ରୋଡ ଶୋ’ ବେଳେ ଉଦବୋଧନ ବନ୍ଦ କରି ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ

  Рет қаралды 205,902

Nandighosha TV

Nandighosha TV

2 ай бұрын

#naveenpatnaik #roadshow #bhubaneswar #election2024 #nandighoshatv
ଦେଶର ଯେକୌଣସି ନେତାଙ୍କ ଠାରୁ ନବୀନ ପଟ୍ଟନାୟକ ଭିନ୍ନ । ଏହା ଆମେ କହୁନାହୁଁ, ଏହା ତାଙ୍କ ବ୍ୟବହାର ଓ ତାଙ୍କ କାମ କହୁଛି । ଆଜି ରାଜଧାନୀରେ ରୋଡ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ମହାନତା ଦେଖାଇଥିଲେ, ତାହା ପୁଣି ଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକ ସମସ୍ତଙ୍କଠାରୁ ଅଲଗା । ରୋଡ ଶୋ’ରେ ନବୀନ ଉଦବୋଧନ ବନ୍ଦ କରି ଏକ ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଛନ୍ତି । ଯାହା ତାଙ୍କ ବିଶାଳ ହୃଦୟକୁ ଦର୍ଶାଉଛି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 536
@Mindsetboy23
@Mindsetboy23 2 ай бұрын
ବିଜେଡି ଅଛି ଆଗକୁ ରହିବ 👍ଏଥର ବିଜେଡି ଜିତିବ 100% ଗ୍ୟାରେଣ୍ଟି
@manasigiri7278
@manasigiri7278 Ай бұрын
Nabin ro Chela 😅😅😅
@vabhyansi
@vabhyansi Ай бұрын
Kn Rahibo tote to mata mata many asuchi na kn pai 😂
@moinuddinkhan5281
@moinuddinkhan5281 Ай бұрын
Amara kichi darkar nahi bas Naveen sarkar darkar puni thare darkar👍💯👍💯👍💯
@vabhyansi
@vabhyansi Ай бұрын
Bunkin to nehi namunkin hai
@madhusudanparida4161
@madhusudanparida4161 2 ай бұрын
Outstanding & great personality of our honourable CM.❤️🙏❤️
@akmjklc5540
@akmjklc5540 2 ай бұрын
ଏ ହେଉଛି ମଣିଷ ପଣିଆ, thank you sir.. U R a great person
@MunaBhai-qh9fl
@MunaBhai-qh9fl Ай бұрын
ଜୟ ଜଗନ୍ନାଥ 🙏🏻ଆମ ଓଡ଼ିଶା ସରକାର ଆମ ନବୀନ ପଟ୍ଟନାୟକ ସାର ଜୟ ବିଜେଡି ଶଙ୍ଖରହେବ ଜୟ 🙏🏻
@smitasamal460
@smitasamal460 Ай бұрын
ମୋର ଜଗନ୍ନାଥ ଙ୍କୁ ଗୋଟିଏ ପ୍ରାର୍ଥନା କି Bjd ହିଁ ଜିତୁ । ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା ।ଯାହାକୁ ଦେଖିକି ମୋଦି ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ଏଇଟା ଠିକ୍ ସମୟ ଯିଏ ଆମ ରାସ୍ତା ସୁବିଧା କରିଛନ୍ତି , ଯିଏ ଆମର ଏତେ ସହଯୋଗ କରିଛନ୍ତି ତାଙ୍କର ଏବେ ଆମର ଆବଶ୍ୟକତା ରହିଛି ତାଙ୍କୁ ହିଁ ଆମେ ସହାୟତା କରିବା। ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ଆମେ ତାକୁ ଭୋଟ ଦେବା ସିଏ ହେଲା Bjd । ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ଯେତେବେଳେ ତାକୁ ସହାୟତା ଆବଶ୍ୟକ ଅଛି ଲୋକ ମାନେ ତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ। ଦୟାକରି କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ଗୋଟିଏ ବାହାର ଲୋକ କୁ ଆମ ଓଡ଼ିଶା କୁ ଟେକି ଦିଅନି । ଆଉ ବୁଢ଼ା ବୁଢ଼ୀ ଙ୍କ ପାଇଁ ଭର୍ତ୍ତା ବ୍ୟବସ୍ଥା bjd karichhi । ତେଣୁ Bjd ଙ୍କୁ ଜିତାନ୍ତୁ । ଜଣଙ୍କ ଠୁ ଏତେ ସହାୟତା ପାଇବା ପରେ ତାକୁ ଭୁଲିବା ଉଚିତ୍ ନୁହେଁ। Bjd ଙ୍କୁ ଜିତାନ୍ତୁ । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।bjd ଙ୍କୁ ଯିତାନ୍ତୁ।ଏତେ ସୁବିଧା କଲା ପରେ ବି ଯାହାକୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।Bjp kahuthile ki rourkela re medical college kholib hele Kain kichhi helani ta।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ ତେଣୁ bjd କୁ ଜିତନ୍ତୁ।bjp ଚାହିଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd❤❤
@Biranchi185
@Biranchi185 Ай бұрын
Kete milichi comments pai
@JyotiJyotiprabhajena
@JyotiJyotiprabhajena Ай бұрын
Bhala katha te kahichonti apana
@vabhyansi
@vabhyansi Ай бұрын
Kete poisa neichhu lekhiba pai gariba laka ro bisoya kahiki lekhi nu
@Sancharita-h5y
@Sancharita-h5y Ай бұрын
Sbuthi paisa kama dieni lekhani o lekhaka nku sanman dia.. Rajaniti re Odisha ra sanskruti ku nasta kara nahin.. Sbu ra bhla ebam manda rahichi...
@monalisajena4924
@monalisajena4924 2 ай бұрын
No 1 chief minister Mr Naveen Pattnaik sir ❤
@santoshsethi3860
@santoshsethi3860 2 ай бұрын
Tala adu
@Lofi_Girl05
@Lofi_Girl05 2 ай бұрын
Abhadra ​@@santoshsethi3860
@smitasamal460
@smitasamal460 Ай бұрын
Right👍 no. 1 chief minister naveen pattnaik
@BALARAMMURMU
@BALARAMMURMU Ай бұрын
Yes NABIN SIR IS NO1
@vabhyansi
@vabhyansi Ай бұрын
Toma pari lak thau thau ama odisha agaku jaipariba nahi Karan toma jeb full na gariba ra dukha kn janipariba devolment kar tike
@pareshghadaighadai4421
@pareshghadaighadai4421 2 ай бұрын
Jay Nabini Sir 🙏❤❤❤🙋‍♂️🙋‍♂️🙋‍♂️🙋‍♂️
@SRC8089
@SRC8089 2 ай бұрын
Jay shree Ram
@sradhamihir5552
@sradhamihir5552 2 ай бұрын
Jay jagnnath ❤
@vabhyansi
@vabhyansi Ай бұрын
joy Naveen ro chamchha😂😂😂😂😂😂
@pareshghadaighadai4421
@pareshghadaighadai4421 Ай бұрын
@@vabhyansi Tame Kan Modi Cha macha Janapaduchi 🤣🤣🤣🤣
@pareshghadaighadai4421
@pareshghadaighadai4421 Ай бұрын
@@vabhyansi Jay ho Modi Cha macha 😂😂😂😂
@monalisajena4924
@monalisajena4924 2 ай бұрын
Ghare ghare jodi Sankha ❤❤
@SRC8089
@SRC8089 2 ай бұрын
Chaula liye deuchhu
@santoshsethi3860
@santoshsethi3860 Ай бұрын
Jodi sankha asubha
@monalisajena4924
@monalisajena4924 2 ай бұрын
Aama Odisha Naveen Odisha ❤❤
@SrimangalSahu-qj7hw
@SrimangalSahu-qj7hw 2 ай бұрын
Modi sarkar
@sradhamihir5552
@sradhamihir5552 2 ай бұрын
​@@SrimangalSahu-qj7hwModi bharat sarakara 😍 Naveen odisha sarakar🎉
@vabhyansi
@vabhyansi Ай бұрын
Toma Odisha Naveen Odisha na pandyan odisha
@monalisajena4924
@monalisajena4924 Ай бұрын
Odisha ra kana development Jane Odisha basi heiki jadi janiparibani....sethi aau kana kuhajiba...hasyaspada chhada aau kichhi nuhey
@monalisajena4924
@monalisajena4924 Ай бұрын
Definitely Modi Bharat sarkar. But in our state only sadhey charikoti janantanka Jananayak ....AAMA MANYABARA MUKHYAMANTRI MR NAVEEN PATTANAIK SIR
@monalisajena4924
@monalisajena4924 2 ай бұрын
Yei heuchi aama Manyabara Mukhyamantri sir nka mahanata
@dillipkumarsahoo4823
@dillipkumarsahoo4823 2 ай бұрын
Our beloved cm, Naveen Pattnaik ❤❤❤❤❤
@jbstudycentre9950
@jbstudycentre9950 2 ай бұрын
But what about pandu ???
@debasispattanaik2510
@debasispattanaik2510 2 ай бұрын
Jai Naveen sir
@tapankumar8883
@tapankumar8883 2 ай бұрын
ହେଲେ କଣ ହେବ ତାଳଚେର ରେ ରାସ୍ତାରେ ଘଣ୍ଟା ଘଣ୍ଟା ଆମ୍ବୁଲାନ୍ସ ଅଟକି ରହେ | ଦୁଃଖ ବୁଝିଛି କିଏ
@dasarathisethi9721
@dasarathisethi9721 2 ай бұрын
Thanks sir
@ritanjalimuduli5195
@ritanjalimuduli5195 2 ай бұрын
ଆମ୍ବୁଲାନ୍ସ ଆସିଲା କେଉଁଠୁ ସେ ରାସ୍ତା ରେ
@mr_od_07
@mr_od_07 2 ай бұрын
Script written by pandu😂😂😂
@PartiDash-lh3id
@PartiDash-lh3id 2 ай бұрын
ଜୟ ଶ୍ରି ରାମ
@AshishKumarDasAshish-gr6dt
@AshishKumarDasAshish-gr6dt Ай бұрын
Thike Re Dakhe lo Bhai
@artsy93
@artsy93 Ай бұрын
Scripted 😂😂😂
@manashkumarparida
@manashkumarparida Ай бұрын
ଯଦି ରୋଡ ବନ୍ଦ ଥିଲା ଆମ୍ବୁଲାନ୍ସ ଆସିଲା କେମିତି ମୋର ଏଇଟା ପ୍ରଶ୍ନ
@reemanayak3663
@reemanayak3663 2 ай бұрын
BJD 🙏🙏🙏🙏🙏🙏
@user-js1yj3cn7w
@user-js1yj3cn7w Ай бұрын
Great person Naveen Patnaik Respect Button ✅
@debabratabehera6423
@debabratabehera6423 2 ай бұрын
Jay jagannath ❤️❤️❤️❤️❤️ Jay bjd 💚💚💚💚💚 Jay Naveen Patnaik ❤️💚❤️💚❤️🫡🫡🫡🫡🫡 Jay pandian sir ❤️💚❤️💚❤️🫡🫡🫡🫡🫡🫡🫡🫡🫡
@manasigiri7278
@manasigiri7278 Ай бұрын
Nabin ro chakoro 😂😂
@debasispattanaik2510
@debasispattanaik2510 2 ай бұрын
Ati bhadra and honourable CM,..
@Unionpublicservicecommis-fw5el
@Unionpublicservicecommis-fw5el 2 ай бұрын
Only BJD❤❤❤❤
@SrimangalSahu-qj7hw
@SrimangalSahu-qj7hw 2 ай бұрын
Only bjp
@Unionpublicservicecommis-fw5el
@Unionpublicservicecommis-fw5el 2 ай бұрын
@@SrimangalSahu-qj7hw WhatsApp university andhbhakt spotted 🤣🤣🤣
@Lofi_Girl05
@Lofi_Girl05 2 ай бұрын
Bjd ❤
@cool_Motivation
@cool_Motivation 2 ай бұрын
Bjp❤only
@tapanbag1366
@tapanbag1366 2 ай бұрын
No1 nabin babu jindabad
@lovelylipi05
@lovelylipi05 2 ай бұрын
We are proud of you sir 🙏
@jharanadas4506
@jharanadas4506 2 ай бұрын
Jay Jagannath Jay bjd ❤❤❤
@manoranjanmaharana9549
@manoranjanmaharana9549 2 ай бұрын
Very nice sir
@BiswalGayatri
@BiswalGayatri 2 ай бұрын
Thanku so much Naveen sir for Ambulance 🚑,🙏🙏🙏
@susantakumarasethi8164
@susantakumarasethi8164 2 ай бұрын
ଜୟ ନବୀନ
@user-sj6vw5kw7h
@user-sj6vw5kw7h 2 ай бұрын
Jay jaganath sir ❤
@sreekantajena2490
@sreekantajena2490 2 ай бұрын
JayNaveen❤❤❤❤❤❤
@SrimangalSahu-qj7hw
@SrimangalSahu-qj7hw 2 ай бұрын
Jay modi
@nikibhue411
@nikibhue411 2 ай бұрын
Ama odisha Nabin Odisha... the Great hero... in the world ❤❤❤❤
@vabhyansi
@vabhyansi Ай бұрын
Odisha has developed very well, that's why you are saying two gate. You should be ashamed.
@user-pt6lt9zj6u
@user-pt6lt9zj6u 2 ай бұрын
Naveen babu odisa ra relly hero💚💚
@youtubestar.aditya
@youtubestar.aditya 2 ай бұрын
Jay naveen
@SrimangalSahu-qj7hw
@SrimangalSahu-qj7hw 2 ай бұрын
Jay modi
@PartiDash-lh3id
@PartiDash-lh3id 2 ай бұрын
ଜୟ ଶ୍ରି ରାମ
@vabhyansi
@vabhyansi Ай бұрын
Mada Naveen
@rajutakri5155
@rajutakri5155 2 ай бұрын
Jay Bjd
@SrimangalSahu-qj7hw
@SrimangalSahu-qj7hw 2 ай бұрын
Jay bjp
@mamata5846
@mamata5846 2 ай бұрын
ନିହାତି ନିଆରା ହେବେ କାରଣ ତାଙ୍କର ନିଜସ୍ୱ କିଛି ନାହିଁ ସବୁ ତ ତାମିଲ ଏମିତି କି 25 ବର୍ଷ ଶାସନ ପରେ ବି ଓଡ଼ିଆ ରେ ପଦେ କହି ପାରୁନାହାନ୍ତି ତାହାଲେ ନିଆରା ହେବେନି କେମିତି
@BhajamanSethi-cr5is
@BhajamanSethi-cr5is 2 ай бұрын
ଆମ ଓଡ଼ିଶା ନବୀନ ଓଡିଶା
@JyotiJyotiprabhajena
@JyotiJyotiprabhajena Ай бұрын
Odia kahiparunahanti boli ate dino hela sasan karuchonti 👍👍
@shreegourang3787
@shreegourang3787 2 ай бұрын
Naveen Sir Best Kintu Pandian Rain Kehi vote Debapain chahun Nahanti ... But I Love Naveen Sir...!
@subhalaxmiswain4853
@subhalaxmiswain4853 2 ай бұрын
True
@pranabaswain9900
@pranabaswain9900 Ай бұрын
I Love Naveen Sir ❤❤❤❤❤❤❤❤❤🙏🙏🙏🙏🙏🙏
@sukantamohanty9894
@sukantamohanty9894 Ай бұрын
Naveen Patnaik hero of odisha
@dynaraninayak12
@dynaraninayak12 Ай бұрын
Our hero ,our pride ❤
@jagnathkhara8257
@jagnathkhara8257 2 ай бұрын
ଆମ ନବୀନ ଆମ ଓଡ଼ିଶା 🙏🙏🙏
@tarakantabehera2372
@tarakantabehera2372 2 ай бұрын
Thank you Naveen sir👍
@vabhyansi
@vabhyansi Ай бұрын
How much money did you get for saying thank you, brother Naveen Kasam?
@jatraduniarangamancha5825
@jatraduniarangamancha5825 2 ай бұрын
କୁକୁର ବିଲେଇ ବି Ambulance କୁ ଦେଖିଲେ ବାଟ ଛାଡି ଦେବେ ଏଇଟା ନୂଆ କଥା ନୁହେଁ
@sasmitabehera480
@sasmitabehera480 Ай бұрын
Great personality everr.. Our beloved cm sir 🙏🏻🙏🏻
@subhashreemohanty2354
@subhashreemohanty2354 Ай бұрын
Great sir ❤❤
@manashkumarparida
@manashkumarparida Ай бұрын
ପୋଲିସ ମାନେ ଜାଣିନଥିଲେ ମୁଖ୍ୟ ମନ୍ତ୍ରୀ ରୋଡ ସୋ ରେ ଅଛନ୍ତି ତାହେଲେ ଆମ୍ବୁଲାନ୍ସ କୁ ଛାଡିଲେ କେମିତି ପୋଲିସ ମାନେ ପାଗଳ ନା କଣ
@birendradas8645
@birendradas8645 2 ай бұрын
ନବୀନ sir🙏🙏🙏❤️❤️
@sahilpatra9369
@sahilpatra9369 Ай бұрын
I love you navin sir ji❤❤
@S.w.e.e.t.v.i.b.e.s
@S.w.e.e.t.v.i.b.e.s Ай бұрын
King always king 👑 Naveen patnaik always no.1
@rashmidas6288
@rashmidas6288 2 ай бұрын
Mind-blowing hint❤❤
@Jibanjena-ny2lg
@Jibanjena-ny2lg 2 ай бұрын
Semiti vhala kama karu cha ti,boli loka vhala paatni❤ BjD❤❤❤❤❤❤❤❤❤ ❤
@Smirajblog
@Smirajblog 2 ай бұрын
ଏଇଟା ଗୋଟେ ସ୍କ୍ରିପ୍ଟ
@Officialmuna15
@Officialmuna15 Ай бұрын
No 1 chief minister Mr Naveen Pattnaik sir ❤❤❤❤❤❤🙏🙏🙏🙏🙏🙏🙏🙏🙏
@ipsitasatapathy7928
@ipsitasatapathy7928 Ай бұрын
Naveen sir is the Best C. M.
@Bahadhulbariha
@Bahadhulbariha 2 ай бұрын
ଜୟ ନବୀନ 🙏🙏🙏👍👍👍
@mixestain125
@mixestain125 2 ай бұрын
Jay nabin jay bjd🙏🙏🙏🙏🙏🙏🙏🙏🙏🙏🙏🙏
@bastabkumar05
@bastabkumar05 Ай бұрын
Naveen Patnaik ❤
@sasmitasingh3527
@sasmitasingh3527 2 ай бұрын
❤❤❤❤
@biswajitpanda8888
@biswajitpanda8888 2 ай бұрын
Naveen pattnaik should get the best actor award
@sahinperwin1590
@sahinperwin1590 Ай бұрын
❤❤❤❤ best luck best
@Healthin2791
@Healthin2791 2 ай бұрын
🙏🙏🙏
@tusharbagudai5945
@tusharbagudai5945 2 ай бұрын
Thik sei 2 min vitare ambulance aasiki cm bus pakhe pahanchi galla Ambulance ku ta ta agaru hi police alga corridor re patheiba kattha
@omprakasharazz241
@omprakasharazz241 2 ай бұрын
Great sir
@deeptimayeemohanty6480
@deeptimayeemohanty6480 Ай бұрын
Naveen sir nku koti koti 🙏🙏🙏🙏🙏🙏🙏🙏🙏🙏🙏
@nadebubuyt
@nadebubuyt 2 ай бұрын
Kau bada katha kii obviously ate gote samasta kaa kartavya Ambulance ku rasta chaid baa (loko ate chitya nua ahi news dakhi voat debe)❤jay Shri Ram 🚩
@kartikkartik2385
@kartikkartik2385 Ай бұрын
Jay Jagannath
@worldsbest5880
@worldsbest5880 2 ай бұрын
Not only a good minister but also Naveen is a good debater.
@UrmilaKhemundu-tu7yc
@UrmilaKhemundu-tu7yc Ай бұрын
No1 Naveen sir
@karunakarpera197
@karunakarpera197 2 ай бұрын
Humanity service showing honorable cm Naveen Patnaik
@ajitkumarmuduli33
@ajitkumarmuduli33 2 ай бұрын
Naveen babu apan ka ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@padmacharan8373
@padmacharan8373 2 ай бұрын
Ambulance re tanka jauthila na ganjei jauthila😂😂😂😂
@Radhakrishnastatus20
@Radhakrishnastatus20 Ай бұрын
Planing hei6i😂
@khageswarhansa4948
@khageswarhansa4948 2 ай бұрын
1 No. Ama Navin Babu
@SureshChandraSahoo-qs4bp
@SureshChandraSahoo-qs4bp Ай бұрын
Jay jagannath 🙏 athra puni odishare bjd bajimata kariba jay naveen jay bjd ❤❤❤❤❤❤
@NigamRay-lu7tg
@NigamRay-lu7tg Ай бұрын
He is Honest
@user-fx7ye3bz6m
@user-fx7ye3bz6m 2 ай бұрын
Nice sir , great leader
@user-lh3lo2io2k
@user-lh3lo2io2k Ай бұрын
No1cm
@SoumyaRanjan-pk8qt
@SoumyaRanjan-pk8qt 2 ай бұрын
He is a legend
@Lalagiswain-nb3bx
@Lalagiswain-nb3bx 2 ай бұрын
ସାରା ଓଡ଼ିଶାରେ ଗୋଟିଏ ସୋର ଏଥର ବିଜେପି ସରକାର
@biswamberbhutia3280
@biswamberbhutia3280 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ଵି କହିଛି ସେ ଲୋକ ହିସାବରେ ନବିନ ପଟନାୟକ କୁ ଅନୁସରଣ କରନ୍ତି
@pravakarbarik3158
@pravakarbarik3158 2 ай бұрын
❤❤❤
@anilkumardalai4533
@anilkumardalai4533 Ай бұрын
Ethipain se samastanka priya❤❤❤
@bhajaharimalik8172
@bhajaharimalik8172 2 ай бұрын
Naveen Patnaik 🎉
@sanjib9501
@sanjib9501 Ай бұрын
ଆମ ଓଡ଼ିଶା ନବିନ ଓଡ଼ିଶା
@Pardip_Raj88
@Pardip_Raj88 Ай бұрын
I love you nabin ❤❤sir
@svs5526
@svs5526 2 ай бұрын
❤One & Only Naveen❤
@NakulDash-dv6xj
@NakulDash-dv6xj Ай бұрын
I love Naveen Patnaik❤
@BebinaMandal
@BebinaMandal 2 ай бұрын
Naveen no 1❤❤❤❤❤❤❤❤❤❤
@user-wq4ju4hb4t
@user-wq4ju4hb4t Ай бұрын
Naveen no 1
@nibeditasahoo5122
@nibeditasahoo5122 2 ай бұрын
Hero no 1
@saiarts4617
@saiarts4617 2 ай бұрын
❤🎉 Jay Jagannath
@manashiswain7861
@manashiswain7861 Ай бұрын
I really miss you Naveen sir 🙏🙏🙏🙏
@dayanidhimishra2145
@dayanidhimishra2145 27 күн бұрын
No 1 Cm 🙏👍👍👍👍
@sapnanayak2575
@sapnanayak2575 Ай бұрын
Jay nabini sir 👌👌🙏🙏🙏🙏❤️❤️
@rinkibiswal730
@rinkibiswal730 Ай бұрын
No1 Navin sir
@jyotishreeroy9479
@jyotishreeroy9479 2 ай бұрын
Naveen Sir 💯🙏
@SNOdianews
@SNOdianews 2 ай бұрын
Jay jid❤
@adityakumarsahoo99
@adityakumarsahoo99 Ай бұрын
ଏସବୁ ଗୋଟିଏ ଚକ୍ରାନ୍ତ।
@moinuddinkhan5281
@moinuddinkhan5281 Ай бұрын
Amara kichi darkar nahi bas Naveen sarkar darkar only Naveen pattanayak❤❤
@PapuniMohapatra-yk3ys
@PapuniMohapatra-yk3ys 2 ай бұрын
Our beloved Navin babu❤️
@kaibarttaghivela6361
@kaibarttaghivela6361 2 ай бұрын
Our cm No1
@user-kt1ts6hj7x
@user-kt1ts6hj7x Ай бұрын
Thankyoubjd
@sushreesangita798
@sushreesangita798 2 ай бұрын
Sethi ରୋଡ ଶୋ ଚାଲିଥିଲା ମାନେ se side ରେ ରୋଡ ବନ୍ଦ ଥିବ ଆମ୍ବୁଲାନ୍ସ ଆସିଲା କେମିତି କେହି ଟିକେ ଚିନ୍ତା କର ସବୁ ପ୍ଲାନ ଆଉ କିଛି ନୁହଁ....
@n.rcreation3399
@n.rcreation3399 2 ай бұрын
Thik kahile bhai e sabu gote gote story au kichi nahi Loko anku vuha buleibaku chesta karuchanti emane
@dibyaranjanbehura17
@dibyaranjanbehura17 2 ай бұрын
Yes😅
@jcbofficial3993
@jcbofficial3993 2 ай бұрын
ଆରେ ଭାଇ ମୋଦି ନୁହଁ, ୟେ ନବୀନ ପଟ୍ଟନାୟକଙ୍କ ମହାନତା। ଗୋଟେ ରାସ୍ତାରେ ସମସ୍ତେ ଏକ ହୋଇ ଥିଲେ। ନେତା ବି ସେଇଠି, ଜନତା ବି ସେଇ ରାସ୍ତାରେ।
@Papureaction490
@Papureaction490 2 ай бұрын
ତତେ ଖାଲି ପ୍ଲାନ ଲାଗୁଚି ଶଳା ବେଈମାନ କୁକୁର ଓଡିଶା ପାଇଁ ତୁ କଳଙ୍କ
@josephnayak613
@josephnayak613 2 ай бұрын
ଆରେ କୁକୁର ଶଳା ରାସ୍ତା ଜେତେ ବନ୍ଦ୍ ହେଲେ ମଧ୍ୟ ambulance 🚑 ଗାଡ଼ିକୁ ରାସ୍ତା ଦିଆଯାଏ ଜାଣିନୁ କି ? ସେଥି ପାଇଁ ତ ଆମ Naveen Patnaik ଭାରତର ନମ୍ୱର୍ ୱାନ ମୁଖ୍ୟମନ୍ତ୍ରୀ BJD BJD BJD JINDABAAD
Хотите поиграть в такую?😄
00:16
МЯТНАЯ ФАНТА
Рет қаралды 2,7 МЛН
Smart Sigma Kid #funny #sigma #comedy
00:25
CRAZY GREAPA
Рет қаралды 28 МЛН
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 39 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
Adityanath Meets Patel // Royal Enfield Launches Guerrilla 450
23:10
OdiaTechBulletin
Рет қаралды 22 М.
Powerful Vishnu Sahasranamam by ms subbalakshmi
29:59
Everythinguknow
Рет қаралды 8 МЛН