'Jesus Was Hindu' Does The Statement Has Any Veracity? Discussion Over Shankaracharya's Remark

  Рет қаралды 90,353

Kanak News

Kanak News

Күн бұрын

Пікірлер: 924
@muralidharmajhi5548
@muralidharmajhi5548 2 жыл бұрын
ତୁମ୍ଭର କାମ ଧନ୍ଦା କିଛି ନାହିଁ. Jesus କେବେ india କୁ ଆସି ନାହାନ୍ତି. ସେ ବୁଢ଼ା କିଛି ଜାଣିନି
@nibeditadigal9171
@nibeditadigal9171 2 жыл бұрын
😅😅😅😅😅😅😜😜😜😜,nice jock
@victorvloggs309
@victorvloggs309 2 жыл бұрын
Judaism..... Which belongs to Christianity
@bidyadharaodisha1327
@bidyadharaodisha1327 9 ай бұрын
Hm Bhai 😂😂​
@bidyadharaodisha1327
@bidyadharaodisha1327 9 ай бұрын
ତୁମେ କେମିତି ଜାଣିଲ..??? ତୁ ଟୋକା କହରେ 😂😂
@joykumarpani9033
@joykumarpani9033 2 жыл бұрын
ଯୀଶୁ ହିଁ ସତ୍ୟ ପ୍ରଭୁ ଅଟନ୍ତି
@TheMrsukanta
@TheMrsukanta 2 жыл бұрын
Jesus is GREAT
@BadBoyArya1998
@BadBoyArya1998 5 ай бұрын
ଯିଶୁ ମୋ ବାଣ୍ଡ
@rajeshdigal6234
@rajeshdigal6234 5 ай бұрын
ଧର୍ମ ପରିବର୍ତ୍ତନ ନୁହେଁ ମାତ୍ର ମନ ପରି ବର୍ତ୍ତନ କରିବାକୁ ଯୀଶୁ ଜଗତକୁ ଆସିଥିଲେ
@SanjuBaba2016
@SanjuBaba2016 2 жыл бұрын
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଯେପରି ପ୍ରଚାର ହେବ ଏଥିପାଇଁ ମେଡିଆ କୁ ଆସିଛି, ଯାହାବି ହେଉ ଯେତେବେଳେ ଅନ୍ୟ ଧର୍ମର ପ୍ରଚାର ବା ପ୍ରସାରଣ news ମେଡିଆ ରେ ହୋଇଥାଏ ,ଏବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଚାର ବି ହୋଇଯିବ ଆଉ ସମସ୍ତେ ଜଗତ ବାସୀ ମଧ୍ୟ ଜାଣିବେ AMEN....
@hapnastatusofficials7551
@hapnastatusofficials7551 2 жыл бұрын
Right parameswaranka mahima hou
@mrchandanpanda6488
@mrchandanpanda6488 2 жыл бұрын
ହାଃ ହାଃ ହାଃ
@mrchandanpanda6488
@mrchandanpanda6488 2 жыл бұрын
ଜିସୁଙ୍କ ପିତାଙ୍କର କେଉଁ ଧର୍ମ ଥିଲା
@RahulKumarSharma-m3w
@RahulKumarSharma-m3w Жыл бұрын
​@@mrchandanpanda6488Bible podhe je janiparibu...
@bimal1277
@bimal1277 Жыл бұрын
@@mrchandanpanda6488 Hindu
@mrchandanpanda6488
@mrchandanpanda6488 2 жыл бұрын
ସ୍ଵଧର୍ମେ ମରଣଂ ଶ୍ରେୟ ପରଧର୍ମ ଭୟାବହଃ
@KOBITA5559
@KOBITA5559 2 жыл бұрын
ଯିଏ ଏଇ ପାପୀ ପୂଜାରୀ କଥା ମାନିବ ସେ ନର୍କ ବାଟେ
@susilkuldeep3884
@susilkuldeep3884 2 жыл бұрын
Sata Katha
@hapnastatusofficials7551
@hapnastatusofficials7551 2 жыл бұрын
Hmm
@ramachandrahansdah7189
@ramachandrahansdah7189 2 жыл бұрын
U R Right bro
@ranjitkumarjani1325
@ranjitkumarjani1325 2 жыл бұрын
ଏହାର ସଠିକ୍ ଉତ୍ତର ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ହିଁ ଦେଇ ପାରିବେ । ଡିବେଟ ରେ ଏହାଙ୍କୁ ଡାକନ୍ତୁ Sir
@pinkyhial4095
@pinkyhial4095 2 жыл бұрын
Hn tanku dakile bholo huonta
@resu37
@resu37 2 жыл бұрын
U r right
@Binodkumar-eu9qr
@Binodkumar-eu9qr 2 жыл бұрын
Yes
@manojpradhan3184
@manojpradhan3184 Жыл бұрын
ଆଜ୍ଞା‌ ଆଚାର୍ଯ୍ୟ କିଶୋର ଦିଗାଲ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପତ୍ରମାହା ଗ୍ରାମରେ ଯୀଶୁ ଆସିଥିବା ସ୍ଥାନ କୁ ଯାଉ ଦେଖିବ ସତ୍ୟ କହିବ ଯୀଶୁ ଙ୍କ ସିଶିୟ ଯୀଶୁ ଙ୍କୁ ଜାଣିନୁ ବୋଲି କହିଥିଲେ କିଶୋର ଦିଗାଲ ଭଣ୍ଡ ପାଷ୍ଟର କଣ କ‌ହିବ
@ShrimatiBarija
@ShrimatiBarija 6 ай бұрын
Sonkor acharjoy Abe au dunia re nhi😂😂😂😂😂 kemiti asibe
@roshanbhoi3527
@roshanbhoi3527 2 жыл бұрын
ପ୍ରଭୁ ଯୀଶୁଙ୍କ ନାମ ଜୟ
@Selina-u5j
@Selina-u5j 2 жыл бұрын
Jesus Christ is our saviour ,he died for our sin
@Sushanth87
@Sushanth87 2 жыл бұрын
ଯୀଶୁ ଇଂଡିଆକୁ କେବେ ଆସିନାହାନ୍ତି କିନ୍ତୁ ତାଙ୍କ ଶିଷ୍ୟ ମାନେ ଆଶିଥିଲେ. ଏହା ଇଣ୍ଡିଆନ ଆଉ ୱା୍ଲଡ଼ ହିଷ୍ଟୋରୀ ପ୍ରମାନ କରୁଛି
@bimal1277
@bimal1277 Жыл бұрын
Jishu Hindustan asile. Kan athire asubidha Kan. Tame Christian mane jishu nku god Kahuchha. God ta sabu ade Jai paibe.
@madhusmitadigal7188
@madhusmitadigal7188 3 ай бұрын
ବହୁତ ବହୁତ ଧନ୍ୟବାଦ ଯୀଶୁଙ୍କ ପ୍ରଚାର ପାଇଁଁ....
@Sushanth87
@Sushanth87 2 жыл бұрын
ଏହା ଧର୍ମ ପରିବର୍ତନ ନୁହେଁ କିନ୍ତୁ ଏହା ମନ ପାରିବର୍ଥନ ଆଉ ପୁଣି ଏହା ଆମ୍ଭ ମାନଙ୍କର ବ୍ୟାହାର ପରିବର୍ତ୍ତନ ନିମନ୍ତେ.
@bimal1277
@bimal1277 2 жыл бұрын
Han ba babahar paribartan hele go mansha khaiba na...
@शिवबाआमचामल्हारी
@शिवबाआमचामल्हारी 2 жыл бұрын
Naik are you rice bag converted
@RahulKumarSharma-m3w
@RahulKumarSharma-m3w Жыл бұрын
​@@bimal1277auu tume kn goru mangso khaoni ki chhoto jatiro Hindu Mane...
@jbjmotivetion123
@jbjmotivetion123 Жыл бұрын
ଜଗତ ଗୁରୁ ଶଙ୍କରାଚାର୍ଯ୍ୟ କୁହନାହିଁ, ସେ ସମସ୍ତଙ୍କର ଗୁରୁନୁହେଁ, ସେ ବହୁତ ଭୁଲଭାଲ କଥା କହୁଛନ୍ତି,
@Khandiajaganath
@Khandiajaganath 2 жыл бұрын
ଧର୍ମ ପରିବର୍ତ୍ତନ ନୁହଁ ଭାଇ ମନ ପରିବର୍ତ୍ତନ
@biswanathbiswal6016
@biswanathbiswal6016 2 жыл бұрын
Don't make sich comments
@pinkyhial4095
@pinkyhial4095 2 жыл бұрын
Yes
@adv.jashanpradhan3525
@adv.jashanpradhan3525 2 жыл бұрын
@@biswanathbiswal6016 beautiful english
@jyoti6695
@jyoti6695 2 жыл бұрын
Right 👍
@Desiavideos
@Desiavideos 2 жыл бұрын
*Right*
@kasarihikaka7693
@kasarihikaka7693 2 жыл бұрын
କ୍ରିଷ୍ଟଧର୍ମର ଗୁରୁ ମାନେ ଆମ ଆଦିବାସୀ କୁଳର ଲୋକ ମାନଙ୍କୁ ଭିବିନ ପ୍ରକାର ପ୍ରଲବନ୍ ଦେଖାଇ ଆକୃଷ୍ଟ କରୁଛନ୍ତି ଶେତି ପାଇଁ ଆଦିବାସୀ ମାନେ ଅନ୍ୟ ଧର୍ମ ପନ୍ଥା କୁ ଯାଉଛନ୍ତି ! ଦୟାକରି ଆମ ଆଦିବାସୀ ମାନଙ୍କୁ କ୍ରିଷ୍ଟ୍ୟାନୀ କରାନ୍ତୁ ନାହିଁ !🙏
@karismadigal972
@karismadigal972 2 жыл бұрын
Mu ମଧ୍ୟ ହିନ୍ଦୁ ବଂଶ ରୁ ଆସିଚି କିନ୍ତୁ ମୁଁ ଆଉ ମୋ ପରିବାର ପ୍ରଭୁ ଯୀଶୁ ଙ୍କୁ ପ୍ରେମ କରୁ
@user-je5kr8hx8q
@user-je5kr8hx8q 2 жыл бұрын
Same
@snkarjeeofficial8882
@snkarjeeofficial8882 2 жыл бұрын
ଶଙ୍କରାଚାର୍ଯ୍ଯ ସେ କଣ ମହାଗ୍ଯାନି ନା କଣ ଯେ କହିଦେଲେ ହେଇଯିବ
@chittaranjanjena4065
@chittaranjanjena4065 2 жыл бұрын
ନାଇଁ ନାଇଁ ହେତୁବାଦୀମାନେ ମହାଜ୍ଞାନୀ। ଶଙ୍କରାଚାର୍ଯ୍ୟ ମହାମୂର୍ଖ।
@jayashreemandal2181
@jayashreemandal2181 2 жыл бұрын
Baba mane sabu bhadua
@daku7689
@daku7689 2 жыл бұрын
@@jayashreemandal2181 Christian Padri Mane Gote gote Randua .Non Manku Peli peli chuua karuxhnti
@SMvisitors
@SMvisitors 2 жыл бұрын
@@jayashreemandal2181 କିଏରେ ତୁ ?
@iamatheist.8924
@iamatheist.8924 Жыл бұрын
@@SMvisitors who are you
@nitishvlogs5467
@nitishvlogs5467 2 жыл бұрын
ହିନ୍ଦୁ ଏମିତି ଏକ ଧର୍ମ ପୃଥିବୀ ଯାକ ଲୋକ ସେହି ଧର୍ମ ରୁ ସୃଷ୍ଟି କିନ୍ତୁ ଧୀରେ ଧୀରେ ଧର୍ମ ପରିବର୍ତ୍ତନ କରେଇ କି ସେହି ହିନ୍ଦୁ ଲୋକ ମାନେ କହୁଛନ୍ତି ଆମେ ଖ୍ରୀଷ୍ଟିୟାନ ଆମେ ମୁସ୍ଲିମ୍
@sarojpatamajhi9233
@sarojpatamajhi9233 2 жыл бұрын
😃😃😃🤣🤣
@nitishvlogs5467
@nitishvlogs5467 2 жыл бұрын
@@sarojpatamajhi9233 ହସିଲ କଣ ଭାଇ ସେଇଟା ନିରାଟ ସତ୍ୟ ଅଟେ
@juriyagomango9962
@juriyagomango9962 2 жыл бұрын
Tame hindu ra prakruta meaning janichhaki? Hindu world taa keunthu asithila jadi janichha kuha .Tama muha re laja tike nahi
@nitishvlogs5467
@nitishvlogs5467 2 жыл бұрын
@@juriyagomango9962 ନା ମ ଆମେ କାଇଁ ଜାଣିଛୁ ତମେ ସବୁ ଜାଣିଛ ନା ଆଉ ଏ ଆମେ କଉଠୁ ମାଗି ଯାଚି କି ପାଠ ଗୋଟେ ପଢ଼ିଦେଇଛୁ ନା ଆଉ ଜ୍ଞାନ ଆମର କାଇଁ ଜ୍ଞାନ ହେଲା ତମର ପୃଥିବୀ ର ସବୁଠୁ ଜ୍ଞାନୀ ଆଉ ପଣ୍ଡିତ ଲୋକ ତମେ ନା ଆଉ ଆଉ ସବୁ ମୁର୍ଖ ଗୋଡା କୁଆଡୁ ସବୁ ଚାଲି ଆସ ଧରା ହେଇ ଆସିଛ ବୋଧେ ଯାହା ଲାଗୁଛି ତମେ ନନ୍ଦନ କାନନ ରେ ବୋଧେ ଆଗରୁ ରହୁଥିଲ ଯାହା ଜଣା ପଡୁଛି ତମ କଥା ବାର୍ତ୍ତା ରୁ ନୂଆ ଆସିଛ ବୋଧେ ଏଇ ସମାଜ କୁ ହଁ ମ ଭୁଲ ରେ ପଳେଇ ଆସିଛ ବୋଧେ ଆଉ
@RahulKumarSharma-m3w
@RahulKumarSharma-m3w Жыл бұрын
​@@nitishvlogs5467Hindu Dharma kouthu asichhi kohilu pondito puo...😂😂😂
@papunadas4378
@papunadas4378 2 жыл бұрын
ଭଲ ମଣିଷ ଟିଏ ହୁଏ! ରାମ, ଯୀଶୁ, ମହମ୍ମଦ, ବୁଦ୍ଧ ବନିବା କିଛି ଆବଶ୍ୟକ ନାହିଁ। ନିଜ କର୍ମ କର। ମୁଁ ନାସ୍ତିକ ନୁହେଁ ପରନ୍ତୁ ସନାତନ ଧର୍ମ ରେ ଦୃଢ଼ ବିଶ୍ୱାସ କରେ।
@juspimusic
@juspimusic 2 жыл бұрын
ଯୀଶୁଙ୍କ ନାମ ରେ ହିଁ ଲାଗିଛି ଖ୍ରୀଷ୍ଟ , ଯୀଶୁଙ୍କ ବିନା ଖ୍ରୀଷ୍ଟ ଶବ୍ଦକୁ କିଛି ମଣୁନି , ଯୀଶୁଖ୍ରୀଷ୍ଟ - ଉଦ୍ଧାରକର୍ତା , ତାଙ୍କ ଦ୍ଵାରା ହିଁ ଖ୍ରୀଷ୍ଟୀୟ ଚିନ୍ତାଧାରା ଆରମ୍ଭ , ଆଉ ଗୋଟିଏ କଥା ଧର୍ମ ପରିବର୍ତ୍ତନ ନୁହେଁ ମନ ପରିବର୍ତ୍ତନ ହୁଏ ।
@kanhakpadhna2711
@kanhakpadhna2711 Жыл бұрын
JAY Shree ram ♈♈♈ Jay hind Jay Bharat 🇮🇳🇮🇳🇮🇳
@jubeldalabehera7630
@jubeldalabehera7630 2 жыл бұрын
ଇତିହାସ ନ ଜାଣି ଏଭଳି ମନ୍ତବ୍ଯ ଦେବା ଠିକ୍ ହବ ନାହିଁ ସାଧୁ ହୋଇ ଲୋକଙ୍କୁ ଭ୍ରମ କରିବା ଉଚିତ ହେବ ନାହିଁ।।।
@bimal1277
@bimal1277 2 жыл бұрын
Christian dharma guru mane bi daha michha kahanti.jemiti Adibasi hindu nuhanti Christian dharma guru mane kahu chhanti
@shrinibassutar7763
@shrinibassutar7763 2 жыл бұрын
ଏଇଟା ଚକ୍ରାନ୍ତ ଧନୀ ଖ୍ରୀଷ୍ଟିଆନ ମାନଙ୍କୁ ମନ୍ଦିର ଭିତରକୁ ଆଣିବା ପାଇଁ ।
@bimal1277
@bimal1277 2 жыл бұрын
@@shrinibassutar7763 oho dhani bharata re ke Christin mane dhani ba.tanka pain Christin heichhanti.cota re chakiri.
@sabitakuldip4192
@sabitakuldip4192 2 жыл бұрын
You are 💯 right bro
@hapnastatusofficials7551
@hapnastatusofficials7551 2 жыл бұрын
@@bimal1277 Bhai adibasi Mane Hindu nuhanti semane prokruti pujako . Mandirore semane pujapatha koronti nahi semanonko jaher gal a6i . Adibasi mananku pochari bujhontu
@sujonomondal6268
@sujonomondal6268 6 ай бұрын
My dear respected sirs, Jesus christ is not a statue or goddeses of another world religion. He is almighty God from beginning to end and His invisible God, no one can able to see him...
@premanandadibaka2589
@premanandadibaka2589 2 жыл бұрын
jesus is the son of God. ..seek the truth, truth is only one jesus christ...no other. ..
@pinakisahoo5705
@pinakisahoo5705 2 жыл бұрын
tora to purba purusha hindu thile ete aau gyana deni
@sajitapradhan2518
@sajitapradhan2518 2 жыл бұрын
@@pinakisahoo5705 jindu kon pruthibi srusti ru sabu desore thilaki
@RahulKumarSharma-m3w
@RahulKumarSharma-m3w Жыл бұрын
​@@sajitapradhan2518jisu Christo hi Sara jagato ku srusthi korithile.
@rajeshbehera9890
@rajeshbehera9890 Жыл бұрын
ସବୁ ଅବସ୍ତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ଧନ୍ୟବାଦ କର
@anjananag359
@anjananag359 2 жыл бұрын
I love you Jesus ❣️❣️
@amielbhuyan1227
@amielbhuyan1227 2 жыл бұрын
ଯୀଶୁଙ୍କ ବିରୁଦ୍ଧରେ ଅନେକ ବର୍ଷ ପୂର୍ବରୁ ଅନେକ ଲୋକ କହିଛନ୍ତି ଏବେ ମଧ୍ୟ କହୁଛନ୍ତି ଆଘକୁ ମଧ୍ୟ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବେ। ଏହା ବାଇବଲରେ ସୁଦ୍ଧା ଲେଖା ଅଛି। କଥାରେ ଅଛି ସତ୍ୟ କୁ କେହି ଗ୍ରହଣ କରିବେ ନାହିଁ। ଆଉ ତାହା ବିରୁଦ୍ଧରେ ଅନେକ ଲୋକେ କଥା କହିବେ। ବାଇବଲ ଅଧ୍ୟୟନ କରନ୍ତୁ ସତ୍ୟ ପ୍ରମେଶ୍ୱରକୁ ଚିହ୍ନଟ କରନ୍ତୁ।
@keyboardkinggaganofficial
@keyboardkinggaganofficial 2 жыл бұрын
କିଛି ନ ଜାଣି ମନ୍ତବ୍ୟ ଠିକ ନୁହଁ 😡😡😡 ଏହା କଉଠି ଲେଖା ହେଇନି 😡😡😡
@bidyadharaodisha1327
@bidyadharaodisha1327 9 ай бұрын
ଯଦି ଲେଖା ହେଇନି ତୋ ଡରୁଛ କଣ ପାଇଁ...???
@nischitkumarrath5821
@nischitkumarrath5821 2 жыл бұрын
Jay shree Ram 🚩🚩🚩
@ganugamango6128
@ganugamango6128 2 жыл бұрын
Praise the lord 🙏🙏🙏🙏🙏
@JERAMIYASOfficial
@JERAMIYASOfficial 2 жыл бұрын
ଶଙ୍କରାଚାର୍ଯ୍ୟ ଭୁଲ୍ କହିଥିବେ କାରଣ ମଣିଷ ହିଁ ଭୁଲ୍ କରିଥାଏ। ପ୍ରଭୁ ଭୁଲ୍ କରନ୍ତିନି l
@mansaybhatra6592
@mansaybhatra6592 2 жыл бұрын
ନିଜେ ଶଙ୍କରାଚାର୍ଯ୍ୟ ତଥ୍ୟ ଏବେ ରଖିଲେ ସବୁ ସମାଧାନ ହେବ।ସେ କାହିଁକି ତଥ୍ୟ ରଖୁନାହାନ୍ତି।
@surendranaik8831
@surendranaik8831 2 жыл бұрын
ମନୋଜ ବାବୁ ଆମ ଧର୍ମରେ ଆଦିବାସୀ ଙ୍କୁ ସ୍ଥାନ ନାହିଁ, ପୂର୍ବରୁ ଏମାଙ୍କୁ ଶିକ୍ଷା ଗ୍ରହଣ କରିବାକୁ ମନା ଥିଲା
@iamatheist.8924
@iamatheist.8924 Жыл бұрын
Ae Brahman dharma ku chhadi deba hin thik
@bimal1277
@bimal1277 Жыл бұрын
@@iamatheist.8924 Bramhin gote jati dharma nuhen
@debendraraut8393
@debendraraut8393 2 жыл бұрын
ଯଦି ଯୀଶୁ ଶକ୍ତି ଶାଳୀ ଭଗବାନ ତାହା ହେଲେ ମରିଲେ କାହିଁକି ?
@pandabmarandi3529
@pandabmarandi3529 2 жыл бұрын
Sir ଯୀଶୁ ସମସ୍ତଙ୍କର ପ୍ରଭୁ ଅଟନ୍ତି,ଯୀଶୁଙ୍କ ବିନା ଆଉ କାହାରିଠାରେ ପରିତ୍ରାଣ ନାହିଁ 👍🏼👍🏼👍🏼👍🏼👍🏼👍🏼👍🏼
@Mr.Pharmacistvlogs
@Mr.Pharmacistvlogs 2 жыл бұрын
Pelei pua jaga ku janichhu ki nai kou jisu be jisu ra bopa mo jagannath 🙏.. sala bidesh pala Sethi jisu kahibu
@Mr.Pharmacistvlogs
@Mr.Pharmacistvlogs 2 жыл бұрын
@@kanhupanigrahi6711 kahaku gihanti tate na to maikina ku bedha chhua ta kibe
@Mr.Pharmacistvlogs
@Mr.Pharmacistvlogs 2 жыл бұрын
@@kanhupanigrahi6711 madrchod murkh ta ki be mor dharm heuchhi hindu ,mor ardhya Swami jagannath 🙏
@suraimarndi4477
@suraimarndi4477 2 жыл бұрын
Maa geha tu keu dhorm maa geha family
@suraimarndi4477
@suraimarndi4477 2 жыл бұрын
Maa geha taitel chenj kor
@dibakorakoraput8373
@dibakorakoraput8373 2 жыл бұрын
ନିଜ ଇଚ୍ଛାରେ ସେହି ଯେଉଁ ଧର୍ମ ବି ପାଳନ କରିଥାନ୍ତି ଖ୍ରୀଷ୍ଟାବ୍ଦରେ ବା ମୁସଲମାନ କି ହିନ୍ଦୁ ଧର୍ମ କରି ପାରିବେ
@rajendrakumarjena117
@rajendrakumarjena117 2 жыл бұрын
ଶଙ୍କରାଚାର୍ଯ୍ୟ କହିଲେ ଦୋଷ ନାହିଁ, ହେତୁବାଦୀ କହିଲେ ବାଧିଯାଉଛି ।
@bimaldungdung2434
@bimaldungdung2434 2 жыл бұрын
Right kahila ....
@mr.perfume9780
@mr.perfume9780 2 жыл бұрын
Sata Katha
@subhransubindhani8996
@subhransubindhani8996 2 жыл бұрын
Badhia katha .. Sankara Charya Christian nku Kutharaghat hauni 😂
@jayashreemandal2181
@jayashreemandal2181 2 жыл бұрын
Brahmana mane jaha kahibe au
@dkbhai1650
@dkbhai1650 2 жыл бұрын
Right
@gajnybhai955
@gajnybhai955 2 жыл бұрын
ମନୋଜ ରଥ କିଏ ସେ ଲାଗୁଛି ରାଜନୀତିକ ଲୋକ। ଉପଯୁକ୍ତ ତଥ୍ୟ ଦେଇନାହାନ୍ତି।
@LTmusicSOURAVIDEO
@LTmusicSOURAVIDEO 2 жыл бұрын
Praise the Lord 🙏
@daku7689
@daku7689 2 жыл бұрын
Jay Shree Ram 💪🙏🙏
@monicapradhan1656
@monicapradhan1656 Жыл бұрын
Thank you Bhai.
@megagomango9958
@megagomango9958 2 жыл бұрын
I requeste to odisha police plz arrest to chankaracharya
@prafulkuldip490
@prafulkuldip490 2 жыл бұрын
ଭାଇ ଯୀଶୁ ଙ୍କ ପାଖରେ ଆସିବ ପାଇଁ କାହା ଠୁ ପଇସା ନିଅ ହଉନି ତୁମ ଧର୍ମ ରେ ପଇସା ମାଗି ରାମ ମନ୍ଦିର ନିର୍ମାଣ କରାଯାଉଛି କିନ୍ତୁ ଆମ ଅନ୍ତରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି
@santoshkumarmandangi5491
@santoshkumarmandangi5491 2 жыл бұрын
Jesus christ physically Israel choda onya desoku jai no thile .
@TigerGindahe-rs4sq
@TigerGindahe-rs4sq Жыл бұрын
ଯୀଶୁ ପଥ ସତ୍ୟ ଓ ଜୀବନ ଯୀଶୁ ସୃଷ୍ଟି କର୍ଥା ଏକମାତ୍ର ସତ୍ୟ ଈଶ୍ୱର
@snkarjeeofficial8882
@snkarjeeofficial8882 2 жыл бұрын
ରଥ ବାବୁଙ୍କୁ କହିବାକୁ ଚାହେଁ ପୃଥିବୀ ବାହାରେ ସୂର୍ଯ୍ୟ ବାହାରେ ଧର୍ମ ବିଷୟରେ କଣ ଅଛି କି ?
@sabitakuldip4192
@sabitakuldip4192 2 жыл бұрын
Kabala bhaya achi
@snehatalatadigal7117
@snehatalatadigal7117 2 жыл бұрын
U r right
@Bhanumathi-zl3jq
@Bhanumathi-zl3jq 6 ай бұрын
i love you Jesus ❤❤❤Amen 💖💖 Amen 💖💖🙏🙏🙏🙏
@jaysheelan3561
@jaysheelan3561 2 жыл бұрын
I am a Christian. My respect for Jesus Christ has gone up manifold after I learnt that He visited and studied in our country, the best country, for over 10 years which apparently contributed so much to build on his divine birth with the profound knowledge, wisdom and spiritual power with which he initiated so much change in those brutal countries under Roman empire. Its time our spiritual leaders including Tibetan monks come out with full details in their possessions about the 'missing years' of Jesus.
@sakalmukhi1948
@sakalmukhi1948 Жыл бұрын
Jesus Christ Never visited india 😂 Go and study history Historical knowledge is about trustworthiness of eye witness testimony.
@prabhanayak5365
@prabhanayak5365 2 жыл бұрын
ଇତିହାସ ହିଁ ସତ୍ୟ ମନୋଜ ରଥଙ୍କୁ ଇତିହାସ ପଢ଼ିବା ପାଇଁ
@prabhanayak5365
@prabhanayak5365 2 жыл бұрын
କୁହ
@sabyasachikandi9381
@sabyasachikandi9381 2 жыл бұрын
ଜଗତ ଗୁରୁ ପାଗଳ ହେଇଯାଇଛି
@bimal1277
@bimal1277 2 жыл бұрын
Christian mane kan pagal nuhanti.
@dennisthemenace4288
@dennisthemenace4288 2 жыл бұрын
@@bimal1277 are you a BJP supporter?
@bimal1277
@bimal1277 2 жыл бұрын
@@dennisthemenace4288 Tame vodhe nakali gandhi ra supporter.mane Rahul gandhi ra.Rahul gandhira prakuta na Rahul khan.gandhi janiki lagajaichhi.hindu mane jemiti vote debe.
@RahulKumarSharma-m3w
@RahulKumarSharma-m3w Жыл бұрын
​@@bimal1277Hindu Mane hi gonjei khaili siva volia pagolo heijaichhanti...
@RahulKumarSharma-m3w
@RahulKumarSharma-m3w Жыл бұрын
​@@bimal1277auu tu kn BJP ro chatukaro ki
@rasnirasni6202
@rasnirasni6202 2 жыл бұрын
God is good all the time jay mashi ki🙌🙏✝️✝️✝️✝️✝️✝️✝️
@jishanmushkan9504
@jishanmushkan9504 2 жыл бұрын
Jesus Christ ଙ୍କ ବିନା କହାଠାରେ ପରିତ୍ରାଣ ନାହିଁ ଏହା ମୁଁ ଭଲ ଭାବରେ ଜାଣିଛି
@sukukajihomandalibapalsahi
@sukukajihomandalibapalsahi 2 жыл бұрын
Praise the lord
@banditakumar3597
@banditakumar3597 2 жыл бұрын
Praise the Lord
@mrchandanpanda6488
@mrchandanpanda6488 2 жыл бұрын
ସବୁ ସ୍ଵାର୍ଥ ପାଇଁ ଧର୍ମ ପରିବର୍ତ୍ତନ କରୁଛନ୍ତି
@anamihial5040
@anamihial5040 2 жыл бұрын
I love you Jesus Christ
@balarambisoi818
@balarambisoi818 2 жыл бұрын
ଯୀଶୁ ଯଦି ହିନ୍ଦୁ ଥାନ୍ତେ, ତେବେ ତାଙ୍କ ନାମ ଯୀଶୁଖ୍ରୀଷ୍ଟ ନ ଥାନ୍ତା, ଖାଲି ଯୀଶୁ ଥାନ୍ତା, ଖ୍ରୀଷ୍ଟ ବୋଲିବା ଶବ୍ଦ ଆଉ ନ ଥାନ୍ତା
@gajnybhai955
@gajnybhai955 2 жыл бұрын
ସେ ଜଣେ କୃଷ୍ଣ ଉପାସକ/ଭକ୍ତ ଥିଲେ। ତେଣୁ କ୍ରିଷ୍ଟ କୁହାଗଲା।
@balarambisoi818
@balarambisoi818 2 жыл бұрын
ହେଲେ କୃଷ୍ଣକୁ ବିଶ୍ୱାସ କରିବା ଲୋକଙ୍କୁ Christian ବୋଲି ନ କୁହାଯାଇ,ଯୀଶୁଙ୍କୁ ବିଶ୍ୱାସ କରିବା ଲୋକଙ୍କୁ କାହିଁକି Christian ବୋଲି କୁହାଯାଉଛି?
@malayakumarnayak1869
@malayakumarnayak1869 2 жыл бұрын
@@gajnybhai955 Jewish au Zoroastrian mananku kn kuhajiba?
@balarambisoi818
@balarambisoi818 2 жыл бұрын
@@gajnybhai955 କୃଷ୍ଣ ରୁ Christian, ନା ଖ୍ରୀଷ୍ଟ ରୁ Christian?
@balarambisoi818
@balarambisoi818 2 жыл бұрын
@@gajnybhai955 ଯିଏ ମୃତ୍ୟୁକୁ ଜୟ କରିଛନ୍ତି, ସିଏ କେବେ କାହାର ଭକ୍ତ ହେଇପାରିବେ କି?
@dharmendrababu2379
@dharmendrababu2379 2 жыл бұрын
କିଛି ବିଷୟରେ ନ ଜାଣି ମନ୍ତବ୍ୟ ଦେବା କେବେ ଠିକ ହେବ ନାହିଁ
@kamalgahir8044
@kamalgahir8044 2 жыл бұрын
Praise the Lord...
@LivingstonRaita
@LivingstonRaita 4 ай бұрын
ଆଜ୍ଞା ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ, ଯେ ଲୋକେ ଭଲ ପାଣି ପାଖକୁ ଯିବେ ନା ଗୁଳିଆ ପାଣିକୁ ଯିବେ କୁହନ୍ତୁ, ତେଣୁ ହିନ୍ଦୁ ଧର୍ମକୁ ଛାଡି ଖ୍ରୀଷ୍ଟିଆନ ଧର୍ମକୁ ଗ୍ରହଣ କରନ୍ତି
@Dixtrn424
@Dixtrn424 2 жыл бұрын
I love Jesus Christ....
@prasanbehera7611
@prasanbehera7611 2 жыл бұрын
jisu kabe aseili
@ajitlima2621
@ajitlima2621 2 жыл бұрын
Same to you
@daku7689
@daku7689 2 жыл бұрын
Rice Bag Spotted 🤣
@daku7689
@daku7689 2 жыл бұрын
@RABI LYRICS PRODUCTION Ete Agagru Jisu thile Tumara Christan Dharma bi world re famous hele Paisa auu Rice Bag deiki loknku Kainki Hindu ru Christian ku convert karucha ??
@hapnastatusofficials7551
@hapnastatusofficials7551 2 жыл бұрын
@@daku7689 parameswara samastanku asirbad korontu 🙏🙏
@jeetprakashbarik6642
@jeetprakashbarik6642 2 жыл бұрын
Jesus's is great for all the world 🌎🌍
@odishakalatutorial6883
@odishakalatutorial6883 2 жыл бұрын
Sir ଯୀଶୁ ଜଣେ ସାଧାରଣତ ବ୍ୟକ୍ତି ନଥିଲେ ।ଦେବ ପୁରୁଷ।ତେଣୁକରି ଶ୍ରୀ ପ୍ରଭୁ ଜଗନ୍ନାଥ,ଶ୍ରୀ ପ୍ରଭୁ ଯୀ ଶୁ, ଶ୍ରୀ ରାମଙ୍କୁ ଜାଣିବା ସମ୍ବ ବ ନୁହେଁ।
@jyotsnaraniparida9454
@jyotsnaraniparida9454 2 жыл бұрын
I love my Jesus..praise the lord
@akshayabarik164
@akshayabarik164 2 жыл бұрын
Diverted christian
@akshayabarik164
@akshayabarik164 2 жыл бұрын
Parida mane hindu
@daku7689
@daku7689 2 жыл бұрын
Converted Rice 🍚 Bag spotted Hale Luywaa 🤣😹
@RahulKumarSharma-m3w
@RahulKumarSharma-m3w Жыл бұрын
​@@daku7689Toro bapa deithila ki rice bag kohuchhu kn nna converted rice boli tu khondia hato ku pujiba Loko kn janinu kire murkho kouthi Karo Christian heuchhi biswaro sarbo srestho dharma...
@surendrasabar9425
@surendrasabar9425 2 жыл бұрын
Father Divya sir thanks good teaching
@livingwater6238
@livingwater6238 2 жыл бұрын
Very good sir Jhn -3:16
@xyz-zy4mo
@xyz-zy4mo 2 жыл бұрын
Jesus aauhuri Hindu 🤣🤣🤣🤣nice joke
@nacharhopon8778
@nacharhopon8778 2 жыл бұрын
🤣🤣🤣
@nabjitharijan
@nabjitharijan 2 жыл бұрын
Love you Jesus
@ranjanmatam8181
@ranjanmatam8181 2 жыл бұрын
କିଏ କଉ ଧର୍ମ ଗ୍ରହଣ କଲେ ଆମର କ'ଣ ଗଲା
@Riyaz637.
@Riyaz637. 2 жыл бұрын
ସଙ୍କରାଚାଯର୍ଯ୍ୟ କଣ ଜାଣିହେବ କି କିଛି ଜାଣି ନାହାନ୍ତି
@michaelkhura9422
@michaelkhura9422 2 жыл бұрын
Jesu Christ is great i believe in Christ amen 🙏🙏
@nitishvlogs5467
@nitishvlogs5467 Жыл бұрын
ହିନ୍ଦୁ ସନାତନ ସଂସ୍କୃତି ଅତି ପ୍ରାଚୀନ ଆଜି ସିନା ନିଜ ନିଜ ସ୍ୱାର୍ଥ ପାଇଁ ହିନ୍ଦୁ ସନାତନ ଧର୍ମ କୁ ଛାଡି ଅନ୍ୟ ଧର୍ମ କୁ ଯାଉଛନ୍ତି କିନ୍ତୁ ଏମାନଙ୍କର ପୂର୍ବଜ ସବୁ ହିନ୍ଦୁ ସନାତନୀ ଥିଲେ ଆମେ ଆଖି ସାମ୍ନାରେ ଦେଖୁଛୁ ପରା ଏଇ ହିନ୍ଦୁ ଲୋକ ମାନେ କେମିତି ଧର୍ମାନତିକରଣ ହେଉଛନ୍ତି
@bibekranjannaik3106
@bibekranjannaik3106 2 жыл бұрын
Jesus is love,joy, peace,pacence and real God without him everything is empty........
@jayashreemandal2181
@jayashreemandal2181 2 жыл бұрын
Thik katha Bhai
@surajhial9697
@surajhial9697 2 жыл бұрын
100% right
@prasant6357
@prasant6357 2 жыл бұрын
Wine peu thiba god😂🤣jesus And jesus Born heithile 6BC re ta purba ru Earth re kou Religion thila? Only sanatana Dharma To grand father ku pachar se ki dharma ra thila? Mr semi literate citizens
@prasant6357
@prasant6357 2 жыл бұрын
Jou god nija ku banchei parilani,taku mariki tangi dele se kan ama ku rakhya kariba
@bibekranjannaik3106
@bibekranjannaik3106 2 жыл бұрын
Bro I am not against your religion and your believe but always truth is truth ....once upon a time Hindus say that BUDHA was the Avatar of Vishnu and now you say that Jesus was hindu ...give me the proof bro....hindu, Christian, muslim not a matter but there is a only one religion that is HUMANITY...we have to respect every human and their thoughts
@ABHIbSurada-p8r
@ABHIbSurada-p8r 20 күн бұрын
ପ୍ଲିଜ଼ ଆଗେ ଆମ ଧର୍ମ କୁ ଆମେ ମାନିବା, ଜେତିକି ହଉ, କାହାକୁ ବେଶୀ ଜବରଦସ୍ତି କରିବାନି, କାହିଁକି ନା, ଆମ ଧର୍ମ ବିଷୟରେ ଯେତେ ପଢିଲେ ବି କମ, ତା ପରେ ଯାଇକି ଅନ୍ୟ ଧର୍ମ ବିଷୟରେ ଜାଣିବା,
@Salvation_of_God_7655
@Salvation_of_God_7655 2 жыл бұрын
Jesus christ is a great and powerful man that can only describe one of the God He is way God is good all the time Praise the lord 🙏🙏 Pray for them who is will to knowing that they 🙏🙏
@prasant6357
@prasant6357 2 жыл бұрын
6BC jesus nka janma purba ru ki dharma thila? Sanatana Dharma is the oldest and real religion of earth
@daku7689
@daku7689 2 жыл бұрын
Hale Luyyakka 🤣🤣Your Jesus and Christian Is so strong that They need billions of funding through missionary to run their propoganda and convert Hindu Tribals
@anilkarkara7589
@anilkarkara7589 2 жыл бұрын
Bohut bholo plan sir
@sekharkumar9605
@sekharkumar9605 2 жыл бұрын
Praise the Lord ....... Jesus is great
@WWEfans160
@WWEfans160 2 жыл бұрын
Amen🙏
@benuashraita9521
@benuashraita9521 2 жыл бұрын
ତୁମ୍ଭ ମାନକଂ ଈଶ୍ୱରଙ୍କ ଆଶିର୍ବାଦ କରନ୍ତୁ Sankar Sir
@biswanathbiswal6016
@biswanathbiswal6016 2 жыл бұрын
Shankaracharya should give historical proof, otherwise he will be treated as general person,
@bibekranjannaik3106
@bibekranjannaik3106 2 жыл бұрын
One and only Jesus Christ
@SanjuBaba2016
@SanjuBaba2016 2 жыл бұрын
ଇତିହାସ ରେ ଖ୍ରୀଷ୍ଟ ପୂର୍ବ ବା ଖ୍ରୀଷ୍ଟାବ୍ଦ ଲେଖା ହେବା କଥା ନୂହେଁ.... ଇତିହାସ ରେ ଜଗନ୍ନାଥ ପୂର୍ବ ବା ଜଗନ୍ନାଥବ୍ଦ ଲେଖା ହେବା କଥା... ଆରେ ମୁର୍ଖ ପଣ୍ଡିତ ମନୋଜ ରଥ ତ ଧର୍ମ ତୁ ଭଲ ପା ଆଉ ମୁ ଭି ସମର୍ଥନ କରିବି,କିନ୍ତୁ ଅନ୍ୟଙ୍କ ଧର୍ମ କୁ ବିନା ପ୍ରୁଫ୍ ରେ କହିବା କଥା ନାହିଁ...I respect hindusm but I love Christianity .... Praise the lord....AMEN
@srabanranasingh1114
@srabanranasingh1114 2 жыл бұрын
That sankara charjya is creating disturb in all over india
@sujonomondal6268
@sujonomondal6268 6 ай бұрын
Jesus christ is not came from hindhu family but God send him in this world to save the lost one and poor family...
@alinaray01
@alinaray01 2 жыл бұрын
Jesus is not a religion, He is the only way,truth and life , without Him no one can be saved.. I love Jesus 🥰
@Simon-k3c
@Simon-k3c 2 жыл бұрын
Right
@AbinahLeya
@AbinahLeya 2 жыл бұрын
Ri8 👍
@prasant6357
@prasant6357 2 жыл бұрын
But Kristian is a religion created by who? Jesus Jesus said- he is the son of God Profet mahamad said -he is the messenger of god But Sri krishna said-He is the god One and only supreme god Krishna
@Mr.Pharmacistvlogs
@Mr.Pharmacistvlogs 2 жыл бұрын
@@prasant6357 bhai point te marila e converted sala nku...
@arcsham5943
@arcsham5943 2 жыл бұрын
Jisu mo Bando
@sabhyabarik250
@sabhyabarik250 Жыл бұрын
Praise the lord. jesus love you so much
@bibhudattamishra2471
@bibhudattamishra2471 2 жыл бұрын
History na janii blind statement na deba uchita
@prasantamandal6671
@prasantamandal6671 2 жыл бұрын
ସମସ୍ତ ବିବାଦ ର କେନ୍ଦ୍ରବିନ୍ଦୁ ମିଡ଼ିଆ ବାବୁ ନିଜେ
@jagannathpanigrahi5286
@jagannathpanigrahi5286 2 жыл бұрын
ଅନ୍ୟ ଧର୍ମ ର ବ୍ୟକ୍ତିବିଶେଷ ଆମ ଧର୍ମ ବିଷୟରେ କହିଲେ ତାଙ୍କର କିଏ କିଛି କହୁନାହାନ୍ତି। କିନ୍ତୁ ଆମ ଧର୍ମ ର ଲୋକ ଯଦି ଅନ୍ୟ ଧର୍ମ ବିଷୟରେ କିଛି କହିଲେ ତୁମ ଆମ ଧର୍ମ ର ଲୋକମାନେ ପ୍ରଥମେ ଡେଇଁ ପଡ଼ୁଛନ୍ତି।
@ThePhilosopher123
@ThePhilosopher123 2 жыл бұрын
Only jesus rest are waste 😁😁😁
@pushpikaekkapicture5130
@pushpikaekkapicture5130 2 жыл бұрын
ମନ ମଇଳା ହୋଇ ଯାଇଛି । god bless you all
@karismadigal972
@karismadigal972 2 жыл бұрын
Prabhu jisu nka pakhare emiti Prem achhi je sabu darma loka ମନ ପରିବର୍ତ୍ତନ କରିବେ
@NITYANANDAMALLICK_111.
@NITYANANDAMALLICK_111. 2 жыл бұрын
Find reasons, why people are converting their religion.
@laxmidharswain4028
@laxmidharswain4028 2 жыл бұрын
ସବୁ ଆମେରିକା ପଇସା ର ଖେଳ, ହିନ୍ଦୁ ଅଳ୍ପ ସଂଖ୍ୟକ ହେଲେ ନୂଆ ସମ୍ବିଧାନ ଲେଖାହେବ
@dennisthemenace4288
@dennisthemenace4288 2 жыл бұрын
@@laxmidharswain4028 Wrong, what you are seeing effect of fear mongering. No one is threatening/changing constitution.
@laxmidharswain4028
@laxmidharswain4028 2 жыл бұрын
@@dennisthemenace4288 ଏବେବି ଆମେ ବ୍ରିଟେନ ରାଣୀର ଗୋଲମ୍, ରାଣୀ ପାଇଁ ସମ୍ବିଧାନ ଲାଗୁହେବ ନାହିଁ, ତାର ଉଦାହରଣ ଗତ ୧୧ତାରିଖ ରେ ଦେଖିଲେ, ଭାରତ ରେ ଜାତୀୟ ପତାକାକୁ ଅଧା ଖସିଆଗଲା, ହେଲେ ବିପିନ୍ ରୱତ୍ ଙ୍କ ପାଇଁ ତାହା ହେଲାନି,
@techSolutions143
@techSolutions143 2 жыл бұрын
@@laxmidharswain4028 wow apananku kete tonkara offer asilani . Sir tonka dei convert karonti nahin. Pastors preach karonti au loko mana paribartana karonti. Au nije jisunku grahana karithanti. Thanks.
@SajalSajal-l6m
@SajalSajal-l6m Жыл бұрын
ଜାତି ପ୍ରଥା ଆଗ ଉଠାଓ ନହେଲେ ସବୁ ଖ୍ରୀ. ହୋଇଯିବେ
@TheMrsukanta
@TheMrsukanta 2 жыл бұрын
Gita Ramayana e bi manisa mane lekhichanti
@satyajitswain7235
@satyajitswain7235 2 жыл бұрын
Jay Jaganath
@asifsinghpradhan3704
@asifsinghpradhan3704 2 жыл бұрын
Jay Jagannath... Swami 🌎 God 🙏🙏🙏🙏 Au sabu ... Micha jishu mo bala .. mundi
@livingwater6238
@livingwater6238 2 жыл бұрын
Tama Puja sabu jiban no thiba murti ku karucha but amo Loko real God nku belive Karu.
@n.bworld91
@n.bworld91 2 жыл бұрын
Shankaracharya is 100% Wrong ✖✖❌
@gayatrisogoria7692
@gayatrisogoria7692 2 жыл бұрын
I love you Jesus
@sunamgospelmusic6513
@sunamgospelmusic6513 2 жыл бұрын
ଶଙ୍କର ଚାର୍ୟା ନିଜେ ଜାଣି ନାହାନ୍ତି ପ୍ରଭୁ ଯୀଶୁ କିଏ
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
Manoranjan Mishra Live: What Is The Cast Of God ?
21:15
Kanak News
Рет қаралды 314 М.
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН