁ ସେବା ଦେବାରେ ହଉ କିମ୍ବା ଦେଶ ପାଇଁ କର୍ତ୍ତବ୍ୟ ନିଷ୍ଟ ଭାବରେ କାର୍ଯ୍ୟ କରିବା ଏ ସବୁ କାର୍ଯ୍ୟ ପାଇଁ ସାଧାରଣ ଲୋକର army ପାଇଁ ଗୋଟେ ସ୍ଵତନ୍ତ୍ର ସ୍ଥାନ ତାଙ୍କ ହୃଦୟରେ ଅଛି army ନା ଶୁଣିଲେ ମନରେ ଗୋଟେ ଶିହରଣ ଆସିଯାଏ ସେମାନଙ୍କ ବିରାଟ ଦେଖିଲେ ଆପେ ଆପେ ଦେହ ର ଲୋମ ସବୁ ଟାଙ୍କୁରି ଉଠେ କେବେ କୋଉଠି କେଉଁ ଏକ jawan କୌଣସି ଲୋକ କୁ ଅତ୍ୟାଚାର ଅସୁବିଧାରେ ପକେଇବାର ନଜିର ମଧ୍ୟ ଆଜି ଯାଏ ନାହିଁ କାରଣ ତାଙ୍କର ସମ୍ପୂର୍ଣ୍ଣ ଜୀବନ ଦେଶ ସେବାରେ ସମର୍ପିତ ଶତ୍ରୁ ଆଗରେ ନିଜର ଜୀବନ ଦେଇଦେବେ ପଛେ କିନ୍ତୁ କାହାର ଅସୁବିଧା ହେବାକୁ ଦେବେନି କିନ୍ତୁ ପୋଲିସ କ୍ଷେତ୍ର ରେ ଏହା ସମ୍ପୂର୍ଣ୍ଣ ଓଲଟା ବର୍ତମାନ ସମାଜ ରେ ଯେତେ ଚୋର ଡ଼କାୟତ ବଳାତ୍କାରି, ଅମାନୁଷିକ ଆଉ ଯେତେ ବ୍ୟଭିଚାରି ଅଛନ୍ତି ଆଉ କିଛି ପୋଲିସ ଭିତରେ କିଛି ଫରକ ନଥିଲା ଭଳି ଲାଗୁଛି।
@soumyaranjanrout6327
@soumyaranjanrout6327 Сағат бұрын
OTV is sharing half statement of accuse
@BeheraSukumar
@BeheraSukumar 5 сағат бұрын
Durbhagya janak ghatana
@ArabindaMohapatra
@ArabindaMohapatra 3 сағат бұрын
Shame on Odisha police OTV Chief minister should be pitched in this case FIR should be logged against IIC Sola eyi police wala nko ghore kehi jhio maa nahanti bodhe
@sanjaykumarbarik9256
@sanjaykumarbarik9256 4 сағат бұрын
MG policy
@hemantarout2721
@hemantarout2721 4 сағат бұрын
Up police Zinda bad
@sangrammajhi8963
@sangrammajhi8963 4 сағат бұрын
Suspend kori jail kora jau.....
@user-ix1vr9rq6f
@user-ix1vr9rq6f 4 сағат бұрын
Odisha police defence ra rules regulations jani nahnty
@smhembram8054
@smhembram8054 4 сағат бұрын
Dinokrushna dekhibaku hin villian.... Se kn police heichhi. Se moriba dorkar dino krushna. Mote taku dekhile hin Ragolaguchhi
@SouRaYuvan
@SouRaYuvan 4 сағат бұрын
Not sure who is right who is wrong
@nabinasahoo722
@nabinasahoo722 Сағат бұрын
ଏ ଶାରଳାଙ୍କୁ ବଡ଼ା
@paragaryaparida6052
@paragaryaparida6052 Сағат бұрын
Odisha police ....upare bharosa naaahi..Good for nothing ....
@soumyaranjanrout6327
@soumyaranjanrout6327 Сағат бұрын
OTV adha news deuchi
@ranjanmohanty4020
@ranjanmohanty4020 4 сағат бұрын
Mejor saheb police ra naka fateila nahi kahinki
@bishnusahoo9390
@bishnusahoo9390 3 сағат бұрын
Pura bahiskar darakar 🙏
@chhanda678
@chhanda678 4 сағат бұрын
ସେ ପୋଲିସ ବାଲାକୁ ପିଟି ପିଟି ମାରି ଦିଆଯାଉ।😅😅😅
Modus males sekolah
00:14
fitrop
Рет қаралды 25 МЛН
МАИНКРАФТ В РЕАЛЬНОЙ ЖИЗНИ!🌍 @Mikecrab
00:31
⚡️КАН АНДРЕЙ⚡️
Рет қаралды 38 МЛН
Cute
00:16
Oyuncak Avı
Рет қаралды 11 МЛН
Ex 🐍 Girlfriend 🤦‍♀️| Standup Comedy ft.Haseeb Khan
20:49
Haseeb Khan
Рет қаралды 1,4 МЛН
Modus males sekolah
00:14
fitrop
Рет қаралды 25 МЛН