ମାଳିକାରେ ଅଛି ଚାରିଦ୍ବାର ଖୋଲିଲେ ଏବଂ ରତ୍ନ ଭଣ୍ଡାର ଖୋଲିଲେ ବଡ଼ ବିପତ୍ତି ମାଡ଼ି ଆସିବ : ମହିଳା ଭକ୍ତ

  Рет қаралды 302,952

Nandighosha TV

Nandighosha TV

19 күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 300
@debasisdas5153
@debasisdas5153 17 күн бұрын
ପଣ୍ଡା ମାନେ ବହୁତ ଅନ୍ୟାୟ ଅତ୍ୟାଚାର କରିଛନ୍ତି ସେମାନେ ଭୋଗିବା କଥା।
@nainamohanty7421
@nainamohanty7421 17 күн бұрын
Thik katha tanka garba bhangiba katha
@Das14391
@Das14391 17 күн бұрын
Right broo
@satyajitswain6994
@satyajitswain6994 17 күн бұрын
Sabu bjp sarkar pain mghi modi
@jagannathkrupa9310
@jagannathkrupa9310 17 күн бұрын
Agaku ahuri bhogibe a sevayat bahut garba karuchanti sabu garba bhangidele
@sandykumar6855
@sandykumar6855 17 күн бұрын
100% right
@Binodkumarpanigrahi2187
@Binodkumarpanigrahi2187 17 күн бұрын
ମହାପ୍ରଭୁ ଜଗତ କୁ ଉଦ୍ଧାର କରନ୍ତୁ, ଡର ଲାଗିଲା
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sankar
@deepess_deepu83
@deepess_deepu83 17 күн бұрын
Are bhai rajniti bagawan nku​ nehi karani....@RaniAnkita-g2x
@pravatkumarpradhan6672
@pravatkumarpradhan6672 17 күн бұрын
Pua tu janinu
@nmtv3636
@nmtv3636 17 күн бұрын
😂😂😂😂😂😂😂😂
@titusamal4030
@titusamal4030 16 күн бұрын
​@@RaniAnkita-g2xsabubele rajaniti bhala nuha
@PriyankaBehera-hi9mh
@PriyankaBehera-hi9mh 17 күн бұрын
ସମସ୍ତେ କହୁଥିଲେ ଚାରି ଦ୍ଵାର ଖୋଲା ଯାଉ ଖୋଲା ହେଲା ମାଳିକା ରେ କେତେ କଥା ଲେଖା ଯାଇଛି ପଥମ ରେ ଆମିଷ ଛାଡ ଜୀବ ହତ୍ୟା କରନାହିଁ ବହୁତ କିଛି ଅଛି ସମସ୍ତେ ମାନିଲେ ଆମ ଦେଶ ସୁଧୁରି ଜାଆନା
@ajubhaicreation
@ajubhaicreation 17 күн бұрын
ହେ ମହାପ୍ରଭୁ ରକ୍ଷାକର ❤
@susantkumarsahoo7226
@susantkumarsahoo7226 17 күн бұрын
ବଳଭଦ୍ର ଗର୍ବ କୁ ଗଞ୍ଜନ କରନ୍ତି, ସେବାୟତ ମାନଙ୍କ ସେବାରେ କିଛି ଭୁଲ ହୋଇଯାଇଛି...ଅହଂକାର କରିଛନ୍ତି.....ସେ ବଳଭଦ୍ର ବଳିୟାର ଭୁଜ ତାଙ୍କ ଭୁଜ ଏବଂ ବଳ ଆଗରେ କେହି ବି ଅହଂକାର କରିବା ଉଚିତ ନୁହେଁ...ଯାହା ଫଳରେ ବଳଭଦ୍ର ସହିପାରିଲେନି ସାଙ୍ଗେ ସାଙ୍ଗେ ଦଣ୍ଡ ଦେଲେ..... ତେଣୁ ବଳଭଦ୍ର ଙ୍କୁ କ୍ଷମା ପ୍ରାଥନା କରନ୍ତୁ ବଳିୟାର ଭୁଜ ଶାନ୍ତ ହେଵେ...
@nainamohanty7421
@nainamohanty7421 17 күн бұрын
Pura thik katha kahile bhai.asabu ku rajniti ra Rupa dei debe kichi bajya loka.bada thakura bhul sahatini sethipai asabu sevayat nku bujhei dele sudhuri jao
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sankar
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar
@snehamohanty5705
@snehamohanty5705 17 күн бұрын
Right
@madhusmitamaharana4511
@madhusmitamaharana4511 16 күн бұрын
Ryt
@user-dt6nc5if8l
@user-dt6nc5if8l 17 күн бұрын
ଏଇ ମା ଙ୍କ କଥା ଶୁଣି ମନରେ ଭୟ ଓ ସନ୍ଦେହ ଭରି ଯାଉଛି😢😢😢 । ହେ ସରକାର ଦରକାର ନାହିଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା । ଯାହା ଗୁପ୍ତ ତାକୁ ଗୁପ୍ତ ରହିବାକୁ ଦିଆଯାଉ ।
@ArtByabhi01
@ArtByabhi01 17 күн бұрын
Aha gupta nuhe aga ru bi gantnti hoi chi
@bimalasala
@bimalasala 17 күн бұрын
ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ କଣ ପାଇଁ ହେଲା ଆଗରୁ ଏମିନ୍ତି କେବେ ହେଇନଥିଲା ନାଁ
@sweetsmruti5104
@sweetsmruti5104 17 күн бұрын
ମାଉସୀ ଯାହା କହୁ ଛନ୍ତି ଠିକ.
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar
@PravatSahoo-ch3pc
@PravatSahoo-ch3pc 17 күн бұрын
Jaha habara katha haba Malika ku ta bhagban nije manisa rupare lekhi jae chhanti taku kehi badalei paribani nahale Kali juga sesa heba kemiti 🤔🙏
@shibaprasadnath827
@shibaprasadnath827 17 күн бұрын
ହେ, ମହାପ୍ରଭୁ ବଡ ଠାକୁର ଏହି ଅଘଟଣ ଏବଂ ମହା ବିପତ୍ତିରୁ ସମସ୍ତ ମାନବ ସମାଜକୁ ତୋରି ଅପାର ଳୂପା ଏବଂ ଆଶୀର୍ବାଦ ପ୍ରଦାନ କରି ଉଦ୍ଧାର କରିବା ନିମନ୍େତ ପ୍ରାର୍ଥନା କରିଅଛୁ🙏🙏ଜୟ ଜଗନ୍ନାଥ🙏🙏🙏
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar😂 ଅହୁରି ଅନେକ ଚାରିଦ୍ଵାର ଖୋଲିଦିଅ 😅
@PramodGuru-el7hp
@PramodGuru-el7hp 17 күн бұрын
ଚାରିଦ୍ୱାର ପୂର୍ବରୁ ଖୋଲ ନଥିଲା କି ନା ପୂର୍ବରୁ ରତ୍ନ ଭଣ୍ଡାର ଖୋଲା ହେଇନି କି ଏ ଅଘଟଣ କେବଳ ଯୁବ ସେବାୟତ ଙ୍କ ଗର୍ବ ଆମେ ବହୁତ ବଳୁଆ ଆଉ ଖାମ ଖିଆଲି ମନ ଭାବ ଯୋଗୁ ଏତେ ବଡ ଅଘଟଣ ଘଟିଛି କେବଳ ସେବାୟତ ହିଁ ଦାଇ ମହାପ୍ରଭୁ ତାଙ୍କୁ ଉଚିତ ଜବାବ ଦେଇ ଚେତେଇ ଦେଇଛନ୍ତି ଜୟ ଜଗନ୍ନାଥ 🙏
@nainamohanty7421
@nainamohanty7421 17 күн бұрын
Thik katha
@gopalrana1965
@gopalrana1965 17 күн бұрын
Yes
@Adityafoodandvlogs
@Adityafoodandvlogs 16 күн бұрын
Thik katha ei bhauni nua asichhanti bodhe puri
@Nabadhavhakti13
@Nabadhavhakti13 17 күн бұрын
ମାଳିକା ରେ ବହୁତ୍ କଥା ଲେଖା ରହିଛି ଆମେ ପଢ଼ିଲେ ସବୁ ବୁଝି ପାରିବା ଯାହା କହିଲେ ଏକଦମ୍ ସତ୍ୟ କଥା ଜୟ ଜଗନ୍ନାଥ ଜୟ ପଞ୍ଚସଖା।
@madhusmitasahoo4465
@madhusmitasahoo4465 17 күн бұрын
ରତ୍ନ ଭଣ୍ଡାର 1947 ରୁ 2024 ଭିତରେ 2ଥର ଖୋଲା ହୋଇଛି ଆଉ ଥରେ ଖୋଲା ହେବ
@Akm.854
@Akm.854 17 күн бұрын
Tame malika sampurna bujhiparibani... Hn kichuta bujhipara ..tara b puni aneka artha
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sankar
@AvinashBehera-o1m
@AvinashBehera-o1m 17 күн бұрын
Alo maikina agaru Chari dyaro khola thila au pandu taku band karithila Sethi pai tume Mane sabu kahuthila khola boli Abe puni kharap boli kahucha
@user-sf2rn3ts1i
@user-sf2rn3ts1i 17 күн бұрын
Right ଜୟ ଜଗନ୍ନାଥ 🙏
@dillipmohanty1000
@dillipmohanty1000 17 күн бұрын
ମାଳିକା ବଚନ ସତ୍ୟ କିନ୍ତୁ ଚିରି ଦ୍ୱାର ଖୋଲିବା ଦ୍ବାରା ଏମିତି କିଛି ଅଘଟଣ ଘଟିଛି ମୋର ହୃଦବୋଧ ହେଉନାହିଁ। ଏଭଳି ମହିଳା ପ୍ରବଚନ ଦେବା କଥା।
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar😂
@soumyaranjanswain6277
@soumyaranjanswain6277 17 күн бұрын
ଠିକ୍ କଥା ଏ ମହିଳାଙ୍କର ଜ୍ଞାନର ଘୋର୍ ଅଭାବ ଅଛି ଏଭଳି ଲୋକଙ୍କ ଠାରୁ ବାଇଟ ନେବା ମଧ୍ୟ ଭୁଲ୍। ନନ୍ଦିଘୋଷ ମଧ୍ୟ ନିଜ ଜ୍ଞାନ ପାଇ ପାରୁନାହିଁ ଆଜି ମଧ୍ୟ ବିଜେଡି ପାଇଁ ଖବର ପ୍ରସାରିତ କରୁଛି
@suryanarayanmohanty9181
@suryanarayanmohanty9181 17 күн бұрын
Jete chatucha chaata chaati chaati ki padma ku pura rasgola Kari deba😂😂😂
@ArtByabhi01
@ArtByabhi01 16 күн бұрын
@@dillipmohanty1000 se mahila jeu malika padhi chanti seta bodhe 2020re lekha hoi thila 🤣
@ArtByabhi01
@ArtByabhi01 16 күн бұрын
@@dillipmohanty1000 malika man lekha hela bele chari dwara kholathi a kou malika padichanti kejane
@kumartubulu7999
@kumartubulu7999 17 күн бұрын
କୁଆଡୁ କୁଆଡୁ ଆସୁଛନ୍ତି ସବୁ.... ଚାରି ଦୁଆର ତ ସବୁବେଳେ ଖୋଲା ଥିଲା କରନା ପରେ ବନ୍ଧ ହେଇଥିଲା.... ଏଥିରେ ଚାରି ଦୁଆର ସହ ସମ୍ପର୍କ କଣ.... ମାଳିକା ରେ ଯଦି ଲେଖା ଯାଇଛି ତ ଆଣିକି ଦେଖାଓ.... ସେବାୟତ ଙ୍କ ନୀତି କାନ୍ତି ରେ କିଛି ଭୁଲ ଅଛି ତେଣୁ ପ୍ରଭୁ ତାଙ୍କୁ ଦଣ୍ଡ ଦେଇଛନ୍ତି....ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଥାଉ ଥାଉ କିଛି ହବନି....
@satyabhamasahoo1023
@satyabhamasahoo1023 17 күн бұрын
Ai nari pain jaganath adha vaddha hoi rahigale
@nainamohanty7421
@nainamohanty7421 17 күн бұрын
Thik katha kahile. A stree loka ta nijaku Pura gyani bhabuchi😅😂
@malayamunna...3195
@malayamunna...3195 17 күн бұрын
ଠିକ୍ କଥା, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିଲା ସେଥିପାଇଁ ବନ୍ଦ୍ ଥିଲା...
@LDLIPI
@LDLIPI 17 күн бұрын
Hm sata katha agru bi ratna bhandar kholithila a sabu panda manaka vul jogi heichi😢😢😢
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar😂
@ODISHABHAI-eq8jq
@ODISHABHAI-eq8jq 17 күн бұрын
ଆଗ କୁ ଆହୁରି ବିପଦ ମାଡ଼ି ଆସି ବ, ମିଛ ଅପ ନିନ୍ଦା କରି ଶାସନ, କ୍ଷମତା ଜୁ ମାଡ଼ି ବସିଛି ଏ ସରକାର
@subhransudalai8360
@subhransudalai8360 17 күн бұрын
@mmahanta111youtub100
@mmahanta111youtub100 17 күн бұрын
ଏବେ ର ସରକାରଙ୍କ କଣ ଭୁଲ?
@Nrusingh619
@Nrusingh619 17 күн бұрын
ଯାହା ହେଉ ଚିନ୍ତାଧାରା ଭଲ
@nsethy5436
@nsethy5436 17 күн бұрын
ଆଗରୁ ଯେଉ ସରକାର ଥିଲା କଣ କରୁଥିଲା। ସତେକି ସତ୍ୟବାଦୀ ଧର୍ମ ପରାୟଣ ସରକାର ଥିଲା । ଆମୋ ଗାଁ ର ଜଣେ ରାଜ୍ୟସଭା ସାଂସଦ ଥିଲେ ବି ତାଙ୍କ କୁଜି ନେତା ମାନେ ଅମୋ ଗାଁ ରେ ଗୋଟେବି କାମ ପୁରା ହୋଇନାହିଁ ଆଜି ପ୍ରଜନ୍ତ , କେବଳ କାମ ନାରେ ହରିଲୋଟ ଚାଲିଛି ।
@Swapnashu
@Swapnashu 17 күн бұрын
ତୁ ହେଉଚୁ ପାପି ।ତୋ ଜନ୍ମ ହି ପୃଥିବୀ ପାଇ ପାପ
@bijayrath4254
@bijayrath4254 17 күн бұрын
୨୪ବର୍ଷ ପୂର୍ବରୁ ଯେତେବେଳେ ୪ ଦ୍ବାର ଖୋଲୁଥିଲା ସେତେବେଳେ ଅଘଟଣ ବୋଧହୁଏ ବାରମ୍ବାର ଘଟୁଥିଲା।ତମ ଭଳି କିଛି ଅଜ୍ଞାନୀଙ୍କ ପାଇଁ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ଅଚ୍ୟୁତାନନ୍ଦ ବଦନାମ ହେଉଛନ୍ତି।
@nainamohanty7421
@nainamohanty7421 17 күн бұрын
Pura thik katha kahile bhai
@easycraftwork9605
@easycraftwork9605 17 күн бұрын
Thik katha,Kahani gapuchi
@nsethy5436
@nsethy5436 17 күн бұрын
ଠିକ୍ କହିଲେ ଭାଇ
@omm6324
@omm6324 17 күн бұрын
Thik katha
@lifeislove8138
@lifeislove8138 17 күн бұрын
ଭାଇ ତମ କଥାରେ ମୁଁ ଏକମତ, ହେଲେ ମାନେ ପକାନ୍ତୁ 24 ବର୍ଷର ପୁରୁଣା କଥା ଆଉ ଓଡିଶାର ପରିସ୍ଥିତି କଣ ଥିଲା, ଆଉ ଏ କଥା ବି ମାନେ ପକାନ୍ତୁ 1999 ମସିହାର ଓଡିଶା ମାନଚିତ୍ର, ପୁଣି କଣ ଚାହୁଛନ୍ତି ସେମିତି କିଛି ପରିସ୍ଥିତି ଆସୁ, ତୁମେ ମାନେ କେବେଳ ହୀନ ରାଜନୀତି କରୁଛ, ଥରେ ଭାବ ମହାପ୍ରଭୁ ତୁମକୁ ସଦବୁଦ୍ଧି ଦିଅନ୍ତୁ ପୁଣି 24 ବର୍ଷ ପଛକୁ ଓଡିଶା ନ ଆସୁ ମୋର ମହାପ୍ରଭୁଙ୍କୁ ଗୁହାରୀ, ଆଉ ପ୍ରଭୁ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତି. ଜୟ ଜଗନ୍ନାଥ
@rajendrajena605
@rajendrajena605 17 күн бұрын
ଶଃ ପଣ୍ଡା ମାନଙ୍କ ର ଦୌରାତ୍ମ୍ୟ ବଢି ଗଲାଣି। ସେଥିପାଇଁ ସବୁ ହେଉଛି
@tikikuna3864
@tikikuna3864 17 күн бұрын
ପୂର୍ବରୁ କେମିତି ରତ୍ନ ଭଣ୍ଡାର ଖୋଲା ହେଇ ଠାକୁର ସଜ ହେଉଥିଲେ ସେତେବେଳେ କିଛି କ୍ଷତି ହଉ ନଥିଲା
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar
@madhushudankhuntia3935
@madhushudankhuntia3935 17 күн бұрын
Prubaru kebe khola heithila tk kahiba ki
@dr.subhransusekharboitai920
@dr.subhransusekharboitai920 17 күн бұрын
Bahara ratna bhandar kholajay Bhitara ratna bhandar kebe khola heini
@itzsatya9028
@itzsatya9028 17 күн бұрын
ଏ ମାଉସୀ ବକବାସ ବନ୍ଦ କର ଘରକୁ ଯା... ମାଳିକା ଟା ମୁହଁ ରେ ରଖି ବୁଲୁଛି ଆଉ ।।।ଦ୍ଵାର ତିଆରି ହୋଇଥିଲା ବନ୍ଦ ହେବା ପାଇଁ ବୋଧେ ?? ପ୍ରଭୁ ଙ୍କୁ କ୍ଷମା ମାଗି ସେବାୟତମାନେ ପୁରା ନିଷ୍ଠାର ସହ ସେବା କରନ୍ତୁ ,ପ୍ରଭୁ ଆଉ କିଛି ବି ବିଡମ୍ବନା ହେବାକୁ ଦେବେନି...ସେ କ୍ଷମା ର ସାଗର କ୍ଷମା କରିଦେବେ ।
@AryaMishra-jr1wc
@AryaMishra-jr1wc 17 күн бұрын
Tame dekhiba bhai aemiti sabu heba agaku
@user-ko4ve6bu5o
@user-ko4ve6bu5o 17 күн бұрын
​@@AryaMishra-jr1wchele heu
@AryaMishra-jr1wc
@AryaMishra-jr1wc 17 күн бұрын
Ok
@RadheyRadhey408
@RadheyRadhey408 15 күн бұрын
SUDHURI JAAO , NA HELE TAMA VALIA LOKANKA BELA AGE ASUCHI, BHAGABAN TAMA VALIA LOKANKU SAD BUDHI DIANTU. RADHEY RADHEY, JAY SHREE RAM
@kalyanpanda5885
@kalyanpanda5885 17 күн бұрын
ମା ଟି ର ଜ୍ଞାନ ବହୁତ
@mysarthakcreations
@mysarthakcreations 17 күн бұрын
Sarathi ra Ashrita ti para ye
@Stutee24
@Stutee24 17 күн бұрын
Pura gyanara bhandara😂😂
@kumarsaroj3860
@kumarsaroj3860 17 күн бұрын
Hn pura gyna achi wa
@ientertainm9236
@ientertainm9236 17 күн бұрын
Bjd netri 😂
@rameshdalei2492
@rameshdalei2492 17 күн бұрын
ହଁ ମ ନିଜ ସ୍ବାମୀ କୁ ଗୋଇଠା ମାରିଥିବ ଏଠି ଆସି ଜଗନ୍ନାଥଙ୍କ ଙ୍କୁ ଦର୍ଶନ କଲେ କଣ ସୁଧୁରି ଯିବ ଜଗନ୍ନାଥ ସବୁ ଦେଖୁଛନ୍ତି
@bharatiyaainodia1885
@bharatiyaainodia1885 17 күн бұрын
ଏହି ମହିଳା ଏମିତି କହିବେ ବୋଲି ମାଲିକାରେ ଲେଖାଯାଇ ନାହିଁ ।
@ODIACREATORSATYA14
@ODIACREATORSATYA14 17 күн бұрын
Ee aunty achutananda nkara bhauni😂
@rajeshdalei6454
@rajeshdalei6454 17 күн бұрын
ଦୟା କରି ଭକ୍ତଙ୍କ ମନରେ ଡର ସୃଷ୍ଟି କରନି , ପ୍ରଭୁଙ୍କୁ ଭକ୍ତି ରେ ଡାକ ,ସବୁ ଠିକ୍ ହୋଇ ଚାଲିବ । କିଛି ଅବହେଳା ପାଇଁ ଏପରି ଦୁଃଖଦ ଘଟଣା ଘଟି ଯାଇଛି, ଏହି ଘଟଣା କୁ ନେଇ ଭକ୍ତଙ୍କ ମନରେ ଡର ସୃଷ୍ଟି କରନି
@manasranjanmohanty3270
@manasranjanmohanty3270 17 күн бұрын
ମାଝୀ ଶାସନ 😄 ଦେଖ ରାଜ୍ୟ କୁ ବିପଦ
@Manahar306
@Manahar306 17 күн бұрын
Tu sola kou bholo sola te 😂..
@SLF__RAJESH
@SLF__RAJESH 17 күн бұрын
Right 👍🏻
@Chittaranjan.143
@Chittaranjan.143 17 күн бұрын
Tamil pandu sasana rati 4 tare tomaku gehun thila seita janapaduna thila tela khasa khasa re galiki jauthil
@debansunayak1193
@debansunayak1193 17 күн бұрын
Athi majhi kn kla murkha
@MunamajhiMunamajhi-mx7xd
@MunamajhiMunamajhi-mx7xd 17 күн бұрын
Manashranjanmohanty7270 ଦେଖାଯାଉ
@p.n.mishra8799
@p.n.mishra8799 17 күн бұрын
ମାଳିକା କଣ ତୁମର ମୁଖସ୍ଥ... ଚାରିଦ୍ଵାର ସବୁବେଳେ ଖୋଲା ଥିଲା..ବାଜେ କଥା କହିବା ବନ୍ଦ କରନ୍ତୁ
@user-dm3we2fy1f
@user-dm3we2fy1f 17 күн бұрын
Ei emiti garba ahankara Kari aji bipada ku daki anuchha bhagwan nku dara Satya janibaku chesta karantu ni bhai sata ku samna Kariba bahut kasta
@hardworkneverdies5679
@hardworkneverdies5679 17 күн бұрын
ଅନ୍ଧ ଶଳା
@shreeexpress5745
@shreeexpress5745 17 күн бұрын
👍
@Pandu_Premi
@Pandu_Premi 17 күн бұрын
​@hardworkneverdies5679 ତୁ ଯେତେ ଛାଟି ପିଟି ହେଲେ ମଧ୍ୟ ନବୀନ ଆଉ ଆସିବାର ନାହିଁ 😂
@rajusahoo4960
@rajusahoo4960 17 күн бұрын
ଠିକ୍ କଥା ବଡ଼ ଠାକୁର ପଡିଯିବା ଆଗକୁ କିଛି ବିପଦର ସଂକେତ ଦେଉଛି ଦୟାକରି ଠାକୁରଙ୍କ ସଂରଚନାରେ ରାଜନୀତି ଆଣତୁନି। ଜୟ ଜଗନ୍ନାଥ
@deepakdigital2654
@deepakdigital2654 15 күн бұрын
ଯାହା ହେଉଛି ଯାହା ହେବାକୁ ଯାଉଛି ସବୁ ସେ ପ୍ରଭୁ ନିଳାମୟ ଜଗନ୍ନାଥ ଙ୍କ ଇଛା
@bapidotcome7144
@bapidotcome7144 17 күн бұрын
ପ୍ରଭୁ ରକ୍ଷାକର
@RaniAnkita-g2x
@RaniAnkita-g2x 17 күн бұрын
jai Bjp Sarkar
@jaydevadha488
@jaydevadha488 17 күн бұрын
ଜୟ ଜୟ ଜଗନ୍ନାଥ 🙏🙏🙏🙏
@rohitgope4125
@rohitgope4125 17 күн бұрын
ଏହା ପାଇଁ ଓଡ଼ିଶା ଲୋକକୁ ମୂର୍ଖ କହନ୍ତି ଏ ସ୍ତ୍ରୀ ଲୋକ ଆଉ ଏ ରିପୋର୍ଟର ମହାନ୍ ଲାଗୁଚି ଚାରିଦ୍ୱାର ପୁରୀ ରେ ପ୍ରଥମ ଥର ଖୋଲା ହେଲା
@user-kj6kt6ck5q
@user-kj6kt6ck5q 17 күн бұрын
ହଁ ତତେ କହିଥିଲେ ଠାକୁର
@prasantdash1350
@prasantdash1350 17 күн бұрын
ମାଳିକା ବଚନ ପଢ଼ ବୁଝି ପାରିବ
@Skybluewindcool
@Skybluewindcool 17 күн бұрын
​@@prasantdash1350Malika bachana hisabare ta pruthibi dhansa heijiba katha eparyanta 😂😂😂
@suchitranahak7618
@suchitranahak7618 17 күн бұрын
Right 👍, it may be a big cause
@SaumendraGarabadu-sq2vr
@SaumendraGarabadu-sq2vr 17 күн бұрын
ଆଲୋ ମାଉସୀ ଆବାହମାନ କାଳରୁ କଣ ଚାରି ଦୁଆର ବନ୍ଦ ଥିଲା ନା ନବିନ ସରକାର ବନ୍ଦ କରିଥିଲା
@bharatiyaainodia1885
@bharatiyaainodia1885 17 күн бұрын
ଆରେ ମୂର୍ଖ ଭଗବାନଙ୍କୁ ବିପଦ ଆଣିବା ବ୍ୟକ୍ତି ମର୍ତ୍ତ୍ୟରେ ଜନ୍ମ ହୋଇ ନାହାନ୍ତି । ତୁମେ ମୂର୍ଖ ବୋଲି ସମସ୍ତଙ୍କୁ ମୂର୍ଖ ବାନାଉଛ ।
@omm6324
@omm6324 17 күн бұрын
@@bharatiyaainodia1885 bhagaban nku bipada asipare
@harprasadsenapati3945
@harprasadsenapati3945 17 күн бұрын
Yekdam thik katha kahichanti bhai
@LaxmiDharaSahoo-yt4gv
@LaxmiDharaSahoo-yt4gv 17 күн бұрын
ଠିକ୍ କଥା
@tanmayranjandas9
@tanmayranjandas9 17 күн бұрын
ଚାରିଦ୍ଵାର କରୋନା ଭୁତାଣୁ ପାଇଁ ବନ୍ଦ କରାଯାଇଥିଲା , କରୋନା ପରେ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା , ତୋ ଏବେ ଖୋଲାଗଲା ଆଉ ମାଉସୀ କେଉଁ ମାଳିକା ପଢିଥିଲେ କେଉଁ ଭାଷାରେ ମାଳିକା ଲେଖା ଯାଇଛି ଟିକେ ପଚାରନ୍ତୁ, ଗୀତା ଭାଗବତ ର ପ୍ରଥମ ଶ୍ଳୋକ ଜାଣି ନଥିବା ଲୋକ ମାଳିକା ବିଷୟରେ ଟିପଣି କରୁଛନ୍ତି
@Stutee24
@Stutee24 17 күн бұрын
Correct
@Jay_Shri-Ram091
@Jay_Shri-Ram091 17 күн бұрын
୧୦୦%✓
@Rajesh-mh7cc
@Rajesh-mh7cc 17 күн бұрын
ତୁ ହେଉଛୁ ବଡ ମୂର୍ଖ ସେ ମାଉସି ନୁହେଁ
@arpitachoudhury2487
@arpitachoudhury2487 17 күн бұрын
Are singha dwara dae jagannath mahaprabhu asuchanti auu jauchanti 4dwara kebala baharaku asiba pain haechi bhitara ku jiba pain nuha 22pahacha re gadile mahaprabhu nka ra krupa rahe auu papa dhoijae tenu dwara khola jiba ki puni close kariba kn pain
@arpitachoudhury2487
@arpitachoudhury2487 17 күн бұрын
Singha dwara jiba pain hoithae asiba pain Anya dwara achi
@ashokpataniak1107
@ashokpataniak1107 17 күн бұрын
Rajya ku bipada asuchi sajag huantu odisha basi.andha bhakta huantuni.thakura chetabani deleni.jay jagannath
@santoshkumarpanda9968
@santoshkumarpanda9968 17 күн бұрын
Thik kahila bhai
@Stutee24
@Stutee24 17 күн бұрын
Thik kahila Bhai sabu gumara fitilani ,Alia safa hebe gotigoti.
@jagabandhumajhi-km1rn
@jagabandhumajhi-km1rn 17 күн бұрын
ଭଗବାନ ଯଦି ଏମିତି କରୁଛନ୍ତି ତା ହେଲେ ମୁ ଚାକିରୀ କରୁନି କଣ ପାଇ ଭଗବାନ ତୁମ ପାଇ ହେଇଛି
@manasranjan9369
@manasranjan9369 17 күн бұрын
ପ୍ରଭୁ ଅଚ୍ୟୁତ ବଚନ କେବେ ମିଛ ହେବ ନି, ବଡ଼ ଠାକୁର ପଡ଼ିବା ସହ ସେ କଥା ତୁଳନା କରନି ମା
@subashnayak4611
@subashnayak4611 17 күн бұрын
ୟେ ମାଇକିନିଆ ବୁଦ୍ଧି ଭ୍ରଷ୍ଟ ହେଇ ଯାଇଛି। ଶଳା ପୁଣି ଉଠେଇଲେ ଯେ ମାଳୀକା ରେ ଲେଖା ଅଛି ଗୋଟେ ନାରୀ ମୁଖ୍ୟମନ୍ତ୍ରୀ ହେବେ। ସେଇଟା ହେଇ ପାରିଲାନି। ପୁଣି କିଛି ଲୋକ କହୁଚନ୍ତି BJP ଆସିବାରୁ ଏମିତି ହେଲା ପୁଣି ଏ ମାଇକିନିଆ କହିଲାଣି ରତ୍ନ ଭଣ୍ଡାର ଖୋଲିବା ନେଇ ଏମିତି ହଉଚି ୧୯୭୮ ରେ ତ ରତ୍ନ ଭଣ୍ଡାର ଖୋଲି ଥିଲା କାଇଁ କିଛି ତ ହେଇନି। କି ଛୋଟ ପ୍ରକୃତି ର ଲୋକ ଓଡ଼ିଶା ରେ ଭଗବାନ୍ ଙ୍କୁ ନେଇ କାଇଁ ରାଜନୀତି କରୁଛ। ଏମିତି କାଇଁ ଭାବୁନ ଯେ ସେବାୟତ ଙ୍କ ଗୋଡ଼ ଖସି ଯାଇ ଏମିତି ହେଇଛି। ସେ ତ ଭଗବାନ୍ ସେ ସବୁ ଜାଣନ୍ତି। ଭଗବାନ୍ ଙ୍କ ଠାରୁ ତମେ ସଳେ ଅଧିକ ଭାବି ଦଉଚ।
@durgabatimarndi5721
@durgabatimarndi5721 17 күн бұрын
Pura thik bhai😅😅
@SidharthPrasadDas
@SidharthPrasadDas 17 күн бұрын
ଆଙ୍କୁ ସଦ ବୁଦ୍ଧି ହେଉ, ଏ ସେ ରତ୍ନ ଭଣ୍ଡାର ପଛରେ ପଡିଛନ୍ତି,
@manasranjan9369
@manasranjan9369 17 күн бұрын
4 ଦ୍ଵାର ଆଗରୁ ବି ଖୋଲି ଥିଲା କିଛି ବର୍ଷ ହେବ ବନ୍ଦ ହେଇଚି , ମାଳିକା ରେ ଏମିତି ଲେଖା ହେଇନି 4 ଦ୍ଵାର ଖୋଲିଲେ ଏମିତି ହେବ , ଆଉ କିଛି ସଂକେତ , ମହା ପ୍ରଳୟ ହେବ ହେଇକି ରହିବ କିନ୍ତୁ ପାପି ବିନାଶ ହେବେ ଯୋଉ ମାନେ ସତ୍ ରେ ଅଛନ୍ତି ସେ ମାନଙ୍କ ର ନୁହେଁ
@bapimurmu8924
@bapimurmu8924 17 күн бұрын
ଏତେ ବି ବିପୋଦ କୁ ଡରିବା କଥା ନୁହଁ,, ସାରା ଜଗତ କୁ ସାକ୍ଷାତ୍ ଦେଖୁଛନ୍ତି ,, ବିପୋଦ ଆସିଲେ ବି ତାକୁ ସମାଧାନ କରିବା ଉପାୟ ନିହାତି କହିବେ,, ଜୟ ଜଗନ୍ନାଥ 🙏🙏
@maheswarbiswal8232
@maheswarbiswal8232 17 күн бұрын
ନାଣ୍ଡିଘୋଷା ଟିଭିର କାମ କିଛି ନାହିଁ ।କିଛି ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଡକାଇ ଏଭଳି ଅପପ୍ରଚାର କରିବା ବନ୍ଦ କରାନ୍ତୁ । ଚାରିଦ୍ବାର ତ ଆଗରୁ ଖୋଲାଥିଲା, କାହିଁ କିଛି ଅଘଟଣ ନଥିଲା । ରତ୍ନ ଗଣତି ଆଗରୁ ହୋଇଛି, କେତେ ଅଘଟଣ ହୋଇଛି କାହିଁ ମାଳିକା କିଛି କହିଥିବାର ନଜିର ଅଛି କି ? ନିନ୍ଦୁକ ବାର୍ତ୍ତାରୁ ଦୁରେଇ ରହିଲେ ସମାଜର ମଂଗଳ ହେବ ।
@nationalanthem9596
@nationalanthem9596 17 күн бұрын
ଚାରି ଦ୍ୱାର ଆଗରୁ ଖୋଲାଥିଲା କି... ତାହେଲେ ସେ ଅପପ୍ରଚାର କାରି ବିଜେପି kahniki କହୁଛି ମୁଁ ଖୋଲିଦେଲି ଚାରିଦ୍ୱାର.... ବିଜେପି ସରକାର ଆସିଲେ ଚାରିଦ୍ୱାର ଖୋଲିବ.... ମିଛ ର ଗୋଟେ ସୀମା ଥାଏ....
@mrrandom6428
@mrrandom6428 17 күн бұрын
Otv kn bala News dekhauchi ki
@umakantapanigrahy3616
@umakantapanigrahy3616 17 күн бұрын
ଆଗରୁ ଚାରିଦ୍ୱାର ଆଗରୁ ଖୋଲା ଯାଇଥିଲା ବର୍ତ୍ତମାନ ନୂତନ ଭାବେ ଖୋଲା ହୋଇନି
@mangulicharanjena7380
@mangulicharanjena7380 17 күн бұрын
Right
@Adityafoodandvlogs
@Adityafoodandvlogs 16 күн бұрын
Thik katha kahile emane kn agaru puri asinathile na kn
@jharjhuricreations7524
@jharjhuricreations7524 17 күн бұрын
ପୁରୀ ରେ ଅତି ଅନ୍ୟାୟ ଅତ୍ୟାଚାର ହଉଛି, ଆଉ ସେଠି କାର ପଣ୍ଡା ମନେ ବି ଲକଙ୍କ ଠୁ ଲୁଟି କି ନେଉଛନ ବୋଲି ଏମିତି ଘଟଣା ଘଉଟିଛି, କଥାରେ ଅଛି ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ
@adityakumarparamgurumahapa3719
@adityakumarparamgurumahapa3719 17 күн бұрын
ସମସ୍ତେ ସଜାଗ ରୁହନ୍ତୁ ବହୁତ୍ ବଡ଼ ବିପଦ ଆସିବାକୁ ଯାଉଛି। 🔥 ଜୟ ଜଗନ୍ନାଥ 🔥🔥
@omm6324
@omm6324 17 күн бұрын
@@adityakumarparamgurumahapa3719 bipada asile taku kehi atkei paribeni
@baikunthacharanrout7754
@baikunthacharanrout7754 17 күн бұрын
It's a good message For society 🙏🙏🙏
@debendranarayandash9040
@debendranarayandash9040 17 күн бұрын
ଚାରି ଦ୍ବାର ଆଗରୁ ଖୋଲାଥିଲା ପୂର୍ବ ବର୍ଷ ଜଗନ୍ନାଥ ମହାପ୍ରଭୁ ଖସିପଡ଼ିଥିଲେ ବ୍ରହ୍ମ ବିଭ୍ରାଟ ପରଠାରୁ ସେବାରେ ଏହିଭଳି ତୃଟି ହେଉଛି ପାଣ୍ଡୁ ନବୀନ ରାଜନୀତି କରି ଖାଇଦେଲେ ନୁଆ ସରକାରଙ୍କୁ ଏ ତୃଟିକୁ ସୁଧାରିବାକୁ ସମୟ ଲାଗିବ
@abakashmangaraj7585
@abakashmangaraj7585 17 күн бұрын
ଅତିସୁନ୍ଦର କଥା କହିଲେ ଭଉଣୀ ନିରାଟ ସତ୍ୟ କଥା
@jitendrabehera6843
@jitendrabehera6843 17 күн бұрын
କାହିଁକି ମିଛ କହୁଛ ଲୋକମାନଙ୍କୁ ଭୟଭୀତ କରୁଛ
@suchismitabiswal8470
@suchismitabiswal8470 17 күн бұрын
କିଛି ହୋଇନାହିଁ ବଳିଆ ଅଛନ୍ତି କାଳିଆ ଅଛି
@kishorekumarsabar5118
@kishorekumarsabar5118 17 күн бұрын
ଏ ସବୁ ଭଗବାନ କାଳିଆ ର ଲିଳା, ଏତେ ଡରୁଛନ୍ତି କାହିଁକି । ତମେ ସବୁ ଲୋକ କେହି ଭଲ ନୁହଁ ଚାରି ଦ୍ବାରା ଖୋଲ କହିଲାରୁ ଖୋଲିଲେ। ବନ୍ଦ୍ କର କହିବାରୁ ବନ୍ଦ୍ କରିଦେଲେ । ଯେଉଁ ସେବାୟତ ମାନେ ମୋ ବଡ଼ ଭାଇଙ୍କୁ ତଳେ ପକାଇ ଦେଇଥିଲେ ସେମାନଙ୍କ ପେଟ ଦେଖନ୍ତୁ । ମୋ ବଡ଼ ଭାଇଙ୍କୁ ଯେଉଁ ମାନେ ଜାଣି ଶୁଣି ତଳକୁ ପକାଇ ଦେଲେ ସେମାନଙ୍କୁ ସେବାୟତ ପଦରୁ ବାହାର କରିଦିଅନ୍ତୁ । ମୋ ବଡ଼ ଭାଇଙ୍କୁ ଦରିବାରେ ଏମାନଙ୍କ ପାଖରେ ଶକ୍ତି ନାହିଁ ଏମାନେ କି ସେବାୟତ। ସମସ୍ତେ ମାଳିକା ମାଳିକା ହେଉଛନ୍ତି ମାଳିକା ରେ କ'ଣ ଗଛ ଗୁଡ଼ିକୁ କାଟି ଦେଇ ଘରେ ଘରେ ଗୋଟିଏ ଗୋଟିଏ ଏସି ଆଣି ଲଗେଇବା ପାଇଁ ଲେଖା ଅଛି କି । ଆମେ ସମସ୍ତେ ଭୁଲ୍ ରାସ୍ତାରେ ଚାଲିବାକୁ ଆରମ୍ଭ କରିଦେଲେଣି । ନାରୀ ମାନେ ଜଣେ ଜଣେ ସାକ୍ଷାତ ନାରାୟଣୀ । ଯଦି ନାରୀ ମାନେ ହିନ୍ଦୁ ଧର୍ମ କୁ ଭୁଲି ବାହାର ଦେଶର ବେଶ ପୋଷାକ ଧାରଣ କରି ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରେ ମାଳିକା ରେ ଯାହା ଲେଖା ଥିବ ସେୟା ହିଁ ହେବ ।
@srikantarauta8200
@srikantarauta8200 17 күн бұрын
ପାପର ଘର ଅଧିକ ହେଇଗଲାଣି ରାଜନୀତି ପାଇଁ ଭଗବାନକୁବି ଛାଡିଲେନି ନାରୀନିଜ୍ୟାତନା ଖାଲି ପଇସା ପାଇଁ ପୁଅ ମା ବାପାଙ୍କୁ ବି ଭୂଲି ଗଲେ ଧର୍ମ ବୋଲି କିଛି ରହି ଲାନି ଆଗକୁ ଆଉ କଣ ହୋଉଛି ଦେଖ ଜୟ ଜଗନ୍ନାଥ 🙏
@sanjaysahoo9885
@sanjaysahoo9885 17 күн бұрын
ଜୟ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ରକ୍ଷା କର
@laxmidharjena7759
@laxmidharjena7759 17 күн бұрын
କିଛି ହେବନାହିଁ, ଲୋକଙ୍କୁ ଡରାଅ ନାହିଁ,କେତେ ଖାଇଛନ୍ତି କେତେ ଅଛି ସମସ୍ତେ ଜାଣିବା ଦରକାର।
@RaniAnkita-g2x
@RaniAnkita-g2x 17 күн бұрын
ହଁ ମଁ jai Bjp Sarkar😂
@manjulatajena8645
@manjulatajena8645 17 күн бұрын
Bahu barsa helani ratna bhandar khola hei ni ...tu kn kahu chu kete khai Chanti boli ....tu au ta paribar kete khai cha ki ....
@Skybluewindcool
@Skybluewindcool 17 күн бұрын
​@@manjulatajena8645Nabin au pandu khaichanti sabu ugalibe dharapadibe sethi pai tama mana nku bahut badhi jauchi 😂😂😂
@snehamohanty5705
@snehamohanty5705 17 күн бұрын
Haba next year jaha ghati thila tike bhaba
@snehamohanty5705
@snehamohanty5705 17 күн бұрын
Next year jagannath tike ratha upare tali padithile samaste kahile kichi habani emiti hue kintu taa 2 month pare bahanagare train accident hela na nai
@KanhuPahan
@KanhuPahan 17 күн бұрын
ଚାରି ଦୁଆର ସବୁଦିନ ଖୋଲା ଥିଲା ଲାଗୁଚି ଏ ମହିଳା ଜଣଙ୍କ ମନ୍ଦିର ଆଗରେ ନବୀନ ଭଜନ ଗାଉଥିଲେ ଲାଗୁଚି
@sampaddas5827
@sampaddas5827 17 күн бұрын
ସେ ଲୀଳା ମୟ ତାଙ୍କ ଲୀଳା କେହି ଜାଣିପାରନ୍ତି ନାହିଁ ଏହା ବି ତାଙ୍କର ଲୀଳା ଠିକ୍ ସମୟ ଆସିଲେ ସେ କହିଦେବି । କିନ୍ତୁ ଓଡ଼ିଆ ଜାତି ର ମାନ ଆଜି ଚାଲିଗଲ 😮
@shaktimandalei2736
@shaktimandalei2736 17 күн бұрын
Jay Jagannath 🙏🙏🙏🙏🙏🙏
@user-ue5oj3rj4d
@user-ue5oj3rj4d 17 күн бұрын
Right 100%
@soumyaranjanswain6277
@soumyaranjanswain6277 17 күн бұрын
ଆମେ ଆମ ଠାକୁରଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ବହୁତ୍ ଇଛୁକ ଆମ ଉତ୍କଳ ପ୍ରଦେଶ କେତେ ଧନୀ ଆମ ପ୍ରିୟ ବଡ ଠାକୁର ଓଡ଼ିଆ ଜାତିର ଆରାଧ୍ୟ ଦେବତା ତାଙ୍କ ସମ୍ପତି ଲୋକ ଲୋଚନକୁ ଆସିଲେ ଦେଶ ଦୁନିଆ ଜାଣିବ। ଆମ ଓଡ଼ିଆ ଜାତିର ନାମ ଗୌରବ ହେବ ଆଉ ଆମ ପୂର୍ବ ପୁରୁଷ ଲୋକ କେତେ ଶକ୍ତିଶାଳୀ ଆଉ ପରାକ୍ରମୀ ଥିଲେ ତାହା ଜଣା ପଡ଼ିବ। ଲୋକ ଲୋଚନକୁ ଆସିନି ବୋଲି ଆଜି ଆମେ ପଛରେ ଅଛୁ ସବୁ ଆଡେ ଓଡିଆ ଆଉ ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଅଲଗା ମନ୍ଦିରର ଧନ ସଂପତ୍ତି କଥା ଲୋକେ ଜାଣିଛନ୍ତି ଏସବୁ ଲୋକ ଲୋଚନକୁ ଆସିଛି ବୋଲି ଆହୁରି ଅଧିକା ଲୋକ ଆସୁଛନ୍ତି ଆଉ ଧନ ସମ୍ପତି ସୁନା ଗହଣା ଦାନ ମଧ୍ୟ ବଢୁଛି ଆମର ମଧ୍ୟ ବଢ଼ିବ ଆଉ ଓଡ଼ିଶା ଧନୀ ହେବ। ଲୋକଙ୍କୁ ଆହୁରି ରୋଜଗାର ମିଳିବ ଯେତେ ଅଧିକ ପର୍ଯ୍ୟଟକ ଆମ ଅଞ୍ଚଳକୁ ଆସିବେ
@riteshgamer65
@riteshgamer65 17 күн бұрын
ଯେଉଁମାନେ ଏପରି ପ୍ରଚାର କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବା ଉଚିତ । ରତ୍ନ ଭଣ୍ଡାର ଖୋଲିକି ସବୁ ଖାଇ ସାରିଛନ୍ତି ଏଣୁ ଧାରା ପଡିବା ଭୟରେ ତାଙ୍କ ପିଲେହି ପାଣି ହେଉଛି ।
@bharatpradhan8855
@bharatpradhan8855 17 күн бұрын
Jay jagannath🙏🙏🙏
@SMILAN_143
@SMILAN_143 17 күн бұрын
ବ୍ୟସ୍ତ ହୁଅନି ସମୟ ଖୁବ୍ ନିକଟରେ ମାଝି ଶାସନରେ ସବୁ ଯିବେ ସିଝି 😂😂😂😂
@anandamohakuda4943
@anandamohakuda4943 17 күн бұрын
😅😅
@nakulnaik1423
@nakulnaik1423 17 күн бұрын
ସବୁ କାଳିଆ ଙ୍କ ଲୀଳା, ରାଜନୈତିକ ମାନସିକତା ନେଇ କୌଣସି ବ୍ୟକ୍ତି ନିର୍ଦ୍ଧିଷ୍ଟ କି ସରକାର ଙ୍କୁ ଦାୟୀ କିମ୍ବା ଆକ୍ଷେପ କରିବା ଆଦୌ ଠିକ ନୁହଁ, କାରଣ ତୁମ ଭଳି ମ୍ଳେଛ ଙ୍କ ପାଇଁ ହିଁ କଳ୍କୀ ଜନ୍ମ 🙏🙏ଜୟ ଜଗନ୍ନାଥ 🙏🙏🙏🙏
@SantaliKingOfficial
@SantaliKingOfficial 17 күн бұрын
ଟିକେ କହିବେ କି କେଉଁ ସରକାର ଥିଲେ ଲୋକ ସିଝୁ ନଥିଲେ, ଆଉ ଏଥର କେଉଁ ସରକାର ରହିଥିଲେ ସେ ଲୋକ ଜମା ସିନି ନଥାନ୍ତା?
@user-vu7iy6lt5d
@user-vu7iy6lt5d 17 күн бұрын
ବିନାଶ କାଳେ ବିପରୀତ ବୁଦ୍ଧି ଇଶ୍ୱର ଙ୍କୁ ମଣିଷ ଖେଳନା ଭାବି ଲେଣି ଯେତେବେଳେ ବିପଦ ଆସିବ ସେତେବେଳେ ତ୍ରାହି ତ୍ରାହି ଅପେକ୍ଷା କରନ୍ତୁ ଆଗକୁ କଣ ହଉଛି ଭାଗବାନ ଙ୍କୁ ନେଇ ଓଡିଶା ରେ ରାଜନୀତି ଏତେ କଣ ପାଇଁ
@madhusmitasa325
@madhusmitasa325 17 күн бұрын
ସମ୍ପୂର୍ଣ ଭୁଲ. ଆଲ ମାଉସୀ ଦିନେ ଜନ୍ମ ଆଉ ଦିନେ ମରଣ ଏହା ହେଉଚି ସଂସାର ର ନିୟମ, ମଣିଷ କେବଳ ଗୋଟେ ଅଂଶ. ମାଳିକା କହୁ କିମ୍ବା ଗୋଟେ ସାଧାରଣ ମଣିଷ କହୁ ସବୁ କିଛି ମିଛ ମାୟା ରେ ଚାଲିଚି ଏ ସଂସାର. ଆଲ ମାଉସୀ ଯାହା ଘଟିବା ର ଥିବ ତାକୁ ମାଳିକା କିମ୍ବା ଏ ମଣିଷ ସମାଜ ତାର ସମାଧାନ ର ବାଟ ଖୋଲି ପାରିବେନି. ଆମ କପାଳ ରେ ଯାହା ଲେଖା ହେଇକି ଆଚିଛି ତାକୁ କେହି ଲିଭେଇ ପାରିବେନି. ଆଜି ଯୋଉ ଦୁର୍ଘଟଣା ଟି ହୋଇଚି ସେ ସବୁ କିଛି ନୁହଁ, କାଲି ଯୋଉଟା ବି ହେବ ତାକୁ ନେଇ ଚିନ୍ତା କରିବାର ନାହିଁ. ଯାତ୍ରା ମଞ୍ଚ କୁ ଆସିଚେ ମାନେ ସବୁ ଦୁଃଖ କଷ୍ଟ କୁ ନେଇ ଅଭିନୟ କରିକି ଯିବାକୁ ପଡିବ. ଆମ ସହିତ ଯାହା ବି ଘଟୁଚି ତାକୁ ନିଜର ଭଗ୍ୟ ବୋଲି ମାନି ନେବାକୁ ପଡିବ ଆଉ ସମୟ ସହିତ ମଧ୍ୟ୍ୟ ହାତ ମିଶେଇ ଚାଲିବାକୁ ପଡିବ.ମିଛ ମାୟା ସଂସାର ଏଠି କେହି ନୁହଁ କାହାର ସ୍ୱୟଂ ଭଗବାନ ବି ଆମର ନୁହଁନ୍ତି. ଜନ୍ମ ଅଛି ମାନେ ମରଣ ସୁନିଶ୍ଚିତ ଆଉ ମରଣ କଉ ରୁପ ନେଇ ଆସିବ ସେ କଥା ଆମ କପାଳ ରେ ଆଗରୁ ଲେଖା ହେଇକି ଆସିଚି. ମଣିଷ ନିମିତ ମାତ୍ର.
@dhananjayhotta8857
@dhananjayhotta8857 17 күн бұрын
Right 👍
@brajakishorepadhi4022
@brajakishorepadhi4022 17 күн бұрын
ଜଣେ କହିବ ଖୋଲ ଜଣେ କହିବ ଖୋଲ ନାହିଁ। ସତ୍ଯ ପ୍ରକାଶିତ ହେଉ ଧର୍ମ ର ଜୟ ହେଉ। ପୂର୍ବରୁ ରୁ ରତ୍ନ ଭଣ୍ଡାର ରତ୍ନ ଗଣା ଯାଇଥିଲା।
@mayurakshinayak1638
@mayurakshinayak1638 17 күн бұрын
Agarubi khola heithila kintu prabhu nakara muksha rantna bhandara khola jainahi ajijae seita gupttare achhi taku kholibaku bjp chahuchi kan pai
@mayurakshinayak1638
@mayurakshinayak1638 17 күн бұрын
Niriha loka mananku nei rajaniti karucha taparebi mana santihauni bhagaban nku nei rajaniti karucha
@balaramnanda9224
@balaramnanda9224 17 күн бұрын
ଏମାନେ ଗୋଟେ ଗଜ ମୂର୍ଖ ଭଗବାନ ଙ୍କୁ କିଏ କଣ କରିପାରିବ ସବୁ ତାଙ୍କର କିଏ ବା କରି ପାରିବ
@jbjmotivetion123
@jbjmotivetion123 17 күн бұрын
ଠାକୁର କଣ ନିଜକୁ ରକ୍ଷା କରିପାରୁନାହାନ୍ତି,ଏମିତି କଥା କୁହନ୍ତୁନି, ତାଙ୍କୁ କିଏ ପକାଇ ଦେଇଛି 🥱
@JPMD_RAJEEB
@JPMD_RAJEEB 17 күн бұрын
ମାଉସୀ ତୁମେ ତ ନନ୍ଦିଘୋଷ Tv ମାଧ୍ୟମରେ ପୋପୁଲାର ହେଲ ଆଉ ଅସୁବିଧା କଣ, ଏବେ ତୁମେ KZbin ରେ ଗୋଟେ channel ଖୁଲ, ଆଉ ମାଳିକା ଵିଚାର କର ଆମ୍ଭେ ମାନେ ଦେଖିବୁ, ଜୟ ଜଗନ୍ନାଥ 🙏🙏🙏
@user-qo7bc3sl2s
@user-qo7bc3sl2s 17 күн бұрын
😂😂
@mikuvlogstuber
@mikuvlogstuber 17 күн бұрын
She is Right ❤jay Jagannath 🙏🚩
@user-iu3bj2sy4z
@user-iu3bj2sy4z 17 күн бұрын
ନବୀନ ପଟ୍ଟନାୟକ ଙ୍କ ସମୟ ରେ ଶ୍ରୀମନ୍ଦିର ରୁ ପଥର ଖସି ଥିଲା,ରୋଷେଇ ସାଳ ଚୁଲି କେହି ଜଣେ ଭାଙ୍ଗି ଦେଇଥିଲା ସେ ସମୟରେ ମାଳିକା କଥା ଭୂଳିଯାଇଥିଲା କି ନନ୍ଧିଘୋଷ ଟିଭି ଏଥିରେ କୌଣସି ସରକାର ଙ୍କ ଭୁଲ ନାହିଁ ବର୍ତ୍ତମାନ ସମୟ ଜୋ ପ୍ରକାର ତୁମ ସ୍ତ୍ରୀ ଗର୍ଭବତୀ ହେଲେ ମଧ୍ୟ ବିଜେପି ସରକାର କରିଦେଲେ ବୋଲି କହିବା ଆଉ ରହିଲା ରତ୍ନଭଣ୍ଡାର ଖୋଲିବା କଥା ନବୀନ ଆଉ ପଣ୍ଡିଆନ ସବୁ ଲୁଟି ସାରିଛନ୍ତି ଆଉ ବାଳ ଅଛି ଯେ bjp ସୁଁପାମ୍ପୁଡ଼ି ଖାଇବ 😂😂😂😂😂
@BijaydasDasbijay
@BijaydasDasbijay 17 күн бұрын
ଆରେ ମୂର୍ଖ ଯଦି ଏ ସଂସାରକୁ ବିପଦ ଆସିବ କେବଳ ନାରୀ ମାନଙ୍କ ପାଇଁ, ମହିଳା ମାନଙ୍କ ପାଇଁ l ଯେଉଁ ମହିଳା ଜଣଙ୍କ ମାଳିକା ବିଷୟରେ ପ୍ରବଚନ ଦେଉଛି ସେ ଜାଣିବା ଦରକାର ଯେ ଯଦି ପ୍ରବଚନ ଦେଉଛ ତାହାହେଲେ ନିଜ ଘରେ ଚାରି କାନ୍ଥ ଭିତରେ ନିଜ ପରିବାରକୁ ପ୍ରବଚନ ଦିଅ, ନିଜ ରୋଷେଇ ଘରେ ପ୍ରବଚନ ଦିଅ, ନିଜ ପରିବାରକୁ ସୁ -ସନ୍ତାନ ଦେଇ ସେମାନଙ୍କୁ ସୁ -ସଂସ୍କାର ଦେଇ ଗୋଟେ ଭଲ ମଣିଷ ଟିଏ ତିଆରି କର, ଏଠି ଆସି ପ୍ରବଚନ ଦିଅ ନାହିଁ l ଏ ସମାଜରେ, ଏ ସଂସାରରେ, ଏ ସୃଷ୍ଟି ରେ ଯାହା ସବୁ ବିପଦ ହେଉଛି ବା ହବ ସବୁ ସେଇ ନାରୀଙ୍କ ପାଇଁ l ଆପଣ ଆମର ଧର୍ମଗ୍ରନ୍ଥ ସବୁ ଦେଖନ୍ତୁ ରାମାୟଣ ରେ ସେହି ନାରୀ ପାଇଁ ହିଁ ସୃଷ୍ଟି ନାରୀ ପାଇଁ ବିନାଶ, ମହାଭାରତ ଦେଖନ୍ତୁ ସେଇ ନାରୀ ପାଇଁ ସୃଷ୍ଟି ସେଇ ନାରୀ ପାଇଁ ହିଁ ବିନାଶ l ଯଦି ଏ କଳି ଯୁଗ ବିନାଶ ହେବ ସେଇ ନାରୀ ମାନଙ୍କ ପାଇଁ l ନାରୀ ବିହୁନେ ସୃଷ୍ଟି ନାଶ, ନାରୀ ବହୁଳେ ସୃଷ୍ଟି ନାଶ l ଲକଡାଉନ କେବଳ ଦୁଇଟି ଜାଗାପାଇଁ ଉଦିଷ୍ଟ l ଗୋଟିଏ ହେଲା ନାରୀ ଅନ୍ୟଟି ମହାମାରୀ l
@saratranjanbehera6661
@saratranjanbehera6661 17 күн бұрын
ବୋଧେ ନବୀନ ସରକାର ଅବା ତା ପୂର୍ବ ସରକାରରେ ଏମିତି ଅଘଟଣ କେବେ ହୋଇ ନ ଥିଲା... ଏମିତି ଅଘଟଣ ମୋହନ ସରକାର ର ଅପୂର୍ବ ସଫଳତା ବୋଲି କହିବା..... 👍
@rajeshofficialnk4709
@rajeshofficialnk4709 17 күн бұрын
BJP andha bhakt zindabad 😂😂😂😂😂
@narayandas369
@narayandas369 17 күн бұрын
କେଉଁ ମାଲିକାର ଲେଖା ପଢି ଥିଲୁ
@tikikuna3864
@tikikuna3864 17 күн бұрын
ପ୍ରଭୁଙ୍କର ପରିକ୍ଷା ଯେ ମୋତେ ଠିକ ସେ ଧରିଛନ୍ତି ନାଁ ନାଇଁ ସେବାୟତ ଠିକ୍ ସେ ଧରି ନ ଥିଲେ ସେଥିପାଇଁ ପ୍ରଭୁଗଳି ପଡ଼ିଲେ ପ୍ରଭୁଙ୍କ ଇଛା ରେ ସସାଂର ଚାଲେ ମାଉସି
@truptiranjan863
@truptiranjan863 17 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻 ରତ୍ନ ଭଣ୍ଡାର ଖୋଲା ହେବ ମାନେ ଆହୁରି ଅଧିକ ହେବ, ଘରେ ଘରେ ଚୋର ଡକାୟତ ପଶିବେ,ନାରୀ ନିର୍ଯାତନା,ରାହାଜାନୀ ଅଧିକ ହେବ ଓ ଓଡ଼ିଶାର ଜଣେ ମୂଖ୍ୟ ବ୍ୟକ୍ତି ବିଶେଷଙ୍କ ଦୁର୍ଘଟଣା ହେବ 😢
@ArtByabhi01
@ArtByabhi01 17 күн бұрын
Tame kariba😂
@kalyanpanda5885
@kalyanpanda5885 17 күн бұрын
ଅସାଧାରଣ ମହିଳା
@mysarthakcreations
@mysarthakcreations 17 күн бұрын
Saman Alajya Sadrusa😮
@theinsidestory6514
@theinsidestory6514 17 күн бұрын
ଗଣା ହଉ ଅଛି କି ପୂର୍ବ ବିଜେଡି ସରକାର ବିକି ଖାଇଛି ଭାଗବାନ ଜାଣନ୍ତି
@pratapsahoo1574
@pratapsahoo1574 17 күн бұрын
ପ୍ରକୃତ କଥା ହଉନ ସେବାରେ କିଛି ଭୁଲ ରହିଗଲା
@khageswarseth3165
@khageswarseth3165 17 күн бұрын
Jai jagnnath dekha bjp sarkar chari duar kholiba ra parinati
@santoshkumarpanda9968
@santoshkumarpanda9968 17 күн бұрын
Pura thik kahila bhai 😊 bhagwan ka name ku neiki rajaniti kale emiti haba
@facetoface2156
@facetoface2156 17 күн бұрын
ମୁହଁ କୁ ଲାଜ ନାହିଁ । ମାଳିକାର କେଉଁ ପୃଷ୍ଠାରେ ଲେଖା ଅଛି ମାତେ ?? ଈଶ୍ୱରଙ୍କ ପ୍ରତି ଭକ୍ତି ରହୁ । କିନ୍ତୁ ଦେଖି ବୁଝି ଯୁକ୍ତି ସଙ୍ଗତ ଓ ତର୍କସିଦ୍ଧ ହେଲେ ଯାଇ ଗ୍ରହଣ କରନ୍ତୁ । ପଛପଟୁ ଦଉଡି ଟା ଠିକ୍ ସେ ଭିଡ଼ି ନ ଥିଲେ କି ହାତରୁ ଖସି ଗଲା ବୋଲି ବଡ଼ ଠାକୁର ଟିକେ ମୁହଁ ଝୁଙ୍କି ଯାଇ ସେବାୟତଙ୍କ ଉପରେ ପଡିଗଲେ.... । ପ୍ରାୟ ତିନିଦିନ ହେଲା ରଥ ଉପରେ ବସି ବସି ଢାଇଁ ଢାଇଁ ଘଣ୍ଟ , ଲୋକ କୋଳାହଳରେ ରହି ରହି ମୁଣ୍ଡ ଟିକେ ବୁଲେଇ ଦେଲା...ଠାକୁର ଟିକେ ଝୁଙ୍କି ପଡ଼ିଲେ.... କିଛି ଅସୁବିଧା ନାହିଁ.... ଏଇତ ଲୀଳା ଆଉ କଣ ?? ଭୁଲ୍ କାହାର ?? "ନିଜେ ନିଜକୁ ହିଁ ରକ୍ଷା କର ଆମେ ତ ଛାର ମଣିଷ ମାତର"
@mysarthakcreations
@mysarthakcreations 17 күн бұрын
He Mahabahu sabu ta tuma lila🙏🙏🙏
@sushantkumarmoharana7567
@sushantkumarmoharana7567 17 күн бұрын
ଆଜ୍ଞା ପ୍ରଣାମ ଆପଣ ଠିକ୍ କଥା ଟି ଲେଖୀ ଛନ୍ତି।
@Stutee24
@Stutee24 17 күн бұрын
Pura thik katha kahichanti🙏🙏
@gamerrembo
@gamerrembo 14 күн бұрын
ତାହାହେଲେ, ଚାରିଦ୍ୱାର କାହିଁକି ତିଆରି କରାଯାଇଥିଲା ଏବଂ ରତ୍ନ ଭଣ୍ଡାର କାହିଁକି କରାଯାଇଛି... ଚାରିଦ୍ୱାର ଖୋଲିବା ପାଇଁ ନା ଏବଂ ରତ୍ନଭଣ୍ଡାର ର ସବୁ ରତ୍ନ କୁ ସାଇତି ରଖିବା ପାଇଁ... ରତ୍ନ ଭଣ୍ଡାର ର ରକ୍ଷଣ ପାଇଁ ଖୋଲିଲେ କଣ ଅସୁବିଧା ଅଛି କି...
@rajeshdalei6454
@rajeshdalei6454 17 күн бұрын
ମାଳିକା ବଚନ ସତ୍ୟ । କିନ୍ତୁ ଚାରି ଦ୍ଵାରା ଆଗରୁ ଖୋଲା ଥିଲା କୋଭିଡ ପରଠୁ ବନ୍ଦ ଥିଲା , ଏ ମହିଳା ମାଳିକା ନୂଆ ମାଳିକା ଲେଖିବ ବୋଧେ l ଏହା ପରେ ବି ଆଗରୁ ରତ୍ନ ଭଣ୍ଡାର ଖୋଲିଛି, ଏବେ ଖୋଲିଲେ ଅସୁବିଧା କଣ l ମନରେ ଭୟ ରହିବା ସ୍ଵାଭାବିକ , ହେଲେ ଭକ୍ତି ବି ରହିବା ଦରକାର ଭକ୍ତଙ୍କ ମନରେ ଡର ସୃଷ୍ଟି କରିବା ଏକ ନିନ୍ଦନୀୟ କଥା ।
@chhatishchandramohanta3776
@chhatishchandramohanta3776 17 күн бұрын
BJP sasan Odisha ku maha bipad ra abhas....
@sagarbiswal1502
@sagarbiswal1502 17 күн бұрын
Bjd ta sabu choduthila au
@user-sk9fu5jz3m
@user-sk9fu5jz3m 17 күн бұрын
Han re magiha ta pali aga padiba
@amiyakumarsethy3718
@amiyakumarsethy3718 17 күн бұрын
Han ta
@hirosethi8929
@hirosethi8929 17 күн бұрын
ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲିବା ଫଳରେ ଏହି ଅଘଟଣ ଘଟୁଛି ,ଆଗରୁ କେବେ ଏମିତି ହୋଇନାହିଁ
@BMJVLOG143
@BMJVLOG143 17 күн бұрын
Charidwar kana pain heichi ... bandh kariki rAkibar tile dwar khainki karutile😂
@i_amhbb
@i_amhbb 17 күн бұрын
​@@BMJVLOG143 re murkha google kara janibu jadi 22 pahacha deiki jaanti mokhsya mile... Sigha dwara deiki prabesh kale bhala hue.. Kebela gajapati jane hin matra south gate deiki jaanti.. Jadi singha dwara deiki jibe baja bajani bajeiki jibe.. ama prachin parampara eta
@dillipdillip5471
@dillipdillip5471 17 күн бұрын
ତୁ ବଡ଼ ପଣ୍ଡିତିଆଣି, କୋଉଠୁ ଶିଖିଲୁ ସବୁ,
@debabissi4623
@debabissi4623 17 күн бұрын
Charidwar kebethu band au kebethu khola thila ki
@khitishkumaramanta9301
@khitishkumaramanta9301 17 күн бұрын
Pagal,tu,gote,pandu,ra,chatukar,bodhe,murkha,4dwara,sadabele,khola,thila, carona pain,bandha,thila,😊😊😊
@ssentertainment4591
@ssentertainment4591 16 күн бұрын
ପ୍ରଭୁ ଜଗନ୍ନାଥ ତମ ଘରକୁ ପଳେଇ ଯିବେ ଆଉ। ବେଲଜ୍ୟା ମହିଳା ଟିଏ ତମେ। ତମେ ଭୁଲି ଯାଉଛ ବୋଧେ କର୍ମ ନେଇ ଫଳ। ସେବାୟତ ମାନଙ୍କର କିଛି ତ୍ରୁଟି ପାଇଁ ଏଭଳି ଘଟଣା ଘଟିଲା। କଥା କୁ ଆଉ ବେଶୀ ରଙ୍ଗିନ କରନାହିଁ।
@rakeshshyamsundar5402
@rakeshshyamsundar5402 17 күн бұрын
ମଲା ମୂର୍ତ୍ତି ପଛରେ କାହିଁକି ଧାଉଁଛ ସତ୍ଯ କେବଳ ଯୀଶୁ ,ସେ ଜୀବିତ ,ତାହାଙ୍କୁ ବିଶ୍ବାସ କଲେ ଜୀବନ ପାଇବ ଯେଣୁ ଯୀଶୁ କହିଲେ ମୁଁ ପଥ, ସତ୍ଯ ଓ ଜୀବନ। ଯୋହନ:୧୪:୬
@user-sj6vw5kw7h
@user-sj6vw5kw7h 17 күн бұрын
ଏ ମା ଜାହା କହିଛନ୍ତି ସତ୍ୟ ଜୟ ଜଗନ୍ନାଥ
@Skybluewindcool
@Skybluewindcool 17 күн бұрын
Sarathi baba ra PA ae mahila janaka
@user-ku5on9pv6m
@user-ku5on9pv6m 17 күн бұрын
Thhik madam
@jetendramajhiofficial6405
@jetendramajhiofficial6405 17 күн бұрын
ଭଗବାନ ଆମକୁ ଗଢ଼ିଛନ୍ତି ଆମେ ଭଗବାନ ଙ୍କ ଅନୁସାରେ ଚାଲିବା ଆଉ ଯଦି ଆମେ ଭଗବାନ ଙ୍କୁ ତିଆରି କରି ଆମ ଅନୁସାରେ ଭଗବାନ ଙ୍କୁ ଚଳେଇଲେ ଭଗବାନ ମାନିବେ କି
@nowwithdream3367
@nowwithdream3367 17 күн бұрын
ମାଳିକା କଥା ସାତ ହବ ପାପ ବଢି ଚାଲିଛି ଦଣ୍ଡ ତ ଦେବେ ନା ଠାକୁର
@papun6732
@papun6732 17 күн бұрын
Right said 👍
@SubratSarangi-lh5iz
@SubratSarangi-lh5iz 17 күн бұрын
ଅ ଅଲକ୍ଷଣା ସରକାର ଆସିଲା ଏମିତି ହେଲା...
@kumarprahllada6197
@kumarprahllada6197 17 күн бұрын
ଏମିତି ଖବର ଏବେ କେବଳ ବିଜେଡ଼ିର ନନ୍ଦିଘୋଷ ନ୍ଯୁଜ୍ ଚ୍ୟାନେଲ୍ ହି ଦେଇ ପାରିବ।
@Jagannath123-wr2so
@Jagannath123-wr2so 17 күн бұрын
ପଣ୍ଡ ମାନେ ବହୁତ ଅନ୍ୟIୟ କରୁଚନ୍ତି ଭାଇ
@mohansahoo3942
@mohansahoo3942 17 күн бұрын
ଲେଖା ଅଛି ହବ🙏🙏🙏🙏🙏🕉️🕉️🕉️🕉️
@dashingdebasish3312
@dashingdebasish3312 17 күн бұрын
ଯୋଡ଼ି ଶଙ୍ଖ ର ନିଶା ଏବେ ଯାଏଁ ଯାଉନି😂
@saradapatro6820
@saradapatro6820 17 күн бұрын
BJP Sarkar Hatao Odisha Ku Bacho Jaya Jagannath 🙏🙏🙏
@prasantakumaracharya7979
@prasantakumaracharya7979 17 күн бұрын
ଯେଉଁ ଦିନ ଠାରୁ ନାରୀ ମାନେ ଉପର ମୁହାଁ ହେଲେଣି ସେହି ଦିନ ଠାରୁ ବିପଦ ଆସ୍ତେ ଆସ୍ତେ ମାଡି ଆସୁଛି କାରଣ ମାଳିକା ରେ ଲେଖା ଯାଇଛି ଯେ ନାରୀ ମାନେ ଉପର ମୁହାଁ ହେଲେ ପୃଥିବୀ ଧ୍ୱଂସ ହେବ ଏବଂ ପୁରୁଷ କିଛି ଭୁମିକା ରହିଛି
@artasuna40
@artasuna40 15 күн бұрын
ପଣ୍ଡା ମାନେ ଜଉ ରାଜନୀତି କରୁଛନ୍ତି ତାର ପରିମାଣ
Happy 4th of July 😂
00:12
Alyssa's Ways
Рет қаралды 69 МЛН
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 40 МЛН
Опасность фирменной зарядки Apple
00:57
SuperCrastan
Рет қаралды 6 МЛН
Happy 4th of July 😂
00:12
Alyssa's Ways
Рет қаралды 69 МЛН