Рет қаралды 45,628
ମହାପ୍ରଭୁଙ୍କ ଦୁଃଖ ଲୀଳା, ଏହି ଭିଡ଼ିଓରେ ରହିଛି ମନୁଷ୍ୟର ସମସ୍ତ ଦୁଃଖ ନାଶ ହେବାର ଉପାୟ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
ମହାପ୍ରଭୁ କିପରି ଦୁଃଖଗ୍ରସ୍ତ ହୁଅନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହେବେ, ଏଥିରେ ରହିଛି ମହାପ୍ରଭୁଙ୍କ ଦୁଃଖଗ୍ରସ୍ତ ହେବାର ସମୂର୍ଣ୍ଣ ଘଟଣାବଳୀର ରହସ୍ୟ।
ଭିଡ଼ିଓ ଶେଷରେ ରହିଛି ଏପରି ଏକ ସତ୍ୟ ଘଟଣା ଯାହା ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ, ହଁ ମହାପ୍ରଭୁ ଏଠି କଳିଯୁଗରେ ମାନବଲୀଳା ସମ୍ବରଣ କରୁଛନ୍ତି।
#jagannathmahima #odisha365 #DrAshutoshPrasadMishra #jagannath #jagannathpuri